< ୧ମ କରନ୍ତିୟ 15 >
1 ୧ ଏ ବାଇବଇନିମନ୍, ମୁଇ ତମର୍ ଲଗେ ଜନ୍ ସୁବ୍କବର୍ ଜାନାଇରଇଲି ସେଟା ତମ୍କେ ଏତାଇଦେବି ବଲି ମନ୍ କଲିନି । ସେଟା ତମେ ମାନି ରଇଲାସ୍ ଆରି ତେଇସେ ତମର୍ ବିସ୍ବାସ୍ ଡାଁଟ୍ ଆଚେ ।
İndi, qardaşlar, sizə bəyan etdiyim və qəbul edib əsaslandığınız Müjdəni yadınıza salmaq istəyirəm.
2 ୨ ଜଦି ଏ ସୁସମାଚାର୍ ତମେ ଡାଟ୍ ସଙ୍ଗ୍ ଦାରିରଇସା, ତେବେ ଉଦାର୍ ପାଇସା, ନଇଲେ ତମେ ବେକାର୍ ବିସ୍ବାସି ଅଇ ଆଚାସ୍ ।
Əgər sizə bəyan etdiyim sözə bağlanmısınızsa, o Müjdə ilə də xilas olmaqdasınız, yoxsa əbəs yerə iman etmisiniz.
3 ୩ କାଇକେବଇଲେ ଜନ୍ ସିକିଆ ମୁଇ ପାଇରଇଲି, ତେଇଅନି ଏ ବଡ୍ ସିକିଆ ତମ୍କେ ସିକାଇ ରଇଲି । ସାସ୍ତର୍ ଇସାବେ କିରିସ୍ଟ ଆମର୍ ପାପ୍ କେମା ଅଇବାକେ ମରିଗାଲା ।
Özümün də qəbul etdiyim bu ən əhəmiyyətli təlimi sizə çatdırdım: Müqəddəs Yazılara uyğun olaraq, Məsih günahlarımız üçün öldü,
4 ୪ ତାକେ ତପିରଇଲାଇଜେ, ସାସ୍ତର୍ ଇସାବେ ତିନ୍ଦିନ୍ ନ ଅଇତେ ତାକେ ପର୍ମେସର୍ ଜିବନ୍ କରି ଉଟାଇଲା ।
dəfn olundu və Müqəddəs Yazılara uyğun olaraq, üçüncü gün dirildi.
5 ୫ ସେ ପିତର୍ ଆରି ତାର୍ ବାର୍ଟା ପେରିତ୍ ସିସ୍ମନ୍କେ ଦର୍ସନ୍ଦେଲା ।
O əvvəl Kefaya, sonra On İki şagirdə göründü.
6 ୬ ତାର୍ ପଚେ ତର୍ ସଙ୍ଗ୍ ଜାଇତେରଇବା ଏକାତର୍ ପାଁଚ୍ସଅ ଲଗେଅନି ଅଦିକ୍ ବାଇମନ୍କେ ଦର୍ସନ୍ ଦେଲା । ସେମନର୍ ବିତ୍ରେ ଅନି କେତେଲକ୍ ମରିଗାଲାଇ ଆରି ବେସି ଲକ୍ ଆଜିକେ ଜାକ ଜିବନ୍ ଆଚତ୍ ।
Bundan sonra beş yüzdən çox bacı-qardaşa eyni anda göründü. Bu bacı-qardaşlardan çoxu indi də yaşayır, bəziləri isə vəfat etmişdir.
7 ୭ ତାର୍ପଚେ ସେ ଜାକୁବ୍କେ ଆରି ସବୁ ପେରିତ୍ମନ୍କେ ଦର୍ସନ୍ ଦେଲା ।
Məsih daha sonra Yaquba, sonra bütün həvarilərə göründü.
8 ୮ ସେ ଦର୍ସନ୍ ଦେଲା ଲକ୍ମନର୍ ବିତ୍ରେ ସାରାସାରି ମୁଇ ରଇଲି । ସବୁର୍ ପଚେ, ଦିନ୍ ନ କେଟ୍ତେ, ଜନମ୍ ଅଇଲା ପିଲା ପାରା ମକେ ମିସା ଦର୍ସନ୍ ଦେଲା ।
Hamıdan sonra isə vaxtından əvvəl doğulmuş bir uşağa bənzəyən mənə də göründü.
