< Apostelenes gerninger 10 >

1 Men en Mand i Kæsarea ved Navn Konelius, en Høvedsmand ved den Afdeling, som kaldes den italienske,
କାଇସରିଆ ଅନି କର୍‌ନିଲିଅ ନାଉଁର୍‌ ଗଟେକ୍‌ ଲକ୍‌ ରଇଲା । ସେ, ଇଟାଲି ଅନି ଆଇବା ଗଟେକ୍‌ ବଡ୍‌ ଦଲର୍‌ ରମିୟ ସନିଅମନର୍‌, ନେତା ରଇଲା ।
2 en from Mand, der frygtede Gud tillige med hele sit Hus og gav Folket mange Almisser og altid bad til Gud,
ସେ ଗଟେକ୍‌ ଦରମ୍‌ ଲକ୍‌ ରଇଲା । ସେ ଆରି ତାକର୍‌ ଗରର୍‌ ଲକ୍‌ମନ୍‌ ସବୁ ପର୍‌ମେସର୍‌କେ ଉପାସନା କର୍‌ତେ ରଇଲାଇ । ସେ ରକିଦୁକି ଜିଉଦିମନ୍‌କେ ବେସି ଉପ୍‌କାର୍‌ କର୍‌ତେ ରଇଲା । ଆରି ଜେଡେବେଲ୍‌ ମିସା ପର୍‌ମେସର୍‌କେ ପାର୍‌ତନା କର୍‌ତେ ରଇଲା ।
3 han så klarlig i et Syn omtrent ved den niende Time på Dagen en Guds Engel, som kom ind til ham og sagde til ham: "Kornelius!"
ଦିନେକ୍‌ ଆଡ୍‌ବେଲାର୍‌ ତିନ୍‌ଟା ବେଲେ କର୍‌ନିଲିଅ ପାର୍‌ତନା କଲାବେଲେ, ଗଟେକ୍‍ ଦର୍‌ସନ୍‌ ପାଇଲା । ତେଇ ପର୍‌ମେସରର୍‌ ଦୁତ୍‌ ଆସି ତାକେ “କର୍‌ନିଲିଅ!” ବଲି ଡାକ୍‌ବାଟା ନିକ ସଙ୍ଗ୍‍ ଦେକ୍‌ଲା ।
4 Men han stirrede på ham og blev forfærdet og sagde: "Hvad er det, Herre?" Han sagde til ham: "Dine Bønner og dine Almisser ere opstegne til Ihukommelse for Gud.
ସେ ଡରିକରି ସରଗର୍‌ ଦୁତ୍‌ବାଟେ ଦେକିକରି କଇଲା, “କାଇଟା ବଲି କଇଲୁସ୍‌ନି ମାପ୍‌ରୁ?” ସରଗର୍‌ ଦୁତ୍‌ କଇଲା, “ପର୍‌ମେସର୍‌ ତର୍‌ ପାର୍‌ତନା ଆରି ଦୁକିରକିମନ୍‌କେ ଦାନ୍‌ କର୍‌ବାଟା ଦେକି ସାର୍‌ଦା ଅଇଲା । ଆର୍‌ ବାଦୁଲେ କାଇଟାଆଲେ ଦେବାକେ ସେ ମନ୍‌ କଲାନି ।
5 Og send nu nogle Mænd til Joppe, og lad hente en vis Simon med Tilnavn Peter.
ଏବେ ସିମନ୍‌ ପିତର୍‌ ନାଉଁର୍‌ ଗଟେକ୍‌ ଲକ୍‌କେ ଇତି ଡାକି ଆନ୍‌ବାକେ, ଜପାଇ ଲକ୍‌ ପାଟାଆ ।
6 Han har Herberge hos en vis Simon, en Garver, hvis Hus er ved Havet."
ସେ ସମ୍‌ଦୁର୍‌ କଣ୍ଡି ବାସାଅଇରଇବା ସିମନ୍‌ ନାଉଁର୍‌ ଗଟେକ୍‌, ପସୁମନର୍‌ ଚାମ୍‌ ସଙ୍ଗ୍‍ କାଇକାଇଟା ତିଆର୍‌ କର୍‌ବା ଲକର୍‌ ଗରେ ରଇଲାନି ।”
7 Men da Engelen, som talte til ham, var gået bort, kaldte han to af sine Husfolk og en gudfrygtig Stridsmand af dem, som stadig vare om ham.
