< Markus 8 >

1 I de Dage da der atter var en stor Skare, og de intet havde at spise, kaldte han sine Disciple til sig og siger til dem:
ସେବେଲେ ଆରି ତରେକ୍‌ ବେସି ଲକ୍‌ମନ୍‌ ମିସ୍‌ଲାଇ, ଆରି ସେମନର୍‌ ଲଗେ କାଇବା ପିଇବାକେ କାଇଟା ନ ରଇଲାଜେ ଜିସୁ ସିସ୍‌ମନ୍‌କେ ଲଗେଡାକି କଇଲା,
2 "Jeg ynkes inderligt over Skaren; thi de have allerede tøvet hos mig i tre Dage og have intet at spise.
“ଏ ଲକ୍‌ମନ୍‌କେ ଦେକି ମକେ ଦୁକ୍‌ ଲାଗ୍‌ଲାନି, କାଇକେବଇଲେ ଏମନ୍‌ ତିନ୍‌ଦିନ୍‌ ଅଇଲାନି ମର୍‌ ସଙ୍ଗ୍‍ ଆଚତ୍‌ ଆରି ଏମନର୍‌ ଲଗେ କାଇବାକେ କାଇଟା ମିସା ନାଇ ।
3 Og dersom jeg lader dem gå fastende hjem, ville de vansmægte på Vejen, og nogle af dem ere komne langvejsfra."
ତେବେ ମୁଇ ସେମନ୍‌କେ ନ କୁଆଇତେ ଗରେ ପାଟାଇଲେ, ବାଟେ ସେମନର୍‌ ଚେତା ଆଜିଜାଇସି, ସେମନର୍‌ ବିତ୍‌ରେ କେତେକ୍‌ ଲକ୍‌ ଦୁରେଅନି ଆସି ଆଚତ୍‌ ।”
4 Og hans Disciple svarede ham: "Hvorfra skal nogen kunne mætte disse med Brød her i en Ørken?"
ସିସ୍‌ମନ୍‌ ତାକେ କଇଲାଇ, “ଇତି ଏ ଚିମ୍‌ରା ଜାଗାଇ ଲକ୍‌ ନ ରଇବାଟାନେ କନ୍ତିଅନି ରୁଟି ଆନି ଏମନ୍‌କେ ପେଟ୍‌ ପୁରାଇବାର୍‌?”
5 Og han spurgte dem: "Hvor mange Brød have I?" Og de sagde:"Syv."
ଜିସୁ ସେମନ୍‌କେ ପାଚାର୍‌ଲା, “ତମର୍‌ଲଗେ କେତେଟା ରୁଟିଆଚେ?” ସେମନ୍‌ କଇଲାଇ, “ସାତ୍‌ଟା ।”
6 Og han byder Skaren af sætte sig ned på Jorden; og han tog de syv Brød, takkede, brød, dem og gav sine Disciple dem, at de skulde lægge dem for; og de lagde dem for Skaren.
ତେଇ ଜିସୁ ସେ ସବୁ ଲକ୍‌ମନ୍‌କେ ବୁଏଁ ବସ୍‌ବାକେ କଇଲା, ଆରି ସେ ସାତ୍‌ଟା ରୁଟି ଦାରିକରି ପର୍‌ମେସର୍‌କେ ଦନିଅବାଦ୍‌ ଦେଇ ସେଟା ସବୁ ବାଙ୍ଗାଇକରି ବାଟାକରିଦେବାକେ ତାର୍‌ ସିସ୍‌ମନ୍‌କେ ଦେଲା । ଆରି ସେମନ୍‌ ଲକ୍‌ମନ୍‌କେ ସେଟା ବାଟାକଲାଇ ।
7 Og de havde nogle få Småfisk; og han velsignede dem og sagde, af også disse skulde lægges for.
ସେମନର୍‌ ଲଗେ ଜଡେକ୍‌ ପାରା କେତେଟା ସାନ୍‌ ମାଚ୍‌ ରଇଲା, ସେଟା ମିସା ସେ ପର୍‌ମେସର୍‌କେ ଦନିଅବାଦ୍‌ ଦେଇ ବାଟାକର୍‌ବାକେ କଇଲା ।
