< ୧ମ କରନ୍ତିୟ 3 >
1 ୧ ଏ ବାଇବଇନିମନ୍, ମୁଇ କରନ୍ତିୟତେଇ ରଇଲାବେଲେ ସୁକଲ୍ଆତ୍ମା ପାଇଲା ଲକ୍ମନର୍ ଇସାବେ ତମ୍କେ କାତା ଅଇ ନାପାର୍ଲି । ମାତର୍ ନିଜେ ମନ୍କଲା ଇସାବେ ରଇବା ଲକ୍ମନର୍ ଇସାବେସେ କାତା ଅଇଲି । କାଇକେ ବଇଲେ ତମେ ସେବେଲେସେ, ବିସ୍ବାସ୍ କର୍ବାକେ ମୁଲିଆଇ ରଇଲାସ୍ । କିରିସ୍ଟର୍ ତେଇ କଅଁଲା ପିଲାମନର୍ ପାରା ।
And I, brothers, was not able to speak to you as to spiritual, but as to fleshly—as to babies in Christ;
2 ୨ ମୁଇ ତମ୍କେ ଆଁଟ୍ କାଦି ନ ଦେଇ କରି ଦୁଦ୍ କାଇବାକେ ଦେଇରଇଲି । କାଇକେବଇଲେ ତମେ ଆଁଟ୍ କାଦି କାଇବାର୍ ନାପାର୍ତେ ରଇଲାସ୍ । ଏବେ ମିସା ନାପାରାସ୍ ।
with milk I fed you, and not with meat, for you were not yet able, but not even yet are you now able,
3 ୩ ତେବେ, ତମେ ନିଜର୍ ମନ୍ କଲା ଇସାବେ ରଇବା ଲକ୍ମନର୍ପାରା ଆଚାସ୍ । ମୁଇ ଏଟାର୍ ପାଇ କଇଲିନି, କାଇକେବଇଲେ ତମର୍ ତମର୍ ବିତ୍ରେ ଇଁସା ତଲା, ଲାଗାଜଡା ଆରି ଜାତିନିତି ଆଚେ । ତମେ ନିଜର୍ ମନ୍ କଲା ଇସାବେ ରଇବା ଲକ୍ ବଲି ଜାନାପଡ୍ଲାନି । ଜଗତର୍ ଲକ୍ମନର୍ ପାରା, ନିଜର୍ ମନ୍ କଲା ଇସାବେ ଚଲାଚଲ୍ତି କଲାସ୍ନି ।
for yet you are fleshly, for where [there is] among you envying, and strife, and divisions, are you not fleshly, and walk in the manner of men?
4 ୪ ଜେନ୍ତିକି ତମର୍ ବିତ୍ରେ କେତେଲକ୍ କଇବାଇ, ଆମେ ପାଉଲର୍ ବାଟେ ଗାଲୁନି । ତେଇଅନି ଆରି କେତେଲକ୍ କଇବାଇ, ଆମେ ଆପଲର୍ ବାଟେ ଗାଲୁନି । ସେଡ୍କିବେଲେ ତମେ କାଇ ନିଜର୍ ମନ୍ କଲା ଇସାବେ ରଇବା ଲକ୍ ନୁଆସ୍ କି?
For when one may say, “I, indeed, am of Paul,” and another, “I—of Apollos,” are you not fleshly?
5 ୫ ସେ ଇସାବେ ଦେକ୍ଲେ ଆପଲ୍ କେ? ଆରି ମୁଇ ମିସା କେ? ଆମେତା ଅବ୍କା ସେବା କରୁମନ୍ । ଜେନ୍ତିକି ତମ୍କେ ବିସ୍ବାସ୍ କର୍ବାକେ ଆମେ ସାଇଜ କଲୁ । ପର୍ମେସର୍ ଆମ୍କେ ଜନ୍ କାମ୍ କର୍ବାକେ ଦେଇରଇଲା, ଆମେ ସେ କାମ୍ କରିଆଚୁ ।
Who, then, is Paul, and who Apollos, but servants through whom you believed, and to each as the LORD gave?
