< Matthæus 3 >
1 Men i de Dage fremstaar Johannes Døberen og prædiker i Judæas Ørken og siger:
୧ସେବେଲେ ଡୁବନ୍ ଦେଉ ଜଅନ୍ ଜିଉଦା ରାଇଜର୍ ମରୁବାଲି ବୁଏଁ ଆସି ଜାନାଇବାର୍ ଦାର୍ଲା ।
2 „Omvender eder, thi Himmeriges Rige er kommet nær.”
୨ସେ ଏନ୍ତି ବଲି କଇତେରଇଲା, “ପାପ୍ଟାନେଅନି ବାଉଡା, କାଇକେବଇଲେ ସରଗ୍ ରାଇଜ୍ ଲଗେ କେଟ୍ଲାନି ।”
3 Thi han er den, om hvem der er talt ved Profeten Esajas, som siger: „Der er en Røst af en, som raaber i Ørkenen: Bereder Herrens Vej, gører hans Stier jævne!”
୩ଜିସାଇୟ ବବିସତ୍ବକ୍ତା ଜନ୍ ଲକର୍ ବିସଇନେଇ ଏ ବାକିଅ କଇରଇଲା, ଜଅନ ସେ, ସେ ଲକ୍ । ମରୁବାଲି ବୁଏଁ ଗଟେକ୍ ଲକ୍ ଆକ୍ମାରି କଇଲାନି, “ମାପ୍ରୁର୍ ବାଟ୍ ତିଆର୍ କରା, ସେ ଆଇବାକେ ଗଟେକ୍ ସଲକ୍ ବାଟ୍ କରା ।”
4 Men han, Johannes, havde sit Klædebon af Kamelhaar og et Læderbælte om sin Lænd; og hans Føde var Græshopper og vild Honning.
୪ଜଅନ୍ ପିନ୍ଦ୍ବାଟା ଉଁଟ୍ ଚାମ୍ ସଙ୍ଗ୍ ତିଆର୍ ଅଇ ରଇଲା । ଆରି ଚାମର୍ ଆଁଟାବେଡା ବାନ୍ଦିଅଇତେ ରଇଲା । ସେ ଚିଟ୍କା ଆରି ବନେ ରଇବା ମୁଉ କାଇତେରଇଲା ।
5 Da drog Jerusalem ud til ham og hele Judæa og hele Omegnen om Jordan.
୫ସେ ବେଲେ ଜିରୁସାଲମ୍ ଅନି ଗୁଲାଇ ଜିଉଦା ଦେସ୍ ଆରି ଜର୍ଦନର୍ ପାକର୍ ସବୁଟାନର୍ ଲକ୍ମନ୍ ବାରଇ ଜଅନର୍ ଲଗେ ଆଇତେରଇଲାଇ ।
6 Og de bleve døbte af ham i Floden Jordan, idet de bekendte deres Synder.
୬ଆରି ନିଜର୍ ନିଜର୍ ପାପ୍ କଲାଟା ମାନିଅଇକରି ଜଅନର୍ ଟାନେ ଜାଇ ଜର୍ଦନ୍ ଗାଡେ ଡୁବନ୍ ନେଇତେ ରଇଲାଇ ।
7 Men da han saa mange af Farisæerne og Saddukæerne komme til hans Daab, sagde han til dem: „I Øgleunger! hvem har lært eder at fly fra den kommende Vrede?
୭ମାତର୍ ପାରୁସି ଆରି ସାଦୁକି ମନର୍ ବିତ୍ରେ ଅନି ମିସା କେତେକ୍ ଲକ୍ ଡୁବନ୍ ନେବାକେ ଆଇବାଟା ଦେକି ଜଅନ୍ ସେମନ୍କେ କଇଲା, “ଏ ବେସି ବିସ୍ରଇବା ସାଁପର୍ ପାରା ବଁସର୍ ଲକ୍ମନ୍, ପର୍ମେସରର୍ ଟାନେଅନି ଆଇବା ଡଣ୍ଡ୍ତେଇ ଅନି ପାଲାଇବାକେ ତମ୍କେ କେ ଚେତ୍ନା ଦେଲା?
8 Bærer da Frugt, som er Omvendelsen værdig,
୮ତେବର୍ ପାଇ, ଜଦି ପାପ୍ କାମ୍ କର୍ବାଟା ଚାଡିଆଚାସ୍, ସେନ୍ତାର୍ଆଲେ ନିକ କାମ୍ କରି ଦେକାଆ ।
9 og mener ikke at kunne sige ved eder selv: Vi have Abraham til Fader; thi jeg siger eder, at Gud kan opvække Abraham Børn af disse Stene.
୯ଅବ୍ରାଆମ୍ ଆମର୍ ପୁର୍ବର୍ ଆନିଦାଦି ବଲି କଇଲେ ତମ୍କେ ପର୍ମେସର୍ ଦେବା ଡଣ୍ଡ୍ ନ ମିଲେ ବଲି ବାବା ନାଇ । ମୁଇ ତମ୍କେ କଇଲିନି, ପର୍ମେସର୍ ପାକ୍ନାତେଇ ଅବ୍ରାଆମର୍ ବଁସ୍ ତିଆର୍ କର୍ସି ।
10 Men Øksen ligger allerede ved Roden af Træerne; saa bliver da hvert Træ, som ikke bærer god Frugt, omhugget og kastet i Ilden.