8 Og de spiste og bleve mætte; og de opsamlede af tiloversblevne Stykker syv Kurve.
ତେଇ ସେମନ୍‌ ସବୁ ଲକ୍‌ ପେଟ୍‍ପୁର୍‌ତେ କାଇଲାଇ ଆରି ଅଗଲ୍‌ଲାଟା ସାତ୍‌ଡାଲା ବେଟ୍‌ଲାଇ ।
9 Men de vare omtrent fire Tusinde; og han lod dem gå bort.
ତେଇ ଚାରିଅଜାର୍‌ ଲକ୍‌ମନ୍‌ ରଇଲାଇ ।
10 Og straks gik han om Bord i Skibet med sine Disciple og kom til Dalmanuthas Egne.
୧୦ତାର୍‌ପଚେ ଜିସୁ ଲକ୍‌ମନ୍‌କେ ପାଟାଇ ଦେଲା ଆରି ନିଜର୍‌ ସିସ୍‌ମନର୍‌ ସଙ୍ଗ୍‍ ଡଙ୍ଗାଇ ଚଗି ଦଲ୍‌ମନୁତା ନାଉଁର୍‌ ଗଟେକ୍‌ ଜାଗାଇ ଆଇଲା ।
11 Og Farisæerne gik ud og begyndte at strides med ham og forlangte af ham et Tegn fra Himmelen for at friste ham.
୧୧ପଚେ ପାରୁସିମନ୍‌ ବାରଇ ଆସି ଜିସୁର୍‌ ସଙ୍ଗ୍‍ ଦଦାପେଲା ଅଇବାର୍‌ ଦାର୍‌ଲାଇ । ତାକେ ପରିକା କର୍‌ବାକେ ପାନ୍ଦେ ପାକାଉଁ ବଲି ମନ୍‍କରି, ସେ ଜେ ପର୍‌ମେସର୍‌ଟାନେଅନି ଆସିଆଚେ, ଏଟା ଦେକାଇବାକେ ଆକାସେଅନି ଗଟେକ୍‌ କାବାଅଇଜିବା ଚିନ୍‌ ଦେକାଆ ବଲି କଇଲାଇ ।
12 Og han sukkede dybt i sin Ånd og siger: "Hvorfor forlanger denne Slægt et Tegn? Sandelig, siger jeg eder, der skal ikke gives denne Slægt noget Tegn!"
୧୨ଜିସୁ ଗଟେକ୍‌ ଡେଙ୍ଗ୍‌ପୁଣ୍ଡା ପୁଣ୍ଡିକରି କଇଲା, “ଏବର୍‌ ଲକ୍‌ମନ୍‌ କାଇକେ କାବା ଅଇବା ଚିନ୍‌ ମାଙ୍ଗ୍‌ଲାଇନି? ମୁଇ ତମ୍‌କେ ସତ୍‌ କଇଲିନି, ଆଜିକାଲିର୍‌ ଏ ଲକ୍‌ମନ୍‌କେ କାବା ଅଇବା କାଇ ଚିନ୍‌ ମିସା ଦେକାଇ ନଏଁ ।”
13 Og han forlod dem og gik atter om Bord og for over til hin Side.
୧୩ତାର୍‌ପଚେ ଜିସୁ ଆରି ତାର୍‌ ସିସ୍‌ମନ୍‌ ସେମନ୍‌କେ ତେଇ ଚାଡି ଡଙ୍ଗାଇ ଚଗି ଆରି ତରେକ୍‌ ଗାଡ୍‌ ସେପାଟେ ଗାଲା ।
14 Og de havde glemt at tage Brød med og havde kun eet Brød med sig i Skibet.
୧୪ଜିସୁର୍‌ ସିସ୍‌ମନ୍‌ ଡଙ୍ଗାଇ ଗାଲାବେଲେ କାଇବାକେ ରୁଟି ନେବାକେ ପାସ୍‌ରିଜାଇରଇଲାଇ । ସେମନର୍‌ଟାନେ ଏକାଇ ଗଟେକ୍‌ ସେ ରୁଟି ରଇଲା ।
15 Og han bød dem og sagde: "Ser til, tager eder i Vare for Farisæernes Surdejg og Herodes's Surdejg!"
୧୫ଜିସୁ ସେମନ୍‌କେ ଜାଗ୍‌ରତ୍‌ କରାଇ କଇଲା, “ପାରୁସିମନର୍‌ ଆରି ଏରଦର୍‌କମିର୍‌ ଅନି ତରିକ୍‌ନା ଅଇ ରୁଆ ।”
16 Og de tænkte med hverandre: "Det er, fordi vi ikke have Brød."
୧୬ଏଟା ସୁନି ସିସ୍‌ମନ୍‌ ନିଜର୍‌ ନିଜର୍‌ ବିତ୍‌ରେ କାତାବାର୍‌ତା ଅଇକରି କଇଲାଇ, “ଆମର୍‌ଲଗେ କାଇବାକେ ରୁଟିନାଇ ବଲି ସେ ଏନ୍ତାରି କଇଲାଇନି ।”
17 Og da han mærkede dette, siger han til dem: "Hvorfor tænke I på, at I ikke have Brød? Skønne I ikke endnu, og forstå I ikke? Er eders Hjerte forhærdet?
