< ୧ମ କରନ୍ତିୟ 5 >

1 ମୁଇ ସତ୍‌ସେ ସୁନ୍‍ଲି ଜେ, ତମର୍‌ ବିତ୍‌ରେ ବେସିଆ କାମ୍‌ ଆଚେ । ଆରି ଏନ୍ତାରି ବେସିଆ କାମ୍‌, ଜନ୍‍ଟାକି ବିସ୍‌ବାସ୍‌ ନ କଲା ଲକର୍‌ ବିତ୍‍ରେ ମିସା ନାଇ । ଜେନ୍ତାର୍‌କି ନିଜର୍‌ ସାନ୍‌ ଆୟାର୍‌ ସଙ୍ଗ୍‍ ସୁଆବସା ଅଇଲାନି ।
Man hört allgemein davon reden, es werde Unzucht bei euch getrieben, und noch dazu so schrecklicher Art, wie sie nicht einmal bei den Heiden vorkommt: Es soll ja einer mit seines Vaters Frau zusammen leben.
2 ଆରି ତମର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌ ଏନ୍ତାରି କାମ୍‌ କଲାଆଚେ, ତେବେ ତମେ କାଇକେ ବଡ୍‌ପନ୍‌ ଦେକାଇଲାସ୍‌ନି? ସେ କରିରଇବା ପାପ୍‌ କାମର୍‌ ଲାଗି ଲାଜ୍‌ ଅଇକରି ସେନ୍ତାରି ଲକ୍‌କେ ତମର୍‌ ବିତ୍‌ରେଅନି ବାର୍‌କରାଇ ଦେବାର୍‌ ରଇଲା ।
Und da seid ihr noch aufgeblasen? Solltet ihr nicht vielmehr Leid tragen und dafür sorgen, daß der Übeltäter aus eurer Mitte entfernt würde?
3 ମୁଇ ଗାଗଡ୍‍ ଇସାବେ ତମର୍‌ ଟାନେ ନ ରଇଲେମିସା ସେନ୍ତି କର୍‌ବାର୍‌ ରଇଲା, ଏଲେ ମିସା ଆତ୍‌ମାଇ ତମର୍‍ ସଙ୍ଗ୍‌ ଆଚି । ଜେ କି ଏନ୍ତାର୍‌ କାମ୍‌ କରିଆଚେ, ମୁଇ ତେଇ ରଇଲା ପାରା, ବେସି ବଡ୍‌ ଦସ୍‍ କଲା ଲକ୍‌କେ ଡଣ୍ଡ୍‌ ଦେବାର୍‌ ଆଚେ ବଲି ମାପ୍‍ରୁ ଜିସୁକିରିସ୍‍ଟର୍‍ ନାଉଁ ଦାରି, ମୁଇ ବିଚାର୍‌ କରି ସାରାଇ ଆଚି ।
Nun, ich — dem Leibe nach zwar fern, aber mit meinem Geist in eurer Mitte gegenwärtig — ich habe schon, als wäre ich selbst unter euch, über den, der sich so schwer vergangen hat, das Urteil gesprochen:
4 ତମେ ମାପ୍‌ରୁ ଜିସୁର୍‌ ନାଉଁଦାରି ଗଟେକ୍‌ଲଗେ ରୁଣ୍ଡ୍‌ ଅଇଲା ବେଲେ ମର୍‌ ଆତ୍‌ମା ଆରି ମାପ୍‌ରୁ ଜିସୁର୍‌ ବପୁ ତେଇ ଆଚେ ।
In dem Namen des Herrn Jesus Christus wollen wir — ihr und mein Geist vereint mit der Kraft unseres Herrn Jesus —
5 ଏନ୍ତାରି ଲକ୍‌କେ ତାର୍‌ ଗାଗଡ୍‌ କୁରୁପ୍‌ନାସ୍‌ ଅଇଜିବାକେ ସଇତାନର୍‌ ଆତେ ସର୍‌ପି ଦେବାର୍‌ ଆଚେ । ସେନ୍ତାର୍‌ କଲେ ମାପ୍‌ରୁ ଆରି ତରେକ୍‌ ଆଇବା ବେଲେ ତାର୍‌ ଆତ୍‌ମା ରକିଆ ପାଇପାର୍‌ସି ।
den Übeltäter dem Satan übergeben. So soll er leibliche Plagen erdulden, damit sein Geist an dem Tag des Herrn Jesus gerettet werde.
6 ଏନ୍ତାରି ଲକ୍‌କେ ତମର୍‌ ମଣ୍ଡଲିତେଇ ସଙ୍ଗଇକରି ଏନ୍ତି ବଡ୍‌ପନ୍‌ ଅଇବାଟା ବଲ୍‌ନାଇ । ମନେ ରକା କଣ୍ଡେକ୍‌ କମିରର୍‌ ଲାଗି, ଚକଟ୍‌ଲା ସବୁ ଗୁଣ୍ଡ୍‌ ଆମଟ୍‌ ଅଇଜାଇସି, ଏଟା କାଇ ତମେ ନାଜାନାସ୍‌ କି?
Euer Prahlen ist nicht schön. Wißt ihr nicht, daß ein wenig Sauerteig den ganzen Teig durchsäuert?
