< Johannes 10 >

1 " Sandelig, sandelig, siger jeg eder, den, som ikke går ind i Fårefolden gennem Døren, men stiger andensteds over, han er en Tyv og en Røver.
ଜିସୁ କଇଲା, “ମୁଇ ତମ୍‌କେ ସତ୍‌ କଇଲିନି, ଜେ ଦୁଆର୍‌ ବାଟେ ନ ଜାଇ ବିନ୍‌ବାଟେ ଜାଇ ମେଣ୍ଡାସାଲେ କେଟ୍‌ସି, ସେ ଚର୍‌ ଆରି କାଙ୍ଗାର୍‌ ।
2 Men den, som går ind igennem Døren, er Fårenes Hyrde.
ମାତର୍‌ ଜେ ଦୁଆର୍‌ ବାଟେ ଜାଇ ମେଣ୍ଡାସାଲେ କେଟ୍‌ସି, ସେ ମେଣ୍ଡା ରାସିର୍‌ ଗଉଡ୍‌ ।
3 For ham lukker Dørvogteren op, og Fårene høre hans Røst; og han kalder sine egne Får ved Navn og fører dem ud.
ଜାଗୁଆଲ୍‌ ଦୁଆର୍‌ ଉଗାଡି ଦେଇସି ଆରି ନାଉଁ ଦାରି ଡାକ୍‌ସି । ମେଣ୍ଡାମନ୍‌ ତାର୍‌ ଡାକ୍‌ଲାଟା ସୁନ୍‌ବାଇ, ଆରି ସେମନ୍‌କେ ବାର୍‌କରାଇ ଦାରିଜାଇସି ।
4 Og når han har ført alle sine egne Får ud, går han foran dem; og Fårene følge ham, fordi de kende hans Røst.
ନିଜର୍‌ ସବୁ ମେଣ୍ଡାମନ୍‌କେ ବାଇରେ ଆନ୍‌ବା ବେଲେ, ସେ ଆଗେ ଆଗେ ଇଣ୍ଡ୍‌ସି ଆରି ମେଣ୍ଡାମନ୍‌ ତାର୍‌ ପଚେ ପଚେ ଜିବାଇ । କାଇକେବଇଲେ ମେଣ୍ଡାମନ୍‌ ତାର୍‌ ଡାକ୍‌ଲାଟା ଜାନତ୍‌ ।
5 Men en fremmed ville de ikke følge, men de ville fly fra ham, fordi de ikke kende de fremmedes Røst."
ମାତର୍‌ ମେଣ୍ଡାମନ୍‌ କେବେ ମିସା ନ ଚିନ୍‌ଲା ଲକର୍‌ ପଚ୍‌ ପଚ୍‌ ନ ଜାଅତ୍‌, ତାର୍‌ଲଗେଅନି ପାଲାଇବାଇ । କାଇକେବଇଲେ ସେମନ୍‌ ଅଚିନାର୍‌ ଲକ୍‌ ଡାକ୍‌ଲେ ନ ଜାଅତ୍‌ ।”
6 Denne Lignelse sagde Jesus til dem; men de forstode ikke, hvad det var, som han talte til dem.
ଜିସୁ ସେମନ୍‌କେ ଏନ୍ତି ଉଦାଅରଣ୍‌ ଦେଇ କଇଲା, ମାତର୍‌ ସେମନ୍‌ ତାର୍‌ ଅରତ୍‌ କାଇଟା ବଲି ବୁଜି ନାପାର୍‌ଲାଇ ।
7 Jesus sagde da atter til dem: "Sandelig, sandelig, siger jeg eder, jeg er Fårenes Dør.
ସେଟାର୍‌ ପାଇ ଜିସୁ ଆରିତରେକ୍‌ କଇଲା, “ମୁଇ ତମ୍‌କେ ସତ୍‌ କଇଲିନି ମୁଇ ମେଣ୍ଡାମନର୍‌ ଡିଆଗଡି ।
