< Lukas 2 >

1 Men det skete i de dage, at en Befaling udgik fra Kejser Augustus, at al Verden skulde skrives i Mandtal.
ସେବେଲେ ରମିୟ ରାଇଜର୍‌ ବଡ୍‌ ସାସନ୍‌ କାରିଆ ଅଗସ୍‌ଟ କାଇସରର୍‌ ଆଦେସ୍‌ ଇସାବେ ସବୁଲକ୍‌କେ ନାଉଁ ଲେକାଇବାର୍‍ ଅଇଲା ।
2 (Denne første Indskrivning skete, da Kvirinius var Landshøvding i Syrien, )
କିରିଣିୟ ନାଉଁର୍‌ ସାସନ୍‌ କାରିଆ ସିରିଆ ରାଇଜ୍‌ ସାସନ୍‌ କର୍‌ବା ବେଲେ ପର୍‌ତୁମ୍‌ ତର୍‌ ଏନ୍ତାରି ନାଉଁ ଲେକା ଅଇରଇଲା ।
3 Og alle gik for at lade sig indskrive, hver til sin By.
ସେଟାର୍‌ପାଇ ବଲି ସବୁଲକ୍‌ ନାଉଁ ଲେକାଇବାକେ ନିଜର୍‌ ନିଜର୍‌ ନଅରେ ଗାଲାଇ ।
4 Og også Josef gik op fra Galilæa, fra Byen Nazareth til Judæa til Davids By, som kaldes Bethlehem, fordi han var af Davids Hus og Slægt,
ଆରି ଜସେପ୍‌ ମିସା ନାଉଁ ଲେକାଇବାକେ ମରିୟମର୍‌ ସଙ୍ଗ୍‌ ଗାଲିଲି ରାଇଜର୍‌ ନାଜରିତ୍‌ ନାଉଁର୍‌ ଗଟେକ୍‌ ନଅରେ ଅନି ଜିଉଦା ରାଇଜର୍‌ ବେତ୍‌ଲିଇମ୍‌ ବଲି ଦାଉଦ୍‌ ରାଜାର୍‌ ଜନମ୍‌ ନଅରେ ଗାଲାଇ । କାଇକେବଇଲେ, ଜସେପ୍‌ ଦାଉଦ୍‌ ବଁସର୍‌ ଆରି ସେ କୁଟୁମର୍‌ ଲକ୍‌ ରଇଲା ।
5 for at lade sig indskrive tillige med Maria, sin trolovede, som var frugtsommelig.
ତାର୍‌ସଙ୍ଗ୍‌ ମରିୟମର୍‌ ବିବା ମାଙ୍ଗ୍‌ନି ଅଇରଇଲା, ଆରି ମରିୟମ୍‌ ଗାଗ୍‌ଡେ ଅଇରଇଲା ।
6 Men det skete, medens de vare der, blev Tiden fuldkommet til, at hun skulde føde.
ଜସେପ୍‌ ଆରି ମରିୟମ୍‌ ବେତ୍‌ଲିଇମେ ରଇଲାବେଲେ, ମରିୟମର୍‌ ଆତ୍‌ଗଡ୍‌ ସୁକ୍‌ ଅଇବା ଦିନ୍‌ କେଟି ଆଇଲା ।
7 Og hun fødte sin Søn, den førstefødte, og svøbte ham og lagde ham i en Krybbe; thi der var ikke Rum for dem i Herberget.
ଆରି ମରିୟମ୍‌ ତାର୍‌ ପଣୁଆ ପିଲାକେ ତେଇ ଜନମ୍‌ଦେଲା, ଆରି ତାକେ ଲୁଗାସଙ୍ଗ୍‌ ଗୁଡିଆଇକରି ଗରୁସାଲର୍‌ ଡଙ୍ଗାକୁଣ୍ଡେ ଡୁଲାଇରଇଲା, କାଇକେବଇଲେ ସେମନ୍‌କେ ରଇବାପାଇ ବାସାଗରେ ଟାନ୍‌ ନ ରଇଲା ।
