< ୧ମ କରନ୍ତିୟ 12 >
1 ୧ ମର୍ ବାଇମନ୍, ତମେ ସୁକଲ୍ ଆତ୍ମା ଦେବା ଦାନ୍ ବିସଇର୍ ଜାଇଟା ଲେକିରଇଲାସ୍ ସେଟା ନିକସଙ୍ଗ୍ ବୁଜା ବଲି ମୁଇ କଲିନି ।
Now concerning spiritual [gifts], brethren, I would not have you ignorant.
2 ୨ ତମେ ଜିସୁକେ ବିସ୍ବାସ୍ କର୍ବା ଆଗ୍ତୁ ଜିବନ୍ ନ ରଇବା ପୁତ୍ଲାମନ୍କେ ପୁଜାକରି ବାଟ୍ ବାନା ଅଇଜାଇ ରଇଲାସ୍ ।
Ye know that ye were Gentiles, carried away to these dumb idols, even as ye were led.
3 ୩ ସେଟାର୍ପାଇ ମୁଇ ଏବେ ତମ୍କେ କଇଲିନି, ଜନ୍ ଲକ୍ ସୁକଲ୍ ଆତ୍ମାର୍ ଚାଲ୍ନା ପାଇଲାଆଚେ, ସେ ଜିସୁକେ ଅବିସାପ୍ ଦେଇ ନାପାରେ । ଆରି ଜନ୍ ଲକ୍ ତାର୍ ଆତ୍ମା ପାଏନାଇ, ସେ ଜିସୁ ପର୍ମେସର୍ ବଲି କଇନାପାରେ ।
Wherefore I give you to understand, that no man speaking by the Spirit of God, calleth Jesus accursed: and [that] no man can say that Jesus is the Lord, but by the Holy Spirit.
4 ୪ ସୁକଲ୍ ଆତ୍ମାର୍ ଦାନ୍ ବିନ୍ ବିନ୍ ରକାମ୍, ମାତର୍ ଜନ୍ ଆତ୍ମା ସେଟାମନ୍ ଦେଇସି ସେ ଗଟେକ୍ ସେ ।
Now there are diversities of gifts, but the same Spirit.
5 ୫ ସେବା ବିନ୍ ବିନ୍ ରକାମର୍, ମାତର୍ ଜନ୍ ମାପ୍ରୁ ସେବା ପାଇଲାନି, ସେ ଗଟେକ୍ ସେ ।
And there are differences of administrations, but the same Lord.
6 ୬ କାମ୍ କର୍ବା ବପୁ ବିନ୍ ବିନ୍ ରକାମର୍, ମାତର୍ ପର୍ମେସର୍ ଗଟେକ୍ । ସେ ଆକା ସବୁକେ ବପୁ ଦେଲାନି ।
And there are diversities of operations, but it is the same God who worketh all in all.
7 ୭ ମାତର୍ ସବୁ ଲକର୍ ମଙ୍ଗଲ୍ ପୁରାପୁରୁନ୍ ଅଇବାକେ ବିନ୍ ବିନ୍ ଲକର୍ ବିତ୍ରେ ସୁକଲ୍ ଆତ୍ମାର୍ ବପୁ ବିନ୍ ବିନ୍ ଇସାବେ ଜାନାପଡ୍ସି ।
But the manifestation of the Spirit is given to every man for profit.
