< ୧ମ କରନ୍ତିୟ 10 >
1 ୧ ଏ ମର୍ ବାଇବଇନିମନ୍, ଆମର୍ ଆନିଦାଦିମନ୍, ଜନ୍ ଲକ୍ମନ୍ ମସାର୍ ବାଟେ ଜାଇତେରଇଲାଇ, ସେମନ୍କେ କାଇଟା ଅଇଲା ଏତାଇ ଦେକା । ସେମନ୍ ସବୁ ଲକ୍ ବାଦଲ୍ ତଲେ ରଇ ରକିଆ ପାଇତେରଇଲାଇ । ଆରି ରଙ୍ଗ୍ ସମ୍ଦୁରେ ନ ବୁଡ୍ତେ ଇଣ୍ଡି ଇଣ୍ଡି ଲଙ୍ଗ୍ଲାଇ ।
兄弟等よ我汝等の之を知らざるを好まず、即ち我等の祖先は皆曾て雲の下に在り、皆海を過り、
2 ୨ ସେମନ୍ ସବୁ ବାଦ୍ଲେ ଆରି ସମ୍ଦୁରେ ଡୁବନ୍ ନେଲାଇ । ମସାର୍ ସିସ୍ମନ୍ ବଲି ସେମନ୍କେ ଗଟେକ୍ ଚିନ୍ ରଇଲା ।
皆モイゼに属きて雲と海とを以て洗せられ、
3 ୩ ଆରି ସବୁଲକ୍ ପର୍ମେସର୍ ଜାଗାଇ ରଇବା କାଦି କାଇଲାଇ,
皆同じ霊的食物を食し、
4 ୪ ଆରି ସେ ପାକ୍ନାଇ ଅନି ଆଇବା ପାନି କାଇଲାଇ । ସେ ପାକ୍ନା ଅଇଲାନି କିରିସ୍ଟ ।
皆同じ霊的飲料を飲めり。蓋彼等に随ひつつありし霊的盤石より飲み居りしが、其盤石は即ちキリストなりき。
5 ୫ ଏଲେମିସା ସେମନର୍ ବିତ୍ରେ ଅନି ବେସି ଲକ୍କେ ପର୍ମେସରର୍ ସାର୍ଦା ନ ରଇଲା । ସେଟାର୍ ପାଇ ସେମନ୍ ମରୁବାଲି ବୁଏଁ ମଲାଇ ।
然れども彼等の多くは神の御旨に適はず、荒野にて斃れたり。
6 ୬ ସେମନ୍ ଜନ୍ ରକାମ୍ ଆସାର୍ ବିସଇର୍ ପାଇ ଲାଲ୍ସା ଅଇ ରଇଲାଇ, ଆମେ ମିସା ସେ ରକାମ୍ ଲାଲ୍ସା ନ ଅଉଁ । ସେଟାର୍ପାଇ ଏ ସବୁ ଗଟ୍ଲା ବିସଇ ଆମର୍ପାଇ ଲେକାଅଇଆଚେ ।
是等の事は我等に於る前兆にして、彼等が貪りし如く我等が惡事を貪らざらん為なり。
7 ୭ ଜେନ୍ତିକି ସେମନର୍ ବିତ୍ରେ ଅନି କେତେଲକ୍ ପୁତ୍ଲା ପୁଜା କର୍ବାର୍ ଦାର୍ଲାଇ, ତମେ ସେନ୍ତାରି ପୁତ୍ଲା ପୁଜା କର୍ବାଟା, ଆରାମ୍ କରା ନାଇ । ସାସ୍ତରେ ଲେକା ଅଇଆଚେ, ଜେନ୍ତିକି ଲକ୍ମନ୍ ପୁଜାକଲାଟା କାଇବାକେ ବସିରଇଲାଇ ଆରି ମଦ୍ କାଇକରି ବେବିଚାର୍ କର୍ବାର୍ ଦାର୍ଲାଇ ।
