< Matthæus 23 >
1 Da talte Jesus til Skarerne og til sine Disciple og sagde:
୧ଜିସୁ ସିସ୍ମନ୍କେ ଆରି ତେଇ ରୁଣ୍ଡି ରଇବା ଲକ୍ମନ୍କେ କଇଲା,
2 På Mose Stol sidde de skriftkloge og Farisæerne.
୨“ପାରୁସି ଆରି ଦରମ୍ ଗୁରୁମନ୍କେ ମସାର୍ ନିୟମର୍ ଅରତ୍ ବୁଜାଇ ଦେବାର୍ ଅଦିକାର୍ ଆଚେ ।
3 Gører og holder derfor alt, hvad de sige eder; men gører ikke efter deres Gerninger; thi de sige det vel, men gøre det ikke.
୩ସେମନ୍ ଜାଇଟା କର୍ବାକେ କଇଲାଇନି, ସେଟା କରା, ମାତର୍ ସେମନ୍ ଜାଇ ଜାଇଟା କଲାଇନି, ସେଟା ଦେକି ସେନ୍ତାରି କରାନାଇ । କାଇକେ ବଇଲେ ସେମନ୍ ନିଜେ ଜନ୍ ସିକିଆ ଦେବାଇ, ତାର୍ ଉଲ୍ଟା କର୍ବାଇ ।
4 Men de binde svare Byrder, vanskelige at bære, og lægge dem på Menneskenes Skuldre; men selv ville de ikke bevæge dem med en Finger.
୪ସେମନ୍ ତାକର୍ ସିକିଆ ସବୁ ଲକ୍ମନର୍ ପିଟି ଉପ୍ରେ ବେସି ବଜ୍ ପାରା ଲାଦିଦେବାଇ । ମାତର୍ ସେ ସବୁ ବଜର୍ ନିୟମ୍, ଚିନି ଆଙ୍ଗ୍ଟିତେଇ ଉଟାଇବା ଏତ୍କି ମିସା ସାଇଜ ନ କରତ୍ ।
5 Men de gøre alle deres Gerninger for at beskues af Menneskene; thi de gøre deres Bederemme brede og Kvasterne på deres Klæder store.
୫ସେମନ୍ ଲକ୍କେ ଦେକାଇଅଇବାକେ ସବୁ କାମ୍ କର୍ବାଇ । ସାସ୍ତର୍ ପଦ୍ ଲେକାଅଇଲା କେଡେ କେଡେ ବଡ୍ ବଡ୍ ଡଅଁରାମନ୍ କାପାଲେ ଆରି ପଡିଆଇ ବାନ୍ଦିଅଇ ଆଚତ୍ । ଆରି ଦେକା, ସେମନର୍ ବସ୍ତରର୍ ଜାଲି କେତେକ୍ ଡେଙ୍ଗ୍ ।
6 Og de ville gerne sidde øverst til Bords ved Måltiderne og på de fornemste Pladser i Synagogerne
୬ସେମନ୍ ବଜିମନ୍କେ ମୁକିଅ ଜାଗାଇ ଆରି ପାର୍ତନା ଗରେ ବାଚିଅଇରଇଲା ଜାଗା ଅଦିକାର୍ କର୍ବାକେ ମନ୍ କର୍ବାଇ ।
7 og lade sig hilse på Torvene og kaldes Rabbi af Menneskene.
୭ଆଟେ ବାଟେ ଆରି ଦୁକାନେ ଲକ୍ମନ୍ ସେମନ୍କେ ମାନିକରି ଜୁଆର୍ କରତ୍ ଆରି ‘ଗୁରୁ’ ବଲି ଡାକତ୍, ଏନ୍ତାରି ସେମନ୍ ମନ୍ କର୍ବାଇ ।
8 Men I skulle ikke lade eder kalde Rabbi; thi een er eders Mester, men I ere alle Brødre.
୮ମାତର୍ ତମ୍କେ କେ ଗୁରୁ ବଲି ଡାକ୍ବାର୍ ଦର୍କାର୍ ନାଇ । କାଇକେ ବଇଲେ ସବୁ ଲକ୍ ନିଜର୍ ନିଜର୍ ବିତ୍ରେ ବାଇ, ଆରି ତମର୍ ଗୁରୁ ଗଟେକ୍ ସେ ।
