< ୧ମ କରନ୍ତିୟ 12 >
1 ୧ ମର୍ ବାଇମନ୍, ତମେ ସୁକଲ୍ ଆତ୍ମା ଦେବା ଦାନ୍ ବିସଇର୍ ଜାଇଟା ଲେକିରଇଲାସ୍ ସେଟା ନିକସଙ୍ଗ୍ ବୁଜା ବଲି ମୁଇ କଲିନି ।
Περὶ δὲ τῶν πνευματικῶν, ἀδελφοί, οὐ θέλω ὑμᾶς ἀγνοεῖν.
2 ୨ ତମେ ଜିସୁକେ ବିସ୍ବାସ୍ କର୍ବା ଆଗ୍ତୁ ଜିବନ୍ ନ ରଇବା ପୁତ୍ଲାମନ୍କେ ପୁଜାକରି ବାଟ୍ ବାନା ଅଇଜାଇ ରଇଲାସ୍ ।
οἴδατε ὅτι ὅτε ἔθνη ἦτε, πρὸς τὰ εἴδωλα τὰ ἄφωνα ὡς ἂν ἤγεσθε ἀπαγόμενοι.
3 ୩ ସେଟାର୍ପାଇ ମୁଇ ଏବେ ତମ୍କେ କଇଲିନି, ଜନ୍ ଲକ୍ ସୁକଲ୍ ଆତ୍ମାର୍ ଚାଲ୍ନା ପାଇଲାଆଚେ, ସେ ଜିସୁକେ ଅବିସାପ୍ ଦେଇ ନାପାରେ । ଆରି ଜନ୍ ଲକ୍ ତାର୍ ଆତ୍ମା ପାଏନାଇ, ସେ ଜିସୁ ପର୍ମେସର୍ ବଲି କଇନାପାରେ ।
διὸ γνωρίζω ὑμῖν, ὅτι οὐδεὶς ἐν πνεύματι θεοῦ λαλῶν λέγει Ἀνάθεμα Ἰησοῦς, καὶ οὐδεὶς δύναται εἰπεῖν Κύριος Ἰησοῦς, εἰ μὴ ἐν πνεύματι ἁγίῳ.
4 ୪ ସୁକଲ୍ ଆତ୍ମାର୍ ଦାନ୍ ବିନ୍ ବିନ୍ ରକାମ୍, ମାତର୍ ଜନ୍ ଆତ୍ମା ସେଟାମନ୍ ଦେଇସି ସେ ଗଟେକ୍ ସେ ।
διαιρέσεις δὲ χαρισμάτων εἰσίν, τὸ δὲ αὐτὸ πνεῦμα·
5 ୫ ସେବା ବିନ୍ ବିନ୍ ରକାମର୍, ମାତର୍ ଜନ୍ ମାପ୍ରୁ ସେବା ପାଇଲାନି, ସେ ଗଟେକ୍ ସେ ।
καὶ διαιρέσεις διακονιῶν εἰσιν, καὶ ὁ αὐτὸς κύριος·
6 ୬ କାମ୍ କର୍ବା ବପୁ ବିନ୍ ବିନ୍ ରକାମର୍, ମାତର୍ ପର୍ମେସର୍ ଗଟେକ୍ । ସେ ଆକା ସବୁକେ ବପୁ ଦେଲାନି ।
καὶ διαιρέσεις ἐνεργημάτων εἰσίν, ὁ δὲ αὐτὸς θεὸς ὁ ἐνεργῶν τὰ πάντα ἐν πᾶσιν.
7 ୭ ମାତର୍ ସବୁ ଲକର୍ ମଙ୍ଗଲ୍ ପୁରାପୁରୁନ୍ ଅଇବାକେ ବିନ୍ ବିନ୍ ଲକର୍ ବିତ୍ରେ ସୁକଲ୍ ଆତ୍ମାର୍ ବପୁ ବିନ୍ ବିନ୍ ଇସାବେ ଜାନାପଡ୍ସି ।
Ἑκάστῳ δὲ δίδοται ἡ φανέρωσις τοῦ πνεύματος πρὸς τὸ συμφέρον.
