< Efeserne 5 >

1 Vorder derfor Guds Efterlignere som elskede Børn,
ପର୍‌ମେସର୍‌କେ ବେସି ଆଲାଦ୍‌ କର୍‌ବା ତାର୍‌ ପିଲାମନ୍‌ ଅଇବାକେ, ତାର୍‌ପାରା ଅଇ ଗଟେକ୍‌ ଆଲାଦର୍‌ ଚଲାଚଲ୍‌ତି କରା ।
2 og vandrer i Kærlighed, ligesom ogsaa Kristus elskede os og gav sig selv hen for os som en Gave og et Slagtoffer, Gud til en velbehagelig Lugt.
ଜେନ୍ତାର୍‌ କି କିରିସ୍‌ଟ ଆମ୍‌କେ ଆଲାଦ୍‌ କରି ଆମର୍‌ ପାଇ ମରି ରଇଲା । ଗଟେକ୍‌ ସୁନ୍ଦର୍‌ ବାସ୍‌ନା ଅଇବା ବଲି ପାରା ସେ ତାର୍‌ ଜିବନ୍‌ ପର୍‌ମେସର୍‌କେ ସର୍‌ପିଦେଲା ।
3 Men Utugt og al Urenhed eller Havesyge bør end ikke nævnes iblandt eder, som det sømmer sig for hellige,
ମାତର୍‌ ତମର୍‌ ବିତ୍‌ରେ ବେସିଆ ଇସାବେ ରଇବା ଚଲାଚଲ୍‌ତି, କି କାଇ ରକାମର୍‌ ସୁକଲ୍‌ ନ ଅଇବାଟା କି ଲବ୍‌ ଅଇବାଟା ଆଚେ, ବଲି ବିନ୍‌ ଲକ୍‌ମନ୍‌ ନ କ‍ଅତ୍‌ । କାଇକେବ‍ଇଲେ ଏଟା ସବୁ ପର୍‌ମେସରର୍‌ ସୁକଲ୍‌ ଲକ୍‌ମନ୍‌ କର୍‌ବା ଟିକ୍‌ ବିସ‍ଇ ନ‍ଏ ।
4 ej heller ublu Væsen eller daarlig Snak eller letfærdig Skemt, hvilket er utilbørligt, men hellere Taksigelse.
ସେନ୍ତାରିସେ ଜନ୍‌ଟାକି ଲଡାକେ ନ ଆଇବା ଗୁନ୍‌ଚଲନ୍‌, କି କାରାପ୍‌ କାତା, ଲାଜ୍‌ କର୍‌ବା କାତା କି ଟାପ୍‌ରା କାତା ତମର୍‌ଟାନେ ନ ଡିସ । ଏଟାମନ୍‌ ତମର୍‌ଟାନେ ର‍ଇବାଟା ଟିକ୍‌ ନ‍ଏ । ତାର୍‌ବାଦୁଲେ ତମେ ପର୍‌ମେସର୍‌କେ ଦନିଅବାଦ୍‌ ଦେବା କାତା କୁଆ ।
5 Thi dette vide og erkende I, at ingen utugtig eller uren eller havesyg, hvilket er en Afgudsdyrker, har Arv i Kristi og Guds Rige.
ତମେ ଜାନ୍‍ବାର୍‌ ଆଚେ ଜେ, କେନ୍ତାରି ମିସା ବେସିଆ କାମ୍‌ କର୍‌ବା ଲକ୍‌, କି ସୁକଲ୍‌ ନ ଅଇଲା ଲକ୍‌, କି ଲବ୍‌ରା ଲକ୍‌ ପରମେସରର୍‌ ଆରି କିରିସ୍‌ଟର୍‌ ରାଇଜେ ର‍ଇବା କାଇ ବିସ‍ଇ ମିଲାଇବାକେ ଅଦିକାର୍‌ ପାଇ ନାପାରତ୍‌ । ଗଟେକ୍‌ ଲବ୍‌ରା, ପୁତ୍‌ଲା ପୁଜା କର୍‌ବା ଲକର୍‌ ସଙ୍ଗ୍‌ ସମାନ୍‌ ।
