< ୧ମ କରନ୍ତିୟ 10 >
1 ୧ ଏ ମର୍ ବାଇବଇନିମନ୍, ଆମର୍ ଆନିଦାଦିମନ୍, ଜନ୍ ଲକ୍ମନ୍ ମସାର୍ ବାଟେ ଜାଇତେରଇଲାଇ, ସେମନ୍କେ କାଇଟା ଅଇଲା ଏତାଇ ଦେକା । ସେମନ୍ ସବୁ ଲକ୍ ବାଦଲ୍ ତଲେ ରଇ ରକିଆ ପାଇତେରଇଲାଇ । ଆରି ରଙ୍ଗ୍ ସମ୍ଦୁରେ ନ ବୁଡ୍ତେ ଇଣ୍ଡି ଇଣ୍ଡି ଲଙ୍ଗ୍ଲାଇ ।
Now I would not have you ignorant, brothers, that our fathers were all under the cloud, and all passed through the sea;
2 ୨ ସେମନ୍ ସବୁ ବାଦ୍ଲେ ଆରି ସମ୍ଦୁରେ ଡୁବନ୍ ନେଲାଇ । ମସାର୍ ସିସ୍ମନ୍ ବଲି ସେମନ୍କେ ଗଟେକ୍ ଚିନ୍ ରଇଲା ।
and were all immersed into Moses in the cloud and in the sea;
3 ୩ ଆରି ସବୁଲକ୍ ପର୍ମେସର୍ ଜାଗାଇ ରଇବା କାଦି କାଇଲାଇ,
and all ate the same spiritual food;
4 ୪ ଆରି ସେ ପାକ୍ନାଇ ଅନି ଆଇବା ପାନି କାଇଲାଇ । ସେ ପାକ୍ନା ଅଇଲାନି କିରିସ୍ଟ ।
and all drank the same spiritual drink. For they drank of a spiritual rock that followed them, and the rock was Messiah.
5 ୫ ଏଲେମିସା ସେମନର୍ ବିତ୍ରେ ଅନି ବେସି ଲକ୍କେ ପର୍ମେସରର୍ ସାର୍ଦା ନ ରଇଲା । ସେଟାର୍ ପାଇ ସେମନ୍ ମରୁବାଲି ବୁଏଁ ମଲାଇ ।
However with most of them, God was not well pleased, for they were overthrown in the wilderness.
6 ୬ ସେମନ୍ ଜନ୍ ରକାମ୍ ଆସାର୍ ବିସଇର୍ ପାଇ ଲାଲ୍ସା ଅଇ ରଇଲାଇ, ଆମେ ମିସା ସେ ରକାମ୍ ଲାଲ୍ସା ନ ଅଉଁ । ସେଟାର୍ପାଇ ଏ ସବୁ ଗଟ୍ଲା ବିସଇ ଆମର୍ପାଇ ଲେକାଅଇଆଚେ ।
Now these things were our examples, to the intent we should not lust after evil things as they also lusted.
7 ୭ ଜେନ୍ତିକି ସେମନର୍ ବିତ୍ରେ ଅନି କେତେଲକ୍ ପୁତ୍ଲା ପୁଜା କର୍ବାର୍ ଦାର୍ଲାଇ, ତମେ ସେନ୍ତାରି ପୁତ୍ଲା ପୁଜା କର୍ବାଟା, ଆରାମ୍ କରା ନାଇ । ସାସ୍ତରେ ଲେକା ଅଇଆଚେ, ଜେନ୍ତିକି ଲକ୍ମନ୍ ପୁଜାକଲାଟା କାଇବାକେ ବସିରଇଲାଇ ଆରି ମଦ୍ କାଇକରି ବେବିଚାର୍ କର୍ବାର୍ ଦାର୍ଲାଇ ।
Don’t be idolaters, as some of them were. As it is written, “The people sat down to eat and drink, and rose up to play.”
8 ୮ ଜେନ୍ତିକି ସେମନର୍ ବିତ୍ରେ କେତେଲକ୍ ବେସିଆ କାମ୍କରି ଗଟେକ୍ ଦିନେ କଡେ ତିନ୍ ଅଜାର୍ ଲକ୍ ପର୍ମେସରର୍ ଡଣ୍ଡ୍ ପାଇକରି ମରିଗାଲାଇ । ସେନ୍ତାରି ଆମେ ବେସିଆ କାମ୍ ନ କରୁ ।
Let’s not commit sexual immorality, as some of them committed, and in one day twenty-three thousand fell.