ଏତ୍‌କି କାତା କଇ ସରଗର୍‌ ଦୁତ୍‌ ଉଟିଗାଲା । କର୍‌ନିଲିଅ ତାକର୍‌ ଗରର୍‌ ଦୁଇଟା ଗତିଦାଙ୍ଗ୍‌ଡାକେ ଆରି ତାକେ ସେବା କର୍‌ତେରଇବା ଆରି ପର୍‌ମେସର୍‌କେ ଉପାସନା କର୍‌ତେରଇବା ଗଟେକ୍‌ ସଇନକେ ଡାକାଇଲା ।
8 Og han fortalte dem det alt sammen og sendte dem til Joppe.
ସେ ସେମନ୍‌କେ ଦୁତ୍‌ କଇରଇବା ସବୁ କାତା ଜାନାଇ କରି ଜପାଇ ପାଟାଇଲା ।
9 Men den næste Dag, da disse vare undervejs og nærmede sig til Byen, steg Peter op på Taget for at bede ved den sjette Time.
ତାର୍‌ ଆର୍‌କର୍‌ ଦିନେ ଆଡ୍‌ବେଲାଇ ସେମନ୍‌ ଜପାର୍‌ ଲଗାଲଗି ଅଇଲାବେଲେ, ପିତର୍‌ ପାର୍‌ତନା କର୍‌ବାକେ ମେଡ୍‌ଗରର୍‌ ଚାଉନି ଉପ୍‌ରେ ଜାଇ ରଇଲା ।
10 Og han blev meget hungrig og vilde have noget at spise; men medens de lavede det til, kom der en Henrykkelse over ham,
୧୦ସେ ଉପାସ୍‌ ସାରାଇକରି, କାଇଟାଆଲେ କାଇବାକେ ମନ୍‌ କଲା ଆରି କାଦି ତିଆର୍‌ ଅଇବା ବେଲାଇ ସେ ଗଟେକ୍‌ ଦର୍‌ସନ୍‌ ଦେକ୍‌ଲା ।
11 og han så Himmelen åbnet og noget, der dalede ned, ligesom en stor Dug, der ved de fire Hjørner sænkedes ned på Jorden;
୧୧ଏଦେ ଦେକା! ଆକାସ୍‌ ଉଗାଡିଅଇଲାଟା ଆରି ଗଟେକ୍‌ ବଡ୍‌ ଚାଦର୍‌ ଚାରିକନେ ବାନ୍ଦିଅଇକରି ଦର୍‌ତନି ଉପ୍‌ରେ ଉତ୍‌ରି ଆଇବାଟା ଦେକ୍‌ଲା ।
12 og i denne var der alle Jordens firføddede Dyr og krybende Dyr og Himmelens Fugle.
୧୨ତେଇ ଜଗତେ ରଇବା ରକାମ୍‌ ରକାମର୍‌ ଗଡ୍‌ ସଙ୍ଗ୍‍ ଇଣ୍ଡ୍‌ବା ପସୁ, ରାଙ୍ଗ୍‌ବା ଜନ୍ତ୍‌ ଆରି ଉଡ୍‌ବା ଚଡଇମନ୍‌!
13 Og en Røst lød til ham: "Stå op, Peter, slagt og spis!"
୧୩ଆରି ସେ ଗଟେକ୍‌ କାତା ଅଇବା ସବଦ୍‌ ସୁନ୍‌ଲା, “ପିତର୍‌! ଉଟ୍‌ ସେମନ୍‌କେ ମାରିକରି କାଆ!”
