< Aabenbaringen 20 >
1 Og jeg så en Engel stige ned fra Himmelen, han havde Afgrundens Nøgle og en stor Lænke i sin Hånd. (Abyssos )
୧ତାର୍ପଚେ ଏଦେ ଦେକା! ସର୍ଗେଅନି ଗଟେକ୍ ଦୁତ୍ ଉତ୍ରି ଆଇବାଟା ମୁଇ ଦେକ୍ଲି । ତାର୍ଲଗେ ପାତାଲର୍ କୁଚିକାଡି ଆରି ଗଟେକ୍ ବଜ୍ ରଇବା ସିକ୍ଲି ରଇଲା । (Abyssos )
2 Og han greb Dragen, den gamle Slange, som er Djævelen og Satan, og bandt ham for tusinde År
୨ସେ ଅସୁର୍ ସାଁପ୍କେ ଦାର୍ଲା । ଜନ୍ ଆଗର୍ କାଲେ ରଇଲା ସାଁପ୍, ସେଟା ଅଇଲାନି ସଇତାନ୍ । ତାକେ ଅଜାର୍ ବରସର୍ପାଇ ସିକ୍ଲିସଙ୍ଗ୍ ବାନ୍ଦିଦେଲା ।
3 og kastede ham i Afgrunden og lukkede og forseglede over ham, for at han ikke mere skulde forføre Folkeslagene, førend de tusinde År vare til Ende; derefter skal han løses en lille Tid. (Abyssos )
୩ଦୁତ୍ ତାକେ ପାତାଲେ ପିଙ୍ଗିଦେଲା ଆରି କୁଚି ପାକାଇକରି ସିଲ୍ ମାର୍ଲା । ଏନ୍ତାରି କଲାକେ ଅଜାର୍ ବରସ୍ ନ ସାର୍ତେ ସେ ବିନ୍ ବିନ୍ ରାଇଜର୍ ଲକ୍ମନ୍କେ ଆରି ନାଡାଇ ନାପାରେ । ତାର୍ପଚେ ଚନେକର୍ପାଇ ତାକେ ଚାଡିଦେବାଇ । (Abyssos )
4 Og jeg så Troner, og de satte sig på dem, og Dommermagt blev given dem; og jeg så deres Sjæle, som vare halshuggede for Jesu Vidnesbyrds og for Guds Ords Skyld, og dem, som ikke havde tilbedt; Dyret eller dets Billede og ikke havde taget Mærket på deres Pande og på deres Hånd; og de bleve levende og bleve Konger med Kristus i tusinde År.
୪ତାର୍ପଚେ ମୁଇ କେତେଟା ବସ୍ବା ଜାଗାମନ୍ ଦେକ୍ଲି । ଜେତ୍କି ଲକ୍ ବସ୍ବା ଜାଗାଇ ବସିରଇଲାଇ, ସେମନ୍କେ ନିଆଇ କର୍ବାକେ ବପୁ ଦିଆଅଇରଇଲା । ଆରି ତାଡ୍ନା ପାଇ ମରାଇଅଇରଇବା ଆତ୍ମାମନ୍କେ ଦେକ୍ଲି । ଜିସୁ ଜାନାଇରଇଲା ସତ୍ ଆରି ପର୍ମେସରର୍ ବାକିଅ ସେମନ୍ ଜାନାଇରଇଲାଇ । ପସୁକେ କି ତାର୍ ମୁର୍ତିକେ ସେମନ୍ ଜୁଆର୍ କରତ୍ନାଇ । ପସୁର୍ ଚିନ୍ ତାକର୍ କାପାଲେ କି ତାକର୍ ଆତେ ଗଦିଅଅତ୍ ନାଇ । ସେମନ୍ ଜିବନ୍ ପାଇଲାଇ ଆରି ଅଜାର୍ ବରସ୍ଜାକ କିରିସ୍ଟସଙ୍ଗ୍ ରାଜା ଇସାବେ ସାସନ୍ କଲାଇ ।
5 De øvrige af de døde bleve ikke levende, førend de tusinde År vare til Ende. Dette er den første Opstandelse.
୫ଅଜାର୍ ବରସ୍ ନ ସାର୍ବାଜାକ ମରିଜାଇରଇବା ଜେତ୍କି ବାକି ଲକ୍ ଜିବନ୍ ପାଅତ୍ନାଇ । ଏଟାଆକା ପର୍ତୁମ୍ ଜିବନ୍ ପାଇବାଟା ।
6 Salig og hellig er den, som bar Del i den første Opstandelse; over disse har den anden Død ikke Magt, men de skulle være Guds og Kristi Præster og skulle være Konger med ham i de tusinde År.