8 Alle de, som ere komne før mig, ere Tyve og Røvere; men Fårene hørte dem ikke.
ମର୍‌ ଆଗ୍‌ତୁ ଜେତେଲକ୍‌ ଆସିଆଚତ୍‌, ସେମନ୍‌ ସବୁଲକ୍‌ ଜାକ ଚର୍‌ ଆରି କାଙ୍ଗାର୍‌ମନ୍‌, ସେଟାର୍‌ପାଇ ମେଣ୍ଡାମନ୍‌ ତାକର୍‌ କାତା ମୁଲ୍‌କେ ସୁନତ୍‌ନାଇ ।
9 Jeg er Døren; dersom nogen går ind igennem mig, han skal frelses; og han skal gå ind og gå ud og finde Føde.
ମୁଇ ଦୁଆର୍‌, ଜଦି କେ ମିସା ମର୍‌ ବାଟେ ଆସି କେଟ୍‌ସି ବଇଲେ, ସେ ରକିଆପାଇସି, ଆରି ସେ ବିତ୍‌ରେ ଆରି ବାଇରେ ଜାଇ ଚାରି ପାର୍‌ସି ।
10 Tyven kommer ikke uden for at stjæle og slagte og ødelægge; jeg er kommen, for at de skulle have Liv og have Overflod.
୧୦ଚର୍‌, ଚରାଇବାକେ, ମରାଇବାକେ, ଆରି ନାସ୍‌ କର୍‌ବାକେସେ ଆଇସି, ମାତର୍‌ ମୁଇ ଜେନ୍ତିକି ସେମନ୍‌କେ ପୁରାପୁରୁନ୍‌ ଜିବନ୍‌ ଦେବାକେ ଆଇଲି ଆଚି ।”
11 Jeg er den gode Hyrde; den gode Hyrde sætter sit Liv til for Fårene.
୧୧ମୁଇ ନିମାନ୍‌ ମେଣ୍ଡା ଚାରାଉ ଗଉଡ୍‌ । ନିମାନ୍‌ ଗଉଡ୍‌ ମେଣ୍ଡାମନର୍‌ ଲାଗି ନିଜର୍‌ ଜିବନ୍‌ ମିସା ଦେଇସି ।
12 Men Lejesvenden, som ikke er Hyrde, hvem Fårene ikke høre til ser Ulven komme og forlader Fårene og flyr, og Ulven røver dem og adspreder dem,
୧୨ଜେ ମେଣ୍ଡା ଚାରାଉ ନଏଁ, ମାତର୍‌ ବୁତି ପାଉ, ମେଣ୍ଡାମନ୍‌ ତାର୍‌ ନିଜର୍‌ଟା ନଅତ୍‌, ସେଟାର୍‌ପାଇ ଡୁର୍‌କା ଆଇବାଟା ଦେକି ମେଣ୍ଡାମନ୍‌କେ ଚାଡି ପାଲାଇସି । ଆରି ଡୁର୍‌କା ମେଣ୍ଡାମନ୍‌କେ ଦାରି ଚିନ୍‌ ଚତର୍‌ କରିଦେଇସି ।
13 fordi han er en Lejesvend og ikke bryder sig om Fårene.
୧୩ଜେ ବୁତି ମିଲବଲି ମେଣ୍ଡା ଚାରାଇସି, ସେ ମେଣ୍ଡାମନ୍‌କେ ଚାଡି ଉଟିଜାଇସି । କାଇକେବଇଲେ ସେ ମେଣ୍ଡାମନର୍‌ ପାଇ ଚିନ୍ତା ନ କରେ ।
14 Jeg er den gode Hyrde, og jeg kender mine, og mine kende mig,
୧୪ମୁଇ ନିକ ମେଣ୍ଡା ଚାରାଉ । ବାବା ଜେନ୍ତାରି ମକେ ଜାନେ, ମୁଇ ମିସା ସେନ୍ତି ବାବାକେ ଜାନି,
15 ligesom Faderen kender mig, og jeg kender Faderen; og jeg sætter mit Liv til for Fårene.
