< Hebræerne 11 >

1 Men Tro er en Fortrøstning til det, som håbes, en Overbevisning om Ting, som ikke ses.
ତେବେ ବିସ୍‌ବାସ୍‌ ଆଲେ କାଇଟା? ଜନ୍‌ ବିସଇର୍‌ ପାଇ ଆମେ ଆସା କଲୁନି, ସେଟା ସିଦ୍‌ ଅଇସି ଆକା ବଲି ଆମର୍‌ ମନେ ଜାନ୍‌ବାଟା ଅଇଲାନି ବିସ୍‌ବାସ୍‌ । ଆରି ଜନ୍‌ଟା ଆମେ ଦେକି ନାପାରୁ, ସତଇସେ ଆଚେ ବଲି ଜାନ୍‌ବାଟା, ମିସା ବିସ୍‌ବାସ୍‌ ।
2 Ved den fik jo de gamle godt Vidnesbyrd.
ପୁର୍‌ବେ ରଇବା ଆମର୍‌ ଆନିଦାଦିମନର୍‌ ବିସ୍‌ବାସର୍‌ ଲାଗି ପର୍‌ମେସର୍‌ ସେମନ୍‌କେ ମନ୍‌କଲା ।
3 Ved Tro fatte vi, at Verden er bleven skabt ved Guds Ord, så det ikke er af synlige Ting, at det, som ses, er blevet til. (aiōn g165)
ଆମର୍‌ ବିସ୍‌ବାସର୍‌ଲାଗି, ଏ ଜଗତ୍‌ ଆରି ତେଇ ରଇବା ସବୁଜାକ ପର୍‌ମେସରର୍‌ ଆଦେସ୍‌ ଇସାବେ ତିଆର୍‌ ଅଇଲାଆଚେ ବଲି ଆମେ ଜାନ୍‌ଲୁନି । ତେବେ ଜନ୍‌ଟା ଦେକି ଅଇଲାନି, ସେଟା ଦେକି ନ ରଇଲା ଟାନେଅନି ତିଆର୍‌ ଅଇଆଚେ । (aiōn g165)
4 Ved Tro ofrede Abel Gud et bedre Offer end Kain, og ved den fik han det Vidnesbyrd, at han var retfærdig, idet Gud bevidnede sit Velbehag i hans Gaver; og ved den taler han endnu efter sin Død.
ଏବଲର୍‍ ବିସଇ ବାବି ଦେକୁ । ତାର୍‌ ବିସ୍‌ବାସର୍‌ ଲାଗି ସେ ଜନ୍‌ଟା ପର୍‌ମେସର୍‌କେ ସର୍‌ପି ଦେଇରଇଲା, ତାର୍‌ ବାଇ କଇନ୍‌ ଦେଲାଟାନେଅନି ନିକରଇଲା । ତାର୍‌ ବିସ୍‌ବାସର୍‌ ଲାଗି ପର୍‌ମେସର୍‌ ତାକେ ଦରମ୍‌ ବଲି ଏଜାଇଲା । ସେ ସର୍‌ପିଦେଲାଟା ପର୍‌ମେସର୍‌ ମାନ୍‌ଲାକେ ଆମେ ଏଟା ଜାନ୍‌ଲୁନି । ତେବର୍‌ପାଇ ଏବଲ୍‌ ମରିଗାଲେମିସା ତାର୍‌ ବିସ୍‌ବାସର୍‌ ଲାଗି, ସେ ଆମ୍‌କେ କାଇକାଇଟା କଇଲାନି ।
5 Ved Tro blev Enok borttagen, for at han ikke skulde se Døden, og han blev ikke funden, efterdi Gud havde taget ham bort; thi før Borttagelsen har han fået det Vidnesbyrd, at han har behaget Gud.
