< Apostelenes gerninger 26 >

1 Men Agrippa sagde til Paulus: "Det tilstedes dig at tale om dig selv." Da udrakte Paulus Hånden og forsvarede sig således:
ଆଗ୍‌ରିପା ପାଉଲ୍‌କେ କଇଲା, “ତକେ ତର୍‌ ନିଜର୍‌ ବିସଇ ଜାଇଟା କଇବାର୍‌ ଆଚେ, ସେଟା କଇବାକେ ଅଦିକାର୍‌ ଦିଆଅଇଲା ।” ପାଉଲ୍‌ ଆତ୍‌ ଉଟାଇକରି ନିଜର୍‌ବାଟେଅନି କଇଲା,
2 "Jeg agter mig selv lykkelig, fordi jeg i Dag skal forsvare mig for dig angående alle de Ting, for hvilke jeg anklages af Jøderne, Kong Agrippa!
“ରାଜା ଆଗ୍‌ରିପା! ଜିଉଦିମନ୍‌ ମକେ ଜନ୍‌ ସବୁ ବିସଇ ନେଇ ଦସି କରିଆଚତ୍‌, ସେଟାର୍‌ ବିରଦେ ତମର୍‌ ମୁଆଟେ, ନିଜର୍‌ ବାଟେଅନି କଇବାକେ ବେଲା ପାଇଲାର୍‌ ପାଇ ମୁଇ କେଡେ କରମର୍‌ ଲକ୍‌ ବଲି ବାବ୍‌ଲିନି ।”
3 navnlig fordi du er kendt med alle Jødernes Skikke og Stridsspørgsmål; derfor beder jeg dig om, at du tålmodigt vil høre mig.
କାଇକେବଇଲେ ଜିଉଦିମନର୍‌ ରିତିନିତି ବିସଇ ଆରି ସେମନର୍‌ ଲାଗାଜଡା ବିସଇ ତମେ ନିକସଙ୍ଗ୍‍ ଜାନାସ୍‌ । ମୁଇ ଗୁଆରି କଲିନି, ତମେ ବିଜାର୍‌ ନ ଅଇକରି ମର୍‌ ସବୁକାତା ସୁନା ।
4 Mit Levned fra Ungdommen af, som fra Begyndelsen har været ført iblandt mit Folk og i Jerusalem, vide alle Jøderne Besked om;
“ପିଲାବେଲେଅନି କେନ୍ତି ମୁଇ ଜିଇଲି ଆଚି, ସେଟା ଜିଉଦିମନ୍‌ ଜାନତ୍‌ । ପର୍‌ତୁମ୍‌ ମର୍‌ ନିଜର୍‌ ଦେସେ ଆରି ପଚେ ଜିରୁସାଲମେ ମୁଇ କେନ୍ତି ଜିବନ୍‌ କାଟ୍‌ଲି ଆଚି, ସେଟା ମିସା ସେମନ୍‌ ଜାନତ୍‌ ।
5 thi de kende mig i Forvejen lige fra først af (om de ellers ville vidne), at jeg har levet som Farisæer efter det strengeste Parti i vor Gudsdyrkelse.
ଆଗେଅନି ମୁଇ ଜିଉଦି ନିୟମ୍‌ ସବୁ ମାନିକରି ପାରୁସିମନର୍‌ ପାରା ଚଲାଚଲ୍‌ତି କଲିଆଚି, ସେ ବିସଇ ସେମନ୍‌ ସାକି ଦେଇପାରତ୍‌ ।”
6 Og nu står jeg her og dømmes for Håbet på den Forjættelse, som er given af Gud til vore Fædre,
ପର୍‌ମେସର୍‌ ଆମର୍‌ ଆନିଦାଦିମନ୍‌କେ ଜନ୍‌ କାତା ଦେଇ ରଇଲା, ତେଇ ମର୍‌ ଆସା ରଇଲାର୍‌ପାଇ ଆଜି ମୁଇ ଇତି ବିଚାର୍‌ନା କରାଇଅଇବାକେ ଟିଆ ଅଇଲିଆଚି ।
7 og som vort Tolvstammefolk håber at nå frem til, idet de tjene Gud uafladeligt Nat og Dag; for dette Håbs Skyld anklages jeg af Jøder, o Konge!
