< Markus 13 >
1 og da han gik ud af Helligdommen, siger en af hans Disciple til ham: "Mester, se, hvilke Sten og hvilke Bygninger!"
୧ଜିସୁ, ଜିଉଦିମନର୍ ପାର୍ତନା ଗରେଅନି ବାରଇକରି ଜିବାବେଲେ ତାର୍ ଗଟେକ୍ ସିସ୍ ତାକେ କଇଲା, “ଏ ଗୁରୁ ଏଦେ ଦେକା! ବଡ୍ ବଡ୍ ପାକ୍ନାଇ ମନ୍ଦିର୍ କେତେକ୍ ସୁନ୍ଦର୍ ଅଇ ତିଆର୍ ଅଇଲାଆଚେ!”
2 Og Jesus sagde til ham: "Ser du disse store Bygninger? der skal ikke lades Sten på Sten, som jo skal nedbrydes."
୨ଜିସୁ ତାକେ କଇଲା, “ତୁଇ ଏ ବଡ୍ ବଡ୍ ପାକ୍ନାଇ ତିଆର୍ ଅଇଲା ପର୍ମେସରର୍ ଗର୍ ଦେକ୍ଲୁସ୍ନି? ଏ ସବୁ ଗର୍ ନସ୍ଟ ଅଇଜାଇସି । ସବୁ ପାକ୍ନାମନ୍ ଡୁଲିକରି ମାଟିତେଇ ଏନେତେନେ ଅଇଜାଇସି, ଗଟେକ୍ ପାକ୍ନା ଆରି ଗଟେକ୍ ପାକ୍ନାର୍ ଉପ୍ରେ ନ ରଏ ।”
3 Og da han sad på Oliebjerget, lige over for Helligdommen, spurgte Peter og Jakob og Johannes og Andreas ham afsides:
୩ତାର୍ପଚେ ଜିସୁ ପର୍ମେସରର୍ ଗରର୍ ମୁଆଟେ ରଇଲା ଜିତ୍ ନାଉଁର୍ ଗଚ୍ମନ୍ ରଇବା ଡଙ୍ଗ୍ରେ ବସିରଇଲା । ସେବେଲା ପିତର୍, ଜାକୁବ୍, ଜଅନ୍ ଆରି ଆନ୍ଦ୍ରିୟ, କେ ନ ରଇଲାବେଲେ ତେଇ ଆସିକରି ତାକେ ପାଚାର୍ଲାଇ ।
4 "Sig os, når skal dette ske, og hvilket er Tegnet, når alt dette skal til at fuldbyrdes?"
୪“ଏ ସବୁ ଗଟ୍ନା କେବେ ଅଇସି ଆରି ସବୁ ଅଇବା ଚିନ୍ମନ୍ କାଇଟା, ଆମ୍କେ କଇଦେ ।” ବଲି କଇଲାଇ ।
5 Men Jesus begyndte at sige til dem: "Ser til, at ingen forfører eder!"
୫ଜିସୁ ସେମନ୍କେ କଇଲା, “ତମେ ଜାଗ୍ରତ୍ ଅଇକରି ରୁଆ, ତମ୍କେ କେ ମିସା ନ ନାଡାଅତ୍ ।
6 Mange skulle på mit Navn komme og sige: Det er mig; og de skulle forføre mange.
୬କାଇକେବଇଲେ ବେସି ଲକ୍ମନ୍ ମର୍ ନାଉଁ ଦାରି, ସେମନ୍ କିରିସ୍ଟ ବଲି ବେସି ଲକ୍ମନ୍କେ ବୁଲ୍କାଇବାଇ ।
7 Men når I høre om Krige og Krigsrygter, da lader eder ikke forskrække, thi det må ske; men Enden er ikke endda.
୭ମାତର୍ ଜେଡେବେଲେ ତମେ ଜୁଇଦର୍ ବିସଇ ନଇଲେ ଜୁଇଦ୍ ଇତି ଅଇସି ନଇଲେ ସିତି ଅଇସି ବଲିକରି ଲକ୍ମନ୍ କଇବାଟା ସୁନ୍ଲେ, କିଲ୍ବିଲ୍ ନ ଉଆ । ଏ ସବୁ ଗଟ୍ନା ଅଇସି, ମାତର୍ ସେଦାପ୍ରେ ଆକା ଜୁଗ୍ ସେସ୍ ନଏଁ ।
8 Thi Folk skal rejse sig mod Folk, og Rige mod Rige, og der skal være Jordskælv her og der, og der skal være Hungersnød og Oprør. Dette er Veernes Begyndelse.