ଆରି ଗଟେକ୍‌ ଲକ୍‌ ରଇଲା ଇନକ୍‌, ତାର୍‌ ବିସ୍‌ବାସର୍‌ ଲାଗି ସେ ମରେନାଇ, ମାତର୍‌ ଜିବନ୍‌ ରଇତେ ତାକେ ପର୍‌ମେସର୍‌ ଦାରିଗାଲା । ତେବେ ସେମନ୍‌ ତାକେ କଜ୍‌ଲାଇ ମିସା ମିଲାଇ ନାପାର୍‌ଲାଇ । କାଇକେବଇଲେ ପର୍‌ମେସର୍‌ ତାକେ ନେଇରଇଲା । ସାସ୍‌ତରେ ଏନ୍ତାରି ଲେକା ଅଇଲାଆଚେ, ତାକେ ଦାରି ନେବା ଆଗ୍‌ତୁ ପର୍‌ମେସର୍‌ ତାକେ ମନ୍‌ କରିରଇଲା ।
6 Men uden Tro er det umuligt at behage ham; thi den, som kommer frem for Gud, bør tro, at han er til, og at han bliver deres Belønner, som søge ham.
ତେବର୍‌ପାଇ ଜନ୍‌ ଲକ୍‌ମନ୍‌ ପର୍‌ମେସରର୍‌ ଲଗେ ଆଇବାକେ ମନ୍‌ କଲାଇନି, ପର୍‌ମେସର୍‌ ଆଚେ ବଲି ବିସ୍‌ବାସ୍‌ କର୍‌ବାର୍‌ ଆଚେ । ଜେତ୍‌କି ଲକ୍‌ମନ୍‌ ତାକେ କଜ୍‌ବାଇ, ସେ ସେମନର୍‌ ଆସା କଲାଟା ପୁରାପୁରୁନ୍‌ କର୍‌ସି ।
7 Ved Tro var det, at Noa, advaret af Gud om det, som endnu ikke sås, i Gudsfrygt indrettede en Ark til Frelse for sit Hus; ved den domfældte han Verden og blev Arving til Retfærdigheden ifølge Tro.
ନଅର୍‌ ବିସଇ ବାବିଦେକା । ତାର୍‌ ବିସ୍‌ବାସର୍‌ ଲାଗି ପଚ୍‌କେ ଅଇବା ବିସଇ ପର୍‌ମେସର୍‌ ତାକେ ଜାଗ୍‌ରତ୍‌ କରାଇଲାକେ, ସେ କାତା, ସେ ଏଲାକରେ ନାଇ । ତାର୍‌ ଆଗ୍‌ତୁ ସେ ସେନ୍ତାରିଟା କାଇଟା ନ ଦେକିରଇଲେ ମିସା, ସେ ବିସ୍‌ବାସ୍‌ କଲା । ତାର୍‌ପଚେ ସେ ଆରି ତାର୍‌ କୁଟୁମ୍‌ ରକିଆ ପାଇବାକେ ଗଟେକ୍‌ ବଡ୍‌ ଡଙ୍ଗା ତିଆର୍‌ କଲା । ତାର୍‌ ବିସ୍‌ବାସର୍‌ ଲାଗି ପର୍‌ମେସର୍‌ ତାକେ ଦରମ୍‌ ଲକ୍‌ ବଲି ଏଜ୍‌ଲା, ମାତର୍‌ ବିନ୍‌ଲକ୍‌ମନ୍‌କେ ଦସି କଲା ।
8 Ved Tro adlød Abraham, da han blev kaldet, så han gik ud til et Sted, som han skulde tage til Arv; og han gik ud, skønt han ikke vidste, hvor han kom hen.
ଅବ୍‌ରାଆମ୍ ମିସା ତାର୍‌ ବିସ୍‌ବାସର୍‌ ଲାଗି ପର୍‌ମେସରର୍‌ କାତା ମାନ୍‌ଲା । ପର୍‌ମେସର୍‌ ତାର୍‌ପାଇ ସଙ୍ଗଇରଇବା ଗଟେକ୍‌ ଦେସେ ଜା ବଲି କଇଲାକେ, ସେ ଦାପ୍‌ରେ ମାନ୍‌ଲା ଆରି ବାରଇଲା । ସେ କନ୍ତି ଗାଲିନି ବଲି ନାଜାନି ରଇଲେ ମିସା ସେ ସେନ୍ତାର୍‌ କଲା ।
9 Ved Tro blev han Udlænding i Forjættelsens Land som i et fremmed og boede i Telte med Isak og Jakob, som vare Medarvinger til samme Forjættelse;
ତାର୍‌ ବିସ୍‌ବାସର୍‌ ଲାଗି ପର୍‌ମେସର୍‌ ତାକେ ଦେବି ବଲି କାତା ଦେଇରଇଲା ଦେସେ, ସେ ବିନ୍‌ଦେସର୍‌ ଲକ୍‌ ପାରା ତୁମ୍‌ ଟାନି ରଇଲା । ସେନ୍ତାରିସେ ତାର୍‌ ପଅ ଇସାକ୍‌ ଆରି ଜାକୁବ୍‌ ତାର୍‌ ନାତି ମିସା ପର୍‌ମେସର୍‌ କାତା ଦେଇରଇଲାଟା ମିଲାଇବାଟାନେ ମିସ୍‌ଲାଇ ।
10 thi han forventede den Stad, som har fast Grundvold, hvis Bygmester og Grundlægger er Gud.
