< Romerne 11 >
1 Jeg siger da: Mon Gud har forskudt sit folk? det være langt fra! Thi også jeg er en Israelit, af "Abrahams Sæd, Benjamins Stamme.
୧ମୁଇ ଆରିତରେକ୍ ପାଚାର୍ଲିନି, “ତେବେ ପରମେସର୍ ସବୁ ଜିଉଦି ଲକ୍ମନ୍କେ ଚାଡି ଦେଲା ଆଚେ କି? ନାଇ, କେବେ ନାଇ । ମୁଇ ମିସା ନିଜେ ସେମନର୍ପାରା ଗଟେକ୍ ଜିଉଦି, ଅବ୍ରାଆମ୍ତା ମର୍ ଆନିଦାଦି ଆରି ମୁଇ ବେନ୍ଜାମିନ୍ କୁଟୁମର୍ ଲକ୍ ଅଇଆଚି ।”
2 Gud har ikke forskudt sit Folk, som han forud kendte. Eller vide I ikke, hvad Skriften siger i Stykket om Elias? hvorledes han træder frem for Gud imod Israel, sigende:
୨ପରମେସର୍ ମୁଲେଅନି ବାଚିରଇଲା ତାର୍ ଲକ୍ମନ୍କେ କେବେ ମିସା ଚାଡେନାଇ । ତମେ ସାସ୍ତରେ ପଡିଆଚାସ୍, ଏଲିଅ କେନ୍ତି ଇସ୍ରାଏଲ୍ ମନର୍ ପାପର୍ ଚଲାଚଲ୍ତିର୍ପାଇ ପରମେସର୍କେ ପାର୍ତନା କରିରଇଲା,
3 "Herre! dine Profeter have de ihjelslået, dine Altre have de nedbrudt, og jeg er den eneste, der er levnet, og de efterstræbe mit Liv."
୩“ଏ ମାପ୍ରୁ, ସେମନ୍ ତମର୍ ବବିସତ୍ବକ୍ତାମନ୍କେ ମରାଇଆଚତ୍ ଆରି ତମର୍ ପୁଜା କର୍ବା ବେଦି ସବୁ ବାଙ୍ଗାଇ ପାକାଇଲାଇ ଆଚତ୍ । ମୁଇ ଗଟେକ୍ ଲକ୍ସେ ତକେ ପୁଜା କର୍ବାକେ ଆଚି । ମକେ ମିସା ସେମନ୍ ମାରିପାକାଇବାକେ ଚେସ୍ଟା କଲାଇନି ।”
4 Men hvad siger det guddommelige Gensvar til ham?"Jeg har levnet mig selv syv Tusinde Mænd, som ikke have bøjet Knæ for Bål."
୪ପରମେସର୍ ଏଲିଅକେ କାଇବଲି କଇ ରଇଲା । “କାରାପ୍ ଦେବ୍ତା ବାଲ୍ ପୁତ୍ଲାକେ ପୁଜା ନ କରିରଇବା ତମର୍ ବିତ୍ରେଅନି ସାତ୍ ଅଜାର୍ ଲକ୍କେ ମର୍ ପାଇ ସଙ୍ଗଇ ଆଚି ।”
5 Således er der også i den nærværende Tid blevet en Levning som et Nådes-Udvalg.
୫ଏବେ ସେ ସମାନ୍ ବେଲା ଗଟ୍ଲା ଆଚେ । ପରମେସର ଜିବନ୍ ଦୁକାଇ ଜନ୍ ଲକ୍ମନ୍କେ ବାଚି ରଇଲା, ସେମନର୍ ବିତ୍ରେଅନି ଅଲପ୍ କେତେଟା ଜିଉଦିମନ୍ ଅଗ୍ଲି ଆଚତ୍ ।
