< ୧ମ କରନ୍ତିୟ 6 >
1 ୧ ଜଦି ତମର୍ ବିତ୍ରେ ଗଟେକ୍ ବିସ୍ବାସି ବାଇକେ ଆରି ଗଟେକ୍ ବିସ୍ବାସି ବାଇର୍ ବିରୁଦେ କାତା ରଇଲେ, ସେଟା ବିଚାର୍ କର୍ବାକେ ବିସ୍ବାସ୍ ନ କଲା ବିଚାର୍କାରିଆର୍ ଲଗେ ଜାଆ ନାଇ । ତାର୍ ବାଦୁଲେ ବିସ୍ବାସିମନ୍ ସେଟା ବିଚାର୍ କରତ୍ ।
ⲁ̅ⲟⲩⲛ ⲟⲩⲁ ⲛⲁⲧⲟⲗⲙⲁ ⲉⲃⲟⲗ ⲛϩⲏⲧⲧⲏ ⲩⲧⲛ ⲉⲟⲩⲛⲧϥ ⲟⲩϩⲱⲃ ⲙⲛ ⲡⲉⲑⲓⲧⲟⲩⲱϥ ⲉϫⲓϩⲁⲡ ϩⲓ ⲛⲣⲉϥϫⲓ ⲛϭⲟⲛⲥ ⲁⲩⲱ ϩⲓ ⲛⲉⲧⲟⲩⲁⲁⲃ ⲁⲛ
2 ୨ ମନେ ରଅ, ପର୍ମେସରର୍ ଲକ୍ମନ୍ ଜଗତର୍ ଲକ୍ମନର୍ ବିଚାର୍ କର୍ବାଇ । ସେନ୍ତାର୍ଆଲେ, ଏ ଗଟେକ୍ ସାନ୍ ବିସଇ ବିଚାର୍ କରିନାପାରାସ୍ କି?
ⲃ̅ⲏ ⲛⲧⲉⲧⲛⲥⲟⲟⲩⲛ ⲁⲛ ϫⲉ ⲛⲉⲧⲟⲩⲁⲁⲃ ⲛⲉⲧⲛⲁⲕⲣⲓⲛⲉ ⲙⲡⲕⲟⲥⲙⲟⲥ ⲁⲩⲱ ⲉϣϫⲉ ⲉⲩⲛⲁⲕⲣⲓⲛⲉ ⲙⲡⲕⲟⲥⲙⲟⲥ ϩⲓⲱⲧⲧⲏⲩⲧⲛ ⲛⲧⲉⲧⲛⲙⲡϣⲁ ⲁⲛ ⲛϩⲉⲛⲕⲟⲩⲓ ⲙⲙⲁ ⲛϯϩⲁⲡ
3 ୩ ଏଦେ ସୁନା! ଦିନେକ୍ ଆମେ ସରଗର୍ ଦୁତ୍ମନ୍କେ ବିଚାର୍ କର୍ବୁ । ତେବେ ଏ ଜିବନେ ଆଇବା ସାନ୍ ସାନ୍ ବିସଇ ବିଚାର୍ କର୍ବାକେ ଅଦିକ୍ ସଅଜ୍ ନଏଁ କି?
ⲅ̅ⲛⲧⲉⲧⲛⲥⲟⲟⲩⲛ ⲁⲛ ϫⲉ ⲧⲛⲛⲁⲕⲣⲓⲛⲉ ⲛϩⲉⲛⲁⲅⲅⲉⲗⲟⲥ ⲉⲙⲡⲁⲧⲛⲡⲱϩ ⲉⲛⲁ ⲡⲕⲟⲥⲙⲟⲥ
4 ୪ ଜଦି ବିନ୍ ବିସ୍ବାସି ମନର୍ ସଙ୍ଗ୍ ଲାଗାଜଡା ଅଇଲେ ରାଜିନାମା କର୍ବାକେ ତମର୍ ମଣ୍ଡଲି ବିତ୍ରେ ବିସ୍ବାସ୍ ଇସାବେ ସନ୍ମାନ୍ ନ ପାଇବା ଲକର୍ଟାନେ କାଇକେ ଗାଲାସ୍ନି?
