< Lukas 22 >

1 Men de usyrede Brøds Højtid, som kaldes Paaske, nærmede sig.
ମୁକ୍ଳାଉଁଣି ହଃର୍ବ୍‌ ନାଉଁଆର୍‌ କମିର୍‌ ନଃମିସ୍‌ଲା ମୁକ୍ଳାଉଁଣି ହଃର୍ବ୍‌ ଚଃମେ ଅୟ୍‌ ଆସ୍ତିରିଲି ।
2 Og Ypperstepræsterne og de skriftkloge søgte, hvorledes de kunde slaa ham ihjel; thi de frygtede for Folket.
ଆର୍‌ ବଃଡ୍ ଜାଜକ୍‌ ଆର୍‌ ଦଃର୍ମ୍‌ଗୁରୁମଃନ୍‌ କଃନ୍‌କଃରି ଜିସୁକେ କେ ନଃଜାଣ୍‌ଲା ହର୍‌ ନାସ୍‌ କଃରୁହାର୍ତି, ସେତାର୍‌ ଉପାୟ୍‌ କଃର୍ତି ରିଲାୟ୍‌, କାୟ୍‌ତାକ୍‌ବଃଲେକ୍‌ ସେମଃନ୍ ଲକ୍‌ମଃନ୍‌କେ ଡିର୍‌ତି ରିଲାୟ୍‌ ।
3 Men Satan gik ind i Judas, som kaldes Iskariot og var en af de tolv.
ସଃଡେବଃଳ୍‌ ବାରଗଟ୍‌ ଚେଲା ବିତ୍ରେ ରିଲା ଇସ୍କାରିଅତ୍‌ ନାଉଁଆର୍‌ ଜିଉଦାର୍‌ ମଃନ୍‌ବିତ୍ରେ ସୟ୍‌ତାନ୍‌ ହୁର୍ଲି ।
4 Og han gik hen og talte med Ypperstepræsterne og Høvedsmændene om, hvorledes han vilde forraade ham til dem.
ସେତାକ୍‌, ସେ ଜାୟ୍‌, କଃନ୍‌କଃରି କଃରି ଜିସୁକେ ବଃଡ୍ ଜାଜକ୍‌ ଆର୍‌ ସଃଇନ୍‌ମଃନାର୍‌ ମୁଳିକାମଃନାର୍‌ ଆତେ ଦଃରାୟ୍‌ ଦଃୟ୍‌ଦ୍‌ ସେରି ତାକାର୍‌ ସଃଙ୍ଗ୍ କଃତାବାର୍ତା କଃଲା ।
5 Og de bleve glade og lovede at give ham Penge.
ସେତାକ୍‌ ସେମଃନ୍ ସଃର୍ଦା ଅୟ୍‌ଲାୟ୍‌ ଆର୍‌ ତାକେ ଡାବୁ ଦେଉଁକେ ଚିଡାହଡା କଃଲାୟ୍‌ ।
6 Og han tilsagde det; og han søgte Lejlighed til at forraade ham til dem uden Opløb.
ଆର୍‌ ଜିହୁଦା ରାଜି ଅୟ୍‌ ଲକ୍‌ମଃନାର୍‌ ଲୁକ୍‌ଣେ ତାକେ ସେମଃନାର୍‌ ଆତେ ସଃର୍ହି ଦେଉଁକ୍‌ ବାଟ ଲଳ୍‌ତିରିଲା ।
7 Men de usyrede Brøds Dag kom, paa hvilken man skulde slagte Paaskelammet.
ତାର୍‌ହଃଚେ ଜୁୟ୍‌ଦିନ୍‌ ମୁକ୍ଳାଉଣି ହଃର୍ବାର୍‌, ହୁଜାମେଣ୍ଡା ଦେଉଁକ୍‌ ହଃଳେଦ୍‌, ସେ କମିର୍‌ ନଃମିସାଉତା ରୁଟିର୍‌ ହଃର୍ବ୍‌ ହଚ୍‌ଲି;
8 Og han udsendte Peter og Johannes og sagde: „Gaar hen og bereder os Paaskelammet, at vi kunne spise det.‟
ଆର୍‌, ଜିସୁ ପିତର୍‌ ଆର୍‌ ଜହନ୍‌କେ ଇରି କୟ୍‌ କଃରି ହଃଟାୟ୍‌ଲା, “ଅଃମିମଃନ୍‌ ଜଃନ୍‌କଃରି କାଉଁ ହାରୁନ୍ଦ୍‌, ଇତାକ୍‌ ତୁମିମଃନ୍ ଜାୟ୍‌ ଅଃମାର୍‌ ଗିନେ ମୁକ୍ଳାଉଁଣି ହଃର୍ବ୍‌ ବଜି କଃରା ।”
9 Men de sagde til ham: „Hvor vil du, at vi skulle berede det?‟
ସେତାକ୍‌ ସେମଃନ୍ ଜିସୁକେ ହଃଚାର୍ଲାୟ୍‌, “ଅଃମିମଃନ୍‌ କୁୟ୍‌ ଟାଣେ ଇରି ଟିକ୍‌ କଃରୁନ୍ଦ୍‌ ବଃଲି ତୁୟ୍‌ ମଃନ୍‌ କଃରୁଲିସ୍‌?”