9 ୯ ସବୁ ପେରିତ୍ ସିସ୍ମନର୍ ବିତ୍ରେ ଅନି ମୁଇସେ ସାନ୍ । ପେରିତ୍ ବଲି ଡାକାଇ ଅଇବାକେ ମର୍ ଅଦିକାର୍ ନାଇ । କାଇକେବଇଲେ ପର୍ମେସରର୍ ମଣ୍ଡ୍ଲିର୍ ବିସ୍ବାସିମନ୍କେ ମୁଇ କସ୍ଟ ଦେଇତେ ରଇଲି ।
Çünki mən həvarilərin ən kiçiyiyəm və Allahın cəmiyyətini təqib etdiyim üçün həvari adlanmağa layiq deyiləm.
10 ୧୦ ଅଇଲେ ମିସା, ପର୍ମେସରର୍ ଜିବନ୍ ଦୁକାଇଲାଟାନେଅନି ମୁଇ ଏବେ ଏନ୍ତାରି ଆଚି । ତାର୍ ଜିବନ୍ ଦୁକାଇଲାଟା ମକେ ଦାରି ଆଚେ ବଲି ଜାନା ପଡ୍ଲାନି । କାଇକେବଇଲେ ମର୍ ସଙ୍ଗର୍ ପେରିତ୍ ମନର୍ଟାନେଅନି ମୁଇ ଅଦିକ୍ କାମ୍ କରିଆଚି । ମାତର୍ ସେଟା ମର୍ ନିଜର୍ ବପୁସଙ୍ଗ୍ ନାଇ, ପର୍ମେସର୍ ଜିବନ୍ ଦୁକାଇ ମକେ ସାଇଜ କଲା ।
Amma indi hər nəyəmsə, Allahın lütfü ilə eləyəm. Onun mənə göstərdiyi lütf əbəs deyildi, çünki mən hamıdan çox zəhmət çəkdim. Əslində mən yox, Allahın mənimlə birgə fəaliyyətdə olan lütfü bu zəhməti çəkdi.
11 ୧୧ ଅଇଲେ ମିସା ମୁଇ ସୁବ୍କବର୍ ଜାନାଇଲେ କି ସେମନ୍ ଜାନାଇଲେ ମିସା କିଚି ବିନ୍ ନାଇ । କାଇକେବଇଲେ ଆମେ ସବୁ ଜାନାଇବାଟା ଗଟେକ୍ ବିସଇସେ । ସେଟା ତମେ ବିସ୍ବାସ୍ କରିଆଚାସ୍ ।
Beləcə istər mən, istərsə də onlar bu cür vəz edirik; siz də belə iman etmisiniz.
12 ୧୨ ଜଦି କିରିସ୍ଟକେ ପର୍ମେସର୍ ମଲାତେଇଅନି ଜିବନ୍ କରି ଉଟାଇଆଚେ ବଲି ଆମେ ସିକାଇଲୁନି, ତେବେ କାଇକେ ତମର୍ ବିତ୍ରେ କେତେଲକ୍, ମଲା ଲକ୍ମନର୍, ଆରି ତରେକ୍ ଜିବନ୍ ଅଇବାଟା ନଏଁ, ବଲି କଇଲାସ୍ନି?
Əgər Məsih haqqında vəz olunursa ki, O, ölülər arasından dirildi, sizlərdən bəzisi ölülərin dirilməsinin olmadığını necə söyləyə bilər?
13 ୧୩ ମଲା ଲକ୍ମନ୍ ଆରିତରେକ୍ ଜିବନ୍ ନ ଅଇବାଟା ଜଦି ସତ୍, ତେବେ କିରିସ୍ଟକେ ମିସା ଜିବନ୍ କରାଇ ଉଟାଏ ନାଇ ।
Əgər ölülərin dirilməsi yoxdursa, Məsih də dirilməyib.
14 ୧୪ ଆରି, ଜଦି କିରିସ୍ଟକେ ମଲାତେଇ ଅନି ଉଟାଏ ନାଇ, ତେବେ ଆମେ ଜାନାଇବାଟା ଚୁଚାଇସେ, ତମେ ବିସ୍ବାସ୍ କର୍ବାଟା ମିସା ଚୁଚାଇସେ ।
Əgər Məsih dirilməyibsə, onda həm bizim vəzimiz puç, həm də sizin imanınız puçdur.
