< ୧ମ କରନ୍ତିୟ 11 >

1 ମୁଇ ଜେନ୍ତାରି ମାପ୍‌ରୁର୍‌ ପଚେ ପଚେ ଗାଲିନି, ତମେମନ୍‌ ମିସା ସେନ୍ତାରି ମର୍‌ ପଚେ ପଚେ ଆସା ।
Teverai muenzaniso wangu, sezvandinotevera muenzaniso waKristu.
2 ତମେ ସବୁ ବିସଇଟାନେ ମକେ ଏତାଇଲାସ୍‌ନି ଆରି ମୁଇ ତମ୍‌କେ ଜନ୍‌ ସବୁ ବିଦିବିଦାନ୍‌ ସିକାଇଆଚି, ସେ ସବୁ ମାନ୍‌ଲାସ୍‌ନି, ସେଟାର୍‌ ପାଇ ମୁଇ ତମ୍‌କେ ଦନିଅବାଦ୍‌ ଦେଲିନି ।
Ndinokurumbidzai nokuti munondirangarira pazvinhu zvose, uye muchichengeta dzidziso, sezvandakakudzidzisai.
3 କିରିସ୍‌ଟ ସବୁ ମୁନୁସ୍‌ ପିଲାମନର୍‌ ନେତା, ଆରି ମୁନୁସ୍‌ ମାଇଜିର୍‌ ନେତା, ଆରି ପର୍‌ମେସର୍‌ କିରିସ୍‌ଟର୍‌ ନେତା । ଏଟା ତମେ ଜାନିରୁଆ ବଲି ମୁଇ ମନ୍‍ କଲିନି ।
Zvino ndinoda kuti muzive kuti musoro womurume wose ndiKristu, uye musoro womukadzi murume, uye musoro waKristu ndiye Mwari.
4 ଜେଡେବେଲେ ତମେ ମଣ୍ଡଲିତେଇ ରୁଣ୍ଡ୍‌ସା, ତେଇ ଗଟେକ୍‌ ମୁନୁସ୍‌ ପିଲା ପାର୍‌ତନା କଲାନି କି ପର୍‌ମେସରର୍‌ କାତା ଜାନାଇଲାନି, ସେ ତାର୍‌ ମୁଣ୍ଡ୍‍ ଡାବ୍‍ବାର୍‍ ନାଇ । ସେନ୍ତାର୍‌ କଲେ ସେ କିରିସ୍‌ଟକେ ଲାଜ୍‌ କରାଇସି ।
Murume mumwe nomumwe anonyengetera kana kuprofita musoro wake wakafukidzwa, anoninipisa musoro wake.
5 ସେନ୍ତାରିସେ ଗଟେକ୍‌ ମାଇଜି ପାର୍‌ତନା କଲାନି, କି ପର୍‌ମେସରର୍‌ କାତା ଜାନାଇଲାନି, ସେ ତାର୍‌ ମୁଣ୍ଡେ ଅଡ୍‌ନା ପାକାଇବାର୍‌ ଆଚେ । ସେନ୍ତାର୍‌ ନ କଲେ ସେ ମୁନୁସ୍‌କେ ଲାଜ୍‌ କରାଇସି । ସେ ଗଟେକ୍‍ ମୁଣ୍ଡ୍‌ରି ମାଇଜିର୍‍ ପାରା ରଇସି ।
Uye mukadzi mumwe nomumwe anonyengetera kana kuprofita musoro wake usina kufukidzwa, anoninipisa musoro wake, zvakangofanana nokuva nomusoro wakaveurwa.
6 କାଇକେବଇଲେ ସେ ମାଇଜି ଜଦି ଅଡ୍‌ନା ନ ପାକାଏ, ତାର୍‌ ଚେଣ୍ଡି କାଟିଦେବାଟା ନିକ । ଗଟେକ୍‌ ମାଇଜି ଜଦି ତାର୍‌ ଚେଣ୍ଡି କାଟ୍‌ସି କି ମୁଣ୍ଡ୍‌ କୁରାଇସି, ସେଟା ତାର୍‌ ପାଇ ଲାଜର୍‌ ବିସଇ, ସେଟାର୍‌ପାଇ ସେ ମୁଣ୍ଡେ ଅଡ୍‌ନା ପାକାଇବାର୍‌ ଆଚେ ।
Kana mukadzi asingafukidzi musoro wake, anofanira kugera bvudzi rake; asi kana zvichinyadzisa mukadzi kuti agerwe bvudzi rake, anofanira kufukidza musoro wake.