14 Men Peter sagde: "Ingenlunde, Herre! thi aldrig har jeg spist noget vanhelligt og urent."
୧୪ମାତର୍‌ ପିତର୍‌ କଇଲା, “ନାଇ ମାପ୍‌ରୁ, ଆମର୍‌ ଜିଉଦି ନିୟମ୍‌ ଇସାବେ ଅସୁକଲ୍‌ ବଲି କଇବା କାଇ ମାଉଁସ୍‌ ମିସା କାଇନାଇ ।”
15 Og atter for anden Gang lød der en Røst til ham: "Hvad Gud har renset, holde du ikke for vanhelligt!"
୧୫ସେ ସବଦ୍‌ ଆରି କଇଲା “ପର୍‌ମେସର୍‌ ଜନ୍‌ଟା ସୁକଲ୍‌ କଲାଆଚେ ସେଟା ନିଚ୍‌ବାର୍‌ ନାଇ ।”
16 Og dette skete tre Gange, og straks blev dugen igen optagen til Himmelen.
୧୬ଏନ୍ତାରି ତିନ୍‌ତର୍‌ ଅଇଲା ପଚେ ଚାଦର୍‌ ସରଗ୍‌ ବାଟେ ଚଗାଇ ଦାରି ଗାଲାଇ ।
17 Men medens Peter var tvivlrådig med sig selv om, hvad det Syn, som han havde set, måtte betyde, se, da havde de Mænd, som vare udsendte af Kornelius, opspurgt Simons Hus og stode for Porten.
୧୭ପିତର୍‌ ଜନ୍‌ ଦର୍‌ସନ୍‌ ପାଇରଇଲା, ତାର୍‌ ଅରତ୍‌ କାଇଟା, ସେଟା ବାବି କାନାବାନା ଅଇଗାଲା । ଟିକ୍‌ ସେନ୍ତି ଅଇଲାବେଲେ, ଏଦେ ଦେକା! କର୍‌ନିଲିଅ ପାଟାଇଲା ଲକ୍‌ମନ୍‌ ସିମନ୍‌କେ କଜି କଜି ଆସି, ତାର୍‌ ଗରର୍‌ ବାଟ୍‍ଡିଆଗଡି ଲଗେ ଟିଆଅଇଲାଇ ।
18 Og de råbte og spurgte, om Simmon med Tilnavn Peter havde Herberge der.
୧୮ସେମନ୍‌ ଡାକିକରି ପାଚାର୍‌ଲାଇ, “ସିମନ୍‌ ପିତର୍‌, ନାଉଁର୍‌ ଗତିଆ ଲକ୍‌ ଇତି ଆଚେ କି?”
19 Men idet Peter grublede over Synet, sagde Ånden til ham: "Se, der er tre Mænd, som søge efter dig;
୧୯ପିତର୍‌ ସେ ଦର୍‌ସନ୍‌ ବିସଇ ଚିନ୍ତା କର୍‌ତେ ରଇଲାବେଲେ ଆତ୍‌ମା ତାକେ କଇଲା, “ସୁନ୍‌! ତକେ ତିନ୍‌ ଲକ୍‌ କଜ୍‌ଲାଇନି ।”
20 men stå op, stig ned, og drag med dem uden at tvivle; thi det er mig, som har sendt dem."
୨୦“ଉଟ୍‌, ତଲେ ଜାଆ । ଏ ଲକ୍‌ମନର୍‌ ସଙ୍ଗ୍‍ ଜିବାକେ ନିଚ୍‌ନାଇ, କାଇକେବଇଲେ ମୁଇ ସେମନ୍‌କେ ପାଟାଇଆଚି ।”
21 Så steg Peter ned til Mændene og sagde: "Se, jeg er den, som I søge efter; hvad er Årsagen, hvorfor I ere komne?"
୨୧ତେଇଅନି ପିତର୍‌ ସେ ଲକ୍‌ମନର୍‌ ଲଗେଜାଇ କଇଲା, “ତମେ ଜାକେ କଜ୍‌ଲାସ୍‌ନି, ସେ ଲକ୍‌ ମୁଇ, ତମେ କାଇକେ ଆସି ଆଚାସ୍‌?”