୧୫ସେନ୍ତାରିସେ ମୁଇ ମର୍‌ ନିଜର୍‌ ମେଣ୍ଡାମନ୍‌କେ ଜାନି । ଆରି ମେଣ୍ଡାମନ୍‌ ମିସା ମକେ ଜାନତ୍‌ । ମୁଇ ସେମନର୍‌ ଲାଗି ମର୍‌ ଜିବନ୍‌ ଦେବାକେ ମିସା ରାଜି ।
16 Og jeg har andre Får, som ikke høre til denne Fold; også dem bør jeg føre, og de skulle høre min Røst; og der skal blive een Hjord, een Hyrde.
୧୬ଏନ୍ତାରି ମର୍‌ ବିନ୍‌ ମେଣ୍ଡାମନ୍‌ ଆଚତ୍‌ । ସେମନ୍‌ ଏ ରାସି ଟାନେ ନାଇ, ମକେ ସେମନ୍‌କେ ମିସା ଆନ୍‌ବାକେ ପଡ୍‌ସି । ସେମନ୍‌ ମୁଇ ଡାକ୍‌ବାଟା ସୁନ୍‌ବାଇ ଆରି ତେଇର୍‌ ଗଟେକ୍‌ ରାସି ଅଇ ରଇବାଇ । “
17 Derfor elsker Faderen mig, fordi jeg sætter mit Liv til for at tage det igen.
୧୭“ମର୍‌ ବାବା ମକେ ଆଲାଦ୍‌ କଲାନି, କାଇକେବଇଲେ ମୁଇ ମର୍‌ ଜିବନ୍‌ ଦେବାକେ ମନ୍‌ କଲିନି । ଆରି ମର୍‌ ଜିବନ୍‌ ଦାନ୍‌ କର୍‌ବି ବଇଲେ ଆରିତରେକ୍‌ ସେଟା ପାଇବି ।
18 Ingen tager det fra mig, men jeg sætter det til af mig selv. Jeg har Magt til at sætte det til, og jeg har Magt til at tage det igen. Dette Bud modtog jeg af min Fader."
୧୮ମର୍‌ ଜିବନ୍‌ ବିନ୍‌ ଲକ୍‌ ନେଇ ନାପାରତ୍‌ । ସେଟା ମୁଇ ନିଜେ ମନ୍‌କରି ଦାନ୍‌ କର୍‌ବି କି ଆରିତରେକ୍‌ ଆନ୍‌ବାକେ ମିସା ମର୍‌ ଅଦିକାର୍‌ ଆଚେ । ମର୍‌ ବାବା ମକେ ଏ ଅଦିକାର୍‌ ଦେଇଆଚେ ।”
19 Der blev atter Splid iblandt Jøderne for disse Ords Skyld.
୧୯ଜିସୁର୍‌ ଏ ସବୁ କାତାର୍‌ ଲାଗି ଜିଉଦିମନ୍‌ ବାଗ୍‌ ବାଗ୍‌ ଅଇଗାଲାଇ ।
20 Og mange af dem sagde: "Han er besat og raser, hvorfor høre I ham?"
୨୦ସେମନର୍‌ ବିତ୍‌ରେ କେତେକ୍‌ ଲକ୍‌ କଇବାର୍‌ ଦାର୍‌ଲାଇ, “ତାକେ ଡୁମା ଦାରିଆଚେ, ସେ ବାୟାଟା, କାଇକେ ତାର୍‌ କାତା ସୁନ୍‌ଲାସ୍‌ନି?”
21 Andre sagde: "Dette er ikke Ord af en besat; mon en ond Ånd kan åbne blindes Øjne?"
୨୧ମାତର୍‌ ବିନ୍‌ଲକ୍‌ମନ୍‌ କଇଲାଇ, “ଏ ସବୁ କାତା ତା ଡୁମା ଦାରି ରଇବା ଲକ୍‌ କଇନାପାରେ । ଡୁମା କାଇ କାଣା ଲକର୍‌ ଆଁକି ନିମାନ୍‌ କରିଦେଇପାରେ କି?”