10 Men han sagde til dem: „Se, naar I ere komne ind i Staden, skal der møde eder en Mand, som bærer en Vandkrukke; følger ham til Huset, hvor han gaar ind,
ଜିସୁ ସେମଃନ୍‌କେ କୟ୍‌ଲା, “ଦଃକା ତୁମିମଃନ୍ ଗଃଳ୍‌ ବିତ୍ରେ ହୁରୁହୁରୁ, ଡକାୟ୍‌ ହାଣି ବୟ୍‌ନେତା ଗଟ୍‌ ମାନାୟ୍‌କେ ତୁମିମଃନ୍ ବେଟ୍‌ ହାଉଆସ୍‌, ସେ ଜୁୟ୍‌ ଗଃରେ ହୁରେଦ୍‌, ତାର୍‌ ହଃଚେହଃଚେ ସେ ଗଃରେ ଜାୟ୍‌ ଗଃରାର୍‌ ମୁଳିକାକେ କଃଉଆ,
11 og I skulle sige til Husbonden i Huset: Mesteren siger: Hvor er det Herberge, hvor jeg kan spise Paaskelammet med mine Disciple?
ଅଃମାର୍‌ ଗୁରୁ ତକେ ହଃଚାରି ଆସୁକ୍‌ ମକେ ହଃଟାୟ୍‌ ଆଚେ, ମୁୟ୍‌ଁ ମର୍‌ ଚେଲାମଃନାର୍‌ ସଃଙ୍ଗ୍ କୁୟ୍‌ତି ମୁକ୍ଳାଉଁଣି ହଃର୍ବ୍‌ ବଜି କଃରିନ୍ଦ୍‌ ବଃଲି କଃଉଁଲା, କୁୟ୍‌ ବଃକ୍ରାୟ୍‌ କଃରୁନ୍ଦ୍‌ ।
12 Og han skal vise eder en stor Sal opdækket; der skulle I berede det.‟
ସେତି ସେ ତୁମିକେ ଉହ୍ରାର୍‌ ଗଟେକ୍‌ ସୁନ୍ଦୁର୍‌ ବଃଡ୍ ବଃକ୍ରା ଦଃକାୟ୍‌ ଦଃୟ୍‌ଦ୍‌; ସେତି ଟିକ୍‌ କଃରା ।”
13 Og de gik hen og fandt det saaledes, som han havde sagt dem; og de beredte Paaskelammet.
ସେତାକ୍‌ ସେମଃନ୍ ଜାୟ୍‌, ଜିସୁ ଜଃନ୍‌କଃରି ସେମଃନ୍‌କେ କୟ୍‌ ରିଲା ସେନ୍‌କାର୍‌ ଦଃକି ମୁକ୍ଳାଉଁଣି ହଃର୍ବ୍‌ ବଜି ଟିକ୍‌ କଃଲାୟ୍‌ ।
14 Og da Timen kom, satte han sig til Bords, og Apostlene med ham.
ଆରେକ୍‌, ବେଳା ଅୟ୍‌ଲାକ୍‌ ଜିସୁ ଆର୍‌ ତାର୍‌ ସଃଙ୍ଗ୍ ପେରିତ୍‌ମଃନ୍‌ କାଉଁକେ ବଃସ୍‌ଲାୟ୍‌ ।
15 Og han sagde til dem: „Jeg har hjerteligt længtes efter at spise dette Paaskelam med eder, førend jeg lider.
ଆର୍‌ ଜିସୁ ସେମଃନ୍‌କେ କୟ୍‌ଲା, “ମର୍‌ ଦୁକ୍‌ ହାଉତା ହୁର୍ବେ ମୁୟ୍‌ଁ ତୁମାର୍‌ ସଃଙ୍ଗ୍ ଇ ମୁକ୍ଳାଉଁଣି ହଃର୍ବ୍‌ ବଜି କାଉଁକେ ମଃନ୍‌କଃଲେ ।
16 Thi jeg siger eder, at jeg skal ingen Sinde mere spise det, førend det bliver fuldkommet i Guds Rige.‟
କାୟ୍‌ତାକ୍‌ବଃଲେକ୍‌, ମୁୟ୍‌ଁ ତୁମିମଃନ୍‌କେ କଃଉଁଲେ, ମାପ୍ରୁର୍‌ ରାଇଜେ ଆର୍‌ ସଃବୁ ବାବ୍‌ ଜାଣା ନଃହେଳ୍‌ତା ହଃତେକ୍‌ କଃବେହେଁ ଇରି କାଉଁନଃଚି ।”