7 ମାତର୍‌ ଗଟେକ୍‌ ମୁନୁସ୍‌ ପିଲା ପାର୍‌ତନା କଲାବେଲେ ତାର୍‌ ମୁଣ୍ଡେ ଅଡ୍‌ନା ପାକାଇବାର୍‌ ଦର୍‌କାର୍‌ ନାଇ । କାଇକେ ବଇଲେ ସେ ପର୍‌ମେସରର୍‌ ଚାଇଁ ଆରି ତାର୍‌ ଡାକ୍‌ପୁଟା ଦେକାଇସି । ଆରି ମାଇଜି ମୁନୁସର୍‌ ଡାକ୍‌ପୁଟା ଦେକାଇସି ।
Murume haafaniri kufukidza musoro wake, sezvo ari mufananidzo nokubwinya kwaMwari; asi mukadzi kubwinya kwomurume.
8 କାଇକେବଇଲେ ମୁନୁସ୍‌ ମାଇଜିର୍‍ ତେଇଅନି ତିଆର୍‌ ଅଏନାଇ, ମାତର୍‌ ମାଇଜି ମୁନୁସର୍‌ତେଇ ଅନି ତିଆର୍‌ ଅଇଆଚେ ।
Nokuti murume haana kubva pamukadzi, asi mukadzi ndiye akabva pamurume;
9 ମନସ୍‌ ମାଇଜିର୍‌ ପାଇ ତିଆର୍‌ ଅଏନାଇ । ମାତର୍‌ ମାଇଜି ମୁନୁସର୍‌ ପାଇ ତିଆର୍‌ ଅଇଲାଆଚେ ।
uye murume haana kusikirwa mukadzi, asi mukadzi ndiye akasikirwa murume.
10 ୧୦ ସେଟାର୍‌ ପାଇ ମାଇଜିମନ୍‌ ମୁଣ୍ଡେ ଅଡ୍‌ନା ପାକାଇବାଟା ନିକ, ଜେନ୍ତିକି ସରଗର୍‌ ଦୁତ୍‌ମନ୍‌ ମିସା ସେ ତାର୍‌ ମୁନୁସର୍‌ ଅଦିକାରେ ଆଚେ ବଲି ଜାନ୍‌ବାଇ ।
Nokuda kwechikonzero ichi, uye nokuda kwavatumwa, mukadzi anofanira kuva nechiratidzo chesimba pamusoro wake.
11 ୧୧ ମାତର୍‌ ଆମେ ବିସ୍‌ବାସିମନର୍‌ପାଇ ମାଇଜି ନଇତେ ମୁନୁସ୍‌ ରଇ ନାପାରେ କି ମୁନୁସ୍‌ ନଇତେ ମାଇଜି ରଇ ନାପାରେ ।
Kunyange zvakadaro, muna She mukadzi haazi kunze kwomurume, nomurume haazi kunze kwomukadzi.
12 ୧୨ ମାଇଜି ମୁନୁସର୍‌ ଗାଗ୍‌ଡେ ଅନି ଜାତ୍‌ ଅଇଲେମିସା, ମୁନୁସ୍‌ ମିସା ମାଇଜି ଜନମ୍‌ ଦେଲାକେ ଜାତ୍‌ ଅଇଆଚେ । ମାତର୍‌ ସବୁ ବିସଇ ପର୍‌ମେସର୍‌ ଟାନେଅନି ଜାତ୍‌ ଅଇଆଚେ ।
Nokuti mukadzi sezvaakabva pamurume, saizvozvowo murume anozvarwa nomukadzi asi zvose zvinobva kuna Mwari.
13 ୧୩ କନ୍‌ଟା ନିକ ବଲି ତମେ ନିଜେ ନିଜେ ବିଚାର୍‌ କରା । ଜଦି ଗଟେକ୍‌ ମାଇଜି ମଣ୍ଡଲିତେଇ ସବୁର୍‌ ମୁଆଟେ ମୁଣ୍ଡେ ଅଡ୍‌ନା ନ ପାକାଇ ପାର୍‌ତନା କଲେ ସେଟା ସୁନ୍ଦର୍‌ କି? ନାଇ ସୁନ୍ଦର୍‌ ନାଇ ।
Tongai imi pachenyu kuti: Zvakafanira here kuti mukadzi anyengetere kuna Mwari asina kufukidza musoro wake?