ⲇ̅ⲉϣⲱⲡⲉ ϭⲉ ⲟⲩⲛⲧⲏⲧⲛ ⲙⲙⲁⲩ ⲛϩⲉⲛϩⲱⲃ ⲛⲧⲉ ⲡⲃⲓⲟⲥ ⲛⲉⲧⲥⲟϣϥ ϩⲛ ⲧⲉⲕⲕⲗⲏⲥⲓⲁ ⲛⲁⲓ ⲙⲁⲑⲙⲥⲟⲟⲩ
5 ୫ ମୁଇ ତମ୍କେ ଲାଜ୍କରାଇବାକେ ଏ କାତା ଲେକିଆଚି । ବିସ୍ବାସି ବାଇ ବାଇ ବିତ୍ରେ କିରମାର ଅଇଲାଟା ରାଜିନାମା କର୍ବାକେ ସତଇସେ ତମର୍ ବିତ୍ରେ ଗଟେକ୍ ମିସା ବୁଦି ରଇଲା ଲକ୍ ନାଇ କି?
ⲉ̅ⲉⲓϫⲱ ⲙⲙⲟⲥ ⲉⲩϣⲓⲡⲉ ⲛⲏⲧⲛ ⲧⲁⲓ ⲧⲉ ⲑⲉ ⲙⲛ ⲗⲁⲁⲩ ⲛⲥⲟⲫⲟⲥ ⲛϩⲏⲧⲧⲏⲩⲧⲛ ⲡⲁⲓ ⲉϥⲛⲁϣϭⲙϭⲟⲙ ⲉⲇⲓⲁⲕⲣⲓⲛⲉ ⲛⲧⲙⲏⲧⲉ ⲙⲡⲉϥⲥⲟⲛ
6 ୬ ଏଦେ ଦେକା! ଏଟା କେନ୍ତାର୍ କଲାସ୍ନି? ଗଟେକ୍ ବିସ୍ବାସି ବାଇ ଆରି ଗଟେକ୍ ବାଇର୍ ବିରୁଦେ ବିଚାର୍ନା ଗରେ ଗାଲାନି, ଆରି ସେ ବିଚାର୍ନା, ବିସ୍ବାସ୍ ନ କରୁମନ୍କେ ସର୍ପିଦେଲାସ୍ନି ।
ⲋ̅ⲁⲗⲗⲁ ⲟⲩⲛ ⲟⲩⲥⲟⲛ ϫⲓϩⲁⲡ ⲙⲛ ⲡⲉϥⲥⲟⲛ ⲁⲩⲱ ⲡⲁⲓ ϩⲓ ⲛⲁⲡⲓⲥⲧⲟⲥ
7 ୭ ତମେ ତମର୍ ତମର୍ ବିତ୍ରେ ଲାଗାଜଡା ଅଇକରି କରଟ୍ ଦୁଆର୍ ଜାକ ଗାଲାସ୍ନି । ଇତିଅନି ଜାନା ପଡ୍ଲାନିଜେ ମିସାବିଡାଟାନେ ପୁରାପୁରୁନ୍ ଆରି ଜାଇ ଆଚାସ୍ । ତମର୍ ପାଇ ଅନିଆଇ ମୁର୍ଚିକରି, କେତି ଅଇବାଟା ମୁର୍ଚିକରି ରଇଲେ ନିକ ଅଇତା ।
ⲍ̅ⲏⲇⲏ ⲙⲉⲛ ϩⲟⲗⲱⲥ ⲣⲱ ⲟⲩϣⲱⲱⲧ ⲛⲏⲧⲛ ⲡⲉ ϫⲉ ⲟⲩⲛⲧⲏⲧⲛ ϩⲁⲡ ⲙⲛ ⲛⲉⲧⲛⲉⲣⲏⲩ ⲉⲧⲃⲉ ⲟⲩ ⲣⲱ ⲥⲉⲛⲁϫⲓⲧⲏⲩⲧⲛ ⲁⲛ ⲛϭⲟⲛⲥ ⲉⲧⲃⲉ ⲟⲩ ⲣⲱ ⲥⲉⲛⲁϥⲉϭ ⲧⲏⲩⲧⲛ ⲁⲛ
8 ୮ ତାର୍ ବାଦୁଲେ ତମର୍ ତମର୍ ବିତ୍ରେ ଅନିଆଇ ଆରି କେତି କଲାସ୍ନି । ସେଟା ମିସା ନିଜର୍ ବିସ୍ବାସି ବାଇବଇନିମନ୍କେ!