15 ୧୫ ସେତ୍କିସେ ନଏଁ, ଆମେ ପର୍ମେସରର୍ ବିସଇର୍ ମିଚ୍ ସାକି ଦେଇତେରଇଲୁ ବଲି ଜାନାପଡ୍ସି । କାଇକେବଇଲେ ଆମେ କିରିସ୍ଟକେ ଜିବନ୍ କରାଇ ଉଟାଇ ଆଚେ ବଲି କଇରଇଲୁ । ମାତର୍ ମଲାଲକ୍ ଜିବନ୍ ଅଇ ନ ଉଟତ୍, ସେଟା ଜଦି ସତ୍, ସେନ୍ତାର୍ଆଲେ ପର୍ମେସର୍ କିରିସ୍ଟକେ ଜିବନ୍ କରାଇ ଉଟାଏ ନାଇ ।
Belə halda Allah barədə yalançı şahid olduğumuz da aşkara çıxacaq. Çünki biz Allah barədə şəhadət etdik ki, O, Məsihi diriltdi. Amma ölülər dirilməzsə, Allah Məsihi də diriltmədi.
16 ୧୬ ଜଦି ମଲା ଲକ୍ମନ୍କେ ନ ଉଟାଏ, ତେବେ, କିରିସ୍ଟକେ ମିସା ଉଟାଏ ନାଇ ।
Çünki əgər ölülər dirilməzsə, Məsih də dirilməyib.
17 ୧୭ ଜଦି କିରିସ୍ଟକେ ଉଟାଏ ନାଇ, ତେବେ ତମର୍ ବିସ୍ବାସ୍ କର୍ବାଟା ଚୁଚାଇସେ । ଆରି ତମେ ଏବେ ଜାକ ନିଜର୍ ନିଜର୍ ପାପେ ଆଚାସ୍ ।
Əgər Məsih dirilməyibsə, imanınız da əbəsdir, siz hələ günahlarınızın içindəsiniz.
18 ୧୮ ସେନ୍ତାରିସେ ଜନ୍ ଲକ୍ କିରିସ୍ଟକେ ବିସ୍ବାସ୍ କରି ମରିଗାଲାଇ ଆଚତ୍, ସେମନ୍ ରକିଆ ଅଅତ୍ ନାଇ, ମାତର୍ ନସ୍ଟ ଅଇଆଚତ୍ ।
Onda Məsihdə vəfat edənlər əbədilik öldülər.
19 ୧୯ ଜଦି କିରିସ୍ଟର୍ ଟାନେ ଆମର୍ ଆସା କରିରଇବାଟା ଏ ଜଗତର୍ ଜିବନ୍ ସଙ୍ଗ୍ ସାର୍ସି, ତେବେ ସବୁଲକର୍ ତେଇଅନି ଆମର୍ କେଡେକ୍ କାକୁର୍ତିର୍ କରମ୍ ।
Əgər yalnız bu həyat üçün Məsihə ümid bağlamışıqsa, biz hamıdan yazığıq.
20 ୨୦ ମାତର୍ କିରିସ୍ଟକେ ମଲାତେଇଅନି ଉଟାଇଆଚେ, ଏଟା ଅଇଲାନି ସତ୍ ଆରି ଏନ୍ତାରିସେ ସବୁ ମଲା ଲକ୍ମନ୍କେ ପର୍ମେସର୍ ଜିବନ୍ କରି ଉଟାଇସି, ଏଟା ଆମେ ଜାନୁ ।
Əslində Məsih ölülər arasından, vəfat edənlərin ilki olaraq dirildi.
21 ୨୧ କାଇକେବଇଲେ ଗଟେକ୍ ଲକର୍ ଲାଗି ଗୁଲାଇ ଲକ୍ ମର୍ବାର୍ଆଚେ । ସେନ୍ତାରିସେ ଗଟେକ୍ ଲକର୍ ଲାଗି ଗୁଲାଇ ଲକ୍କେ ମଲାତେଇଅନି ଉଟାଅଇସି ।
Ölüm bir insan vasitəsilə gəldiyinə görə ölülərin dirilməsi də bir İnsan vasitəsilə gəlir.
22 ୨୨ ଜେନ୍ତି ଆଦମର୍ ବଁସେଅନି ଆଇଲା ଲକ୍ମନ୍ ମର୍ବାଇ, ସେନ୍ତାରିସେ କିରିସ୍ଟର୍ତେଇ ରଇଲା ସବୁଲକ୍ ଜିବନ୍ ଅଇ ଉଟ୍ବାଇ ।
Adəmdə hamı öldüyü kimi Məsihdə də hamı həyata qovuşacaq.
23 ୨୩ ମାତର୍ ଗଟେକ୍ ଗଟେକ୍ ଲକ୍ ଆଗାପଚା ଇସାବେ ଉଟ୍ବାଇ । ପର୍ତୁମ୍ କିରିସ୍ଟ ତାର୍ପଚେ ସେ ଆଇବା ଦିନେ ଜେତ୍କି ଲକ୍ ସବୁ ତାର୍ଲଗେ ରଇଲାଇ ।
Hər biri öz növbəsi ilə – ilk növbədə Məsih, sonra Məsihin zühurunda Məsihə məxsus olanlar həyata qovuşar.