8 Og der var Hyrder i den samme Egn, som lå ude på Marken og holdt Nattevagt over deres Hjord.
ବେତ୍‌ଲିଇମ୍‌ ଲଗେ କେତେଟା ମେଣ୍ଡା ଚାରାଉ ଗଉଡ୍‌ମନ୍‌ ସେ ରାତିଆ ପଦାଇ ରଇ ତାକର୍‌ ମେଣ୍ଡା ଗଟାନି ଜାଗ୍‌ତେରଇଲାଇ ।
9 Og se, en Herrens Engel stod for dem, og Herrens Herlighed skinnede om dem, og de frygtede såre
ଆରି ଏଦେ ଦେକା! ମାପ୍‌ରୁର୍‌ ଦୁତ୍‌ ଗଟେକ୍‌ ଆସି ସେମନର୍‌ ଲଗେ ଟିଆଅଇଲା, ଆରି ମାପ୍‌ରୁର୍‌ ମଇମାର୍‍ ଉଜଲ୍‌ ତାକର୍‌ ଚାରିବେଡ୍‌ତି ଜଲ୍‌ସିଗାଲାଜେ ଗଉଡ୍‌ମନ୍‌ ବେସି ଡରିଗାଲାଇ ।
10 Og Engelen sagde til dem: "Frygter ikke; thi se, jeg forkynder eder en stor Glæde, som skal være for hele Folket.
୧୦ତେଇ ଦୁତ୍‌ ସେମନ୍‌କେ କଇଲା, “ଡରାନାଇ! ଦେକା ମୁଇ ସବୁଲକର୍‌ପାଇ ଗଟେକ୍‌ ବେସି ସାର୍‌ଦାର୍‌ କବର୍‌ ତମ୍‌କେ ଜାନାଇଲିନି, ଜନ୍‌ଟାକି ସବୁଲକର୍‌ପାଇ ସାର୍‌ଦାର୍‌ ବିସଇ ଅଇସି ।
11 Thi eder er i dag en Frelser født, som er den Herre Kristus i Davids By.
୧୧କାଇକେବଇଲେ, ଆଜିସେ ଦାଉଦ୍‌ ରାଜାର୍‌ ଜନମ୍‌ ନଅରେ ତମର୍‌ପାଇ ଗଟେକ୍‌ ଉଦାର୍‌କାରିଆ ଜନମ୍‌କଲା ଆଚେ, ସେ କିରିସ୍‌ଟ ମାପ୍‌ରୁ ।
12 Og dette skulle I have til Tegn: I skulle finde et Barn svøbt, liggende i en Krybbe."
୧୨ଆରି ତମର୍‌ପାଇ ବଲି ଏଟା ଗଟେକ୍‌ ଚିନ୍‌ପାରା ଅଇସି, ତମେ ଲୁଗା ଗୁଡିଆଇକରି ଗଟେକ୍‌ ପିଲା ଗରୁସାଲର୍‌ ଡଙ୍ଗାଇ ଡୁଲାଇ ରଇବାଟା କଜି ମିଲାଇସା ।”
13 Og straks var der med Engelen en himmelsk Hærskares Mangfoldighed, som lovede Gud og sagde:
୧୩ସେଡ୍‌କିବେଲେ ଅଟାତ୍‌ ସର୍‌ଗେଅନି ଦୁତ୍‌ମନ୍‌ ମାନ୍ଦାଅଇ, ସେ ସରଗର୍‌ ଦୁତ୍‌ଟାନେ କେଟି ପର୍‌ମେସର୍‌କେ ସୁମର୍‌ନା କର୍‌ବାର୍‌ ଦାର୍‌ଲାଇ ।
14 "Ære være Gud i det højeste! og Fred på Jorden! i Mennesker Velbehag!
୧୪“ସର୍‌ଗେ ରଇବା ପର୍‌ମେସରର୍‌ ଜୟ ଜୟ କରୁ, ଆରି ଦର୍‌ତନିଟାନେ ରଇବା ଜନ୍‌ ଲକ୍‌ମନ୍‌କେ ପର୍‌ମେସର୍‌ ବାଚ୍‌ଲାଆଚେ ସେମନ୍‌କେ ସାନ୍ତି ମିଲ ।”
15 Og det skete, da Englene vare farne fra dem til Himmelen, sagde Hyrderne til hverandre: "Lader os dog gå til Bethlehem og se dette, som er sket, hvilket Herren har kundgjort os."