9 ୯ ସେନ୍ତିସେ ସେମନର୍ ବିତ୍ରେ କେତେଲକ୍ ମାପ୍ରୁକେ ପରିକା କଲାଇ ଆରି ବିସ୍ ରଇବା ସାଁପ୍ ଟକାଇ ଅଇକରି ମଲାଇ । ସେନ୍ତାରି ଆମେ ମାପ୍ରୁକେ ପରିକା ନ କରୁ ।
Let’s not test Messiah, as some of them tested, and perished by the serpents.
10 ୧୦ ସେମନ୍ ଜେନ୍ତିକି ପର୍ମେସରର୍ ବିରୁଦେ ତାକର୍ ତାକର୍ ବିତ୍ରେ ଦଦାପେଲା ଅଇକରି, କୁରୁପ୍ ନାସ୍ କର୍ବା ଦୁତର୍ଲାଗି ମରିଆଜିଗାଲାଇ । ତମେ ସେନ୍ତାରି ଦଦାପେଲା ଉଆନାଇ ।
Don’t grumble, as some of them also grumbled, and perished by the destroyer.
11 ୧୧ ସବୁ ଲକର୍ପାଇ ଏ ସବୁ ଗଟ୍ନା ଗଟ୍ଲା । ଆରି ଆମ୍କେ ଚେତ୍ନା ପାଇବାକେ ସେଟା ସବୁ ଲେକାଅଇଆଚେ । କାଇକେବଇଲେ ଏ ଜଗତର୍ ସାରାସାରି ବେଲା ଆସି କେଟ୍ଲା ଆଚେ । (aiōn )
Now all these things happened to them by way of example, and they were written for our admonition, on whom the ends of the ages have come. (aiōn )
12 ୧୨ ସେଟାର୍ପାଇ ଜେ ମୁଇ ନିଜେ ଡାଟ୍ ଆଚି ବଲି ମନେ ମନେ ଏତାଇସି, ସେ ବିସ୍ବାସେ ଅନି ବିନ୍ବାଟେ ନ ଜାଆ, ସେଟାର୍ପାଇ ଜାଗ୍ରତ୍ ରୁଆ ।
Therefore let him who thinks he stands be careful that he doesn’t fall.
13 ୧୩ ଆମ୍କେ ପରିକା ଜାଇ ପରିକା ଆଇସି, ସେଟା ନୁଆ ବିସଇ ନଏଁ । କାଇକେବଇଲେ ସବୁବେଲେ ଏନ୍ତାରି ଲକ୍ମନ୍କେ ପରିକା ଆଇତେରଇସି । ମାତର୍ ପର୍ମେସର୍ ତାର୍ କାତାଇ ଡାଟ୍ ଆଚେ । ଆମ୍କେ ମୁର୍ଚି ନାପାର୍ଲା ପାରା ପରିକା ଅଇବାକେ ସେ ନ ଦେଏ । ପରିକା ଆଇବାବେଲେ ସେ ଆମ୍କେ ବପୁ ମିସା ଦେଇସି ଆରି ତେଇ ଅନି ରକିଆ ପାଇବା ବାଟ୍ ଦେକାଇସି ।
No temptation has taken you except what is common to man. God is faithful, who will not allow you to be tempted above what you are able, but will with the temptation also make the way of escape, that you may be able to endure it.
14 ୧୪ ସେଟାର୍ ପାଇ ଏ ମର୍ ଆଲାଦର୍ ବାଇବଇନିମନ୍, ପୁତ୍ଲା ପୁଜା କର୍ବା ଟାନେଅନି ଦୁରିକେ ଉଟିଜା ।
Therefore, my beloved, flee from idolatry.
15 ୧୫ ମୁଇ ବୁଦି ରଇଲା ଲକ୍ମନ୍କେ କଇଲା ପାରା କଇଲିନି। ମୁଇ କାଇଟା କଇଲିନି ସେଟା ତମେ ବିଚାର୍ କରା ।
I speak as to wise men. Judge what I say.
16 ୧୬ ଜେଡେବେଲେ ଆମେ ମାପ୍ରୁର୍ କାଦିର୍ପାଇ ରୁଣ୍ଡ୍ବୁ, ଜନ୍ ମୁତାଇଅନି ଆମେ କାଇବୁ, ସେ ମୁତାର୍ପାଇ ଆମେ ପର୍ମେସର୍କେ ଦନିଅବାଦ୍ ଦେଲୁନି । ସେ ମୁତାଇଅନି କାଇଲାବେଲେ ଆମେ କିରିସ୍ଟର୍ ବନିତେଇ ମିସ୍ଲୁନି । ଜନ୍ ରୁଟିଆମେ ବାଙ୍ଗାଇବୁ, ସେଟା କାଇଲାବେଲେ କିରିସ୍ଟର୍ ଗାଗ୍ଡେ ମିସ୍ଲୁନି ।
The cup of blessing which we bless, isn’t it a sharing of the blood of Messiah? The bread which we break, isn’t it a sharing of the body of Messiah?