17 Og han tog en Kalk, takkede og sagde: „Tager dette, og deler det imellem eder!
ଆର୍‌ ଜିସୁ ଅଙ୍ଗୁର୍‌ ରଃସ୍‌ କପାୟ୍‌ ଦଃରି ମାପ୍ରୁକେ ଜୁଆର୍‌ କଃରି ଦଃୟ୍‌ କୟ୍‌ଲା, “ଇରି ନିଆ ନିଜାର୍‌ ନିଜାର୍‌ ବିତ୍ରେ ବାଟା କଃରା,
18 Thi jeg siger eder, at fra nu af skal jeg ikke drikke af Vintræets Frugt, førend Guds Rige kommer.‟
କାୟ୍‌ତାକ୍‌ବଃଲେକ୍‌ ମୁୟ୍‌ଁ ତୁମିମଃନ୍‌କେ କଃଉଁଲେ, ମାପ୍ରୁର୍‌ ରାଇଜ୍‌ ନାସ୍ତା ହଃତେକ୍‌ ମୁୟ୍‌ଁ ଆଜିହୁଣି ଅଙ୍ଗୁର୍‌ ରଃସ୍‌ ଆରେକ୍‌ କାଉଁନଃଚି ।”
19 Og han tog Brød, takkede og brød det og gav dem det og sagde: „Dette er mit Legeme, det, som gives for eder; gører dette til min Ihukommelse!‟
ଆର୍‌, ଜିସୁ ରୁଟିକ୍‌ ଦଃରି ମାପ୍ରୁକେ ଜୁଆର୍‌ କଃରି, ସେରି ବାଙ୍ଗାୟ୍‌ ସେମଃନ୍‌କେ ଦଃୟ୍‌ କଃରି କୟ୍‌ଲା, “ତୁମାର୍‌ ଗିନେ ଦିଆଅୟ୍‌ଲା ମର୍‌ ଗଃଗାଳ୍‌ ଇରି; ମକେ ଏତାଉଁକେ ଇରି କଃରା ।”
20 Ligesaa tog han ogsaa Kalken efter Aftensmaaltidet og sagde: „Denne Kalk er den nye Pagt i mit Blod, det, som udgydes for eder.
ସେରଃକମ୍‌ ରୁଟି କାୟ୍‌ଲା ହଃଚେ କପାୟ୍‌ ଅଙ୍ଗୁର୍‌ ରଃସ୍‌ ଦଃରି କୟ୍‌ଲା, “ତୁମାର୍‌ ଗିନେ ଦିଆଅୟ୍‌ଲା ମର୍‌ ବଃନି, ଇରି ସେ ତୁମାର୍‌ ଗିନେ ମର୍‌ ବଃନି ତଃୟ୍‌ ଟିକ୍‌ କଃଲା ନଃଉଆଁ ବିଦି ।”
21 Men se, hans Haand, som forraader mig, er her paa Bordet hos mig.
“ମଃତର୍‌ ଦଃକା ଜେ ମକେ ସଃତ୍ରୁ ଆତେ ସଃର୍ହି ଦେଉଁଲା, ତାର୍‌ ଆତ୍‌ ମର୍‌ ସଃଙ୍ଗ୍ ଟେବୁଲ୍‌ ଉହ୍ରେ ଆଚେ ।
22 Thi Menneskesønnen gaar bort, som det er beskikket; dog ve det Menneske, ved hvem han bliver forraadt!‟
କାୟ୍‌ତାକ୍‌ବଃଲେକ୍‌ ମାପ୍ରୁ ଜଃନ୍‌କଃରି ଟିକ୍‌ କଃରିଆଚେ, ନଃରାର୍‌ ହୟ୍‌ସି ସେନ୍‌କଃରି ମଃରୁକ୍‌ ଜଃଉଁଲା ସଃତ୍‌, ମଃତର୍‌ ଜୁୟ୍‌ ଲକ୍‌ ସଃହ୍ରି ଦେଉଁଲା, ଚି, ସେ ଡଃଣ୍ଡାର୍‌ ଜୟ୍‌ଗ୍‌ ।”
23 Og de begyndte at spørge hverandre indbyrdes om, hvem af dem det dog kunde være, som skulde gøre dette.
ସେତାକ୍‌ ସେମଃନାର୍‌ ବିତ୍ରେ କେ ଇରି କଃରୁକେ ଜଃଉଁଲା, ସେ କଃତାକ୍‌ ଦଃରି ତାକାର୍‌ ତାକାର୍‌ ବିତ୍ରେ କଃଉଆକଇ ଅଃଉଁକେ ଦଃର୍ଲାୟ୍‌ ।
24 Men der opstod ogsaa en Trætte iblandt dem om, hvem af dem der maatte synes at være den største.
ଆରେକ୍‌, ସେମଃନାର୍‌ ବିତ୍ରେ କେ ବଃଡ୍, ସେ କଃତାକ୍‌ ଦଃରାଦଃରି ଅୟ୍‌ଲାୟ୍‌ ।
25 Men han sagde til dem: „Folkenes Konger herske over dem, og de, som bruge Myndighed over dem, kaldes deres Velgørere.
ସେତାକ୍‌ ଜିସୁ ସେମଃନ୍‌କେ କୟ୍‌ଲା, “ଅଜିଉଦିମଃନାର୍‌ ରଃଜାମଃନ୍‌ ସେମଃନାର୍‌ ଉହ୍ରେ ରାଜ୍‌ କଃର୍ତି, ଆରେକ୍‌ ସେମଃନ୍ ସେମଃନାର୍‌ ଦେସାର୍‌ ନିଜ୍‌ଲକ୍‌ ବଃଲି ଡାକେ ହୁଟ୍‌ତି ।
26 I derimod ikke saaledes; men den ældste iblandt eder blive som den yngste, og Føreren som den, der tjener.
ମଃତର୍‌ ତୁମିମଃନ୍ ତାକାର୍‌ ହର୍‌ ଅଃଉଆ ନାୟ୍‌, ମଃତର୍‌ ତୁମାର୍‌ ବିତ୍ରେ ଜେ ବଃଡ୍ ସେ ସାନ୍ ହର୍‌ ଅଃଉଅ, ଆର୍‌ ଜେ ମୁଳିକା ସେ ସେବାକାରି ହର୍‌ ଅଃଉଅ ।
27 Thi hvem er størst: den, som sidder til Bords? eller den, som tjener? Mon ikke den, som sidder til Bords? Men jeg er iblandt eder som den, der tjener.
