< Hebræerne 13 >

1 Broderkærligheden blive ved!
କିରିସ୍‌ଟଟାନେ ମିସିବିଡି ରଇବା ବିସ୍‌ବାସି ବାଇବଇନି ପାରା ଆଲାଦ୍‌ କରାକରି ଅଇ ରୁଆ ।
2 Glemmer ikke Gæstfriheden; thi ved den have nogle, uden at vide det, haft Engle til Gæster.
ନ ଚିନ୍‌ଲା ଲକ୍‌ମନ୍‌କେ ମିସା ତମର୍‌ ଗର୍‌ମନ୍‌କେ ଡାକିନିଆ । କାଇକେବଇଲେ କେତେଲକ୍‌ ନାଜାନିକରି ସେନ୍ତାରି ଦୁତ୍‌ମନ୍‌କେ ଡାକିନେଲାଇ ।
3 Kommer de fangne i Hu, som vare I selv medfangne; dem, der lide ilde, som de, der også selv ere i et Legeme.
ବନ୍ଦି ଗରେ ରଇବା ଲକ୍‌ମନ୍‌କେ ତମେ ତାକର୍‌ ସଙ୍ଗ୍‍ ରଇଲାପାରା ଦୟା ଦେକାଆ । ଦୁକ୍‌କସ୍‌ଟ ଅଇରଇବା ଲକ୍‌ମନ୍‌କେ ନିଜେ ତାକର୍‌ପାରା ଦୁକ୍‌କସ୍‌ଟ ପାଇଲୁନି ବଲି ଏତାଆ ।
4 Ægteskabet være æret hos alle, og Ægtesengen ubesmittet; thi utugtige og Horkarle skal Gud dømme.
ବିବା ଅଇବାଟା ସବୁଲକ୍‌ ନିକ ବଲି ମାନତ୍‌ । ସବୁ ମାଇଜିମନସ୍‌ ମନ୍‌ ଗଟେକ୍‌ ମାଇଜି ଆରି ଗଟେକ୍‌ ମନସ୍‌ ଅଇକରି ସତ୍‌ସଙ୍ଗ୍‍ ରଇବାର୍‌ଆଚେ । ଜନ୍‌ ଲକ୍‌ମନ୍‌ ବେସିଆ କାମ୍‌ କରି ରଇବାଇ, ସେମନ୍‌କେ ପର୍‌ମେସର୍‌ ଡଣ୍ଡ୍‌ ଦେଇସି ।
5 Eders Vandel være uden Pengegridskhed, nøjes med det, I have; thi han har selv sagt: "Jeg vil ingenlunde slippe dig og ingenlunde forlade dig,"
ଡାବୁ ଆସା ଅଇକରି ତାର୍‌ପଚେ ପାଲାଆ ନାଇ । କାଇକେବଇଲେ ପର୍‌ମେସର୍‌ କଇଲାଆଚେ, “ମୁଇ ତମ୍‌କେ କେବେ ନ ପାସ୍‌ରି କି ନ ଚାଡି ।”
6 så at vi kunne sige med frit Mod: "Herren er min Hjælper, jeg vil ikke frygte; hvad kan et Menneske gøre mig?"
ତେବର୍‌ପାଇ ଆମେ ସାସ୍‌ ଦାରି କଇପାର୍‌ବୁ ପର୍‌ମେସର୍‌ ଆକା ମକେ ସାଇଜ କର୍‌ସି, ମୁଇ କେବେ ନ ଡରି ଲକ୍‌ମନ୍‌ ମକେ କାଇଟା କରି ନାପାରତ୍‌ ।
7 Kommer eders Vejledere i Hu, som have forkyndt eder Guds Ord, og idet I betragte deres Vandrings Udgang, så efterligner deres Tro!