22 Men Tempelvielsens Fest indtraf i Jerusalem. Det var Vinter;
୨୨ସେ ବେଲେ ସିତ୍‌ ଦିନ୍‌ ଅଇରଇଲା ଆରି ଜିରୁସାଲାମ୍‌ ମନ୍ଦିର୍‌ ତିଆର୍‌ କଲା ପରବ୍‌ ଅଇତେରଇଲା ।
23 og Jesus gik omkring i Helligdommen, i Salomons Søjlegang.
୨୩ତେଇ ଜିସୁ ମନ୍ଦିରେ ସଲ୍‌ମନର୍‌ ମଣ୍ଡପେ ବୁଲ୍‌ତେରଇଲା ।
24 Da omringede Jøderne ham og sagde til ham: "Hvor længe holder du vor Sjæl i Uvished? Dersom du er Kristus, da sig os det rent ud!"
୨୪ତେଇ ଜିଉଦିମନ୍‌ ତାକେ ଚାରିବେଟ୍‌ତିଅନି ଡାବିଅଇ ପାଚାର୍‌ବାର୍‌ ଦାର୍‌ଲାଇ, “ଆରି କେତେ ଦିନ୍‌ ଜାକ ଆମ୍‌କେ ନାଡାଇସୁ? ତମେ ଜଦି ପର୍‌ମେସର୍‌ ବାଚି ପାଟାଇଲା ରାଜା ମସିଅ ଅଇରଇଲେ ଆମ୍‌କେ ସତ୍‌ କାତା କ ।”
25 Jesus svarede dem: "Jeg har sagt eder det, og I tro ikke. De Gerninger, som jeg gør i min Faders Navn, de vidne om mig;
୨୫ଜିସୁ ସେମନ୍‌କେ କ‍ଇଲା, “ମୁଇ ତମ୍‌କେ ପର୍‌ତୁମ୍‌ କଇଆଚି, ମାତର୍‌ ମକେ ବିସ୍‌ବାସ୍‌ କରାସ୍‌ନାଇ । ମର୍‌ ବାବାର୍‌ ଅଦିକାରେ ମୁଇ ଜନ୍‌ ଜନ୍‌ କାମ୍‌ମନ୍‌ କଲିଆଚି, ସେ ସବୁଜାକ ମର୍‌ ବିସଇର୍‍ ସାକି ଦେଲାନି ।
26 men I tro ikke, fordi I ikke ere af mine Får.
୨୬ମାତର୍‌ ତମେ ମକେ ବିସ୍‌ବାସ୍‌ କରାସ୍‌ନାଇ, କାଇକେବଇଲେ ତମେ ମର୍‌ ମେଣ୍ଡାମନ୍‌ ନୁଆସ୍‌ ।
27 Mine Får høre min Røst, og jeg kender dem, og de følge mig,
୨୭ମର୍‌ ସବୁ ମେଣ୍ଡାମନ୍‌ ମୁଇ ଡାକ୍‌ବାଟା ସୁନ୍‌ବାଇ, ମୁଇ ସେମନ୍‌କେ ଜାନି, ଆରି ସେମନ୍‌ ମର୍‌ ପଚେ ପଚେ ଆଇବାଇ ।
28 og jeg giver dem et evigt Liv, og de skulle i al Evighed ikke fortabes, og ingen skal rive dem ud af min Hånd. (aiōn g165, aiōnios g166)
୨୮ଆରି ମୁଇ ସେମନ୍‌କେ ନ ସାର୍‌ବା ଜିବନ୍‌ ଦେବି । ସେମନ୍‌ କେବେମିସା ନସ୍‌ଟ ନ ଅଅତ୍‌ । ସେମନ୍‌କେ ମର୍‌ ଆତେଅନି କେ ମିସା ଚାଡାଇ ନେଇ ନାପାରତ୍‌ । (aiōn g165, aiōnios g166)
