< ୧ମ କରନ୍ତିୟ 11 >

1 ମୁଇ ଜେନ୍ତାରି ମାପ୍‌ରୁର୍‌ ପଚେ ପଚେ ଗାଲିନି, ତମେମନ୍‌ ମିସା ସେନ୍ତାରି ମର୍‌ ପଚେ ପଚେ ଆସା ।
Be ye imitators of me, as I am of the Messiah.
2 ତମେ ସବୁ ବିସଇଟାନେ ମକେ ଏତାଇଲାସ୍‌ନି ଆରି ମୁଇ ତମ୍‌କେ ଜନ୍‌ ସବୁ ବିଦିବିଦାନ୍‌ ସିକାଇଆଚି, ସେ ସବୁ ମାନ୍‌ଲାସ୍‌ନି, ସେଟାର୍‌ ପାଇ ମୁଇ ତମ୍‌କେ ଦନିଅବାଦ୍‌ ଦେଲିନି ।
Moreover I commend you, my Brethren, that in all things ye are mindful of me, and that ye hold fast the precepts as I delivered them to you.
3 କିରିସ୍‌ଟ ସବୁ ମୁନୁସ୍‌ ପିଲାମନର୍‌ ନେତା, ଆରି ମୁନୁସ୍‌ ମାଇଜିର୍‌ ନେତା, ଆରି ପର୍‌ମେସର୍‌ କିରିସ୍‌ଟର୍‌ ନେତା । ଏଟା ତମେ ଜାନିରୁଆ ବଲି ମୁଇ ମନ୍‍ କଲିନି ।
And I would have you know, that the head of every man is the Messiah, and the head of the woman is the man, and the head of the Messiah is God.
4 ଜେଡେବେଲେ ତମେ ମଣ୍ଡଲିତେଇ ରୁଣ୍ଡ୍‌ସା, ତେଇ ଗଟେକ୍‌ ମୁନୁସ୍‌ ପିଲା ପାର୍‌ତନା କଲାନି କି ପର୍‌ମେସରର୍‌ କାତା ଜାନାଇଲାନି, ସେ ତାର୍‌ ମୁଣ୍ଡ୍‍ ଡାବ୍‍ବାର୍‍ ନାଇ । ସେନ୍ତାର୍‌ କଲେ ସେ କିରିସ୍‌ଟକେ ଲାଜ୍‌ କରାଇସି ।
Every man, who prayeth or prophesieth with his head covered, dishonoreth his head.
5 ସେନ୍ତାରିସେ ଗଟେକ୍‌ ମାଇଜି ପାର୍‌ତନା କଲାନି, କି ପର୍‌ମେସରର୍‌ କାତା ଜାନାଇଲାନି, ସେ ତାର୍‌ ମୁଣ୍ଡେ ଅଡ୍‌ନା ପାକାଇବାର୍‌ ଆଚେ । ସେନ୍ତାର୍‌ ନ କଲେ ସେ ମୁନୁସ୍‌କେ ଲାଜ୍‌ କରାଇସି । ସେ ଗଟେକ୍‍ ମୁଣ୍ଡ୍‌ରି ମାଇଜିର୍‍ ପାରା ରଇସି ।
And every woman, who prayeth or prophesieth with her head uncovered, dishonoreth her head; for she is on a level with her whose head is shaven.
6 କାଇକେବଇଲେ ସେ ମାଇଜି ଜଦି ଅଡ୍‌ନା ନ ପାକାଏ, ତାର୍‌ ଚେଣ୍ଡି କାଟିଦେବାଟା ନିକ । ଗଟେକ୍‌ ମାଇଜି ଜଦି ତାର୍‌ ଚେଣ୍ଡି କାଟ୍‌ସି କି ମୁଣ୍ଡ୍‌ କୁରାଇସି, ସେଟା ତାର୍‌ ପାଇ ଲାଜର୍‌ ବିସଇ, ସେଟାର୍‌ପାଇ ସେ ମୁଣ୍ଡେ ଅଡ୍‌ନା ପାକାଇବାର୍‌ ଆଚେ ।
For if a woman be not covered, let her also be shorn; but if it be shameful for a woman to be shorn or shaven, let her be covered.