6 Men er det af Nåde, da er det ikke mere af Gerninger, ellers bliver Nåden ikke mere Nåde.
୬ପରମେସର୍ ସେମନ୍କେ ତାର୍ ନିଜର୍ ଜିବନ୍ ଦୁକାଇକରି ବାଚ୍ଲା ଆଚେ । ସେମନ୍ କରି ରଇବା ନିକ କାମର୍ ଲାଗି ନାଇ । ଜଦି ସେମନର୍ ନିକ କାମର୍ ଲାଗି ସେମନ୍କେ ବାଚିରଇତା, ତାର୍ ଜିବନ୍ ଦୁକାନି ସତ୍ ଜିବନ୍ ଦୁକାନି ନ ଅଇତା ।
7 Hvad altså? Det, Israel søger efter, har det ikke opnået, men Udvalget har opnået det; de øvrige derimod bleve forhærdede,
୭ତେବେ କାଇଟା ଅଇଲା? ଇସ୍ରାଏଲର୍ ଲକ୍ମନ୍ ନିଜେ ଦରମ୍ ବଲାଇଅଇବାକେ ଗଟେକ୍ ବାଟ୍ କଜ୍ଲାଇ । ମାତର୍ ତେଇଅନି ଗଟେକ୍ ସାନ୍ ଦଲ୍କେସେ ପର୍ମେସର୍ ବାଚିରଇଲା । ଆରି ବାକିଲକ୍ମନ୍ କେ ମିସା ସେ ଡାକ୍ଲାକେ ସୁନତ୍ ନାଇ ।
8 som der er skrevet: "Gud gav dem en Sløvheds Ånd, Øjne til ikke at se med, Øren til ikke at høre med indtil den Dag i Dag."
୮ସାସ୍ତରର୍ ବାକିଅ “ଜେନ୍ତିକି ପରମେସର୍ ସେମନର୍ ଆଁକି ଆରି ମନ୍ ବାନ୍ଦି ଦେଲା ଆଚେ । ଏବେ ଜାକ ସେମନ୍ ଦେକି ନାପାର୍ଲାଇନି କି ସୁନି ନାପାର୍ଲାଇନି ।”
9 Og David siger: "Deres Bord vorde til Snare og til Fælde og til Anstød og til Gengældelse for dem;
୯ସେମନର୍ ବିସଇନେଇ ଦାଉଦ୍ ଲେକ୍ଲା ଆଚେ, ସେମନ୍ ଆମେ ପାପ୍ କରୁନାଇ ବଲି ବୁଲ୍ ଚିନ୍ତା କରତ୍ । ସେମନ୍ ତେଇ ଅଦ୍ରି ଜାଅତ୍ । ଅଦ୍ରିଜାଇକରି ଡଣ୍ଡ୍ ପାଅତ୍ ।
10 deres Øjne vorde formørkede, så de ikke se, og bøj altid deres Ryg!"
୧୦ସେମନ୍ କାଣାକାଣି ଅଇକରି କାଇଟା ମିସା ଦେକି ନାପାରତ୍ । ସବୁବେଲେ ଦୁକ୍ କସ୍ଟ ପାଇପାଇ ସେମନର୍ ଆଁଟା ସବୁବେଲର୍ ପାଇ ବାଁକ୍ ଅଇଜାଅ ।
11 Jeg siger da: Mon de have stødt an, for at de skulde falde? Det være langt fra! Men ved deres Fald er Frelsen kommen til Hedningerne, for at dette kunde vække dem til Nidkærhed.
୧୧ମର୍ ସଙ୍ଗର୍ ଜିଉଦିମନ୍ ଜଟିଆଇ ଅଇକରି ଆଜିଜାଇ ନସ୍ଟ ଅଇଗାଲାଇ । ମାତର୍ ସେମନ୍କେ ବାଉଡାଇ ଆନ୍ବାକେ ପର୍ମେସର୍ ନାପାରେ ବଲି ବାବ୍ଲାସ୍ନି କି? ନାଇ ସେ ପାର୍ସି । ସେମନ୍ ପର୍ମେସରର୍ ବାକିଅ ନିଚ୍ଲାକେ ଜିଉଦି ନ ଅଇଲା ଲକ୍ମନ୍ ମୁକ୍ତି ପାଇଲାଇ ଆଚତ୍ । ଜେନ୍ତାରି କି ଜିଉଦିମନ୍ ଇଁସା ଅଇଜିବାଇ ।
12 Men dersom deres Fald er Verdens Rigdom, og deres Tab er Hedningers Rigdom, hvor meget mere skal deres Fylde være det!