ତଃବେ କେ, ବଃଡ୍? ଜେ କାଉଁକେ ବଃସେଦ୍‌, କି, ଜେ ସେବା କଃରେଦ୍‌? ଜେ କାଉଁକେ ବଃସେଦ୍‌, ସେ କି ବଃଡ୍ ନାୟ୍‌? ମଃତର୍‌ ମୁୟ୍‌ଁ ତୁମାର୍‌ ବିତ୍ରେ ଗଟ୍‌ ଗତିଦଃଙ୍ଗ୍‌ଳା ହର୍‌ ଆଚି ।”
28 Men I ere de, som have holdt ud med mig i mine Fristelser.
“ମଃତର୍‌ ତୁମିମଃନ୍ ମର୍‌ ସଃବୁ ପରିକ୍ୟାୟ୍‌ ମର୍‌ ସଃଙ୍ଗ୍ ରଃୟ୍‌ ଆସୁଲାସ୍‌,
29 Og ligesom min Fader har tildelt mig Kongedømme, tildeler jeg eder
ଇତାକ୍‌ ମର୍‌ ଉବା ଜଃନ୍‌କଃରି ମର୍‌ ଗିନେ ରାଇଜ୍‌ ବାଚ୍‌ଲା ଆଚେ, ମୁୟ୍‌ଁ ହେଁ ସେରଃକମ୍‌ ତୁମାର୍‌ ଗିନେ ବାଚିଆଚି ।
30 at skulle spise og drikke ved mit Bord i mit Rige og sidde paa Troner og dømme Israels tolv Stammer.‟
ଜଃନ୍‌କଃରି ମର୍‌ ରାଇଜେ ମର୍‌ ସଃଙ୍ଗ୍ କାଉଆ ହିଉଆ କଃରାସ୍‌ ଆର୍‌ ସିଙ୍ଗାସଣ୍‌ ଉହ୍ରେ ବଃସି ଇସ୍ରାଏଲାର୍‌ ବାର ବଃଉଁସ୍‌କେ ରାଜ୍‌ କଃରାସ୍‌ ।”
31 Men Herren sagde: „Simon, Simon! se, Satan begærede eder for at sigte eder som Hvede.
“ସିମନ୍‌, ସିମନ୍, ଦଃକ୍‌ ଗଅଁକେ ଚାଲାଣାୟ୍‌ ଚାଲାଉତା ହର୍‌ ସୟ୍‌ତାନ୍‌ ତୁମିମଃନ୍‌କେ ଚାଲାଉଁକ୍‌ ଅଃଦିକାର୍‌ ହାୟ୍‌ ଆଚେ ।
32 Men jeg bad for dig, at din Tro ikke skal svigte; og naar du engang omvender dig, da styrk dine Brødre!‟
ମଃତର୍‌ ତର୍‌ ବିସ୍ୱାସ୍‌ କଃର୍ତାର୍‌ ଜଃନ୍‌କଃରି ଉଣା ନାୟ୍‌, ସେତାକ୍‌ ମୁୟ୍‌ଁ ତର୍‌ ଗିନେ ଗଃଉଆରି କଃରୁଲେ । ଆର୍‌ ତୁୟ୍‌ ଆରେକ୍‌ ବାଉଳିଆସି ଅଃହ୍‌ଣାର୍‌ ବାୟ୍‌ମଃନ୍‌କେ ତିର୍‌କଃର୍‌ ।”
33 Men han sagde til ham: „Herre! jeg er rede til at gaa med dig baade i Fængsel og i Døden.‟
ମଃତର୍‌ ପିତର୍‌ ଜିସୁକେ କୟ୍‌ଲା, “ଏ ମାପ୍ରୁ ମୁୟ୍‌ଁ ତର୍‌ ସଃଙ୍ଗ୍ ଜଃଇଲ୍‌ ଜଃଉଁକେ ଆର୍‌ ମଃରୁକ୍‌ ହେଁ ରାଜି ଆଚି ।”
34 Men han sagde: „Peter! jeg siger dig: Hanen skal ikke gale i Dag, førend du tre Gange har nægtet, at du kender mig.‟
ମଃତର୍‌ ଜିସୁ କୟ୍‌ଲା, “ଏ ପିତର୍‌, ମୁୟ୍‌ଁ ତକେ କଃଉଁଲେ, ଆଜି ରାତି କୁକ୍‌ଳା ନଃବାସ୍ତେ ତୁୟ୍‌ ମକ୍‌ ନଃଜାଣି ବଃଲି ତିନିତର୍‌ କଃଉସି ।”
35 Og han sagde til dem: „Da jeg udsendte eder uden Pung og Taske og Sko, manglede I da noget?‟ Og de sagde: „Intet.‟
ଆର୍‌, ଜିସୁ ସେମଃନ୍‌କେ କୟ୍‌ଲା, “ଜଃଡେବଃଳ୍‌ ତୁମିମଃନ୍‌କେ ଜାଲିଆ, ମଣା, ଆର୍‌ ହାଣ୍ଡାୟ୍‌ ନଃନେଇଁ ଜଃଉଁକେ ହଃଟାୟ୍‌ରିଲେ, ସଃଡେବଃଳ୍‌ ତୁମାର୍‌ କି କାୟ୍‌ରି ଉଣା ଅୟ୍‌ଲି?” ସେମଃନ୍ କୟ୍‌ଲାୟ୍‌, “ନାୟ୍‌ ।”
36 Men han sagde til dem: „Men nu, den, som har en Pung, tage den med, ligesaa ogsaa en Taske; og den, som ikke har noget Sværd, sælge sin Kappe og købe et!