ⲏ̅ⲁⲗⲗⲁ ⲛⲧⲱⲧⲛ ⲛⲉⲧϫⲓ ⲛϭⲟⲛⲥ ⲁⲩⲱ ⲉⲧϥⲱϭⲉ ⲁⲩⲱ ⲡⲁⲓ ⲛⲛⲉⲧⲛⲥⲛⲏⲩ
9 ୯ ମନେରଅ ଜନ୍ ଲକ୍ମନ୍ ପାପେରଇକରି ବଁଚ୍ବାଇ ସେମନ୍ ପର୍ମେସରର୍ ରାଇଜେ ଜାଇ ନାପାରତ୍ । ନିଜେ ନାଡାଇ ଉଆନାଇ । ଜନ୍ ଲକ୍ମନ୍ ନିୟମ୍ ବିରୁଦେ ଚଲାଚଲ୍ତି କଲାଇନି କି ମୁର୍ତି ପୁଜା କଲାଇନି କି ବେବିଚାର୍ କାମ୍ କଲାଇନି କି ମନସ୍ ମନସ୍ ବିତ୍ରେ ଆରି ମାଇଜି ମାଇଜି ବିତ୍ରେ ଅଇବା କାରାପ୍ କାମ୍ କଲାଇନି, ବେସିଆ କାମ୍ କଲାଇନି,
ⲑ̅ⲏ ⲛⲧⲉⲧⲛⲥⲟⲟⲩⲛ ⲁⲛ ϫⲉ ⲛⲣⲉϥϫⲓ ⲛϭⲟⲛⲥ ⲛⲁⲕⲗⲏⲣⲟⲛⲟⲙⲓ ⲁⲛ ⲛⲧⲙⲛⲧⲣⲣⲟ ⲙⲡⲛⲟⲩⲧⲉ ⲙⲡⲣⲡⲗⲁⲛⲁ ⲟⲩⲇⲉ ⲙⲛ ⲡⲟⲣⲛⲟⲥ ⲟⲩⲇⲉ ⲙⲛ ⲣⲉϥϣⲙϣⲉ ⲉⲓⲇⲱⲗⲟⲛ ⲟⲩⲇⲉ ⲙⲛ ⲛⲟⲉⲓⲕ ⲟⲩⲇⲉ ⲙⲛ ⲙⲁⲗⲁⲕⲟⲥ ⲟⲩⲇⲉ ⲙⲛ ⲣⲉϥⲛⲕⲟⲧⲕ ⲙⲛ ϩⲟⲟⲩⲧ
10 ୧୦ ଚର୍ନା ଅଇଲାନି, କି ଦନ୍ ଲବ୍ରା ଅଇଲାନି, ମାତୁଆଲ୍ କି ନିନ୍ଦା କର୍ବାଲକ୍ ଅଇଲାନି କି ଅଲ୍ଗା ଲକର୍ ଜିନିସ୍ ଚରାଇବା ଲକ୍ ଅଇଲାନି, ଏମନ୍ ପର୍ମେସରର୍ ରାଇଜେ ଜାଇ ନାପାରତ୍ ।
ⲓ̅ⲟⲩⲇⲉ ⲙⲛ ⲣⲉϥϩⲱϥⲧ ⲟⲩⲇⲉ ⲙⲛ ⲙⲁⲓⲧⲟ ⲛϩⲟⲩⲟ ⲟⲩⲇⲉ ⲙⲛ ⲣⲉϥϯϩⲉ ⲟⲩⲇⲉ ⲙⲛ ⲣⲉϥⲥⲁϩⲟⲩ ⲟⲩⲇⲉ ⲙⲛ ⲣⲉϥⲧⲱⲣⲡ ⲛⲁⲕⲗⲏ ⲣⲟⲛⲟⲙⲓ ⲛⲧⲙⲛⲧⲣⲣⲟ ⲙⲡⲛⲟⲩⲧⲉ
