< Filipperne 4 >

1 Derfor, mine Brødre, elskede og savnede, min Glæde og Krans! staar saaledes fast i Herren, I elskede!
ତଃବେ ଏ ମର୍‌, ଲାଡାର୍‌ ବାୟ୍‌ବେଣିମଃନ୍ କ୍ରିସ୍ଟ, ମଃନ୍‌ବିତ୍ରାର୍‌ ସଃର୍ଦାର୍‌ ଆର୍‌ ମୁକୁଟ୍‌ ହର୍‌, ଇ ରଃକମ୍‌ ମାପ୍ରୁର୍‌ ତଃୟ୍‌ ତିର୍‌ ଅୟ୍‌ରିଆ ।
2 Evodia formaner jeg, og Syntyke formaner jeg til at være enige i Herren.
ମାପ୍ରୁର୍‌ ତଃୟ୍‌ ଗଟେକ୍‌ ମଃନ୍ ଅଃଉଁକେ ମୁୟ୍‌ଁ ଇୟଦିଆ ଆର୍‌ ସନ୍ତୁକି ଦୁୟ୍‌ଲକେ ଗଃଉଆରି କଃରୁଲେ ।
3 Ja, jeg beder ogsaa dig, min ægte Synzygus! tag dig af dem; thi de have med mig stridt i Evangeliet, tillige med Klemens og mine øvrige Medarbejdere, hvis Navne staa i Livets Bog.
ଆରେକ୍‌, ଏ ସଃତ୍‌ ସଃଙ୍ଗୁଆଳି, ଇହର୍‌ ମାଇଜି ମଃନ୍‌କେ ଉହ୍‌କାର୍‌ କଃରୁକେ ତୁମିମଃନ୍‌କେ ହେଁ ଗଃଉଆରି କଃରୁଲେ କାୟ୍‌ତାକ୍‌ ବଃଲେକ୍‌ ଇମଃନ୍‌ କ୍ଳେମେନ୍‌ସ୍‌ ଆର୍‌ ମର୍‌ ବିନ୍ ସଃଙ୍ଗୁଆଳିମଃନାର୍‌ ସଃଙ୍ଗ୍ ନିକ କବୁରେ ମର୍‌ ସଃଙ୍ଗ୍ କାମ୍‌ କଃରି ଆଚ୍‌ତି; ସେ ମିସ୍‌ଣେ କଃରୁମଃନାର୍‌ ନାଉଁ ଜିବନ୍ ସାସ୍ତର୍‌ ତଃୟ୍‌ଁ ଆଚେ ।
4 Glæder eder i Herren altid; atter siger jeg: Glæder eder!
ସଃବୁବଃଳ୍‌ ମାପ୍ରୁର୍‌ ତଃୟ୍‌ ସଃର୍ଦା କଃରା, ଆରେକ୍‌ କଃଉଁଲେ ସଃର୍ଦା କଃରା ।
5 Eders milde Sind vorde kendt af alle Mennesker! Herren er nær!
ତୁମିମଃନାର୍‌ ସୁଦାର୍‌ହାଣ୍ ସଃବୁଲକାର୍‌ ହାକ୍‌ ଜାଣାହଃଳ । ମାପ୍ରୁ ଆସ୍ତାର୍‌ ଲଃଗେ ଅୟ୍‌ଲିବେ ।
6 Værer ikke bekymrede for noget, men lader i alle Ting eders Begæringer komme frem for Gud i Paakaldelse og Bøn med Taksigelse;
କୁୟ୍‌ ବିସୟେ ହେଁ ଚିତା କଃରା ନାୟ୍‌, ମଃତର୍‌ ସଃବୁ ବିସୟେ ପାର୍ତ୍‌ନା ଆର୍‌ ଗଃଉଆରି କଃରି ଦନ୍ୟବାଦ୍‌ କଃରି ତୁମିମଃନାର୍‌ ଗଃଉଆରି ଇସ୍ୱର୍‌କେ ଜାଣାଉଆ ।
7 og Guds Fred, som overgaar al Forstand, skal bevare eders Hjerter og eders Tanker i Kristus Jesus.