7 ତମର୍‌ ବିତ୍‌ରେ ରଇବା ପାପର୍‌ ପୁର୍‌ନା କମିର୍‌ ପିଙ୍ଗିଦେଇ ପୁରାପୁରୁନ୍‌ ସୁକଲ୍‌ ଉଆ । ସେନ୍ତାର୍‌ କଲେ ତମେ କମିର୍‌ ନଇତେ ଚକଟ୍‌ଲା ନୁଆ ଗୁଣ୍ଡ୍‌ ପାରା ଅଇସା । ମୁଇ ଜାନି, ଏବେମିସା ତମେ ସେନ୍ତାରି ଆଚାସ୍‌ । ଆମର୍‌ ନିସ୍‌ତାର୍‌ ପରବ୍‌ ଦିନ୍‌ ତିଆର୍‌ ଅଇ ସାର୍‌ଲା ଆଚେ । ପରବର୍‌ ମେଣ୍ଡାପିଲା ନିଜେ କିରିସ୍‌ଟ ସର୍‌ପି ଅଇଆଚେ ।
Fegt den alten Sauerteig aus, damit ihr ein neuer Teig seid! Ihr seid ja ungesäuert. Denn wir haben auch ein Passahlamm, das geschlachtet worden ist: Christus.
8 ତେବେ ଆସା, ଆମର୍‌ ପାପ୍‌ ଆରି କାରାପ୍‍ ରଇବା ପୁର୍‌ନା କମିର୍‌ ଚାଡିଦେଉଁ ଆରି କମିର୍‌ ନ ମିସ୍‌ଲା ରୁଟି ପାରା ଜେନ୍ତିକି ସତ୍‌ ଆରି ସୁଆଲ୍‌ ଅଇ ଏ ପରବର୍‌ ସାର୍‌ଦା କରୁ ।
Darum laßt uns nicht mit altem Sauerteig Festfeier halten, nicht mit dem Sauerteig der Schande und Bosheit, sondern mit dem ungesäuerten Brot der Reinheit und der Wahrheit!
9 ମୁଇ ଆଗ୍‌ତୁ ବେସିଆମନର୍‌ ସଙ୍ଗ୍‌ ନ ମିସ୍‌ବାକେ ଚିଟି ଲେକିରଇଲି ।
In meinem (vorigen) Brief habe ich euch geschrieben, ihr solltet nicht mit unzüchtigen Menschen verkehren.
10 ୧୦ ତାର୍‌ ଅରତ୍‌ ନଏଁ ଜେ ଏ ଜଗତେ ରଇବା ବେସିଆ, ଲବ୍‌ରା, ଚର୍‌ନା ଆରି ମୁର୍‌ତି ପୁଜା କର୍‌ବା ଲକର୍‌ ସଙ୍ଗ୍‌ ମୁଲ୍‌କେ ମିସା ନାଇ ବଲି । ଜଦି ସେନ୍ତାର୍‌ କଲେ ତମେ ଜଗତ୍‌ ଚାଡି ବାରଇଜିବାକେ ପଡ୍‌ସି ।
Dabei habe ich natürlich nicht an die unzüchtigen Leute gedacht, die in der Welt leben, auch nicht an die Habsüchtigen, Räuber und Götzendiener. Sonst müßtet ihr ja die Welt verlassen.
11 ୧୧ ମାତର୍‌ ମର୍‌ କଇବାଟା ଅଇଲାନି, ଜନ୍‌ ବାଇ ମୁଇ ବିସ୍‌ବାସି ବଲି କଇକରି ବେବିଚାର୍‌ କାମ୍‌ କର୍‌ସି, କି କାଇଟା ଦେବାକେ ମିସା ଲବ୍‌ କର୍‌ସି, କୁଟ୍‌ କାତା କଇସି, ପୁତ୍‌ଲା ପୁଜା କର୍‌ସି, ବିନ୍‌ ଲକର୍‌ଟା ଦନ୍ଦିପନ୍ଦିକରି ନେଇସି, ଆରି ମାତୁଆଲ୍‌ ଅଇସି ବଇଲେ, ତାର୍‌ ସଙ୍ଗ୍‌ ମିସାନାଇ । ଏନ୍ତିକି ତାର୍‌ ସଙ୍ଗ୍‌ ମିସିକରି କାଇବାର୍‌ ମିସା ନାଇ ।
Ich meinte vielmehr, ihr solltet mit keinem verkehren, der den christlichen Brudernamen trägt und der trotzdem ein unzüchtiger Mensch ist oder ein Habgieriger, Götzendiener, Verleumder, Trunkenbold oder Räuber. Mit einem solchen Menschen sollt ihr nicht einmal an einem Tisch sitzen.
12 ୧୨ ବିସ୍‌ବାସ୍‌ ନ କର୍‌ବା ଲକ୍‌ମନ୍‌କେ ବିଚାର୍‌ କର୍‌ବାକେ ମୁଇ କେ? ପର୍‌ମେସର୍‌ ସେମନ୍‌କେ ବିଚାର୍‌ କର୍‌ସି । ଜନ୍‌ ଲକ୍‌ମନ୍‌ ମଣ୍ଡଲିତେଇ ରଇବାଇ, ସେମନ୍‌କେ ବିଚାର୍‌ କର୍‌ବାଟା ଆମର୍‌ କାମ୍‌ ।
Denn kommt es mir zu, die Draußenstehenden zu richten? Auch ihr richtet ja nur Gemeindeglieder.
13 ୧୩ ସାସ୍‌ତରେ ଲେକା ଅଇଲାପାରା ତମର୍‌ ବିତ୍‌ରେ ଜନ୍‌ଲକ୍‌ ସେନ୍ତାରି କାରାପ୍‌ ଚଲାଚଲ୍‌ତି କଲାନି, ତାକେ ତମର୍‌ ବିତ୍‌ରେଅନି ବାର୍‌କରାଇ ଦିଆସ୍‌ ।
Über die Draußenstehenden wird Gott das Urteil fällen. Schafft den Bösewicht aus eurer Mitte!

< ୧ମ କରନ୍ତିୟ 5 >