ଜିସୁ ସେମଃନ୍‌କେ ଆରେକ୍‌ କୟ୍‌ଲା, “ମଃତର୍‌ ଅଃବେ, ଜାର୍‌ ଜାଲିଆ ମଣା ଆଚେ, ସେ ସେରି ନେଉଅ, ସେବାନ୍ୟା ମଣାହେଁ ନେଉଅ, ଆର୍‌ ଜାର୍‌ ନୟ୍‌, ସେ ଅଃହ୍‌ଣାର୍‌ ଆଙ୍ଗି କଃଣ୍ଡେକ୍‌ ବିକିକଃରି କଃରି କଃଣ୍ଡା ଗେନ ।
37 Thi jeg siger eder: Det, som er skrevet, bør opfyldes paa mig, dette: „Og han blev regnet iblandt Overtrædere; ‟ thi ogsaa med mig har det en Ende.‟
କାୟ୍‌ତାକ୍‌ବଃଲେକ୍‌ ମୁୟ୍‌ଁ ତୁମିମଃନ୍‌କେ କଃଉଁଲେ, ସେ ବିଦିନୟ୍‌ଲା ହାହିମଃନାର୍‌ ସଃଙ୍ଗ୍ ଗଣିତା ଅୟ୍‌ଲା ଇ ଜୁୟ୍‌ କଃତା ଲେକା ଅୟ୍‌ଆଚେ, ସେରି ମର୍‌ ତଃୟ୍‌ ହୁରୁଣ୍ ଅଃଉତା ଲଳା ଆଚେ; ଇତାକ୍‌ ମର୍‌ କଃତା ହୁରୁଣ୍ ଅଃଉଁଲି ।”
38 Men de sagde: „Herre! se, her ere to Sværd.‟ Men han sagde til dem: „Det er nok.‟
ସେତାକ୍‌ ସେମଃନ୍ କୟ୍‌ଲାୟ୍‌, “ମାପ୍ରୁ, ଦଃକ୍‌ ଇତି ଜଳେକ୍‌ କଃଣ୍ଡା ଆଚେ ।” ଆର୍‌ ଜିସୁ ସେମଃନ୍‌କେ କୟ୍‌ଲା, “ସଃତେକ୍‌ ସଃରି ।”
39 Og han gik ud og gik efter sin Sædvane til Oliebjerget; men ogsaa Disciplene fulgte ham.
ଜିସୁ ଗଃଳେହୁଣି ବାରାୟ୍‌, ହଃତିଦିନାର୍‌ ହର୍‌ ବାରାୟ୍‌ ଜିତ୍‌ ଡଙ୍ଗ୍ରେ ଗଃଲା ଆର୍‌ ଚେଲାମଃନ୍ ହେଁ ତାର୍‌ ହଃଚେହଃଚେ ଗଃଲାୟ୍‌ ।
40 Men da han kom til Stedet, sagde han til dem: „Beder om ikke at falde i Fristelse.‟
ସେଟାଣେ ହଚି ଜିସୁ ସେମଃନ୍‌କେ କୟ୍‌ଲା, “ଜଃନ୍ କଃରି ହାନ୍ଦାୟ୍‌ ନଃହେଳାସ୍‌, ସେତାର୍‌ ଗିନେ ପାର୍ତ୍‌ନା କଃରା ।”
41 Og han rev sig løs fra dem, saa meget som et Stenkast, og faldt paa Knæ, bad og sagde:
ଆର୍‌ ସେ ସେମଃନ୍‌କେ ଚାଡି କଃଣ୍ଡେକ୍‌ ଦୁରିକ୍‌ ଜାୟ୍‌ ମାଣ୍ଡିକୁଟା ଟେସି, ଇ ପାର୍ତ୍‌ନା କଃରୁକେ ଦଃର୍ଲା ।
42 „Fader, vilde du dog tage denne Kalk fra mig! dog ske ikke min Villie, men din!‟
“ଉବା ଜଦି ତର୍‌ ମଃନ୍‌ ଅୟ୍‌ଦ୍‌ ତଃବେ ଇ ଦୁକ୍‌ ରଃକମାର୍‌ କପା ମର୍‌ ତଃୟ୍‌ହୁଣି ଦୁର୍‌କଃର୍‌; ଅୟ୍‌ଲେକ୍‌ ହେଁ ମର୍‌ ମଃନ୍‌ ନାୟ୍‌, ମଃତର୍‌ ତର୍‌ ଇଚା ହୁରୁଣ୍‌ ଅଃଉଅ ।”
