< Romerne 6 >
1 Hvad skulle vi da sige? skulde vi blive ved i Synden, for at Nåden kunde blive desto større?
୧ସେନ୍ତିଆଲେ କାଇଟା କଉଁ? ପରମେସରର୍ ଜିବନ୍ଦୁକାନି ଆରି ଅଦିକ୍ ମିଲ୍ସି ବଲି ଆମେ କାଇ ଆରି ସେ ପାପେ ରଇକରି ଚଲାଚଲ୍ତି କରୁ କି?
2 Det være langt fra! Vi, som jo ere døde fra Synden, hvorledes skulle vi endnu leve i den?
୨ନାଇ କେବେ ନାଇ । ପାପ୍ କର୍ବା ବିସଇତେଇ ଆମେ ମରିଗାଲୁଆଚୁ । ଆରି କେନ୍ତି ପାପ୍ କର୍ତେସେ ରଇବୁ?
3 Eller vide I ikke, at vi, så mange som bleve døbte til Kristus Jesus, bleve døbte til hans Død?
୩ତମେ ଜାନାସ୍, ଡୁବନ୍ ନେଲାକେ ଜିସୁକିରିସ୍ଟର୍ ସଙ୍ଗ୍ ମିସିକରି ଆମେ ତାର୍ ମରନେ ମିସା ମିସିଆଚୁ ।
4 Vi bleve altså begravne med ham ved Dåben til Døden, for at, ligesom Kristus blev oprejst fra de døde ved Faderens Herlighed, således også vi skulle vandre i et nyt Levned.
୪ସେଟାର୍ପାଇ ଡୁବନ୍ ନେଲାପଚେ ଆମେ ତାର୍ ମରନେ ମିସି, ତାର୍ ସଙ୍ଗ୍ ତପି ଅଇଲୁଆଚୁ । ସେ ଜେନ୍ତାରି ବାବାର୍ ଡାକ୍ପୁଟା ବପୁ ସଙ୍ଗ୍ ଆରିତରେକ୍ ଉଟ୍ଲା, ଆମେ ମିସା ସେନ୍ତାରି ନୁଆ ଜିବନ୍ ପାଇକରି ଚଲାଚଲ୍ତି କର୍ବାର୍ ଆଚେ ।
5 Thi ere vi blevne sammenvoksede med ham ved hans Døds Afbillede, skulle vi dog også være det ved hans Opstandelses,
୫କାଇକେବଇଲେ ଆମେ ମରନେ ମିସି ତାର୍ ସଙ୍ଗ୍ ଗଟେକ୍ ଅଇଲୁ ଆଚୁ, ତାକେ ଆରିତରେକ୍ ଉଟ୍ବାତେଇ ମିସା, ତାର୍ ସଙ୍ଗ୍ ଗଟେକ୍ ଅଇକରି ରଇବୁ ।
6 idet vi erkende dette, at vort gamle Menneske blev korsfæstet med ham, for at Syndens Legeme skulde blive til intet, for at vi ikke mere skulde tjene Synden.
୬ଆମେ ଜାନିଆଚୁ, କିରିସ୍ଟର୍ ସଙ୍ଗ୍ କୁର୍ସେ ଆମର୍ ପୁର୍ନା ଜିବନ୍ ମରିଗାଲାଆଚେ । ତେଇଅନି ଆମର୍ ପାପର୍ ଚଲାଚଲ୍ତି କୁରୁପ୍ନାସ୍ ଅଇଲା ଆଚେ ଆରି ଆମେ ପାପର୍ ଗତିଅନି ମୁକ୍ଲିଆଚୁ ।
7 Thi den, som er død, er retfærdiggjort fra Synden.
୭କାଇକେବଇଲେ ମୁନୁସ୍ ମରିଗାଲେସେ, ପାପର୍ ବାନ୍ଦନେଅନି ରକିଆ ପାଇସି ।
8 Men dersom vi ere døde med Kristus, da tro vi, at vi også skulle leve med ham,
୮ଆମେ ଜିସୁର୍ ସଙ୍ଗ୍ ମରିରଇଲାର୍ ପାଇ, ତାର୍ ସଙ୍ଗ୍ ମିସା ଜିବନ୍ ଅଇବୁ ବଲି ବିସ୍ବାସ୍ କଲୁନି ।
9 efterdi vi vide, at Kristus, efter at være oprejst fra de døde, ikke mere dør; Døden hersker ikke mere over ham.