୮କାଇକେବଇଲେ, ଗଟେକ୍ ଦେସର୍ ଲକ୍ମନ୍ ଆରି ଗଟେକ୍ ଦେସର୍ ଲକ୍ମନର୍ ବିରଦେ ଜୁଇଦ୍ କର୍ବାଇ । ଗଟେକ୍ ରାଇଜ୍ ଆରିଗଟେକ୍ ରାଇଜର୍ ବିରଦେ ଉଟ୍ବାଇ । ବେସି ଜାଗାଇ ଦର୍ତନି ଚୁଲ୍ବୁଲ୍ସି, ଆରି ବେସି ଜାଗାଇ ମର୍ଡି ଅଇସି । ଏସବୁ ଗଟ୍ନା ଗଟେକ୍ ପିଲା ଜନମ୍ ଅଇବା ଆଗ୍ତୁ ଆଇବା ଦୁକାସୁକା ପାରା ଅଇସି ।”
9 Men I, tager Vare på eder selv; de skulle overgive eder til Rådsforsamlinger og til Synagoger; I skulle piskes og stilles for Landshøvdinger og Konger for min Skyld, dem til et Vidnesbyrd.
୯“ଏନ୍ତି ସବୁ ଅଇବା ବେଲା ତମେ ଜାଗ୍ରତ୍ ରୁଆ । ଲକ୍ମନ୍ ତମ୍କେ ବାନ୍ଦିକରି ବିଚାର୍ କର୍ବା ଲକ୍ମନ୍କେ ସର୍ପିଦେବାଇ । ସେମନ୍ ନିଆଇ କର୍ବା ଜାଗାଇ ତମ୍କେ ମାରିପାକାଇବାଇ । ତମେ ମର୍ ସିସ୍ ଅଇରଇବା ଲାଗି, ସାସନ୍ କର୍ବା ଲକ୍ମନର୍ଟାନେ ଆରି ରାଜାମନର୍ ମୁଆଟେ ଟିଆ କରାଇବାଇ । ତମେ ମର୍ଟାନେ ବିସ୍ବାସ୍ କଲା ବିସଇ ତେଇ ସାକି ଦେଇସା ।
10 Og Evangeliet bør først prædikes for alle Folkeslagene.
୧୦ଏ ସବୁ ଗଟ୍ନା ଅଇଜିବା ଆଗ୍ତୁ, ସବୁ ଦେସର୍ ଲକ୍ମନର୍ ଲଗେ, ଏ ନିମାନ୍ କବର୍ କେଟ୍ବାର୍ ଆଚେ ।
11 Og når de føre eder hen og overgive eder, da bekymrer eder ikke forud for, hvad I skulle tale; men hvad der bliver givet eder i den samme Time, det skulle I tale; thi I ere ikke de, som tale, men den Helligånd.
୧୧ସେମନ୍ ତମ୍କେ ବନ୍ଦିକରି ବିଚାର୍ କର୍ବା ବେଲେ ତେଇ କାଇଟା କଇବୁ ବଲିକରି ଆଗ୍ତୁ ଚିନ୍ତା କରାନାଇ । ତମେ କାଇଟା କଇବାର୍ ଆଚେ, ସେ କାତା ପର୍ମେସର୍ ତମ୍କେ ସମାନ୍ ବେଲାଇ ଦେଇସି । କାଇକେବଇଲେ ସେ ବେଲାଇ ତମେ ନିଜେ ନ କୁଆସ୍ ମାତର୍ ସୁକଲ୍ଆତ୍ମା ତମର୍ଟାନେଅନି କାତା କଇସି ।
12 Og Broder skal overgive Broder til Døden, og Fader sit Barn og Børn skulle stå op mod Forældre og slå dem ihjel.
୧୨ବାଇ ବାଇକେ ମରାଇବାତେଇ ସର୍ପିଦେବାଇ ଆରି ବାବା ପିଲାକେ ମରାଇବାତେଇ ସର୍ପି ଦେବାଇ ଆରି ପିଲାଟକିମନ୍ ତାକର୍ ମାଆ ବାବା ବିରୁଦେ ଉଟିକରି ସେମନ୍କେ ମରାଇବାକେ ସର୍ପିଦେବାଇ ।