汝等は又、彼等の中なる或人々の如く偶像崇拝者となる事勿れ、録して、「民は坐して飲食し、立ちて樂しめり」、とあるが如し。
8 ୮ ଜେନ୍ତିକି ସେମନର୍ ବିତ୍ରେ କେତେଲକ୍ ବେସିଆ କାମ୍କରି ଗଟେକ୍ ଦିନେ କଡେ ତିନ୍ ଅଜାର୍ ଲକ୍ ପର୍ମେସରର୍ ଡଣ୍ଡ୍ ପାଇକରି ମରିଗାଲାଇ । ସେନ୍ତାରି ଆମେ ବେସିଆ କାମ୍ ନ କରୁ ।
又彼等の中に私通する人々ありて、死する者一日に二萬三千人に及びしが、我等は彼等の如く私通すべからず。
9 ୯ ସେନ୍ତିସେ ସେମନର୍ ବିତ୍ରେ କେତେଲକ୍ ମାପ୍ରୁକେ ପରିକା କଲାଇ ଆରି ବିସ୍ ରଇବା ସାଁପ୍ ଟକାଇ ଅଇକରି ମଲାଇ । ସେନ୍ତାରି ଆମେ ମାପ୍ରୁକେ ପରିକା ନ କରୁ ।
又彼等の中にキリストを試むる人々ありて、蛇に亡ぼされしが、我等は彼等の如くキリストを試むべからず。
10 ୧୦ ସେମନ୍ ଜେନ୍ତିକି ପର୍ମେସରର୍ ବିରୁଦେ ତାକର୍ ତାକର୍ ବିତ୍ରେ ଦଦାପେଲା ଅଇକରି, କୁରୁପ୍ ନାସ୍ କର୍ବା ଦୁତର୍ଲାଗି ମରିଆଜିଗାଲାଇ । ତମେ ସେନ୍ତାରି ଦଦାପେଲା ଉଆନାଇ ।
又彼等の中に呟く人々ありて、亡ぼす者に亡ぼされしが、汝等は彼等の如く呟くべからず。
11 ୧୧ ସବୁ ଲକର୍ପାଇ ଏ ସବୁ ଗଟ୍ନା ଗଟ୍ଲା । ଆରି ଆମ୍କେ ଚେତ୍ନା ପାଇବାକେ ସେଟା ସବୁ ଲେକାଅଇଆଚେ । କାଇକେବଇଲେ ଏ ଜଗତର୍ ସାରାସାରି ବେଲା ଆସି କେଟ୍ଲା ଆଚେ । (aiōn )
是等の事は皆前兆として彼等に起りつつありしが、其録されたるは、世の末が身に及べる我等の誡とならん為なり。 (aiōn )
12 ୧୨ ସେଟାର୍ପାଇ ଜେ ମୁଇ ନିଜେ ଡାଟ୍ ଆଚି ବଲି ମନେ ମନେ ଏତାଇସି, ସେ ବିସ୍ବାସେ ଅନି ବିନ୍ବାଟେ ନ ଜାଆ, ସେଟାର୍ପାଇ ଜାଗ୍ରତ୍ ରୁଆ ।
然れば自ら立てりと思ふ人は倒れじと注意すべし。