୧୨ଜିଉଦିମନର୍ ନ ମାନ୍ବାଟା, ଜଗତର୍ ବିନ୍ ଲକ୍ମନ୍କେ ବେସି ଆସିର୍ବାଦ୍ ମିଲ୍ଲା । ଜିଉଦିମନ୍ ପର୍ମେସର୍କେ ନ ମାନ୍ଲାକେ ଜିଉଦି ନ ଅଇଲା ଲକ୍ମନ୍ ତାର୍ଟାନେ ଅନି ବଡ୍ ଆସିର୍ବାଦ୍ ପାଇଲାଇ । ସେନ୍ତାର୍ ଆଲେ ପଚ୍କେ ବାଚି ରଇବା ସବୁ ଜିଉଦିମନ୍ ବିସ୍ବାସ୍ କଲେ, ସେ ଆସିର୍ବାଦ୍ କେତେକ୍ ଅଦିକ୍ ଅଇସି ।
13 Og til eder, I Hedninger, siger jeg: For så vidt jeg nu er Hedningeapostel, ærer jeg min Tjeneste,
୧୩ଜିଉଦି ନଇଲା ଲକ୍ମନ୍, ତମ୍କେ ମୁଇ କଇଲିନି, ପେରିତ୍ସିସ୍ ଇସାବେ ତମର୍ ବିତ୍ରେ କାମ୍ କର୍ବାକେ ପର୍ମେସର୍ ମକେ ବାଚ୍ଲା ଆଚେ । ସେ ମକେ ଜେତ୍କି କାମ୍ ଦେଲାଆଚେ, ସେଟା ମୁଇ ଜତନ୍ସଙ୍ଗ୍ କଲିନି ।
14 om jeg dog kunde vække min Slægt til Nidkærhed og frelse nogle af dem.
୧୪ମୁଇ ତମ୍କେ ସାଇଜ କଲାର୍ପାଇ, ମର୍ ସଙ୍ଗର୍ ଜିଉଦିମନ୍ ଇଁସା ଅଅତ୍ ବଲି ମୁଇ ମନ୍ କଲିନି । କେ ଜାନେ ସେମନର୍ ବିତ୍ରେଅନି କେତେଲକ୍ ବିସ୍ବାସ୍ କରି ପର୍ମେସରର୍ ଡଣ୍ଡେଅନି ରକିଆ ପାଇବାଇ ।
15 Thi dersom deres Forkastelse er Verdens Forligelse, hvad bliver da deres Antagelse andet end Liv ud af døde?
୧୫ଜିଉଦିମନ୍ ପର୍ମେସରର୍ ଟାନେଅନି ବେଗଲ୍ଲାକେ, ଜିଉଦି ନ ଅଇଲା ଲକ୍ମନ୍ ତାର୍ ନିଜର୍ ଲକ୍ ଅଇପାର୍ଲାଇ । ସେନ୍ତାର୍ଆଲେ ଜିଉଦି ଲକ୍ମନ୍ ତାର୍ଟାନେ ଆରିତରେକ୍ ବାଉଡିଆଇଲେ, ଜିଉଦି ନ ଅଇଲା ଲକ୍ମନ୍କେ କେତେକ୍ ଅଦିକ୍ ଆସିର୍ବାଦ୍ ଅଇସି । ସେନ୍ତାରି ଅଇଲେ କେଡେକ୍ ନିକ କରମ୍! ସବୁ ମଲାଲକ୍ମନ୍ ଜିବନ୍ଅଇ ଉଟ୍ଲାପାରା ଅଇସି ।