13 Og I skulle hades af alle for mit Navns Skyld; men den, som holder ud indtil Enden, han skal blive frelst.
୧୩ତମେ ମର ସିସ୍ ଅଇରଇଲାର୍ ଲାଗି ସବୁ ଲକ୍ମନ୍ ତମ୍କେ ଗିନ୍ କର୍ବାଇ । ମାତର୍ ଜେ ସାରାସାରି ଜାକ ମୁର୍ଚି କରି ରଇସି, ସେ ରକିଆପାଇସି ।”
14 Men når I se Ødelæggelsens Vederstyggelighed stå, hvor den ikke bør, (den, som læser det, han give Agt! ) da skulle de, som ere i Judæa, fly til Bjergene;
୧୪“ମାତର୍ ତମେ ଜେଡେବେଲା କେ ମନ୍ ନ କର୍ବାଟା ଆରି ନାସ୍ ଅଇବା ଦିନ୍ସୁ ଜନ୍ଟାକି ସୁକଲ୍ ଜାଗାଇ ସଙ୍ଗଇବାର୍ ନଏଁ, ସେ ଜାଗାଇ ସଙ୍ଗଇବାଟା ଦେକ୍ଲେ, ତମେ ସେ ଜାଗାଇଅନି ପାଲାଇବାର୍ ଆଚେ । ଏ ବିସଇ ପଡ୍ବା ଲକ୍ମନ୍, ତମେ ଏ କାତା ବୁଜା । ସେବେଲେ ଜନ୍ ଲକ୍ମନ୍ ଜିଉଦା ରାଇଜେ ରଇବାଇ, ସେମନ୍ ଡଙ୍ଗ୍ରେ ପାଲାଅତ୍ ।
15 men den, som er på Taget, stige ikke ned eller gå ind for at hente noget fra sit Hus;
୧୫ଜଦି କେ ଗରର୍ ଚାଉନି ଉପ୍ରେ ରଇସିବଇଲେ, ସେ ଗର୍ ବିତ୍ରେ ତାର୍ କାଇମିସା ଦିନ୍ସୁ ଆନ୍ବି ବଲିକରି ନ ଜାଅ ।
16 og den, som er på Marken, vende ikke tilbage for at hente sine Klæder!
୧୬ଜଦି କେ ଚାସ୍ ରଇବା ପଦାଇ ରଇସି, ସେ ତାର୍ ଚାଦର୍ ଆନ୍ବାକେ ଗରେ ବାଉଡି ନ ଜାଅ ।
17 Men ve de frugtsommelige og dem, som give Die, i de Dage!
୧୭ଗାଗ୍ଡେ ରଇଲା ମାଇଜିମନର୍ପାଇ ଆରି ଦୁଦ୍ କୁଆଇବା ମାଇଜିମନର୍ ପାଇ ସେବେଲେ ପାଲାଇବାକେ ବେସି କସ୍ଟ ଅଇସି ।
18 Men beder om, at det ikke skal ske om Vinteren;
୧୮ଏ ସବୁ ଗଟ୍ନା ସିତ୍ ଦିନେ ନ ଅଇବାକେ ପାର୍ତନା କରା ।
19 thi i de Dage skal der være en sådan Trængsel som der ikke har været fra Skabningens Begyndelse, da Gud skabte den, indtil nu, og som der heller ikke skal komme.
୧୯କାଇକେବଇଲେ ପର୍ମେସର୍ ଏ ଦୁନିଆ ତିଆର୍କଲା ଦିନେଅନି ଆଜିକେ ଜାକ ସେନ୍ତାରି ଦୁକ୍ କସ୍ଟ ଅଏନାଇ ଆରି ପଚେ କେବେମିସା ନ ଅଏ । ସେନ୍ତି ବେସି ଦୁକ୍ କସ୍ଟର୍ ଗଟ୍ନା ସେ ଦିନ୍ମନ୍କେ ଅଇସି ।
20 Og dersom Herren ikke afkortede de dage, da blev intet Kød frelst; men for de udvalgtes Skyld, som han har udvalgt, har han afkortet de Dage
୨୦ଜଦି ପର୍ମେସର୍ ଅପର୍ବଲ୍ ଦୁକର୍ ଦିନ୍ମନ୍ ଉନା ନ କରି ରଇଲେ, ତେବେ ଦୁନିଆର୍ କେ ମିସା ରକିଆ ନ ପାଇକରି ମରି ଜିବାର୍ ଅଇତା । ମାତର୍ ସେ ଜନ୍ ଲକ୍ମନ୍କେ ବାଚିଆଚେ ସେ ଲକ୍ମନର୍ପାଇ ସେ ଦୁକର୍ ଦିନ୍ମନ୍ ଉନା କଲାଆଚେ ।”
21 Og dersom nogen da siger til eder: Se, her er Kristus, eller se der! da tror det ikke.
୨୧ସେବେଲେ କେ ଜଦି ତମ୍କେ ଇତି କିରିସ୍ଟ ଆଚେ । ନଇଲେ ତେଇ ସେ ଆଚେ । ବଲି କଇସି, ତାକେ ବିସ୍ବାସ୍ କରା ନାଇ ।
22 Thi falske Krister og falske Profeter skulle fremstå og gøre Tegn og Undergerninger for at forføre, om det var muligt, de udvalgte.