24 ୨୪ ତାର୍ପଚେ ଜୁଗର୍ ସାରାସାରି ଦିନ୍ କେଟ୍ସି । ସେଡ୍କିବେଲେ ସବୁ ସାସନ୍କାରିଆମନ୍କେ, ଅଦିକାର୍ ଆରି ବପୁ ରଇଲା ଲକ୍ମନ୍କେ ସେ ଆରାଇସି ଆରି ବାବା ପର୍ମେସର୍କେ ସେ ରାଇଜ୍ ସର୍ପି ଦେଇସି ।
Bundan sonra O hər başçını, hər hakimi və hər qüvvəni aradan götürüb Padşahlığı Ata Allaha təslim edəcəyi zaman hər şey tamamlanacaq.
25 ୨୫ କାଇକେବଇଲେ ପର୍ମେସର୍ ତାର୍ ସବୁ ସତ୍ରୁମନ୍କେ ଆରାଇ, ତାର୍ ପାଦ୍ତଲେ ଆନ୍ବାଜାକ କିରିସ୍ଟ ସାସନ୍ କର୍ବାର୍ ଆଚେ ।
Çünki Allah Onun bütün düşmənlərini ayaqlarının altına salanadək O, padşahlıq etməlidir.
26 ୨୬ ସାରାସାରି ପଚେ ସତ୍ରୁମନ୍ ମିସା ଆରିଜିବାଇ ।
Aradan götürüləcək son düşmən isə ölümdür.
27 ୨୭ ଜେନ୍ତି କି ସାସ୍ତରେ ଲେକା ଅଇଲାଆଚେ, ପର୍ମେସର୍ ସବୁ ବିସଇ ତାର୍ ପାଦ୍ତଲେ ସଙ୍ଗଇଆଚେ । ସବୁ ବିସଇ ବଲି, କଇବା ବେଲେ ତାର୍ ଅରତ୍ ଅଇଲାନି, ପର୍ମେସର୍କେ ଚାଡି ସବୁ ବିସଇ । ସେ ଆକା ସବୁ ବିସଇ କିରିସ୍ଟର୍ ତଲିଆ କରି ସଙ୍ଗଇଆଚେ ।
Çünki Allah «hər şeyi Onun ayağının altına qoydu». Amma Məsihə hər şey tabe oldu deyiləndə aydın olur ki, hər şeyi Ona tabe etdirən Allah buraya daxil deyil.
28 ୨୮ ସବୁ ବିସଇ କିରିସଟର୍ ତଲେ ସଙ୍ଗଇଲା ପଚେ, ନିଜେ କିରିସ୍ଟ ଜେ କି ପଅ, ସେ ପର୍ମେସରର୍ ତଲିଆ ଅଇ ରଇସି । ସବୁ ବିସଇ ପର୍ମେସର୍ ତାର୍ ତଲିଆ କରି ସଙ୍ଗଇଆଚେ ଆରି ପର୍ମେସର୍ ପୁରାପୁରୁନ୍ ସବୁର୍ ଉପ୍ରେ ସାସନ୍ କର୍ସି ।
Hər şey Oğula tabe olandan sonra Oğul Özü də Ona hər şeyi tabe etdirən Ataya tabe olacaq ki, Allah hər şeydə hər şey olsun.
29 ୨୯ ମଲାଲକ୍କେ ଆରିତରେକ୍ ନ ଉଟାଏ, ଜଦି ଏଟା କେନ୍ତାର୍ ଜେ ମଲା ଲକ୍ମନର୍ ପାଇ ତାର୍ ମଇତର୍ମନ୍ ଡୁବନ୍ ନେଲାଇନି? ତେବେ ସେମନ୍କେ କାଇଟା ମିଲ୍ସି? ଜଦି ମଲାଲକ୍ମନ୍କେ ନ ଉଟାଅତ୍, ସେନ୍ତାର୍ ଆଲେ କାଇକେ ଏମନ୍ ମଲା ଲକ୍ମନର୍ପାଇ ଡୁବନ୍ ନେଲାଇନି?
Yoxsa ölülər uğrunda vəftiz olunanlar nə edəcək? Əgər ölülər heç vaxt dirilməsə, insanlar ölülər uğrunda niyə vəftiz olunur?
30 ୩୦ ଆରି ଆମେ ମିସା କାଇକେ ସବୁ ବେଲେ ଆମର୍ ଜିବନ୍ ବିପଦେ ପାକାଇତେ ରଇବୁ?