୧୦ଆରି ଏବେ ମିସା ଗଚ୍ମନର୍ ବୁନ୍ଦେ ଟେଙ୍ଗିଆ ଲାଗିଆଚେ । ଜନ୍ ଗଚ୍ ନିକ ପଲ୍ ନ ପଲେ, ସେଟା କାଟିକରି ଜଇଟାନେ ପିଙ୍ଗା ଅଇସି ।
11 Jeg døber eder med Vand til Omvendelse, men den, som kommer efter mig, er stærkere end jeg, han, hvis Sko jeg ikke er værdig at bære; han skal døbe eder med den Helligaand og Ild.
୧୧ମୁଇ ସିନା ତମ୍କେ ପାପେଅନି ମନ୍ ବଦ୍ଲାଇଲାଟା ଦେକାଇଅଇବାକେ ବଲି ପାନିତେଇ ଡୁବନ୍ ଦେଲିନି, ମାତର୍ ମର୍ ପଚେ ଜେ ଆଇଲାନି, ସେ ମର୍ତେଇ ଅନି ଅଦିକ୍ ବପୁଟା । ତାର୍ ପାଦର୍ ପାଣ୍ଡଇ ମିସା ଦାରି ନେବାର୍ ମର୍ ଅଦିକାର୍ ନାଇ, ସେ ତମ୍କେ ସୁକଲ୍ଆତ୍ମାଇ ଆରି ଜଇଟାନେ ଡୁବନ୍ ଦେଇସି ।
12 Hans Kasteskovl er i hans Haand, og han skal gennemrense sin Lo og samle sin Hvede i Laden; men Avnerne skal han opbrænde med uslukkelig Ild.”
୧୨ଉଡାଲି କରି ପଟ୍ ବେଗ୍ଲାଇ ନିକଟାକେ ସଙ୍ଗଇବାକେ ତାର୍ ଆତେ କୁଲା ଆଚେ । ନିକଟା ତାର୍ କଲ୍କିତେଇ ସଙ୍ଗଇସି ଆରି ବେଗଲ୍ଲା ପଟ୍ ସବୁଦିନେ ଲାଗ୍ତେରଇବା ଜଇଟାନେ ପିଙ୍ଗିଦେଇସି ।”
13 Da kommer Jesus fra Galilæa til Jordan til Johannes for at døbes af ham.
୧୩ସେଡ୍କିବେଲେ ଜିସୁ ଜଅନର୍ ଲଗେ ଡୁବନ୍ ନେବାକେ ଗାଲିଲି ଅନି ଜର୍ଦନ୍ ଗାଡେ ଆଇଲା,
14 Men Johannes vilde formene ham det og sagde: „Jeg trænger til at døbes af dig, og du kommer til mig!”
୧୪ମାତର୍ ଜଅନ୍ ଜିସୁକେ ମନାକରି କଇଲା, “ମୁଇ ସିନା ତମର୍ ଲଗେ ଡୁବନ୍ ନେବାର୍ ଆଚେ, ମାତର୍ ତମେ ମର୍ଲଗେ ଆଇଲାସ୍ନି?”
15 Men Jesus svarede og sagde til ham: „Tilsted det nu; thi saaledes sømmer det sig for os at fuldkomme al Retfærdighed.” Da tilsteder han ham det.
୧୫ମାତର୍ ଜିସୁ ତାକେ କଇଲା, “ମର୍ କାତାଇ ରାଜି ଅଇ ଜା । କାଇକେବଇଲେ ଏଟାର୍ ଲାଗି ଆମେ ପର୍ମେସର୍ ମନ୍ କରିରଇବା କାମ୍ କରିଅଇସି ।” ସେଟାର୍ପାଇ ଜଅନ୍ ତାକେ ଡୁବନ୍ ଦେବାକେ ରାଜି ଅଇଲା ।
16 Men da Jesus var bleven døbt, steg han straks op af Vandet, og se, Himlene aabnedes for ham, og han saa Guds Aand dale ned som en Due og komme over ham.
୧୬ଜିସୁ ଡୁବନ୍ ନେବାକେ ପାନି ବିତ୍ରେ ବୁଡି ବାରଇଲା ଦାପ୍ରେ ଏଦେ ଦେକା! ସରଗ୍ ଉଗାଡି ଅଇ ରଇଲାଟା ଦେକ୍ଲା । ଆରି ପର୍ମେସରର୍ ଆତ୍ମା ପରୁଆ ପାରା ଅଇ ଜିସୁର୍ ଉପ୍ରେ ଉତର୍ଲା ।
17 Og se, der kom en Røst fra Himlene, som sagde: „Denne er min Søn, den elskede, i hvem jeg har Velbehag.”
୧୭ଆରି ଦେକା ଆକାସେ ଅନି ଏନ୍ତି କାତା ଆଇଲା “ଏ ମର୍ ଆଲାଦର୍ ପିଲା, ତର୍ଟାନେ ମୁଇ ବେସି ସାର୍ଦା ।”