୧୭ସେମନ୍‌ କାଇ ବିସଇନେଇ କାତାବାର୍‌ତା ଅଇଲାଇନି ବଲି ଜିସୁ ଜାନିକରି ସେମନ୍‌କେ କଇଲା, “ତମର୍‌ ଲଗେ ଜେତ୍‌କି ଦର୍‌କାର୍‌ ଆଚେ, ସେତ୍‌କି ରୁଟିନାଇ ବଲିକରି ତମେ କାଇକେ କାତାବାର୍‌ତା ଅଇଲାସ୍‌ନି? ଏବେଜାକ ତମେ କାଇ ଦେକାସ୍‌ ନାଇ କି ବୁଜାସ୍‌ନାଇ? ତମର୍‌ ମନ୍‌ କାଇ ଆଁଟ୍‌ ଅଇଗାଲା ଆଚେ କି?
18 Have I Øjne og se ikke? Og have I Øren og høre ikke? Og komme I ikke i Hu?
୧୮ଆଁକି ରଉ ରଉ ଦେକାସ୍‌ ନାଇ? ଆରି, କାନ୍‌ ରଉ ରଉ ସୁନାସ୍‌ ନାଇ? ଆମର୍‌ଟାନେ ଜେଡେବେଲେ କାଇବାକେ ଉନା ରଇଲା, ସେ ବେଲେ ମୁଇ କାଇଟା କରିରଇଲି? ସେ ବିସଇ ତମେ ଏତାଆସ୍‌ ନାଇକି?
19 Da jeg brød de fem Brød til de fem Tusinde, hvor mange Kurve fulde af Stykker toge I da op?" De sige til ham: "Tolv."
୧୯ମୁଇ ଜେଡେବେଲେ ପାଁଚ୍‌ ଅଜାର୍‌ ଲକର୍‌ ବିତ୍‌ରେ ପାଁଚ୍‌ଟା ରୁଟିବାଙ୍ଗାଇ ରଇଲି, ସେଡ୍‌କି ବେଲେ ତମେମନ୍‌ ସବୁ କେତେକ୍‌ ଡାଲା ବାଙ୍ଗ୍‌ଲା କଣ୍ଡ୍‌ ବେଟି ନେଇ ରଇଲାସ୍‌, ସେଟାକାଇ ତମର୍‌ ମନେ ନାଇ?” ସେମନ୍‌ ତାକେ କଇଲାଇ, “ବାର ଡାଲା ।”
20 "Og da jeg brød de syv til de fire Tusinde, hvor mange Kurve fulde af Stykker toge I da op?" Og de sige til ham: "Syv."
୨୦“ଆରି, ସେ ଚାରି ଅଜାର୍‌ ଲକର୍‌ ବିତ୍‌ରେ ମୁଇଁ ଜେଡେବେଲ୍‌ ସାତଟା ରୁଟି ବାଙ୍ଗାଇ ରଇଲି, ସେଡ୍‌କିବେଲେ ତମେମନ୍‌ ସବୁ କେତେକ୍‌ ଡାଲା ବାଙ୍ଗ୍‌ଲା କଣ୍ଡ୍‌ ଟୁଲିଆଇ ରଇଲାସ୍‌?” ସେମନ୍‌ କଇଲାଇ “ସାତ୍‌ ଡାଲା ।”
21 Og han sagde til dem "Hvorledes forstå I da ikke?"
୨୧ଆରି ଜିସୁ ସେମନ୍‌କେ ପାଚାର୍‌ଲା, “ମୁଇ କାଇଟା କଇଲିନି, ତମେ କେନ୍ତି ବୁଜାସ୍‌ ନାଇ?”