11 ୧୧ ମାପ୍ରୁକେ ବିସ୍ବାସ୍ କର୍ବା ଆଗ୍ତୁ, ତମର୍ ବିତ୍ରେ କେ କେ ଏନ୍ତାରି ଅଇରଇଲାସ୍, ମାତର୍ ପର୍ମେସର୍ ତମର୍ ପାପ୍ ସବୁ ଦଇ ଦେଲା । ଆରି ମାପ୍ରୁ ଜିସୁ କିରିସ୍ଟ ଆରି ସୁକଲ୍ ଆତ୍ମାର୍ ଲାଗି ଦରମ୍ ବଲାଇ ଅଇଆଚାସ୍ ।
ⲓ̅ⲁ̅ⲁⲩⲱ ⲛⲁⲓ ⲛⲉⲧⲉⲧⲛ ⲛϩⲏⲧⲟⲩ ⲡⲉ ⲁⲗⲗⲁ ⲁⲧⲉⲧⲛϫⲉⲕⲙ ⲧⲏⲩⲧⲛ ⲁⲗⲗⲁ ⲁⲧⲉⲧⲛⲧⲃⲃⲟ ⲁⲗⲗⲁ ⲁⲧⲉⲧⲛⲧⲙⲁⲉⲓⲟ ϩⲙ ⲡⲣⲁⲛ ⲙⲡⲉⲛϫⲟⲉⲓⲥ ⲓⲏⲥ ⲁⲩⲱ ϩⲙ ⲡⲉⲡⲛⲁ ⲙⲡⲉⲛⲛⲟⲩⲧⲉ
12 ୧୨ ତମର୍ ବିତ୍ରେ କେତେଲକ୍ କଇବାଇ, “ମୁଇ ଜନ୍ଟା ମନ୍ କଲିନି, ସେଟା କର୍ବି” । ମୁଇ କଇବି, “ଉଁ, ସେଟା ସତ୍, ମାତର୍ ସବୁ ବିସଇ ମର୍ ପାଇ ନିକ ନଏଁ ।” କେତେଲକ୍ କଇବାଇ ସବୁ କର୍ବାକେ ମର୍ ଅଦିକାର୍ ଆଚେ, । ମାତର୍ ମୁଇ କଇବି, ଜନ୍ ବିସଇ ମିସା ମକେ ଦାରି ରକିରଇବାକେ ମୁଇ ନ ଦେଇ, ।
ⲓ̅ⲃ̅ϩⲱⲃ ⲛⲓⲙ ⲉⲝⲉⲥⲧⲉⲓ ⲛⲁⲓ ⲁⲗⲗⲁ ϩⲱⲃ ⲛⲓⲙ ⲣⲛⲟϥⲣⲉ ⲁⲛ ϩⲱⲃ ⲛⲓⲙ ⲉⲝⲉⲥⲧⲉⲓ ⲛⲁⲓ ⲁⲗⲗⲁ ⲛϯⲛⲁⲕⲁ ⲗⲁⲁⲩ ⲁⲛ ⲉⲣϫⲟⲉⲓⲥ ⲉⲣⲟⲓ
13 ୧୩ କେତେଲକ୍ କଇବାଇ, ପେଟ୍ ଜଦି କାଦି କାଇବାକେ ମନ୍ କଲାନି ବଇଲେ କାଦି କାଇବାଟା ନିକ, । ମାତର୍ ମୁଇ କଇଲିନି, ପର୍ମେସର୍ ଗଟେକ୍ ଦିନ୍ ଏ ଦୁଇଟାକେ ମିସା କୁରୁପ୍ନାସ୍ କର୍ସି । ଗାଗଡ୍ ବେବିଚାର୍ କାମ୍ କର୍ବାକେ ନାଇ, ମାତର୍ ମାପ୍ରୁର୍ ସେବା କର୍ବାକେ ଲାଗ । ଗାଗଡ୍କେ ଦର୍କାର୍ ଅଇବାଟା ମାପ୍ରୁ ଜାଗାଇସି ।