6 ୬ ମୁଇ ମୁଞ୍ଜି ରପ୍ଲା ଲକ୍ ପାରା, ଆରି ଆପଲ୍ ଗଚେ ପାନିଦେଲା ଲକର୍ ପାରା । ମାତର୍ ପର୍ମେସର୍ ସେ ଗଚ୍ ବଡାଇଆଚେ ।
I planted, Apollos watered, but God was giving growth;
7 ୭ ସେନ୍ତିସେ ଜେ ରପିରଇସି ଆରି ଜେ ପାନି ଦେଇସି, ତାକର୍ କାଇଟା ନାଇ, ଜେ ବଡାଇରଇସି, ସେ ପର୍ମେସର୍ ସେ ସବୁଟା ।
so that neither is he who is planting anything, nor he who is watering, but He who is giving growth—God;
8 ୮ ଜେ ରପ୍ଲା ଆଚେ ଆରି ଜେ ପାନି ଦେଲାଆଚେ, ସେ ଦୁଇଲକ୍ ଗଟେକ୍ କାଇଆଲେ ଲଡାର୍ପାଇ କାମ୍ କଲାଇନି । କାଇକେବଇଲେ ସେମନ୍କେ ପର୍ମେସର୍ ନିଜର୍ ନିଜର୍ କାମ୍ ଇସାବେ ପୁରୁସ୍କାର୍ ଦେଇସି ।
and he who is planting and he who is watering are one, and each will receive his own reward according to his own labor,
9 ୯ ଆମେ ପର୍ମେସର୍ ସଙ୍ଗ୍ କାମ୍ କର୍ବା କୁଲିଆର୍ ମନ୍ । ଆରି କରନ୍ତିୟର୍ ବିସ୍ବାସିମନ୍ ତମେ, ପର୍ମେସର୍ ଚାସ୍ କର୍ବା ଜମି, ଆରି ତାର୍ ଗର୍ ।
for we are fellow-workmen of God; you are God’s tillage, God’s building.
10 ୧୦ ପର୍ମେସର୍ ମକେ ଦେଇରଇବା ତାର୍ ଜିବନ୍ ଦୁକାନି ଇସାବେ ମୁଇ ଗଟେକ୍ ସବୁ ଜାନିରଇବା ଗର୍ ତିଆର୍କରୁ ପାରା କୁନାଦି ବସାଇଆଚି । ସେବେଲେଅନି ବିନ୍ ଲକ୍ ତାର୍ ଉପ୍ରେ ତିଆର୍ କଲାନି । ମାତର୍ ତିଆର୍ କର୍ବା ବେଲେ ତମେ, ଗଟେକ୍ ଗଟେକ୍ ଲକ୍ ଜାଗ୍ରତ୍ ରଇବାର୍ ଆଚେ ।
According to the grace of God that was given to me, as a wise master-builder, I have laid a foundation, and another builds on [it],
11 ୧୧ କାଇକେବଇଲେ, ଜନ୍ କୁନାଦି ତିଆର୍ ଅଇସାର୍ଲା ଆଚେ, ତାକେ ଚାଡି ଅଲ୍ଗା କୁନାଦି କେ ମିସା ତିଆର୍ କରି ନାପାରତ୍ । ସେ କୁନାଦିର୍ ମୁଲ୍ ପାକ୍ନା ଅଇଲାନି ଜିସୁକିରିସ୍ଟ ।
for no one is able to lay another foundation except that which is laid, which is Jesus the Christ;
12 ୧୨ ମାତର୍ କେତେକ୍ ଗର୍ ବାନ୍ଦୁମନ୍ କୁନାଦି ଉପ୍ରେ ସୁନା, ରୁପା ଆରି ବେସି ଦାମ୍ ଅଇବା ପାକ୍ନା ସଙ୍ଗ୍ ବାନ୍ଦ୍ଲାଇନି । ଆରି କେତେକ୍ ଲକ୍ ଦାରୁ, ଗାଁସ୍ ଆରି ପିରି ସଙ୍ଗ୍ କୁନାଦି ଉପ୍ରେ ବାନ୍ଦ୍ଲାଇନି ।
and if anyone builds on this foundation gold, silver, precious stones, wood, hay, straw—
13 ୧୩ କିରିସ୍ଟ ଆରି ତରେକ୍ ଆଇବା ଦିନେ ଗଟେକ୍ ଗଟେକ୍ ଲକର୍ କରିରଇବା ସବୁ କାମ୍ କେନ୍ତାଟା ବଲି ଜଇଟାନେ ଜାନାପଡିଜାଇସି । ସେଟା ଗଟେକ୍ ଏନ୍ତି ବେଲା ଆଇସି ଜେଡେବେଲେ ସବୁ ଜିନିସ୍ ଜଇଟାନେ ପଡାଇ ପରିକା କରାଅଇସି ।
the work will become visible of each, for the day will declare [it], because it is revealed in fire, and the work of each, what kind it is, the fire will prove;
14 ୧୪ ଜନ୍ଲକ୍ମନ୍ କରିରଇବା କୁନାଦି ଉପ୍ରେ ଜଇର୍ ପରିକାଟାନେ ନ ନସେ, ସେ ପୁରୁସ୍କାର୍ ପାଇସି ।
if the work of anyone remains that he built on [it], he will receive a wage;
15 ୧୫ ଜଦି ଜାର୍ କାମ୍ ପଡି ଜାଇସି, ସେ କାମ୍ କରୁକେ କାଇଟା ନ ମିଲେ । ମାତର୍ ସେ ଲକ୍ ଲାଗ୍ତେରଇବା ଜଇଟାନେଅନି ରକିଆ ପାଇଲା ପାରା ନିଜେ ରକିଆ ପାଇସି ।
if the work of any is burned up, he will suffer loss, but himself will be saved, but so as through fire.
