< Lukas 16 >

1 Men han sagde også til Disciplene: "Der var en rig Mand, som havde en Husholder, og denne blev angiven for ham som en, der ødte hans Ejendom.
ଜିସୁ ତାର୍‌ ଚେଲାମଃନ୍‌କେ କୟ୍‌ଲା, “ଗଟେକ୍‌ ମାଜନ୍ ଲକ୍‌ ରିଲା; ତାର୍‌ ଗଟେକ୍‌ ଗୁମୁସ୍ତା ରିଲା, ସେ ଗୁମୁସ୍ତା ତାର୍‌ ଦଃନ୍‌ବିତ୍‌କେ ନଃସ୍ଟ୍‌ କଃରୁଲା ବଃଲି ସୁଣି, ତାକ୍‌ କୁଦି କୟ୍‌ଲା,
2 Og han lod ham kalde og sagde til ham: Hvad er dette, jeg hører om dig? Aflæg Regnskabet for din Husholdning; thi du kan ikke længer være Husholder.
‘ମୁଁୟ୍‌ ତର୍‌ ବିସୟେ ଇରି କାୟ୍‌ କଃତା ସୁଣୁଲେ? ତର୍‌ ଇ ଗୁମୁସ୍ତା କାମାର୍‌ ଇସାବ୍‌ ଦେ, କାୟ୍‌ତାକ୍‌ବଃଲେକ୍‌ ତୁୟ୍‌ ଅଃବେ ଗୁମୁସ୍ତା ଅୟ୍‌ ରେଉଁ ନଃହାର୍‌ସି ।’
3 Men Husholderen sagde ved sig selv: Hvad skal jeg gøre, efterdi min Herre tager Husholdningen fra mig? Jeg formår ikke at Grave, jeg skammer mig ved at tigge.
ତଃବେ ସେ ଗୁମୁସ୍ତା ମଃନେ ମଃନେ ବାବ୍‌ଲା, ‘ତଃବେ ମୁଁୟ୍‌ କାୟ୍‌ କଃରିନ୍ଦ୍‌? ମର୍‌ ସାଉକାର୍‌ ତ ମର୍‌ ତଃୟ୍‌ହୁଣି ଗୁମୁସ୍ତା ହଃଦ୍‌ ଚାଡାୟ୍‌ ନେଉଁଲା । ମାଟି ମାରୁକ୍‌ ମର୍‌ ସଃକ୍ତି ନାୟ୍‌, ଆର୍‌ ବିକ୍‌ ମାଗୁକ୍‌ ହେଁ ମକ୍‌ ଲାଜ୍‌ ଲାଗୁଲି ।
4 Nu ved jeg, hvad jeg vil gøre, for af de skulle modtage mig i deres Huse, når jeg bliver sat fra Husholdningen.
ମୁଁୟ୍‌ ଗୁମୁସ୍ତା ହଃଦେ ହୁଣି ବାର ଅୟ୍‌ଲା ହଃଚେ ଲକ୍‌ମଃନ୍ ଜଃନ୍‌କଃରି ମକ୍‌ ସେମଃନ୍ ଅଃହ୍‌ଣା ଅଃହ୍‌ଣାର୍‌ ଗଃରେ କୁଦି ମାୟ୍‌ନ୍‌ କଃର୍ତି, ଇତାର୍‌ ଗିନେ ମୁଁୟ୍‌ କାୟ୍‌ କଃରିନ୍ଦ୍‌ ସେରି ବୁଜ୍‌ଲେବେ ।’
5 Og han kaldte hver enkelt af sin Herres Skyldnere til sig og sagde til den første: Hvor meget er du min Herre skyldig?
ତଃବେ ସେ ଗୁମୁସ୍ତା ତାର୍‌ ସାଉକାରାର୍‌ ସଃବୁ ରିଣ୍ୟାମଃନ୍‌କେ ତାର୍‌ ଲଃଗେ କୁଦ୍‌ଲା, ଆର୍‌ ହଃର୍ତୁର୍‌ ଲକ୍‌କେ କୟ୍‌ଲା, ‘ତୁୟ୍‌ ମର୍‌ ସାଉକାର୍‌ ତଃୟ୍‌ହୁଣି କଃତେକ୍‌ ରିଣ୍ ନଃୟ୍‌ ଆଚ୍‌ସି?’ ସେ କୟ୍‌ଲା, ‘ହାଁଚ୍‌କଳି ପାଉଁନ୍ ଚିକଣ୍‌ ।’
6 Men han sagde: Hundrede Fade Olie. Og han sagde til ham: Tag dit Skyldbrev, og sæt dig hurtig ned og skriv halvtredsindstyve!
