< Aabenbaringen 4 >

1 Derefter saa jeg, og se, der var en Dør aabnet i Himmelen, og den første Røst, hvilken jeg havde hørt som af en Basun, der talte med mig, sagde: Stig herop, og jeg vil vise dig, hvad der skal ske herefter.
ଇତାର୍‌ ହଃଚେ ମୁଁୟ୍‌ ଦଃକ୍‌ଲେ, ଆର୍‌ ଦଃକା, ସଃର୍ଗେ ଗଟେକ୍‌ ଦୁଆର୍‌ ଉଗାଳା ଆଚେ; ଆରେକ୍‌ ତୁରିର୍‌ ସଃବ୍‌ଦ୍‌ ହର୍‌ ମର୍‌ ସଃଙ୍ଗ୍ କଃତା ଅଃଉତା ଜୁୟ୍‌ ଟଣ୍ଡ୍ ମୁୟ୍‌ଁ ହୁର୍ବେ ସୁଣି ରିଲେ, ସେରି କୟ୍‌ଲି, “ଇହାକ୍‌ ଉଟିଆଉ; ଜୁୟ୍‌ସଃବୁ ଇତାର୍‌ହଃଚେ ବାୟ୍‌ଦ୍‌ରେ ଗଃଟେଦ୍‌, ସେ ସଃବୁ ମୁଁୟ୍‌ ତକ୍‌ ଦଃକାୟ୍‌ନ୍ଦ୍ ।”
2 Straks henryktes jeg i Aanden; og se, en Trone stod i Himmelen, og en sad paa Tronen,
ସେଦାହ୍ରେ ମୁୟ୍‌ଁ ଆତ୍ମାୟ୍‌ ହୁର୍ନ୍‌ ଅୟ୍‌ଲେ, ଆର୍‌ ଦଃକା, ସଃର୍ଗେ ଗଟେକ୍‌ ସିଙ୍ଗାସଣ୍ ସଃଙ୍ଗାୟ୍‌ଲାର୍‌ ଆଚେ, ଆରେକ୍‌ ସଃର୍ଗେ ସିଙ୍ଗାସଣ୍ ଉହ୍ରେ ଗଟେକ୍‌ ଲକ୍‌ ବଃସି ଆଚେ ।
3 og den siddende var at se til ligesom Jaspissten og Sarder, og der var en Regnbue omkring Tronen, at se til ligesom Smaragd.
ବଃସିରିଲା ଲକାର୍‌ ରୁହ୍‌ ହିରା ଆର୍‌ ମଣି ହର୍‌, ଜିକ୍‌ଜିକା ଡିସ୍ତିରିଲି ଆର୍‌ ସିଙ୍ଗାସଣାର୍‌ ଚାରିବେଳ୍‌ତ୍ ଗଟେକ୍‌ ଲିଙ୍ଗିଲାଟି, ଆର୍‌ ମରକତ ମଣି ହର୍‌ ଡିସ୍ତି ରିଲି ।
4 Og omkring Tronen var der fire og tyve Troner, og paa Tronerne sad der fire og tyve Ældste, iførte hvide Klæder og med Guldkranse paa deres Hoveder.
ଆରେକ୍‌ ସିଙ୍ଗାସଣାର୍‌ ଚାରି ବାଟ୍ୟା ଚାରିଗଟ୍‌ ସିଙ୍ଗାସଣ୍ ସଃଙ୍ଗା ଅୟ୍‌ଆଚେ ଆର୍‌ ସିଙ୍ଗାସଣ୍‌ମଃନାର୍‌ ଉହ୍ରେ ଚବିସ୍‌ଗଟ୍‌ ପାରାଚିନ୍ ବଃସି ଆଚ୍‌ତି, ସେମଃନ୍ ଦବ୍‌ଳା ବଃସ୍ତର୍‌ ହିନ୍ଦି ଆଚ୍‌ତି ଆର୍‌ ସେମଃନାର୍‌ ମୁଣ୍ଡ୍ ଉହ୍ରେ ସନାର୍‌ ମୁକୁଟ୍‌ ।
5 Og fra Tronen udgaar der Lyn og Røster pg Tordener, og syv Ildfakler brænde foran Tronen, hvilke ere de syv Guds Aander.
ସିଙ୍ଗାସଣ୍ ତଃୟ୍‌ହୁଣି ବିଜ୍‌ଲି, ବିନ୍‌ବିନ୍‌ ଟଣ୍ଡ୍ ଆର୍‌ ମେଗାର୍‌ ଗଃର୍ଜାଣ୍ ବାରାଉଁଲି, ଆର୍‌ ସିଙ୍ଗାସଣାର୍‌ ମୁୟେ ଜୟ୍‌ଲାଗ୍‌ତା ସାତ୍‌ଗଟ୍‌ କୁପି ଲାଗୁଲି, ଇ ସାତ୍‌ଗଟ୍‌ କୁପି ଇସ୍ୱରାର୍‌ ସାତ୍‌ଗଟ୍‌ ଆତ୍ମା ।
6 Og foran Tronen er der som et Glarhav, ligesom Krystal, og midt for Tronen og rundt om Tronen fire levende Væsener, fulde af Øjne fortil og bagtil.