୧୦ଅବ୍‌ରାଆମ୍ ସେନ୍ତାରି ଜାଗାଇ ମୁର୍‌ଚିକରି ରଇଲା । କାଇକେବଇଲେ ପର୍‌ମେସର୍‌ ତିଆର୍‌ କଲା ସବୁଦିନ୍‌ ରଇବା ସରଗର୍‌ ନଅରେ ରଇବି ବଲି ସେ ଆସାକଲା ।
11 Ved Tro fik endog Sara selv Kraft til at undfange endog ud over sin Alders Tid; thi hun holdt ham for trofast, som havde forjættet det.
୧୧ତାର୍‌ ବିସ୍‌ବାସର୍‌ ଲାଗି ଅବ୍‌ରାଆମ୍ ବେସି ଡକ୍‌ରା ରଇଲା ମିସା ଆରି ତାର୍‌ ମାଇଜି ସାଆରା ବାଞ୍ଜି ରଇଲେ ମିସା, ବାବା ଅଇଲା । ପର୍‌ମେସର୍‌ କାତା ଦେଇରଇଲାଟା ସିଦ୍‌ କର୍‌ସିଆକା ବଲି ସେ ଜାନିରଇଲା ।
12 Derfor avledes der også af en, og det en udlevet, som Himmelens Stjerner i Mangfoldighed og som Sandet ved Havets Bred, det, som ikke kan tælles.
୧୨ଅବ୍‌ରାଆମ୍ କୁଲ୍‌କୁଲା ଡକ୍‌ରା ଅଇଲାକେ ସେ ପିଲାଜିଲା କରି ନାପାର୍‌ଲା । ଅଇଲେମିସା ତାର୍‌ ନାତିତିତିମନ୍‌ ବାଦଲର୍‌ ତାରା ପାରା ଆରି ସମ୍‌ଦୁରେ ରଇବା ବାଲି ପାରା ଜବର୍‌ ଅଇଗାଲାଇ ।
13 I Tro døde alle disse uden at have opnået Forjættelserne; men de så dem langt borte og hilsede dem og bekendte, at de vare fremmede og Udlændinge på Jorden.
୧୩ଏ ସବୁ ଲକ୍‌ମନ୍‌ ସେମନ୍‌ ମଲାବେଲେ ମିସା ପର୍‌ମେସର୍‌କେ ବିସ୍‌ବାସ୍‌ କର୍‌ତେ ରଇଲାଇ । ପର୍‌ମେସର୍‌ ସେମନ୍‌କେ କାତା ଦେଇରଇଲାଟା, ସେମନ୍‌ ଜିବନ୍‌ ରଇଲାବେଲେ ନ ମିଲାଇରଇଲେ ମିସା, ଜନ୍‌ଟା ପାଇବାଇ, ସେଟା ଦୁରିକେଅନି ଦେକ୍‌ଲାପାରା ଦେକି ସାର୍‌ଦା ଅଇଲାଇ । ଏ ଜଗତେ ସେମନ୍‌ ବିନ୍‌ ଦେସର୍‌ ପାରା ଆରି ନିଜର୍‌ ଦେସେ ନ ରଇଲା ଲକର୍‌ପାରା ମାନିଅଇକରି ରଇଲାଇ ।
