< Judas 1 >

1 Judas, Jesu Kristi Tjener og Broder til Jakob, til de kaldede, som ere elskede i Gud Fader og bevarede for Jesus Kristus:
ମୁୟ୍‌ଁ ଜିଉଦା, ଜିସୁ କ୍ରିସ୍ଟର୍‌ ଗଟେକ୍‌ ଗତିଦଃଙ୍ଗ୍‌ଳା ଆର୍‌ ଜାକୁବର୍‌ ବାୟ୍‌ସି ଜୁୟ୍‌ ଲକ୍‌ମଃନ୍‌କେ ମାପ୍ରୁ କୁଦିଆଚେ ଉବା ଇସ୍ୱରାର୍‌ ଲାଡାର୍‌ ଲକ୍‌ ଆରେକ୍‌ ଜିସୁ କ୍ରିସ୍ଟର୍‌ ଗିନେ ରଃକ୍ୟାହାୟ୍‌ଲାର୍‌ ସେମଃନାର୍‌ ହାକ୍‌ ଚିଟି ଲେକୁଲେ ।
2 Barmhjertighed og Fred og Kærlighed vorde eder mangfoldig til Del!
ଇସ୍ୱରାର୍‌ ଦଃୟା, ସୁସ୍ତା ଆର୍‌ ଲାଡ୍‌ ହୁର୍ନ୍‌କଃରି ତୁମାର୍‌ ଉହ୍ରେ ଅଃଉଅ ।
3 I elskede! da det laa mig alvorligt paa Sinde at skrive til eder om vor fælles Frelse, fandt jeg det nødvendigt at skrive til eder med Formaning om at stride for den Tro, som een Gang er bleven overgiven de hellige.
ଏ ଲାଡାର୍‌ ମଃନ୍ ମୁଁୟ୍‌ ତୁମାର୍‌ ହାକ୍‌ ଅଃମିମଃନାର୍‌ ସଃବୁଲକ୍‌ ହାୟ୍‌ ରିଲା ମୁକ୍ତି ବିସୟେ ତୁମିମଃନାର୍‌ ହାକ୍‌ ଲେକୁକ୍‌ ବଃଡେ ଜଃତୁନ୍ ଅୟ୍‌ ଦଃର୍ମିମଃନାର୍‌ ହାକ୍‌ ଗଟେକ୍‌ତର୍‌ ସଃହ୍ରିଦିଲା ବିସ୍ୱାସ୍‌ ଗିନେ ମଃନ୍ ହଃରାଣ୍‌ ସଃଙ୍ଗ୍ ଜୁଜ୍‌ କଃରୁକେ ତୁମିମଃନ୍ କେ ସାସ୍‌ ଦେଉଁକେ ଲେକୁକ୍‌ ମଃନ୍‌କଃଲେ ।
4 Thi der har indsneget sig nogle Mennesker, om hvem det for længe siden er forud skrevet, at de vilde falde under denne Dom: Ugudelige, som misbruge vor Guds Naade til Uterlighed og fornægte vor eneste Hersker og Herre Jesus Kristus.