16 Men dersom Førstegrøden er hellig, da er Dejgen det også; og dersom Roden er hellig, da ere Grenene det også.
୧୬ରୁଟିତେଇଅନି କଣ୍ଡେକ୍ ପରମେସର୍କେ ଦିଆଅଇରଇଲେ, ସବୁଜାକ ରୁଟି ଦିଆଅଇଲା ଆଚେ ବଲି ବାବ୍ବାର୍ । ଗଟେକ୍ ଗଚର୍ ଚେର୍ ସୁକଲ୍ ରଇଲେ, ତାର୍ କେନ୍ଦାକଡ୍ ମିସା ସୁକଲ୍ ଆଚେ ବଲି ବାବ୍ବାକେ ଅଇସି ।
17 Men om nogle af Grenene bleve afbrudte, og du, en vild Oliekvist, blev indpodet iblandt dem og blev meddelagtig i Olietræets Rod og Fedme,
୧୭ଇସ୍ରାଏଲ୍ କୁଟୁମର୍ ଲକ୍ମନ୍ ପର୍ମେସର୍ ଜତନ୍ କରିରଇବା ଗଟେକ୍ ଜିତ୍ ଗଚର୍ ପାରା । ସେ ଗଚେଅନି କେତେଟା କେନ୍ଦି ବାଙ୍ଗାଇକରି ବନର୍ ଜିତ୍ ଗଚର୍ କେନ୍ଦା ତେଇ, ଜଡିଆଚେ । ତମେ ଜିଉଦି ନ ଅଇଲା ଲକ୍ମନ୍ ସେ ବନର୍ ଜିତ୍ ଗଚ୍ ପାରା । ଏବେ ତମେ ଜିଉଦିମନର୍ ଡାଟ୍ ଆତ୍ମାର୍ ଜିବନ୍ତେଇ ଜଡିଅଇଆଚାସ୍ ।
18 da ros dig ikke imod Grenene; men dersom du roser dig, da bærer jo ikke du Roden, men Roden dig.
୧୮ସେଟାର୍ ପାଇ ତମେ ଜିଉଦିମନର୍ ଟାନେଅନି ବଡ୍ ବଲି ବାବାନାଇ । କାଇକେବଇଲେ ତମେ ଅବ୍କା କେନ୍ଦାସେ ଆରି କେନ୍ଦାମନର୍ କାଦି ଗଚର୍ ଚେରେଅନିସେ ଆଇସି । ଚେରର୍ କାଦି କେନ୍ଦାଇଅନି ନ ଆସେ ।
19 Du vil vel sige: Grene bleve afbrudte, for at jeg skulde blive indpodet.
୧୯“ଉଁ ତମେ କଇପାରାସ୍, ଜିଉଦି ନ ଅଇଲା ଲକ୍ମନ୍ ଆମେସେ ବଡ୍ । କାଇକେବଇଲେ ଆମ୍କେ ଜଡ୍ବାକେ କେନ୍ଦାମନ୍ ବାଙ୍ଗାଇଲାଇ ।”
20 Vel! ved deres Vantro bleve de afbrudte, men du står ved din Tro; vær ikke overmodig, men frygt!
୨୦ତମ୍କେ ଜଡିଆଚେ, ସେଟା ସତ୍ ସେ । ମାତର୍ ଜିଉଦିମନ୍ ବିସ୍ବାସ୍ ନ କଲାର୍ ପାଇ ପର୍ମେସର୍ ସେମନ୍କେ କାଟିଦେଲାଆଚେ । ତମେ ବିସ୍ବାସ୍ କଲାକେସେ ତମ୍କେ ଜଡିଆଚେ । ସେଟାର୍ପାଇ ବଡ୍ପନ୍ ନ ଅଇ ଡରିକରି ରୁଆ ।