ତଃବେ ସେ ଗୁମୁସ୍ତା ତାକ୍‌ କୟ୍‌ଲା, ‘ଅଃବେ ତୁୟ୍‌ କାତାୟ୍‌ ବେଗି ପଚାସ୍‌ ପାଉଁନ୍ ଚିକଣ୍‌ ବଃଲି ଲେକ୍‌ ।’
7 Derefter sagde han til en anden: Men du, hvor meget er du skyldig? Men han sagde: Hundrede Mål Hvede. Han siger til ham: Tag dit Skyldbrev og skriv firsindstyve!
ତାର୍‌ହଃଚେ ସେ ଆରେକ୍‌ ଏକ୍ଲାକେ କୟ୍‌ଲା, ‘ତୁୟ୍‌ ମର୍‌ ସାଉକାରାର୍‌ ତଃୟ୍‌ହୁଣି କଃତେକ୍‌ ରିଣ୍ ନଃୟ୍‌ ଆଚ୍‌ସି?’ ସେ କୟ୍‌ଲା, ‘ହାଁଚ୍‌କଳି ବାସ୍ତା ଗଅଁ ।’ ସେ ଗୁମୁସ୍ତା ତାକ୍‌ କୟ୍‌ଲା, ‘ତୁୟ୍‌ ଅଃବେ ଇ କାତାୟ୍‌ ଚାରିକଳି ବାସ୍ତା ଗଅଁ ବଃଲି ଲେକ୍‌ ।’”
8 Og Herren roste den uretfærdige Husholder, fordi han havde handlet klogelig; thi denne Verdens Børn ere klogere end Lysets Børn imod deres egen Slægt. (aiōn g165)
“ସେ ଅଃନ୍ୟାୟ୍‌କାରି ଗୁମୁସ୍ତା ବୁଦିର୍‌ ସଃଙ୍ଗ୍ କାମ୍‌ କଃରି ରିଲାକ୍‌, ତାର୍‌ ସାଉକାର୍‌ ତାର୍‌ ଗୁଣ୍ କୟ୍‌ଲା; କାୟ୍‌ତାକ୍‌ବଃଲେକ୍‌ ଇ ଜଃଗତାର୍‌ ଲକ୍‌ମଃନ୍ ସେମଃନାର୍‌ ନିଜାର୍‌ ଜାତି ଗିନେ ଉଜାଳାର୍‌ ଲକ୍‌ମଃନାର୍‌ ତଃୟ୍‌ହୁଣି ଅଃଦିକ୍‌ ବୁଦିକାରି ।” (aiōn g165)
9 Og jeg siger eder: Gører eder Venner ved Uretfærdighedens Mammon, for at de, når det er forbi med den, må modtage eder i de evige Boliger. (aiōnios g166)
“ମୁଁୟ୍‌ ହେଁ ତୁମିମଃନ୍‌କେ କଃଉଁଲେ, ଦୁସ୍ଟ୍‌ ଜଃଗତାର୍‌ ଦଃନେ ଅଃହ୍‌ଣା ଅଃହ୍‌ଣାର୍‌ ଗିନେ ସଃଙ୍ଗ୍ ଲାବ୍‌ କଃରା, ଜଃନ୍‌କଃରି ସେରି ସଃର୍ଲେକ୍‌ ତୁମିମଃନ୍‌କେ ସଃବୁ ଦିନାର୍‌ ଗଃର୍‌ ବିତ୍ରେ ଦଃର୍ତି । (aiōnios g166)
10 Den, som er tro i det mindste, er også tro i meget, og den, som er uretfærdig i det mindste, er også uretfærdig i meget.