7 ମାତର୍‌ ଗଟେକ୍‌ ମୁନୁସ୍‌ ପିଲା ପାର୍‌ତନା କଲାବେଲେ ତାର୍‌ ମୁଣ୍ଡେ ଅଡ୍‌ନା ପାକାଇବାର୍‌ ଦର୍‌କାର୍‌ ନାଇ । କାଇକେ ବଇଲେ ସେ ପର୍‌ମେସରର୍‌ ଚାଇଁ ଆରି ତାର୍‌ ଡାକ୍‌ପୁଟା ଦେକାଇସି । ଆରି ମାଇଜି ମୁନୁସର୍‌ ଡାକ୍‌ପୁଟା ଦେକାଇସି ।
The man, indeed, ought not to cover his head, because he is the likeness and glory of God: but the woman is the glory of the man.
8 କାଇକେବଇଲେ ମୁନୁସ୍‌ ମାଇଜିର୍‍ ତେଇଅନି ତିଆର୍‌ ଅଏନାଇ, ମାତର୍‌ ମାଇଜି ମୁନୁସର୍‌ତେଇ ଅନି ତିଆର୍‌ ଅଇଆଚେ ।
For the man was not from the woman, but the woman from the man.
9 ମନସ୍‌ ମାଇଜିର୍‌ ପାଇ ତିଆର୍‌ ଅଏନାଇ । ମାତର୍‌ ମାଇଜି ମୁନୁସର୍‌ ପାଇ ତିଆର୍‌ ଅଇଲାଆଚେ ।
Neither was the man created for the woman's sake, but the woman for the man's sake.
10 ୧୦ ସେଟାର୍‌ ପାଇ ମାଇଜିମନ୍‌ ମୁଣ୍ଡେ ଅଡ୍‌ନା ପାକାଇବାଟା ନିକ, ଜେନ୍ତିକି ସରଗର୍‌ ଦୁତ୍‌ମନ୍‌ ମିସା ସେ ତାର୍‌ ମୁନୁସର୍‌ ଅଦିକାରେ ଆଚେ ବଲି ଜାନ୍‌ବାଇ ।
For this cause ought the woman to have on her head the mark of authority, because of the angels.
11 ୧୧ ମାତର୍‌ ଆମେ ବିସ୍‌ବାସିମନର୍‌ପାଇ ମାଇଜି ନଇତେ ମୁନୁସ୍‌ ରଇ ନାପାରେ କି ମୁନୁସ୍‌ ନଇତେ ମାଇଜି ରଇ ନାପାରେ ।
Nevertheless, the man is not without the woman, nor the woman without the man, in our Lord.
12 ୧୨ ମାଇଜି ମୁନୁସର୍‌ ଗାଗ୍‌ଡେ ଅନି ଜାତ୍‌ ଅଇଲେମିସା, ମୁନୁସ୍‌ ମିସା ମାଇଜି ଜନମ୍‌ ଦେଲାକେ ଜାତ୍‌ ଅଇଆଚେ । ମାତର୍‌ ସବୁ ବିସଇ ପର୍‌ମେସର୍‌ ଟାନେଅନି ଜାତ୍‌ ଅଇଆଚେ ।
For as the woman was from the man, so the man is by the woman; and every thing is from God.
13 ୧୩ କନ୍‌ଟା ନିକ ବଲି ତମେ ନିଜେ ନିଜେ ବିଚାର୍‌ କରା । ଜଦି ଗଟେକ୍‌ ମାଇଜି ମଣ୍ଡଲିତେଇ ସବୁର୍‌ ମୁଆଟେ ମୁଣ୍ଡେ ଅଡ୍‌ନା ନ ପାକାଇ ପାର୍‌ତନା କଲେ ସେଟା ସୁନ୍ଦର୍‌ କି? ନାଇ ସୁନ୍ଦର୍‌ ନାଇ ।
Judge for yourselves, among yourselves; is it becoming, that a woman pray to God with her head uncovered?
