< Apostelenes gerninger 22 >

1 " I Mænd, Brødre og Fædre! hører nu mit forsvar over for eder!"
“ମର୍‌ ସଙ୍ଗାରି ଜିଉଦି ବାଇ ଆରି ବାବାମନ୍‌, ମର୍‌ ନିଜର୍‌ବାଟେଅନି ମୁଇ ଜାଇଟା କଇଲିନି ସେଟା ସୁନା!”
2 Men da de hørte, at han talte til dem i det hebraiske Sprog, holdt de sig end mere stille. Og han siger:
ସେମନର୍‌ ସଙ୍ଗ୍‍ ସେ ଇବ୍‌ରୁ ବାସାଇ କାତା କଇବାଟା ସୁନି, ଲକ୍‍ ମାନ୍ଦା ଚୁପ୍‍ଚାପ୍‌ ଅଇଲାଇ ଆରି ପାଉଲ୍‌ କଇବାକେ ଦାର୍‌ଲା,
3 "Jeg er en jødisk Mand, født i Tarsus i Kilikien, men opfostret i denne Stad, oplært ved Gamaliels Fødder efter vor Fædrenelovs Strenghed og nidkær for Gud, ligesom I alle ere i Dag.
“ମୁଇ ଗଟେକ୍‌ ଜିଉଦି ଲକ୍‌, ସିଲିସିଆର୍‌ ତାର୍‌ସିସେ ମର୍‌ ଜନମ୍‌, ମାତର୍‌ ମୁଇ ଜିରୁସାଲାମେ କାଇପିଇ ବଡ୍‌ ଅଇରଇଲି ଆରି ଗମଲିଏଲର୍‌ ସିସ୍‌ ରଇଲି । ଆମର୍‌ ଆନିଦାଦିମନର୍‌ ରିତିନିତି, ମୁଇ ଟିକ୍‌ ଇସାବେ ସିକିରଇଲି ଆରି ତମର୍‌ ପାରା ପର୍‌ମେସର୍‌କେ ମାନିକରି ଜିଇତେରଇଲି ।
4 Og jeg forfulgte denne Vej indtil Døden, idet jeg lagde både Mænd og Kvinder i Lænker og overgav dem til Fængsler,
ମାପ୍‌ରୁର୍‌ ବାଟେ ଜିବା ଲକ୍‌ମନ୍‌କେ ମାର୍‌ଦାର୍‌ କରି ସେମନ୍‌କେ ମରାଇଦେଇତେ ରଇଲି । ମାଇଜିଟକି ମୁନୁସ୍‌ପିଲା ସବୁକେ ବାନ୍ଦିକରି ବନ୍ଦି ଗରେ ପୁରାଇ ଦେଇତେ ରଇଲି ।
5 som også Ypperstepræsten vidner med mig og hele Ældsterådet, fra hvem jeg endog fik Breve med til Brødrene i Damaskus og rejste derhen for også at føre dem, som vare der, bundne til Jerusalem, for at de måtte blive straffede.
ମର୍‌ ଏ କାତା ପୁରା ସତ୍‌ । ବଡ୍‌ ପୁଜାରି ଆରି ବଡ୍‌ ସବାର୍‌ ସବୁ ପାର୍‌ଚିନ୍‌ମନ୍‌ ସାକି ଆଚତ୍‌ । ଲକ୍‌ମନ୍‌କେ ବନ୍ଦି କରି ସିକ୍‌ଲି ସଙ୍ଗ୍‍ ବାନ୍ଦି ଜିରୁସାଲାମ୍‌ ଦାରିଆଇବାକେ, ମୁଇ ବଡ୍‍ ପୁଜାରିର୍‌ ଟାନେଅନି ଆଦେସ୍‌ ପତର୍‌ ପାଇ, ଦାମାସ୍‌କସେ ରଇବା ଜିଉଦି ବାଇମନର୍‌ ଲଗେ ଗାଲି ।”
6 Men det skete, da jeg var undervejs og nærmede mig til Damaskus, at ved Middag et stærkt Lys fra Himmelen pludseligt omstrålede mig.