22 Men de sagde: "Høvedsmanden Kornelius, en retfærdig og gudfrygtig Mand, som har godt Vidnesbyrd af hele Jødernes Folk, har at en hellig Engel fået Befaling fra Gud til at lade dig hente til sit Hus og høre, hvad du har at sige."
୨୨ସେମନ୍‌ କଇଲାଇ, “କର୍‌ନିଲିଅ ନାଉଁର୍‌ ରମିୟ ସଇନମନର୍‌ ନେତା ଆମ୍‌କେ ପାଟାଇଆଚେ । ଜେ କି ଗଟେକ୍‌ ଦରମ୍‌ ଲକ୍‌ ଆରି ପର୍‌ମେସର୍‌କେ ନାମ୍‌ସି । ଗୁଲାଇ ଜିଉଦି ଲକ୍‌ମନ୍‌ ତାକେ ନାମ୍‌ବାଇ । ତୁଇ କଇବାଟା ସୁନ୍‌ବାକେ, ସେ ତକେ ତାର୍‌ ଗରେ ଡାକାଇଆଚେ । ଏନ୍ତାରି କର୍‌ବାକେ ପର୍‌ମେସର୍‌ ପାଟାଇଲା ଦୁତ୍‌ ତାକେ ତିଆର୍‌ଲା ଆଚେ ।”
23 Da kaldte han dem ind og gav dem Herberge. Men den næste Dag stod han op og drog bort med dem, og nogle af Brødrene fra Joppe droge med ham.
୨୩ପିତର୍‌ ସେମନ୍‌କେ ବିତ୍‌ରେ ଡାକିନେଇକରି ସେ ରାତି ତେଇ ରଇବାକେ ଗୁଆରି କଲା । ତାର୍‌ ଆର୍‌କର୍‌ ଦିନେ ସେ ଉଟି ସେମନର୍‌ ସଙ୍ଗ୍‍ ଗାଲା । ଆରି ଜପା ନାଉଁର୍‌ ଜାଗାର୍‌ କେତେଟା ବିସ୍‌ବାସି ବାଇମନ୍‌ ମିସା ସେମନର୍‌ ସଙ୍ଗ୍‍ ଗାଲାଇ ।
24 Og den følgende Dag kom de til Kæsarea. Men Kornelius ventede på dem og havde sammnenkaldt sine Frænder og nærmeste Venner.
୨୪ଆରି ଗଟେକ୍‍ ଦିନେ ସେମନ୍‌ ସିସେରିଆଇ କେଟ୍‌ଲାଇ । ତେଇ କର୍‌ନିଲିଅ ତାର୍‌ ମଇତର୍‌ମନ୍‌କେ ଆରି କୁଟୁମର୍‌ ଲକ୍‌ମନ୍‌କେ ରୁଣ୍ଡାଇକରି ପିତର୍‌କେ ଜାଗିରଇଲାଇ ।
25 Men da det nu skete, at Peter kom ind, gik Kornelius ham i Møde og faldt ned for hans Fødder og tilbad ham.
୨୫ପିତର୍‌ ଗର୍‌ ବିତ୍‌ରେ ଜିବାବେଲେ କର୍‌ନିଲିଅ ତାକେ ବେଟ୍‌ଅଇ, ତାର୍‌ ପାଦେ ଡାଣ୍ଡାସନ୍‌ ପଡି ଜୁଆର୍‌ କଲା ।
26 Men Peter rejste ham op og sagde: "Stå op! også jeg er selv et Menneske."
୨୬ପିତର୍‌ ତାକେ ଉଟାଇକରି କଇଲା, “ଟିଆ ଅ, ମୁଇ ମିସା ତର୍‌ପାରା ଗଟେକ୍‌ ମୁନୁସ୍‌ସେ ।”
27 Og under Samtale med ham gik han ind og fandt mange samlede.
୨୭ପିତର୍‌ କର୍‌ନିଲିଅର୍‌ ସଙ୍ଗ୍‍ କାତା ଅଇ ଅଇ ଗର୍‌ ବିତ୍‌ରେ କେଟ୍‌ଲା ଆରି ତେଇ ବେସିଲକ୍‌ ରୁଣ୍ଡିରଇବାଟା ଦେକ୍‌ଲା ।
28 Og han sagde til dem: "I vide, hvor utilbørligt det er for en jødisk Mand at omgås med eller komne til nogen, som er af et fremmede Folk; men mig har Gud vist, at jeg ikke skulde kalde noget Menneske vanhelligt eller urent.