29 Min Fader, som har givet mig dem, er større end alle; og ingen kan rive noget af min Faders Hånd.
୨୯ମର୍‌ ବାବା ମକେ ଜନ୍‌ଟା ଦେଲାଆଚେ, ସେଟା ସବୁର୍‌ଟାନେଅନି ଅଦିକ୍‌ ମୁଲିଅ । ବାବାର୍‌ ଆତେଅନି ସେଟା କେ ମିସା ଚାଡାଇ ନେଇ ନାପାରତ୍‌ ।
30 Jeg og Faderen, vi ere eet."
୩୦ବାବା ଆରି ମୁଇ ଗଟେକ୍‌ ସେ ।”
31 Da toge Jøderne atter Sten op for at stene ham.
୩୧ଏ କାତା ସୁନି ଲକ୍‌ମନ୍‌ ତାକେ ଆରିତରେକ୍‌ ମାର୍‌ବାକେ ପାକ୍‌ନା ବେଟ୍‌ଲାଇ ।
32 Jesus svarede dem: "Mange gode Gerninger har jeg vist eder fra min Fader; for hvilken af disse Gerninger stene I mig?"
୩୨ଜିସୁ ସେମନ୍‌କେ କ‍ଇଲା, “ମୁଇ ବାବାର୍‌ ଆଦେସ୍‌ ଇସାବେ ତମ୍‌କେ କେତେକ୍‌ କେତେକ୍‌ ନିମାନ୍‌ କାମ୍‌ ଦେକାଇ ଆଚି, ସେ ସବୁ ନିମାନ୍‌ କାମ୍‌ ବିତ୍‌ରେଅନି, କନ୍‌ କାମର୍‌ପାଇ ମକେ ମାର୍‌ବାକେ ପାକ୍‌ନା ବେଟିଆଚାସ୍‌?”
33 Jøderne svarede ham: "For en god Gerning stene vi dig ikke, men for Gudsbespottelse, og fordi du, som er et Menneske, gør dig selv til Gud."
୩୩ସେମନ୍‌ ତାକେ କଇଲାଇ, “ନିମାନ୍‌ କାମର୍‌ ଲାଗି ତକେ ଆମେ ମାର୍‌ବାକେ ପାକ୍‌ନା ବେଟୁନାଇ, ମାତର୍‌ ପର୍‌ମେସର୍‌କେ ନିନ୍ଦା କଲୁସ୍‌ନି ବଲିକରି, ଆରି ତୁଇ ମନସ୍‌ ଅଇକରି ନିଜ୍‌କେ ପର୍‌ମେସର୍‌ ବଲାଇଅଇବାର୍‌ ଲାଗି ।”
34 Jesus svarede dem: "Er der ikke skrevet i eders Lov: Jeg har sagt: I ere Guder?
୩୪ଜିସୁ ସେମନ୍‌କେ କ‍ଇଲା, “ତମର୍‌ ରିତିନିତି ଟାନେ କାଇ ଏଟା ଲେକାନାଇ କି? ପର୍‌ମେସର୍‌ କଇଲା ତମେ ପର୍‌ମେସର୍‌ ।
35 Når den nu har kaldt dem Guder, til hvem Guds Ord kom (og Skriften kan ikke rokkes),
୩୫ଆମେ ଜାନୁ ସାସ୍‌ତରର୍‌ ବାକିଅ ସବୁ ଦିନର୍‌ ପାଇ ସତ୍‌ । ପର୍‌ମେସରର୍‌ ବାକିଅ ଜନ୍‌ଲକ୍‌ମନ୍‌ ଜାନିଆଚତ୍‌, ସେମନ୍‍କେ ପର୍‌ମେସର୍‌ ବଲି କୁଆ ଅଇଲାଆଚେ ।
36 sige I da til den, hvem Faderen har Helliget og sendt til Verden: Du taler bespotteligt, fordi jeg sagde: Jeg er Guds Søn?