43 Men en Engel fra Himmelen viste sig for ham og styrkede ham.
ଆର୍‌, ଗଟ୍‌ ସଃର୍ଗାର୍‌ ଦୁତ୍‌ ଦଃକାୟ୍‌ ଅୟ୍‌ ତାକେ ସଃକ୍ତି ଦିଲା ।
44 Og da han var i Dødsangest, bad han heftigere; men hans Sved blev som Blodsdraaber, der faldt ned paa Jorden.
ଆରେକ୍‌, ସେ ଦୁକେ ବାଙ୍ଗିହଃଳି ଏକ୍‌ମଃନେ ପାର୍ତ୍‌ନା କଃରୁକେ ଦଃର୍ଲା ଆର୍‌ ତାର୍‌ ଜଃଳ୍‌ ବଃନିତିହ୍‌ଳା ହର୍‌ ବୁୟେଁ ତିହ୍‌ଲି ।
45 Og da han stod op fra Bønnen og kom til Disciplene, fandt han dem sovende af Bedrøvelse.
ଆର୍‌ ସେ ପାର୍ତ୍‌ନା କଃରି ସଃରାୟ୍‌ ଉଟି ଚେଲାମଃନାର୍‌ ହାକ୍‌ ଆସି ସେମଃନ୍‌କେ ଦୁକାର୍‌ଗିନେ ନିଦଉତାର୍‌ ଦଃକ୍‌ଲା ।
46 Og han sagde til dem: „Hvorfor sove I? Staar op og beder, for at I ikke skulle falde i Fristelse.‟
ଆରେକ୍‌ ଜିସୁ ସେମଃନ୍‌କେ କୟ୍‌ଲା, “କାୟ୍‌ତାକ୍‌ ସଃଉଁଲାସ୍‌? ଜଃନ୍‌କଃରି ହାନ୍ଦାୟ୍‌ ନଃହେଳାସ୍‌ ଇତାର୍‌ ଗିନେ ଉଟି ପାର୍ତ୍‌ନା କଃରା ।”
47 Medens han endnu talte, se, da kom der en Skare; og han, som hed Judas, en af de tolv, gik foran dem og nærmede sig til Jesus for at kysse ham.
ଜିସୁ କଃତା କଃଉତାବଃଳ୍‌, ଦଃକା ଲକ୍‌ମଃନ୍ ଆୟ୍‌ଲାୟ୍‌, ଆର୍‌ ବାରଗଟ୍‌ ଚେଲା ବିତ୍ରେ ଜିଉଦା ନାଉଁଆର୍‌ ଏକ୍ଲା ସେମଃନାର୍‌ ଆଗେ ଆଗେ ଆସି ଜିସୁକେ ଚୁମୁକେ ତାର୍‌ ଚଃମେ ଗଃଲା ।
48 Men Jesus sagde til ham: „Judas! forraader du Menneskesønnen med et Kys?‟
ମଃତର୍‌ ଜିସୁ ତାକ୍‌ କୟ୍‌ଲା, “ଏ ଜିଉଦା, ଚୁମି କଃରି ନଃରାର୍‌ ହୟ୍‌ସିକେ କାୟ୍‌ ସଃତ୍ରୁ ଆତେ ସଃର୍ହି ଦେଉଁଲିସ୍‌?”
49 Men da de, som vare omkring ham, saa, hvad der vilde ske, sagde de: „Herre! skulle vi slaa til med Sværd?‟
ସେତାକ୍‌ କାୟ୍‌ରି ଅୟ୍‌ଦ୍‌ ସେରି ଦଃକି ତାର୍‌ ସଃଙ୍ଗୁଆଳିମଃନ୍‌ କୟ୍‌ଲାୟ୍‌, “ମାପ୍ରୁ ଅଃମିମଃନ୍‌ କାୟ୍‌ କଃଣ୍ଡା ସଃଙ୍ଗ୍ ମାରୁଆଁ?”
50 Og en af dem slog Ypperstepræstens Tjener og afhuggede hans højre Øre.
ଆର୍‌, ସେମଃନାର୍‌ ବିତ୍ରେ ଏକ୍ଲା ମୁଳ୍‌ ଜାଜକାର୍‌ ଗତିଦଃଙ୍ଗ୍‌ଳାକ୍‌ ମାରି କଃରି ତାର୍‌ କାତା ବାଟ୍ୟାର୍‌ କାନ୍‌ କାଟି ହଃକାୟ୍‌ଲା ।
51 Men Jesus tog til Orde og sagde: „Lad dem gøre ogsaa dette!‟ Og han rørte ved hans Øre og lægte ham.
ମଃତର୍‌ ଜିସୁ ଉତୁର୍‌ ଦିଲା, “ଅଃତେକ୍‌ ସଃରି;” ଆର୍‌ ସେ ଲକାର୍‌ କାନ୍‌ ଚୁଇ, ତାକ୍‌ ଉଜ୍‌ କଃଲା ।
52 Men Jesus sagde til Ypperstepræsterne og Høvedsmændene for Helligdommen og de Ældste, som vare komne til ham: „I ere gaaede ud som imod en Røver med Sværd og Knipler.
ଆର୍‌ ଜିସୁ ତାର୍‌ ବିରଦେ ଆସିରିଲା ମୁଳ୍‌ ଜାଜକ୍‌, ମନ୍ଦିର୍‌ ଜାଗୁଆଳିମଃନାର୍‌ ମୁଳ୍‌ ସଃଇନ୍‌ ଆର୍‌ ପାରାଚିନ୍‌ମଃନ୍‌କେ କୟ୍‌ଲା, “ଚର୍‌ ବିରଦେ ବାରୟ୍‌ଲା ହର୍‌ କଃଣ୍ଡା ଆର୍‌ ଟେଙ୍ଗା ଦଃରି ତୁମିମଃନ୍ କାୟ୍‌ତାକ୍‌ ଦଃରୁକେ ଆୟ୍‌ଲାସ୍‌?