୨୮ସେ ସେମନ୍‌କେ କଇଲା, “ଜିଉଦି ନ ଅଇଲା ଲକ୍‌ମନର୍‌ ସଙ୍ଗ୍‍ ମିସ୍‌ବାଟା କି ତାକର୍‌ ଗରେ ଜିବାଟା ଆମର୍‌ ଜିଉଦି ଲକ୍‌ମନର୍‌ ବିଦି ନାଇ । ସେଟା ତମେ ନିକକରି ଜାନାସ୍‌ । ଏଲେମିସା କନ୍‌ଆଲେ ଗଟେକ୍‌ ଲକ୍‌କେ ଅସୁକଲ୍‌ ଇସାବେ ଦେକ୍‌ବାର୍‌ ନାଇ ବଲି ପରମେସର୍‌ ମକେ କଇଲାଆଚେ ।
29 Derfor kom jeg også uden Indvending, da jeg blev hentet; og jeg spørger eder da, af hvad Årsag I hentede mig?"
୨୯ତେବେ ମକେ ଡାକାଇଲା ଦାପ୍‌ରେ କାଇଟା ନ ବାବିକରି ଆଇଲି । ମକେ କାଇକେ ଡାକାଇଲୁସ୍‌ ତେବେ? ସେଟା ମୁଇ ଜାନ୍‌ବାକେ ମନ୍‌ କଲିନି ।”
30 Og Kornelius sagde: "For fire Dage siden fastede jeg indtil denne Time, og ved den niende Time bad jeg i mit Hus; og se, en Mand stod for mig i et strålende Klædebon,
୩୦କର୍‌ନିଲିଅ କଇଲା, ତିନ୍‌ଦିନ୍‌ ଆଗ୍‌ତୁ ଆଡ୍‌ବେଲାର୍‌ ତିନ୍‌ଟା ସମାନ୍‍ ଏଡ୍‌କି ବେଲାଇ, ମୁଇ ଗରେ ପାର୍‌ତନା କର୍‌ତେ ରଇଲି । ସେଡ୍‌କି ବେଲେ, ଏଦେ ଦେକା! ଦବ୍‌ ପଚିଆ ପିନ୍ଦି ରଇବା ଗଟେକ୍‌ ଲକ୍‌ ମର୍‌ ମୁଆଟେ ଟିଆଅଇଲା, ଆରି କଇଲା,
31 og han sagde: Kornelius! din Bøn er hørt, og dine Almisser ere ihukommede for Gud.
୩୧“କର୍‌ନିଲିଅ! ପର୍‌ମେସର୍‌ ତର୍‌ ପାର୍‌ତନା ସୁନ୍‌ଲା ଆରି ତମେ ଦୁକିରକିକେ ସାଇଜ କର୍‌ବାଟା ଦେକି ସାର୍‌ଦା ଅଇଆଚେ ।
32 Send derfor Bud til Joppe og lad Simon med Tilnavn Peter kalde, til dig; han har Herberge i Garveren Simons Hus ved Havet; han skal tale til dig, når han kommer.