22 Og de komme til Bethsajda. Og man fører en blind til ham og beder ham om, at han vil røre ved ham.
୨୨ପଚେ ସେମନ୍‌ ବେତସାଇଦାଇ ଉଟି ଆଇଲାଇ, ଆରି ତେଇ କେତେକ୍‌ ଲକ୍‌ମନ୍‌ ଗଟେକ୍‌ କାଣାଲକ୍‌କେ ଜିସୁର୍‌ ଲଗେ ଆନିକରି ତାକେ ଚିଇକରି ନିକ କର୍‌ବାକେ କଇଲାଇ ।
23 Og han tog den blinde ved Hånden og førte ham uden for Landsbyen og spyttede på hans Øjne og lagde Hænderne på ham og spurgte ham, om han så noget.
୨୩ଜିସୁ ତାକେ ଆତେଦାରି ଗାଉଁ ବାଇରେ ଡାକିନେଲା, ଆରି ତୁକିକରି ତାର୍‌ ଲାଲ୍‌ ସେ କାଣାର୍‌ ଆଁକିତେଇ ଲାଗାଇଲା । ତାର୍‌ମୁଣ୍ଡେ ଆତ୍‌ ସଙ୍ଗଇକରି “ତୁଇ ଅଲପ୍‌ ମିସା ଦେକି ପାର୍‌ଲୁସ୍‌ନି କି?” ବଲି ପାଚାର୍‌ଲା ।
24 Og han så op og sagde: "Jeg ser Menneskene; thi jeg ser noget ligesom Træer gå omkring."
୨୪ସେ ଚାରିବେଡ୍‌ତି ଦେକିକରି କଇଲା, “ମୁଇ ଲକ୍‌ମନ୍‌ ଇଣ୍ଡ୍‌ବାଟା ଦେକିପାର୍‌ଲିନି, ମାତର୍‌ ସେମନ୍‌ ଗଚ୍‌ପାରା ଡିସ୍‌ଲାଇନି” ବଲିକରି କଇଲା ।
25 Derefter lagde han atter Hænderne på hans Øjne, og han blev klarsynet og var helbredt og kunde se alle Ting tydeligt.
୨୫ଜିସୁ ଆରିତରେକ୍‌ ସେ କାଣାଲକର୍‌ ଆଁକିତେଇ ଆତ୍‌ସଙ୍ଗ୍‌ ଚିଇଲା । ସେଦାପ୍‌ରେ ଅନି ତାର୍‌ ଆଁକି ନିମାନ୍‌ ଅଇଗାଲା ଆରି ପୁରାପୁରୁନ୍‌ ନିମାନ୍‌ ଦେକିପାର୍‌ଲା ।
26 Og han sendte ham hjem og sagde: "Du må ikke gå ind i Landsbyen, ej heller sige det til nogen i Landsbyen."
୨୬ଆରି ଜିସୁ ତାକେ କଇଲା, “ଏବେ ତୁଇ ଗାଏଁ ନ ଜାଆ, ମାତର୍‌ ତର୍‌ ନିଜର୍‌ ଗରେ ଉଟିଜା” ବଲିକରି ପାଟାଇଦେଲା ।
27 Og Jesus og hans Disciple gik ud til Landsbyerne ved Kæsarea Filippi; og på Vejen spurgte han sine Disciple og sagde til dem: "Hvem sige Menneskene, at jeg er?"
୨୭ତାର୍‌ପଚେ ଜିସୁ ଆରି ତାର୍‌ ସିସ୍‌ମନ୍‌ କାଇସେରିଆ ପିଲିପ୍‌ ନାଉଁର୍‌ ଗଡ୍‌ଲଗେ ରଇବା ଚାରିବେଡ୍‌ତିର୍‌ ଗାଉଁ ମନ୍‌କେ ଗାଲାଇ । ବାଟେ ଜିସୁ ତାର୍‌ ସିସ୍‌ମନ୍‌କେ ପାଚାର୍‌ଲା, “ଲକ୍‌ମନ୍‌ ମକେ କେ ବଲିକରି ବାବ୍‌ଲାଇନି?”