21 Thi når Gud ikke sparede de naturlige Grene, vil han heller ikke spare dig.
୨୧କାଇକେବଇଲେ ଜଦି ଗଚେଅନି ନିଜେ ବାରଇଲା କେନ୍ଦା ପାରା ଜିଉଦିମନ୍କେ ପରମେସର୍ ବାଙ୍ଗାଇଦେଲା, ତେବେ ବନେଅନି ଆନି ଜଡିରଇବା କେନ୍ଦାମନ୍କେ କେତେକ୍ ଅଦିକ୍ ସେ ନ ବାଙ୍ଗାଏ? ସେ କେନ୍ଦାମନ୍ ଅଇଲାନି, ତମେ ବିସ୍ବାସ୍ ନ କଲା ଜିଉଦି ନଇବା ଲକ୍ମନ୍ ।
22 Så se da Guds Godhed og Strenghed: Over dem, som faldt, er der Strenghed, men over dig Guds Godhed, hvis du bliver i hans Godhed; ellers skal også du afhugges.
୨୨ଇତିଅନି ଆମେ ଦେକ୍ଲୁନି ପରମେସର୍ କେନ୍ତି ଆଲାଦ୍କାରିଆ, ଆରି ସାସନ୍କାରି ମିସା! ଜନ୍ ଲକ୍ମନ୍ ତାର୍ କାତା ମାନତ୍ ନାଇ, ସେମନ୍କେ ଡଣ୍ଡ୍ ଦେଲା । ମାତର୍ ତାର୍ ଦୟା ତମେ ଡାଟ୍ ସଙ୍ଗ୍ ଦାରିରଇଲେ, ସେ ତମ୍କେ ଦୟା ଦେକାଇସି । ଜଦି ସେନ୍ତାରି ନ କଲେ, ତମ୍କେ ମିସା କାଟିଦେଇସି ।
23 Men også hine skulle indpodes, dersom de ikke blive i Vantroen; thi Gud er mægtig til atter at indpode dem.
୨୩ଜଦି ଜିଉଦିମନ୍ ବିସ୍ବାସ୍ କଲେ, ଗଚର୍ ବୁନ୍ଦେ ରଇବା ତାକର୍ ଆଗର୍ ଜାଗାଇ ପର୍ମେସର୍ ସେମନ୍କେ ବାଉଡାଇସି । କାଇକେବଇଲେ ସେଟା ପର୍ମେସର୍ସେ କରିପାରେ ।
24 Thi når du blev afhugget af det Olietræ, som er vildt af Naturen, og imod Naturen blev indpodet i et ædelt Olietræ, hvor meget mere skulle da disse indpodes i deres eget Olietræ, som de af Natur tilhøre!
୨୪ତମେ ଜିଉଦିନଇଲା ଲକ୍ମନ୍ ବନର୍ ଜିତ୍ ଗଚର୍ ବାଙ୍ଗାଇଲା କେନ୍ଦାପାରା । ସବୁବେଲେ ଜଡ୍ବାଟାନେ କଲାପାରା ନ କରି, ପର୍ମେସର୍ ନିଜେ ଜତନ୍ କର୍ବା ଗଚେ, ତମ୍କେ ଜଡ୍ଲାଆଚେ । ଜିଉଦିମନ୍ ସେ ନିଜେ ଜତନ୍ କରିରଇବା ଗଚର୍ପାରା । ସେନ୍ତାର୍ଆଲେ ଗଚ୍ବୁନ୍ଦେ ରଇବା କେନ୍ଦାମନ୍କେ ଆଗର୍ ଜାଗାଇ ନେଇ ଜଡ୍ବାକେ କେତେକ୍ ଅଦିକ୍ ସଅଜ୍ ଅଇସି ।
25 Thi jeg vil ikke, Brødre! at I skulle være uvidende om denne Hemmelighed, for at I ikke skulle være kloge i eders egne Tanker, at Forhærdelse delvis er kommen over Israel, indtil Hedningernes Fylde er gået ind;