“ମୁଇ ଜେଡେବେଲା ବାରଇ ଜିରୁସାଲମେ ଜିବାବେଲେ ଦାମାସ୍‌କସ୍‌ ଲଗାଲଗି ଅଇଲି, ପାକାପାକି ମୁଣ୍ଡ୍‌ବେଲାଇ, ଆକାସେଅନି ଗଟେକ୍‌ ଉଜଲ୍‌ ମର୍‌ ଚାରିବେଡ୍‌ତି ଉଜଲ୍‌ ଅଇଗାଲା ।”
7 Og jeg faldt til Jorden og hørte en Røst, som sagde til mig: Saul! Saul! hvorfor forfølger du mig?
ମୁଇ ବୁଏଁ ଉମ୍‌ତାଡିଅଇ ଅଦ୍‌ରିଗାଲି ଆରି ମର୍‌ପାଇ ଏ କାତା ସୁନ୍‌ଲି, ସାଉଲ୍‌, ସାଉଲ୍‌! ମକେ ତୁଇ କାଇକେ କସ୍‌ଟ ଦେଲୁସ୍‌ନି?
8 Men jeg svarede: Hvem er du, Herre? Og han sagde til mig: Jeg er Jesus af Nazareth, som du forfølger.
ମୁଇ ପାଚାର୍‌ଲି, “ମାପ୍‌ରୁ, ତମେ କେ? ସେ ମକେ କଇଲା, ‘ତମେ ଜାକେ କସ୍‌ଟ ଦେଲାସ୍‌ନି’ ମୁଇ ସେ ନାଜରିତର୍‌ ଜିସୁ ।”
9 Men de, som vare med mig, så vel Lyset, men hørte ikke hans Røst, som talte til mig.
ମର୍‌ସଙ୍ଗ୍‍ ରଇଲା ଲକ୍‌ ସେ ଉଜଲ୍‌ ଦେକ୍‌ଲାଇ, ମାତର୍‌ ମର୍‌ ସଙ୍ଗ୍‍ କାତା ଅଇବା ଲକର୍‌ ସର୍‌ ସୁନି ନାପାର୍‌ଲାଇ ।
10 Men jeg sagde: Hvad skal jeg gøre, Herre? Men Herren sagde til mig: Stå op og gå til Damaskus; og der skal der blive talt til dig om alt, hvad der er bestemt, at du skal gøre.
୧୦ମୁଇ ପାଚାର୍‌ଲି, “ମାପ୍‌ରୁ, ମୁଇ କାଇଟା କର୍‌ବି?” ମାପ୍‌ରୁ ମକେ କଇଲା, “ଉଟ୍‌, ଆରି ଦାମାସ୍‌କସେ ଜାଆ, ପରମେସର୍‌ ତର୍‌ ପାଇ ଜନ୍‌ କାମ୍‌ ଟିକ୍‌ କଲା ଆଚେ, ସେଟା ତମ୍‌କେ ତେଇ ଜାନାଇ ଦିଆଅଇସି ।”
11 Men da jeg havde mistet Synet ved Glansen af hint Lys, blev jeg ledet ved Hånden af dem, som vare med mig, og kom således ind i Damaskus.
୧୧ସେ ଉଜଲ୍‌ ଏତେକ୍‌ ଉଜଲ୍‌ ରଇଲା ଜେ, ସେ ଉଜଲର୍‌ ବପୁ ସଙ୍ଗ୍‍, ମୁଇ କାଣା ଅଇଜାଇରଇଲି । ସେଟାର୍‌ପାଇ ମର୍‌ ସଙ୍ଗ୍‍, ଜିବା ଲକ୍‌ମନ୍‌, ମର୍‌ ଆତେ ଦାରି, ମକେ ଦାମାସ୍‌କସେ ଡାକିନେଲାଇ ।
12 Men en vis Ananias, en Mand, gudfrygtig efter Loven, som havde godt Vidnesbyrd af alle Jøderne, som boede der,
୧୨ଦାମାସ୍‌କାସେ ଅନନିଅ ନାଉଁର୍‌ ଗଟେକ୍‌ ଦରମ୍‌ ଲକ୍‌ ରଇଲା । ସେ ଆମର୍‌ ରିତିନିତି ନାମି କରି ରଇଲା, ତେଇ ରଇବା ଜିଉଦିମନ୍‌ ସବୁ ତାକେ ବେସି ନାମ୍‌ତେ ରଇଲାଇ ।
13 kom til mig og stod for mig og sagde: Saul, Broder, se op! Og jeg så op på ham i samme Stund.