9 Og I skulle ikke kalde nogen på Jorden eders Fader; thi een er eders Fader, han, som er i Himlene.
୯ଆରି ଜଗତେ ତମେ କାକେ ବାବା ବଲି ଡାକ୍ବାକେ ଦର୍କାର୍ ନାଇ । କାଇକେ ବଇଲେ ତମର୍ ଗଟେକ୍ସେ ବାବା, ସେ ସର୍ଗେ ଆଚେ ।
10 Ej heller skulle I lade eder kalde Vejledere; thi een er eders Vejleder, Kristus.
୧୦ତମ୍କେ ନେତା ବଲି ମିସା କେ ନ ଡାକତ୍, କାଇକେ ବଇଲେ ଗଟେକ୍ ସେ ନେତା, ସେ ଅଇଲାନି ମାପ୍ରୁ ମସିଅ ।
11 Men den største iblandt eder skal være eders Tjener.
୧୧ତମର୍ ବିତ୍ରେ ଜେ ସବୁର୍ ଟାନେଅନି ମୁକିଅ, ସେ ତମର୍ ସେବା କର ।
12 Men den, som ophøjer sig selv, skal fornedres, og den, som fornedrer sig selv, skal ophøjes.
୧୨ଜେ ନିଜ୍କେ ବଡ୍ ବଲି କଇସି, ତାକେ ସାନ୍ କରାଅଇସି ଆରି ଜେ ନିଜ୍କେ ସାନ୍ ବଲି ବାବ୍ସି, ତାକେ ବଡ୍ କରାଅଇସି ।”
13 Men ve eder, I skriftkloge og Farisæere, I Hyklere! thi I tillukke Himmeriges Rige for Menneskene; thi I gå ikke derind, og dem, som ville gå ind, tillade I det ikke.
୧୩“ଅଇରେ ଦରମ୍ ଗୁରୁମନ୍ ଆରି ପାରୁସିମନ୍! ସେସ୍ବେଲେ ତମର୍ ଦସା କେତେ ଅଦିକ୍ ଅଇସି! ଏଇ ଟକାବଣ୍ଡା ଦଲ୍, ସରଗ୍ ରାଇଜେ କେଟ୍ବା ଦୁଆର୍ ତମେ ଡାବିଦେଇଆଚାସ୍! ନିଜେ ତେଇ କେଟାସ୍ ନାଇ ଆରି ଜନ୍ଲକ୍ମନ୍ ତେଇ କେଟ୍ବାକେ ମନ୍ କଲାଇନି, ସେମନ୍କେ ବାଟ୍ ଚାଡାସ୍ ନାଇ ।”
14 Ve eder, I skriftkloge og Farisæere, I Hyklere! thi I opæde Enkers Huse og bede på Skrømt længe; derfor skulle I få des hårdere Dom.
୧୪“ଏ କୁଟିଆଲ୍ ଦରମ୍ଗୁରୁମନ୍ ଆରି ପାରୁସିମନ୍! ତମର୍ ଇନସ୍ତା କେତେକ୍ କାକୁର୍ତି ଅଇସି । ତମେ ଚାଲାକି ଅଇକରି ଜବର୍ ପର୍ ପାର୍ତନା କର୍ସା । ମାତର୍ ରାଣ୍ଡି ମାଇଜିମନର୍ ଗର୍ମନ୍ ସବୁ ଦାପ୍ରେ ଗିଲିଦେଇସା । ତେବେ ତମ୍କେ ଅଦିକ୍ ଡଣ୍ଡ୍ ଦିଆଅଇସି ।”
15 Ve eder, I skriftkloge og Farisæere, I Hyklere! thi I drage om til Vands og til Lands for at vinde en eneste Tilhænger; og når han er bleven det, gøre I ham til et Helvedes Barn, dobbelt så slemt, som I selv ere. (Geenna )
୧୫ଏ ଟକାବଣ୍ଡା ଦରମ୍ଗୁରୁମନ୍ ଆରି ପାରୁସିମନ୍! ତମେ କେଡେ ଇନସ୍ତା ଅଇ କାକୁର୍ତି ଅଇସା । ସମ୍ଦୁର୍ ଲଙ୍ଗି ବିନ୍ ବିନ୍ ଦେସ୍ମନ୍କେ ଜାଇ ଗଟେକ୍ ଲକ୍କେ ତମର୍ ଦରମ୍ଟାନେ ମିସାଇବାକେ କଜି ବୁଲ୍ଲାସ୍ନି । ମାତର୍ ସେନ୍ତାର୍ ଗଟେକ୍ ଲକ୍କେ ମିଲାଇଲେ, ତାକେ ତମର୍ ଟାନେଅନି ଅଦିକ୍, ନରକର୍ ଡଣ୍ଡ୍ ପାଇବାକେ ବାଚ୍ଲାସ୍ନି । (Geenna )
16 Ve eder, I blinde Vejledere! I, som sige: Den, som sværger ved Templet, det er intet; men den, som sværger ved Guldet i Templet, han er forpligtet.