8 ୮ ସୁକଲ୍ ଆତ୍ମା କାକେ କାକେ ବୁଦିର୍ ବାକିଅ କଇବାକେ ଦେଇସି, ଆରି କାକେ କାକେ ଗିଆନର୍ ବାକିଅ ଦେଇସି ।
For to one is given by the Spirit the word of wisdom; to another, the word of knowledge by the same Spirit;
9 ୯ ସେ ଗଟେକ୍ ସୁକଲ୍ ଆତ୍ମାସେ କାକେ କାକେ ବିସ୍ବାସ୍ ଦେଇସି ଆରି କାକେ କାକେ ନିକ ଅଇବା ବପୁର୍ ଦାନ୍ ଦେଇସି ।
To another, faith by the same Spirit; to another, the gifts of healing by the same Spirit;
10 ୧୦ କାକେ କାକେ କାବାଅଇଜିବା କାମ୍ କରିପାର୍ବା ବପୁ, କାକେ କାକେ ପର୍ମେସର୍ ଜାନାଇଲା କାତା କଇବା ବପୁ, କେତେ ଲକ୍କେ ଆତ୍ମା ଦେଇରଇବା ଦାନ୍ ଚିନ୍ବା ବପୁ, ଆରି କେତେକ୍ ଲକ୍କେ ସେ ନାଜାନି ରଇବା ବିନ୍ ବିନ୍ ବାସାଇ କାତା କଇବା ବପୁ, ଆରି କେତେକ୍ ଲକ୍କେ ସେ ବାସାର୍ ଅରତ୍ ବୁଜାଇବା ବପୁ ଦେଇରଇସି ।
To another, the working of miracles; to another, prophecy; to another, discerning of spirits; to another, [divers] kinds of languages; to another, the interpretation of languages:
11 ୧୧ ମାତର୍ ଏ ସବୁଜାକ ବପୁ ଗଟେକ୍ ଆତ୍ମାସେ କରି ରଇସି । ସେ ନିଜର୍ ମନ୍ କଲା ଇସାବେ ବିନ୍ ବିନ୍ ଲକ୍ମନ୍କେ ବିନ୍ ବିନ୍ ବିସଇର୍ ଦାନ୍ ଦେଇରଇସି ।
But all these worketh that one and the same Spirit, dividing to every man severally as he will.
12 ୧୨ ଜେନ୍ତିକି ବିନ୍ ବିନ୍ ବାଗ୍ ମିସିକରି ରଇଲେ ମିସା ଗାଗଡ୍ ଗଟେକ୍ସେ, ସେନ୍ତାରିସେ କିରିସ୍ଟ ଗଟେକ୍ ଗାଗଡ୍ ପାରା । ଜନ୍ତେଇ କି ବିନ୍ ବାଗ୍ ମିସିଆଚତ୍ ।
For as the body is one, and hath many members, and all the members of that one body, being many, are one body: so also [is] Christ.
13 ୧୩ କାଇକେବଇଲେ ଆମେ ସବୁ ଜିଉଦି ଅଇଲେ କି ଜିଉଦି ନ ଅଇଲେ ମିସା, ଗତିଦାଙ୍ଗ୍ଡା ଅଇଲେ କି ନିଜର୍ ଇସାବେ ଚଲାଚଲ୍ତି କଲେ ମିସା ପର୍ମେସରର୍ ସେ ସମାନ୍ ଗଟେକ୍ ଆତ୍ମାର୍ ଲାଗି, ଗଟେକ୍ ଗାଗଡ୍ ଅଇବାକେ ଡୁବନ୍ ନେଇଆଚୁ । ଆରି ଏ ସମାନ୍ ସୁକଲ୍ ଆତ୍ମା ପାଇଆଚୁ ।
For by one Spirit are we all baptized into one body, whether Jews or Gentiles, whether bond or free; and have been all made to drink into one Spirit.
14 ୧୪ ଆମର୍ ଗାଗଡ୍ ବିସଇ ଆରି ଗଟେକ୍ତର୍ ଚିନ୍ତା କରିଦେକୁ । ସେଟାକେ ଗଟେକ୍ ବାଗ୍ ନାଇ ମାତର୍ ବେସି ବାଗ୍ ଆଚେ ।
For the body is not one member, but many.
15 ୧୫ ଜଦି ପାଦ୍, “ମୁଇ ଆତ୍ ନଇ, ମୁଇ ଗାଗଡର୍ ନଇ ।” ବଲିକରି କଇଲେ ମିସା ପାଦ୍ ଗାଗ୍ଡର୍ ସେ ।
If the foot shall say, Because I am not the hand, I am not of the body; is it therefore not of the body?
16 ୧୬ ସେନ୍ତିସେ କାନ୍ ଜଦି, ମୁଇ ଆଁକି ନଇ, ମୁଇ ଗାଗଡେ ମିସ୍ବାଟା ନଇ ସେନ୍ତି କଇଲେ ମିସା ଆଁକି ଗାଗଡର୍ଟାସେ ।
And if the ear shall say, Because I am not the eye, I am not of the body; is it therefore not of the body?