Biz də nə üçün hər an təhlükələrə uğrayırıq?
31 ୩୧ ଏ ମର୍ ବାଇବଇନିମନ୍ ଦିନ୍କେ ଦିନ୍, ଲକ୍ମନ୍ ମକେ ମରାଇବାକେ ଚେସ୍ଟା କଲାଇନି । ମୁଇ ଏଟା କାଇକେ କଇଲିନି ବଇଲେ, ତମର୍ଟାନେ ମର୍ ଜନ୍ ବଡ୍ପନ୍ ଆଚେ, ଆରି ଆମର୍ ମାପ୍ରୁ ଜିସୁକିରିସ୍ଟର୍ ଟାନେ ଆମର୍ ଜିବନ୍ ମିସିରଇଲାଜେ ମୁଇ କଇଲିନି ।
Ey qardaşlar, Rəbbimiz Məsih İsada sizinlə etdiyim fəxrin haqqı üçün mən hər gün ölümlə qarşılaşıram.
32 ୩୨ ଏପିସି ସଅରେ ମୁଇ ବେସି କସ୍ଟ ପାଇଲି । କାଇକେବଇଲେ ଜନ୍ ଲକ୍ମନ୍ ମକେ ବିରଦ୍ କଲାଇ, ସେମନର୍ ସଙ୍ଗ୍ ଡଙ୍ଗ୍ରେ ରଇବା ପସୁମନର୍ ପାରା ଜୁଜିରଇଲି । ତେଇ ଆମେ ଜେନ୍ତି କସ୍ଟ ପାଇତେରଇଲୁ, ସେନ୍ତାରି ଅଇଲାକେ ଆମ୍କେ କାଇ ଲାବ୍ ମିଲ୍ଲା? ଜଦି ମଲା ଲକ୍ମନ୍କେ ନ ଉଟାଏ, ତେବେ ଏନ୍ତାରି କଇବାଟା ନିକ ରଇସି । “ଆସା ଆମେ ବଜିକରି କାଉଁ, କାଇକେବଇଲେ ଆମେ କାଲିକେ ମର୍ବାର୍ ଅଇସିବେ ।”
Adi insanların bəslədiyi ümidlərlə Efesdə vəhşi heyvanlarla mübarizə aparmağımın mənə xeyri nə idi? Əgər ölülər dirilməzsə, «qoy yeyib-içək, çünki sabah öləcəyik!»
33 ୩୩ ନାଡାଇ ଉଆନାଇ, କାରାପ୍ ଲକ୍ମନର୍ ସଙ୍ଗ୍, ସାଙ୍ଗ ଅଇଲେ ସେମନ୍ ତମର୍ ନିକ ଚଲାଚଲ୍ତି କର୍ବାଟା ନସାଇ ଦେବାଇ ।
Aldanmayın: «Pis adamlarla ünsiyyət yaxşı əxlaqı pozur».
34 ୩୪ ଟିକ୍ସଙ୍ଗ୍ ଚିନ୍ତା କରା । ତମର୍ ପାପର୍ ଚଲାଚଲ୍ତି କର୍ବାଟା ଚାଡିଦିଆସ୍ । କାଇକେବଇଲେ ପର୍ମେସର୍କେ ନାଜାନ୍ଲା କେତେକ୍ ଲକ୍ ତମର୍ ବିତ୍ରେ ଆଚତ୍ । ଏଟା ମୁଇ ତମ୍କେ ଲାଜ୍ କରାଇବାକେ କଇଲିନି ।
Ayılın, saleh olun, daha günaha batmayın. Axı bəziləriniz Allah barəsində heç nə bilmir. Utanasınız deyə bunu yazıram.
35 ୩୫ କେତେଲକ୍ ପାଚାର୍ବାଇ, “ମଲା ଲକ୍ମନ୍କେ କେ ଜିବନ୍ ଦେଇ ଉଟାଇସି? ଆରି ସେମନର୍ ଗାଗଡ୍ କେନ୍ତାର୍ ରଇସି?” ଜେ ଏନ୍ତାରି ପର୍ସନ୍ ପାଚାର୍ସି, ସେ ବକୁଆଟା ।
Lakin bir nəfər belə deyə bilər: «Ölülər necə diriləcək? Onlar nə cür bədənlə gələcəklər?»
36 ୩୬ ତମେ ଜାନାସ୍ । ଜେଡେବେଲେ ଗଟେକ୍ ମୁଞ୍ଜି ରପା ଅଇସି, ମୁଞ୍ଜିର୍ ଉପ୍ରର୍ ଚପା କୁଇଜାଇସି, ମାତର୍ ବିତ୍ରର୍ଟା ଆଁକର୍ସି ।
Ey ağılsız insan! Sənin əkdiyin toxum ölməsə, həyata qovuşmaz!
