< Filemon 1 >

1 Paulus, Kristi Jesu Fange, og Broderen Timotheus til Filemon, vor elskede og Medarbejder,
ମୁଇ ପାଉଲ୍‌ ଜେକି ଜିସୁକିରିସ୍‌ଟର୍‌ ଲାଗି ବନ୍ଦି ଆଚି । ଆରି ଆମର୍‌ ବାଇ ତିମତି । ଆମେ ମିସିକରି ଆମର୍‌ ମଇତର୍‌ ଆରି ସଙ୍ଗର୍‌ କାମ୍‌କରୁ ପିଲିମନ୍‌କେ ଏ ଚିଟି ଲେକ୍‌ଲୁନି ।
2 og til Søsteren Appia og Arkippus, vor Medstrider, og Menigheden i dit Hus;
ତର୍‌ ଗରେ ରୁଣ୍ଡିକରି ପାର୍‌ତନା କର୍‌ବା ମଣ୍ଡଲିକେ, ଆରି ଆମର୍‌ ବଇନି ଆପିୟାକେ, ଗଟେକ୍‌ ସନିଅ ପାରା ଆମର୍‌ ବିସ୍‌ବାସ୍‌ ଦେକାରକା କର୍‌ବା ଆର୍‌କିପସ୍‌କେ ମିସା ଏ ଚିଟି ଲେକ୍‌ଲୁନି ।
3 Naade være med eder og Fred fra Gud vor Fader og den Herre Jesus Kristus!
ଆମର୍‌ ବାବା ପରମେସର୍‌ ଆରି ମାପ୍‌ରୁ ଜିସୁ କିରିସ୍‌ଟ ତାର୍‌ ଜିବନ୍‌ ଦୁକାଇ ଦୟା ଦେକାଅ ଆରି ସାନ୍ତି ଦେଅ ।
4 Jeg takker min Gud altid, naar jeg kommer dig i Hu i mine Bønner,
ବାଇ ପିଲିମନ୍‌, ମୁଇ ଜେଡେବେଲେ ମିସା ପାର୍‌ତନା କର୍‌ବା ବେଲେ, ତକେ ଏତାଇକରି ପର୍‌ମେସର୍‌କେ ଦନିଅବାଦ୍‌ ଦେଲିନି ।
5 efterdi jeg hører om din Kærlighed og den Tro, som du har til den Herre Jesus og til alle de hellige,
କାଇକେବଇଲେ ପର୍‌ମେସରର୍‌ ଲକର୍‌ପାଇ ରଇବା ତମର୍‌ ଆଲାଦ୍‌ ଆରି ମାପ୍‌ରୁ ଜିସୁର୍‌ଟାନେ ରଇବା ତମର୍‌ ବିସ୍‌ବାସ୍‌ ମୁଇ ସୁନିଆଚି ।
6 for at din Delagtighed i Troen maa blive virksom for Kristus i Erkendelse af alt det gode, som er i eder.
କିରିସ୍‌ଟର୍‌ ସଙ୍ଗ୍‍ ଆମେ ମିସ୍‌ଲାର୍‌ପାଇ ଆମର୍‌ ଜିବନେ ଜେତ୍‌କି ସବୁ ଆସିର୍‌ବାଦ୍‌ ପାଇଆଚୁ, ସେଟା ସବୁ ନିକ ସଙ୍ଗ୍‍ ବୁଜ୍‌ବାକେ ଆମେ ତମର୍‌ ସଙ୍ଗ୍‍ ରଇଲାବେଲେ, ବୁଜିପାର୍‌ବୁ ବଲି ମୁଇ ଆସା କଲିନି ।
7 Thi stor Glæde og Trøst har jeg faaet af din Kærlighed, efterdi de helliges Hjerter ere blevne vederkvægede ved dig, Broder!
