< ୧ମ କରନ୍ତିୟ 4 >

1 ତେବେ ତମେ ଆମ୍‌କେ କିରିସ୍‌ଟର୍‌ ସେବା କରୁମନ୍‌ ବଲି ନାମ୍‌ବାର୍‌ ଆଚେ । ଆରି ପର୍‌ମେସର୍‌ ଆମ୍‌କେ ଟିକିନିକି ସତ୍‌ ବିସଇର୍‌ ବାଣ୍ଡାର୍‌ଗରିଆର୍‌ ଦାଇତ୍‌ ଦେଲାଆଚେ ।
Úgy tekintsen minket az ember, mint Krisztus szolgáit és Isten titkainak sáfárait.
2 ଆରି ସେନ୍ତାରି ଦାଇତ୍‌ ନେଇରଇବା ସେବାକରୁମନ୍‌ ସତ୍‌ ବାବେ କାମ୍‌ କର୍‌ବାର୍ ଆଚେ ।
A mi pedig egyébiránt a sáfárokban megkívántatik, az, hogy mindenik hívnek találtassék.
3 ମାତର୍‌ ତମର୍‌ ବିତ୍‌ରେ କେତେକ୍‌ ଲକ୍‌ କି, ବିନ୍‌ ଲକ୍‌ କେ ମିସା ମର୍‌ କାମ୍‌ ଦେକି ମକେ ବିଚାର୍‌ନା କଲେ, ମକେ କାଇଟା ନଏଁ । ମୁଇ ନିଜେ ମର୍‌ ବିଚାର୍‌ନା ନ କରି ।
Rám nézve pedig igen csekély dolog, hogy ti tőletek ítéltessem meg, vagy emberi ítéletnaptól; sőt magam sem ítélem meg magamat.
4 କାଇକେବଇଲେ ମୁଇ ନିଜର୍‌ ବିରୁଦେ କାଇ ଦସ୍‌ କଲାଟା ମର୍‌ ମନ୍‌ ନାଜାନେ । ଅଇଲେ ମିସା ମୁଇ ଇତି କାଇ ଦସ୍‌ ନ କଲା ଲକ୍‌ ବଲି କଇନଏ । ମାତର୍‌ ଜେ ମକେ ବିଚାର୍‌ କର୍‌ସି, ସେ ମାପ୍‌ରୁ ।
Mert semmit sem tudok magamra, de nem ebben vagyok megigazulva; a ki ugyanis engem megítél, az Úr az.
5 ସେଟାର୍‌ପାଇ ତମେ କାକେ ମିସା କାଇ ବିସଇ ନେଇ ବିଚାର୍‌ କରାନାଇ । କାଇକେବଇଲେ ବିଚାର୍‌ନା କର୍‌ବାକେ ବେଲା ଅଏ ନାଇତା । ମାପ୍‌ରୁ ବିଚାର୍‌ନା କର୍‌ବାକେ ଆଇବାଜାକ ଜାଗା । ମାପ୍‌ରୁ ଆଇଲେ ଆକା ସାରାସାରି ବିଚାର୍‌ନା ଅଇସି । ସେ ଆନ୍ଦାର୍‌ ବିତ୍‌ରେ ଲୁଚ୍‌ତେ ରଇଲା ସବୁ ବିସଇ ଉଜଲେ ଦେକାଇ ଦେଇସି । ଆରି ଲକ୍‌ମନର୍‌ ମନ୍‌ ବିତ୍‌ରର୍‌ କାତା ସବୁ ଦେକାଇ ଦେଇସି । ସେଡ୍‌କି ବେଲେ ସବୁଲକ୍‌ ପର୍‌ମେସରର୍‌ ଟାନେଅନି ଲାଡ୍‌ ପାଇବାଇ ।
Azért idő előtt semmit se ítéljetek, míg el nem jő az Úr, a ki egyrészt világra hozza a sötétségnek titkait, másrészt megjelenti a szíveknek tanácsait; és akkor mindenkinek az Istentől lészen a dícsérete.