13 ୧୩ ଆମ୍କେ ପରିକା ଜାଇ ପରିକା ଆଇସି, ସେଟା ନୁଆ ବିସଇ ନଏଁ । କାଇକେବଇଲେ ସବୁବେଲେ ଏନ୍ତାରି ଲକ୍ମନ୍କେ ପରିକା ଆଇତେରଇସି । ମାତର୍ ପର୍ମେସର୍ ତାର୍ କାତାଇ ଡାଟ୍ ଆଚେ । ଆମ୍କେ ମୁର୍ଚି ନାପାର୍ଲା ପାରା ପରିକା ଅଇବାକେ ସେ ନ ଦେଏ । ପରିକା ଆଇବାବେଲେ ସେ ଆମ୍କେ ବପୁ ମିସା ଦେଇସି ଆରି ତେଇ ଅନି ରକିଆ ପାଇବା ବାଟ୍ ଦେକାଇସି ।
汝等に係る試みは人の常なるもの耳、神は眞實にて在せば、汝等の力以上に試みらるる事を許し給はず、却て堪ふることを得させん為に、試と共に勝つべき方法をも賜ふべし。
14 ୧୪ ସେଟାର୍ ପାଇ ଏ ମର୍ ଆଲାଦର୍ ବାଇବଇନିମନ୍, ପୁତ୍ଲା ପୁଜା କର୍ବା ଟାନେଅନି ଦୁରିକେ ଉଟିଜା ।
第七項 再び供物の問題を説く 然れば我至愛なる者よ、偶像崇拝を避けよ。
15 ୧୫ ମୁଇ ବୁଦି ରଇଲା ଲକ୍ମନ୍କେ କଇଲା ପାରା କଇଲିନି। ମୁଇ କାଇଟା କଇଲିନି ସେଟା ତମେ ବିଚାର୍ କରା ।
我は智者に對する心にて語れば、汝等自ら我が言ふ所を判断せよ。
16 ୧୬ ଜେଡେବେଲେ ଆମେ ମାପ୍ରୁର୍ କାଦିର୍ପାଇ ରୁଣ୍ଡ୍ବୁ, ଜନ୍ ମୁତାଇଅନି ଆମେ କାଇବୁ, ସେ ମୁତାର୍ପାଇ ଆମେ ପର୍ମେସର୍କେ ଦନିଅବାଦ୍ ଦେଲୁନି । ସେ ମୁତାଇଅନି କାଇଲାବେଲେ ଆମେ କିରିସ୍ଟର୍ ବନିତେଇ ମିସ୍ଲୁନି । ଜନ୍ ରୁଟିଆମେ ବାଙ୍ଗାଇବୁ, ସେଟା କାଇଲାବେଲେ କିରିସ୍ଟର୍ ଗାଗ୍ଡେ ମିସ୍ଲୁନି ।
我等が祝する祝聖の杯は、キリストの御血を相共に授かるの義に非ずや。又我等が擘く所の麪は、相共に主の御體に與るの義に非ずや。
17 ୧୭ କାଇକେବଇଲେ ରୁଟି ଗଟେକ୍ ଅଇଲେ ମିସା ଆମେ ବୁତେକ୍ ଲକ୍ ଆଚୁ । ସେ ଗଟେକ୍ ରୁଟି ଆମେ ମିସିକରି କାଇବାବେଲେ ଗଟେକ୍ ଗାଗଡ୍ ଅଇଗାଲୁନି ।
蓋総て一の麪を授かる我等は、多人數なりと雖も、一の麪一の體なり。
18 ୧୮ ଜିଉଦି ମନର୍ ବିସଇ ବାବିଦେକା । ଜନ୍ ଲକ୍ମନ୍ ପୁଜାକଲା ମାଉଁସ୍ କାଇଲାଇନି, ସେମନ୍ କାଇ ବେଦିଲଗେ ଉପାସନା କଲାବେଲେ ନ ମିସତ୍?