53 Da jeg var daglig hos eder i Helligdommen, udrakte I ikke Hænderne imod mig; men dette er eders Time og Mørkets Magt.‟
ମୁୟ୍‌ଁ ଦିନେକେ ତୁମାର୍‌ ସଃଙ୍ଗ୍ ମନ୍ଦିରେ ରିଲେ, ମଃତର୍‌ ତୁମିମଃନ୍ ସଃଡେବଃଳ୍‌ ମକ୍‌ ଦଃରୁ ନଃଚ୍‌ଲାସ୍‌, ମଃତର୍‌ ଇରି ତୁମାର୍‌ ବେଳା, ଅଃନ୍ଦାରାର୍‌ ଅଃଦିକାର୍‌ ଇରି ।”
54 Og de grebe ham og førte ham bort og bragte ham ind i Ypperstepræstens Hus; men Peter fulgte efter i Frastand.
ହଃଚେ ସେମଃନ୍ ଜିସୁକେ ଦଃରିନଃୟ୍‌ ମୁଳ୍‌ ଜାଜକାର୍‌ ଗଃରେ ଆଣ୍‌ଲାୟ୍‌; ମଃତର୍‌ ପିତର୍‌ ଦୁରିକେ ରଃୟ୍‌ କଃରି ହଃଚେ ହଃଚେ ଗଃଲା ।
55 Og de tændte en Ild midt i Gaarden og satte sig sammen, og Peter sad midt iblandt dem.
ଆର୍‌ ସେମଃନ୍ କୁଆଳେ ଜୟ୍‌ ଲାଗାୟ୍‌ ଗଟେଟାଣେ ବଃସ୍‌ଲାକେ, ପିତର୍‌ ସେମଃନାର୍‌ ବିତ୍ରେ ବଃସିରିଲା ।
56 Men en Pige saa ham sidde i Lysskæret og stirrede paa ham og sagde: „Ogsaa denne var med ham.‟
ଗଟ୍‌ ଗତିଦଃଙ୍ଗ୍‌ଳି ତାକେ ଜୟ୍‌ ଲଃଗେ ବଃସିରିଲାର୍‌ ଦଃକି ତାକ୍‌ ସଃଳ୍‌କେ ମୁଏଁ ଦଃକି କୟ୍‌ଲି, “ଇ ଲକ୍‌ ହେଁ ତାର୍‌ ସଃଙ୍ଗ୍ ରିଲା ।”
57 Men han fornægtede ham og sagde: „Jeg kender ham ikke, Kvinde!‟
ମଃତର୍‌ ପିତର୍‌ ନାୟ୍‌ ବଃଲି କୟ୍‌ଲା, “ଏ ଆୟା, ମୁୟ୍‌ଁ ତାକ୍‌ ନଃଜାଣି ।”
58 Og lidt derefter saa en anden ham og sagde: „Ogsaa du er en af dem.‟ Men Peter sagde: „Menneske! det er jeg ikke.‟
ଚଃନେକ୍‌ ଗଃଲାହଃଚେ ଆରେକ୍‌ ଗଟ୍‌ଲକ୍‌ ତାକ୍‌ ଦଃକି କୟ୍‌ଲା, “ତୁୟ୍‌ ହେଁ ସେମଃନାର୍‌ ବିତ୍ରେ ଏକ୍ଲା ।” ମଃତର୍‌ ପିତର୍‌ କୟ୍‌ଲା, “ନାୟ୍‌ ବାୟ୍‌, ମୁଁୟ୍‌ ନୟ୍‌ ।”
59 Og omtrent en Time derefter forsikrede en anden det og sagde: „I Sandhed, ogsaa denne var med ham; han er jo ogsaa en Galilæer.‟
ଗଟ୍‌ ଗଃଟା ହଃଚେ ଆରେଗଟ୍‌ ମାନାୟ୍‌ ନିଜ୍‌କଃରି କାଉଁକେ ଦଃର୍ଲା, “ଇମାନାୟ୍‌ ହେଁ ସଃତ୍‌କଃରି ତାର୍‌ ସଃଙ୍ଗ୍ ରିଲା, କାୟ୍‌ତାକ୍‌ବଃଲେକ୍‌ ସେତ ଗାଲିଲିର୍‌ ଲକ୍‌ ।”
60 Men Peter sagde: „Menneske! jeg forstaar ikke, hvad du siger.‟ Og straks, medens han endnu talte, galede Hanen.
ମଃତର୍‌ ପିତର୍‌ କୟ୍‌ଲା, “ବାୟ୍‌ ଜୁୟ୍‌ରି କଃଉଁଲିସ୍‌, ମକ୍‌ ସେରି ଜାଣାନାୟ୍‌!” ତଃତ୍‌କାଣ୍ ସେ ଇ କଃତା କଃଉଁକଃଉଁ କୁକ୍‌ଳା ବାସ୍‌ଲି ।
61 Og Herren vendte sig og saa paa Peter; og Peter kom Herrens Ord i Hu, hvorledes han havde sagt til ham: „Førend Hanen galer i Dag, skal du fornægte mig tre Gange.‟
ଆର୍‌, ଜିସୁ ହଃଚ୍‌ବାଟ୍‌ ଉଲ୍‌ଟି କଃରି ପିତର୍‌କେ ସଃଳ୍‌କେ ଦଃକ୍‌ଲା; ଇତାର୍‌ହଃଚେ, “ଆଜି କୁକ୍‌ଳା ବାସ୍ତା ଆଗ୍‌ତୁ ତୁୟ୍‌ ମକେ ତିନିତର୍‌ ନଃଜାଣିବଃଲି କଃଉସି,” ଇ ଜୁୟ୍‌ କଃତା ମାପ୍ରୁ ପିତର୍‌କେ କୟ୍‌ରିଲା,