ଜୁୟ୍‌ ଲକ୍‌ ସାନ୍ କାମେ ସଃତ୍‌ ଅୟ୍‌ଦ୍‌ ତଃବେ ସେ ବଃଡ୍ କାମେ ହେଁ ହଟ୍‌କାର୍‌ ନୟ୍‌, ଆରେକ୍‌ ଜୁୟ୍‌ ଲକ୍‌ ସାନ୍ କାମେ ଅଃଦଃର୍ମି ତଃବେ ସେ ବଃଡ୍ କାମେ ହେଁ ହଃଟ୍‌କାର୍‌ ଅୟ୍‌ଦ୍‌ ।
11 Dersom I da ikke have været tro i den uretfærdige Mammon, hvem vil da betro eder den sande?
ତଃବେ ଜଦି ତୁମିମଃନ୍ ଜଃଗତାର୍‌ ଦଃନେ ଅଃଦଃର୍ମି ଅଃଉଁଲାସ୍‌, ତଃବେ କେ ତୁମିକେ ସଃତ୍‌ କଃରି ସଃତ୍ୟା ଦଃନ୍ ତୁମାର୍‌ ଆତେ ଦଃୟ୍‌ଦ୍‌?
12 Og dersom I ikke have været tro i det, som andre eje, hvem vil da give eder noget selv at eje?
ଆର୍‌ ଜଦି ତୁମିମଃନ୍ ହଃରାର୍‌ ଦଃନେ ସଃତ୍‌ ନଃକେରୁଲାସ୍‌, ତଃବେ କେ ତୁମିକେ ତୁମାର୍‌ ନିଜାର୍‌ ଦଃନ୍ ଦେତି ।”
13 Ingen Tjener kan tjene to Herrer; thi han vil enten hade den ene og elske den anden, eller holde sig til den ene og ringeagte den anden; I kunne ikke tjene Gud og Mammon."
“ଗଟ୍‌ ଦଃଙ୍ଗ୍‌ଳା ଅଃକାବଃଳ୍‌ ଜଳେକ୍‌ ସାଉକାରାର୍‌ ସେବା କଃରୁ ନାହାରେ; ବଃଲେକ୍‌ ସେ ଏକ୍ଲାକେ ଲାଡ୍‌ ନଃକେରେ ଆର୍‌ ଏକ୍ଲାକେ ଲାଡ୍‌ କଃରେଦ୍‌, ନୟ୍‌ଲେକ୍‌ ଏକ୍ଲାର୍‌ କଃତା ମାନେଦ୍‌ ଆର୍‌ ବିନ୍ ଏକ୍ଲାର୍‌ କଃତା ନଃମାନେ । ସେରଃକମ୍‌ ତୁମିମଃନ୍ ଇସ୍ୱରାର୍‌ ଆର୍‌ ଦଃନାର୍‌ ଅଃକାବଃଳ୍‌ ଦୁୟ୍‌ ଲକାର୍‌ ଗତି ଦଃଙ୍ଗ୍‌ଳା ଅଃଉଁ ନାହାରାସ୍‌ ।”
14 Men alt dette hørte Farisæerne, som vare pengegerrige, og de spottede ham.
ଇସଃବୁ କଃତା ସୁଣି ଦଃନ୍‌ଲଃବି ପାରୁସିମଃନ୍ ଜିସୁକେ ଲିନ୍ଦା କଃରୁକେ ଦଃର୍ଲାୟ୍‌ ।
15 Og han sagde til dem: "I ere de, som gøre eder selv retfærdige for Menneskene; men Gud kender eders Hjerter; thi det, som er højt iblandt Mennesker, er en Vederstyggelighed for Gud.
ସେତାର୍‌ଗିନେ ଜିସୁ ସେମଃନ୍‌କେ କୟ୍‌ଲା, “ଜୁୟ୍‌ ଲକ୍‌ମଃନ୍ ଅଃହ୍‌ଣା ଅଃହ୍‌ଣାକ୍‌ ଲକ୍‌ମଃନାର୍‌ ଆକାୟ୍‌ ଦଃର୍ମି ବଃଲି ଦଃକାୟ୍‌ଅଃଉତି, ତୁମିମଃନ୍ ସେନ୍‌କାର୍‌ ଲକ୍‌, ମଃତର୍‌ ଇସ୍ୱର୍‌ ତୁମିମଃନାର୍‌ ମଃନ୍‌ ବିତ୍ରାର୍‌ କଃତା ଜାଣେଦ୍‌; କାୟ୍‌ତାକ୍‌ବଃଲେକ୍‌ ଜାୟ୍‌ରି ମାନାୟ୍‌ମଃନାର୍‌ ବିତ୍ରେ ବଃଡ୍ ସେରି ମାପ୍ରୁର୍‌ ଆକାୟ୍‌ ବାନ୍ୟା ।”
16 Loven og Profeterne vare indtil Johannes; fra den Tid forkyndes Evangeliet om Guds Rige, og enhver trænger derind med Vold.