୯ଆମେ ଜାନୁ, କିରିସ୍ଟ ମଲାତେଇଅନି ଉଟ୍ଲାର୍ପାଇ, ସେ ଆରି କେବେ ମିସା ନ ମରେ । ତାର୍ ଉପ୍ରେ ଆରି କେବେ ମରନର୍ ସାସନ୍ ନ ଚାଲେ ।
10 Thi det, han døde, døde han een Gang fra Synden; men det, han lever, lever han for Gud.
୧୦ସେ ଜନ୍ ମରନ୍ ପାଇଲା, ତାର୍ଲାଗି ପାପର୍ ବପୁତେଇଅନି ଏକାତରେକ୍ ଆମ୍କେ ମୁକ୍ଲାଇଲା । ସେ ଏବେ ଜନ୍ ଜିବନେ ଜିଇଲାନି, ସେଟା ପରମେସର୍ ସଙ୍ଗ୍ ମିସିକରି ରଇଲା ଜିବନ୍ ।
11 Således skulle også I anse eder selv for døde fra Synden, men levende for Gud i Kristus Jesus.
୧୧ସେନ୍ତାରି ତମେ ମିସା ପାପେ ମରିଜାଇଆଚୁ ବଲି ଏତାଆ । ତମେ ଏବେ କିରିସ୍ଟ ଜିସୁର୍ ଜିବନେଅନି ପରମେସର୍ ସଙ୍ଗ୍ ମିସ୍ଲାସ୍ ।
12 Så lad da ikke Synden herske i eders dødelige Legeme, så I lyde dets Begæringer;
୧୨ତମର୍ ନସିଜିବା ଗାଗଡ୍ ଉପ୍ରେ ଆରି ପାପ୍ ଅଦିକାର୍ ନ କର, ସେଟାର୍ପାଇ ଆମର୍ ଏ ଗାଗଡ୍ ମନ୍କର୍ବା କାରାପ୍ ବିସଇ ମାନିକରି ରୁଆନାଇ ।
13 fremstiller ej heller eders Lemmer for Synden som Uretfærdigheds Våben; men fremstiller eder selv for Gud som sådanne, der fra døde ere blevne levende, og eders Lemmer som Retfærdigheds Våben for Gud.
୧୩କାରାପ୍ କାମର୍ ଲାଗି ଆମର୍ ଗାଗଡର୍ କଣ୍ଡେକ୍ ବାଗ୍ ମିସା ପାପ୍ କର୍ବାକେ ଦିଆସ୍ନାଇ । ମାତର୍ ଦରମ୍ କାମ୍ କର୍ବାପାଇ ତମର୍ ଗୁଲାଇ ଗାଗଡ୍ ତାକେ ସର୍ପି ଦିଆସ୍ । ପର୍ମେସର୍ ତମ୍କେ ମରନେଅନି ଜିବନ୍ କରି ଆନ୍ଲାଆଚେ ।
14 Thi Synd skal ikke herske over eder I ere jo ikke under Lov, men under Nåde.
୧୪କାଇକେ ବଇଲେ ପାପ୍ ତମର୍ ଉପ୍ରେ ସାସନ୍ ନ କର । ତମେ ଆରି ନିୟମର୍ ତଲେ ନାଇ । ମାତର୍ ପରମେସରର୍ ଜିବନ୍ଦୁକାନି ଅନି କାଇଟା ନ ଅଇତେ ଆଚାସ୍ ।
15 Hvad da? skulde vi Synde, fordi vi ikke ere under Lov, men under Nåde? Det være langt fra!
୧୫ସେନ୍ତିଆଲେ ଆମେ ନିୟମର୍ ତଲେ ନ ରଇ, ପରମେସରର୍ ଜିବନ୍ଦୁକାନି ପାଇଲୁ ଆଚୁ ବଲି ପାପ୍ କର୍ତେ ରଉଁ କି? ନାଇ, କେବେ ମିସା ନଏଁ ।
16 Vide I ikke, at når I fremstille eder for en som Tjenere til Lydighed, så ere I hans Tjenere, hvem I lyde, enten Syndens til Død, eller Lydighedens til Retfærdighed?
୧୬ଏଲେ ମିସା ତମେ ଜାନିଆଚାସ୍, ଜଦି ତମେ କାକେ ତର୍ ତଲେ ଆକା ମୁଇ ବଲି କଇକରି ତାର୍ ପୁରାପୁରୁନ୍ କାତାମାନ୍ସା ବଇଲେ, ତମେ ତାର୍ ଗେନ୍ଲା ଗତିଦାଙ୍ଗ୍ଡା । ଜଦି ପାପର୍ ଗତିଦାଙ୍ଗ୍ଡା ଅଇସା, ଏଟାର୍ ଦସା ଅଇସି ମରନ୍, ଜଦି ଦରମର୍ ବାଟେ ଇଣ୍ଡ୍ସା, ବଇଲେ ନ ସାର୍ବା ଜିବନ୍ ପାଇସା ।
17 Men Gud ske Tak, fordi I have været Syndens Tjenere, men bleve af Hjertet lydige imod den Læreform, til hvilken I bleve overgivne.