ସିଙ୍ଗାସଣ୍ ମୁୟେ କାଚ୍ ହର୍‌ ହଃଟିଚ୍ ଗଟେକ୍‌ ସଃମ୍‌ନ୍ଦ୍; ସିଙ୍ଗାସଣ୍ ଚାରିବାଟାର୍‌ ମଃଜାୟ୍‌ ଚାରିଗଟ୍‌ ଜଃତୁ ରିଲାୟ୍‌, ସେମଃନାର୍‌ ଆଗ୍‌ବାଟ୍‌ ଆର୍‌ ହଃଚ୍‌ବାଟ୍‌ ଆକିମଃନ୍‌ ରିଲି ।
7 Og det første Væsen ligner en Løve; og det andet Væsen ligner en Okse; og det tredje Væsen har Ansigt som et Menneske; og det fjerde Væsen ligner en flyvende Ørn.
ହଃର୍ତୁ ଜଃତୁ ସିମାବାଗ୍ ହର୍‌, ଦୁୟ୍‌ ଲଃମର୍‌ ଜଃତୁ ସଃଣ୍ଡ୍‌ ହର୍‌, ତିନି ଲଃମ୍ବର୍‌ ଜଃତୁର୍‌ ମୁଉଁ ନଃର୍‌ ମୁଉଁ ହର୍‌, ଆରେକ୍‌ ଚାରି ଲଃମ୍ବର୍‌ ଜଃତୁ ଉଡ୍‌ତା ରାବଣ୍‌ ହର୍‌ ।
8 Og de fire Væsener have hvert især seks Vinger, rundt om og indadtil ere de fulde af Øjne; og uden Ophør sige de Dag og Nat: Hellig, hellig, hellig er Herren, Gud, den almægtige, han, som var, og som er, og som kommer!
ହଃତି ଜଃତୁର୍‌ ଚଅ ଚଅ ଗଟ୍‌ ଡେଣା, ସେ ଡେଣାମଃନାର୍‌ ହଃଦାବାଟ୍‌ ଆର୍‌ ବିତୁର୍‌ ବାଟ୍‌ ଅଃକାୟ୍‌ ହୁର୍ନ୍‌ ଆଚେ । ସେମଃନ୍ ଦିନ୍‌ରାତି ନଃବିସାୟ୍‌ କଃଉଁଲାୟ୍‌, “ଜେ ସଃବ୍‌କେ ସଃକାତ୍‌, ଜେ ରିଲା, ଆଚେ ଆର୍‌ ଆସୁକ୍‌ ଆଚେ, ସେ ମାପ୍ରୁ ଇସ୍ୱର୍‌ ପବିତ୍ର, ପବିତ୍ର, ପବିତ୍ର ।”
9 Og naar Væsenerne give Ære og Pris og Tak til ham, som sidder paa Tronen, ham, som lever i Evighedernes Evigheder, (aiōn g165)
ଜିବ୍‌ଜଃତୁମଃନ୍‌ ଜଃଡେବଃଳ୍‌ ସେ ସିଙ୍ଗାସଣେ ବଃସିରିଲା ସଃବୁବଃଳ୍‌ ଜିବନ୍ ରେତା ଲକ୍‌କେ ଜଃଜ୍‌ମାନ୍, ମାନ୍‌ତି ଆର୍‌ ଜୁଆର୍‌ କଃର୍ତି ରିଲାୟ୍‌, (aiōn g165)
10 da falde de fire og tyve Ældste ned for ham, som sidder paa Tronen, og tilbede ham, som lever i Evighedernes Evigheder, og lægge deres Kranse ned for Tronen og sige: (aiōn g165)
ସଃଡେବଃଳ୍‌ ଚବିସ୍‌ ପାରାଚିନ୍ ସିଙ୍ଗାସଣେ ବଃସିରିଲା ଲକାର୍‌ ଚଃମେ ମୁଣ୍ଡିଆ ମାରି ସଃବୁବଃଳ୍‌ ଜିବନ୍ ରେତା ଲକ୍‌କେ ଜୁଆର୍‌ କଃଲାୟ୍‌ ଆର୍‌ ସିଙ୍ଗାସଣାର୍‌ ମୁଏଁ ଅଃହ୍‌ଣା ଅଃହ୍‌ଣାର୍‌ ମୁକୁଟ୍‌ ସଃଙ୍ଗାୟ୍‌ କଃଉଁଲାୟ୍‌, (aiōn g165)
11 Værdig er du, vor Herre og Gud, til at faa Prisen og Æren og Magten; thi du har skabt alle Ting, og paa Grund af din Villie vare de, og bleve de skabte.
“ଏ ଅଃମିମଃନାର୍‌ ମାପ୍ରୁ ଇସ୍ୱର୍‌, ତୁୟ୍‌ ଜଃଜ୍‌ମାନ୍, ମାନ୍‌ତି ଆର୍‌ ସଃକ୍ତି ହାଉଁକ୍‌ ଜୟ୍‌ଗ୍‌, ତୁୟ୍‌ ସଃବୁ ଉବ୍‌ଜାଣ୍‌ କଃରି ଆଚ୍‌ସି, ଆର୍‌ ତର୍‌ ଇଚାୟ୍‌ ସେସଃବୁ ଜିବନ୍ ହାୟ୍‌ ଉବ୍‌ଜାଣ୍‌ ଅୟ୍‌ଆଚେ ।”

< Aabenbaringen 4 >