୬ମଲାତେଇଅନି ପର୍ତମେ ଜେତ୍କି ଲକ୍କେ ଉଟାଇରଇଲାଇ, ସେମନ୍ କେଡେକ୍ କରମର୍ ଲକ୍ । ପଚର୍ ମରନ୍ ତାକର୍ ଉପ୍ରେ ସାସନ୍ ନ କରେ । ସେମନ୍ ପର୍ମେସରର୍ ଆରି କିରିସ୍ଟର୍ ପୁଜାରି ଅଇବାଇ । ସେମନ୍ ତାକର୍ ସଙ୍ଗ୍ ଅଜାର୍ବରସ୍ ଜାକ ସାସନ୍ କର୍ବାଇ ।
7 Og når de tusinde År ere til Ende, skal Satan løses af sit Fængsel.
୭ଅଜାର୍ ବରସ୍ ସାର୍ଲାପଚେ ବନ୍ଦିଗରେଅନି ସଇତାନ୍କେ ମୁକ୍ଲାଇବାଇ ।
8 Og han skal gå ud for at forføre Folkeslagene ved Jordens fire Hjørner, Gog og Magog, for at samle dem til Krig; deres Tal er som Havets Sand.
୮ତେଇଅନି ଜଗତର୍ ରାଇଜ୍ମନ୍କେ ନାଡାଇବାକେ, ଗୁଲାଇ ଜଗତେ ବିଚିଅଇରଇବା ରାଇଜ୍ମନ୍କେ ନାଡାଇବାକେ ସେ ବାରଇସି । ସେଟା ଅଇଲାନି ଗଗ୍ ଆରି ମାଗଗ୍ । ସଇତାନ୍ ସେମନ୍କେ ଜୁଇଦ୍ କର୍ବାକେ ରୁଣ୍ଡାଇସି । ସମ୍ଦୁରେ ରଇବା ବାଲି ଜେତ୍କି ଆଚେ, ସେତ୍କି ଲକ୍ ସେମନ୍ ରଇବାଇ ।
9 Og de droge frem over Jordens Flade og omringede de helliges Lejr og den elskede Stad. Og Ild faldt ned fra Himmelen fra Gud og fortærede dem.
୯ସେମନ୍ ଗୁଲାଇ ଜଗତେ ବିଚି ଅଇବାଇ । ଆରି ପର୍ମେସରର୍ ଲକ୍ ବାସାଅଇରଇବା ଜାଗାଇ ଆରି ସେ ମନ୍କର୍ବା ନଅରର୍ ଚାରିବେଟ୍ତି ଆଇବାଇ । ମାତର୍ ଏଦେ ଦେକା! ସର୍ଗେଅନି ଜଇ ଅଦ୍ରି ସେମନ୍କେ କୁରୁପ୍ନାସ୍ କଲା ।
10 Og Djævelen, som forførte dem, blev kastet i Ild og Svovlsøen, hvor også Dyret og den falske Profet var; og de skulle pines Dag og Nat i Evighedernes Evigheder. (aiōn , Limnē Pyr )
୧୦ତାର୍ପଚେ ସଇତାନ୍ ଜେ କି ସେମନ୍କେ ନାଡାଇଲା, ଜଇ ଆରି ଗନ୍ଦ୍ରସ୍ ରଇବା ଗାଡେ ପିଙ୍ଗାଅଇଲା । ସେ ପସୁ ଆରି ମିଚ୍ କଇବା ବବିସତ୍ବକ୍ତା ଆଗେଅନି ତେଇ ପିଙ୍ଗାଅଇରଇଲାଇ । ସେମନ୍ ତେଇରଇକରି ଦିନ୍ ରାତି କାଲ୍ କାଲ୍ ଜୁଗ୍ ଜୁଗ୍ ସେ ଲକ୍ମନ୍କେ କାବା କରିରଇଲା, ତାକେ ଜଇ ଆରି ଗନ୍ଦ୍ତେ ରଇବା ଗାଡେ ନସ୍ଟ କରାଇଲା, ସେ ତେଇ ସେ ପସୁ ଆରି ମିଚ୍ସିକିଆ ଦେଉଁ ବାବବାଦିମନ୍ ମିସା ଆଚତ୍, ଆରି ସେ ଲକ୍ମନ୍ ଦିନ୍ରାତିଜାକ କସ୍ଟ ବଗ୍ବାଇ । (aiōn , Limnē Pyr )
11 Og jeg så en stor, hvid Trone og ham, som sad derpå; for hans Åsyn flyede Jorden og Himmelen, og der blev ikke fundet Sted for dem.