8 ୮ ସୁକଲ୍ ଆତ୍ମା କାକେ କାକେ ବୁଦିର୍ ବାକିଅ କଇବାକେ ଦେଇସି, ଆରି କାକେ କାକେ ଗିଆନର୍ ବାକିଅ ଦେଇସି ।
ᾧ μὲν γὰρ διὰ τοῦ πνεύματος δίδοται λόγος σοφίας, ἄλλῳ δὲ λόγος γνώσεως κατὰ τὸ αὐτὸ πνεῦμα,
9 ୯ ସେ ଗଟେକ୍ ସୁକଲ୍ ଆତ୍ମାସେ କାକେ କାକେ ବିସ୍ବାସ୍ ଦେଇସି ଆରି କାକେ କାକେ ନିକ ଅଇବା ବପୁର୍ ଦାନ୍ ଦେଇସି ।
ἑτέρῳ πίστις ἐν τῷ αὐτῷ πνεύματι, ἄλλῳ δὲ χαρίσματα ἰαμάτων ἐν τῷ ἑνὶ πνεύματι,
10 ୧୦ କାକେ କାକେ କାବାଅଇଜିବା କାମ୍ କରିପାର୍ବା ବପୁ, କାକେ କାକେ ପର୍ମେସର୍ ଜାନାଇଲା କାତା କଇବା ବପୁ, କେତେ ଲକ୍କେ ଆତ୍ମା ଦେଇରଇବା ଦାନ୍ ଚିନ୍ବା ବପୁ, ଆରି କେତେକ୍ ଲକ୍କେ ସେ ନାଜାନି ରଇବା ବିନ୍ ବିନ୍ ବାସାଇ କାତା କଇବା ବପୁ, ଆରି କେତେକ୍ ଲକ୍କେ ସେ ବାସାର୍ ଅରତ୍ ବୁଜାଇବା ବପୁ ଦେଇରଇସି ।
ἄλλῳ δὲ ἐνεργήματα δυνάμεων, ἄλλῳ προφητεία, ἄλλῳ διακρίσεις πνευμάτων, ἑτέρῳ γένη γλωσσῶν, ἄλλῳ δὲ ἑρμηνεία γλωσσῶν·
11 ୧୧ ମାତର୍ ଏ ସବୁଜାକ ବପୁ ଗଟେକ୍ ଆତ୍ମାସେ କରି ରଇସି । ସେ ନିଜର୍ ମନ୍ କଲା ଇସାବେ ବିନ୍ ବିନ୍ ଲକ୍ମନ୍କେ ବିନ୍ ବିନ୍ ବିସଇର୍ ଦାନ୍ ଦେଇରଇସି ।
πάντα δὲ ταῦτα ἐνεργεῖ τὸ ἓν καὶ τὸ αὐτὸ πνεῦμα, διαιροῦν ἰδίᾳ ἑκάστῳ καθὼς βούλεται.
12 ୧୨ ଜେନ୍ତିକି ବିନ୍ ବିନ୍ ବାଗ୍ ମିସିକରି ରଇଲେ ମିସା ଗାଗଡ୍ ଗଟେକ୍ସେ, ସେନ୍ତାରିସେ କିରିସ୍ଟ ଗଟେକ୍ ଗାଗଡ୍ ପାରା । ଜନ୍ତେଇ କି ବିନ୍ ବାଗ୍ ମିସିଆଚତ୍ ।
Καθάπερ γὰρ τὸ σῶμα ἕν ἐστιν καὶ μέλη πολ λὰ ἔχει, πάντα δὲ τὰ μέλη τοῦ σώματος πολλὰ ὄντα ἕν ἐστιν σῶμα, οὕτως καὶ ὁ χριστός.
13 ୧୩ କାଇକେବଇଲେ ଆମେ ସବୁ ଜିଉଦି ଅଇଲେ କି ଜିଉଦି ନ ଅଇଲେ ମିସା, ଗତିଦାଙ୍ଗ୍ଡା ଅଇଲେ କି ନିଜର୍ ଇସାବେ ଚଲାଚଲ୍ତି କଲେ ମିସା ପର୍ମେସରର୍ ସେ ସମାନ୍ ଗଟେକ୍ ଆତ୍ମାର୍ ଲାଗି, ଗଟେକ୍ ଗାଗଡ୍ ଅଇବାକେ ଡୁବନ୍ ନେଇଆଚୁ । ଆରି ଏ ସମାନ୍ ସୁକଲ୍ ଆତ୍ମା ପାଇଆଚୁ ।
καὶ γὰρ ἐν ἑνὶ πνεύματι ἡμεῖς πάντες εἰς ἓν σῶμα ἐβαπτίσθημεν, εἴτε Ἰουδαῖοι εἴτε Ἕλληνες, εἴτε δοῦλοι εἴτε ἐλεύθεροι, καὶ πάντες ἓν πνεῦμα ἐποτίσθημεν.
