< ୧ମ କରନ୍ତିୟ 5 >
1 ୧ ମୁଇ ସତ୍ସେ ସୁନ୍ଲି ଜେ, ତମର୍ ବିତ୍ରେ ବେସିଆ କାମ୍ ଆଚେ । ଆରି ଏନ୍ତାରି ବେସିଆ କାମ୍, ଜନ୍ଟାକି ବିସ୍ବାସ୍ ନ କଲା ଲକର୍ ବିତ୍ରେ ମିସା ନାଇ । ଜେନ୍ତାର୍କି ନିଜର୍ ସାନ୍ ଆୟାର୍ ସଙ୍ଗ୍ ସୁଆବସା ଅଇଲାନି ।
अपरं युष्माकं मध्ये व्यभिचारो विद्यते स च व्यभिचारस्तादृशो यद् देवपूजकानां मध्येऽपि तत्तुल्यो न विद्यते फलतो युष्माकमेको जनो विमातृगमनं कृरुत इति वार्त्ता सर्व्वत्र व्याप्ता।
2 ୨ ଆରି ତମର୍ ବିତ୍ରେଅନି ଗଟେକ୍ ଲକ୍ ଏନ୍ତାରି କାମ୍ କଲାଆଚେ, ତେବେ ତମେ କାଇକେ ବଡ୍ପନ୍ ଦେକାଇଲାସ୍ନି? ସେ କରିରଇବା ପାପ୍ କାମର୍ ଲାଗି ଲାଜ୍ ଅଇକରି ସେନ୍ତାରି ଲକ୍କେ ତମର୍ ବିତ୍ରେଅନି ବାର୍କରାଇ ଦେବାର୍ ରଇଲା ।
तथाच यूयं दर्पध्माता आध्बे, तत् कर्म्म येन कृतं स यथा युष्मन्मध्याद् दूरीक्रियते तथा शोको युष्माभि र्न क्रियते किम् एतत्?
3 ୩ ମୁଇ ଗାଗଡ୍ ଇସାବେ ତମର୍ ଟାନେ ନ ରଇଲେମିସା ସେନ୍ତି କର୍ବାର୍ ରଇଲା, ଏଲେ ମିସା ଆତ୍ମାଇ ତମର୍ ସଙ୍ଗ୍ ଆଚି । ଜେ କି ଏନ୍ତାର୍ କାମ୍ କରିଆଚେ, ମୁଇ ତେଇ ରଇଲା ପାରା, ବେସି ବଡ୍ ଦସ୍ କଲା ଲକ୍କେ ଡଣ୍ଡ୍ ଦେବାର୍ ଆଚେ ବଲି ମାପ୍ରୁ ଜିସୁକିରିସ୍ଟର୍ ନାଉଁ ଦାରି, ମୁଇ ବିଚାର୍ କରି ସାରାଇ ଆଚି ।
अविद्यमाने मदीयशरीरे ममात्मा युष्मन्मध्ये विद्यते अतोऽहं विद्यमान इव तत्कर्म्मकारिणो विचारं निश्चितवान्,
4 ୪ ତମେ ମାପ୍ରୁ ଜିସୁର୍ ନାଉଁଦାରି ଗଟେକ୍ଲଗେ ରୁଣ୍ଡ୍ ଅଇଲା ବେଲେ ମର୍ ଆତ୍ମା ଆରି ମାପ୍ରୁ ଜିସୁର୍ ବପୁ ତେଇ ଆଚେ ।
अस्मत्प्रभो र्यीशुख्रीष्टस्य नाम्ना युष्माकं मदीयात्मनश्च मिलने जाते ऽस्मत्प्रभो र्यीशुख्रीष्टस्य शक्तेः साहाय्येन
5 ୫ ଏନ୍ତାରି ଲକ୍କେ ତାର୍ ଗାଗଡ୍ କୁରୁପ୍ନାସ୍ ଅଇଜିବାକେ ସଇତାନର୍ ଆତେ ସର୍ପି ଦେବାର୍ ଆଚେ । ସେନ୍ତାର୍ କଲେ ମାପ୍ରୁ ଆରି ତରେକ୍ ଆଇବା ବେଲେ ତାର୍ ଆତ୍ମା ରକିଆ ପାଇପାର୍ସି ।
स नरः शरीरनाशार्थमस्माभिः शयतानो हस्ते समर्पयितव्यस्ततोऽस्माकं प्रभो र्यीशो र्दिवसे तस्यात्मा रक्षां गन्तुं शक्ष्यति।
6 ୬ ଏନ୍ତାରି ଲକ୍କେ ତମର୍ ମଣ୍ଡଲିତେଇ ସଙ୍ଗଇକରି ଏନ୍ତି ବଡ୍ପନ୍ ଅଇବାଟା ବଲ୍ନାଇ । ମନେ ରକା କଣ୍ଡେକ୍ କମିରର୍ ଲାଗି, ଚକଟ୍ଲା ସବୁ ଗୁଣ୍ଡ୍ ଆମଟ୍ ଅଇଜାଇସି, ଏଟା କାଇ ତମେ ନାଜାନାସ୍ କି?