14 De, som sige sådant, give jo klarlig til Kende, at de søge et Fædreland.
୧୪ସେମନ୍‌ ମାନିଅଇ ରଇଲାଟାନେ ଅନି ଆମେ ଜାନ୍‌ବୁ ଜେ, ସେମନ୍‌ ନିଜର୍‌ଟା ବଲି ଜାନାଇବା ଗଟେକ୍‌ ଦେସ୍‌ କଜ୍‌ତେ ରଇଲାଇ ।
15 Og dersom de havde haft det, hvorfra de vare udgåede, i Tanker, havde de vel haft Tid til at vende tilbage;
୧୫ସେମନ୍‌ ଚାଡିକରି ଆସିରଇବା ଦେସ୍‌ ବିସଇନେଇ ଚିନ୍ତା କରତ୍‌ନାଇ । ସେନ୍ତାରି କର୍‌ତାଇଆଲେ, ସେମନ୍‌ ବାଉଡ୍‌ବାକେ ଅଇତା ।
16 men nu hige de efter et bedre, det er et himmelsk; derfor skammer Gud sig ikke ved dem, ved at kaldes deres Gud; thi han har betedt dem en, Stad.
୧୬ସେମନ୍‌ ଚାଡିଆଇଲା ନଅର୍‌ତେଇଅନି ଅଦିକ୍‌ ନିକ ଗଟେକ୍‌ ନଅରର୍‌ ପାଇ ତାକର୍‌ ଆଁକି ରଇଲା । କାଇକେବଇଲେ, ସେମନ୍‌ ସରଗ୍‌ ଦେସ୍‌ ପାରାଟା କଜ୍‌ତେରଇଲାଇ । ସେମନ୍‌ ତାକେ ପର୍‌ମେସର୍‌ ବଲି ଡାକ୍‌ଲାର୍‍ ପାଇ, ସେ ଲାଜ୍‌ ଅଏନାଇ । କାଇକେବଇଲେ ସେ ତାକର୍‌ପାଇ ଗଟେକ୍‌ ନଅର୍‌ ତିଆର୍‌କଲା ଆଚେ ।
17 Ved Tro har Abraham ofret Isak, da han blev prøvet, ja, den. enbårne ofrede han, som havde modtaget Forjættelserne,
୧୭ତାର୍‌ ବିସ୍‌ବାସର୍‌ ଲାଗି ଅବ୍‌ରାଆମ୍ ଜେଡେବେଲେ ପର୍‌ମେସର୍‌ ତାକେ ପରିକା କଲା, ସେ ତାର୍‌ ପଅକେ ବଲି ଇସାବେ ସର୍‌ପି ଦେଲା । ମାତର୍‌ ପର୍‌ମେସର୍‌ କାତା ଦେଇରଇଲାଟାନେ ଅବ୍‌ରାଆମର୍‌ ବିସ୍‌ବାସ୍‌ ଡାଁଟ୍‌ ରଇଲା । ଆରି ସେ ତାର୍‌ ଗଟେକ୍‌ ବଲି ପଅ ଇସାକ୍‌କେ ବଲି ଇସାବେ ଦେବାକେ ରାଜି ରଇଲା ।
18 til hvem der var sagt: "I Isak skal en Sæd få Navn efter dig; "
୧୮ତାର୍‌ ପଅ ଇସାକର୍‌ ଲାଗି, ତାର୍‌ ନାତିତିତିମନ୍‌ ଜବର୍‌ ଅଇଜିବାଇ ବଲି ପର୍‌ମେସର୍‌ ତାକେ କାତା ଦେଇରଇଲା ।
19 thi han betænkte, at Gud var mægtig endog til at oprejse fra de døde, hvorfra han jo også lignelsesvis fik ham tilbage.
୧୯ଜଦି ଇସାକ୍‌ ମରିଗାଲେ, ପର୍‌ମେସର୍‌ ତାକେ ଜିବନ୍‌ କରି ଉଟାଇପାର୍‌ସି ବଲି ଅବ୍‌ରାଆମ୍ ବାବିରଇଲା । ଆରି ସେବେଲେ ସେନ୍ତାରିସେ ତାକେ ମଲାତେଇଅନି ଜିବନ୍‌ ଅଇକରି ପାଇଲା ପାରା ସେ ରଇଲା ।
20 Ved Tro udtalte Isak Velsignelse over Jakob og Esau angående kommende Ting.
୨୦ଇସାକ୍‌ ତାର୍‌ ବିସ୍‌ବାସର୍‌ ଲାଗି, ତାର୍‌ ପଅମନ୍‌ ଜାକୁବ୍‌ ଆରି ଏସ୍‌ଅକେ ଆଇବା ଦିନ୍‌ମନର୍‌ ପାଇ ଆସିର୍‌ବାଦ୍‌ ଦେଲା ।