୩୬ବାବା ମକେ ବାଚିକରି ଏ ଦୁନିଆଇ ପାଟାଇଆଚେ, ସେନ୍ତାର୍‌ ଆଲେ ମୁଇ ନିଜ୍‌କେ ପର୍‌ମେସରର୍‌ ପ ବଲି କଇଲାକେ, ତମେ ମକେ କେନ୍ତି ପର୍‌ମେସର୍‌କେ ନିନ୍ଦା କଲୁସ୍‌ନି ବଲି କଇଲାସ୍‌ନି?
37 Dersom jeg ikke gør min Faders Gerninger, så tror mig ikke!
୩୭ମୁଇ ଜଦି ମର୍‌ ବାବାର୍‌ କାମ୍‌ ନ କରି, ସେନ୍ତାର୍‌ଆଲେ ମକେ ବିସ୍‌ବାସ୍‌ କରାନାଇ ।
38 Men dersom jeg gør dem, så tror Gerningerne, om I end ikke ville tro mig, for at I kunne indse og erkende, at Faderen er i mig, og jeg i Faderen."
୩୮ଜଦି ମୁଇ ସେ ମନ୍‌କଲାଟା ପୁରାପୁରୁନ୍‌ କର୍‌ବି ବଇଲେ, ମକେ ବିସ୍‌ବାସ୍‌ ନ କଲେମିସା ମୁଇ କର୍‌ବା କାମ୍‌ ବିସ୍‌ବାସ୍‌ କରା । ସେଟାର୍‌ ପାଇ ତମେ ଜାନିପାରାସ୍‌ ଜେ, ମର୍‌ ବାବା ପର୍‌ମେସର୍‌ ମର୍‌ ସଙ୍ଗ୍‌ ଆଚେ ଆରି ମୁଇ ତାର୍‌ଟାନେ ଆଚି ।”
39 De søgte da atter at gribe ham; og han undslap af deres Hånd.
୩୯ସେମନ୍‌ ଆରିତରେକ୍‌ ଜିସୁକେ ଦାର୍‌ବାକେ ଚେସ୍‌ଟା କଲାଇ, ମାତର୍‌ ଜିସୁ ସେମନ୍‌କେ ଦାରାଇ ନ ଅଇକରି କସ୍‌ରି ଉଟିଗାଲା ।
40 Og han drog atter bort hinsides Jordan til det Sted, hvor Johannes først døbte, og han blev der.
୪୦ତାର୍‌ପଚେ ସେ ଆରିତରେକ୍‌ ଜର୍‌ଦନ୍‌ ଗାଡର୍‌ ସେପାଟେ ଉଟିଜାଇକରି ଆଗେ ଜଅନ୍‌ ଜନ୍‌ ଜାଗାଇ ଡୁବନ୍‌ ଦେଇ ରଇଲା, ସେ ଜାଗାଇ ଜାଇକରି ରଇଲା ।
41 Og mange kom til ham, og de sagde: "Johannes gjorde vel intet Tegn; men alt, hvad Johannes sagde om denne, var sandt."
୪୧ଆରି ବେସିଲକ୍‌ମନ୍‌ ତାର୍‌ଲଗେ ଆସିକରି କଇଲାଇ, “ଜଅନ୍‌ ସିନା କାଇ କାବାଅଇ ଜିବା କାମ୍‌ କରି ନ ରଇଲା, ମାତର୍‌ ଏ ଲକର୍‌ ବିସଇନେଇ ଜଅନ୍‌ ଜେତ୍‌କି କାତା କଇରଇଲା, ସେ ସବୁ ସତ୍‌ ଆକା ।”
42 Og mange troede på ham der.
୪୨ଆରି ସେ ଜାଗାଇ ବେସି ଲକ୍‌ମନ୍‌ ଜିସୁକେ ବିସ୍‌ବାସ୍‌ କଲାଇ ।

< Johannes 10 >