୩୨ସିମନ୍‌ ପିତର୍‌ ନାଉଁର୍‌ ଗଟେକ୍‌ ଲକ୍‌କେ ଆନ୍‌ବାକେ ଜପା ନାଉଁର୍‌ ଜାଗାଇ, ଲକ୍‌ମନ୍‌କେ ପାଟାଆ । ସେ ସମ୍‌ଦୁର୍‌ କଣ୍ଡି ବାସାଅଇରଇବା ପସୁମନର୍‌ ଚାମ୍‌ ସଙ୍ଗ୍‍ କାଇକାଇଟା ତିଆର୍‌କରୁ ସିମନର୍‌ ଗରେ ଗତିଆ ଅଇଆଚେ ।
33 Derfor sendte jeg straks Bud til dig, og du gjorde vel i at komme. Nu ere vi derfor alle til Stede for Guds Åsyn for at høre alt, hvad der er dig befalet af Herren."
୩୩ତେବର୍‌ ପାଇ, ମୁଇ ତକେ ଦାପ୍‌ରେ ଡାକାଇଲି, ଆରି ତମେ ମର୍‌ କାତା ମାନିକରି ଆସି ଆଚାସ୍‌ । ଏବେ ଆମେ ସବୁ ଲକ୍‌ ପରମେସର୍‌ ରଇବା ଏ ଜାଗାଇ ରୁଣ୍ଡିଆଚୁ । ମାପ୍‌ରୁ ତକେ ଜନ୍‌ଟା କଇବାକେ ଆଦେସ୍‌ ଦେଲା ଆଚେ, ସେଟା ସୁନ୍‌ବାକେ ଜାଗିଆଚୁ ।”
34 Men Peter oplod Munden og sagde: "Jeg forstår i Sandhed, at Gud ikke anser Personer;
୩୪ସିତିଅନି ପିତର୍‌ କଇଲା, “ଏବେ ମୁଇ ବୁଜିପାର୍‌ଲିନି ଜେ ପର୍‌ମେସର୍‌ କେତେଟା ଦଲ୍‌ମନ୍‌କେସେ ଡାକ୍‌ସି, ସେନ୍ତାରି ନଏଁ, ମାତର୍‌ ସବୁକେ ସମାନ୍‌ ଇସାବେ ଡାକ୍‌ସି ।
35 men i hvert Folk er den, som frygter ham og gør Retfærdighed, velkommen for ham;
୩୫ଜନ୍‌ ଜାତିର୍‌ ଲକ୍‌ ମିସା ତାକେ ଡରିକରି, ତାର୍‌ ମୁଆଟେ ସତ୍‌କାମ୍‌ କଲେ, ମାପ୍‌ରୁ ତାକେ ଡାକ୍‌ସି ।
36 det Ord, som han sendte til Israels Børn, da han forkyndte Fred ved Jesus Kristus: han er alles Herre.
୩୬ଇସ୍‌ରାଏଲିଅ ମନର୍‌ ଲଗେ ପର୍‌ମେସର୍‌ ଜନ୍‌ କବର୍‌ ପାଟାଇରଇଲା, ସେଟା ତୁଇ ଜାନିଆଚୁସ୍‌ । ଜିସୁ କିରିସ୍‌ଟ ଜେ କି ସବୁର୍‌ ମାପ୍‌ରୁ, ସେ କରିରଇବା କାମେଅନି ସବୁଲକ୍‌ମନ୍‌ ସାନ୍ତିସଙ୍ଗ୍‍ ମିସ୍‌ବାଇ, ବଲି ପର୍‌ମେସର୍‌ ଆମ୍‌କେ ଜାନାଇଲାଆଚେ ।
37 I kende det, som er udgået over hele Judæa, idet det begyndte fra Galilæa, efter den Dåb, som Johannes prædikede,
୩୭ଡୁବନ୍‌ ଦେଉ ଜଅନ୍‌ ପାପ୍‌ କାମ୍‌ କର୍‌ବାଟାନେଅନି ବାଉଡ୍‌ବା ବିସଇ ଆରି ଡୁବନ୍‌ ନେବା ବିସଇ କଇଲାପଚେ, ଗାଲିଲିଅନି ଆରାମ୍‌ କରି ଗୁଲାଇ ଜିଉଦାର୍‌ ସବୁବାଟେ ଜନ୍‌ ଗଟ୍‍ନାସବୁ ଗଟ୍‌ଲା ଆଚେ, ସେଟା ତୁଇ ଜାନୁସ୍‌ ।