ମାତର୍‌ ଏ ରାଜା, ଏ ଆସା ଆମର୍‌ ବାର୍‌ଟା ଜିଉଦି ଜାତିର୍‌ ଲକ୍‌ ଦିନ୍‌ ରାତି ମାପ୍‌ରୁକେ ପାର୍‌ତନା କରି, ପାଇବାକେ ଆସାକଲାଇନି । ଆରି ଏ ଆସାର୍‌ ଲାଗି ଆମର୍‌ ଜିଉଦିମନ୍‌ ମକେ ଦସି କରିଆଚତ୍‌ ।
8 Hvor kan det holdes for utroligt hos eder, at Gud oprejser døde?
ପର୍‌ମେସର୍‌ ମଲା ଲକ୍‌କେ ଉଟାଇସି, ବଲି କାଇକେ ବିସ୍‌ବାସ୍‌ କରିନାପାର୍‌ଲାସ୍‌ନି?
9 Jeg selv mente nu også at burde gøre meget imod Jesu, Nazaræerens Navn,
“ମୁଇ ମିସା ସେମନର୍‌ ପାରା ରଇଲି । ନାଜରିତିୟ ଜିସୁର୍‌ ବାଟେ ଜିବା ସବୁ ଲକ୍‌ମନର୍‌ ବିରୁଦେ ମର୍‌ ଜେତ୍‌କି ବପୁ ସଙ୍ଗ୍‍ ମିସା କାମ୍‌ କର୍‌ବାର୍‌ ଆଚେ ବଲି ଚିନ୍ତା କଲି ।
10 og det gjorde jeg også i Jerusalem; og jeg indespærrede mange af de hellige i Fængsler, da jeg havde fået Fuldmagt dertil af Ypperstepræsterne, og når de bleve slåede ihjel, gav jeg min Stemme dertil.
୧୦ମୁଇ ଜିରୁସାଲାମେ ସେନ୍ତି କଲି । ମୁକିଅ ପୁଜାରିମନର୍‌ତେଇଅନି ଅଦିକାର୍‌ ଚିଟି ପାଇ, ପରମେସରର୍‌ ବେସି ଲକ୍‌ମନ୍‌କେ ବାନ୍ଦି କରି, ବନ୍ଦି ଗରେ ପୁରାଇଦେଲି । ଆରି ସେମନ୍‌କେ ମରନର୍‌ ଡଣ୍ଡ୍ ଦେବାକେ ବିଚାର୍‌ନା କଲାବେଲେ, ସେମନର୍‌ ବିରୁଦେ ଟିଆଅଇଲି ।
11 Og i alle Synagogerne lod jeg dem ofte straffe og tvang dem til at tale bespotteligt, og rasende end mere imod dem forfulgte jeg dem endog til de udenlandske Byer.
୧୧କେତେ କେତେ ତର୍‌ ପାର୍‌ତନା ଗର୍‌ମନ୍‌କେ ସେମନ୍‌ ବିସ୍‌ବାସ୍‌ ଚାଡତ୍‌ ବଲି ମାର୍‌ବାକେ ତିଆର୍‌ଲି, ସେମନର୍‌ ଉପ୍‌ରେ ଏତେ ରିସା ଅଇଜାଇରଇଲି ଜେ, ସେମନ୍‌କେ କସ୍‌ଟ ଦେବାକେ ବିଦେସେ, ରଇବା ଗଡ୍‌ମନ୍‌କେ ମିସା ଜାଇରଇଲି ।”
12 Da jeg i dette Øjemed drog til Damaskus med Fuldmagt og Myndighed fra Ypperstepræsterne,
୧୨“ଏଟା କର୍‍ବାକେ ମୁଇ ମୁକିଅ ପୁଜାରିମନର୍‌ତେଇଅନି ଅଦିକାର୍‌ ଚିଟି ଆରି ଆଦେସ୍‌ ନେଇ ଦାମାସ୍‌କସେ ଜାଇରଇଲି ।
13 så jeg undervejs midt på Dagen, o Konge! et Lys fra Himmelen, som overgik Solens Glans, omstråle mig og dem, som rejste med mig.