肉に由れるイスラエル人を看よ、犠牲を食する人々は、祭壇の分配に與るに非ずや。
19 ୧୯ ଏଟାର୍ପାଇ ମୁଇ କଇଲିନି ଜେ, ଦେବ୍ତାମନର୍ ବଲି କଲା ପର୍ସାଦ୍ କାଇଟା ନାଇ କି ପୁତ୍ଲା ବଲି କାଇଟା ନାଇ ।
然らば何事ぞ、偶像に献げられし犠牲は何物かなり、偶像は何物かなり、と我は言へるか、(然らず)。
20 ୨୦ ପୁତ୍ଲାକେ ପୁଜା କରୁମନ୍ ସେମନ୍ ଜନ୍ ଜନ୍ଟା ବଲି ଇସାବେ ସର୍ପି ଦେଲାଇନି, ସେସବୁ ପର୍ମେସର୍କେ ନ ସର୍ପାଇ କରି ଡୁମାମନ୍କେ ସରପ୍ଲାଇନି । ସେଟାର୍ପାଇ, ତମେ ଡୁମାମନର୍ ପୁଜାଟାନେ ମିସା ନାଇ ।
然れども異邦人の献ぐる犠牲は、神に献ぐるに非ずして惡鬼に献ぐるなり、我汝等が惡鬼の友となる事を禁ず。汝等主の杯と惡鬼の杯とを飲む事能はず、
21 ୨୧ ତମେ ଜଦି ମାପ୍ରୁର୍ କାଦିଟାନେ ମିସିଆଚାସ୍, ସେନ୍ତାର୍ଆଲେ ଡୁମାମନ୍କେ ପୁଜିରଇବା କାଦି ତମେ କାଇବାର୍ ନାଇ ।
主の祭壇と惡鬼の祭壇とに與る事能はざるなり。
22 ୨୨ ଜଦି ମାପ୍ରୁ ଆମର୍ ଉପ୍ରେ ରିସା ଅଇଲେ, ତାର୍ ଡଣ୍ଡେଅନି ଆମେ ରକିଆ ପାଇ ନାପାରୁ । କାଇ ମାପ୍ରୁର୍ ଟାନେଅନି ଆମେ ଅଦିକ୍ ବପୁ ଆଚୁକି?
我等は主の妬を惹起こさんとするか、主よりも強き者なるか。何事も我に可なりと雖も、皆益あるには非ず、
23 ୨୩ ସବୁ ବିସଇ କର୍ବାକେ ଆମର୍ ଅଦିକାର୍ ଆଚେ, ସେନ୍ତି ସେମନ୍ କଇବାଇ, ସେଟା ସତ୍ । ମାତର୍ ମୁଇ କଇଲିନି ସବୁ ବିସଇ ଆମ୍କେ ସାଇଜ ନ କରେ ।
何事も我に可なりと雖も、皆徳を立つるには非ず、
24 ୨୪ କେ ମିସା ଅବ୍କା ନିଜର୍ ପାଇ କାଇଟା ନିକ ଅଇସି ବଲି ଚିନ୍ତା ନ କରି, ନିଜର୍ ବାଇମନର୍ ମଙ୍ଗଲ୍ ବିସଇ ମିସା ଚିନ୍ତା କରା ।
誰も己が為に謀らずして人の為を求むべし。
25 ୨୫ ଆଟେ ବିକ୍ରି ଅଇବା ଜନ୍ ମାଉଁସ୍ ମିସା କାଇବାର୍ ତମର୍ ଅଦିକାର୍ ଆଚେ, ତମର୍ ବିବେକର୍ ପାଇ ଏଟା ପୁଜା କଲାଟା କି ନାଇ? ବଲି ନ ପାଚାରି କାଇଦିଆସ୍ ।
凡肉屋にて売る物は、良心の為に何事をも問はずして食せよ、
26 ୨୬ ଜେନ୍ତିକି ସାସ୍ତରେ ଲେକା ଅଇଲାପାରା ଏ ଗୁଲାଇ ଜଗତେ ରଇବାଟା ମାପ୍ରୁର୍ଟା ।
蓋地及び之に満てる物は主の物なり。