୧୬ଏଇ ବାଟ୍ ଦେକାଉ କାଣାମନ୍! ତମର୍ ଦସା କେତେକ୍ ଇନସ୍ତା ଅଇସି । କେ ମନ୍ଦିରର୍ ନାଉଁ ଦାରି ପର୍ମାନ୍ କଲେ, ସେଟା ସେମନ୍ ମାନ୍ବାର୍ ବାଦିଅ ନାଇ, ମାତର୍ ମନ୍ଦିରେ ରଇଲା ସୁନାର୍ ନାଉଁ ଦାରି ଜେ ପର୍ମାନ୍ କର୍ସି, ତାକେ ସେଟା ମାନ୍ବାକେ ପଡ୍ସି ବଲି ତମେ ସିକାଇତେ ରଇସା ।
17 I Dårer og blinde! hvilket er da størst? Guldet eller Templet, som helliger Guldet?
୧୭ଏଇ ବୁଦି ନ ରଇବା କାଣାମନ୍! ସୁନା ବଡ୍, କି ସୁନାକେ ସୁକଲ୍ କର୍ତେ ରଇବା ମନ୍ଦିର୍ ବଡ୍?
18 Fremdeles: Den, som sværger ved Alteret, det er intet; men den, som sværger ved Gaven derpå, han er forpligtet.
୧୮ଗଟେକ୍ ଲକ୍ ବେଦିର୍ ନାଉଁ ଦାରି ପର୍ମାନ୍ କଲେ ସେ ସେଟା ମାନ୍ବାର୍ ଆକା ଆଚେ ବଲି ନଏଁ, ମାତର୍ ବେଦି ଉପ୍ରେ ସଙ୍ଗଇ ରଇବା ମାପ୍ରୁକେ ଦେଲାଟା ନାଉଁଦାରି ପର୍ମାନ୍ କଲେ, ସେଟା ମାନ୍ବାଟା ବଲି ତମେ ସିକାଇତେ ରଇସା ।
19 I Dårer og blinde! hvilket er da størst? Gaven eller Alteret, som helliger Gaven?
୧୯ତମେ କେଡେବଡ୍ କାଣାମନ୍! କନ୍ଟା ମୁକିଅ? ମାପ୍ରୁକେ ଦେଲାଟା କି, ମାପ୍ରୁକେ ଦେଲାଟା ସୁକଲ୍ କର୍ତେ ରଇବା ବେଦି?
20 Derfor, den, som sværger ved Alteret, sværger ved det og ved alt det, som er derpå.
୨୦ତେବର୍ ପାଇ କେ ମିସା ବେଦିର୍ ନାଉଁ ଦାରି ପର୍ମାନ୍ କଲେ, ସେ ବେଦି ଆରି ତାର୍ ଉପ୍ରେ ରଇବା ମାପ୍ରୁକେ ଦେଇ ରଇବା ସବୁ ଜିନିସ୍ ନାଉଁ ଦାରି ପର୍ମାନ୍ କର୍ସି ।
21 Og den, som sværger ved Templet, sværger ved det og ved ham, som bor deri.
୨୧କେ ମିସା ମନ୍ଦିରର୍ ନାଉଁ ଦାରି ପର୍ମାନ୍ କଲେ, ସେ ମନ୍ଦିର୍ ଆରି ତେଇ ବାସା ଅଇରଇବା ପର୍ମେସରର୍ ନାଉଁ ଦାରି ପର୍ମାନ୍ କର୍ସି ।
22 Og den, som sværger ved Himmelen, sværger ved Guds Trone og ved ham, som sidder på den.
୨୨କେ ମିସା ସରଗର୍ ନାଉଁ ଦାରି ପର୍ମାନ୍ କଲେ, ସେ ପରମେସରର୍ ବସ୍ବା ଜାଗା ଆରି ସେ ବସ୍ବା ଜାଗାଇ ବସି ରଇବା ପର୍ମେସରର୍ ନାଉଁ ଦାରି ପର୍ମାନ୍ କର୍ସି ।
23 Ve eder, I skriftkloge og Farisæere, I Hyklere! thi I give Tiende af Mynte og Dild og Kommen og have forsømt de Ting i Loven, der have større Vægt, Retten og Barmhjertigheden og Troskaben. Disse Ting burde man gøre og ikke forsømme hine.