୧୩ଏ ରାଜା ଏଗ୍‌ରିପା, ଅଟାତ୍‌ ଦିନେକ୍‌ ମୁଣ୍ଡ୍‌ବେଲା ଲଗେ, ଜିବାବାଟେ ବେଲ୍‌ ତାରାସେଅନି ଅଦିକ୍‌ ଉଜଲ୍‌ ଦେକ୍‌ଲି । ସର୍‌ଗେଅନି ସେ ଉଜଲ୍‌ ଆସି ମକେ ଆରି ମର୍‌ ସଙ୍ଗ୍‍ ଜିବା ଲକର୍‌ ଚାରିବେଟ୍‌ତି ବିଚି ଅଇଲା ।”
14 Men da vi alle faldt til Jorden, hørte jeg en Røst, som sagde til mig i det hebraiske Sprog: Saul! Saul! hvorfor forfølger du mig? det bliver dig hårdt at stampe imod Brodden.
୧୪ଆମେ ସବୁ ଲକ୍‌ ତଲେ ଅଦ୍‌ରି ଡୁଲିଦେଲୁ ଆରି ଇବ୍‌ରୁ ବାସାଇ ମକେ କଇତେରଇବା ଏ କାତା ସୁନ୍‌ଲି, “ସାଉଲ୍‌, ସାଉଲ୍‌!” ତୁଇ ମକେ କାଇକେ କସ୍‌ଟ ଦେଲୁସ୍‌ନି? କସ୍‌ଲାବେଲେ କସ୍‌ବାଲକ୍‌ ବଲଦ୍‌କେ ତୁତାରିବୁସ୍‌ଲେ ବଲଦ୍‌ ଲାତ୍‌ମାର୍‌ବା ପାରା, ତୁଇ ନିଜେ କସ୍‌ଟ ପାଇଲୁସ୍‌ନି ।
15 Og jeg sagde: Hvem er du, Herre? Men Herren sagde: Jeg er Jesus, som du forfølger.
୧୫“ମୁଇ ପାଚାର୍‌ଲି, ‘ମାପ୍‌ରୁ ତମେ କେ?’ ସେ କଇଲା, ‘ମୁଇ ଜିସୁ, ମକେସେ ତୁଇ କସ୍‌ଟ ଦେଲୁସ୍‌ନି ।’
16 Men rejs dig og stå på dine Fødder; thi derfor har jeg vist mig for dig, for at udkåre dig til Tjener og Vidne, både om det, som du har set, og om mine kommende Åbenbaringer for dig,
୧୬ମାତର୍‌ ଉଟିକରି ଟିଆ ଅ । ତକେ ମର୍‌ ସେବାକାରିଆ କର୍‌ବାକେ, ଦର୍‌ସନ୍‌ ଦେଲିଆଚି । ଆଜି ତୁଇ ମର୍‌ ବିସଇ ଜାଇଟା ଦେକ୍‌ଲୁସ୍‌ ଆରି ପଚ୍‌କେ ମିସା ମୁଇ ଜାଇଟା ଦେକାଇବି, ସେ ବିସଇ ତୁଇ ବିନ୍‌ ଲକ୍‌ମନ୍‌କେ ସାକିଦେସ୍‌ ।
17 idet jeg udfrier dig fra Folket og fra Hedningerne, til hvilke jeg udsender dig
୧୭ଜନ୍‌ ଜିଉଦି ଆରି ଜିଉଦିନଇଲା ଲକ୍‌ମନର୍‌ତେଇ ତକେ ପାଟାଇବି, ସେମନର୍‌ତେଇ ଅନି ତାଡ୍‌ନା ପାଇଲେ, ମୁଇ ତକେ ରକିଆ କର୍‌ବି ।
18 for at oplade deres Øjne, så de må omvende sig fra Mørke til Lys og fra Satans Magt til Gud, for at de kunne få Syndernes Forladelse og Lod iblandt dem, som ere helligede ved Troen på mig.