ଜନ୍‌ ଲକ୍‌ମନ୍‌ ତମ୍‌କେ ମୁକିଅ ଇସାବେ ଡାକିନେଇ ପର୍‌ମେସରର୍‌ ବାକିଅ ସିକାଇତେରଇଲାଇ, ସେମନର୍‌ ବିସଇ ବାବିଦେକା । ସେମନ୍‌ କେନ୍ତି ଜିଇଲାଇ ଆରି ମଲାଇ? ତମେ ତାର୍‌ ପାରା ବିସ୍‌ବାସ୍‌ କରା ।
8 Jesus Kristus er i Går og i Dag den samme, ja, til evig Tid. (aiōn g165)
କାଇକେବଇଲେ, ଜିସୁକିରିସ୍‌ଟ କେବେ ନ ବାଦ୍‌ଲେ । ସେ ଆଜିର୍‌ପାଇ, କାଲିକର୍‌ପାଇ, ଆରି ସବୁଦିନର୍‌ ପାଇ ସମାନ୍‌ ସେ ରଇସି । (aiōn g165)
9 Lader eder ikke lede vild af mange Hånde og fremmede Lærdomme; thi det er godt, at Hjertet styrkes ved Nåden, ikke ved Spiser; thi deraf have de, som holdt sig dertil, ingen Nytte haft.
ତେବର୍‌ପାଇ ଲକ୍‌ମନ୍‌ ତମ୍‌କେ ବିନ୍‌ ବିନ୍‌ ସିକିଆ ସୁନାଇକରି ସତ୍‌ବାଟେଅନି ବିନେ ନେବାକେ ରାଜି ଉଆନାଇ । କାଇକେବଇଲେ ପର୍‌ମେସର୍‌ ଜିବନ୍‌ ଦୁକାଇକରି ଦୟା ଦେକାଇଲାଟା ଆମର୍‌ ମନ୍‌କେ ଡାଟ୍‌ କର୍‌ସି । କାଦିର୍‌ ଲାଗି ରଇବା ନିୟମ୍‌ ମାନ୍‌ବାଟା ନଏଁ । ସେନ୍ତାରି ନିୟମ୍‌ ମାନ୍‌ବା ଲକ୍‌, ତେଇ ଅନି କାଇଟା ମିସା ପାଅତ୍‌ ନାଇ ।
10 Vi have et Alter, hvorfra de, som tjene ved Tabernaklet, ikke have Ret til at spise.
୧୦ଜିଉଦିମନର୍‌ ବେଦିଟାନେ ସେବା କର୍‌ବା ପୁଜାରିମନ୍‌ ତେଇ ସର୍‌ପି ଦେଇରଇବା କାଇଟା ମିସା କାଇବାର୍‌ ନଏଁ ।
11 Thi de Dyr, hvis Blod for Syndens Skyld bæres ind i Helligdommen af Ypperstepræsten, deres Kroppe opbrændes uden for Lejren.
୧୧ବଡ୍‌ ପୁଜାରି ପସୁମନର୍‌ ବନି ନେଇକରି, ପାପର୍‌ ବଲି ସର୍‌ପିଦେବାକେ ଅଦିକ୍‌ ସୁକଲ୍‌ ଜାଗାଇ ନେଇସି । ମାତର୍‌ ପଡିଜାଇରଇବା ପସୁମନର୍‌ ଗାଗଡ୍‌ ତୁମ୍‌ ଗର୍‌ ବାଇରେ ରଇସି ।
12 Derfor led også Jesus uden for Porten, for at han kunde hellige Folket ved sit eget Blod.
୧୨ସେଟାସେ ଜିସୁକେ ଅଇରଇଲା । କାଇକେବଇଲେ, ତାକେ ନଅରର୍‌ ବାଇରେ ଲକ୍‌ମନ୍‌ ମରାଇରଇଲାଇ । ଆରି ତାର୍‌ ବନି ଗୁଲାଇ ମୁନୁସ୍‌ ଜାତିର୍‌ ପାପ୍‌ ଦଇଦେଲା ।
13 Så lader os da gå ud til ham uden for Lejren, idet vi bære hans Forsmædelse;
୧୩ତେବର୍‌ପାଇ ନଅରର୍‌ ବାଇରେ ଜୁ । ଆରି ତାକେ ଆମେ ବିସ୍‌ବାସ୍‌ କଲାର୍‌ପାଇ, ଲକ୍‌ମନ୍‌ ଜେତ୍‌କି ନିନ୍ଦା କଲାଟା ଆମେ ମୁର୍‌ଚିକରି ରଉ ।
14 thi her have vi ikke en blivende Stad, men vi søge den kommende.