21 Ved Tro velsignede Jakob døende hver af Josefs Sønner og tilbad, lænende sig over sin Stav.
୨୧ଜାକୁବ୍‌ ତାର୍‌ ବିସ୍‌ବାସର୍‌ ଲାଗି, ସେ ମର୍‌ବା ବେଲେ ତାର୍‌ ନାତିତିତିମନ୍‌ ଜେ କି ଜସେପର୍‌ ପଅମନ୍‌କେ ଆସିର୍‌ବାଦ୍‌ କଲା । ସେ ଦାରିକରି ଇଣ୍ଡ୍‌ବା ଡାଙ୍ଗ୍‌ ଉପ୍‌ରେ ଆଉଜି କରି ପର୍‌ମେସର୍‌କେ ଉପାସନା କଲା ।
22 Ved Tro talte Josef på sit yderste om Israels Børns Udgang og gav Befaling om sine Ben.
୨୨ଜସେପ୍‌ ତାର୍‌ ବିସ୍‌ବାସର୍‌ ଲାଗି ସେ ମର୍‌ବାବେଲେ ଆଇବା ଦନ୍‌ମନ୍‌କେ ଇସ୍‌ରାଏଲର୍‌ ଲକ୍‌ମନ୍‌ ସବୁ ମିସର୍‌ ଦେସ୍‌ ଚାଡି ଜିବାଇ ବଲି କଇରଇଲା । ଆରି ତାର୍‌ ମଲା ଗାଗଡ୍‌ସଙ୍ଗ୍‍ କାଇଟା କର୍‌ବାର୍‌ ଆଚେ ବଲି ସେମନ୍‌କେ ତିଆରି ରଇଲା ।
23 Ved Tro blev Moses, da han var født, skjult i tre Måneder af sine Forældre, fordi de så, at Barnet var dejligt, og de frygtede ikke for Kongens Befaling.
୨୩ମସାର୍‌ ଆୟାବାବାମନ୍‌ ତାକର୍‌ ବିସ୍‌ବାସର୍‌ ଲାଗି ଏବ୍‌ରିଅମନର୍‌ ପିଲାଟକିକେ ମରାଇବାର୍‌ ଆଚେ ବଲି ରାଜା ଆଦେସ୍‌ ଦେଇରଇଲା ମିସା, ସେମନ୍‌ ମସା ଜନମ୍‌ ଅଇଲାକେ ତାକେ ତିନ୍‌ମାସ୍‌ ଲୁଚାଇକରି ସଙ୍ଗଇଲାଇ । ସେ ଗଟେକ୍‌ ସୁନ୍ଦର୍‌ ପିଲା ବଲି ସେମନ୍‌ ଦେକ୍‌ଲାଇ । ରାଜା ଆଦେସ୍‌ କଲାଟାକେ ସେମନ୍‌ ଡରତ୍‌ ନାଇ ।
24 Ved Tro nægtede Moses, da han var bleven stor, at kaldes Søn af Faraos Datter
୨୪ମସା ତାର୍‌ ବିସ୍‌ବାସର୍‌ ଲାଗି, ସେ ବଡ୍‌ ଅଇଲାକେ ରାଜାର୍‌ ଜିଇର୍‌ ପିଲା ବଲାଇଅଇବାକେ ମନ୍‌ କରି ନ ରଇଲା ।
25 og valgte hellere at lide ondt med Guds Folk end at have en kortvarig Nydelse af Synd,
୨୫ଚନେକର୍‌ପାଇ ସାର୍‌ଦା ଦେବା ପାପ୍‌ କର୍‌ବାତେଇଅନି, ପର୍‌ମେସରର୍‌ ଲକ୍‌ମନର୍‌ ସଙ୍ଗ୍‍ କସ୍‌ଟ ଅଇରଇବାଟା ଅଦିକ୍‌ ନିକ ବଲି ସେ ବାବ୍‌ଲା ।
26 idet han agtede Kristi Forsmædelse for større Rigdom end Ægyptens Skatte; thi han så hen til Belønningen.