୧୮ତୁଇ ସେମନର୍‌ ଆଁକି ପିଟାଇଦେସ୍‌ ବଲି ମୁଇ ତକେ କଇଲିନି । ଜେନ୍ତିକି ସେମନ୍‌ ଆନ୍ଦାରେଅନି ଉଜଲେ ଆରି ସଇତାନର୍‌ ବାନ୍ଦନେଅନି ମାପ୍‌ରୁର୍‌ ବାଟେ ବାଅଡ୍‌ବାଇ । ଜେନ୍ତିକି ମକେ ବିସ୍‌ବାସ୍‌ କଲାର୍‌ ପାଇ, ସେମନର୍‌ ପାପ୍‌ କେମା ଅଇସି । ଆରି ମାପ୍‌ରୁ ବାଚ୍‌ଲା ଲକ୍‌ମନର୍‌ ସଙ୍ଗ୍‍ ସେମନ୍‌କେ ମିସା ଡାକିନେବାଇ ।”
19 Derfor, Kong Agrippa! blev jeg ikke ulydig imod det himmelske Syn;
୧୯“ସେଟାର୍‌ପାଇ ଏ ରାଜା ଆଗ୍‌ରିପା ମୁଇ ସର୍‌ଗେଅନି ଜନ୍‌ ଦର୍‌ସନ୍‌ ପାଇଲିଆଚି, ସେଟା ପୁରାପୁରୁନ୍‌ ମାନ୍‌ଲି ।
20 men jeg forkyndte både først for dem i Damaskus og så i Jerusalem og over hele Judæas Land og for Hedningerne, at de skulde fatte et andet Sind og omvende sig til Gud og gøre Gerninger, Omvendelsen værdige.
୨୦ସେନ୍ତାରି ମୁଇ ପର୍‌ତମେ ଦାମାସ୍‌କସେ ଆରାମ୍‌କରି ତାର୍‌ପଚେ ଜିରୁସାଲାମେ, ପଚେ ଜିଉଦାର୍‌ ସବୁବାଟେ ଆରି ଜିଉଦିନଇଲା ଲକ୍‌ମନର୍‌ ବିତରେ ମାପ୍‌ରୁର୍‌ ବିସଇ ଜାନାଇଲି । ଜେନ୍ତି କି ସେମନ୍‌ କରିରଇବା ପାପ୍‌ ଏତାଇ, ଦୁକ୍‌କରି ମାପ୍‌ରୁର୍‌ବାଟେ ବାଅଡ୍‌ବାଇ । ଆରି ସେମନ୍‌ ଜନ୍‌ଟା ମାନିଆଇଲାଇ ଆଚତ୍‌, ସେଟା ତାକର୍‌ ଚଲାଚଲ୍‌ତିଅନି ଜାନିଅଇସି ।