୨୩ଏଇ କୁଟିଆଲ୍ ଦରମ୍ଗୁରୁମନ୍ ଆରି ପାରୁସିମନ୍, ତମର୍ ଦସା କେଡେ ଇନସ୍ତା ଆରି କାକୁର୍ତି ଅଇସି! ତମେ ପର୍ମେସରର୍ ପାଇ ବଲି ସାନ୍ ସାନ୍ ଜିନିସ୍ ଅଇଲେ ମିସା ଦସ୍ବାଗ୍ ଅନି ବାଗେକ୍ ଦାନ୍ କର୍ସା, ମାତର୍ ନିଆଇ, ଦୟା, ବିସ୍ବାସ୍ ଏନ୍ତି ମୁକିଅ ମୁକିଅ ବିସଇର୍ ନିୟମର୍ ସିକିଆ ଏଲା କଲାସ୍ନି । ପୁର୍ବର୍ ମୁକିଅ ବିସଇ ଏଲା ନ କରି, ଏ ସବୁଜାକ ଆଗ୍ତୁଅନିସେ ଅବିଆସ୍ କର୍ବାର୍ ରଇଲା ।
24 I blinde Vejledere, I, som si Myggen af, men nedsluge Kamelen!
୨୪ଏଇ ବାଟ୍ଦେକାଇବା କାଣା ଲକ୍ମନ୍! ତମେ କାଇବାବେଲେ କେଡେବଲ୍ ତେଇ କାଇଆଲେ କିଡା ଅଦ୍ରି ରଇସି ବଲି ସେଟା ଚାନି ପାକାଇତେ ରଇସା । ମାତର୍ ତମେ ଗଟେକ୍ ଗଟେକ୍ ବଡ୍ ପସୁକେ ମିସା ଗିଲି କାଇପାକାଇସା ।
25 Ve eder, I skriftkloge og Farisæere, I Hyklere! thi I rense det udvendige af Bægeret og Fadet; men indvendigt ere de fulde af Rov og Umættelighed.
୨୫ସାରାସାରି ଦିନେ ତମେ କେଡେ କାକୁର୍ତି ଅଇସା, ଏଇ କୁଟିଆଲ୍ ଦରମ୍ ଗୁରୁ ଆରି ପାରୁସିମନ୍! ତମେ ଉପ୍ରେ ଉପ୍ରେ ତାଲାଗିନା ମାଜି ପରିଚଲ୍ କରିରଇସା, ମାତର୍ ସେ ବିତ୍ରେ ଇଁସା ଆରି ନିଜର୍ ବିସଇ ଚିନ୍ତା କର୍ବାଟା ବର୍ତି ଅଇରଇସି ।
26 Du blinde Farisæer! rens først det indvendige af Bægeret og Fadet, for at også det udvendige af dem kan blive rent.
୨୬ଏଇ କାଣା ପାରୁସିମନ୍! ମୁତାର୍ ବିତ୍ରେ ରଇବାଟା ଆଗ୍ତୁ ପରିଚଲ୍ କରା, ସେନ୍ତାର୍ କଲେ ଉପ୍ରର୍ଟା ମିସା ପରିଚଲ୍ ଅଇଜାଇସି ।
27 Ve eder, I skriftkloge og Farisæere, I Hyklere! thi I ere ligesom kalkede Grave, der jo synes dejlige udvendigt, men indvendigt ere fulde af døde Ben og al Urenhed.