14 ୧୪ ସେନ୍ତାରିସେ ଜଗତର୍‌ ଜାନ୍‌ବା ବିସଇ ନେଇକରି ମୁନୁସ୍‌ ପିଲା ଜଦି ମାଇଜିମନର୍‌ ପାରା ଚେଣ୍ଡି ବଡାଇରଇଲେ ସେଟା ଲାଜର୍‌ କାତା ।
Doth not nature teach you, that in a man, if his hair groweth long, it is a reproach to him?
15 ୧୫ ମାତର୍‌ ମାଇଜିଟକି ଚେଣ୍ଡି ବଡାଇଲେ ତାର୍‌ପାଇ ସୁନ୍ଦର୍‌ ବିସଇ । କାଇକେବଇଲେ ପର୍‌ମେସର୍‌ ତାର୍‌ ଡେଙ୍ଗ୍‌ ଚେଣ୍ଡି ତାର୍‌ ମୁଣ୍ଡେ ଡାବି ଅଇବାକେ ଦେଲା ଆଚେ ।
But for a woman, if her hair is abundant, it is a glory to her; for her hair is given to her for a covering.
16 ୧୬ ଜଦି ଏ ବିସଇନେଇ କେ ମିସା ମର୍‌ ଆଦେସ୍‌ ମାନ୍‌ବାକେ ମନ୍‌ ନ କରେ, ଆମେ କି ପର୍‌ମେସରର୍‌ ବିନ୍‌ ମଣ୍ଡଲିମନ୍‌କେ ମିସା ଏଟା ଚାଡି ଆରି କାଇ ଅବିଆସ୍‌ ନାଇ ।
But if any one is contentious about these things, we on our part have no such custom, nor hath the church of God.
17 ୧୭ ଆରି ଗଟେକ୍‌ ବିସଇ ମୁଇ କଇବାର୍‌ ଆଚେ । ତମେ ଉପାସନା କର୍‌ବାକେ ରୁଣ୍ଡ୍‌ଲାବେଲେ ଗଟେକ୍‌ କର୍‌ବା ବିସଇ ମର୍‍ ମନ୍‌କେ ଜାଏନାଇ । କାଇକେବଇଲେ ତମେ ରୁଣ୍ଡ୍‌ଲାର୍‌ ଲାଗି ତମର୍‌ ବିସ୍‌ବାସ୍‌ ଡାଟ୍‌ ଅଏନାଇ, ମାତର୍‌ ଦୁର୍‌ବଲ୍‌ ପାରା ଅଇଗାଲାନି ।
This which I now enjoin, is not as praising you; for ye have not made progress, but have deteriorated.
18 ୧୮ ମୁଇ ସୁନିଆଚି ଜେ, ତମେ ଉପାସନା କର୍‌ବାକେ ରୁଣ୍ଡ୍‌ଲାବେଲେ ବାଗ୍‌ ବାଗ୍‌ ଅଇକରି ଗଟେକ୍‌ ବାଟର୍‌ ଲକ୍‌ ଆରି ଗଟେକ୍‌ ବାଟର୍‌ ଲକ୍‌କେ ବିରଦ୍‌ କଲାସ୍‌ନି ଆରି ଏଟା ସତ୍‌ ବଲି ମୁଇ ଜାନି ।
Because, first; when ye assemble in the church, there are, I hear, divisions among you; and I partly believe it.
19 ୧୯ ତମର୍‌ ବିତ୍‌ରେ ଏନ୍ତାରି ଅଇବାଟା ନିକ । ଜେନ୍ତାରି କି ତେଇଅନି ପରିକାଟାନେ ସିଦ୍‌ ଅଇଲା ଲକ୍‌ମନ୍‌ ବାରଇବାଇ ।
For there are to be contentions among you, that the approved among you may be known.
20 ୨୦ ଜେଡେବେଲେ ତମେ ମାପ୍‌ରୁର୍‌ କାଦି କାଇବାକେ ଗଟେକ୍‌ ଜାଗାଇ ଜମ୍‌ଲାସ୍‌ନି, ସେଟା ସତଇସେ ମାପ୍‌ରୁର୍‌ କାଦି ନଏଁ,
When therefore ye come together, ye eat and drink, not as is becoming on the day of our Lord.