17 ୧୭ ସବୁ ଗାଗଡ୍ ଜଦି ଗଟେକ୍ ଆଁକିସେ ରଇଲେ, ତେବେ ସୁନ୍ବାଟା କନ୍ତି ରଇତା? ସବୁ ଗାଗଡ୍ ଜଦି ଗଟେକ୍ କାନ୍ସେ ଅଇତା, ତେବେ ସୁଙ୍ଗ୍ବାଟା କନ୍ତି ରଇତା?
If the whole body [were] an eye, where [were] the hearing? If the whole [were] hearing, where [were] the smelling?
18 ୧୮ ମାତର୍ ଗାଗଡ୍ ସେନ୍ତାରି ନଏଁ । କାଇକେବଇଲେ ପର୍ମେସର୍ ତାର୍ ନିଜର୍ ମନ୍ କଲା ଇସାବେ ଗାଗଡର୍ ସବୁ ବାଗ୍, ସମାନ୍ ଜାଗାଇ ସାଜାଡି ସଙ୍ଗଇଆଚେ ।
But now hath God set the members every one of them in the body, as it hath pleased him.
19 ୧୯ ଆରି ଗାଗଡ୍କେ ଜଦି ଗଟେକ୍ସେ ବାଗ୍ ରଇତା, ତେବେ ଗାଗଡ୍ ବଲି କେନ୍ତି ବଲାଇ ଅଇତା?
And if they were all one member, where [were] the body?
20 ୨୦ ମାତର୍ ସତ୍ ବିସଇ ଅଇଲାନି ବେସି ବାଗ୍ ରଇଲେ ମିସା ଗାଗଡ୍ ଗଟେକ୍ସେ ।
But now [are they] many members, yet but one body.
21 ୨୧ ତର୍ ଟାନେ ମର୍ କାଇ ଲଡା ନାଇ, ବଲି ଆଁକି ଆତ୍କେ କଇନାପାରେ କି, ମୁଣ୍ଡ୍ ପାଦ୍କେ କଇ ନାପାରେ ।
And the eye cannot say to the hand, I have no need of thee: nor again the head to the feet, I have no need of you.
22 ୨୨ କାଇକେବଇଲେ ଜନ୍ ଗାଗଡର୍ ବାଗ୍ ବିନ୍ଟାମନର୍ ତେଇଅନି ଦୁର୍ବଲ୍ ଆଚେ ବଲି ଆମେ ବାବ୍ଲୁନି, ସେଟାମନ୍ସେ ଆମ୍କେ ବେସି ଲଡାକେ ଆଇସି ।
Nay, much more those members of the body, which seem to be more feeble, are necessary:
23 ୨୩ ଆରି ଜନ୍ ଗାଗଡର୍ ବାଗ୍ ବେସି ମୁକିଅ ନାଇ, ଆରି ସୁନ୍ଦର୍ ନ ଡିସେ, ସେଟାମନ୍ସେ ଆମେ ନିକସଙ୍ଗ୍ ଜତନ୍ କରି ଡାବ୍ଲୁନି ।
And those [members] of the body, which we think to be less honorable, upon these we bestow more abundant honor; and our uncomely [parts] have more abundant comeliness.
24 ୨୪ ଆରି ଜନ୍ ବାଗ୍ ବାଇରେ ଅନି ସୁନ୍ଦର୍ ଡିସ୍ସି, ସେଟାମନ୍ ସେନ୍ତାରି ଜତନ୍ କର୍ବା ଦର୍କାର୍ ନାଇ । ପର୍ମେସର୍ ଆମର୍ ଗାଗଡର୍ ବାଗ୍ମନ୍କେ କାଇକେ ଏନ୍ତି ସାଜାଇଲା ବଇଲେ, ଜନ୍ଟାକି ବେସି ମୁକିଅ ନାଇ ବଲି ଆମେ ବାବ୍ଲୁନି, ସେଟାମନ୍କେ ଆମେ ନିକସଙ୍ଗ୍ ଜତନ୍ କରି ସନ୍ମାନ୍ ଦେବୁ ।
For our comely [parts] have no need: but God hath tempered the body together, having given more abundant honor to that [part] which lacked:
25 ୨୫ ଜେନ୍ତାରି କି ଗାଗଡର୍ ବାଗ୍ ସବୁ ଗଟେକ୍ ବାଗ୍ ଆରି ଗଟେକ୍ ବାଗ୍କେ ବିରଦ୍ ନ କରେ, ମାତର୍ ତାକର୍ ତାକର୍ ବିତ୍ରେ ସାଇଜ ଅଇବାଇ । ତେବେ ଗାଗଡର୍ ଗଟେକ୍ ବାଗ୍କେ ଦୁକା ଅଇଲେ, ସେଟା ସବୁର୍ପାଇ ଦୁକା ।
That there should be no schism in the body; but [that] the members should have the same care one for another.