ତଃବେ ସଃବୁ ମାନାୟ୍‌ମଃନାର୍‌ ଗୁପ୍ତକଃତା ଇସ୍ୱରାର୍‌ ସୁସ୍ତା, ସେରି ତୁମିମଃନାର୍‌ ଜିବନ୍ ଆର୍‌ ମଃନ୍‌କେ କ୍ରିସ୍ଟ ଜିସୁର୍‌ ସଃଙ୍ଗ୍ ବାଚାୟ୍‌ଦ୍‌ ।
8 I øvrigt, Brødre! alt, hvad der er sandt, hvad der er ærbart, hvad der er retfærdigt, hvad der er rent, hvad der er elskeligt, hvad der har godt Lov, enhver Dyd og enhver Hæder: Lægger eder det paa Sinde!
ସଃରାସଃରି, ଏ ବାୟ୍‌ବେଣିମଃନ୍ ଜୁୟ୍‌ ସଃବୁ ବିସୟ୍‌ ସଃନ୍‌ମତାର୍‌ ସଃତ୍‌, ଲାଡାର୍‌, ଟିକ୍‌, ନିର୍ମୁଳ୍‌, ଡାକେହୁଟାରି, ବିସୟ୍‌ ରଃୟ୍‌ଦ୍‌, ସେ ସଃବୁ ବିସୟ୍‌ ଚିତା କଃରା ।
9 Hvad I baade have lært og modtaget og hørt og set paa mig, dette skulle I gøre, og Fredens Gud skal være med eder.
ତୁମିମଃନ୍ ସେ ସଃବୁ କଃତା ମର୍‌ ତଃୟ୍‌ହୁଣି ସିକିଆଚାସ୍‌, ହାୟ୍‌ଆଚାସ୍‌, ଆର୍‌ ମର୍‌ତଃୟ୍‌; ଦଃକିଆଚାସ୍‌, ସେରିମଃନ୍ କଃରା; ତଃବେ ସୁସ୍ତାକାରି ଇସ୍ୱର୍‌ ତୁମିମଃନାର୍‌ ସଃହା ଅୟ୍‌ଦ୍‌ ।
10 Men jeg har højlig glædet niig i Herren over, at I nu omsider ere komne til Kræfter, saa at I kunne tænke paa mit Vel, hvorpaa I ogsaa forhen tænkte, men I manglede Lejlighed.
ମାପ୍ରୁର୍‌ ସଃଙ୍ଗ୍ ରଃୟ୍‌ ଜିବନ୍ କାଟ୍‌ତା ବଃଳ୍‌ ଅଃବେ ସଃରାସଃରି ମର୍‌ ହାଁୟ୍‌ ତୁମିମଃନାର୍‌ ଚିତା ଜେ ଜାଣାହଃଳ୍‌ଲି, ଇତାର୍‌ ଗିନେ ମାପ୍ରୁର୍‌ ତଃୟ୍‌ ମୁୟ୍‌ଁ ବଃଡେ ସଃର୍ଦା ଅଃଉଁଲେ; ସଃତ୍‌କଃରି ମର୍‌ ହାଁୟ୍‌ ତୁମିମଃନାର୍‌ ଚିତା ରିଲି, ମଃତର୍‌ ଉପାୟ୍‌ ନଃରିଲି ।
11 Dette siger jeg ikke af Trang; thi jeg har lært at nøjes med det, jeg har.
ଅକେଟାର୍‌ ଗିନେ ମୁୟ୍‌ଁ ଇରି କଃଉଁଲେ, ସେରି ନାୟ୍‌, କାୟ୍‌ତାକ୍‌ବଃଲେକ୍‌ ମୁୟ୍‌ଁ ଜୁୟ୍‌ ଅବୁସ୍ତାୟ୍‌ ରିଲେକ୍‌ ହେଁ ସଃଲ୍‌ମତେ ରେଉଁକେ ସିକି ଆଚି ।
12 Jeg forstaar at være i ringe Kaar, og jeg forstaar ogsaa at have Overflod; i alt og hvert er jeg indviet, baade i at mættes og i at hungre, baade i at have Overflod og i at lide Savn.