କାୟଃତାକ୍‌ବଃଲେକ୍‌ ହୁର୍ବାର୍‌ ସାସ୍ତରେମଃନ୍ ଡଃଣ୍ଡାର୍‌ ଜୟ୍‌ଗ୍‌ ବଃଲି ଲେକା ଅୟ୍‌ରିଲା କଃତେକ୍‌ ଲକ୍‌ ତୁମିମଃନାର୍‌ ବିତ୍ରେ ଲୁକ୍‌ଣେ ଆସି ଆଚ୍‌ତି, ସେମଃନ୍ ଅଃଦଃର୍ମି, ଅଃମିମଃନାର୍‌ ଇସ୍ୱରାର୍‌ ଦଃୟାକ୍‌ ଉଲ୍‌ଟା ବାବେ କଃରାବ୍‌ ଇଚାୟ୍‌ ବେବାର୍‌ କଃର୍ତି ଆରେକ୍‌ ଅଃମିମଃନାର୍‌ ଗଟେକ୍‌ ବଃଲି ସାଉକାର୍‌ ଆର୍‌ ମାପ୍ରୁ ଜିସୁ କ୍ରିସ୍ଟକେ ନଃମାନ୍‌ତି ।
5 Men skønt I een Gang for alle vide det alt sammen, vil jeg minde eder om, at da Herren havde frelst Folket ud af Ægyptens Land, ødelagde han næste Gang dem, som ikke troede,
ଅୟ୍‌ଲେକ୍‌ ହେଁ ତୁମିମ୍‌ମନ୍ ସଃବୁ କଃତା ନିକକଃରି ଜାଣି ଆଚାସ୍‌ ତଃବେ ହେଁ ମୁଁୟ୍‌ ତୁମିମଃନ୍‌କେ ଏତାୟ୍‌ ଦେଉଁକ୍‌ ମଃନ୍ କଃରୁଲେ ଜେ, ମାପ୍ରୁ ମିସର୍‌ ଦେସେ ହୁଣି ଲକ୍‌ମଃନ୍‌କେ ମୁକ୍ଳାୟ୍‌ଲା, ଆର୍‌ ଜୁୟ୍‌ ଲକ୍‌ମଃନ୍ ସଃତ୍‌ ନକେଲାୟ୍‌, ସେମଃନ୍‌କେ ନାସ୍‌ କଃଲା ।
6 og de Engle, som ikke bevarede deres Højhed, men forlode deres egen Bolig, har han holdt forvarede i evige Lænker under Mørke til den store Dags Dom; (aïdios g126)
ଆରେକ୍‌ ସଃର୍ଗାର୍‌ ଜୁୟ୍‌ ଦୁତ୍‌ମଃନ୍ ଅଃହ୍‌ଣା ଅଃହ୍‌ଣାର୍‌ ବଃଡ୍‌ ହଃଦେ ନଃରେୟ୍‌ ନିଜାର୍‌ ନିଜାର୍‌ ବାସାକ୍‌ର୍ତା ଟାଣ୍ ଚାଡ୍‌ଲାୟ୍‌ ସେମଃନ୍‌କେ ମାପ୍ରୁ ବଃଡ୍‌ ବିଚାର୍‌ ଦିନ୍ ହଃତେକ୍‌ ସଃବୁ ଦିନାର୍‌ ବାନ୍ଦୁଣେ ବାନ୍ଦିକଃରି ଅଃନ୍ଦାର୍‌ ଟାଣେ ସଃଙ୍ଗାୟ୍‌ ଆଚେ । (aïdios g126)
7 ligesom Sodoma og Gomorra og de omliggende Stæder, der paa samme Maade som disse vare henfaldne til Utugt og gik efter fremmed Kød, ere satte til et Eksempel, idet de bære en evig Ilds Straf. (aiōnios g166)
ସେନ୍‌କାର୍‌ ସଦମ୍‌ ଆରେକ୍‌ ଗମ୍‌ରା ଆର୍‌ ସେମଃନାର୍‌ ଚାରିବାଟାର୍‌ ଗଃଳାର୍‌ ଲକ୍‌ମଃନ୍ ଦାରି ଆର୍‌ କଃରାବ୍‌ କାମ୍‌ କଃଲାକ୍‌ ସଃବୁ ଦିନାର୍‌ ଜୟେ ଦଃଣ୍ଡ୍‍ବୟ୍‌ଗ୍‌ କଃରି ଦଃକ୍‌ଲା ହର୍‌ ଅୟ୍‌ ଆଚ୍‌ତି । (aiōnios g166)