26 ୨୬ ଗଟେକ୍ ବାଗ୍ ଦୁକା ଅଇଲେ, ଆରି ଅଲ୍ଗା ବାଗ୍କେ ମିସା ଦୁକା ଅଇସି । ଗଟେକ୍ ବାଗ୍ ଡାକ୍ପୁଟା ଅଇଲେ, ସେମନ୍ ସବୁ ମିସି ସାର୍ଦା ଅଇବାଇ ।
And thus if one member suffers all the members suffer with it; or, if one member is honored, all the members rejoice with it.
27 ୨୭ ଆମେ ଜେତ୍କି ଲକ୍ ବିସ୍ବାସି, କିରିସ୍ଟର୍ ଗାଗଡ୍ ସଙ୍ଗ୍ ସମାନ୍ କରିଅଇସି । ଆରି ତେଇ ଆମେ ଗଟେକ୍ ଗଟେକ୍ ବାଗ୍ ।
Now ye are the body of Christ, and members in particular.
28 ୨୮ କିରିସ୍ଟର୍ ଏ ଗାଗ୍ଡେ ପର୍ମେସର୍ ବିନ୍ ବିନ୍ ଲକ୍ମନ୍କେ ବିନ୍ ବିନ୍ କାମ୍ ଦେଲାଆଚେ । ପର୍ତୁମ୍ ପେରିତ୍ ଇସାବେ ବାଚ୍ଲା ଲକ୍, ତାର୍ ପଚେ ବବିସତ୍ କାତା କଇବା ଲକ୍ମନ୍କେ, ସିକାଉମନ୍କେ, କାବାଅଇଜିବା କାମ୍ କର୍ବା ଲକ୍କେ, ନିକ କର୍ବା ଲକ୍ମନ୍କେ, ସାଇଜ କର୍ବା ଲକ୍ମନ୍କେ, ନେତା ଇସାବେ ଦାଇତ୍ ନେବାକେ, ଆରି ନାଜାନ୍ଲା ବାସାଇ କାତା କଇବା ଲକ୍ମନ୍କେ ବାଚ୍ଲା ଆଚେ ।
And God hath set some in the church, first apostles, secondly prophets, thirdly teachers, next miracles, then gifts of healings, helps, governments, diversities of languages.
29 ୨୯ ସେମନ୍ ସବୁଲକ୍ ପେରିତ୍ ନଅତ୍ କି ବବିସତ୍ବକ୍ତା କି ସିକାଉମନ୍ ନଅତ୍ । ସବୁଲକ୍କେ କାବା ଅଇଜିବା କାମ୍ କର୍ବା ବପୁ ନାଇ ।
[Are] all apostles? [are] all prophets? [are] all teachers? [are] all workers of miracles?
30 ୩୦ କି ନିକ କର୍ବା ବପୁ କି ନାଜାନ୍ବା କାତାଇ କଇବା ବପୁ, କି ଜନ୍ଟା କଇଲାଟା ବୁଜାଇବା ବପୁ ନାଇ ।
Have all the gifts of healing? do all speak in languages? do all interpret?
31 ୩୧ ତେବେ ଅଦିକ୍ ମୁକିଅ ରଇବା ବପୁ ପାଇବାକେ ଆମେ ମନ୍ କର୍ବାର୍ ଆଚେ । ସବୁର୍ଟାନେ ଅନି ମୁକିଅ ବପୁର୍ ବିସଇ ମୁଇ ତମ୍କେ ଜାନାଇବି ।
But covet earnestly the best gifts. And yet I show to you a more excellent way.