ଅକେଟ୍‌ ଅୟ୍‌ଲେକ୍‌ ଚାଲୁକ୍‌ ଜାଣି ଆର୍‌ ଜଃବର୍‌ ରିଲେକ୍‌ ହେଁ ବୟଃଗ୍ କଃରୁକେ ଜାଣି; ସଃବୁ ଅବୁସ୍ତାୟ୍‌ ଆର୍‌ ସଃବୁ ବିସୟେ ହେଁ, ବୁକେ ରେଉଁକେ ହେଁ ଜଃବର୍‌ ବୟଃଗ୍ କଃରୁକେ କି ଅକେଟେ ହେଁ ଚାଲୁକ୍‌ ନିକକଃରି ସିକି ଆଚି ।
13 Alt formaar jeg i ham, som gør mig stærk.
ମର୍‌ ବଃଳ୍‌କାରିର୍‌ କ୍ରିସ୍ଟର୍‌ ଉହ୍‌କାରେ ମୁୟ୍‌ଁ ସଃବୁ କଃରୁହାରି ।
14 Dog gjorde I vel i at tage Del i min Trængsel.
ଅୟ୍‌ଲେକ୍‌ ହେଁ, ତୁମିମଃନ୍‌କେ ମର୍‌ ଦୁକ୍‌ବୟ୍‌ଗାର୍‌ ବାଗିଦାରି ଅୟ୍‌ଲାର୍‌ ଗିନେ ନିକକଃରି ଆଚି ।
15 Men I vide det ogsaa selv, Filippensere! at i Evangeliets Begyndelse, da jeg drog ud fra Makedonien, var der ingen Menighed, som havde Regning med mig over givet og modtaget, uden I alene.
ଏ ପିଲିପିୟ ବାୟ୍‌ବେଣିମଃନ୍‌, ତୁମିମଃନ୍ ହେଁ ନିଜେ ଜାଣାସ୍‌, ନିକ କବୁର୍‌ ପର୍ଚାର୍‌ କଃରୁକେ ଆରୁମ୍‌ କଃର୍ତା ବଃଳ୍‌ ଜଃଡ୍‌ବଃଳ୍‌ ମୁୟ୍‌ଁ ମାକିଦନିଆ ହୁଣି ବାଉଳ୍‌ଲେ ସଃଡେବଃଳ୍‌ ତୁମିମଃନ୍‌କେ ଚାଡି ଆରେକ୍‌ କୁୟ୍‌ ମଣ୍ଡ୍‌ଳି ହେଁ ମର୍‌ ସଃଙ୍ଗ୍ ଅୟ୍‌ ଦେତାର୍‌ ନେତାର୍‌ ହିସାବ୍‌ ରଃକି ନଃରିଲାୟ୍‌ ।
16 Thi endog i Thessalonika sendte I mig baade en og to Gange, hvad jeg havde nødig.
କାୟ୍‌ତାକ୍‌ବଃଲେକ୍‌ ତେସଲନିକିଏ ମୁୟ୍‌ଁ ରେତା ବଃଳ୍‌ ହେଁ ତୁମିମଃନ୍ ମର୍‌ ଅକେଟ୍‌ ଦୁର୍‌ କଃରୁକେ ବେସି ତର୍‌ ଦାନ୍‌ ହଃଟାୟ୍‌ରିଲାସ୍‌ ।
17 Ikke at jeg attraar Gaven, men jeg attraar den Frugt, som bliver rigelig til eders Fordel.
ମଃତର୍‌ ଦାନ୍‌ ହାଉଁକ୍‌ ମର୍‌ ମଃନ୍‌ ନାୟ୍‌, ଜୁୟ୍‌ତାର୍‌ ଗିନେ ତୁମିମଃନ୍ ଜଃବର୍‌ ଲାବ୍‌ ହାଉଆସ୍‌ । ସେତାର୍‌ ଗିନେ ମୁୟ୍‌ ଲାଲାୟ୍‌ ଅଃଉଁଲେ ।
18 Nu har jeg nok af alt og har Overflod; jeg har fuldt op efter ved Epafroditus at have modtaget eders Gave, en Vellugts-Duft, et velkomment Offer, velbehageligt for Gud.