6 ଏ ବାଇବଇନିମନ୍‌, ମୁଇ ଏ ସବୁ କାତା ତମେ ସିକା ବଲି, ମର୍‌ ବିସଇ ଆରି ଆପଲର୍‌ ବିସଇ ଉଦାଅରନ୍‌ ଦେଇ କଇଲି । ଜେନ୍ତିକି ସାସ୍‌ତରେ ଲେକାଅଇଲାଟାନର୍‌ ଅରତ୍‌ ତମେ ସିକ୍‌ସା । ସାସ୍‌ତରେ ଜେତ୍‌କି ସବୁ ଲେକା ଅଇଲାଆଚେ, ତାର୍‌ଟାନେଅନି ଅଦିକ୍‌ କରାନାଇ । ସେନ୍ତାରି କଲେ କାକେ ମିସା ନେଇକରି ବଡ୍‌ପନ୍‌ ନ ଉଆସ୍‌, ଆରି କାକେ ମିସା ଇନ୍‍ ନ କରାସ୍‍ ।
Ezeket pedig, atyámfiai, példában szabtam magamra és Apollósra ti érettetek, hogy rajtunk tanuljátok meg, hogy annakfelette a mi írva van, nem kell bölcselkedni; hogy senki se fuvalkodjék fel az egyikért a másik ellen.
7 କାଇକେବଇଲେ ବିନ୍‌ ଲକର୍‌ଟାନେଅନି କେ ତମ୍‌କେ ବଡ୍‌ କରତ୍‌ ନାଇ । ଆରି ଜନ୍‌ ଗୁଣ୍‌ ତମେ ଦାନ୍‌ ଇସାବେ ମିଲାଇଆଚାସ୍‌ ସେଟା ପର୍‌ମେସର୍‌ ଦେଲାଆଚେ । ତେବେ ତମର୍‌ ନିଜର୍‌ଟା ବଲି ବଡ୍‌ପନ୍‌ ଅଇ କଇ ନାପାରାସ୍‌ ।
Mert kicsoda különböztet meg téged? Mid van ugyanis, a mit nem kaptál volna? Ha pedig úgy kaptad, mit dicsekedel, mintha nem kaptad volna?
8 ତମ୍‌କେ ଦର୍‌କାର୍‌ ରଇଲା ସବୁ ବିସଇ ମିଲାଇ ଆଚାସ୍‌ କି? ତମେ କାଇ ସାଉକାର୍‌ ଅଇସାରି ଆଚାସ୍‌ କି? ଗଟେକ୍‌ ଗଟେକ୍‌ ରାଜା ଅଇଜାଇଆଚାସ୍‌ କି? ଏଲେ ମିସା ଆମେ ଅଇ ନାପାର୍‌ଲୁନି । ସତଇସେ ତମେ ରାଜାଅଇତାସ୍‌ କି? ସେନ୍ତାର୍‌ଆଲେ, ଆମେ ମିସା ତମର୍‌ ସଙ୍ଗ୍‍ ରଇ କାମ୍‌ କର୍‌ତୁ ।
Immár beteltetek, immár meggazdagodtatok, nálunk nélkül uralkodásra jutottatok; vajha csakugyan uralkodásra jutottatok volna, hogy mi is veletek egybe uralkodhatnánk.
9 ମାତର୍‌ ମୁଇ ବାବ୍‌ଲିନି ପର୍‌ମେସର୍‌ ଆମର୍‌ ପାରା ପେରିତ୍‌ମନ୍‌କେ ଦାଡିର୍‌ ସାରାସାରି ଜାଗା ଦେଲାଆଚେ । ଜଗତର୍‌ ସବୁ ଲକ୍‌ ଆରି ସର୍‌ଗର୍‌ ଦୁତ୍‌ମନ୍‌ ଦେକ୍‌ତେ ରଇବାବେଲେ ଆମେ, ବନ୍ଦି ଅଇଲା ଲକ୍‌ମନ୍‌କେ ମରାଇବାକେ ନେଲାପାରା ଆଚୁ ।
Mert úgy vélem, hogy az Isten minket, az apostolokat, utolsókul állított, mintegy halálra szántakul: mert látványossága lettünk a világnak, úgy angyaloknak, mint embereknek.