୧୫ଦୁତ୍‌ମନ୍‌ ମେଣ୍ଡା ଚାରାଉ ଗଉଡ୍‌ମନ୍‌କେ ଚାଡି ସର୍‌ଗେ ଉଟିଗାଲା ପଚେ, ଗଉଡ୍‌ମନ୍‌ ତାକର୍‌ ତାକର୍‌ ବିତ୍‌ରେ କୁଆବଲା ଅଇବାର୍‌ ଦାର୍‌ଲାଇ, “ଆସା ଆମେ ସବୁ ବେତ୍‌ଲିଇମ୍‌ ଜାକ ଜାଇକରି, ପର୍‌ମେସର୍‌ ଜାନାଇରଇଲା ବିସଇ ଦେକୁ ।”
16 Og de skyndte sig og kom og fandt både Maria og Josef, og Barnet liggende i Krybben.
୧୬ତେଇଅନି ସେମନ୍‌ ଦାପ୍‌ରେ ଜାଇ କଜିକରି ମରିୟମ୍‌, ଜସେପ୍‌ ଆରି ଗରୁସାଲର୍‌ ଡଙ୍ଗାଇ ପିଲା ଡୁଲିରଇଲାଟା ଦେକ୍‌ଲାଇ ।
17 Men da de så det, kundgjorde de, hvad der var talt til dem om dette Barn.
୧୭ସେମନ୍‌ ପିଲାକେ ଦେକିକରି, ଦୁତ୍‌ ଜାଇ ଜାଇଟା କଇରଇଲା, ତେଇ ରଇଲା ସବୁଲକ୍‌କେ କଇଲାଇ ।
18 Og alle de, som hørte det, undrede sig over det, der blev talt til dem af Hyrderne.
୧୮ଆରି ଜେତ୍‌କି ଲକ୍‌ ତେଇ ରଇଲାଇ ଗଉଡ୍‌ମନର୍‌ ଟାନେଅନି ସେ ସବୁ କାତା ସୁନି କାବା ଅଇଗାଲାଇ ।
19 Men Maria gemte alle disse Ord og overvejede dem i sit Hjerte.
୧୯ମାତର୍‌ ମରିୟମ୍‌ ଏ ସବୁ କାତା ନିଜର୍‌ ମନେ ସଙ୍ଗଇ, ସେ ବିସଇସେ ଚିନ୍ତା କର୍‌ବାର୍‌ ଦାର୍‌ଲା ।
20 Og Hyrderne vendte tilbage, idet de priste og lovede Gud for alt, hvad de havde hørt og set, således som der var talt til dem.
୨୦ଆରି ମେଣ୍ଡା ଚାରାଉମନ୍‌କେ ଦୁତ୍‌ ଜେନ୍ତି କଇରଇଲା, ସେନ୍ତା ସୁନ୍‌ଲାଇ ଆରି ଦେକ୍‌ଲାଇ । ସେ ସବୁର୍‌ଲାଗି ପର୍‌ମେସରର୍‌ ମଇମା କରି କରି ବାଅଡ୍‌ଲାଇ ।
21 Og da otte Dage vare fuldkommede, så han skulde omskæres, da blev hans Navn kaldt Jesus, som det var kaldt af Engelen, før han blev undfangen i Moders Liv.
୨୧ଆଟ୍‌ ଦିନ୍‌ ଅଇଲାପଚେ ଜିଉଦିମନର୍‌ ନିୟମ୍‌ ଇସାବେ ପିଲାକେ ସୁନତ୍‌ କର୍‌ବାକେ ମନ୍ଦିରେ ନେଲାଇ । ଆରି ପିଲାର୍‌ ନାଉଁ ଜିସୁ ବଲି ଦିଆଅଇଲା । ଏ ନାଉଁ ମରିୟମ୍‌ ଗାଗ୍‌ଡେ ନ ଅଇତେ, ସର୍‌ଗର୍‌ ଦୁତ୍‌ କଇରଇଲା ।
22 Og da deres Renselsesdage efter Mose Lov vare fuldkommede, bragte de ham op til Jerusalem for at fremstille ham for Herren,
୨୨ପଚେ ଜେଡେବଲ୍‌ ମସାର୍‌ ବିଦି ଇସାବେ, ଜସେପ୍‌ ଆରି ମରିୟମର୍‌ ସୁତକ୍‌ ଅଇରଇବା ବେଲା ପୁରୁନ୍‌ ଅଇଆଇଲା, ପିଲାକେ ପର୍‌ମେସର୍‌କେ ସର୍‌ପି ଦେବାକେ ଜିରୁସାଲାମ୍‌ ମନ୍ଦିରେ ନେଲାଇ ।
23 som der er skrevet i Herrens Lov, at alt Mandkøn, som åbner Moders Liv, skal kaldes helligt for Herren,
୨୩ମାପ୍‌ରୁର୍‌ ଲେକା ଅଇରଇବା ସାସ୍‌ତର୍‌ ଇସାବେ, ସେ ବେଲେ ଜନ୍‌ ଗରେ ମିସା, ପର୍‌ତୁମ୍‌ ଜନମ୍‌ ଅଇଲା ପଣୁଆ ପିଲାମନ୍‌ ପର୍‌ମେସରର୍‌ ସେବାର୍‌ ପାଇ ସର୍‌ପି ଅଇବାଇ ବଲି ମାନ୍‌ତେ ରଇଲାଇ ।
24 og for at bringe Offer efter det, som er sagt i Herrens Lov, et Par Turtelduer eller to unge Duer.