୨୬ମସିଅର୍‌ ଲାଗି ଲାଜ୍‌ପାଇ ମୁର୍‌ଚିକରି ରଇବାଟା ମିସର୍‌ ଦେସେଅନି ମିଲାଇରଇବା ବଡ୍‌ ଦନ୍‌ ସଁପତିତେଇଅନି ଅଦିକ୍‌ ନିକଟା ବଲି ସେ ବାବ୍‌ଲା । ଆଇବା ଦିନ୍‌ମନ୍‌କେ ମିଲାଇବା ପୁରୁସ୍‌କାର୍‌ଟାନେ ସେ ଆଁକିପାକାଇ ରଇଲା ।
27 Ved Tro forlod han Ægypten uden at frygte for Kongens Vrede; thi som om han så den usynlige, holdt han ud.
୨୭ତାର୍‌ ବିସ୍‌ବାସର୍‌ ଲାଗି, ସେବେଲେ ସେ ମିସର୍‌ଦେସ୍‌ ଚାଡିଆଇଲା । କାଇକେବଇଲେ, ସେ ରାଜାର୍‌ ରିସା ଡରେନାଇ । ଆକିସଙ୍ଗ୍‌ ଦେକି ନାପାର୍‌ବା ପର୍‌ମେସର୍‌କେ ଦେକ୍‌ଲା ପାରା ସେ ଆରି ସେ ଦେସେ ବାଉଡେନାଇ ।
28 Ved Tro har han indstiftet Påsken og Påstrygelsen af Blodet, for at den, som ødelagde de førstefødte, ikke skulde røre dem.
୨୮ତାର୍‌ ବିସ୍‌ବାସର୍‌ ଲାଗି ସେ ନିସ୍‌ତାର୍‌ ପରବ୍‌ ମାନ୍‌ଲା ଆରି ଇସ୍‌ରାଏଲ୍‌ ଲକ୍‌ମନର୍‌ ରଇବା ଗରର୍‌ କାପାଟେ, ଗଟେକ୍‌ ମେଣ୍ଡାପିଲାର୍‌ ବନି ଚିଚ୍‌ବାକେ ଆଦେସ୍‌ ଦେଲା । ସେ ଏନ୍ତାରି କଲାକେ ପର୍‌ମେସରର୍‌ ଦୁତ୍‌ ଇସ୍‌ରାଏଲ୍‌ ଲକ୍‌ମନର୍‌ ପଣୁଆ ପିଲାମନ୍‌କେ ମରାଏ ନାଇ ।
29 Ved Tro gik de igennem det røde Hav som over tørt Land, medens Ægypterne druknede under Forsøget derpå.
୨୯ଇସ୍‌ରାଏଲର୍‌ ଲକ୍‌ମନ୍‌ ତାକର୍‌ ବିସ୍‌ବାସର୍‌ ଲାଗି ଲଇତ୍‌ ନାଉଁର୍‌ ସମ୍‌ଦୁର୍‌ ବିତ୍‌ରେ ସୁକ୍‌ଲା ବୁଇଁପାରା ଇଣ୍ଡି ଇଣ୍ଡି ଲଙ୍ଗ୍‌ଲାଇ । ସେମନ୍‌କେ କେଦି ଆନ୍‌ତେରଇବା ମିସର୍‌ ଦେସର୍‌ ଲକ୍‌ମନ୍‌, ସେନ୍ତାରି ଲଙ୍ଗ୍‌ବାକେ ଚେସ୍‌ଟା କଲାଇଜେ ସେମନ୍‌ ସବୁଲକ୍‌ ବୁଡିଗାଲାଇ । କାଇକେବଇଲେ ଜନ୍‌ ସମ୍‌ଦୁରେ ସେମନ୍‌ ଇଣ୍ଡ୍‌ବା ବେଲେ ପାନି ଦୁଇବାଗ୍‌ ଅଇରଇଲା, ପର୍‌ମେସର୍‌ ସେ ପାନି ମିସାଇଦେଲା ।
30 Ved Tro faldt Jerikos Mure, efter at de vare omgåede i syv Dage.
୩୦ଇସ୍‌ରାଏଲର୍‌ ଲକ୍‌ମନ୍‌ ତାକର୍‌ ବିସ୍‌ବାସର୍‌ ଲାଗି ଜିରିକର୍‌ ପାଚୁରିତେଇ ଆସି ସାତ୍‌ ଦିନ୍‌ ଜାକ ତେଇ ବୁଲ୍‌ଲାକେ ତାର୍‌ ପାଚୁରି ବସ୍‌ଲିଗାଲା ।