21 ୨୧ କାଇକେ ବଇଲେ, ତମର୍‌ ବାଇମନର୍‌ପାଇ କାଇଟା ଚାଡାସ୍‌ ନାଇ । ଏଟାର୍‌ପାଇ କେତେଲକ୍‌ ବୁକେ ଉଟିଗାଲାଇନି । ଆରି କେତେଲକ୍‌ ମାତ୍‌ଲାସ୍‌ନି ।
But, one and another proceedeth to eat his own supper; and one is hungry, and another is drunken.
22 ୨୨ ତମେ କାଇବାକେ କାଇ ନିଜର୍‌ ଗର୍‌ ନାଇ କି? ତମର୍‌ ଲାଗି ତମର୍‌ ଗରିବ୍‌ ବାଇମନ୍‌ ଲାଜ୍‌ ଅଇଗାଲାଇନି । ଆରି ବାକି ବିସ୍‌ବାସିମନ୍‌କେ ଇଜତ୍‌ ଜିକାଇଲାସ୍‌ନି । ଏ ବିସଇ ଆରି ମୁଇ ତମ୍‌କେ କାଇଟା ବଲି କଇବି? ଏନ୍ତାରି ଅ ବଲି କଇବି କି? ନାଇ, ନ କଇ ।
What! have ye no houses in which ye can eat and drink? Or, despise ye the church of God, and shame them who have nothing? What shall I say to you? Shall I praise you? In this I praise you not.
23 ୨୩ କାଇକେବଇଲେ ମାପ୍‌ରୁର୍‌ ସିକିଆ ପାଇଲି ଆଚି, ସେଟାସେ ମୁଇ ତମ୍‌କେ ସିକାଇଆଚି । ଜନ୍‌ ରାତି ଆମର୍‌ ମାପ୍‌ରୁ ଜିସୁ ବିସ୍‌ବାସେ ବିସ୍‌ ଦେଲାପାରା ଅଇଲା, ସେ ରୁଟିନେଇ, ପର୍‌ମେସର୍‌କେ ଦନିଅବାଦ୍‌ ଦେଲା ।
For I have received from our Lord, that which I imparted to you; that our Lord Jesus, on the night he was betrayed, took bread,
24 ୨୪ ଏଟା ତମର୍‌ ପାଇ ବଲିଅଇରଇବା ମର୍‌ ଗାଗଡ୍‌, ମକେ ଏତାଇବାକେ ଏନ୍ତାର୍‌ କରା ।
and blessed, and brake it, and said: " Take, eat; this is my body, which is broken for your sakes: thus do ye, in remembrance of me."
25 ୨୫ ସେନ୍ତାରିସେ କାଇଲା ପଚେ, ସେ ମୁତା ଦାରିକରି କଇଲା “ଏ ମୁତା ପର୍‌ମେସରର୍‌ ନୁଆ ରାଜିନାମା, ଜନ୍‌ଟା କି ମର୍‌ ନିଜର୍‌ ବନି ଦେଲାକେ, ଟିକ୍ ଅଇଲା ।”
So, after they had supped, he gave also the cup, and said: " This cup is the new testament in my blood: thus do ye, as often as ye drink it, in remembrance of me."
26 ୨୬ ଆମର୍‌ ମାପ୍‌ରୁ ଜିସୁ ବାଅଡ୍‌ବାଜାକ, ଜେତ୍‌କିତର୍‌ ରୁଟି କାଇସା କି ଏ ମୁତାଇ ଅନି ଡୁକ୍‌ସା, ତମେ ମାପ୍‌ରୁର୍‌ ମରନ୍‌ ବିସଇର୍‌ କବର୍‌ ଜାନାଇସା ।
For as often as ye eat this bread, and drink this cup, ye commemorate the death of our Lord, until his advent.
27 ୨୭ ଏଟାର୍‌ ଅରତ୍‌ ଅଇଲାନି, ଜେ ଜଦି ମାପ୍‌ରୁକେ ସନ୍‌ମାନ୍‌ ନ ଦେଇ, ଏ ରୁଟି କାଇସି କି ମୁତାଇ ଅନି ଡୁକ୍‌ସି, ସେ ମାପ୍‌ରୁର୍‌ ଗାଗଡ୍‌ ଆରି ବନିର୍‌ ବିରୁଦେ ପାପ୍‌ କଲାନି ।
He therefore, who eateth of the bread of the Lord, and drinketh of his cup, and is not worthy of it, is guilty of the blood of the Lord, and of his body.