୨୪ଜସେପ୍‌ ଆରି ମରିୟମ୍‌ ଜିସୁକେ ଲେକା ଅଇରଇବା ସାସ୍‌ତର୍‌ ଇସାବେ ପର୍‌ମେସର୍‍କେ ସର୍‌ପି ଦେବାକେ ଆରି ସୁକଲ୍‌ ଅଇବା ବିରୁର୍‌ପାଇ ଦୁଇଟା ପରୁଆ ପିଲା ଦାରି ଜିରୁସାଲାମ୍‌ ଗାଲାଇ ।
25 Og se, der var en Mand i Jerusalem ved Navn Simeon, og denne Mand var retfærdig og gudfrygtig og forventede Israels Trøst, og den Helligånd var over ham.
୨୫ସେବେଲେସେ ଜିରୁସାଲାମେ ସିମିୟନ୍‌ ନାଉଁର୍‌ ଗଟେକ୍‌ ଦରମ୍‌ ଲକ୍‌ ର‍ଇଲା । ସେ ମାପ୍‌ରୁ ଦେକ୍‌ବା ଇସାବେ ନିମାନ୍‌ ଲକ୍‌ । ଇସ୍‌ରାଏଲ୍‌ ଦେସେ ଉଦାର୍‌କାରିଆ ଆସି ସାନ୍ତି ଦେଅ ବଲି ଜାଗିରଇଲା । ଆରି ତାର୍‌ଟାନେ ସୁକଲ୍‌ ଆତ୍‌ମା ବାସାଅଇରଇଲା ।
26 Og det var varslet ham af den Helligånd, at han ikke skulde se Døden, førend han havde set Herrens Salvede.
୨୬ସୁକଲ୍‌ ଆତ୍‌ମା ତାକେ ଜାନାଇଦେଇରଇଲା ଜେ, ପର୍‌ମେସର୍‌ ପାଟାଇରଇବା ଉଦାର୍‌କାରିଆର୍‌ ଦର୍‌ସନ୍‌ ନ ମିଲ୍‌ବାଜାକ ତାର୍‌ ମରନ୍‌ ନ ଅଏ ।
27 Og han kom af Åndens Drift til Helligdommen; og idet Forældrene bragte Barnet Jesus ind for at gøre med ham efter Lovens Skik,
୨୭ତାକେ ଆତ୍‌ମା ଚାଲାଇ ଆନ୍‌ଲାଜେ ସେ ଦେଉଲର୍‌ ଡାଣ୍ଡେ ଆଇଲା, ଆରି ଜେଡେବଲ୍‌ ସାନ୍‌ପିଲା ଜିସୁର୍‌ ଆୟା ବାବା ତାକେ ବିତ୍‌ରେ ଆନ୍‌ଲାଇ,
28 da tog han det på sine Arme og priste Gud og sagde:
୨୮ସେଡ୍‌କିବେଲେ ସିମିୟନ୍‌ ସାନ୍‌ପିଲାକେ କଲେ ଦାରି ପର୍‌ମେସରର୍‌ ମଇମା କରି କଇଲା,
29 "Herre! nu lader du din Tjener fare i Fred, efter dit Ord.
୨୯“ଏ ମାପ୍‌ରୁ! ଏବେ ତୁଇ ନିଜର୍‌ ବାକିଅ ଇସାବେ ତର୍‌ ନିଜର୍‌ ଦାସ୍‌ ମକେ ସାନ୍ତିସଙ୍ଗ୍‌ ଜିବାକେ ଦେଲୁସ୍‌ନି!