୧୩ସେ ମର୍‌ଲଗେ ଆସି ଟିଆଅଇ କଇଲା, “ବାଇ ସାଉଲ୍‌, ତୁଇ ଆଁକି ଆରି ତରେକ୍‌ ଦେକ୍‌ ।” ଟିକ୍‌ ସେ ଦାପ୍‌ରେ, ମୁଇ ଆରି ତରେକ୍‌ ଦେକ୍‌ବା ବପୁ ପାଇଲି ।
14 Men han sagde: Vore Fædres Gud har udvalgt dig til at kende hans Villie og se den retfærdige og høre en Røst af hans Mund.
୧୪ସେ କଇଲା, “ଆମର୍‌ ଆନିଦାଦିର୍‌ ମାପ୍‌ରୁ ସେ ମନ୍‌କର୍‌ବାଟା ଜାନ୍‌ବାକେ, ତାର୍‌ ଦରମର୍‌ ଦାଙ୍ଗ୍‌ଡାକେ ଦେକ୍‌ବାକେ ଆରି ତାର୍‌ କାତା ସୁନ୍‌ବାକେ, ତକେ ବାଚ୍‌ଲା ଆଚେ ।
15 Thi du skal være ham et Vidne for alle Mennesker om de Ting, som du har set og hørt.
୧୫ତୁଇ କାଇଟା ଦେକିଆଚୁସ୍‌ ଆରି ସୁନି ଆଚୁସ୍‌, ସେଟା ସବୁ ଲକର୍‌ ଲଗେ ଦେକାଇବାକେ ଆରି ସୁନାଇବାକେ ତାକର୍‌ ସାକି ଅଇସୁ ।
16 Og nu, hvorfor tøver du? Stå op, lad dig døbe og dine Synder aftvætte, idet du påkalder hans Navn!
୧୬ଆରି କାଇକେ ଅଲ୍‌ସମ୍‌ କଲୁସ୍‌ନି? ଉଟ୍‌, ଡୁବନ୍‌ ନେ, ଆରି ତାକେ ପାର୍‌ତନା କରି ତର୍‌ ସବୁ ପାପେଅନି ପରିଚଲ୍‌ ଅ ।”
17 Og det skete, da jeg var kommen tilbage til Jerusalem og bad i Helligdommen, at jeg faldt i Henrykkelse
୧୭“ମୁଇ ଜିରୁସାଲମେ ବାଉଡି ଜାଇ, ତେଇର୍‌ ମନ୍ଦିରେ ପାର୍‌ତନା କର୍‌ବାବେଲେ, ମକେ ମାପ୍‌ରୁର୍‌ ଦର୍‌ସନ୍‌ ମିଲ୍‌ଲା ।
18 og så ham, idet han sagde til mig: Skynd dig, og gå hastigt ud af Jerusalem, thi de skulle ikke af dig modtage Vidnesbyrd om mig.
୧୮ମାପ୍‌ରୁ ମକେ ନିଜେ ଦେକାଇଅଇ କଇଲା, ଦାପ୍‌ରେ ଜିରୁସାଲମ୍‌ ଚାଡି ଉଟି ଜା, କାଇକେ ବଇଲେ ଇତିର୍‌ ଲକ୍‌ମନ୍‌ ମର୍‌ ବିସଇ, ତୁଇ ସାକିଦେବାଟା ନ ନାମତ୍‌ ।”
19 Og jeg sagde: Herre! de vide selv, at jeg fængslede og piskede trindt om i Synagogerne dem, som troede på dig,
୧୯ମୁଇ କଇଲି “ମାପ୍‌ରୁ, ମୁଇ ପାର୍‌ତନା ଗର୍‌ମନ୍‌କେ ଜାଇ, ତମ୍‌କେ ବିସ୍‌ବାସ୍‌ କର୍‌ବା ଲକ୍‌ମନ୍‌କେ, କେନ୍ତାରି ବନ୍ଦି କରି ରଇଲି ଆରି ମାଡ୍‌ ମାରି ରଇଲି, ଏଟା ସେମନ୍‌ ନିକ ସଙ୍ଗ୍‍ ଜାନତ୍‌ ।
20 og da dit Vidne Stefanus's Blod blev udgydt, stod også jeg hos og havde Behag deri og vogtede på deres Klæder, som sloge ham ihjel.