14 ୧୪ ସେନ୍ତାରିସେ ଜଗତର୍‌ ଜାନ୍‌ବା ବିସଇ ନେଇକରି ମୁନୁସ୍‌ ପିଲା ଜଦି ମାଇଜିମନର୍‌ ପାରା ଚେଣ୍ଡି ବଡାଇରଇଲେ ସେଟା ଲାଜର୍‌ କାତା ।
Ko, hamudzidziswi namasikirwo ezvinhu kuti kana murume ane bvudzi refu, anonyadziswa nazvo here,
15 ୧୫ ମାତର୍‌ ମାଇଜିଟକି ଚେଣ୍ଡି ବଡାଇଲେ ତାର୍‌ପାଇ ସୁନ୍ଦର୍‌ ବିସଇ । କାଇକେବଇଲେ ପର୍‌ମେସର୍‌ ତାର୍‌ ଡେଙ୍ଗ୍‌ ଚେଣ୍ଡି ତାର୍‌ ମୁଣ୍ଡେ ଡାବି ଅଇବାକେ ଦେଲା ଆଚେ ।
asi kuti kana mukadzi ane bvudzi refu, ndiko kubwinya kwake? Nokuti bvudzi refu rakapiwa kwaari kuti rive chifukidzo.
16 ୧୬ ଜଦି ଏ ବିସଇନେଇ କେ ମିସା ମର୍‌ ଆଦେସ୍‌ ମାନ୍‌ବାକେ ମନ୍‌ ନ କରେ, ଆମେ କି ପର୍‌ମେସରର୍‌ ବିନ୍‌ ମଣ୍ଡଲିମନ୍‌କେ ମିସା ଏଟା ଚାଡି ଆରି କାଇ ଅବିଆସ୍‌ ନାଇ ।
Zvino kana pane anoda kuita gakava pazviri, hatina tsika dzakadaro kunyange kereke dzaMwari.
17 ୧୭ ଆରି ଗଟେକ୍‌ ବିସଇ ମୁଇ କଇବାର୍‌ ଆଚେ । ତମେ ଉପାସନା କର୍‌ବାକେ ରୁଣ୍ଡ୍‌ଲାବେଲେ ଗଟେକ୍‌ କର୍‌ବା ବିସଇ ମର୍‍ ମନ୍‌କେ ଜାଏନାଇ । କାଇକେବଇଲେ ତମେ ରୁଣ୍ଡ୍‌ଲାର୍‌ ଲାଗି ତମର୍‌ ବିସ୍‌ବାସ୍‌ ଡାଟ୍‌ ଅଏନାଇ, ମାତର୍‌ ଦୁର୍‌ବଲ୍‌ ପାରା ଅଇଗାଲାନି ।
Pane zvakarayirwa zvinotevera handikurumbidzei, nokuti hamuunganiri zvakanaka asi zvakaipa.
18 ୧୮ ମୁଇ ସୁନିଆଚି ଜେ, ତମେ ଉପାସନା କର୍‌ବାକେ ରୁଣ୍ଡ୍‌ଲାବେଲେ ବାଗ୍‌ ବାଗ୍‌ ଅଇକରି ଗଟେକ୍‌ ବାଟର୍‌ ଲକ୍‌ ଆରି ଗଟେକ୍‌ ବାଟର୍‌ ଲକ୍‌କେ ବିରଦ୍‌ କଲାସ୍‌ନି ଆରି ଏଟା ସତ୍‌ ବଲି ମୁଇ ଜାନି ।
Chokutanga, ndakanzwa kuti pamunoungana pamwe chete sekereke, pane kupesana pakati penyu, uye ndingangozvitenda.
19 ୧୯ ତମର୍‌ ବିତ୍‌ରେ ଏନ୍ତାରି ଅଇବାଟା ନିକ । ଜେନ୍ତାରି କି ତେଇଅନି ପରିକାଟାନେ ସିଦ୍‌ ଅଇଲା ଲକ୍‌ମନ୍‌ ବାରଇବାଇ ।
Nokuti dzidziso dzakatsaukana dzinofanira kuva pakati penyu, kuti zvionekwe kuti vakatendeka kuna Mwari ndavapi.
20 ୨୦ ଜେଡେବେଲେ ତମେ ମାପ୍‌ରୁର୍‌ କାଦି କାଇବାକେ ଗଟେକ୍‌ ଜାଗାଇ ଜମ୍‌ଲାସ୍‌ନି, ସେଟା ସତଇସେ ମାପ୍‌ରୁର୍‌ କାଦି ନଏଁ,
Pamunoungana, hachisi chirariro chaShe chamunodya,
21 ୨୧ କାଇକେ ବଇଲେ, ତମର୍‌ ବାଇମନର୍‌ପାଇ କାଇଟା ଚାଡାସ୍‌ ନାଇ । ଏଟାର୍‌ପାଇ କେତେଲକ୍‌ ବୁକେ ଉଟିଗାଲାଇନି । ଆରି କେତେଲକ୍‌ ମାତ୍‌ଲାସ୍‌ନି ।
nokuti kana modya, mumwe nomumwe wenyu anongotanga kudya asingamiriri vamwe. Mumwe anosara ane nzara, mumwewo anodhakwa.