ଏ ମର୍‌ ଆଲାଦର୍‌ ବାଇ, ତର୍‌ ଆଲାଦ୍‌ ମକେ ବେସି ସାର୍‌ଦା କରାଇଲା ଆଚେ । ପର୍‌ମେସରର୍‌ ସବୁଲକର୍‌ ମନ୍‌ ମିସା ତୁଇ ସାର୍‌ଦା କରାଇ ଆଚୁସ୍‌ ।
8 Derfor, endskønt jeg kunde med stor Frimodighed i Kristus befale dig det, som er tilbørligt,
ତେବେ ଏଟାର୍‌ଲାଗି କିରିସ୍‌ଟର୍‌ ପାଇ ଗଟେକ୍‌ ବାଇ ଇସାବେ ତକେ ତିଆର୍‌ବାକେ ମର୍‌ ପୁରାପୁରୁନ୍‌ ଅଦିକାର୍‌ ଆଚେ ।
9 saa beder jeg dig dog hellere for Kærlighedens Skyld, saadan som jeg er, som den gamle Paulus, og nu tilmed Kristi Jesu Fange;
ମାତର୍‌ ମୁଇ ତକେ ଆଲାଦ୍‌ କଲିନି, ସେଟାର୍‌ଲାଗି ଅବ୍‌କା ବାବୁଜିଆ କର୍‌ବି । ମୁଇ ପାଉଲ୍‌ କିରିସ୍‌ଟ ଜିସୁର୍‌ ମୁକିଅ କବର୍‌ନେଉ ଅଇରଇଲେମିସା, ତାର୍‌ଲାଗି ଏବେ ମୁଇ ବନ୍ଦିଅଇଆଚି ।
10 jeg beder dig for mit Barn, som jeg har avlet i mine Lænker, Onesimus,
୧୦ଅନିସ୍‌ମସ୍‌ ଜେକି କିରିସ୍‌ଟର୍‌ ଲାଗି ମର୍‌ ନିଜର୍‌ ପଅ ପାରା ଅଇଗାଲା ଆଚେ । ତାର୍‌ ବାଦୁଲେ ମୁଇ ତକେ ବାବୁଜିଆ କଲିନି । ଆମେ ବନ୍ଦିଗରେ ରଇଲା ବେଲେ, ମୁଇ ତାର୍‌ ଆତ୍‌ମା ଇସାବେ ରଇବା ବାବା ପାରା ଅଇଆଚି ।
11 ham, som tilforn var dig unyttig, men nu er nyttig baade for dig og for mig, ham, som jeg sender dig tilbage,
୧୧ଗଟେକ୍‌ ବେଲାଇ ସେ ତର୍‌ପାଇ ଅବ୍‌କା ରଇଲା । ମାତର୍‌ ଏବେ ଆମର୍‌ ଦୁଇଲକର୍‌ ଲଡାକେ ଲାଗ୍‌ବା ଲକ୍‌ ଅଇଲା ।
12 ham, det er mit eget Hjerte.
୧୨ମୁଇ ଏବେ ତାକେ ତର୍‌ ଲଗେ ପାଟାଇଲିନି । ମର୍‌ ଜିବନେ କାନ୍ଦି କାନ୍ଦି ଆଚି ।
13 Ham vilde jeg gerne beholde hos mig, for at han i dit Sted kunde tjene mig i Evangeliets Lænker.
୧୩ତାକେ ବନ୍ଦିଗରେ ମର୍‌ ସଙ୍ଗ୍‍ ରଅ ବଲି ମନ୍‍ କର୍‌ତେରଇଲି । ସୁବ୍‌ କବରର୍‌ ଲାଗି ତର୍‌ ବାଦୁଲେ ସେ ମକେ ଇତି ସାଇଜ କର୍‌ତା ।
14 Men uden dit Samtykke vilde jeg intet gøre, for at din Godhed ikke skulde være som af Tvang, men af fri Villie.
୧୪ମାତର୍‌ ତୁଇ ମକେ ସାଇଜ କର୍‌ ଆକା ବଲି ବାଦିଅ କରିନାଇ । ତୁଇ ନିଜେ ମନ୍‌କରି କଲେ, ମୁଇ ମନ୍‌ କର୍‌ତି । ତେବେ ତୁଇ ରାଜି ନ ଅଇତେ ମୁଇ କାଇଟା ନ କରି ।
15 Thi maaske blev han derfor skilt fra dig en liden Tid, for at du kunde faa ham igen til evigt Eje, (aiōnios g166)
୧୫ଜେନ୍ତାରିକି ଅନିସ୍‌ମସ୍‌ ଆରି ତୁଇ, ସାଉକାର୍‌ ଆରି ଗତିଦାଙ୍ଗ୍‌ଡା ପାରା ନ ଅଇ, ମର୍‌ବା ଜାକ ନିଜର୍‌ ବାଇ ଇସାବେ ରଇବାକେ, ଚନେକର୍‌ପାଇ ତର୍‌ଟାନେଅନି ଦୁରିକେ ରଇଲା । (aiōnios g166)
16 ikke mere som en Træl, men som mere end en Træl, som en elsket Broder, særlig for mig, men hvor meget mere for dig, baade i Kødet og i Herren.