୧୧ତାର୍ପଚେ ମୁଇ ଗଟେକ୍ ବଡ୍ଟା ଦବ୍ ବସ୍ବା ଜାଗା ଆରି ଜେ ତାର୍ ଉପ୍ରେ ବସିରଇଲା, ତାକେ ଦେକ୍ଲି । ସରଗ୍ ଆରି ଦର୍ତନି ତାର୍ ମୁଆଟେଅନି ପାଲାଇଲାଇ ଆରି କେବେ ଡିସତ୍ନାଇ ।
12 Og jeg så de døde, de store og de små, stående for Tronen, og Bøger bleve åbnede; og en anden Bog blev åbnet, som er Livets Bog; og de døde bleve dømte efter det, som var skrevet i Bøgerne, efter deres Gerninger.
୧୨ତାର୍ପଚେ ମୁଇ ଜେତ୍କି ମଲା ବଡ୍ ସାନ୍ ଲକ୍କେ ଦେକ୍ଲି । ସେମନ୍ ବସ୍ବା ଜାଗାର୍ ମୁଆଟେ ଟିଆଅଇରଇବାଟା ମୁଇ ଦେକ୍ଲି । ବଇମନ୍ ଉଗାଡି ଅଇଲା, ଜିବନ୍ ରଇବା ଲକ୍ମନର୍ ବଇ ମିସା ଉଗାଡି ଅଇଲା । ସେମନ୍ କଲା କାମ୍ ଇସାବେ ମଲା ଲକ୍ମନ୍କେ ବିଚାର୍ କଲାଇ । ସେମନ୍ କରିରଇବା କାମ୍ମନ୍ ବଇଟାନେ ଆଗ୍ତୁଅନି ଲେକା ଅଇରଇଲା ।
13 Og Havet afgav de døde, som vare i det; og Døden og Dødsriget afgave de døde, som vare i dem, og de bleve dømte, hver efter sine Gerninger. (Hadēs )
୧୩ତାର୍ ପଚେ ସମ୍ଦୁରେ ଜେତ୍କିଲକ୍ ମରିରଇଲାଇ, ସେମନ୍ ବାରଇଆଇଲାଇ । ମରନ୍ ଆରି ପାତାଲ୍ ମିସା ସେମନ୍ ଦାରିରଇବା ମଲାଲକ୍ମନ୍କେ ଚାଡିଦେଲାଇ । ସେମନ୍କେ ସବୁକେ କରିରଇବା କାମ୍ ଇସାବେ ବିଚାର୍ନା କଲାଇ । (Hadēs )
14 Og Døden og Dødsriget bleve kastede i Ildsøen. Dette er den anden Død, Ildsøen. (Hadēs , Limnē Pyr )
୧୪ତାର୍ପଚେ ମଲା ଲକର୍ ଜାଗାଇଅନି ଆଇଲା ସବୁଲକର୍ ଗାଗଡ୍ ଆରି ଆତ୍ମା, ଜଇର୍ ଗାଡେ ପିଙ୍ଗ୍ଲାଇ । ସେ ଗାଡ୍ ଅଇଲାନି ଦୁଇ ଲମରର୍ ମରନ୍ (Hadēs , Limnē Pyr )
15 Og dersom nogen ikke fandtes skreven i Livets Bog, blev han kastet i Ildsøen. (Limnē Pyr )
୧୫ସେ ବେଲେ ଜେତ୍କି ଲକର୍ ନାଉଁ ଜିବନ୍ ରଇବା ବଇଟାନେ ଲେକା ନ ଅଇରଇଲା, ସେ ସବୁଲକ୍କେ ଜଇଲାଗ୍ବା ଗାଡେ ପିଙ୍ଗା ଅଇଲା । (Limnē Pyr )