22 ୨୨ ତମେ କାଇବାକେ କାଇ ନିଜର୍‌ ଗର୍‌ ନାଇ କି? ତମର୍‌ ଲାଗି ତମର୍‌ ଗରିବ୍‌ ବାଇମନ୍‌ ଲାଜ୍‌ ଅଇଗାଲାଇନି । ଆରି ବାକି ବିସ୍‌ବାସିମନ୍‌କେ ଇଜତ୍‌ ଜିକାଇଲାସ୍‌ନି । ଏ ବିସଇ ଆରି ମୁଇ ତମ୍‌କେ କାଇଟା ବଲି କଇବି? ଏନ୍ତାରି ଅ ବଲି କଇବି କି? ନାଇ, ନ କଇ ।
Ko, hamuna dzimba kwamungadyira nokunwira here? Kana kuti munozvidza kereke yaMwari nokunyadzisa vasina chinhu here? Zvino ndichatiiko kwamuri? Ndingakurumbidzai nokuda kwaizvozvi here? Zvirokwazvo kwete!
23 ୨୩ କାଇକେବଇଲେ ମାପ୍‌ରୁର୍‌ ସିକିଆ ପାଇଲି ଆଚି, ସେଟାସେ ମୁଇ ତମ୍‌କେ ସିକାଇଆଚି । ଜନ୍‌ ରାତି ଆମର୍‌ ମାପ୍‌ରୁ ଜିସୁ ବିସ୍‌ବାସେ ବିସ୍‌ ଦେଲାପାରା ଅଇଲା, ସେ ରୁଟିନେଇ, ପର୍‌ମେସର୍‌କେ ଦନିଅବାଦ୍‌ ଦେଲା ।
Nokuti ndakagamuchira kubva kuna She icho chandakakupai kuti Ishe Jesu, usiku hwaakapandukirwa, akatora chingwa,
24 ୨୪ ଏଟା ତମର୍‌ ପାଇ ବଲିଅଇରଇବା ମର୍‌ ଗାଗଡ୍‌, ମକେ ଏତାଇବାକେ ଏନ୍ତାର୍‌ କରା ।
uye mushure mokunge avonga, akachimedura akati, “Uyu ndiwo muviri wangu, unomedurirwa imi; itai izvi muchindirangarira.”
25 ୨୫ ସେନ୍ତାରିସେ କାଇଲା ପଚେ, ସେ ମୁତା ଦାରିକରି କଇଲା “ଏ ମୁତା ପର୍‌ମେସରର୍‌ ନୁଆ ରାଜିନାମା, ଜନ୍‌ଟା କି ମର୍‌ ନିଜର୍‌ ବନି ଦେଲାକେ, ଟିକ୍ ଅଇଲା ।”
Saizvozvowo, mushure mechirariro akatora mukombe, achiti, “Mukombe uyu ndiwo sungano itsva muropa rangu; itai izvi nguva dzose kana muchiunwa, muchindirangarira.”
26 ୨୬ ଆମର୍‌ ମାପ୍‌ରୁ ଜିସୁ ବାଅଡ୍‌ବାଜାକ, ଜେତ୍‌କିତର୍‌ ରୁଟି କାଇସା କି ଏ ମୁତାଇ ଅନି ଡୁକ୍‌ସା, ତମେ ମାପ୍‌ରୁର୍‌ ମରନ୍‌ ବିସଇର୍‌ କବର୍‌ ଜାନାଇସା ।
Nokuti nguva dzose kana muchidya chingwa ichi nokunwa mukombe uyu, munoparidza rufu rwaShe kusvikira achidzoka.
27 ୨୭ ଏଟାର୍‌ ଅରତ୍‌ ଅଇଲାନି, ଜେ ଜଦି ମାପ୍‌ରୁକେ ସନ୍‌ମାନ୍‌ ନ ଦେଇ, ଏ ରୁଟି କାଇସି କି ମୁତାଇ ଅନି ଡୁକ୍‌ସି, ସେ ମାପ୍‌ରୁର୍‌ ଗାଗଡ୍‌ ଆରି ବନିର୍‌ ବିରୁଦେ ପାପ୍‌ କଲାନି ।
Naizvozvo ani naani anodya chingwa nokunwa mukombe waShe nomutoo usina kufanira achabatwa nemhosva yokutadzira muviri neropa raShe.