30 Thi mine Øjne have set din Frelse,
୩୦କାଇକେବଇଲେ ମର୍‌ ଆଁକି ତର୍‌ ଉଦାର୍‌ ଦେକି ଆଚେ,
31 som du beredte for alle Folkeslagenes Åsyn,
୩୧ଜନ୍‌ ଉଦାର୍‌କାରିଆକେ ତମେ ସବୁଲକର୍‌ ମୁଆଟେ ପାଟାଇ ଆଚାସ୍‌ ।
32 et Lys til at oplyse Hedningerne og en Herlighed for dit Folk Israel."
୩୨ଆରି ବିଜାତି ଲକ୍‌ମନର୍‌ପାଇ ବଲି ଜାନାଇଅଇଲା ସତର୍‌ ଉଜଲ୍‌ ଆରି ତମର୍‌ ଲକ୍‌ମନ୍‌ ଇସ୍‌ରାଏଲର୍‌ ମଇମା କରି ଆଚାସ୍‌ ।”
33 Og hans Fader og hans Moder undrede sig over de Ting, som bleve sagte om ham.
୩୩ସିମିୟନର୍‌ଟାନେଅନି ଜିସୁର୍‌ ବିସଇର୍‌ କାତା ସୁନି ଜସେପ୍‌ ଆରି ମରିୟମ୍‌ କାବାଅଇ ଜାଇତେ ରଇଲାଇ ।
34 Og Simeon velsignede dem og sagde til hans Moder Maria: "Se, denne er sat mange i Israel til Fald og Oprejsning og til et Tegn, som imodsiges,
୩୪ଆରି ସିମିୟନ୍‌ ସେଲକ୍‌କେ ଆସିର୍‌ବାଦ୍‌ ଦେଇ ଜିସୁର୍‌ ମାକେ କଇଲା, “ଏ ପିଲା ଇସ୍‌ରାଏଲ୍‌ ଦେସର୍‌ କେତେ କେତେ ଲକ୍‌ ଉବଜ୍‌ବାଟା ଆରି କେତେ କେତେ ଲକ୍‌ ବୁଡିଜିବାର୍‌ପାଇ ବଲି ପର୍‌ମେସର୍‌ ବାଚି ପାଟାଇଲା ଲକ୍‌ ଅଇସି । କେତେ କେତେ ଲକ୍‌ମନ୍‌ ତାର୍‌ ବିରୁଦେ କଇବା, ଗଟେକ୍‌ ଚିନ୍‌ ପାରା ଅଇସି ।
35 ja, også din egen Sjæl skal et Sværd gennemtrænge! for at mange Hjerters Tanker skulle åbenbares."
୩୫କେତେ କେତେ ଲକ୍‌ ତାକେ ବିରଦ୍‌ କରି ନିଜର୍‌ ମନ୍‌ ବିତ୍‌ରର୍‌ କାତା ସବୁ ଜାନାଇବାଇ । ଆରି ତମର୍‌ ଜିବ୍‌ନେ ଗଟେକ୍‌ କାଣ୍ଡା ବୁସିଅଇରଇଲାପାରା ତମ୍‌କେ ବେସି ଦୁକ୍‌ ଆଇସି ।”
36 Og der var en Profetinde Anna, Fanuels Datter, af Asers Stamme; hun var meget fremrykket i Alder, havde levet syv År med sin Mand efter sin Jomfrustand
୩୬ସେ ଦାପ୍‌ରେ, ଏଦେ ଦେକା! ଆନା ନାଉଁର୍‌ ଗଟେକ୍‌ ମାଇଜି ବବିସତ୍‌ବକ୍‌ତା ତାକର୍‌ ଲଗେ ଆଇଲା । ସେ ଆସେର୍‌ ବଁସର୍‌ ପିନୁଏଲର୍‌ ଟକି, ସେ ବେସି ଡକ୍‌ରି ଅଇଜାଇରଇଲା । ବିବା ଅଇ ମୁନୁସ୍‌ ସଙ୍ଗ୍‌ ସାତ୍‌ ବରସ୍‌ ରଇକରି, ରାଣ୍ଡି ଅଇଗାଲା । ଆରି ତାକେ ଚାରିକଡିଚାରି ବରସ୍‌ ଅଇରଇଲା ।
37 og var nu en Enke ved fire og firsindstyve År, og hun veg ikke fra Helligdommen, tjenende Gud med Faste og Bønner Nat og Dag.