14 ୧୪ ଆମର୍ ଗାଗଡ୍ ବିସଇ ଆରି ଗଟେକ୍ତର୍ ଚିନ୍ତା କରିଦେକୁ । ସେଟାକେ ଗଟେକ୍ ବାଗ୍ ନାଇ ମାତର୍ ବେସି ବାଗ୍ ଆଚେ ।
καὶ γὰρ τὸ σῶμα οὐκ ἔστιν ἓν μέλος, ἀλλὰ πολλά.
15 ୧୫ ଜଦି ପାଦ୍, “ମୁଇ ଆତ୍ ନଇ, ମୁଇ ଗାଗଡର୍ ନଇ ।” ବଲିକରି କଇଲେ ମିସା ପାଦ୍ ଗାଗ୍ଡର୍ ସେ ।
ἐὰν εἴπῃ ὁ πούς, Ὅτι οὐκ εἰμὶ χείρ, οὐκ εἰμὶ ἐκ τοῦ σώματος, οὐ παρὰ τοῦτο οὐκ ἔστιν ἐκ τοῦ σώματος;
16 ୧୬ ସେନ୍ତିସେ କାନ୍ ଜଦି, ମୁଇ ଆଁକି ନଇ, ମୁଇ ଗାଗଡେ ମିସ୍ବାଟା ନଇ ସେନ୍ତି କଇଲେ ମିସା ଆଁକି ଗାଗଡର୍ଟାସେ ।
καὶ ἐὰν εἴπῃ τὸ οὖς, Ὅτι οὐκ εἰμὶ ὀφθαλμός, οὐκ εἰμὶ ἐκ τοῦ σώματος, οὐ παρὰ τοῦτο οὐκ ἔστιν ἐκ τοῦ σώματος;
17 ୧୭ ସବୁ ଗାଗଡ୍ ଜଦି ଗଟେକ୍ ଆଁକିସେ ରଇଲେ, ତେବେ ସୁନ୍ବାଟା କନ୍ତି ରଇତା? ସବୁ ଗାଗଡ୍ ଜଦି ଗଟେକ୍ କାନ୍ସେ ଅଇତା, ତେବେ ସୁଙ୍ଗ୍ବାଟା କନ୍ତି ରଇତା?
εἰ ὅλον τὸ σῶμα ὀφθαλμός, ποῦ ἡ ἀκοή; εἰ ὅλον ἀκοή, ποῦ ἡ ὄσφρησις;
18 ୧୮ ମାତର୍ ଗାଗଡ୍ ସେନ୍ତାରି ନଏଁ । କାଇକେବଇଲେ ପର୍ମେସର୍ ତାର୍ ନିଜର୍ ମନ୍ କଲା ଇସାବେ ଗାଗଡର୍ ସବୁ ବାଗ୍, ସମାନ୍ ଜାଗାଇ ସାଜାଡି ସଙ୍ଗଇଆଚେ ।
νῦν δὲ ὁ θεὸς ἔθετο τὰ μέλη, ἓν ἕκαστον αὐτῶν ἐν τῷ σώματι καθὼς ἠθέλησεν.
19 ୧୯ ଆରି ଗାଗଡ୍କେ ଜଦି ଗଟେକ୍ସେ ବାଗ୍ ରଇତା, ତେବେ ଗାଗଡ୍ ବଲି କେନ୍ତି ବଲାଇ ଅଇତା?
εἰ δὲ ἦν [τὰ] πάντα ἓν μέλος, ποῦ τὸ σῶμα;
20 ୨୦ ମାତର୍ ସତ୍ ବିସଇ ଅଇଲାନି ବେସି ବାଗ୍ ରଇଲେ ମିସା ଗାଗଡ୍ ଗଟେକ୍ସେ ।
νῦν δὲ πολλὰ [μὲν] μέλη, ἓν δὲ σῶμα.