17 ୧୭ କାଇକେବଇଲେ ରୁଟି ଗଟେକ୍ ଅଇଲେ ମିସା ଆମେ ବୁତେକ୍ ଲକ୍ ଆଚୁ । ସେ ଗଟେକ୍ ରୁଟି ଆମେ ମିସିକରି କାଇବାବେଲେ ଗଟେକ୍ ଗାଗଡ୍ ଅଇଗାଲୁନି ।
Because there is one loaf of bread, we, who are many, are one body; for we all partake of the one loaf of bread.
18 ୧୮ ଜିଉଦି ମନର୍ ବିସଇ ବାବିଦେକା । ଜନ୍ ଲକ୍ମନ୍ ପୁଜାକଲା ମାଉଁସ୍ କାଇଲାଇନି, ସେମନ୍ କାଇ ବେଦିଲଗେ ଉପାସନା କଲାବେଲେ ନ ମିସତ୍?
Consider Israel according to the flesh. Don’t those who eat the sacrifices participate in the altar?
19 ୧୯ ଏଟାର୍ପାଇ ମୁଇ କଇଲିନି ଜେ, ଦେବ୍ତାମନର୍ ବଲି କଲା ପର୍ସାଦ୍ କାଇଟା ନାଇ କି ପୁତ୍ଲା ବଲି କାଇଟା ନାଇ ।
What am I saying then? That a thing sacrificed to idols is anything, or that an idol is anything?
20 ୨୦ ପୁତ୍ଲାକେ ପୁଜା କରୁମନ୍ ସେମନ୍ ଜନ୍ ଜନ୍ଟା ବଲି ଇସାବେ ସର୍ପି ଦେଲାଇନି, ସେସବୁ ପର୍ମେସର୍କେ ନ ସର୍ପାଇ କରି ଡୁମାମନ୍କେ ସରପ୍ଲାଇନି । ସେଟାର୍ପାଇ, ତମେ ଡୁମାମନର୍ ପୁଜାଟାନେ ମିସା ନାଇ ।
But I say that the things which the Gentiles sacrifice, they sacrifice to demons and not to God, and I don’t desire that you would have fellowship with demons.
21 ୨୧ ତମେ ଜଦି ମାପ୍ରୁର୍ କାଦିଟାନେ ମିସିଆଚାସ୍, ସେନ୍ତାର୍ଆଲେ ଡୁମାମନ୍କେ ପୁଜିରଇବା କାଦି ତମେ କାଇବାର୍ ନାଇ ।
You can’t both drink the cup of the Lord and the cup of demons. You can’t both partake of the table of the Lord and of the table of demons.
22 ୨୨ ଜଦି ମାପ୍ରୁ ଆମର୍ ଉପ୍ରେ ରିସା ଅଇଲେ, ତାର୍ ଡଣ୍ଡେଅନି ଆମେ ରକିଆ ପାଇ ନାପାରୁ । କାଇ ମାପ୍ରୁର୍ ଟାନେଅନି ଆମେ ଅଦିକ୍ ବପୁ ଆଚୁକି?
Or do we provoke the Lord to jealousy? Are we stronger than he?
23 ୨୩ ସବୁ ବିସଇ କର୍ବାକେ ଆମର୍ ଅଦିକାର୍ ଆଚେ, ସେନ୍ତି ସେମନ୍ କଇବାଇ, ସେଟା ସତ୍ । ମାତର୍ ମୁଇ କଇଲିନି ସବୁ ବିସଇ ଆମ୍କେ ସାଇଜ ନ କରେ ।
“All things are lawful for me,” but not all things are profitable. “All things are lawful for me,” but not all things build up.
24 ୨୪ କେ ମିସା ଅବ୍କା ନିଜର୍ ପାଇ କାଇଟା ନିକ ଅଇସି ବଲି ଚିନ୍ତା ନ କରି, ନିଜର୍ ବାଇମନର୍ ମଙ୍ଗଲ୍ ବିସଇ ମିସା ଚିନ୍ତା କରା ।
Let no one seek his own, but each one his neighbor’s good.
25 ୨୫ ଆଟେ ବିକ୍ରି ଅଇବା ଜନ୍ ମାଉଁସ୍ ମିସା କାଇବାର୍ ତମର୍ ଅଦିକାର୍ ଆଚେ, ତମର୍ ବିବେକର୍ ପାଇ ଏଟା ପୁଜା କଲାଟା କି ନାଇ? ବଲି ନ ପାଚାରି କାଇଦିଆସ୍ ।
Whatever is sold in the butcher shop, eat, asking no question for the sake of conscience,
26 ୨୬ ଜେନ୍ତିକି ସାସ୍ତରେ ଲେକା ଅଇଲାପାରା ଏ ଗୁଲାଇ ଜଗତେ ରଇବାଟା ମାପ୍ରୁର୍ଟା ।
for “the earth is the Lord’s, and its fullness.”