31 Ved Tro undgik Skøgen Rahab at omkomme med de genstridige; thi hun modtog Spejderne med Fred.
୩୧ଜେରିକର୍‌ ନଅରେ ରଇବା ରାଆବ୍‌ ନାଉଁର୍‌ ଗଟେକ୍‌ ବେସିଆ ମାଇଜି, ତାର୍‌ ବିସ୍‌ବାସର୍‌ ଲାଗି ପର୍‌ମେସର୍‌କେ ନ ମାନିକରି ରଇବା ଲକର୍‌ ସଙ୍ଗ୍‍ ମରେନାଇ । ଇସ୍‌ରାଏଲର୍‌ କବର୍‌ ନେବା ଲକ୍‌ମନ୍‌ ଲୁଚ୍‌ତେ ନଅରେ ଆଇଲାବେଲେ ରାଆବ୍‌ ସେମନ୍‌କେ ସାଇଜ କଲା ।
32 Dog, hvorfor skal jeg tale mere? Tiden vil jo fattes mig, hvis jeg skal fortælle om Gideon, Barak, Samson, Jefta, David og Samuel og Profeterne,
୩୨ମୁଇ ଇତି ତେବ୍‌ବି । କାଇକେବଇଲେ ମୁଇ ଆରି କଇବାଟା ଆରାମ୍‌ କଲେ, ଗିଦିୟନ୍‌, ବାରାକ୍‌, ସାମ୍‌ସନ୍‌, ଜେପ୍‌ତା, ସାମୁଏଲ୍‌, ଆରି ବବିସତ୍‌ବକ୍‌ତାମନର୍‌ ବିସ୍‌ବାସ୍‌ ବିସଇ କାତା ଅଇବାକେ ବେଲା ନ କେଟେ ।
33 som ved Tro overvandt Riger, øvede Retfærdighed, opnåede Forjættelser, stoppede Løvers Mund,
୩୩ତାକର୍‌ ବିସ୍‌ବାସର୍‌ ଲାଗି କେତେକ୍‌ ଲକ୍‌ ରାଇଜେ ଜୁଇଦ୍‌ କରି ଜିତ୍‌ଲାଇ । ବିନ୍‌ଲକ୍‌ମନ୍‌ ଦରମ୍‌ ଚଲାଚଲ୍‌ତିକରି ପର୍‌ମେସର୍‌ କାତା ଦେଇରଇବାଟା ମିଲାଇଲାଇ । ସେମନ୍‌ ବାଦ୍‌ରା ସିଅଁମନ୍‌କେ ଆରାଇଲାଇ ।
34 slukkede Ilds Kraft, undslap Sværds Od, bleve stærke efter Svaghed, bleve vældige i Krig, bragte fremmedes Hære til at vige.
୩୪ବିନ୍‌ ଲକ୍‌ମନ୍‌ ତାକର୍‌ ବିସ୍‌ବାସର୍‌ ଲାଗି ଜବର୍‌ ଜଇଲାଚ୍‌ଲାଇ ମିସା ପଡତ୍‌ନାଇ, । କାଣ୍ଡାତେଇଅନି ରକିଆ ପାଇଲାଇ । ସେମନ୍‌ ଦୁର୍‌ବଲ୍‌ ରଇଲାଇ । ମାତର୍‌ ତାକର୍‌ ବିସ୍‌ବାସର୍‌ ଲାଗି ଡାଟ୍‌ ଅଇଲାଇ । ଜୁଇଦ୍‌କର୍‌ବାକେ ବପୁ ଅଇଲାଇ । ସତ୍‌ରୁମନର୍‌ ସଇନମନ୍‌କେ ଆରାଇଲାଇ ।
35 Kvinder fik deres døde igen ved Opstandelse. Andre bleve lagte på Pinebænk og toge ikke imod Befrielse, for at de måtte opnå en bedre Opstandelse.