“ମସାର୍‌ ବିଦିବିଦାନ୍ ଆର୍‌ ବାବ୍‌ବାଦିମଃନାର୍‌ ଲେକା ଜହନ୍‌ ଆସ୍ତା ହଃତେକ୍‌ ଚଲି ଆସ୍ତି ରିଲି; ତାର୍‌ ହଃଚେ ହୁଣି, ଇସ୍ୱରାର୍‌ ରାଇଜାର୍‌ ନିକ କବୁର୍‌ ପର୍ଚାର୍‌ ଅୟ୍‌ ଆସୁଲି, ଆର୍‌ ହଃତି ଲକ୍‌ମଃନ୍ ବଃଳ୍‌ସଃକାତ୍‌ ସଃଙ୍ଗ୍ ଇସ୍ୱରାର୍‌ ରାଇଜେ ହୁରୁଲାୟ୍‌ ।
17 Men det er lettere, at Himmelen og Jorden forgå, end at en Tøddel af Loven bortfalder.
ମଃତର୍‌ ବିଦିର୍‌ ଗଟେକ୍‌ ଟପା ବୁଡ୍‌ତା ବାଟା ଅଃଗାସ୍‌ ଆର୍‌ ହୁର୍ତିବି ବୁଡ୍‌ତାର୍‌ ଉସାସ୍‌ ।”
18 Hver, som skiller sig fra sin Hustru og tager en anden til Ægte, bedriver Hor; og hver, som tager til Ægte en Kvinde, der er skilt fra sin Mand, bedriver Hor.
“ଜୁୟ୍‌ଲକ୍‌ ଅଃହ୍‌ଣାର୍‌ ଡକୁର୍ସିକେ ଚାଡିକଃରି ବିନ୍‌ରି ବିବା ଅୟ୍‌ଦ୍‌ ସେ ଦାରିକାମ୍‌ କଃରେଦ୍‌; ଆରେକ୍‌ ଜୁୟ୍‌ ଲକ୍‌ ସେ ଚାଡେଳି ମାୟ୍‌ଜିକେ ବିବା ଅୟ୍‌ଦ୍‌ ସେ ହେଁ ଦାରି କଃରେଦ୍‌ ।”
19 Men der var en rig Mand, og han klædte sig i Purpur og kostbart Linned og levede hver Dag i Fryd og Herlighed.
“ଗଟେକ୍‌ ମାଜନ୍ ଲକ୍‌ ରିଲା, ସେ ବେସିମଲାର୍‌ ବଃସ୍ତର୍‌ ହିନ୍ଦି, ସଃବୁଦିନ୍ ବଃଲ୍‌ କାଦି କାୟ୍‌କଃରି ବଃଡେ ସଃର୍ଦାୟ୍‌ ରେତିରିଲା ।
20 Men en fattig ved Navn Lazarus var lagt ved hans Port, fuld af Sår.
ମଃତର୍‌ ତାର୍‌ ଦୁଆର୍‌ ମୁଏଁ ଲାଜାର୍‌ ନାଉଁଆର୍‌ ଗଟେକ୍‌ ବିକାରି ରେତିରିଲା, ତାର୍‌ ଗଃଗାଳ୍‌ଜାକ ଗାଉ ବଃର୍‌ତି ଅୟ୍‌ରିଲି;
21 Og han attråede at mættes af det, som faldt fra den Riges Bord; men også Hundene kom og slikkede hans Sår.
ଲାଜାର୍‌ ସେ ମାଜନ୍ ଲକାର୍‌ ଟେବୁଲ୍‌ ତଃୟ୍‌ହୁଣି ଅଦୁର୍ଲା ଲିତାସଃକ୍‌ଳି କାୟ୍‌ ହେଟ୍‌ ହୁରାୟ୍‌ ବଃଲି ଆସା କଃର୍ତିରିଲା । ଆର୍‌ କୁକୁର୍‌ମଃନ୍ ଆସି ତାର୍‌ ଗାଉକ୍‌ ଚାଟ୍‌ତି ରିଲାୟ୍‌ ।”
22 Men det skete, at den fattige døde, og at han blev henbåren af Englene i Abrahams Skød; men den rige døde også og blev begravet.