38 det om Jesus fra Nazareth, hvorledes Gud salvede ham med den Helligånd og Kraft, han, som drog omkring og gjorde vel og helbredte alle, som vare overvældede af Djævelen; thi Gud var med ham;
୩୮ନାଜରିତର୍‌ ଜିସୁର୍‌ ବିସଇ ଆରି ପରମେସର୍‌ ତାକେ କେନ୍ତି ସୁକଲ୍‌ ଆତ୍‌ମା ଆରି ବପୁ ପୁରାପୁରୁନ୍‌ ଦେଇରଇଲା, ସେଟା ଜାନୁସ୍‌ । ଆରି ଜାନିଆଚୁସ୍‌, ସେ ସବୁ ବାଟେ ଜାଇ ନିକନିକ କାମ୍‌ମନ୍‌ କରିରଇଲା । ସଇତାନର୍‌ ବାନ୍ଦନେ ରଇଲା ଲକ୍‌ମନ୍‌କେ ମୁକ୍‍ଲାଇଲା । କାଇକେବଇଲେ ପରମେସର୍‌ ତାର୍‌ ସଙ୍ଗ୍‍ ରଇଲା ।
39 og vi ere Vidner om alt det, som han har gjort både i Jødernes Land og i Jerusalem, han, som de også sloge ihjel, idet de hængte ham på et Træ.
୩୯ଜିସୁ ଇସ୍‌ରାଏଲ ଦେସେ ଆରି ଜିରୁସାଲାମେ ଜେତ୍‌କି ସବୁ କାମ୍‌ମନ୍‌ କଲା, ଆମେ ସବୁ ଲକ୍‌ ତାର୍‌ ସାକି ଆଚୁ । ତାର୍‌ପଚେ ତାକେ କୁର୍‌ସେ କୁଟି ମାରି, ମରାଇଲାଇ ।
40 Ham oprejste Gud på den tredje dag og gav ham at åbenbares,
୪୦ମାତର୍‌ ପର୍‌ମେସର୍‌ ତାକେ ତିନ୍‌ଦିନ୍‌ ଅଇଲାକେ ମଲାତେଇଅନି ଉଟାଇ ଜିବନ୍‌ କରାଇ, କେତେଲକ୍‌କେ ଦେକାଇଦେଲା ।
41 ikke for hele Folket, men for de Vidner, som vare forud udvalgte af Gud, for os, som spiste og drak med ham, efter at han var opstanden fra de døde.
୪୧ସବୁଲକ୍‌ ତାକେ ଦେକ୍‌ବାକେ ପର୍‌ମେସର୍‌ ଦେଏନାଇ, ଅବ୍‌କା ସେ ବାଚ୍‌ଲା ସାକିମନ୍‌କେସେ । ତାକେ ଆରିତରେକ୍‌ ଜିବନ୍‌ କରାଇଲାପଚେ, ତାର୍‌ ସଙ୍ଗ୍‍ କାଆ ପିଇ ଅଇରଇଲା ଲକ୍‌ମନ୍‌ ଆମେସେ ।
42 Og han har påbudt os at prædike for Folket og at vidne, at han er den af Gud bestemte Dommer over levende og døde.
୪୨ଲକ୍‌ମନର୍‌ ଲଗେ ସୁବ୍‌କବର୍‌ ଜାନାଇବାକେ ସେ ଆମ୍‌କେ ଆଦେସ୍‌ ଦେଲା । ବଁଚିରଇବା ଲକର୍‌ ଆରି ମଲା ଲକର୍‌ ବିଚାର୍‌କାରିଆ ଇସାବେ ତାକେସେ ବାଚ୍‌ଲା ଆଚେ, ଏ କାତାର୍‌ ସାକିଦେବାକେ ମିସା ସେ ଆମ୍‌କେ ଆଦେସ୍‌ ଦେଲାଆଚେ ।