21 For denne Sags Skyld grebe nogle Jøder mig i Helligdommen og forsøgte at slå mig ihjel.
୨୧ଏଟାର୍‌ପାଇ ମୁଇ ମନ୍ଦିରେ ରଇଲାବେଲେ ଜିଉଦିମନ୍‌ ମକେ ଦାରି ମରାଇବାକେ ଚେସ୍‌ଟା କଲାଇ ।
22 Det er altså ved den Hjælp, jeg har fået fra Gud, at jeg har stået indtil denne Dag og vidnet både for små og store, idet jeg intet siger ud over det, som både Profeterne og Moses have sagt skulde ske,
୨୨ମାତର୍‌ ପର୍‌ମେସର୍‌ ମକେ ଆଜିକେଜାକ ରକିଆ କଲାଆଚେ ଆରି ସେଟାର୍‌ପାଇ ଆଜି ସାନ୍‌ ବଡ୍‌ ସବୁ ଲକର୍‌ ଲଗେ ସମାନ୍‌ ଇସାବେ ମର୍‌ ସାକିଦେବାକେ ଟିଆକରାଇଆଚେ । ବବିସତ୍‌ବକ୍‌ତା ଆରି ମସା ଜାଇଟା ଗଟ୍‌ସି ବଲି କଇରଇଲାଇ, ଟିକ୍‌ ସେ କାତା ମୁଇ କଇଲିନି ।
23 at Kristus skulde lide, at han som den første af de dødes Opstandelse skulde forkynde Lys både for Folket og for Hedningerne."
୨୩ମସିଅ ଦୁକ୍‌ ପାଇସି ଆରି ମଲାଲକ୍‌ମନର୍‌ ବିତ୍‌ରେଅନି ସିଗ୍‌ ପର୍‌ତୁମେ ଉଟି, ଜିଉଦି ଆରି ଜିଉଦି ନଇଲା ଲକ୍‌ମନର୍‌ ଲଗେ ମୁକ୍‌ତିର୍‌ ଉଜଲ୍‌ ଦେକାଇସି ।”
24 Men da han forsvarede sig således, sagde Festus med høj Røst: "Du raser, Paulus! den megen Lærdom gør dig rasende."
୨୪ପାଉଲ୍‌ ନିଜର୍‌ ବାଟେଅଇ କଇଲା ବେଲେ, ପେସ୍‌ଟସ୍‌ ତାକେ ଆଉଲିଅଇ କରି କଇଲା, “ପାଉଲ୍‌, ତୁଇ ବାୟା ଅଇଗାଲୁସ୍‌! ତୁଇ ପାଟ୍‍ପଡି ବେସି ପାଇରଇବା ଗିଆନ୍‌ ତକେ ବାୟା କଲାଆଚେ ।”
25 Men Paulus sagde: "Jeg raser ikke, mægtigste Festus! men jeg taler sande og betænksomme Ord.
୨୫ପାଉଲ୍‌ କଇଲା, “ଏ ମାପ୍‌ରୁ ପେସ୍‌ଟସ୍‌, ମୁଇ ବାୟା ଅଇନାଇ, ମୁଇ ଜାଇଟା କଇଲିନି ସେଟା ପୁରାପୁରୁନ୍‌ ସତ୍‌ । ଆରି ତବିର୍‌ ବୁଦିର୍‌ କାତା କଇଲିଆଚି ।
26 Thi Kongen ved Besked om dette, og til ham taler jeg frimodigt, efterdi jeg er vis på, at slet intet af dette er skjult for ham; thi dette er ikke sket i en Vrå.
୨୬ଏ ରାଜା ଅଗ୍‍ରିପା! ତମେ ଏ ବିସଇ ଜାନିରଇଲାର୍‌ ପାଇ, ତମର୍‌ ମୁଆଟେ ଏ କାତା କଇବାକେ ସାଆସ୍‌ କଲିନି! ମୁଇ ଜାନାଇରଇବା ସବୁ ବିସଇର୍‌ କାଇ କାତା ମିସା, ସେ ନାଜାନେ, ବଲି ମୁଇ ବିସ୍‌ବାସ୍‌ କରିନାଇ! କାଇକେବଇଲେ ଏଟା ଲୁଚ୍‌ତେ କରାଅଏ ନାଇ ।
27 Tror du, Kong Agrippa, Profeterne? Jeg ved, at du tror dem."
୨୭ରାଜା ଆଗ୍‌ରିପା, ତମେ ବବିସତ୍‌ବକ୍‌ତାମନ୍‌କେ ବିସ୍‌ବାସ୍‌ କଲାସ୍‌ନି ତ? ମୁଇ ଜାନି ତମେ ବିସ୍‌ବାସ୍‌ କଲାସ୍‌ନି!”