୧୭ମୁଇ ପରମେସର୍କେ ଦନିଅବାଦ୍ କଲିନି, ତମେ ଗଟେକ୍ ବେଲାଇ ପାପର୍ ଗତିଦାଙ୍ଗ୍ଡା ଅଇରଇଲାସ୍ ମିସା, ଏବେ ଜନ୍ ସିକିଆ ଟାନେ ପାଇରଇବା ସତ୍, ପୁରାପୁରୁନ୍ ମନ୍ଦେଇକରି ନାମ୍ଲାସ୍ନି ।
18 Og frigjorde fra Synden bleve I Retfærdighedens Tjenere.
୧୮ଏବେ ତମେ ପାପେଅନି ମୁକ୍ଲିକରି ଦରମର୍ ଗତିଦାଙ୍ଗ୍ଡା ଅଇଆଚାସ୍ ।
19 Jeg taler på menneskelig Vis på Grund af eders Køds Skrøbelighed. Ligesom I nemlig fremstillede eders Lemmer som Tjenere for Urenheden og Lovløsheden til Lovløshed, således fremstiller nu eders Lemmer som Tjenere for Retfærdigheden, til Helliggørelse!
୧୯ଗଟେକ୍ ବେଲାଇ ତମେ ତମର୍ ଗୁଲାଇ ଗାଗଡ୍, ମନ୍, ପରାନ୍, ଅସୁକଲ୍ ଆରି କାରାପ୍ ଚଲାଚଲ୍ତି କର୍ବାକେ ଗତିଦାଙ୍ଗ୍ଡା ଅଇ ସର୍ପି ଦେଇରଇଲାସ୍ । ସେନ୍ତାରିସେ ସୁକଲ୍ ଆରି ଦରମ୍ ଚଲାଚଲ୍ତିର୍ପାଇ ଦରମର୍ ଲଗେ ନିଜ୍କେ ପୁରାପୁରୁନ୍ ସର୍ପିଦିଆସ୍ ।
20 Thi da I vare Syndens Tjenere, vare I frie over for Retfærdigheden.
୨୦ତମେ ପାପର୍ ଗତିଦାଙ୍ଗ୍ଡା ରଇଲାବେଲେ, ଦରମ୍ ଜିବନ୍ ଜିଇବାକେ ମୁର୍ମୁରା ଅଇରଇଲାସ୍ ।
21 Hvad for Frugt havde I da dengang? Ting, ved hvilke I nu skamme eder; Enden derpå er jo Død.
୨୧ଏବେ ତମ୍କେ ଜନ୍ କାମ୍ମନ୍ କର୍ବାକେ ଲାଜ୍ଲାଗ୍ଲାନି, ସେଡ୍କିବେଲେ ସେ ସବୁ କର୍ତେ ରଇଲାସ୍ । ତେଇଅନି ତମ୍କେ କାଇ ଲାବ୍ ଅଇଲା? ସେ ସବୁ କାମର୍ ଦସା ଅଇଲାନି ମରନ୍ ।
22 Men nu, da I ere blevne frigjorde fra Synden og ere blevne Guds Tjenere, have I eders Frugt til Helliggørelse og som Enden derpå et evigt Liv; (aiōnios )
୨୨ମାତର୍ ତମେ ଏବେ ପାପେଅନି ମୁକ୍ଲିକରି ପରମେସରର୍ ଗତିଦାଙ୍ଗ୍ଡା ଅଇଆଚାସ୍ । ଏଟାର୍ ଲାବ୍ ଅଇଲାନି, ପରମେସରର୍ତେଇ ପୁରାପୁରୁନ୍ ସଲଦ୍ । ଆରି ଇତିଅନି ମିଲ୍ବାଟା ଅଇଲାନି ନ ସାର୍ବା ଜିବନ୍ । (aiōnios )
23 thi Syndens Sold er Død, men Guds Nådegave er et evigt Liv i Kristus Jesus, vor Herre. (aiōnios )
୨୩ପାପ୍ କାମର୍ ବୁତି ଅଇଲାନି ମରନ୍, ମାତର୍ ପରମେସର୍ ଜାଚାଇକରି ଦାନ୍ ଦେଇଆଚେ । ସେଟା ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ସଙ୍ଗ୍ ମିସିକରି ମିଲାଇରଇବା ନ ସାର୍ବା ଜିବନ୍ । (aiōnios )