28 Og de sagde til ham: "Johannes Døberen; og andre: Elias; men andre: en af Profeterne."
୨୮ସେମନ୍‌ ତାକେ କଇଲାଇ, “କେତେ ଲକ୍‌ମନ୍‌ ତମ୍‌କେ ଡୁବନ୍‌ ଦେଉ ଜଅନ୍‌ ବଲିକରି କଇଲାଇନି, ଆରି ଅଦେକ୍‌ ଲକ୍‌ମନ୍‌ ତମ୍‌କେ ଆଗର୍‌ ଏଲିୟ ବଲି କଇଲାଇନି ଆରି କେତେଲକ୍‌ ତମ୍‌କେ ପର୍‌ମେସରର୍‌ଟାନେଅନି ଆଦେସ୍‌ ପାଇ ଆସି, କାତାଅଇବା ବବିସତ୍‌ବକ୍‌ତା ମନର୍‌ଟାନେଅନି ଗଟେକ୍‌ଲକ୍‌ ବଲି କଇଲାଇନି ।”
29 Og han spurgte dem: "Men I, hvem sige I, at jeg er?" Peter svarede og siger til ham: "Du er Kristus."
୨୯ଆରି ତମେ ମକେ କେ ବଲିକରି ବାବ୍‌ଲାସ୍‌ନି? ବଲି ଜିସୁ ସେମନ୍‌କେ ପାଚାର୍‌ଲା । ପିତର୍‌ କଇଲା, “ତୁଇ ପର୍‌ମେସର୍‌ ପାଟାଇରଇବା ଉଦାର୍‌କାରିଆ କିରିସ୍‌ଟ” ବଲି କଇଲା ।
30 Og han bød dem strengt, at de ikke måtte sige nogen dette om ham.
୩୦ତେଇ ଜିସୁ ସେମନ୍‌କେ ଡାଟ୍‌ସଙ୍ଗ୍ ଜାଗ୍‌ରତା କରାଇ କଇଲା, “ମୁଇ କେ ବଲି କାକେ ନ କୁଆ ।”
31 Og han begyndte at lære dem, at Menneskesønnen skulde lide meget og forkastes af de Ældste og Ypperstepræsterne og de skriftkloge og ihjelslås og opstå efter tre Dage.
୩୧ତାର୍‌ପଚେ ଜିସୁ, ପର୍‌ମେସର୍‌ ଅନି ଆଇଲା ନର୍‌ପିଲାକେ କାଇ କାଇଟା ଅଇସି ବଲି ତାର୍‌ ସିସ୍‌ମନ୍‌କେ ସିକାଇଦେବାର୍‌ ଦାର୍‌ଲା । ସେ କଇଲା, “ପର୍‌ମେସରର୍‌ଟାନେଅନି ଆଇଲା ନର୍‌ପିଲା ମୁଇ ବେସି ଦୁକ୍‌ କସ୍‌ଟ ପାଇବାର୍‌ ଆଚେ । ମୁକିଅ ନେତାମନ୍‌, ମୁକିଅ ପୁଜାରିମନ୍‌, ଆରି ନିୟମ୍‌ ସିକାଇଦେବା ଲକ୍‌ମନ୍‌ ମକେ ନ ନାମତ୍‌ । ସେମନ୍‌ ମକେ ମରାଇବାଇ ଆରି ତିନ୍‌ଦିନ୍‌ ଗାଲାପଚେ ମୁଇ ଆରି ତରେକ୍‌ ମଲାତେଇଅନି ଜିବନ୍‌ ଅଇ ଉଟ୍‌ବି ।”
32 Og han talte dette frit ud. Og Peter tog ham til Side og begyndte at sætte ham i Rette.
୩୨ଏ ସବୁ ବିସଇର୍‌ କାତା ଜିସୁ ତାର୍‌ ସିସ୍‌ମନ୍‌କେ କାଇଟାମିସା ନ ଲୁଚାଇକରି କୁଲାକୁଲି ବାବେ କଇଦେଲା । ସେ ବେଲା ପିତର୍‌ ଜିସୁକେ ଅଁତ୍‌ରେ ଡାକିନେଇକରି କଇଲା, “ତମେ କଇବା କାତା ସବୁ ସେନ୍ତି ନ ଅ ।”
33 Men han vendte sig og så på sine Disciple og irettesatte Peter og siger: "Vig bag mig, Satan! thi du sanser ikke, hvad Guds er, men hvad Menneskers er."