୩୭ସେ ଦେଉଲେଅନି କେନେ ନ ଜାଇ, ଉପାସ୍‌ ରଇକରି ଦିନ୍‌ ରାତି ମାପ୍‌ରୁର୍‌ ଉପାସନା କର୍‌ତେରଇଲା ।
38 Og hun trådte til i den samme Stund og priste Gud og talte om ham til alle, som forventede Jerusalems Forløsning.
୩୮ପିଲାକେ ମାପ୍‌ରୁର୍‌ଟାନେ ସର୍‌ପି ଦେବାବେଲେ ସେ ଦେଉଲର୍‌ ଡାଣ୍ଡେ କେଟି, ପର୍‌ମେସରର୍‌ ମଇମା କରିକରି ଜନ୍‌ ଲକ୍‌ମନ୍‌ ଜିରୁସାଲାମର୍‌ ମୁକ୍‌ତି ମିଲ ବଲି ଜାଗ୍‌ତେରଇଲାଇ, ସେ ଲକ୍‌ମନ୍‌କେ ପିଲାର୍‌ ବିସଇ କଇବାର୍‌ ଦାର୍‌ଲା ।
39 Og da de havde fuldbyrdet alle Ting efter Herrens Lov, vendte de tilbage til Galilæa til deres egen By Nazareth.
୩୯ପଚେ ଜସେପ୍‌ ଆରି ମରିୟମ୍‌ ମାପ୍‌ରୁର୍‌ ରିତିନିତି ଇସାବେ କର୍‌ବା ସବୁ କାମ୍‌ ସାରାଇ, ଗାଲିଲି ନିଜର୍‌ ନଅର୍‌ ନାଜରିତେ ବାଅଡ୍‌ଲାଇ ।
40 Men Barnet voksede og blev stærkt og blev fuldt af Visdom: og Guds Nåde var over det.
୪୦ଆରି ପିଲା ଦିନ୍‌କେ ଦିନ୍‌ ବଡିକରି ବପୁଅଇଲା, ଆରି ଗିଆନେ ପୁରାପୁରୁନ୍‌ ଅଇଲା । ତାକେ ପର୍‌ମେସରର୍‌ ଦୟା ରଇଲା ।
41 Og hans Forældre droge hvert År op til Jerusalem på Påskehøjtiden.
୪୧ଜିସୁର୍‌ ବାବା, ମା ସବୁବର୍‌ସେ ଜିଉଦିମନର୍‌ ନିସ୍‌ତାର୍‌ ପରବ୍‌ ପାଇ ଜିରୁସାଲାମେ ଜାଇତେରଇଲାଇ ।
42 Og da han var bleven tolv År gammel, og de gik op efter Højtidens Sædvane
୪୨ତରେକ୍‌ ଜିସୁକେ ବାର ବରସ୍‌ ଅଇଲାବେଲେ ସେମନର୍‌ ରିତିନିତି ଇସାବେ ଜିରୁସାଲାମେ ପରବ୍‌ ମାନ୍‌ବାର୍‌ ଗାଲାଇ ।
43 og havde tilendebragt de Dage, blev Barnet Jesus i Jerusalem, medens de droge hjem, og hans Forældre mærkede det ikke.
୪୩ସେମନ୍‌ ପରବ୍‌ ସାରାଇ ବାଉଡି ଆଇଲାବେଲେ, ପିଲା ଜିସୁ ଜିରୁସାଲାମେ ରଇଗାଲା । ମାତର୍‌ ତାର୍‌ ବାବା ମାଆ ମିସା ସେ ତେଇ ରଇଲାଟା ଜାନି ନ ରଇଲାଇ ।
44 Men da de mente, at han var i Rejsefølget, kom de en Dags Rejse frem, og de ledte efter ham iblandt deres Slægtninge og Kyndinge.