୨୭ଏଇ ଦରମ୍ ଗୁରୁମନ୍ ଆରି ପାରୁସିମନ୍! ତମ୍କେ କେଡେ ବଡ୍ ଡଣ୍ଡ୍ ମିଲ୍ସି । ଏଇ କୁଟିଆଲ୍ମନ୍! ତମେ ଉପ୍ରେ ଉପ୍ରେ ଚୁନ୍ସଙ୍ଗ୍ ସାରଇ ରଇବା ଗୁଡାମ୍ ପାରା । ଏଟାମନ୍ ଉପ୍ରେ ସୁନ୍ଦର୍ ଡିସ୍ସି, ମାତର୍ ବିତ୍ରେ କୁଇଲା ମଡ୍ ଆରି ଆଡ୍ଗଡ୍ ବର୍ତି ଅଇରଇସି ।
28 Således synes også I vel udvortes retfærdige for Menneskene; men indvortes ere I fulde af Hykleri og Lovløshed.
୨୮ସେନ୍ତାରିସେ ତମେ ମିସା ବାଇରେ ଲକ୍ମନର୍ ଦେକ୍ତେ ଦରମ୍ ପାରା ଡିସ୍ତେରଇସା, ମାତର୍ ତମର୍ ବିତ୍ରେ କୁଟ୍ କାତା, ଆଁକାର୍, ଆରି ପାପ୍ ବର୍ତି ଅଇଆଚେ ।
29 Ve eder, I skriftkloge og Farisæere, I Hyklere! thi I bygge Profeternes Grave og pryde de retfærdiges Gravsteder og sige:
୨୯ଏଇ ଦରମ୍ଗୁରୁମନ୍ ଆରି ପାରୁସିମନ୍! ଏ ଟକାବଣ୍ଡା କରୁମନ୍! ତମର୍ ପାଇ ଏଟା କେଡେକ୍ ଇନସ୍ତାର୍ ବିସଇ । ତମେ ବବିସତ୍ବକ୍ତାମନର୍ ପାଇ ସୁନ୍ଦର୍ ସୁନ୍ଦର୍ ସମାଦି ତିଆର୍ କଲାସ୍ନି ଆରି ଦରମ୍ ଲକ୍ମନ୍କେ ସବୁ ଦିନ୍ ଏତାଇବାକେ ନାଉଁ ଲେକି ଡସାଇଲାସ୍ନି ।
30 Havde vi været til i vore Fædres Dage, da havde vi ikke været delagtige med dem i Profeternes Blod.
୩୦ଆରି ତମେସେ କଇଲାସ୍ନି ଜଦି ତମର୍ ଆନିଦାଦିମନର୍ ବେଲେ, ତମେ ରଇତାସ୍ ବଇଲେ, ସେମନର୍ ପାରା ଚଲାଚଲ୍ତି ନ କର୍ତାସ୍, କି ବବିସତ୍ବକ୍ତାମନ୍କେ ନ ମରାଇତାସ୍ ।
31 Altså give I eder selv det Vidnesbyrd, at I ere Sønner af dem, som have ihjelslået Profeterne.
୩୧ଏ କାତା କଇଲାର୍ ପାଇ ତମେ ବବିସତ୍ବକ୍ତାମନ୍କେ ମରାଉମନର୍ ନାତି ତିତିର୍ ଲକ୍ ବଲି ଏବେ ମାନ୍ଲାସ୍ନି ।
32 Så gører da også I eders Fædres Mål fuldt!
୩୨ତେବେ ତମେ ଆଗ୍ତୁ ଉଆ । ତମର୍ ଆନିଦାଦିମନ୍ କରିରଇବା କର୍ତା କାମ୍ ପୁରାପୁରୁନ୍ ସାରାଇ ଦିଆସ୍ ।
33 I Slanger! I Øgleunger! hvorledes kunne I undfly Helvedes Dom? (Geenna )
୩୩ଏଇ ସାଁପ୍ମନ୍! ବିସ୍ରଇବା ସାଁପର୍ କୁଟୁମର୍ ପାରା ଲକ୍ମନ୍, ତମେ କେନ୍ତି ନରକର୍ ଡଣ୍ଡେଅନି ରକିଆ ମିଲ୍ସି ବଲି ଆସା କଲାସ୍ନି? (Geenna )
34 Derfor se, jeg sender til eder Profeter og vise og skriftkloge; nogle af dem skulle I slå ihjel og korsfæste, og nogle af dem skulle I hudstryge i, eders Synagoger og forfølge fra Stad til Stad,
୩୪ସେଟାର୍ ପାଇ ମୁଇ ତମ୍କେ କଇଲିନି, ତମର୍ ଲଗେ ବବିସତ୍ବକ୍ତାମନ୍କେ, ସିକାଇବା ଗୁରୁମନ୍କେ ଆରି ଗିଆନ୍ ରଇବା ବଡ୍ ଲକ୍ମନ୍କେ ମୁଇ ପାଟାଇବି । ତାକର୍ ବିତ୍ରେଅନି ତମେ କେତେ ଲକ୍କେ ମରାଇସା, କେତେ ଲକ୍କେ କୁର୍ସେ ଚଗାଇସା, ଆରି ବାକି ଲକ୍ମନ୍କେ ପାର୍ତନା ଗରେଅନି କର୍ଡା ସଙ୍ଗ୍ ମାରି ମାରି ଗଟେକ୍ ନଅରେ ଅନି ଆରିଗଟେକ୍ ନଅରେ କେଦି ଦେଇସା ।
35 for at alt det retfærdige Blod skal komme over eder, som er udgydt på Jorden, fra den retfærdige Abels Blod indtil Sakarias's, Barakias's Søns, Blod, hvem I sloge ihjel imellem Templet og Alteret.