28 Men Agrippa sagde til Paulus: "Der fattes lidet i, at du overtaler mig til at blive en Kristen."
୨୮ଆଗ୍‌ରିପା ପାଉଲ୍‌କେ କଇଲା, “ଏ ଅଲପ୍‌ ବେଲା ବିତ୍‌ରେ ତୁଇ କାଇ ମକେ ବିସ୍‌ବାସି କରିଦେବି ବଲି ବାବ୍‌ଲୁସ୍‌ନି କି?”
29 Men Paulus sagde: "Jeg vilde ønske til Gud, enten der fattes lidet eller meget, at ikke alene du, men også alle, som høre mig i Dag, måtte blive sådan, som jeg selv er, på disse Lænker nær."
୨୯ପାଉଲ୍‌ କଇଲା, “ଚନେକ୍‌ ଅ କି ପରେକ୍‌ ଅ, ପର୍‌ମେସରର୍‌ ଲଗେ ମର୍‌ ଏତ୍‌କି ମାଙ୍ଗ୍‌ଲିନି । ଅବ୍‌କା ତମେସେ ନାଇ ରାଜା, ଆଜି ମର୍‌ କାତା ସୁନିରଇବା ସବୁ ଲକ୍‌ ମର୍‌ପାରା କିରିସ୍‌ଟର୍‌ ସିସ୍‌ ଉଆ । ମାତର୍‌ ମର୍‌ପାରା ଏନ୍ତି ସିକ୍‌ଲିସଙ୍ଗ୍‍ ବାନ୍ଦାଇ ଉଆ ବଲି ମୁଇ କଇନାଇ ।”
30 Da stod Kongen op og Landshøvdingen og Berenike og de, som sade hos dem.
୩୦ତାର୍‌ ପଚେ ରାଜା, ସାସନ୍‌କାରିଆ, ଆରି ବର୍‌ନିସ୍‌ ଆରି ବିନ୍‌ ଲକ୍‌ମନ୍‌ ଜିବାକେ ଉଟ୍‌ଲାଇ ।
31 Og da de gik bort, talte de med hverandre og sagde: "Denne Mand gør intet, som fortjener Død eller Lænker."
୩୧ସେମନ୍‌ ବାରଇଲା ବେଲେ ତାକର୍‌ ତାକର୍‌ ବିତ୍‌ରେ କଇଲାଇ, “ଏ ଲକ୍‌ ଏନ୍ତି କାଇମିସା କାମ୍‌ କରେ ନାଇ, ଜନ୍‌ଟା କି ସେ ମରନର୍‌ ଡଣ୍ଡ୍ ପାଇବାକେ କି ବନ୍ଦି ଅଇବାକେ ।”
32 Men Agrippa sagde til Festus: "Denne Mand kunde være løsladt, dersom han ikke havde skudt sig ind under Kejseren."
୩୨ଆଗ୍‌ରିପା ପେସ୍‌ଟସ୍‌କେ କଇଲା, “ଜଦି ଏ ଲକ୍‌ ବଡ୍‌ସାସନ୍‌କାରିଆଟାନେ ବିଚାର୍‌ ପାଇବି ବଲି ଗୁଆରି କରି ନ ରଇଲେ, ତେବେ ଆମେ ତାକେ ଚାଡି ଦେଇତୁ ।”

< Apostelenes gerninger 26 >