37 ୩୭ ଜେଡେବେଲେ ଗଟେକ୍ ମୁଞ୍ଜି ରପା ଅଇସି, ସେଟା ଦାନ୍ ଅ, କି ଆରି କାଇ ମୁଞ୍ଜି ଅ, ମୁଞ୍ଜିସେ ରପି ଅଇସି । ପଚେ ବଡିରଇବା ବୁଟା ନ ରପତ୍ ।
Əkərkən hasil olacaq bədəni deyil, yalnız toxumu – bəlkə buğdanın ya digər bitkinin toxumunu əkirsən.
38 ୩୮ ପର୍ମେସର୍ ନିଜର୍ ମନ୍ କଲା ଇସାବେ ମୁଞ୍ଜିତେଇଅନି ଆଁକ୍ରି ଗଚ୍ ଅ, ବଲି ଟିକ୍ କଲା । ଆରି ସେ ବିନ୍ ବିନ୍ ରକାମର୍ ମୁଞ୍ଜି ବଡ୍ବାକେ ଦେଲା, ଜେନ୍ତିକି ଗଟେକ୍ ଗଟେକ୍କେ ତାର୍ ଗାଗଡର୍ ରୁପ୍ ବାଦ୍ଲାଇସି ।
Amma Allah o toxuma istədiyi quruluşu verir. O hər bir bitən toxuma özünə məxsus quruluş verir.
39 ୩୯ ଜିବନ୍ ରଇବା ସବୁ ଗାଗଡ୍ ସମାନ୍ ନଏଁ । ଲକ୍ମନ୍କେ ଗଟେକ୍ ରକାମ୍ ଗାଗଡ୍, ପସୁ ଚଡଇ ଆରି ମାଚ୍ମନ୍କେ ବିନ୍ ବିନ୍ ରକାମ୍ ଗାଗଡ୍ ଆଚେ ।
Hər canlı məxluqun əti eyni deyil. İnsan əti başqa, heyvan əti başqa, quş əti başqa, balıq əti başqadır.
40 ୪୦ ସେନ୍ତିସେ ସର୍ଗେ ରଇବାଟାମନ୍ ଆରି ଦର୍ତନି ରଇବାଟାମନ୍ ଆଚତ୍ । ଜେନ୍ତିକି ସର୍ଗେ ରଇବାଟାମନର୍ ସୁନ୍ଦର୍ ଗଟେକ୍ ରକାମ୍, ଦର୍ତନି ରଇବାଟାମନର୍ ବିନ୍ ବିନ୍ ରକାମ୍ ।
Səma cisimləri var, dünya cisimləri də var. Amma səmavi olanların ehtişamı başqa, dünyəvi olanların da başqadır.
41 ୪୧ ବେଲ୍ ତାର୍ ନିଜର୍ ଇସାବେ ସୁନ୍ଦର୍ ଆଚେ । ସେନ୍ତାରିସେ ଜନ୍ ତାରାମନ୍ ମିସା ନିଜର୍ ନିଜର୍ ଇସାବେ ସୁନ୍ଦର୍ ଆଚତ୍ ।
Günəşin ehtişamı başqa, ayın ehtişamı başqa, ulduzların ehtişamı başqadır. Ulduz da digər ulduzdan ehtişamına görə fərqlənir.
42 ୪୨ ସେନ୍ତାରିସେ ଆମର୍ ଗାଗଡ୍ ଆରି ଜନ୍ ଗାଗଡ୍ ପର୍ମେସର୍ ଉଟାଇସି, ଦୁଇଟାଜାକ ବିନ୍ ଆଚେ । କାଇକେବଇଲେ ଆମର୍ ଗାଗଡ୍ ଏବେ ମରିକରି କୁଇଜାଇସି । ମାତର୍ ଜନ୍ ଗାଗଡ୍ ପର୍ମେସର୍ ଉଟାଇସି, ସେଟା କେବେ ନ ମରେ ।
Ölülərin dirilməsi də belədir. Əkilən toxum çürüyər, ondan əmələ gəlib dirilən bədən çürüməz;
43 ୪୩ ସେଟା ତପ୍ଲାବେଲେ ଦୁର୍ବଲ୍ ଅଇ ସୁନ୍ଦର୍ ନ ରଏ । ମାତର୍ ଉଟାଇଲାବେଲେ ସୁନ୍ଦର୍ ରଇକରି ଡାଁଟ୍ ରଇସି ।
əkilən toxum hörmətsiz, dirilən bədən izzətlidir; əkilən toxum zəif, dirilən bədən qüvvətlidir;
44 ୪୪ ତପ୍ଲା ବେଲେ ଅବ୍କା ଗାଗଡ୍, ମାତର୍ ଉଟାଇଲାବେଲେ ଆତ୍ମାର୍ ଗାଗଡ୍ ଅଇସି । ଅବ୍କା ଗାଗଡ୍ ଆଚେ ବଇଲେ ଆତ୍ମାର୍ ଗାଗଡ୍ ମିସା ରଇବାର୍ ଆଚେ ।
əkilən toxum təbii, dirilən bədən ruhanidir. Təbii bədən varsa, ruhani bədən də var.