21 ୨୧ ତର୍ ଟାନେ ମର୍ କାଇ ଲଡା ନାଇ, ବଲି ଆଁକି ଆତ୍କେ କଇନାପାରେ କି, ମୁଣ୍ଡ୍ ପାଦ୍କେ କଇ ନାପାରେ ।
οὐ δύναται δὲ ὁ ὀφθαλμὸς εἰπεῖν τῇ χειρί, Χρείαν σου οὐκ ἔχω, ἢ πάλιν ἡ κεφαλὴ τοῖς ποσίν, Χρείαν ὑμῶν οὐκ ἔχω·
22 ୨୨ କାଇକେବଇଲେ ଜନ୍ ଗାଗଡର୍ ବାଗ୍ ବିନ୍ଟାମନର୍ ତେଇଅନି ଦୁର୍ବଲ୍ ଆଚେ ବଲି ଆମେ ବାବ୍ଲୁନି, ସେଟାମନ୍ସେ ଆମ୍କେ ବେସି ଲଡାକେ ଆଇସି ।
ἀλλὰ πολλῷ μᾶλλον τὰ δοκοῦντα μέλη τοῦ σώματος ἀσθενέστερα ὑπάρχειν ἀναγκαῖά ἐστιν,
23 ୨୩ ଆରି ଜନ୍ ଗାଗଡର୍ ବାଗ୍ ବେସି ମୁକିଅ ନାଇ, ଆରି ସୁନ୍ଦର୍ ନ ଡିସେ, ସେଟାମନ୍ସେ ଆମେ ନିକସଙ୍ଗ୍ ଜତନ୍ କରି ଡାବ୍ଲୁନି ।
καὶ ἃ δοκοῦμεν ἀτιμότερα εἶναι τοῦ σώματος, τούτοις τιμὴν περισσοτέραν περιτίθεμεν, καὶ τὰ ἀσχήμονα ἡμῶν εὐσχημοσύνην περισσοτέραν ἔχει·
24 ୨୪ ଆରି ଜନ୍ ବାଗ୍ ବାଇରେ ଅନି ସୁନ୍ଦର୍ ଡିସ୍ସି, ସେଟାମନ୍ ସେନ୍ତାରି ଜତନ୍ କର୍ବା ଦର୍କାର୍ ନାଇ । ପର୍ମେସର୍ ଆମର୍ ଗାଗଡର୍ ବାଗ୍ମନ୍କେ କାଇକେ ଏନ୍ତି ସାଜାଇଲା ବଇଲେ, ଜନ୍ଟାକି ବେସି ମୁକିଅ ନାଇ ବଲି ଆମେ ବାବ୍ଲୁନି, ସେଟାମନ୍କେ ଆମେ ନିକସଙ୍ଗ୍ ଜତନ୍ କରି ସନ୍ମାନ୍ ଦେବୁ ।
τὰ δὲ εὐσχήμονα ἡμῶν οὐ χρείαν ἔχει. ἀλλὰ ὁ θεὸς συνεκέρασεν τὸ σῶμα, τῷ ὑστερουμένῳ περισσοτέραν δοὺς τιμήν,
25 ୨୫ ଜେନ୍ତାରି କି ଗାଗଡର୍ ବାଗ୍ ସବୁ ଗଟେକ୍ ବାଗ୍ ଆରି ଗଟେକ୍ ବାଗ୍କେ ବିରଦ୍ ନ କରେ, ମାତର୍ ତାକର୍ ତାକର୍ ବିତ୍ରେ ସାଇଜ ଅଇବାଇ । ତେବେ ଗାଗଡର୍ ଗଟେକ୍ ବାଗ୍କେ ଦୁକା ଅଇଲେ, ସେଟା ସବୁର୍ପାଇ ଦୁକା ।
ἵνα μὴ ᾖ σχίσμα ἐν τῷ σώματι, ἀλλὰ τὸ αὐτὸ ὑπὲρ ἀλλήλων μεριμνῶσιν τὰ μέλη·
26 ୨୬ ଗଟେକ୍ ବାଗ୍ ଦୁକା ଅଇଲେ, ଆରି ଅଲ୍ଗା ବାଗ୍କେ ମିସା ଦୁକା ଅଇସି । ଗଟେକ୍ ବାଗ୍ ଡାକ୍ପୁଟା ଅଇଲେ, ସେମନ୍ ସବୁ ମିସି ସାର୍ଦା ଅଇବାଇ ।
καὶ εἴ τι πάσχει ἓν μέλος, συμπάσχει πάντα τὰ μέλη· εἴτε δοξάζεται μέλος, συγχαίρει πάντα τὰ μέλη.