27 ୨୭ ଜଦି ବିସ୍ବାସ୍ ନ କଲା ଗଟେକ୍ ଲକ୍ ତମ୍କେ ତାର୍ ଗରେ କାଇବାକେ ଡାକ୍ଲେ, ତମେ ଜିବାକେ ମନ୍ କର୍ସା ବଇଲେ ତେଇ ତମ୍କେ ଜାଇଟା ଦେଲେ ମିସା ସେଟା କାଇଦିଆସ୍ । ମାତର୍ ତମର୍ ବିବେକର୍ ଲାଗି ଏଟା ପୁଜାକଲାଟା କି ନାଇ? ବଲି ପାଚାରା ନାଇ ।
But if one of those who don’t believe invites you to a meal, and you are inclined to go, eat whatever is set before you, asking no questions for the sake of conscience.
28 ୨୮ ମାତର୍ କେମିସା ତମ୍କେ ଏ କାଦି ପୁଜା କଲାଟା । ବଲି କଇଲେ, ସେଟା ନିଚା । ଜେନ୍ତିକି ସେ କଇଲାର୍ପାଇ ଆରି ତମର୍ ବିବେକର୍ପାଇ ସେଟା କାଆ ନାଇ ।
But if anyone says to you, “This was offered to idols,” don’t eat it for the sake of the one who told you, and for the sake of conscience. For “the earth is the Lord’s, with all its fullness.”
29 ୨୯ ସେଟା ତର୍ ବିବେକର୍ ପାଇ ନାଇ, ସେଟା କଇଲା ଲକର୍ ବିବେକର୍ ପାଇ । ବାଦିଅରେ କେ ମିସା ପାଚାରି ପାରତ୍, ଜଦି ଆମର୍ ମନ୍ କଲା ଇସାବେ କାଇଟା ମିସା କର୍ବାକେ ଅଦିକାର୍ ଆଚେ, ବିନ୍ ଲକର୍ ବିବେକର୍ ଲାଗି ମୁଇ କାଇକେ ନ କାଇ?
Conscience, I say, not your own, but the other’s conscience. For why is my liberty judged by another conscience?
30 ୩୦ ସେ କଇସି, “ଜଦି ମୁଇ ପର୍ମେସର୍କେ ଦନିଅବାଦ୍ ଦେଇ କାଇବି, ତେବେ ମର୍ ସଙ୍ଗର୍ ବିସ୍ବାସିମନ୍ ମକେ କାଇକେ ନିନ୍ଦା ଦେବାର୍ ଆଚେ?”
If I partake with thankfulness, why am I denounced for something I give thanks for?
31 ୩୧ ତେବର୍ପାଇ ବାତ୍ କା, କି ପାନି କା, କି ଜାଇଟା ମିସା କରା, ପର୍ମେସର୍ ଡାକ୍ପୁଟା ପାଇବାକେ ସବୁ କରା ।
Whether therefore you eat or drink, or whatever you do, do all to the glory of God.
32 ୩୨ ଜିଉଦି ଅ କି ଜିଉଦି ନ ଅଇଲା ଲକ୍ ଅ କି ତମର୍ ସଙ୍ଗର୍ ପର୍ମେସରର୍ ମଣ୍ଡଲିର୍ ବିସ୍ବାସି ଅ, କାକେ ମିସା ତମର୍ ଚଲାଚଲ୍ତି ଦେକି ନିନ୍ଦା ପାଇବାକେ ଦିଆସ୍ନାଇ ।
Give no occasion for stumbling, whether to Jews, to Greeks, or to the assembly of God;
33 ୩୩ ତମେ ମର୍ପାରା ଚଲାଚଲ୍ତି କରା, ମୁଇ ସବୁଲକର୍ ମଙ୍ଗଲ୍ ଅ ବଲି ଚେସ୍ଟା କଲିନି । ମୁଇ ମର୍ ନିଜର୍ ମଙ୍ଗଲ୍ ଅ, ବଲି ଚିନ୍ତା କରିନାଇ, ମାତର୍ ସବୁଲକର୍ ମଙ୍ଗଲ୍ ଅ ବଲି ଚିନ୍ତା କଲିନି । ଜେନ୍ତିକି ସେମନ୍ ସବୁଲକ୍ ରକିଆ ପାଇବାଇ ।
even as I also please all men in all things, not seeking my own profit, but the profit of the many, that they may be saved.