ⲓ̅ⲅ̅ⲛϭⲓ ⲛⲟⲩⲟⲟⲙ ⲛⲑⲏ ⲁⲩⲱ ⲑⲏ ⲛⲛϭⲓ ⲛⲟⲩⲟⲟⲙ ⲡⲛⲟⲩⲧⲉ ⲇⲉ ⲧⲁⲓ ⲙⲛ ⲛⲉⲉⲓⲕⲟⲟⲩⲉ ϥⲛⲁⲟⲩⲟⲥϥⲟⲩ ⲡⲥⲱⲙⲁ ⲛⲧⲟϥ ⲛⲧⲡⲟⲣⲛⲉⲓⲁ ⲁⲛ ⲁⲗⲗⲁ ⲙⲡϫⲟⲉⲓⲥ ⲁⲩⲱ ⲡϫⲟⲉⲓⲥ ⲙⲡⲥⲱⲙⲁ
14 ୧୪ ପର୍ମେସର୍, ମାପ୍ରୁ ଜିସୁକେ ତାର୍ ନିଜର୍ ବପୁସଙ୍ଗ୍ ମଲାତେଇଅନି ଉଟାଇଲା । ସେନ୍ତାରିସେ ଆମ୍କେ ମିସା ଉଟାଇସି, ।
ⲓ̅ⲇ̅ⲁⲡⲛⲟⲩⲧⲉ ⲇⲉ ⲧⲟⲩⲛⲉⲥ ⲡⲉⲛϫⲟⲉⲓⲥ ⲁⲩⲱ ϥⲛⲁⲧⲟⲩⲛⲟⲥⲛ ϩⲓⲧⲛ ⲧⲉϥϭⲟⲙ
15 ୧୫ ତମର୍ ଗାଗଡ୍ କିରିସ୍ଟର୍ ଗାଗ୍ଡେ ମିସିକରି ଆଚେ, ଏଟା କାଇ ତମେ ନାଜାନାସ୍ କି? ତେବେ ମୁଇ କାଇ କିରିସ୍ଟର୍ ଗାଗଡର୍ ଗଟେକ୍ ବାଗ୍ ନେଇକରି ବେସିଆର୍ ଗାଗ୍ଡେ ମିସାଇବି କି? ନାଇ, ସେନ୍ତାରି କେବେ ମିସା ନ ଅ ।
ⲓ̅ⲉ̅ⲛⲧⲉⲧⲛⲥⲟⲟⲩⲛ ⲁⲛ ϫⲉ ⲛⲉⲧⲛⲥⲱⲙⲁ ⲙⲙⲉⲗⲟⲥ ⲙⲡⲉⲭⲥ ⲛⲉ ⲧⲁϥⲓ ϭⲉ ⲛⲙⲙⲉⲗⲟⲥ ⲙⲡⲉⲭⲥ ⲧⲁⲁⲁⲩ ⲙⲙⲉⲗⲟⲥ ⲙⲡⲟⲣⲛⲏ ⲛⲛⲉⲥϣⲱⲡⲉ
16 ୧୬ ମାତର୍ ଜେ ବେସିଆ ସଙ୍ଗ୍ ମିସ୍ସି, ସେ ତାର୍ ସଙ୍ଗ୍ ଗଟେକ୍ ଗାଗଡ୍ ଅଇସି । ଏଟା ତମେ ନାଜାନାସ୍ କି? କାଇକେବଇଲେ ଲେକା ଅଇଆଚେ, ସେ ଦୁଇଲକ୍ ଜାକ ଗଟେକ୍ ଅଇବାଇ ।
ⲓ̅ⲋ̅ⲏ ⲛⲧⲉⲧⲛⲥⲟⲟⲩⲛ ⲁⲛ ϫⲉ ⲡⲉⲧⲧⲱϭⲉ ⲙⲙⲟϥ ⲉⲧⲡⲟⲣⲛⲏ ⲟⲩⲥⲱⲙⲁ ⲛⲟⲩⲱⲧ ⲡⲉ ⲡⲉϫⲁϥ ⲅⲁⲣ ϫⲉ ⲥⲉⲛⲁϣⲱⲡⲉ ⲙⲡⲉⲥⲛⲁⲩ ⲉⲩⲥⲁⲣⲝ ⲛⲟⲩⲱⲧ