“ମଃତର୍‌ ଦିନ୍‌ ଆୟ୍‌ଲି ସେ ବିକାରି ଲାଜାର୍‌ ମଃରିଗଃଲା ଆର୍‌ ସଃର୍ଗାର୍‌ ଦୁତ୍‌ ଆସି ତାକ୍‌ ଅବ୍ରାହାମାର୍‌ କଳେ ନଃୟ୍‌ ବଃସାୟ୍‌ଲାୟ୍‌; ହଃଚେ ସେ ମାଜନ୍ ଲକ୍‌ ହେଁ ମଃରିଗଃଲା ଆର୍‌ ତାକ୍‌ ତହାଅୟ୍‌ଲି ।
23 Og da han slog sine Øjne op i Dødsriget, hvor han var i Pine, ser han Abraham langt borte og Lazarus i hans Skød. (Hadēs g86)
ଆର୍‌ ସେ ନଃର୍କ୍‌କୁଣ୍ଡେ ହଃଳି ବିସ୍‌ଜଃଳାକେ କିଲିବିଲି ଅୟ୍‌ ଉହ୍ରେ ଦଃକି ଦୁରିକ୍‌ ଅବ୍ରାହାମ୍‌ ଆର୍‌ ତାର୍‌ କଳେ ଲାଜାର୍‌କେ ଦଃକ୍‌ଲା । (Hadēs g86)
24 Og han råbte og sagde: Fader Abraham! forbarm dig over mig, og send Lazarus, for at han kan dyppe det yderste af sin Finger i Vand og læske min Tunge; thi jeg pines svarlig i denne Lue.
ସେ କୟ୍‌ଲା, ‘ହିଁ ଉବା ଅବ୍ରାହାମ୍‌ ମକ୍‌ ଦଃୟା କଃରି ଲାଜାର୍‌କେ ଅଃଳକ୍‌ ମର୍‌ ହାକ୍‌ ହଃଟାଉ, ଜଃନ୍‌କଃରି ସେ ହାଣାୟ୍‌ ତାର୍‌ ଆଙ୍ଗଟିର୍‌ ଟିହ୍‌ ବୁଡାୟ୍‌ କଃରି ମର୍‌ ଜିବ୍‌କେ କାକର୍‌ କଃରେଦ୍‌, କାୟ୍‌ତାକ୍‌ବଃଲେକ୍‌ ମୁୟ୍‌ଁ ଇ ଜୟେ କଃଲ୍‌ବଃଲ୍‌ ଅଃଉଁଲେ ।’”
25 Men Abraham sagde: Barn! kom i Hu, at du har fået dit gode i din Livstid, og Lazarus ligeså det onde; men nu trøstes han her, og du pines.
“ମଃତର୍‌ ଅବ୍ରାହାମ୍‌ ତାକ୍‌ କୟ୍‌ଲା, ‘ହିଲାରେ ତୁୟ୍‌ ଜେ ବାଚିରିଲା ବଃଳ୍‌ ତର୍‌ ଜିବନେ ସଃବୁ ବଃଲ୍‌ରି ହାୟ୍‌ଲିସ୍‌ ଆର୍‌ ଲାଜାର୍‌ ସେରଃକମ୍‌ କଃରାବ୍‌ ବିସୟ୍‌ ସଃବୁ ହାୟ୍‌ଲା, ଅୟ୍‌ଲେକ୍‌ ହେଁ ସାସ୍‌ ଦଃର୍‌ଲା ଇରି ମଃନେ ଏତାଉ; ମଃତର୍‌ ଅଃବେ ଲାଜାର୍‌ ଇ ଜଃଗାୟ୍‌ ସୁକ୍‌ ହାଉଁଲା, ଆର୍‌ ତୁୟ୍‌ ସେ ଜୟେ କିଲିବିଲି ଅଃଉଁଲାସ୍‌ ।
26 Og foruden alt dette er der fæstet et stort Svælg imellem os og eder, for at de, som ville fare herfra over til eder, ikke skulle kunne det, og de ikke heller skulle fare derfra over til os.