45 ୪୫ ଜେନ୍ତାରିକି ଲେକା ଅଇଲାଆଚେ, ପର୍ତୁମ୍ ମୁନୁସ୍ ଜେ କି ଆଦମ୍, ତାକେ ତିଆର୍ କରି ଜିବନ୍ ଦେଇରଇଲା, ମାତର୍ ସାରାସାରିପଚର୍ ଆଦମ୍ ନ ସାର୍ବା ଜିବନ୍ ଦେବା ଆତ୍ମା ଅଇଲା ।
Necə ki yazılıb: ilk insan Adəm «canlı bir varlıq oldu». Sonuncu Adəm isə həyat verən ruh oldu.
46 ୪୬ ମାତର୍ ଆତ୍ମାର୍ ଗାଗଡ୍ ପର୍ତୁମ୍ ନ ଆସେ । ଚୁଚାଇ ଗାଗଡ୍ ଆଇସି, ତାର୍ପଚେ ଆତ୍ମାର୍ ଗାଗଡ୍ ।
Amma ilkin ruhani deyil, təbii bədəndir. Ruhani isə sonra gəlir.
47 ୪୭ ପର୍ତୁମ୍ ଆଦମ୍ ମାଟିସଙ୍ଗ୍ ତିଆର୍ ଅଇ ଏ ଦର୍ତନି ଆଇଲା । ମାତର୍ ପଚର୍ ଆଦମ୍ ସର୍ଗେ ଅନି ଆଇଲା ।
İlk insan yerin torpağından, ikinci İnsan göydən yarandı.
48 ୪୮ ଜନ୍ ଲକ୍ମନ୍ ଏ ଦର୍ତନିର୍, ସେମନ୍ ଜେ କି ମାଟି ସଙ୍ଗ୍ ତିଆର୍ ଅଇରଇଲା, ତାର୍ପାରା । ଆରି ଜନ୍ ଲକ୍ ସର୍ଗର୍, ଜେ କି ସର୍ଗେ ଅନି ଆଇଲା, ତାର୍ପାରା ।
Torpaqdan yaranan adam necədirsə, torpaqdan yarananlar da elədir; səmavi Adam necədirsə, səmavilər də elədir.
49 ୪୯ ଜେନ୍ତିକି ଆମେ ଜନ୍ଲକ୍ ମାଟିସଙ୍ଗ୍ ତିଆର୍ ଅଇରଇଲା, ତାର୍ ବାନିମୁର୍ତି ଆଚୁ, ସେନ୍ତାରିସେ ଜେ ସର୍ଗେଅନି ଆଇଲା ତାର୍ ପାରା ବାନିମୁର୍ତି ଦାର୍ବୁ ।
Biz torpaqdan yarananın surətini necə gəzdiririksə, səmavi Olanın surətini də elə gəzdirəcəyik.
50 ୫୦ ଏ ବାଇବଇନିମନ୍, ମୁଇ କଇବା ଅରତ୍ ଅଇଲାନି ବନି ମାଉଁସ୍ ରଇବା ଗାଗଡ୍ ପର୍ମେସରର୍ ରାଇଜେ ମିସିନାପାରତ୍ । ଆରି ଜନ୍ ଗାଗଡ୍ ମର୍ବାଇ, ସେମନ୍କେ ନ ସାର୍ବା ଜିବନ୍ ଦେଇ ନଏଁ ।
Ey qardaşlar, bunu demək istəyirəm ki, ət və qan Allahın Padşahlığını irs olaraq ala bilməz, eləcə də çürüyən bədən çürüməzliyi irs olaraq almaz.