୨୦ଆରି ଜେଡେବେଲ୍‌ ତମର୍‌ ସାକି ଦେଇ ରଇବା ତିପାନ୍‌କେ ମରାଇଦେଲାଇ, ମୁଇ ନିଜେ ତେଇ ରଇଲି, ତାକେ ମାରି ମରାଇଦେବାକେ ରାଜିଅଇରଇଲି । ମାରୁମନର୍‌ ବେଟ୍‌ଲା ବସ୍‌ତର୍‌ ଜାଗି ରଇଲି ।”
21 Og han sagde til mig: Drag ud; thi jeg vil sende dig langt bort til Hedninger."
୨୧ମାପ୍‌ରୁ ମକେ କଇଲା, “ଜାଆ ମୁଇ ତକେ ବେସି ଦୁରିକେ ଜିଉଦି ନଇଲା ଲକ୍‌ମନର୍‌ ଲଗେ ପାଟାଇବି ।”
22 Men de hørte på ham indtil dette Ord, da opløftede de deres Røst og sagde: "Bort fra Jorden med en sådan! thi han bør ikke leve.""
୨୨ପାଉଲ୍‌ ଏ କାତା କଇବାଜାକ ଲକ୍‌ମନ୍‌ ମନ୍‌ଦିଆନ୍‌ ଦେଇ ସୁନ୍‌ତେ ରଇଲାଇ, ମାତର୍‌ ତାର୍‌ ପଚେ ସେମନ୍‌ ଆଉଲିଅଇକରି କଇଲାଇ, “ତାକେ ଜଗତେଅନି ବାର୍‌କରାଇ ଦିଆସ୍‌! ମରାଇ ଦିଆସ୍‌, ସେନ୍ତା ଲକ୍‌ ଜିଇବାକେ ଲଡା ନାଇ!”
23 Men da de skrege og reve Klæderne af sig og kastede Støv op i Luften,
୨୩ସେମନ୍‌ ଆଉଲି ଅଇକରି ବସ୍‌ତର୍‌ ଉପ୍‌ରେ ଉଡାଇତେରଇଲାଇ ଆରି ଦୁଲି ମିସା ଉପ୍‌ରେ ଉଡାଇତେ ରଇଲାଇ ।
24 befalede Krigsøversten, at han skulde føres ind i Borgen, og sagde, at man med Hudstrygning skulde forhøre ham, for at han kunde få at vide, af hvad Årsag de således råbte imod ham.
୨୪ରମିୟ ସନିଅମନର୍‌ ମୁକିଆ ପାଉଲ୍‌କେ ଗଡ୍‌ ବିତ୍‌ରେ ଦାରିଜିବାକେ ସନିଅମନ୍‌କେ ତିଆର୍‌ଲା ଆରି ଜିଉଦିମନ୍‌ କାଇକେ ତାର୍‌ ବିରୁଦେ ଆଉଲି ଅଇଲାଇନି, ସେଟା ଜାନ୍‌ବାକେ ପାଉଲ୍‌କେ କର୍‌ଡା ସଙ୍ଗ୍‍ ମାର୍‌ବାକେ ଆଦେସ୍‌ ଦେଲା ।
25 Men da de havde udstrakt ham for Svøberne, sagde Paulus til den hosstående Høvedsmand: "Er det eder tilladt at hudstryge en romersk Mand, og det uden Dom?"
୨୫ମାତର୍‌ ସେମନ୍‌ ତାକେ କର୍‌ଡା ମାର୍‌ବାକେ ବାନ୍ଦିରଇଲା ବେଲେ, ପାଉଲ୍‌ ତେଇ ରଇବା ଗଟେକ୍‌ ଅଦିକାରିକେ କଇଲା, “କାଇ ଦସ୍‌ ନ ରଇକରି ଏବେ ଜାକ ବିଚାର୍‌ନା ନ ଅଇରଇବା ଗଟେକ୍‌ ରମିଅ ଲକ୍‌କେ କର୍‌ଡା ସଙ୍ଗ୍‍ ମାର୍‌ବାଟା, ଏଟା ତୁଇ ନିୟମ୍‌ ମାନ୍‌ଲୁସ୍‌ନି କି?”