ସେରି ଚାଡି ତୁମାର୍‌ ଅଃମାର୍‌ ବିତ୍ରେ ବଃଡେ ଦୁର୍‌ ଆଚେ, ଜଃନ୍‌କଃରି ଜୁୟ୍‌ମଃନ୍‌ ଇ ଟାଣେହୁଣି ତୁମିମଃନାର୍‌ ହାକ୍‌ ଜଃଉଁକେ ମଃନ୍ କଃର୍ତି, ସେମଃନ୍ ଜଃଉଁ ନଃହାର୍‌ତି ଆରେକ୍‌ ସେ ଟାଣେହୁଣି କେ ଅଃମାର୍‌ ହାକ୍‌ ଲିଙ୍ଗି କଃରି ଆସୁ ନାହାର୍‌ତି ।’
27 Men han sagde: Så beder jeg dig, Fader! at du vil sende ham til min Faders Hus
ସେତାକ୍‌ ସେ ମାଜନ୍ କୟ୍‌ଲା, ‘ଏ ଉବା ସେବାନ୍ୟା ଅୟ୍‌ଲେକ୍‌ ମୁୟ୍‌ଁ ତକ୍‌ ଗଃଉଆରି କଃରି କଃଉଁଲେ ଲାଜାର୍‌କେ ମର୍‌ ଉବାର୍‌ ଗଃରେ ହଃଟାଉ ।
28 thi jeg har fem Brødre for at han kan vidne for dem, for at ikke også de skulle komme i dette Pinested.
କାୟ୍‌ତାକ୍‌ବଃଲେକ୍‌ ମର୍‌ ହାଁଚ୍ ବାୟ୍‌ ଆଚ୍‌ତି ସେମଃନ୍ ହେଁ ଜଃନ୍ କଃରି ଇ ବିସ୍‌ଜଃଳା ଟାଣେ ନାସ୍ତି, ସେତାର୍‌ଗିନେ ସେ ସେମଃନାର୍‌ ହାକ୍‌ ସାକି ଦଃୟ୍‌ଦ୍‌ ।’
29 Men Abraham siger til ham: De have Moses og Profeterne, lad dem høre dem!
ମଃତର୍‌ ଅବ୍ରାହାମ୍‌ କୟ୍‌ଲା, ‘ତୁମାର୍‌ ବାୟ୍‌ମଃନାର୍‌ ହାକ୍‌ ମସା ଆର୍‌ ବାବ୍‌ବାଦିମଃନାର୍‌ ଦଃର୍ମ୍‌ସାସ୍ତର୍‌ ଆଚେ, ସେମଃନ୍ ସେମଃନାର୍‌ କଃତା ସୁଣତ୍‌ ।
30 Men han sagde: Nej, Fader Abraham! men dersom nogen fra de døde kommer til dem, ville de omvende sig.
ସେତାର୍‌ଗିନେ ସେ କୟ୍‌ଲା, ନାୟ୍‌ ଉବା ଅବ୍ରାହାମ୍‌, ସଃତେକ୍‌ ସଃରି ନୟ୍‌, ମଃତର୍‌ ଜଦି ମଃଲା ଲକାର୍‌ ତଃୟ୍‌ହୁଣି ଗଟ୍‌ଲକ୍‌ ସେମଃନାର୍‌ ହାକ୍‌ ଜାୟ୍‌ଦ୍‌, ତଃବେ ସେମଃନ୍ ସଃତ୍‌ କଃରି ହାହ୍‌ ଚାଡ୍‌ତି ।’
31 Men han sagde til ham: Høre de ikke Moses og Profeterne, da lade de sig heller ikke overbevise, om nogen opstår fra de døde."
ମଃତର୍‌ ଅବ୍ରାହାମ୍‌ ତାକ୍‌ କୟ୍‌ଲା, ‘ଜଦି ସେମଃନ୍ ମସା ଆର୍‌ ବାବ୍‌ବାଦିମଃନାର୍‌ କଃତା ନଃସୁଣ୍‌ତି, ତଃବେ ମଃଲା ଲକାର୍‌ ବିତ୍ରାର୍‌ ଗଟ୍‌ଲକ୍‌ ଉଟିଜାୟ୍‌ ବୁଜାୟ୍‌ଲେକ୍‌ ହେଁ ସେମଃନ୍ ତାର୍‌ କଃତା ନଃଦେର୍ତି ।’”

< Lukas 16 >