୨୨ସେଦିନ୍ମନ୍କେ ମୁଇଆକା କିରିସ୍ଟ । ବଲିକରି ମିଚ୍ କଇବା ବବିସତ୍ କଇବାଲକ୍, ବିନ୍ ବିନ୍ ରକାମର୍ ଚିନ୍ ଆରି କାବା ଅଇଜିବା କାମ୍ମନ୍ ଦେକାଇବାଇ । ପର୍ମେସର୍ ବାଚ୍ଲା ଲକ୍ମନ୍ ତମ୍କେ ମିସା ନାଡାଇବାକେ ଚେସ୍ଟା କର୍ବାଇ ।
23 Men I, vogter eder; jeg har sagt eder alt forud.
୨୩ସେଦିନ୍ମନ୍କେ କାଇ କାଇଟା ଅଇସି ସେ ବିସଇନେଇ ତମେ ଜାଗ୍ରତ୍ ଅଇ ରୁଆ । ସେଟାର୍ପାଇ, ଦେକା ସେ ବେଲା ନ ଆଇବା ଆଗ୍ତୁ ମୁଇ ତମ୍କେ ଜାନାଇଦେଲିନି ।
24 Men i de dage, efter den Trængsel, skal Solen formørkes, og Månen ikke give sit Skin,
୨୪ସେଦିନ୍ମନ୍କେ, ସେ ଦୁକର୍ ଗଟ୍ନା ଅଇଲାପଚେ ବେଲ୍ ଉଜଲ୍ ନ ଦେଇକରି ଆନ୍ଦାର୍ ଅଇଜାଇସି ଆରି ଜନ୍ ମିସା ଉଜଲ୍ ନ ଦେଏ ।
25 og Stjernerne skulle falde ned fra Himmelen, og de Kræfter, som ere i Himlene, skulle rystes.
୨୫ତାରାମନ୍ ବାଦ୍ଲେଅନି ଅଦର୍ବାଇ ଆରି ବାଦ୍ଲେ ଉଜଲ୍ ରଇବାଟାମନ୍କେ ପର୍ମେସର୍ ଆଲାଇଦେଇସି ।
26 Og da skulle de se Menneskesønnen komme i Skyerne med megen Kraft og Herlighed.
୨୬“ସେବେଲା ନର୍ପିଲା ମୁଇ, ବେସି ବପୁତେଇ ଆରି ଡାକ୍ପୁଟା ସଙ୍ଗ୍ ବାଦଲ୍ଟାନେ ଆଇବାଟା ଲକ୍ମନ୍ ଦେକ୍ବାଇ ।
27 Og da skal han udsende sine Engle og samle sine udvalgte fra de fire Vinde, fra Jordens Ende indtil Himmelens Ende.
୨୭ସେବେଲା ମର୍ ଦୁତ୍ମନ୍କେ ପାଟାଇକରି ଦୁନିଆ ସାର୍ଲାଅନି ଆରି ସରଗ୍ ଚିଡ୍ଲା ତେଇଅନି ପର୍ମେସର୍ ବାଚ୍ଲା ଲକ୍ମନ୍କେ ଟୁଲିଆଇବି ।”
28 Men lærer Lignelsen af Figentræet: Når dets Gren allerede er bleven blød, og Bladene skyde frem, da skønne I, at Sommeren er nær.
୨୮“ଏବେ ଡୁମ୍ରି ଗଚର୍ ଉଦାଅରନ୍ ଅନି ଏ ବିସଇ ସିକା । ଜେଡେବେଲେ ତାର୍ କେନ୍ଦିଅନି ପତର୍ ପାଲୁଆନି କରି, କାଁଚାପତ୍ରିଆ ଡିସ୍ଲେ, କାରାଦିନ୍ କେଟ୍ଲା ବଲିକରି ତମ୍କେ କେ ନ କଇଲେମିସା ଜାନାସ୍ ।