୪୪ତାର୍‌ ସଙ୍ଗର୍‌ ଲକ୍‌ମନର୍‌ ସଙ୍ଗ୍‌ ଆଚେ କାଇକି ବଲି ବାବିକରି ସେମନ୍‌ ଗଟେକ୍‌ ଦିନର୍‌ ବାଟେ ଇଣ୍ଡି ଉଟି ଜାଇରଇଲାଇ । ସେମନ୍‍ ସାଇପଡିସା, ଚିନାର୍‌ ଜାନାର୍‌ ଲକ୍‌ମନ୍‌କେ ପାଚାରି କଜ୍‌ଲାଇ ।
45 Og da de ikke fandt ham, vendte de tilbage til Jerusalem og ledte efter ham.
୪୫ଡିସେନାଇକେ ଆରି କଜି କଜି ଜିରୁସାଲାମେ ବାଉଡିଗାଲାଇ ।
46 Og det skete efter tre Dage, da fandt de ham i Helligdommen, hvor han sad midt iblandt Lærerne og både hørte på dem og adspurgte dem.
୪୬ତିନ୍‌ଦିନ୍‌ ପଚେ ସେମନ୍‌ ତାକେ ମନ୍ଦିରେ ଦେକ୍‌ଲାଇ, ସେ ସାସ୍‌ତର୍‌ ସିକାଉମନର୍‌ ମଜାଇ ବସି, ତାକର୍‌ କାତା ସୁନ୍‌ତେରଇଲା, ଆରି ପର୍‌ସନ୍‌ ପାଚାର୍‌ତେରଇଲା ।
47 Men alle, som hørte ham, undrede sig såre over hans Forstand og Svar.
୪୭ଆରି ତେଇ ଜେତ୍‌କି ଲକ୍‌ ତାର୍‌ କାତା ସୁନ୍‌ତେରଇଲାଇ, ସବୁଲକ୍‌ ସେ କାତା ଅଇବାଟା ଆରି ତାର୍‌ ବୁଦି ଦେକି କାବାଅଇ ଜାଇତେରଇଲାଇ ।
48 Og da de så ham, bleve de forfærdede; og hans Moder sagde til ham:"Barn! hvorfor gjorde du således imod os? Se, din Fader og jeg have ledt efter dig med Smerte."
୪୮ଜସେପ୍‌ ଆରି ମରିୟମ୍‌ ମିସା ଜିସୁକେ ଦେକି କାବା ଅଇଗାଲାଇ, ଆରି ତାର୍‌ ମାଆ ତାକେ କଇଲା, “ତୁଇ କାଇକେ ନୁନା ଆମ୍‌କେ ଏନ୍ତାରି କଲୁସ୍‌? ଦେକ୍‌ନି ତର୍‌ ବାବା ଆରି ମୁଇ କେତେକ୍‌ କିଲ୍‌ବିଲ୍‌ ଅଇ କଜ୍‌ଲୁନି ।”
49 Og han sagde til dem: "Hvorfor ledte I efter mig? Vidste I ikke, at jeg bør være i min Faders Gerning?"
୪୯ତେଇ ଜିସୁ ସେମନ୍‌କେ କଇଲା, “କାଇକେ ମକେ କଜ୍‌ତେରଇଲାସ୍‌? ମର୍‌ ବାବାର୍‌ ଗରେ ମୁଇ ରଇବାର୍‌ ଆଚେଆକା, ଏଟା ନାଜାନି ରଇଲାସ୍‌ କି?”
50 Og de forstode ikke det Ord, som han talte til dem.
୫୦ମାତର୍‌ ଜିସୁ ସେମନ୍‌କେ ଜନ୍‌ କାତା କଇଲା, ସେଟା ସେମନ୍‌ ବୁଜିନାପାର୍‌ଲାଇ ।
51 Og han drog ned med dem og kom til Nazareth og var dem lydig og hans Moder gemte alle de Ord i sit Hjerte.
୫୧ପଚେ ଜିସୁ ତାର୍‌ ବାବା ମାଆ ସଙ୍ଗ୍‌ ନାଜରିତେ ବାଉଡି ଆଇଲା ଆରି ତାକର୍‍ କାତା ମାନ୍‌ତେରଇଲା, ମରିୟମ୍‌ ମିସା ଏ ସବୁ କାତା ନିଜର୍‌ ମନ୍‌ ବିତ୍‌ରେ ସଙ୍ଗଇ ଚିନ୍ତା କଲା ।
52 Og Jesus forfremmedes i Visdom og Alder og yndest hos Gud og Mennesker.
୫୨ଜିସୁ, ଗିଆନେ, ଗାଗ୍‌ଡେ, ପର୍‌ମେସର୍‌ ଆରି ଲକ୍‌ମନର୍‌ ଦୟାଇ ବଡିଆଇଲା ।

< Lukas 2 >