୩୫ଜେନ୍ତିକି ଏବଲର୍ ବେଲେଅନି ଆରାମ୍ କରି ବର୍କିଆର୍ ପ ଜିକରିୟର୍ ଜାକ, ଜାକେ କି ତମେ ମନ୍ଦିର୍ ଆରି ବେଦିର୍ ମଜାଇ ମରାଇରଇଲାସ୍, ଦସ୍ ନ କରିରଇବା ସବୁ ଲକ୍ମନ୍କେ ମରାଇଲା ପାଇ ତମେ ଦସିଅଇ ଡଣ୍ଡ୍ ପାଇସା ।
36 Sandelig, siger jeg eder, alt dette skal komme over denne Slægt.
୩୬ମୁଇ ସତ୍ କଇଲିନି, ଏ ସବୁ ଲକ୍ମନ୍କେ ମରାଇଲା ପାଇ ଏ ଜୁଗର୍ ଲକ୍ମନ୍ ଡଣ୍ଡ୍ ପାଇବାଇ ।
37 Jerusalem! Jerusalem! som ihjelslår Profeterne og stener dem, som ere sendte til dig, hvor ofte vilde jeg samle dine Børn, ligesom en Høne samler sine Kyllinger under Vingerne! Og I vilde ikke.
୩୭ଏ ଜିରୁସାଲାମ୍, ଏ ଜିରୁସାଲାମ୍, ତୁଇ ବବିସତ୍ବକ୍ତାମନ୍କେ ମରାଇଲୁସ୍ନି ଆରି ପର୍ମେସର୍ ପାଟାଇରଇଲା କବର୍ ଆନୁମନ୍କେ ପାକ୍ନା ମାରି ମରାଇଲୁସ୍ନି । ମାଇ କୁକ୍ଡା ତାର୍ ଟିଅଁମନ୍କେ ଡେନା ବିତ୍ରେ ଦାରି ଅଲଣ୍ଡ୍ଲାପାରା, ତର୍ ଲକ୍ମନ୍କେ ମୁଇ ପାଟାଲି ରକିଆ କର୍ବାକେ କେତେ କେତେ ତର୍ ଚେସ୍ଟା କଲି । ମାତର୍ ମକେ ସେନ୍ତାରି କର୍ବାକେ ଦେଉସ୍ ନାଇ ।
38 Se, eders Hus lades eder øde!
୩୮ସେଟାର୍ ପାଇ ତର୍ ମନ୍ଦିର୍ ବାଙ୍ଗିରୁଜି ଚିନ୍ବିନ୍ ଅଇଜାଇସି ।
39 Thi jeg siger eder: I skulle ingenlunde se mig fra nu af, indtil I sige: Velsignet være den, som kommer, i Herrens Navn!"
୩୯ମାତର୍ ମୁଇ କଇଲା କାତା ରଇସି, ମାପ୍ରୁର୍ ନାଉଁ ଦାରି ଜେ ଆଇଲାନି, ସେ କେଡେ କରମର୍ ଲକ୍ ବଲି ଏଟା ଜେବେ ଜାକ ନ କୁଆସ୍, ଆଜିଅନି ଆରି କେବେ ମକେ ଦେକି ନାପାରାସ୍ ।