29 Således skulle også I, når I se disse Ting, skønne, af han er nær for Døren.
୨୯ସେନ୍ତିସେ ତମେ ଏ ସବୁ ଗଟ୍ନା ଦେକ୍ବାବେଲେ, ମୁଇ ଆଇବା ଦିନ୍ କେଟ୍ଲା, ବଲିକରି ଜାନ୍ସା ।
30 Sandelig, siger jeg eder, denne Slægt skal ingenlunde forgå, førend alle disse ting ere skete
୩୦ମୁଇ ତମ୍କେ ସତ୍କାତା କଇଲିନି, ଏ ଗଟ୍ନା ନ ଅଇବାଜାକ, ଏବେ ରଇଲା ଲକ୍ମନ୍ ନ ମରତ୍ ।
31 Himmelen og Jorden skulle forgå, men mine Ord skulle ingenlunde forgå:
୩୧ବାଦଲ୍ ଆରି ତେଇ ଉଜଲ୍ ଅଇ ରଇବାଟାମନ୍, ଦୁନିଆଇ ଆରି ତେଇରଇବା ସବୁ ଦିନ୍ସୁ ନାସ୍ ଅଇବା ସାରାସାରି ଦିନ୍ ଆଇସି, ମାତର୍ ମର୍ ବାକିଅ କେବେ ମିସା ନ ସାରେ ।”
32 Men om den Dag og Time ved ingen, end ikke Englene i Himmelen, heller ikke Sønnen, men alene Faderen.
୩୨“ମାତର୍ ସବୁ ଗଟ୍ନା କେବେ ଆରି ଜେଡେବେଲା ଅଇସି ବଲିକରି କେ ମିସା ନାଜାନତ୍ । ସରଗର୍ ଦୁତ୍ କି ସତ୍ ମାପ୍ରୁର୍ ପିଲା ମୁଇ ମିସା ନାଜାନି । ମର୍ ବାବା ପର୍ମେସର୍ ଗଟେକ୍ ଲକ୍ସେ ଜାନିଆଚେ ।
33 Ser til, våger og beder; thi I vide ikke, når Tiden er der.
୩୩ସେ ଦିନ୍ କି ବେଲା କେବେ ଆଇସି, ସେଟା ତମେ କେ ନାଜାନାସ୍ । ସେଟାର୍ପାଇ ତମେ ଜାଗ୍ରତ୍ ଅଇ ତିଆର୍ଅଇ ରୁଆ ।
34 Ligesom en Mand, der drog udenlands, forlod sit Hus og gav sine Tjenere Fuldmagt, hver sin Gerning, og bød Dørvogteren, at han skulde våge,
୩୪ମୁଇ ଆଇବା ଦିନ୍, ଏନ୍ତି ଗଟେକ୍ ଲକ୍ ତାର୍ ଗର୍ ଚାଡି ବିନ୍ ଦେସେ ଜିବା ବିସଇ ସମାନ୍ କରିଅଇସି । ସେ ନିଜର୍ ଗତିଦାଙ୍ଗ୍ଡାମନ୍କେ ଡାକିକରି ସେମନ୍ କାଇ କାଇ କାମ୍ କର୍ବାର୍ଆଚେ, ସେ ସବୁ ବିସଇ ସେମନ୍କେ କଇଲା । ବାଟ୍ ଡିଆଗଡି ଜାଗ୍ବା ଗତିଦାଙ୍ଗ୍ଡାକେ ଡାକିକରି ସେ ବାଉଡି ଆଇବା ଜାକ ଜାଗିକରି ରଇବାକେ କଇକରି ଗାଲା ।
35 våger derfor; thi I vide ikke, når Husets Herre kommer, enten om Aftenen eller ved Midnat eller ved Hanegal eller om Morgenen;
୩୫ତମେମିସା ଜାଗୁଆଲର୍ ପାରା ଜାଗ୍ରତ୍ ଅଇ ରୁଆ । କାଇକେବଇଲେ ସାଉକାର୍ ସଞ୍ଜ୍ବେଲା, କି ମଜାରାତି, କି କୁକ୍ଡାଡାକେ କି ସାକ୍ଲିଆ ଆଇସି ସେଟା ତମେ ନାଜାନାସ୍ ।
36 for at han ikke, når han kommer pludseligt, skal finde eder sovende!
୩୬ଜଦି ସେ ଅଟାତ୍ ଆସିକରି ଦେକ୍ଲାବେଲେ, ତମେ ଇସ୍ରାଇଲର୍ ଲକ୍ମନର୍ ପାରା ରଇବାଟା ସେ ଦେକ୍ବାର୍ନାଇ ।
37 Men hvad jeg siger eder, det siger jeg alle: Våger!"
୩୭ମୁଇ ତମ୍କେ କାଇଟା କଇଲିନି, ସେ ବିସଇସେ ସବୁ ଲକ୍କେ କଇଲିନି । ମୁଇ ଆଇବା ଦିନ୍ପାଇ ତିଆର୍ ଅଇକରି ସବୁବେଲା ଜାଗ୍ରତ୍ ଅଇକରି ରୁଆ ।”