8 Alligevel gaa ogsaa disse ligedan i Drømme og besmitte Kød, foragte Herskab og bespotte Herligheder.
ସେରଃକମ୍‌ ଅୟ୍‌ଲେକ୍‌ ହେଁ ଚଃହ୍ନେ ଦଃକୁମଃନ୍ ହେଁ ସେ ହର୍‌ ଗଃଗାଳ୍‌କେ, ବିଟାଳ୍‌ କଃର୍ତି, ସେମଃନ୍ ମାପ୍ରୁ ଚାଲାଉତାର୍‌ ଅମାନ୍ୟା କଃର୍ତି ଆର୍‌ ଜଃଜ୍‌ମାନାର୍‌ ସଃର୍ଗ୍‌ ଦୁତ୍‌ମଃନ୍‌କେ ଲିନ୍ଦାକଃର୍ତି ।
9 Men Overengelen Mikael turde, da han tvistedes med Djævelen og talte om Mose Legeme, ikke fremføre en Bespottelsesdom, men sagde: „Herren straffe dig!‟
ମଃତର୍‌ ସଃର୍ଗାର୍‌ ମୁଳ୍‌ ଦୁତ୍‌ ମିକାଏଲ୍‌ ମସାର୍‌ ମଃଲା ଗଃଗାଳ୍‌ ବିସୟେ ସୟ୍‌ତାନ୍ ସଃଙ୍ଗ୍ ଦଃରାମ୍‌ସ୍କା ବଃଳ୍‌ ଲିନ୍ଦା କଃରି ତାର୍‌ ବିଚାର୍‌ କଃରୁକେ ସାସ୍‌ କଃରିନଃରିଲା ମଃତର୍‌ ଅଃତେକ୍‌ କୟ୍‌ଲା ମାପ୍ରୁ ତଃକ୍‌ ଦଃକାଦେଉଅ ।
10 Disse derimod bespotte, hvad de ikke kende; og hvad de som de ufornuftige Dyr vide Besked om af Naturen, dermed ødelægge de sig selv.
ମଃତର୍‌ ଇ ଲକ୍‌ମଃନ୍ ଜୁୟ୍‌ ସଃବୁ କଃତା ନଃଜାଣ୍‌ତି ସେସଃବୁର୍‌ ଲିନ୍ଦା କଃର୍ତି, ଆରେକ୍‌ ଗିଆନ୍ ନଃୟ୍‌ଲା ହସୁ ହର୍‌ ଜାୟ୍‌ଜାୟ୍‌ରି ଅଃଳକ୍‌ ବୁଜ୍‌ତି, ସେତାର୍‌ ଗିନେ ନାସ୍‌ ଅଃଉତି ।
11 Ve dem! thi de ere gaaede paa Kains Vej og have styrtet sig i Bileams Vildfarelse for Vindings Skyld og ere gaaede til Grunde i Koras Genstridighed.
ଚି, ସେମଃନ୍ ଦଃଣ୍ଡାର୍‌ ଜୟ୍‌ଗ୍‌, କାୟଃତାକ୍‌ବଃଲେକ୍‌ ସେମଃନ୍ କଇନାର୍‌ ବାଟେ ଗଃଳାୟ୍‌ ଆଚ୍‌ତି, ଡାବୁ ଲ୍‌ବାର୍‌ ଗିନେ ବିଲିଆମାର୍‌ ହର୍‌ ବୁଲ୍‌କି ଆଚ୍‌ତି ଆର୍‌ କରହ ରଃକମ୍‌ ବିରଦ୍‌ କଃରି ସେମଃନ୍ ନାସ୍‌ ଅୟ୍‌ ଆଚ୍‌ତି ।
12 Disse ere Skærene ved eders Kærlighedsmaaltider, fordi de uden Undseelse fraadse med og pleje sig selv; de ere vandløse Skyer, som drives forbi af Vinden; bladløse Træer uden Frugt, to Gange døde, oprykkede med Rode;