26 Men da Høvedsmanden hørte dette, gik han til Krigsøversten og meldte ham det og sagde: "Hvad er det, du et ved at gøre? denne Mand er jo en Romer."
୨୬ଏ କାତା ସୁନିକରି ସନିଅ ଗାଲା ଆରି ସନିଅମନର୍‌ ମୁକିଅକେ କଇଲା, “ତୁଇ କାଇଟା କଲୁସ୍‌ନି? ଏ ଗଟେକ୍‌ ରମିଅ ଲକ୍‌!”
27 Men Krigsøversten gik hen og sagde til ham: "Sig mig, er du en Romer?" Han sagde: "Ja."
୨୭ସନିଅମନର୍‌ ମୁକିଅ ପାଉଲର୍‌ ଲଗେ ଜାଇ ପାଚାର୍‌ଲା, “ସତଇସେ ତମେ କାଇ, ରମିଅ ଲକ୍‌ କି?” ପାଉଲ୍‌ ଉତର୍‌ ଦେଲା “ଉଁ ।”
28 Og Krigsøversten svarede: "Jeg har købt mig denne Borgerret for en stor Sum," Men Paulus sagde: "Jeg er endog født dertil."
୨୮ସେନାପତି କଇଲା, “ମୁଇ ରମିଅ ସର୍‌କାର୍‌କେ ଡାବୁ ଦେଇକରି ଗଟେକ୍‌ ରମିଅ ଲକ୍‌ ଅଇଲି ଆଚି ।” ପାଉଲ୍‌ କଇଲା “ମାତର୍‌ ମୁଇ ଜନମ୍‌ କଲାବେଲେଅନି ରମିଅ ଲକ୍‌ ।”
29 Da trak de, som skulde til at forhøre ham, sig straks tilbage fra ham. Og da Krigsøversten fik at vide, at han var en Romer, blev også han bange, fordi han havde bundet ham.
୨୯ଏଟା ସୁନିକରି ଜନ୍‌ଲକ୍‌ମନ୍‌ ପାଉଲ୍‌କେ ପାଚାର୍‌ବାର୍‌ ଜାଇରଇଲାଇ, ସେମନ୍‌ ପଚ୍‌କେ ଗୁଚ୍‌ଲାଇ । ପାଉଲ୍‌ ଗଟେକ୍‌ ରମିୟ ଲକ୍‌ ବଲି ଜାନ୍‌ଲାକେ, ସେମନର୍‌ ନେତା ମିସା ଡର୍‌ଲା । କାଇକେବଇଲେ ପାଉଲ୍‌କେ ସିକ୍‌ଲି ସଙ୍ଗ୍‍ ବାନ୍ଦ୍‌ବାକେ ସେ ସେ ତିଆରିରଇଲା ।
30 Men den næste Dag, da han vilde have noget pålideligt at vide om, hvad han anklagedes for af Jøderne, løste han ham og befalede, at Ypperstepræsterne og hele Rådet skulde komme sammen, og han førte Paulus ned og stillede ham for dem.
୩୦ଜିଉଦିମନ୍‌ ପାଉଲ୍‌କେ କାଇବଲି ନିନ୍ଦା କର୍‌ତେରଇଲାଇ, ସେଟା ଜାନ୍‌ବାକେ ସନିଅମନର୍‌ ମୁକିଅ ମନ୍‌ କର୍‌ତେରଇଲା । ତେବର୍‌ପାଇ ତାର୍‌ ଆର୍‌କର୍‌ ଦିନେ ସବୁ ପୁଜାରିମନ୍‌କେ ଆରି ବଡ୍‌ ସବାର୍‌ ମେମର୍‌ମନ୍‌କେ ରୁଣ୍ଡାଇବାକେ ତିଆର୍‌ଲା । ତାର୍‌ ପଚେ ସେ ପାଉଲ୍‌କେ ବାନ୍ଦ୍‌ଲା ସିକ୍‌ଲି କୁସ୍‌ଲାଇ, ଦାରିକରି ଆନ୍‌ଲା ଆରି ବଡ୍‌ ସବାଇ ତାକର୍‌ ମୁଆଟେ ଟିଆ କରାଇଲା ।

< Apostelenes gerninger 22 >