10 ୧୦ ଆମେ କିରିସ୍‌ଟର୍‍ ଲାଗି ବକୁଆ ଲକ୍‌, ମାତର୍‌ ତମେ କିରିସ୍‌ଟର୍‌ ସଙ୍ଗ୍‌ ମିସ୍‌ଲାର୍‌ ପାଇ ବୁଦିରଇବା ଲକ୍‌ । ଆମେ ଦୁର୍‌ବଲ୍‌, ମାତର୍‌ ତମେ ବପୁରଇବା ଲକ୍‌, ତମ୍‌କେ ଲକ୍‌ମନ୍‌ ସନ୍‌ମାନ୍‌ ଦେଲାଇନି, ମାତର୍‌ ଆମ୍‌କେ ସନ୍‌ମାନ୍‌ ମିଲେନାଇ ।
Mi bolondok a Krisztusért, ti pedig bölcsek a Krisztusban; mi erőtlenek, ti pedig erősek; ti dicsőségesek, mi pedig gyalázatosak.
11 ୧୧ ଏବେ ଜାକ ମିସା ଆମ୍‌କେ ପେଟ୍‍ପୁର୍‌ତେ କାଇବାପିଇବାକେ ମିଲେନାଇ । ପିନ୍ଦ୍‌ବାକେ ବେସି ପୁର୍‌ନା ବସ୍‌ତର୍‌ ଆଚେ । ଲକ୍‌ମନ୍‌ ଆମ୍‌କେ ମାର୍‌ଲାଇନି ଆରି ରଇବାକେ ଜାଗା ନଇଲାର୍‌ ପାଇ ଏନେତେନେ ଅଇ ବୁଲ୍‌ଲୁନି ।
Mindezideig éhezünk is, szomjúhozunk is, mezítelenkedünk is, bántalmaztatunk is, bujdosunk is,
12 ୧୨ ଆବଡ୍‌ କାମ୍‌ କରି ଆମେ ଦିନ୍‌କେ ଦିନ୍‌ ଜୁଲିସୁକି ଗାଲୁନି । କେ ଆମ୍‌କେ ସାଇପ୍‌ ଦେଲେ ତାକେ ଆମେ ଆସିର୍‌ବାଦ୍‌ କଲୁନି, ଆରି ଉଡା ସୁନିକରି ମିସା ମୁର୍‍ଚି କରି ରଇଲୁନି ।
Fáradozunk is, tulajdon kezünkkel munkálkodván; ha szidalommal illettetünk, jót kívánunk; ha háborúságot szenvedünk, békességgel tűrjük;
13 ୧୩ ନିନ୍ଦା ପାଇଲେ, ଆଲାଦର୍‌ କାତା କଇଲୁନି । ଆମେ ଏବେ ଜାକ ମିସା ଜଗତର୍‌ କାଚ୍‌ରା ପାରା ଅଇଆଚୁ । ଲକ୍‌ମନ୍‌ ଆମ୍‌କେ ଆଣ୍ଡି ଦଇରଇବା ମୁର୍‌କି ପାନିପାରା ଦେକ୍‌ଲାଇନି ।
Ha gyaláztatunk, könyörgünk: szinte a világ szemetjévé lettünk, mindeneknek söpredékévé egész mostanig.
14 ୧୪ ମୁଇ ତମ୍‌କେ ଲାଜ୍‌ କରାଇବାକେ ଏ ସବୁ ବିସଇ ଲେକିନାଇ, ମାତର୍‌ ତମ୍‌କେ ମର୍‌ ଆଲାଦର୍‌ ପିଲାଟକି ବଲି ଏତାଇ କରି ଚେତ୍‌ନା ଦେବାକେ, ଏ ସବୁ ଲେକ୍‌ଲିନି ।
Nem azért írom ezeket, hogy megszégyenítselek titeket, hanem mint szerelmes gyermekeimet intelek.
15 ୧୫ କାଇକେବଇଲେ ତମର୍‌ଟାନେ କିରିସ୍‌ଟର୍‌ ବିସଇ ସିକାଇବାକେ କେତେକ୍‌ କେତେକ୍‌ ଗୁରୁ ରଇଲେ ମିସା, ବାବା ଇସାବେ ତମ୍‌କେ ବେସି ଲକ୍‌ ନାଇ । କିରିସ୍‌ଟ ଜିସୁର୍‌ତେଇ ମିସ୍‌ଲାର୍‌ ପାଇ ମୁଇ ତମର୍‌ ବାବା ଅଇଗାଲି । କାଇକେବଇଲେ ମୁଇ ତମ୍‌କେ ଜିସୁକିରିସ୍‌ଟର୍‌ ସୁବ୍‍କବର୍‌ କଇରଇଲି ।
Mert ha tízezer tanítómesteretek lenne is a Krisztusban, de nem sok atyátok; mert tőlem vagytok a Krisztus Jézusban az evangyéliom által.