28 ୨୮ ସେଟାର୍‌ପାଇ ତମେ ନିଜ୍‌କେ ପରିକା କରି ଦେକ୍‌ବାର୍‌ଆଚେ, ଦେକି ସାରାଇ ଏ ରୁଟି କାଇଅଇସି ଆରି ମୁତାଇଅନି ଡୁକି ଅଇସି ।
Munhu anofanira kuti azviedze asati adya chingwa nokunwa mukombe.
29 ୨୯ କାଇକେବଇଲେ ଜଦି ସେ ରୁଟି କାଇଲାବେଲେ ଜେ ମାପ୍‌ରୁର୍‌ ଗାଗଡ୍‌ ଆରି ମୁତାଇଅନି ଡୁକ୍‌ଲାବେଲେ ସତ୍‌ବିସଇ ନ ବୁଜତ୍‌, ସେମନ୍‌ ନିଜେ ନିଜର୍‌ ଉପ୍‌ରେ ପର୍‌ମେସରର୍‌ ଡଣ୍ଡ୍‌ ଡାକି ଆନ୍‌ଲାଇନି ।
Nokuti ani naani anodya nokunwa asingacherechedzi muviri waShe anozvidyira nokuzvinwira kutongwa kwake.
30 ୩୦ ସେଟାର୍‌ପାଇ ତମର୍‌ ବିତ୍‌ରେ ବେସି ଲକ୍‌ ଦୁର୍‌ବଲ୍‌ ଆଚାସ୍‌ ଆରି ବିନ୍‌ ବିନ୍‌ ଜର୍‌ ଦାରାଇ ଅଇଆଚାସ୍‌ ଆରି ମଲାସ୍‌ନି ମିସା ।
Ndokusaka vazhinji pakati penyu vasina simba uye vachirwara, uye vamwe venyu vavete.
31 ୩୧ ମାତର୍‌ ଆମେ ଜଦି ନିଜ୍‌କେ ପରିକା କର୍‍ତା ଆଲେ, ପର୍‌ମେସରର୍‌ ଡଣ୍ଡ୍‌ ଆମର୍‌ ଉପ୍‌ରେ ନ ଆଇତା ।
Asi kana tikazviedza pachedu, hatingazotongwi.
32 ୩୨ ମାତର୍‌ ଜଗତର୍‌ ଲକ୍‌ମନର୍‌ ପଚର୍‌ ଡଣ୍ଡ୍‌ଲଗେ ଅନି ଆମ୍‌କେ ରକିଆ କର୍‌ବାକେ ପର୍‌ମେସର୍‌ ଆମ୍‌କେ ବିଚାର୍‌ କରି ଦେଇସି ।
Kana tikatongwa naShe, tiri kurangwa kuitira kuti tirege kuzoraswa pamwe chete nenyika.
33 ୩୩ ତେବେ ଏ ମର୍‌ ବାଇବଇନିମନ୍‌, ତମେ ଆମର୍‌ ମାପ୍‌ରୁର୍‌ କାଦି କାଇବାକେ ରୁଣ୍ଡ୍‌ଲା ବେଲେ ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକ୍‌କେ ଜାଗା ।
Saka naizvozvo, hama dzangu, kana muchiungana pakudya, miriranai.
34 ୩୪ ଜଦି କେ ବୁକେ ଆଚେ, ସେ ନିଜର୍‌ ଗରେ କାଇକରି ଆଇବାର୍‌ ଆଚେ । ଜେନ୍ତିକି ତମେ ରୁଣ୍ଡ୍‌ଲାବେଲେ ପର୍‌ମେସରର୍‌ ଡଣ୍ଡ୍‌ ତମର୍‌ ଉପ୍‌ରେ ନ ଆସେ । ଆରି ରଇଲା ବିନ୍‌ ବିନ୍‌ ବିସଇମନ୍‌ ମୁଇ ଆଇଲେ, ପଚେ ବୁଜାଇ ଦେବି ।
Kana mumwe aine nzara, anofanira kudya kumba kwake, kuitira kuti pamunoungana pamwe chete murege kutongwa. Uye kana ndichinge ndasvika ndichakudzidzisai zvimwe.

< ୧ମ କରନ୍ତିୟ 11 >