62 Og han gik udenfor og græd bitterligt.
ସେରି ତାର୍‌ ମଃନେ ହଃଳ୍‌ଲି, ଆର୍‌ ସେ ହଃଦାୟ୍‌ ବାରାୟ୍‌ ଜଃବର୍‌ ରଦନ୍‌ କଃଲା ।
63 Og de Mænd, som holdt Jesus, spottede ham og sloge ham;
ଆରେକ୍‌ ଜୁୟ୍‌ ଲକ୍‌ମଃନ୍ ଜିସୁକେ ଦଃରି ଜାଗି ରିଲାୟ୍‌, ସେମଃନ୍ ତାକ୍‌ ମାରିମାରି ଗେଙ୍ଗ୍ରାୟ୍‌ଲାୟ୍‌ ।
64 og de kastede et Klæde over ham og spurgte ham og sagde: „Profetér! hvem var det, som slog dig?‟
ଆର୍‌, ତାକେ ମୁୟେ ତୁଆଲ୍‌ ବାନ୍ଦି ହଃଚାରୁକ୍‌ ଦଃର୍ଲାୟ୍‌, “ତୁୟ୍‌ ତ ବାବ୍‌ବାଣି କଃଉତା ଲକ୍‌, କଃଉ ତକେ କେ ମାର୍‌ଲା?”
65 Og mange andre Ting sagde de spottende til ham.
ଆରେକ୍‌ ସେମଃନ୍ ଜିସୁକେ ଗାଦେକ୍‌ କଃତା କୟ୍‌ ତାକ୍‌ ଲିନ୍ଦା କଃରୁକେ ଦଃର୍ଲାୟ୍‌ ।
66 Og da det blev Dag, samlede Folkets Ældste sig og Ypperstepræsterne og de skriftkloge, og de førte ham hen for deres Raad
ତାର୍‌ହଃଚେ ସଃକାଳ୍‌ ହାୟ୍‌ଲା ଦାହ୍ରେ ଜିଉଦି ଲକ୍‌ମଃନାର୍‌ ବେରାଣାର୍‌ ପାରାଚିନ୍ ଆର୍‌ ମୁଳ୍‌ ଜାଜକ୍‌ ଆର୍‌ ଦଃର୍ମ୍‌ଗୁରୁମଃନ୍‌ ରୁଣ୍ଡି କଃରି ଅଃହ୍‌ଣାମଃନାର୍‌ ବେରାଣ୍‌ମୁଣ୍ଡାୟ୍‌ ନଃୟ୍‌ କଃରି କୟ୍‌ଲାୟ୍‌, “ଜଦି ତୁୟ୍‌ କ୍ରିସ୍ଟ ଅଃମିମଃନ୍‌କ୍‌ କଃଉ ।”
67 og sagde: „Er du Kristus, da sig os det!‟ Men han sagde til dem: „Siger jeg eder det, tro I det ikke.
ମଃତର୍‌ କ୍ରିସ୍ଟ ସେମଃନ୍‌କେ କୟ୍‌ଲା, “ମୁଁୟ୍‌ ଜଦି ତୁମିମଃନ୍‌କେ କୟ୍‌ଦ୍‌, ତୁମିମଃନ୍ ସଃତ୍‌ ନଃକେରାସ୍‌ ।
68 Og om jeg spørger, svare I mig ikke, ej heller løslade I mig.
ତଃବେ, ମୁୟ୍‌ଁ ଜଦି ହଃଚାରିନ୍ଦ୍‌, ତୁମିମଃନ୍ ଉତୁର୍‌ ନଃଦିଆସ୍‌ ।
69 Men fra nu af skal Menneskesønnen sidde ved Guds Krafts højre Haand.‟
ମଃତର୍‌ ଅଃବେହୁଣି, ନଃରାର୍‌ ହୟ୍‌ସି ବଃଡ୍ ସଃକ୍ତିମାନ୍ ଇସ୍ୱରାର୍‌ କାତାବାଟ୍ୟା ବଃସେଦ୍‌ ।”
70 Men de sagde alle: „Er du da Guds Søn?‟ Og han sagde til dem: „I sige det; jeg er det.‟
ସେତାକ୍‌ ସେମଃନ୍ ସଃବୁଲକ୍‌ ହଃଚାର୍ଲାୟ୍‌, “ତଃବେ ତୁୟ୍‌ କି ଇସ୍ୱରାର୍‌ ହୟ୍‌ସି?” ଜିସୁ ସେମଃନ୍‌କେ ଉତୁର୍‌ ଦିଲା, “ମୁୟ୍‌ଁ ସେ ବଃଲି ତୁମି କଃଉଁଲାସ୍‌ ।”
71 Men de sagde: „Hvad have vi længere Vidnesbyrd nødig? vi have jo selv hørt det af hans Mund!‟
ତଃବେ ସେମଃନ୍ କୟ୍‌ଲାୟ୍‌, “ଅଃମାର୍‌ ସାକିର୍‌ ଦଃର୍‌କାର୍‌ ନାୟ୍‌, ଅଃମିମଃନ୍‌ ତ ନିଜେ ନିଜେ ତାର୍‌ ନିଜାର୍‌ ଟଣ୍ଡେ ହୁଣି ଇରି ସୁଣ୍‌ଲୁ ।”

< Lukas 22 >