ସେମଃନ୍ ନିଲାଜ୍‌ ହାଣେ ତୁମାର୍‌ ସଃଙ୍ଗ୍ କାଉଆ ହିଉଆ କଃରି ତୁମିମଃନାର୍‌ ଲାଡାର୍‌ ବଜିର୍‌ ବାଗ୍‌ହାଉ ହର୍‌ ଅଃଉତି, ସେମଃନ୍ ଅଃହ୍‌ଣାର୍‌ ଅଃହ୍‌ଣାର୍‌ ହେଟ୍‌ ହୁରାଉତି, ସେମଃନ୍ ହଃବନେ ଉଡ୍‌ତା ହାଣି ନୟ୍‌ଲା ମେଗ୍ ହର୍‌; ସେମଃନ୍ ଦୁୟ୍‌ତର୍‌ ମଃଲାର୍‌ ଚେରେ ହୁଣି ଉଟ୍‌କି ଅୟ୍‌ଲା ବଃଦ ଦଃସ୍ରା ମାସାର୍‌ ହଃଳ୍‌ ନୟ୍‌ଲା ଗଃଚ୍ ହର୍‌ ।
13 vilde Bølger paa Hav, som udskumme deres egen Skam; vildfarende Stjerner; for dem er Mørke og Mulm bevaret til evig Tid. (aiōn g165)
ସେମଃନ୍ ଅଃହ୍‌ଣା ଅଃହ୍‌ଣାର୍‌ ଲାଜ୍‌ ହର୍‌ ହେହୁଲ୍‌ ବାନ୍ୟା ଉକାଳ୍‌ତା ସଃମ୍‌ନ୍ଦାର୍‌ ତିର୍‌ ନୟ୍‌ଲା ଉଲାଳ୍‌ ହର୍‌, ସେମଃନ୍ ଏଣେ ତେଣେ ବୁଲ୍‌ତା ତାରା ହର୍‌ । ସେମଃନାର୍‌ ଗିନେ ବଃଡେ ଅଃନ୍ଦାର୍‌ ଟାଣ୍ ସଃବୁ ଦିନାର୍‌ ଗିନେ ସଃଙ୍ଗାଜାୟ୍‌ ଆଚେ । (aiōn g165)
14 Men om disse har ogsaa Enok, den syvende fra Adam, profeteret, da han sagde: „Se, Herren kom med sine hellige Titusinder
ଆଦମାର୍‌ ତଃୟ୍‌ହୁଣି ସାତ୍‌ କୁଳ୍‌ବଃଉଁସ୍‌ ଜେ ହନକ୍‌ ସେ ହେଁ ସେମଃନାର୍‌ ବିସୟେ ବାବ୍‌ବାଣି ପର୍ଚାର୍‌ କଃରି କୟ୍‌ରିଲା ମାପ୍ରୁ ଅଃଜାର୍‌ ଅଃଜାର୍‌ ସଃର୍ଗାର୍‌ ପବିତ୍ର ଦୁତ୍‌ମଃନାର୍‌ ସଃଙ୍ଗ୍ ।
15 for at holde Dom over alle og straffe alle de ugudelige for alle deres Ugudeligheds Gerninger, som de have bedrevet, og for alle de formastelige Ord, som de have talt imod ham, de ugudelige Syndere!‟
ଦଃକା ମାପ୍ରୁ ସଃବ୍‌କାର୍‌ ବିଚାର୍‌ କଃରୁକେ, ଆରେକ୍‌ ଅଃଦଃର୍ମି ଲକ୍‌ମଃନ୍ ସଃବୁ ନିଜାର୍‌ ନିଜାର୍‌ ଜିବନ୍‌ କାଟ୍‌ତାବଃଳ୍‌ ଅଃଦଃର୍ମେ ଜୁୟ୍‌ସଃବୁ ଅଃଦଃର୍ମ୍‌ କାମ୍‌ କଃରି ଆଚ୍‌ତି ଆର୍‌ ଅଃଦଃର୍ମି ହାହିମଃନ୍ ତାର୍‌ ବିରଦେ ଜୁୟ୍‌ସଃବୁ ଲିନ୍ଦା କଃତା କୟ୍‌ ଆଚ୍‌ତି ସେସଃବୁ ସେମଃନ୍‌କେ ଦସିକଃରି ଡଃଣ୍ଡ୍‌ ଦେଉଁକେ ।
16 Disse ere de, som knurre, som klage over deres Skæbne, medens de vandre efter deres Begæringer, og deres Mund taler overmodige Ord, medens de for Fordels Skyld vise Beundring for Personer.