୧୬ଆରି ଏବେ ସେ ଅବ୍‌କା ଗତିଦାଙ୍ଗ୍‌ଡା ନଏଁ, ମାତର୍‌ କିରିସ୍‌ଟର୍‌ ଲାଗି ଗଟେକ୍‌ ଆଲାଦର୍‌ ବାଇ ଅଇଆଚେ । ମୁଇ ତାକେ ବେସି ଆଲାଦ୍‌ କଲିନି । କିରିସ୍‌ଟର୍‌ ଲାଗି ଗଟେକ୍‌ ବାଇ ଇସାବେ ଆରି ଗତିଦାଙ୍ଗ୍‌ଡା ଇସାବେ ସେ ତର୍‌ପାଇ କେତେକ୍‌ ଅଦିକ୍‌ ଆଲାଦର୍‌ ଲକ୍‌ ଅଇସି ।
17 Dersom da du anser mig for din Medbroder, saa modtag ham som mig!
୧୭ତେବର୍‌ପାଇ ତୁଇ ମକେ ଜଦି ସଙ୍ଗର୍‌କାମ୍‌କରୁ ଇସାବେ ଦେକ୍‌ଲୁସ୍‌ନି, ଜେନ୍ତି ତୁଇ ମକେ ଡାକିନେଇତୁସ୍‌, ସେନ୍ତାରିସେ ତାକେ ମିସା ଡାକିନେ ।
18 Men har han gjort dig nogen Uret eller er dig noget skyldig, da før mig det til Regning!
୧୮ସେ ଜଦି ତର୍‌ କାଇ ପାପ୍‌ଦସ୍‌ କରି ରଇଲେ, କି କାଇଟା ଦେବାର୍‌ ରଇଲେ ସେଟା ମର୍‌ ରୁନ୍‌ବଲି ବାବ୍‌ ।
19 Jeg, Paulus, skriver med min egen Haand, jeg vil betale, — for ikke at sige dig, at du desuden ogsaa skylder mig dig selv.
୧୯ଏବେ ମୁଇ ନିଜେ ଲେକ୍‌ଲିନି ମୁଇ ପାଉଲ୍‌ ତକେ ସୁଜ୍‌ବି । ତୁଇତା ମର୍‌ ରୁନି ଅଇ ଆଚୁସ୍‌, ଏଟା ମୁଇ ତକେ ଏତାଇଦେବାକେ ଲଡା ନାଇ ।
20 Ja, Broder! lad mig faa Gavn af dig i Herren, vederkvæg mit Hjerte i Kristus!
୨୦ତେବେ ତୁଇ ଜେକି କିରିସ୍‌ଟର୍‌ ଲାଗି ମର୍‌ ବାଇଅଇଆଚୁସ୍‌ । ମର୍‌ପାଇ ଏ ଗଟେକ୍‌ କାମ୍‌ କରି ମକେ ସାର୍‌ଦା କରାଆ ।
21 I Tillid til din Lydighed skriver jeg til dig, idet jeg ved, at du vil gøre endog mere end det, jeg siger.
୨୧ଏଟା ଲେକ୍‌ଲାବେଲେ, ମୁଇ ଡାଟ୍‌ ସଙ୍ଗ୍‍ ଜାନିଆଚି, ମୁଇ ମାଙ୍ଗ୍‌ବା ବିସଇ ତୁଇ କର୍‌ସୁ ଆକା । ଦେକ୍‌ଲେ, ମାଙ୍ଗ୍‌ଲାତେଇଅନି ଅଦିକ୍‌ କର୍‌ସୁ ।
22 Men med det samme bered ogsaa Herberge for mig; thi jeg haaber, at jeg ved eders Bønner skal skænkes eder.
୨୨ଏଟାଚାଡି ମର୍‌ପାଇ ଗଟେକ୍‌ ବାକ୍‌ରା ସାଜାଡି ର । କାଇକେବଇଲେ, ତୁଇ ପାର୍‌ତନା କଲା ଇସାବେ ମୁଇ ତର୍‌ଲଗେ ଦାପ୍‌ରେ କେଟିପାର୍‌ବି ।
23 Epafras, min medfangne i Kristus Jesus,
୨୩ଏପାପ୍‌ରା ଜେକି କିରିସ୍‌ଟର୍‌ ଲାଗି ମର୍‌ସଙ୍ଗ୍‍ ବନ୍ଦିଅଇଆଚେ, ସେ ତାର୍‌ ଜୁଆର୍‌ ଜାନାଇଲାନି ।
24 Markus, Aristarkus, Demas, Lukas, mine Medarbejdere, hilse dig.
୨୪ସେନ୍ତାରିସେ, ମର୍‌ ସଙ୍ଗର୍‌ କାମ୍‌ କରୁମନ୍‌ ମାର୍‌କ, ଆରିସ୍‌ତାକସ୍‌, ଦିମା ଆରି ଲୁକ୍‌ ମିସା ।
25 Vor Herres Jesu Kristi Naade være med eders Aand!
୨୫ଆମର୍‌ ମାପ୍‌ରୁ ଜିସୁ କିରିସ୍‌ଟ ଜିବନ୍‌ ଦୁକାଇ ଦୟା ଦେକାଇଲାଟା ତମର୍‌ ସବୁର୍‌ ସଙ୍ଗ୍‍ ର ।

< Filemon 1 >