51 ୫୧ ସୁନା, ମୁଇ ତମ୍କେ ଗଟେକ୍ ଆଗ୍ତୁ ନ ଜାନାଇରଇବା ବିସଇ କଇବି । ଆମେ ସବୁଲକ୍ ନ ମରୁ, ମାତର୍ ଆମର୍ ଗାଗଡ୍ ସବୁ ବାଦ୍ଲି ଜାଇସି ।
Baxın sizə bir sirr açmaq istəyirəm: hamımız vəfat etməyəcəyik,
52 ୫୨ ଗଟେକ୍ ଲକ୍ ଆଁକି ମିଟ୍କା ମାର୍ଲା ବିତ୍ରେ ସେଟା ଗଟ୍ସି । ସାରାସାରିର୍ ମଇରି ବାଜ୍ଲା ବେଲେ ମଲା ଲକ୍ମନ୍ ଜିବନ୍ ଅଇ ଉଟ୍ବାଇ । ସେମନ୍ ଆରି କେବେ ମିସା ନ ମରତ୍ ଆରି ଆମେ ସବୁ ବଦ୍ଲି ଜିବୁ ।
amma son şeypur çalınanda bir andaca, bir göz qırpımındaca hamımız dəyişiləcəyik. Çünki şeypur çalınacaq, ölülər çürüməzliklə diriləcək, bizsə dəyişiləcəyik.
53 ୫୩ କାଇକେବଇଲେ ଆମର୍ ଏ ମର୍ବା ଗାଗଡ୍ ନ ମର୍ବା ଗାଗଡ୍ ଅଇ ବାଦ୍ଲିଜାଇସି ।
Çünki bu çürüyən bədən çürüməzliyə, bu ölümə düçar olan bədən ölməzliyə bürünməlidir.
54 ୫୪ ସେଟା ଅଇଲାବେଲେ ଜନ୍ଟା କି ସାସ୍ତରେ ଲେକା ଅଇରଇଲା, ସେଟା ପୁରାପୁରୁନ୍ ଅଇସି ମରନ୍ ଆରିଜାଇକରି, ଜିତ୍ବାଟା ପୁରାପୁରୁନ୍ ଅଇଲା ।
Çürüyən bədən çürüməzliyə və ölümə düçar olan bədən ölməzliyə büründükdə «Ölüm yox edildi, Onun üzərində qələbə çalındı!» deyə yazılmış söz yerinə yetəcək.
55 ୫୫ ତେବେ ଆମେ କଇ ପାର୍ବୁ, ଅଇରେ ମରନ୍! ତୁଇ କେନେ ଜିତ୍ଲୁସ୍? ଅଇରେ ମରନ୍! କେନେ ତର୍ ବପୁ? (Hadēs )
«Ey ölüm, qələbən hanı? Ey ölüm, neştərin hanı?» (Hadēs )
56 ୫୬ ଆମର୍ ପାପେଅନି ଆମ୍କେ ବାଦ୍ବା ବପୁ ମରନ୍ ପାଇଲା ଆଚେ । ଆରି ପର୍ମେସରର୍ ନିୟମ୍ ନ ମାନ୍ଲାତେଇଅନି ପାପ୍ ବପୁ ପାଇସି ।
Ölümün neştəri günahdır, günah isə gücünü Qanundan alır.
57 ୫୭ ମାତର୍ ଆମେ ପର୍ମେସର୍କେ ଦନିଅବାଦ୍ ଦେଲୁନି । କାଇକେବଇଲେ ଆମର୍ ମାପ୍ରୁ ଜିସୁ କିରିସ୍ଟ କଲା କାମେଅନି ପାପ୍କେ ଆରି ମରନ୍କେ ଆରାଇବା ବପୁ ସେ ଆମ୍କେ ଦେଲାଆଚେ ।
Rəbbimiz İsa Məsih vasitəsilə bizə qələbə bəxş edən Allaha şükür olsun!
58 ୫୮ ସେଟାର୍ପାଇ ଏ ମର୍ ଆଲାଦର୍ ବାଇବଇନିମନ୍, ଡାଁଟ୍ ଅଇକରି ରୁଆ । ମାପ୍ରୁ ଜିସୁକିରିସ୍ଟର୍ ସେବା କାମ୍ ଆବଡ୍ ଅଇକରି କରା । କାଇକେବଇଲେ ତମେ ଜାନାସ୍, ତାର୍ପାଇ ଜନ୍ କାମ୍ ସବୁ କର୍ସା, ସେଟା ସବୁ ଲଡାକେ ଆଇସି ।
Beləliklə, ey sevimli qardaşlarım, Rəbdə çəkdiyiniz zəhmətin boşa çıxmayacağını bilərək möhkəm durun, sarsılmayın, hər zaman Rəbbin işində səylə çalışın.