16 ୧୬ ତମେ ନିକ ସଙ୍ଗ୍ ଜାନିଆଚାସ୍, ତମେ ଅଇଲାସ୍ନି ପର୍ମେସରର୍ ମନ୍ଦିର୍ । ଆରି ତାର୍ ଆତ୍ମା ତମର୍ ଗାଗଡ୍ ବିତ୍ରେ ବାସାଅଇଆଚେ ।
Have you not known that you are a temple of God, and the Spirit of God dwells in you?
17 ୧୭ ଜଦି କେ ମିସା ପର୍ମେସରର୍ ମନ୍ଦିର୍ ନସାଇସି, ତେବେ ପର୍ମେସର୍ ତାକେ ନସାଇସି । କାଇକେବଇଲେ ପର୍ମେସରର୍ ମନ୍ଦିର୍ ସୁକଲ୍ଟା । ତମେମନ୍ ଆକା ସେ ମନ୍ଦିର୍ ।
If anyone ruins the temple of God, God will ruin him; for the temple of God is holy, which you are.
18 ୧୮ ନିଜ୍କେ ମିସା ନାଡାଇ ନ ଉଆ । ଜେ ଜଦି ମୁଇ ଜଗତର୍ ଇସାବେ ଗିଆନ୍ ରଇବାଲକ୍ ବଲି ମନେ ମନେ ବାବ୍ସି, ତେବେ ସେ ସତ୍ ଗିଆନ୍ ପାଇବାକେ ଆଲେ, କାଇଟା ନାଜାନ୍ଲା ବକୁଆ ଲକର୍ପାରା ଅଇବାର୍ ଆଚେ । (aiōn )
Let no one deceive himself; if anyone seems to be wise among you in this age—let him become a fool, that he may become wise, (aiōn )
19 ୧୯ କାଇକେବଇଲେ ଏ ଜଗତର୍ ଗିଆନ୍ ପର୍ମେସରର୍ ମୁଆଟେ କାଇ ଲଡାକେ ନ ଆସେ । ଜେନ୍ତିକି ସାସ୍ତରେ ଲେକା ଆଚେ, ଗିଆନ୍ ରଇଲା ଲକ୍ମନ୍କେ ତାକର୍ ଚାଲାକିତେଇସେ ପର୍ମେସର୍ ଦାର୍ସି ।
for the wisdom of this world is foolishness with God, for it has been written: “Who is taking the wise in their craftiness”;
20 ୨୦ ଆରିତରେକ୍ ସାସ୍ତରେ ଲେକାଆଚେ । ଗିଆନ୍ ରଇବା ଲକ୍ମନ୍ ବାବ୍ବାଟା ସବୁ ଚୁଚାଇସେ ବଲି ପର୍ମେସର୍ ଜାନିଆଚେ ।
and again, “The LORD knows the reasonings of the wise, that they are vain.”
21 ୨୧ ଆରି କେ ମିସା ଲକ୍ମନ୍ କରିରଇବା କାମ୍ଟାନେ ବଡ୍ପନ୍ ନ ଉଆ । ଏବେ ତମେ ସବୁ ବିସଇର୍ ଅଦିକାର୍ ପାଇଆଚାସ୍ ।
So then, let no one glory in men, for all things are yours,
22 ୨୨ ଜଦି ମୁଇ ଅଇଲେ କି, ଆପଲ୍ ଅଇଲେ କି, ପିତର୍ ଅଇଲେ କି, ଜଗତର୍ କାଇଟା ମିସା ଅଇଲେ, ତମେ ମଲେ କି ବଁଚ୍ଲେ, ଏବେ ଜାଇଟା ଅଇଲେ କି ପଚ୍କେ ଜନ୍ଟା ଅଇଲେ ମିସା, ସବୁ ବିସଇ ତମର୍ ମଙ୍ଗଲର୍ ପାଇସେ ।
whether Paul, or Apollos, or Cephas, or the world, or life, or death, or things present, or things about to be—all are yours,
23 ୨୩ ମାତର୍ ତମେ କିରିସ୍ଟର୍ ଲକ୍, ଆରି କିରିସ୍ଟ ପର୍ମେସରର୍ ।
and you [are] Christ’s, and Christ [is] God’s.