27 ୨୭ ଆମେ ଜେତ୍କି ଲକ୍ ବିସ୍ବାସି, କିରିସ୍ଟର୍ ଗାଗଡ୍ ସଙ୍ଗ୍ ସମାନ୍ କରିଅଇସି । ଆରି ତେଇ ଆମେ ଗଟେକ୍ ଗଟେକ୍ ବାଗ୍ ।
ὑμεῖς δέ ἐστε σῶμα χριστοῦ καὶ μέλη ἐκ μέρους.
28 ୨୮ କିରିସ୍ଟର୍ ଏ ଗାଗ୍ଡେ ପର୍ମେସର୍ ବିନ୍ ବିନ୍ ଲକ୍ମନ୍କେ ବିନ୍ ବିନ୍ କାମ୍ ଦେଲାଆଚେ । ପର୍ତୁମ୍ ପେରିତ୍ ଇସାବେ ବାଚ୍ଲା ଲକ୍, ତାର୍ ପଚେ ବବିସତ୍ କାତା କଇବା ଲକ୍ମନ୍କେ, ସିକାଉମନ୍କେ, କାବାଅଇଜିବା କାମ୍ କର୍ବା ଲକ୍କେ, ନିକ କର୍ବା ଲକ୍ମନ୍କେ, ସାଇଜ କର୍ବା ଲକ୍ମନ୍କେ, ନେତା ଇସାବେ ଦାଇତ୍ ନେବାକେ, ଆରି ନାଜାନ୍ଲା ବାସାଇ କାତା କଇବା ଲକ୍ମନ୍କେ ବାଚ୍ଲା ଆଚେ ।
Καὶ οὓς μὲν ἔθετο ὁ θεὸς ἐν τῇ ἐκκλησίᾳ πρῶτον ἀποστόλους, δεύτερον προφήτας, τρίτον διδασκάλους, ἔπειτα δυνάμεις, ἔπειτα χαρίσματα ἰαμάτων, ἀντιλήμψεις, κυβερνήσεις, γένη γλωσσῶν.
29 ୨୯ ସେମନ୍ ସବୁଲକ୍ ପେରିତ୍ ନଅତ୍ କି ବବିସତ୍ବକ୍ତା କି ସିକାଉମନ୍ ନଅତ୍ । ସବୁଲକ୍କେ କାବା ଅଇଜିବା କାମ୍ କର୍ବା ବପୁ ନାଇ ।
μὴ πάντες ἀπόστολοι; μὴ πάντες προφῆται; μὴ πάντες διδάσκαλοι; μὴ πάντες δυνάμεις;
30 ୩୦ କି ନିକ କର୍ବା ବପୁ କି ନାଜାନ୍ବା କାତାଇ କଇବା ବପୁ, କି ଜନ୍ଟା କଇଲାଟା ବୁଜାଇବା ବପୁ ନାଇ ।
μὴ πάντες χαρίσματα ἔχουσιν ἰαμάτων; μὴ πάντες γλώσσαις λαλοῦσιν; μὴ πάντες διερμηνεύουσιν;
31 ୩୧ ତେବେ ଅଦିକ୍ ମୁକିଅ ରଇବା ବପୁ ପାଇବାକେ ଆମେ ମନ୍ କର୍ବାର୍ ଆଚେ । ସବୁର୍ଟାନେ ଅନି ମୁକିଅ ବପୁର୍ ବିସଇ ମୁଇ ତମ୍କେ ଜାନାଇବି ।
ζηλοῦτε δὲ τὰ χαρίσματα τὰ μείζονα· καὶ ἔτι καθ᾽ ὑπερβολὴν ὁδὸν ὑμῖν δείκνυμι.