ମୁୟ୍‌ଁ ସଃବୁ ହାୟ୍‌ଆଚି, ଆରେକ୍‌ ମର୍‌ ଜଃବର୍‌ ଆଚେ; ତୁମିମଃନ୍ ହଃଟାୟ୍‌ ରିଲାର୍‌ ଜୁୟ୍‌ ସଃବୁ ବିସୟ୍‌ ଏପାପ୍ରଦିତାର୍‌ ତଃୟ୍‌ହୁଣି ହାୟ୍‌ଆଚି, ସେରିମଃନ୍ ମର୍‌ ହାଁୟ୍‌ ଜଃବର୍‌; ସେ ସଃବୁ ଇସ୍ୱରାର୍‌ ସଃର୍ଦାର୍‌ ସୁନ୍ଦୁର୍‌ ବାସ୍ନାରି ଆର୍‌ ଇସ୍ୱରାର୍‌ ମଃନ୍‌କଃର୍ତା ହୁଜାହର୍‌ ।
19 Men min Gud skal efter sin Rigdom fuldelig give eder alt, hvad I have nødig, i Herlighed i Kristus Jesus.
ଆରେକ୍‌, ମର୍‌ ଇସ୍ୱର୍‌ କ୍ରିସ୍ଟ ଜିସୁର୍‌ ତଃୟ୍‌ ତାର୍‌ ଜଃଜ୍‌ମାନାର୍‌ ଦଃନ୍ ହଃର୍କାରେ ତୁମିମଃନାର୍‌ ସଃବୁଲକାର୍‌ ଅକେଟ୍‌ ହୁରୁଣ୍‌ କଃରେଦ୍‌ ।
20 Men ham, vor Gud og Fader, være Æren i Evigheders Evigheder! Amen. (aiōn g165)
ଅଃମିମଃନାର୍‌ ଇସ୍ୱର୍‌ ଆର୍‌ ଉବାକେ ଜୁଗେଜୁଗେ ଜଃଜ୍‌ମାନ୍ ଅଃଉଅ । ଆମେନ୍‌ । (aiōn g165)
21 Hilser hver hellig i Kristus Jesus.
କ୍ରିସ୍ଟ ଜିସୁର୍‌ ନାଉଁଏ ସେତି ରେତା ସଃବୁ ଦଃର୍ମିକେ ନମସ୍କାର୍‌ ଜାଣାଉଆ । ମର୍‌ ସଃଙ୍ଗ୍ ଇତି ରେତା ବାୟ୍‌ବେଣିମଃନ୍‌ ତୁମିମଃନ୍‌କେ ନମସ୍କାର୍‌ ଜାଣାଉଁଲାୟ୍‌ ।
22 De Brødre, som ere hos mig, hilse eder. Alle de hellige hilse eder, men mest de af Kejserens Hus.
ଇତି ରିଲା ଇସ୍ୱରାର୍‌ ଦଃର୍ମିମଃନ୍ ସଃବୁଲକ୍‌, ମୁଳ୍‌କଃରି ଜୁୟ୍‌ମଃନ୍‌ କାଇସରାର୍‌ କୁଆଳେ ଆଚ୍‌ତି, ସେମଃନ୍ ତୁମିମଃନ୍‌କେ ନମସ୍କାର୍‌ ଜାଣାଉଁଲାୟ୍‌ ।
23 Den Herres Jesu Kristi Naade være med eders Aand!
ମାପ୍ରୁ ଜିସୁ କ୍ରିସ୍ଟର୍‌ ଦଃୟା ତୁମିମଃନାର୍‌ ସଃବ୍‌କାର୍‌ ଆତ୍ମାର୍‌ ସଃଙ୍ଗ୍ ରେଉଅ ।

< Filipperne 4 >