୨୫ଏ ବାଇବଇନିମନ୍, ଏ ବିସଇଟାନେ ଗଟେକ୍ ଲୁଚିରଇଲା ସତ୍ ତମେ ବୁଜା ବଲି ମୁଇ ମନ୍ କଲିନି । ଆମେ ଜିଉଦିମନର୍ ଟାନେଅନି ବଡ୍ ଆଚୁ ବଲି ତମେ ବଡ୍ପନ୍ ନ ଅଇବାକେ, ଏଟା ତମ୍କେ ବୁଜାଇଲିନି । ଜିଉଦିମନର୍ କାତା ନ ମାନ୍ବାଟା, ବେସିଦିନ୍ ଜାକ ନ ରଏ । ମାତର୍ ଜେତ୍କି ଜିଉଦି ନ ଅଇଲା ଲକ୍ମନ୍କେ ପର୍ମେସର୍ ବାଚ୍ଲାଆଚେ, ସେମନ୍ ବିସ୍ବାସ୍ କର୍ବାଜାକ ସେଟା ରଇସି ।
26 og så skal hele Israel frelses, som der er skrevet: "Fra Zion skal Befrieren komme, han skal afvende Ugudeligheder fra Jakob;
୨୬ତାର୍ ପଚେ ଇସ୍ରାଏଲିଅମନ୍ ସବୁ ଲକ୍ ଏ ସାସ୍ତରର୍ ଇସାବେ ରକିଆ ପାଇବାଇ । ମୁକ୍ତିକାରିଆ ଜିଉଦିମନର୍ ବିତ୍ରେ ଅନି ଆଇସି, ଆରି ତାର୍ ଲାଗି ଜାକୁବର୍ କୁଟୁମେଅନି ସବୁ ତାକର୍ କାରାପ୍ ଚଲାଚଲ୍ତି ଚାଡ୍ବାଇ ।
27 og dette er min Pagt med dem, når jeg borttager deres Synder."
୨୭ସେମନର୍ ପାପ୍ ରଇବା ଚଲାଚଲ୍ତି ମୁଇ ଦାରିଜିବାବେଲେ, ସେମନର୍ ସଙ୍ଗ୍ ଏ ରାଜିନାମା କର୍ବି ।
28 Efter Evangeliet er de vel Fjender for eders Skyld, men efter Udvælgelsen ere de elskede for Fædrenes Skyld;
୨୮ସୁବ୍ କବର୍ ବିସ୍ବାସ୍ ନ କରି ଜିଉଦିମନ୍ ପର୍ମେସରର୍ ସତ୍ରୁ ଅଇଗାଲାଇ । ଏନ୍ତାରି ଅଇଲାକେ ତମେ ଜିଉଦି ନ ଅଇଲା ଲକ୍ମନ୍ ମୁକ୍ତି ପାଇଲାସ୍ । ଏନ୍ତାରି ଅଇଲେମିସା ପର୍ମେସର୍ ଜନ୍ କାତା ତାକର୍ ଆନିଦାଦିମନ୍କେ ଦେଇରଇଲା, ଆରି ସେମନ୍ ତାର୍ ବାଚିରଇବା ଲକ୍ମନ୍ ଅଇଲାକେ ମିସା, ସେମନ୍ ତାର୍ ଲକ୍ ଅଇଆଚତ୍ ।
29 thi Nådegaverne og sit Kald fortryder Gud ikke.
୨୯କାଇକେବଇଲେ ପର୍ମେସର୍ ଜନ୍ ଲକ୍ମନ୍କେ ବାଚିକରି ଆସିର୍ବାଦ୍ କର୍ସି, ସେ ଦାନ୍ ଦେବାକେ ଜାଗର୍ତା ରଇସି ।
30 Thi ligesom I tilforn bleve ulydige imod Gud, men nu fik Barmhjertighed ved disses Ulydighed,
୩୦ଜିଉଦିନଇଲା ଲକ୍ମନ୍ ତମେ ପୁର୍ବେ ପରମେସରର୍ କାତା ନ ମାନ୍ତେ ରଇଲାସ୍, ମାତର୍ ଜିଉଦିମନ୍ କାତା ନ ମାନ୍ଲାର୍ ପାଇ, ଏବେ ତମେ ପରମେସରର୍ ଜିବନ୍ ଦୁକାନିର୍ ଆଲାଦ୍ ପାଇଆଚାସ୍ ।
31 således bleve også disse nu ulydige, for at også de måtte få Barmhjertighed ved den Barmhjertighed, som er bleven eder til Del.