43 Ham give alle Profeterne det Vidnesbyrd, at enhver, som tror på ham, skal få Syndernes Forladelse ved hans Navn."
୪୩ସବୁ ବବିସତ୍‌ବକ୍‌ତାମନ୍‌ ତାର୍‌ ବିସଇନେଇ, ଏ କବର୍‌ କଇରଇଲାଇ । ଜେ ମସିଅକେ ବିସ୍‌ବାସ୍‌ କର୍‌ସି, ମସିଅ କରିରଇବା କାମର୍‌ ଲାଗି, ପର୍‌ମେସର୍‌ ତାର୍‌ ପାପ୍‌କେମା କର୍‌ସି ।”
44 Medens Peter endnu talte disse Ord, faldt den Helligånd på alle dem, som hørte Ordet.
୪୪ପିତର୍‌ ସିକିଆ ଦେବା ବେଲେ ଜେତେ ଲକ୍‌ ସୁନ୍‌ତେ ରଇଲାଇ, ସେ ସବୁ ଲକର୍‌ ଉପ୍‌ରେ ସୁକଲ୍‌ ଆତ୍‌ମା ଉତ୍‌ରି ଡାବିଅଇଲା ।
45 Og de troende af Omskærelsen, så mange, som vare komne med Peter, bleve meget forbavsede over, af den Helligånds Gave var bleven udgydt også over Hedningerne;
୪୫ଜିଉଦିନଇଲା ଲକ୍‌ମନର୍‌ ଉପ୍‌ରେ ମିସା ପରମେସରର୍‌ ସୁକଲ୍‌ ଆତ୍‌ମା ଡାବିଅଇବାଟା ଦେକି ଜପାଇଅନି ପିତର୍‌ ସଙ୍ଗ୍‍ ଆସିରଇବା ଜିଉଦି ବିସ୍‌ବାସିମନ୍‌ କାବାଅଇଗାଲାଇ ।
46 thi de hørte dem tale i Tunger og ophøje Gud.
୪୬କାଇକେବଇଲେ ସେମନ୍‌ ପରମେସର୍‌କେ ଡାକ୍‌ପୁଟା କର୍‌ବାଟା, ଆରି ବିନ୍‌ବିନ୍‌ ବାସାଇ କାତାଅଇବାଟା, ଜିଉଦି ବିସ୍‌ବାସିମନ୍‌ ସୁନ୍‌ଲାଇ । ଜପାଇଅନି ଆସିରଇବା ଜିଉଦି ବିସ୍‌ବାସିମନ୍‌କେ ପିତର୍‌ କଇଲା,
47 Da svarede Peter: "Mon nogen kan formene disse Vandet; så de ikke skulde døbes, de, som dog havde fået den Helligånd lige så vel som vi?"
୪୭“ପର୍‌ମେସର୍‌ ଆମ୍‌କେ ଜେନ୍ତି ସୁକଲ୍‌ଆତ୍‌ମା ଦେଲାଆଚେ, ସେନ୍ତାରିସେ ଏ ଲକ୍‌ମନ୍‌କେ ମିସା ଦେଲାଆଚେ । ସେମନ୍‌କେ ଡୁବନ୍‌ ନ ନିଆ ବଲି କେ ମିସା ଅଟ୍‌କାଇପାର୍‌ସି କି?”
48 Og han befalede, af de skulde døbes i Jesu Kristi Navn. Da bade de ham om at blive der nogle Dage.
୪୮ସେଟାର୍‌ ପାଇ ପିତର୍‌ ସେମନ୍‌କେ ଜିସୁକିରିସ୍‌ଟର୍‌ ନାଉଁ ଦାରି ଡୁବନ୍‌ ଦେଲାପଚେ କର୍‌ନିଲିଅ ଆରି ତାର୍‌ ସଙ୍ଗ୍‍ ରଇବାଲକ୍‌ମନ୍‌ ତାକେ ଆରି କେତେ ଦିନ୍‌ ସେମନର୍‌ ସଙ୍ଗ୍‍ ରଇବାକେ ବାବୁଜିଆ କଲାଇ ।

< Apostelenes gerninger 10 >