୧୪କାଇକେ ବଇଲେ ଆମେ ସବୁଦିନ୍‌ ଏ ଜଗତେ ନ ରଉ । ମାତର୍‌ ଆଇବା ଦିନ୍‌ମନ୍‌କେ କେବେ ନ ସାର୍‌ବା ଦିନ୍‌ଜାକ ରଇବା ନଅରେ ରଇବୁ ବଲି ଆମେ ଜାଗିଆଚୁ ।
15 Lader os da ved ham altid frembære Gud Lovprisnings Offer, det er: en Frugt af Læber, som bekende hans Navn.
୧୫ତେବେ ଆସା । ଜିସୁକିରିସ୍‌ଟକେ ଦେଇକରି ଆମେ ସବୁବେଲେ ପର୍‌ମେସର୍‌କେ ବଲି ସର୍‌ପି ଦେଇତେ ରଉ । ସେଟା ଆମର୍‌ ଟଣ୍ଡେଅନି ଆଇବା ଉପାସନା । ସେ ଆକା ମାପ୍‌ରୁ ବଲି ଆମେ କଉଁ ।
16 Men glemmer ikke at gøre vel og at meddele; thi i sådanne Ofre har Gud Velbehag.
୧୬ନିକ କାମ୍‌ କର୍‌ବାକେ ପାସ୍‌ରା ନାଇ । ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକ୍‌କେ ସାଇଜ କରା । କାଇକେବଇଲେ, ଏନ୍ତାରି ରଇବା ଚଲାଚଲ୍‌ତି ପର୍‌ମେସର୍‌କେ ସାର୍‌ଦା କରାଇବା ଗଟେକ୍‌ ବଲି ।
17 Lyder eders Vejledere og retter eder efter dem; thi de våge over, eders Sjæle som de, der skulle gøre Regnskab - for at de må gøre dette med Glæde og ikke sukkende: thi dette er eder ikke gavnligt.
୧୭ତମର୍‌ ମୁକିଅ ଲକ୍‌ମନର୍‌ କାତା ମାନିକରି ଆଦେସ୍‌ ଦେଲାଟା କରା । ସେମନ୍‌ ଜାଗୁଆଲ୍‌ମନର୍‌ ପାରା ନ ତାକିକରି ତମର୍‌ ଆତ୍‌ମାମନ୍‌କେ ଜତନ୍‌ କଲାନି । କାଇକେବଇଲେ ସେମନ୍‌କେ ତାକର୍‌ କରିରଇବା କାମ୍‌ ପର୍‌ମେସର୍‌ କେ ଇସାବ୍‌ ଦେବାକେ ପଡ୍‌ସି । ତମେ ଜଦି ତାକର୍‌ କାତା ମାନ୍‌ସା, ସେମନ୍‌ ସାର୍‌ଦା ସଙ୍ଗ୍‍ ସେବା କାମ୍‌ କର୍‌ବାଇ । ତମେ ତାକର୍‌ କାତା ନ ମାନ୍‌ଲେ, ସେମନ୍‌ ଦୁକ୍‌ ଅଇବାଇ । ତେବେ ତମ୍‌କେ କାଇ ସାଇଜ ନଏଁ ।
18 Beder for os; thi vi ere forvissede om, at vi have en god Samvittighed, idet vi ønske at vandre rettelig i alle Ting.
୧୮ଆମର୍‌ ପାଇ ପାର୍‌ତନା କର୍‌ତେରୁଆ । ଆମର୍‌ ବିବେକ୍‌ ଆମେ କରିରଇବା କାମ୍‌ ସତ୍‌ ବଲି ସାକିଦେଲାନି ।