17 ୧୭ ମାତର୍ ଜେ ମାପ୍ରୁର୍ ସଙ୍ଗ୍ ମିସ୍ସି, ତାର୍ ଆତ୍ମା ଆରି ମାପ୍ରୁର୍ ଆତ୍ମା ଗଟେକ୍ ଅଇଜାଇସି ।
ⲓ̅ⲍ̅ⲡⲉⲧⲧⲱϭⲉ ⲇⲉ ⲙⲙⲟϥ ⲉⲡϫⲟⲉⲓⲥ ⲟⲩⲡⲛⲁ ⲛⲟⲩⲱⲧ ⲡⲉ
18 ୧୮ ବେବିଚାର୍ କାମେଅନି ଦୁରିକେ ରୁଆ । ଲକ୍ମନ୍ କାଇ ବିନ୍ ପାପ୍ କଲେ ମିସା, ସେଟା ତାର୍ ଗାଗଡର୍ ବିରୁଦେ ନଏଁ । ମାତର୍ ଜେ ବେବିଚାର୍ କାମ୍ କର୍ସି, ସେ ନିଜର୍ ଗାଗଡ୍ ବିରୁଦେ ପାପ୍ କର୍ସି ।
ⲓ̅ⲏ̅ⲡⲱⲧ ⲉⲃⲟⲗ ⲛⲧⲡⲟⲣⲛⲉⲓⲁ ⲛⲟⲃⲉ ⲛⲓⲙ ⲉⲧⲉⲣⲉⲡⲣⲱⲙⲉ ⲛⲁⲁⲁⲩ ⲥⲉⲙⲡⲃⲟⲗ ⲙⲡⲥⲱⲙⲁ ⲡⲉⲧⲡⲟⲣⲛⲉⲩⲉ ⲇⲉ ⲛⲧⲟϥ ⲉϥⲣⲛⲟⲃⲉ ⲉⲡⲉϥⲥⲱⲙⲁ ⲙⲁⲩⲁⲁϥ
19 ୧୯ ମନେ ରଅ, ତମର୍ ଗାଗଡ୍ ସୁକଲ୍ ଆତ୍ମା ରଇବା ମନ୍ଦିର୍, ଜନ୍ ଆତ୍ମା ତମର୍ ବିତ୍ରେ ବାସା ଅଇଲାଆଚେ, ସେଟା ପର୍ମେସରର୍ ଟାନେଅନି ମିଲାଇ ଆଚାସ୍ । ତମେ ନିଜେ, ନିଜର୍ ନୁଆସ୍ ମାତର୍ ପର୍ମେସରର୍ ।
ⲓ̅ⲑ̅ⲏ ⲛⲧⲉⲧⲛⲥⲟⲟⲩⲛ ⲁⲛ ϫⲉ ⲡⲉⲧⲛⲥⲱⲙⲁ ⲡⲣⲡⲉ ⲡⲉ ⲙⲡⲉⲡⲛⲁ ⲉⲧⲟⲩⲁⲁⲃ ⲉⲧⲛϩⲏⲧⲧⲏⲩⲧⲛ ⲡⲁⲓ ⲉⲛⲧⲁⲧⲉⲧⲛϫⲓⲧϥ ⲉⲃⲟⲗ ϩⲓⲧⲙ ⲡⲛⲟⲩⲧⲉ ⲁⲩⲱ ⲛⲧⲉⲧⲛⲡⲱⲧⲛ ⲁⲛ
20 ୨୦ କାଇକେବଇଲେ ପର୍ମେସର୍ ତମ୍କେ ଜବର୍ ଦାମ୍ ଦେଇକରି ଗେନିଆଚେ, ସେଟାର୍ ପାଇ ତମର୍ ଗାଗ୍ଡର୍ କାମ୍ ସଙ୍ଗ୍ ପର୍ମେସରର୍ ମଇମା କରା ।
ⲕ̅ⲁⲩϣⲉⲡ ⲧⲏⲩⲧⲛ ⲅⲁⲣ ϩⲁ ⲟⲩⲁⲥⲟⲩ ϯ ⲉⲟⲟⲩ ϭⲉ ⲙⲡⲛⲟⲩⲧⲉ ϩⲙ ⲡⲉⲧⲛⲥⲱⲙⲁ