ଏ ଲକ୍‌ମଃନ୍ ସଃବୁବଃଳ୍‌ ଗାଣେଞ୍ଜ୍‌କାରି ସେମଃନ୍ ଅଃହ୍‌ଣା ଅଃହ୍‌ଣାର୍‌ ଅବୁସ୍ତାୟ୍‌ ସଃର୍ଦା ନାୟ୍‌ ଆର୍‌ ନିଜାର୍‌ ନିଜାର୍‌ କଃରାବ୍‌ ଇଚାୟ୍‌ ଚାଲ୍‌ତି; ସେମଃନାର୍‌ ଟଣ୍ଡ୍ ବଃଡ୍‌ବଃଡ୍ କଃତା କୟ୍‌ଦ୍‌ ଆର୍‌ ସେମଃନ୍ ନିଜାର୍‌ ଲାବ୍‌ ଗିନେ ବିନ୍ ଲକେ ମୁଏଁ ମୁଏଁ ହଃକା ନିକ ବଃଲି କଃଉତି ।
17 I derimod, I elskede! kommer de Ord i Hu, som forud ere talte af vor Herres Jesu Kristi Apostle;
ମଃତର୍‌ ଏ ଲାଡାର୍‌ମଃନ୍ ଅଃମିମଃନାର୍‌ ମାପ୍ରୁ ଜିସୁ କ୍ରିସ୍ଟର ପେରିତ୍‌ମଃନ୍‌ ହୁର୍ବେ ଜୁୟ୍‌ସଃବୁ କଃତା କୟ୍‌ଆଚ୍‌ତି ସେରି ସଃବୁ ଏତାଉଆ;
18 thi de sagde eder: I den sidste Tid skal der være Spottere, som vandre efter deres Ugudeligheders Begæringer.
ସେମଃନ୍ କଃନ୍‌କଃରି ତୁମିମଃନ୍‌କେ କଃଉତି ରିଲାୟ୍‌, ସେସ୍‌କାଳେ ନିଜାର୍‌ ନିଜାର୍‌ କଃରାବ୍‌ ଇଚାୟ୍‌ ଚାଲ୍‌ତା ଇସ୍ୱର୍‌ ବିରଦି ଲକ୍‌ମଃନ୍ ବାରାୟ୍‌ ତୁମିମଃନ୍‌କେ ଗେଙ୍ଗ୍ରାଉତି ।