୩୧ଏଟା ଜିଉଦି ଅଇରଇବା ଲକ୍ମନର୍ ପାଇ ମିସା ସେନ୍ତାରିସେ । ଏବେ ସେମନ୍ କାତା ନ ମାନ୍ଲେ ମିସା, ତମ୍କେ ଜେନ୍ତାରି ପର୍ମେସର୍ ଦୟା ଦେକାଇ ଆଲାଦ୍ କଲାଆଚେ, ସେ ପଚ୍କେ ସେମନ୍କେ ମିସା ଦୟା ଦେକାଇସି ।
32 Thi Gud har indesluttet alle under Ulydighed, for at han kunde forbarme sig over alle. (eleēsē )
୩୨ଗୁଲାଇ ମନସ୍ ଜାତି ତାର୍ କାତା ନ ମାନ୍ଲାକେ ଡଣ୍ଡ୍ ପାଇବାର୍ ଆଚେ ବଲି ପର୍ମେସର୍ ଦେକାଇଲା ଆଚେ । ତାର୍ ଜିବନ୍ ଦୁକାଇଲାଟା ସବୁକେ ଡିସ୍ସି ବଲି ଏନ୍ତାରି କଲାଆଚେ । (eleēsē )
33 O Dyb af Guds Rigdom og Visdom og Kundskab! hvor uransagelige ere hans Domme, og hans Veje usporlige!
୩୩ପରମେସରର୍ ଦୟା କେତେକ୍ ବଡ୍! ତାର୍ ଗିଆନ୍ ଆରି ବିଚାର୍ କର୍ବା ବପୁ କେ ବୁଜିନାପାରତ୍! ସେ ଜନ୍ଟା ଉଁ କର୍ସି, ସେଟା ଲକ୍ମନ୍ ବୁଜିନାପାରତ୍ । ସେ ଜନ୍ କାମ୍ କର୍ବାକେ ଗାଲାନି, ସେଟା କେ ବାତାଇ ନାପାରତ୍ ।
34 Thi hvem har kendt Herrens Sind? eller hvem blev hans Rådgiver?
୩୪କାଇକେବଇଲେ ସାସ୍ତରେ ଏନ୍ତାରି ଲେକା ଅଇଲାଆଚେ । “ପରମେସର୍ ମନେ ଚିନ୍ତା କର୍ବାଟା କେ ବୁଜି ପାରତ୍? ତାକେ କେ ମିସା ବୁଦିର୍ କାତା କଇବାକେ ଲଡାନାଇ ।”
35 eller hvem gav ham først, så at der skulde gives ham Gengæld derfor?
୩୫ତାକେ କାଇଟା ଉନା ନାଇ । ସେ ଆମର୍ ରୁଣି ଅଇବାକେ, ତାକେ କାଇଟା ଦେଇ ନାପାରୁ ।
36 Thi af ham og ved ham og til ham ere alle Ting; ham være Ære i Evighed! Amen. (aiōn )
୩୬ତିଆର୍ ଅଇଲା ସବୁ ବିସଇ ସେ ସେ ଚାଲାଇଲାନି । ଆରି ସବୁ ବିସଇ ତାର୍ପାଇସେ । ପର୍ମେସର୍, କାଲେ କାଲେ ଜୁଗେ ଜୁଗେ, ତାର୍ ଡାକ୍ପୁଟା ଅ । ଆମେନ୍! (aiōn )