16 ୧୬ ତେବେ ମୁଇ ତମ୍‌କେ ବାବୁଜିଆ କରି କଇଲିନି, ମୁଇ ଜାଇଟା କଲିନି ତମେ ମିସା ସେନ୍ତାରି କରା ।
Kérlek azért titeket, legyetek az én követőim.
17 ୧୭ ସେଟାର୍‌ପାଇ ମୁଇ ତିମତିକେ ତମର୍‌ ଲଗେ ପାଟାଇ ଆଚି । ମୁଇ ତାକେ ଆଲାଦ୍‌ କଲିନି । ସେ ମର୍‌ ନିଜର୍‌ ପିଲା ପାରା ଆରି ମାପ୍‌ରୁର୍‌ ସେବାକାମେ ସବୁ ନିକସଙ୍ଗ୍‍ କର୍‌ସି । ଜେଡ୍‌କିବେଲେ ସେ ତମର୍‌ଟାନେ ଆଇସି, କିରିସ୍‌ଟର୍‌ତେଇ ମିସ୍‌ଲାର୍‌ ପାଇ ବଲି ମୁଇ କେନ୍ତି ଚଲାଚଲ୍‌ତି କଲିନି, ସେ ବିସଇନେଇ ସେ ତମ୍‌କେ କଇସି । ସେ ସମାନ୍‌ ବିସଇ, ସବୁ ମଣ୍ଡଲିର୍‌ ବିସ୍‌ବାସିମନ୍‌କେ ମୁଇ ସିକାଇଲିନି ।
Azért küldtem hozzátok Timótheust, ki nékem szeretett és hű fiam az Úrban, a ki eszetekbe juttatja néktek az én útaimat a Krisztusban, a mint mindenütt, minden gyülekezetben tanítok.
18 ୧୮ ସେ କରନ୍ତିଅତେଇ ଆରି କେବେ ନ ଆସେ, ବଲିକରି ତମର୍‌ ବିତ୍‌ରର୍‌ କେତେ ଲକ୍‌ ବଡ୍‌ପନ୍‌ ଅଇଆଚାସ୍‌ ।
De mintha el se mennék ti hozzátok, úgy felfuvalkodtak némelyek.
19 ୧୯ ମାତର୍‌ ଜଦି ମାପ୍‌ରୁ ମନ୍‍ କଲେ ମୁଇ ଦାପ୍‌ରେ ତମର୍‌ଟାନେ ଆଇବି । ଏ ବଡ୍‌ପନିଆ ଲକ୍‌ମନ୍‌ କାଇ କାତା ଅଇଲାଇନି ବଲି ମୁଇ ନିଜେ ଜାନ୍‌ବି ଆରି ତାକର୍‌ ବପୁ ପରମେସରର୍‌ଟାନେଅନି କି ନାଇ, ସେଟା ଜାନ୍‌ବି ।
Pedig elmegyek hamarosan hozzátok, ha az Úr akarándja; és megismerem a felfuvalkodottaknak nem a beszédjét, hanem az erejét.
20 ୨୦ ପରମେସରର୍‌ ରାଇଜ୍‌, ଅବ୍‍କା କାତା ଅଇବା ବିସଇ ନଏଁ, ମାତର୍‌ ବପୁର୍‌ ସଙ୍ଗ୍‌ ରଇବା ବିସଇ ।
Mert nem beszédben áll az Istennek országa, hanem erőben.
21 ୨୧ ମୁଇ ଆଇଲାବେଲେ ତମ୍‌କେ କେନ୍ତି ଚଲାଚଲ୍‌ତି ଦେକାଇବାର୍‌ ଆଚେ? ମୁଇ ବେତ୍‌ଡାଙ୍ଗ୍‌ ଦାରି ତମର୍‌ ଲଗେ ଆଇବାର୍‌ କି, ଆଲାଦ୍‌ ଆରି ସାନ୍ତିର୍‌ ମନ୍‌ ଦାରି ଆଇବି?
Mit akartok? Vesszővel menjek-é hozzátok, avagy szeretettel és szelídségnek lelkével?

< ୧ମ କରନ୍ତିୟ 4 >