19 Disse ere de, som volde Splittelser, sjælelige, som ikke have Aand.
ଏ ଲକ୍‌ମଃନ୍ ଦଃଳ୍‌ ବାଗ୍‌ବାଗ୍ କଃର୍ତି । ସେମଃନ୍ ଜଃଗତାର୍‌ ମଃନ୍ କଃର୍ତି, ଆର୍‌ ସେମଃନ୍ ଇସ୍ୱରାର୍‌ ଆତ୍ମା ନୟ୍‌ଲାର୍‌ ।
20 I derimod, I elskede! opbygger eder selv paa eders helligste Tro; beder i den Helligaand;
ମଃତର୍‌ ଏ ଲାଡାର୍‌ ବାୟ୍‌ବେଣିମଃନ୍, ତୁମିମଃନ୍ ଅଃହ୍‌ଣାମଃନାର୍‌ ବଃଡେ ପବିତ୍ର ବିସ୍ୱାସ୍‌ ଉହ୍ରେ ଦଃର୍ମ୍‌ ଜିବନ୍ ହର୍‌ ଗଃର୍‌ ବାନ୍ଦା, ପବିତ୍ର ଆତ୍ମାୟ୍‌ ପାର୍ତ୍‌ନା କଃରା ।
21 bevarer saaledes eder selv i Guds Kærlighed, forventende vor Herres Jesu Kristi Barmhjertighed til evigt Liv. (aiōnios g166)
ଆର୍‌ ମାପ୍ରୁ ଜିସୁ କ୍ରିସ୍ଟାର୍‌ ଦଃୟାୟ୍‌ ଅଃମ୍ବର୍‌ ଜିବନ୍ ହାଉତା ହାୟ୍‌ଁ ଜାଗୁ ଜାଗୁ ଇସ୍ୱରାର୍‌ ଲାଡେ ତିର୍‌ ରିଆ । (aiōnios g166)
22 Og revser nogle, naar de tvivle,
ଜୁୟ୍‌ ଲକ୍‌ମଃନ୍ ଅଃହ୍ରାତ୍‌ ତଃୟ୍‌ ହଃଳ୍‌ତି, ସେମଃନାର୍‌ ମଃନ୍‌ ବିତ୍ରେ ବିସ୍ୱାସ୍‌ ଦଃକାଉଆ ।
23 frelser andre ved at udrive dem af Ilden, forbarmer eder over andre med Frygt, saa I hade endog den af Kødet besmittede Kjortel.
ବୁଲ୍‌ତଃୟ୍‌ ହଃଳି ନାସ୍‌ ଅଃଉଁକେ ଜାତିରିଲା ଲକ୍‌ମଃନ୍‌କେ ଜୟେହୁଣି ବଚାଉଆ । ଆରେକ୍‌ କଃତେକ୍‌ ଲକାର୍‌ ହାହ୍‌ କାମେ ମାଟି କାୟ୍‌ଲା ହଃଚ୍ୟାକେ ହେଁ ଗିଣ୍ କଃରା, ମଃତର୍‌ ଡିରାର୍‌ ସଃଙ୍ଗ୍ ସେମଃନ୍‌କେ ଦଃୟା ଦଃକାଉଆ ।
24 Men ham, som er mægtig til at bevare eder fra Fald og fremstille eder for sin Herlighed ulastelige i Fryd,
ଜେ ତୁମିକେ ଅଦୁର୍ଲାର୍‌ ତଃୟ୍‌ହୁଣି ବଚାଉଁକ୍‌ ଆର୍‌ ଅଃହ୍‌ଣାର୍‌ ଜଃଜ୍‌ମାନାର୍‌ ମୁଏଁ ନିର୍ଦସି ଆର୍‌ ସଃର୍ଦା କଃରି ଟିଆ କଃରୁକେ ସଃକ୍ତି ଆଚେ ।
25 den eneste Gud, vor Frelser ved vor Herre Jesus Kristus, tilkommer Ære og Majestæt, Vælde og Magt, forud for al Tid og nu og i alle Evigheder! Amen. (aiōn g165)
ଅଃମିମଃନାର୍‌ ସେ ଗଟେକ୍‌ ମଃତର୍‌ ମୁକ୍ତିକଃର୍ତା ଇସ୍ୱରାର୍‌ ଜଃଜ୍‌ମାନ୍, ଉଜାଳ୍‌, ସଃକାତ୍‌ ଆର୍‌ ଅଃଦିକାର୍‌ ଅଃମାର୍‌ ମାପ୍ରୁ ଜିସୁ କ୍ରିସ୍ଟର୍‌ ଦଃୟ୍‌ ଜାର୍‌ ଆରୁମ୍‌ ନୟ୍‌ଲା କାଳେ ହୁଣି ଅଃବେ ଆର୍‌ ଜୁଗେଜୁଗେ ତାର୍‌ ଆମେନ୍‌ । (aiōn g165)

< Judas 1 >