28 ୨୮ ସେଟାର୍‌ପାଇ ତମେ ନିଜ୍‌କେ ପରିକା କରି ଦେକ୍‌ବାର୍‌ଆଚେ, ଦେକି ସାରାଇ ଏ ରୁଟି କାଇଅଇସି ଆରି ମୁତାଇଅନି ଡୁକି ଅଇସି ।
For this reason, a man should examine himself, and then eat of this bread, and drink of this cup:
29 ୨୯ କାଇକେବଇଲେ ଜଦି ସେ ରୁଟି କାଇଲାବେଲେ ଜେ ମାପ୍‌ରୁର୍‌ ଗାଗଡ୍‌ ଆରି ମୁତାଇଅନି ଡୁକ୍‌ଲାବେଲେ ସତ୍‌ବିସଇ ନ ବୁଜତ୍‌, ସେମନ୍‌ ନିଜେ ନିଜର୍‌ ଉପ୍‌ରେ ପର୍‌ମେସରର୍‌ ଡଣ୍ଡ୍‌ ଡାକି ଆନ୍‌ଲାଇନି ।
for, whoever eateth and drinketh of it, while he is unworthy, eateth and drinketh condemnation on himself, by not discerning the body of the Lord.
30 ୩୦ ସେଟାର୍‌ପାଇ ତମର୍‌ ବିତ୍‌ରେ ବେସି ଲକ୍‌ ଦୁର୍‌ବଲ୍‌ ଆଚାସ୍‌ ଆରି ବିନ୍‌ ବିନ୍‌ ଜର୍‌ ଦାରାଇ ଅଇଆଚାସ୍‌ ଆରି ମଲାସ୍‌ନି ମିସା ।
For this cause, many among you are diseased and sickly, and many sleep.
31 ୩୧ ମାତର୍‌ ଆମେ ଜଦି ନିଜ୍‌କେ ପରିକା କର୍‍ତା ଆଲେ, ପର୍‌ମେସରର୍‌ ଡଣ୍ଡ୍‌ ଆମର୍‌ ଉପ୍‌ରେ ନ ଆଇତା ।
For if we would judge ourselves, we should not be judged.
32 ୩୨ ମାତର୍‌ ଜଗତର୍‌ ଲକ୍‌ମନର୍‌ ପଚର୍‌ ଡଣ୍ଡ୍‌ଲଗେ ଅନି ଆମ୍‌କେ ରକିଆ କର୍‌ବାକେ ପର୍‌ମେସର୍‌ ଆମ୍‌କେ ବିଚାର୍‌ କରି ଦେଇସି ।
But when we are judged by our Lord, we are really chastised, that we may not be condemned with the world.
33 ୩୩ ତେବେ ଏ ମର୍‌ ବାଇବଇନିମନ୍‌, ତମେ ଆମର୍‌ ମାପ୍‌ରୁର୍‌ କାଦି କାଇବାକେ ରୁଣ୍ଡ୍‌ଲା ବେଲେ ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକ୍‌କେ ଜାଗା ।
Wherefore, my Brethren, when ye assemble to eat, wait ye one for another.
34 ୩୪ ଜଦି କେ ବୁକେ ଆଚେ, ସେ ନିଜର୍‌ ଗରେ କାଇକରି ଆଇବାର୍‌ ଆଚେ । ଜେନ୍ତିକି ତମେ ରୁଣ୍ଡ୍‌ଲାବେଲେ ପର୍‌ମେସରର୍‌ ଡଣ୍ଡ୍‌ ତମର୍‌ ଉପ୍‌ରେ ନ ଆସେ । ଆରି ରଇଲା ବିନ୍‌ ବିନ୍‌ ବିସଇମନ୍‌ ମୁଇ ଆଇଲେ, ପଚେ ବୁଜାଇ ଦେବି ।
And let him who is hungry, eat at home; that ye may assemble, not for condemnation. And as to other things, I will give you directions when I come.

< ୧ମ କରନ୍ତିୟ 11 >