युष्माकं दर्पो न भद्राय यूयं किमेतन्न जानीथ, यथा, विकारः कृत्स्नशक्तूनां स्वल्पकिण्वेन जायते।
7 ୭ ତମର୍ ବିତ୍ରେ ରଇବା ପାପର୍ ପୁର୍ନା କମିର୍ ପିଙ୍ଗିଦେଇ ପୁରାପୁରୁନ୍ ସୁକଲ୍ ଉଆ । ସେନ୍ତାର୍ କଲେ ତମେ କମିର୍ ନଇତେ ଚକଟ୍ଲା ନୁଆ ଗୁଣ୍ଡ୍ ପାରା ଅଇସା । ମୁଇ ଜାନି, ଏବେମିସା ତମେ ସେନ୍ତାରି ଆଚାସ୍ । ଆମର୍ ନିସ୍ତାର୍ ପରବ୍ ଦିନ୍ ତିଆର୍ ଅଇ ସାର୍ଲା ଆଚେ । ପରବର୍ ମେଣ୍ଡାପିଲା ନିଜେ କିରିସ୍ଟ ସର୍ପି ଅଇଆଚେ ।
यूयं यत् नवीनशक्तुस्वरूपा भवेत तदर्थं पुरातनं किण्वम् अवमार्ज्जत यतो युष्माभिः किण्वशून्यै र्भवितव्यं। अपरम् अस्माकं निस्तारोत्सवीयमेषशावको यः ख्रीष्टः सोऽस्मदर्थं बलीकृतो ऽभवत्।
8 ୮ ତେବେ ଆସା, ଆମର୍ ପାପ୍ ଆରି କାରାପ୍ ରଇବା ପୁର୍ନା କମିର୍ ଚାଡିଦେଉଁ ଆରି କମିର୍ ନ ମିସ୍ଲା ରୁଟି ପାରା ଜେନ୍ତିକି ସତ୍ ଆରି ସୁଆଲ୍ ଅଇ ଏ ପରବର୍ ସାର୍ଦା କରୁ ।
अतः पुरातनकिण्वेनार्थतो दुष्टताजिघांसारूपेण किण्वेन तन्नहि किन्तु सारल्यसत्यत्वरूपया किण्वशून्यतयास्माभिरुत्सवः कर्त्तव्यः।
9 ୯ ମୁଇ ଆଗ୍ତୁ ବେସିଆମନର୍ ସଙ୍ଗ୍ ନ ମିସ୍ବାକେ ଚିଟି ଲେକିରଇଲି ।
व्याभिचारिणां संसर्गो युष्माभि र्विहातव्य इति मया पत्रे लिखितं।
10 ୧୦ ତାର୍ ଅରତ୍ ନଏଁ ଜେ ଏ ଜଗତେ ରଇବା ବେସିଆ, ଲବ୍ରା, ଚର୍ନା ଆରି ମୁର୍ତି ପୁଜା କର୍ବା ଲକର୍ ସଙ୍ଗ୍ ମୁଲ୍କେ ମିସା ନାଇ ବଲି । ଜଦି ସେନ୍ତାର୍ କଲେ ତମେ ଜଗତ୍ ଚାଡି ବାରଇଜିବାକେ ପଡ୍ସି ।
किन्त्वैहिकलोकानां मध्ये ये व्यभिचारिणो लोभिन उपद्राविणो देवपूजका वा तेषां संसर्गः सर्व्वथा विहातव्य इति नहि, विहातव्ये सति युष्माभि र्जगतो निर्गन्तव्यमेव।
11 ୧୧ ମାତର୍ ମର୍ କଇବାଟା ଅଇଲାନି, ଜନ୍ ବାଇ ମୁଇ ବିସ୍ବାସି ବଲି କଇକରି ବେବିଚାର୍ କାମ୍ କର୍ସି, କି କାଇଟା ଦେବାକେ ମିସା ଲବ୍ କର୍ସି, କୁଟ୍ କାତା କଇସି, ପୁତ୍ଲା ପୁଜା କର୍ସି, ବିନ୍ ଲକର୍ଟା ଦନ୍ଦିପନ୍ଦିକରି ନେଇସି, ଆରି ମାତୁଆଲ୍ ଅଇସି ବଇଲେ, ତାର୍ ସଙ୍ଗ୍ ମିସାନାଇ । ଏନ୍ତିକି ତାର୍ ସଙ୍ଗ୍ ମିସିକରି କାଇବାର୍ ମିସା ନାଇ ।
किन्तु भ्रातृत्वेन विख्यातः कश्चिज्जनो यदि व्यभिचारी लोभी देवपूजको निन्दको मद्यप उपद्रावी वा भवेत् तर्हि तादृशेन मानवेन सह भोजनपानेऽपि युष्माभि र्न कर्त्तव्ये इत्यधुना मया लिखितं।
12 ୧୨ ବିସ୍ବାସ୍ ନ କର୍ବା ଲକ୍ମନ୍କେ ବିଚାର୍ କର୍ବାକେ ମୁଇ କେ? ପର୍ମେସର୍ ସେମନ୍କେ ବିଚାର୍ କର୍ସି । ଜନ୍ ଲକ୍ମନ୍ ମଣ୍ଡଲିତେଇ ରଇବାଇ, ସେମନ୍କେ ବିଚାର୍ କର୍ବାଟା ଆମର୍ କାମ୍ ।
समाजबहिःस्थितानां लोकानां विचारकरणे मम कोऽधिकारः? किन्तु तदन्तर्गतानां विचारणं युष्माभिः किं न कर्त्तव्यं भवेत्?
13 ୧୩ ସାସ୍ତରେ ଲେକା ଅଇଲାପାରା ତମର୍ ବିତ୍ରେ ଜନ୍ଲକ୍ ସେନ୍ତାରି କାରାପ୍ ଚଲାଚଲ୍ତି କଲାନି, ତାକେ ତମର୍ ବିତ୍ରେଅନି ବାର୍କରାଇ ଦିଆସ୍ ।
बहिःस्थानां तु विचार ईश्वरेण कारिष्यते। अतो युष्माभिः स पातकी स्वमध्याद् बहिष्क्रियतां।