୩୩ଜିସୁ ପିଟିବାଟେ ପାସ୍‌ଲି ତାର୍‌ ସିସ୍‌ମନ୍‌କେ ଦେକ୍‌ଲା ଆରି ପିତର୍‌କେ କଇଲାଇ, “ତୁଇ ଏ କାତା ସଇତାନେଅନି କଇଲୁସ୍‌ନି, ତୁଇ ମର୍‌ଟାନେଅନି ଉଟି ଜା । ତୁଇ ପର୍‌ମେସର୍‌ ପାରା ଚିନ୍ତା ନ କରି ଲକ୍‌ମନର୍‌ ପାରା ଚିନ୍ତା କଲୁସ୍‌ନି ।” ବଲି କଇଲାଇ ।
34 Og han kaldte Skaren tillige med sine Disciple til sig og sagde til dem: "Den, som vil følge efter mig, han fornægte sig selv og tage sit Kors op og følge mig!
୩୪ତାର୍‌ପଚେ ଜିସୁ ସିସ୍‌ମନ୍‌କେ ଆରି ଲକ୍‌ମନ୍‌କେ ତାର୍‌ଲଗେ ଡାକିକରି କଇଲାଇ “କେ ମର୍‌ ସିସ୍‌ ଅଇବାକେ ମନ୍‍ କଲାନି ବଇଲେ, ସେ ତାର୍‌ ନିଜର୍‌ ମନ୍‍ କଲାଟା ଚାଡିଦେଇକରି କୁର୍‌ସତେଇ ମର୍‌ବା ଲକ୍‌ମନ୍‌ ପାଇବା ଦୁକ୍‌ କସ୍‌ଟ ପାରା ଦୁକ୍‌ କସ୍‌ଟ ପାଇବାକେ, ତିଆର୍‌ ଅଇକରି ମର୍‌ସଙ୍ଗ୍‍ ଆଇବାର୍‌ ଆଚେ ।
35 Thi den, som vil frelse sit Liv, skal miste det; men den, som mister sit Liv for min og Evangeliets Skyld, han skal frelse det.
୩୫ମାତର୍‌ କେ ନିଜର୍‌ ଜିବନ୍‌ ରକିଆ କର୍‌ବାକେ ମନ୍‍ କର୍‌ସି, ସେ ସେଟା ଆରାଇସି, ମାତର୍‌ ଜେ ମର୍‌ ଲାଗି ଆରି ସୁବ୍‍କବର୍‍ ଜାନାଇବାକେ ତାର୍‌ ଜିବନ ଆରାଇସି ବଇଲେ, ସେ ତାର୍‌ ଜିବନ୍‌ ରକିଆ କର୍‌ସି ।
36 Thi hvad gavner det et Menneske at vinde den hele Verden og at bøde med sin Sjæl?
୩୬ଜଦି ଗଟେକ୍‌ ଲକ୍‌ ଦୁନିଆର୍‌ ସବୁ ଜିନିସ୍‌ ପାଇକରି, ନିଜର୍‌ ଜିବନ୍‌ ଆରାଇସି, ସେଟା ତାର୍‌ପାଇ କାଇ ଲାବ୍‌ ନାଇ ।
37 Thi hvad kunde et Menneske give til Vederlag for sin Sjæl?
୩୭ଆରି ତାର୍‌ ଆତ୍‌ମାର୍‌ ବାଦୁଲେ କାଇଟା ଦେଲେ ମିସା ସମାନ୍‌ ନ ଅଏ ।
38 Thi den, som skammer sig ved mig og mine Ord i denne utro og syndige Slægt, ved ham skal også Menneskesønnen skamme sig, når han kommer i sin Faders Herlighed med de hellige Engle."
୩୮ପର୍‌ମେସର୍‌କେ ଚାଡିକରି ରଇବା ଏ କାରାପ୍‍ ଦୁନିଆଇ, ଲକ୍‌ମନ୍‌ ଜଦି ମର୍‌ ଲାଗି ଆରି ମର୍‌ କାତାର୍‌ ଲାଗି ଲାଜ୍‌ ଅଇବାଇ, ପର୍‌ମେସରର୍‌ ଟାନେଅନି ଆଇଲା ନର୍‌ପିଲା ମୁଇ ମିସା ମର୍‌ ବାବାର୍‌ ବେସି ଉଜଲ୍‌ ଆରି ଡାକ୍‌ପୁଟା ସଙ୍ଗ୍‍ ଆରି ସରଗର୍‌ ସୁକଲ୍‌ ଦୁତ୍‌ମନର୍‌ ସଙ୍ଗ୍‌ ଆଇଲାବେଲେ, ସେମନ୍‍କେ ମର୍‌ଲକ୍‌ମନ୍‌ ବଲି କଇବାକେ ମୁଇ ମିସା ଲାଜ୍‌ ଅଇବି ।”

< Markus 8 >