27 ୨୭ ଜଦି ବିସ୍ବାସ୍ ନ କଲା ଗଟେକ୍ ଲକ୍ ତମ୍କେ ତାର୍ ଗରେ କାଇବାକେ ଡାକ୍ଲେ, ତମେ ଜିବାକେ ମନ୍ କର୍ସା ବଇଲେ ତେଇ ତମ୍କେ ଜାଇଟା ଦେଲେ ମିସା ସେଟା କାଇଦିଆସ୍ । ମାତର୍ ତମର୍ ବିବେକର୍ ଲାଗି ଏଟା ପୁଜାକଲାଟା କି ନାଇ? ବଲି ପାଚାରା ନାଇ ।
汝等若不信者の中より招かれ、諾して趣く事あらば、供せらるる一切の物を、良心の為に何事をも問はずして食せよ。
28 ୨୮ ମାତର୍ କେମିସା ତମ୍କେ ଏ କାଦି ପୁଜା କଲାଟା । ବଲି କଇଲେ, ସେଟା ନିଚା । ଜେନ୍ତିକି ସେ କଇଲାର୍ପାଇ ଆରି ତମର୍ ବିବେକର୍ପାଇ ସେଟା କାଆ ନାଇ ।
人ありて是偶像に献げられたる物なりと云はば、汝等之を告げたる人に對し、また良心に對して之を食する勿れ。
29 ୨୯ ସେଟା ତର୍ ବିବେକର୍ ପାଇ ନାଇ, ସେଟା କଇଲା ଲକର୍ ବିବେକର୍ ପାଇ । ବାଦିଅରେ କେ ମିସା ପାଚାରି ପାରତ୍, ଜଦି ଆମର୍ ମନ୍ କଲା ଇସାବେ କାଇଟା ମିସା କର୍ବାକେ ଅଦିକାର୍ ଆଚେ, ବିନ୍ ଲକର୍ ବିବେକର୍ ଲାଗି ମୁଇ କାଇକେ ନ କାଇ?
我が所謂る良心は汝のには非ずして其人の良心なり。蓋何為ぞ人の良心に由りて我自由を是非せらるるや。
30 ୩୦ ସେ କଇସି, “ଜଦି ମୁଇ ପର୍ମେସର୍କେ ଦନିଅବାଦ୍ ଦେଇ କାଇବି, ତେବେ ମର୍ ସଙ୍ଗର୍ ବିସ୍ବାସିମନ୍ ମକେ କାଇକେ ନିନ୍ଦା ଦେବାର୍ ଆଚେ?”
若我感謝して食せば、何為ぞ我が感謝する所の物に就きて罵らるるや。
31 ୩୧ ତେବର୍ପାଇ ବାତ୍ କା, କି ପାନି କା, କି ଜାଇଟା ମିସା କରା, ପର୍ମେସର୍ ଡାକ୍ପୁଟା ପାଇବାକେ ସବୁ କରା ।
然れば汝等食ふも飲むも又何事を為すも、総て神の光榮の為にせよ。
32 ୩୨ ଜିଉଦି ଅ କି ଜିଉଦି ନ ଅଇଲା ଲକ୍ ଅ କି ତମର୍ ସଙ୍ଗର୍ ପର୍ମେସରର୍ ମଣ୍ଡଲିର୍ ବିସ୍ବାସି ଅ, କାକେ ମିସା ତମର୍ ଚଲାଚଲ୍ତି ଦେକି ନିନ୍ଦା ପାଇବାକେ ଦିଆସ୍ନାଇ ।
汝等ユデア人にも、異邦人にも、神の教會にも、躓かするものとなる事勿れ。
33 ୩୩ ତମେ ମର୍ପାରା ଚଲାଚଲ୍ତି କରା, ମୁଇ ସବୁଲକର୍ ମଙ୍ଗଲ୍ ଅ ବଲି ଚେସ୍ଟା କଲିନି । ମୁଇ ମର୍ ନିଜର୍ ମଙ୍ଗଲ୍ ଅ, ବଲି ଚିନ୍ତା କରିନାଇ, ମାତର୍ ସବୁଲକର୍ ମଙ୍ଗଲ୍ ଅ ବଲି ଚିନ୍ତା କଲିନି । ଜେନ୍ତିକି ସେମନ୍ ସବୁଲକ୍ ରକିଆ ପାଇବାଇ ।
猶我が己の利益となる事を求めず、多數の人の救はれん為に其有益なる事を求めて、萬事に其心を得んとするが如くせよ。