19 Og jeg formaner eder des mere til at gøre dette, for at jeg desto snarere kan gives eder igen.
୧୯ମର୍‌ପାଇ ମିସା ପାର୍‌ତନା କରା । ଜେନ୍ତାରି କି ପର୍‌ମେସର୍‌ ଦାପ୍‌ରେ ମକେ ତମର୍‌ଲଗେ ପାଟାଇସି ।
20 Men Fredens Gud, som førte den store Fårenes Hyrde, vor Herre Jesus, op fra de døde med en evig Pagts Blod, (aiōnios g166)
୨୦ଆମର୍‌ ମାପ୍‌ରୁ ଜିସୁକେ ପର୍‌ମେସର୍‌ ମଲାତେଇଅନି ଉଟାଇଲା । ସେ ଗଟେକ୍‌ ଗଉଡ୍‌ପାରା ଆମ୍‌କେ ଜାଗିରଇସି । ଆମେ ପର୍‌ମେସର୍‌ ସଙ୍ଗ୍‍ ସବୁଦିନର୍‌ପାଇ ଗଟେକ୍‌ ଅଇବାଟାକେ ତାର୍‌ ବନି ଜରାଇଲା । (aiōnios g166)
21 han bringe eder til Fuldkommenhed i alt godt, til at gøre hans Villie, og han virke i eder det, som er velbehageligt for hans Åsyn, ved Jesus Kristus: ham være Æren i Evighedernes Evigheder: Amen. (aiōn g165)
୨୧ଜିସୁକିରିସ୍‌ଟର୍‌ ଲାଗି ସାନ୍ତି ଦେବା ପର୍‌ମେସର୍‌ ତମ୍‌କେ ସବୁ ରକାମର୍‌ ସାଇଜ ଦେଅ । ଜେନ୍ତାରି କି ସେ ମନ୍‍ କଲାଟା ତମେ ପୁରାପୁରୁନ୍‌ କର୍‌ସା । ଆମେ କର୍‌ବା କାମ୍‌ ତାକେ ସାର୍‌ଦା ଦେଅ । ଜିସୁକିରିସ୍‌ଟକେ ଆମେ ନ ସାର୍‌ବା ଦିନ୍‌ଜାକ ଡାକ୍‌ପୁଟା ଦେଉଁ । (aiōn g165)
22 Jeg beder eder, Brødre! at I finde eder i dette Formaningsord; thi jeg har jo skrevet til eder i Korthed.
୨୨ଏ ମର୍‌ ବାଇବଇନିମନ୍‌, ମୁଇଁ ତମ୍‌କେ ବାବୁଜିଆ କଲିନି, ମୁଇ ତମ୍‌କେ କଇଲା ଏ ସବୁ କାତା ମୁର୍‌ଚିକରି ସୁନା । କାଇକେବଇଲେ, ଏ ଚିଟି ବେସି ଡେଙ୍ଗ୍‌ ନାଇ ।
23 Vid, at vor Broder Timotheus er løsladt; sammen med ham vil jeg se eder, dersom han snart kommer.
୨୩ଆମର୍‌ ବାଇ ତିମତି ବନ୍ଦିଗରେ ଅନି ମୁକ୍‌ଲି ଆଚେବଲି ଜାନ୍‌ସା । ସେ ଜଦି ସେ ଦାପ୍‌ରେ ଆଇସି, ତେବେ ମର୍‌ସଙ୍ଗ୍‍ ତାକେ ଡାକିଆନ୍‌ବି ।
24 Hilser alle eders Vejledere og alle de hellige! De fra Italien hilse eder.
୨୪ତେଇ ରଇବା ତମର୍‌ ମୁକିଅ ଲକ୍‌ମନ୍‌କେ ଆରି ପର୍‌ମେସରର୍‌ ସବୁ ଲକ୍‌ମନ୍‌କେ ମର୍‌ ଜୁଆର୍‌ ଜାନାଇ ଦିଆସ୍‌ । ଇଟାଲିତେଇ ମର୍‌ ସଙ୍ଗ୍‍ ରଇବା ଆମର୍‌ ବାଇବନିମନ୍‌ ମିସା ଜୁଆର୍‌ ଜାନାଇଲାଇନି ।
25 Nåden være med eder alle!
୨୫ପର୍‌ମେସର୍‌ ତମ୍‌କେ ସବୁଲକ୍‌କେ ତାର୍‌ ଜିବନ୍‌ ଦୁକାଇ ଦୟା ଦେକାଅ ।

< Hebræerne 13 >