୩୫କେତେଟା ମାଇଜିମନ୍‌ ମିସା ତାକର୍‌ ବିସ୍‌ବାସର୍‌ ଲାଗି ସେମନର୍‌ କୁଟୁମର୍‌ ଲକ୍‌ମନ୍‌କେ ମଲାତେଇଅନି ଜିବନ୍‌ ଅଇତେ ମିଲାଇଲାଇ । ବିସ୍‌ବାସିମନ୍‌କେ ବନ୍ଦିକରି ନେଲାଇ । ସେମନ୍‌ ମର୍‌ବାଜାକ ଦୁକ୍‌ କସ୍‌ଟ ପାଇଲେ ମିସା ତାକର୍‌ ବିସ୍‌ବାସ୍‌ ଚାଡତ୍‌ ନାଇ । ଆଇବା ଦିନ୍‌ମନ୍‌କେ ଅଦିକ୍‌ ନିକ ଜିବନ୍‌ ପାଇବୁ ବଲି ସେନ୍ତାରି ଅଇକରି ମଲାଇ ।
36 Andre måtte friste Forhånelser og Hudstrygelser, tilmed Lænker og Fængsel;
୩୬କେତେ ଲକ୍‌କେ କିଜାଇଲାଇ, କର୍‌ଡା ମାରାଇଲାଇ, ବିନ୍‌ ଲକ୍‌ମନ୍‌କେ ବାନ୍ଦିକରି ଜଇଲେ ପୁରାଇଲାଇ,
37 de bleve stenede, gennemsavede, fristede, dræbte med Sværd, gik omkring i Fåre- og Gedeskind, lidende Mangel, betrængte, mishandlede
୩୭ବିନ୍‍ ଲକ୍‌ମନ୍‌କେ ପାକ୍‌ନା ମାରାଇ ମରାଇଲାଇ, । ଦୁଇପଡାକରି କାଟାଇଲାଇ, କାଣ୍ଡା ସଙ୍ଗ୍‍ ମାରାଇଲାଇ । କେତେକ୍‌ ଲକ୍‌ ତାକର୍‌ ବିସ୍‌ବାସ୍‌ ଚାଡତ୍‌ନାଇକେ ଅବ୍‌କା ଚେଲିମେଣ୍ଡା ଚାମ୍‌ସେ ଲୁଗାର୍‌ପାଇ ରଇଲା । ସେମନ୍‌ ବେସି ଅର୍‌କିତ୍‌ ରଇଲାଇ । ସେମନ୍‌କେ ସାଦ୍‌ବାନ୍ଦ୍‌ କରି ତାଡ୍‌ନା କଲାଇ ।
38 (dem var Verden ikke værd), omvankende i Ørkener og på Bjerge og i Huler og Jordens Kløfter.
୩୮ଏ ଜଗତର୍‌ କାରାପ୍‌ ଲକ୍‌ମନ୍‌, ସେ ଦରମ୍‌ ଲକ୍‌ମନର୍‌ ସଙ୍ଗ୍‍ ମିସ୍‌ବାକେ ସମାନ୍‌ ନ ରଇଲାଇ, ବିନ୍‌ ବିସ୍‌ବାସିମନ୍‌ ନିଜର୍‌ ଗର୍‌ଦୁଆର୍‌ ଚାଡି ଆଜିଜାଇରଇବା ଲକ୍‌ମନର୍‌ ପାରା ମରୁବାଲି ବୁଏଁ, ଆରି କୁପ୍‌ଲିତେଇ ରଇବା ପାଆରେ, ଆରି କଲେ ରଇଲାଇ ।
39 Og alle disse, skønt de havde Vidnesbyrd for deres Tro, opnåede ikke Forjættelsen,
୩୯ତାକର୍‌ ବିସ୍‌ବାସର୍‌ ଲାଗି ସେମନ୍‌ ଡାକ୍‌ପୁଟା ଅଇଲାଇ । ଏଲେମିସା ପର୍‌ମେସର୍‌ କାତା ଦେଇରଇବାଟା ସେମନ୍‌ ମିଲାଅତ୍‌ ନାଇ ।
40 efterdi Gud forud havde udset noget bedre for os, for at de ikke skulde fuldkommes uden os.
୪୦କାଇକେବଇଲେ ପର୍‌ମେସର୍‌ ଗଟେକ୍‌ ବେସି ନିକ ଜଜ୍‌ନା ଆମର୍‌ପାଇ ଟିକ୍‌ କଲାଆଚେ । ଆମେ ସେ ଲକ୍‌ମନର୍‌ ସଙ୍ଗ୍‍ ନ ମିସ୍‌ବାଜାକ, ସେ ସେମନ୍‌କେ କାତା ଦେଇରଇଲାଟା ସିଦ୍‌ ନ କରେ ।

< Hebræerne 11 >