6 Ingen bedrage eder med tomme Ord; thi for disse Ting kommer Guds Vrede over Genstridighedens Børn.
ବିନ୍‌ ଲକର୍‌ ଟାନେଅନି କାଇ ଲଡାକେ ନ ଆଇବା ଚୁଚା କାତା ସୁନି ନାଡାଇ ଉଆ ନାଇ । କାଇକେବ‍ଇଲେ, ଏନ୍ତାରି କରି ତାକେ ନ ନାମ୍‌ବା ଲକ୍‌ମନ୍‌କେ ପର୍‌ମେସର୍‌ ଡଣ୍ଡ୍‌ ଦେଇସି ।
7 Derfor, bliver ikke meddelagtige med dem!
ତେବର୍‌ପାଇ ସେନ୍ତାରି ଲକ୍‌ମନର୍‌ ସଙ୍ଗ୍‍ ମିସା ନାଇ ।
8 Thi I vare forhen Mørke, men nu ere I Lys i Herren; vandrer som Lysets Børn,
କାଇକେବ‍ଇଲେ ଆଗ୍‌ତୁ ତମେ ଆନ୍ଦାରେ ର‍ଇଲାସ୍‌ । ମାତର୍‌ ଏବେ ମାପ୍‌ରୁର୍‌ ସଙ୍ଗ୍‍ ମିସ୍‌ଲାର୍‌ପାଇ ଉଜଲେ ପୁରି ଆଚାସ୍‌ । ତେବର୍‌ପାଇ ଉଜଲେ ର‍ଇବା ଲକ୍‌ମନର୍‌ପାରା ଚଲାଚଲ୍‌ତି କରା ।
9 (Lysets Frugt viser sig jo i al Godhed og Retfærdighed og Sandhed, )
କାଇକେବଇଲେ, ଉଜ୍‌ଲେ ର‍ଇଲେ ତେଇଅନି ସବୁ ରକାମର୍‌ ନିକ, ଦରମ୍‌, ଆରି ସତ୍‌ ବିସ‍ଇ ବାର‍ଇସି ।
10 saa I prøve, hvad der er velbehageligt for Herren.
୧୦ପର୍‌ମେସର୍‌କେ ସାର୍‌ଦା କରାଇବା ବିସ‍ଇ କଜିକରି ମିଲାଆ ।
11 Og haver ikke Samfund med Mørkets ufrugtbare Gerninger. Men revser dem hellere;
୧୧ଆନ୍ଦାରେ ର‍ଇବା ଲକ୍‌ମନ୍‌ କର୍‌ବା କାଇ ମୁଲିଅ ନ ର‍ଇବା କାମେ ମିସାନାଇ । ସେଟାମନ୍‌କେ କାଇ ମୁଲିଅ ନାଇ । ତାର୍‌ ବାଦୁଲେ ସେନ୍ତାରି କାରାପ୍‌ ଅଇବା କାମ୍‌ ନ ଲୁଚାଇ ଦେକାଇଦିଆସ୍‌ ।
12 thi hvad der lønligt bedrives af dem, er skammeligt endog at sige;
୧୨ସେନ୍ତାରି ଲୁଚ୍‌ତେ କର୍‌ବା କାମର୍‌ ବିସ‍ଇ କାତା ଅଇବାକେ ମିସା ଲାଜ୍‌ ଲାଗ୍‌ସି ।
13 men alt dette bliver aabenbaret, naar det revses af Lyset. Thi alt det, som bliver aabenbaret, er Lys.
୧୩ଏନ୍ତାରି କାମ୍‌ ନ ଲୁଚାଇ ବାର୍‌କରାଇଲେ, ତେଇର୍‌ ସତ୍‌ ବିସଇ ଲକ୍‌ମନ୍‌ ଦେକ୍‌ବାଇ ।
14 Derfor hedder det: „Vaagn op, du, som sover, og staa op fra de døde, og Kristus skal lyse for dig!‟
୧୪କାଇକେବଇଲେ ଉଜଲର୍‌ ସବୁ ବିସଇ ଉଜଲ୍‌ସେ । ସେଟାର୍‌ ପାଇ ଏନ୍ତାରି ଲେକାଅଇଲାଆଚେ, “ଏ ଗୁନେରାମନ୍‌ ଉଟା, ମଲାପାରା ନ ର‍ଇକରି ଜିବନ୍‌ ରୁଆ, କିରିସ୍‌ଟ ତମ୍‌କେ ଉଜଲ୍‌ ଦେଇସି ।”
15 Ser derfor nøje til, hvorledes I vandre, ikke som uvise, men som vise,
୧୫ତେବେ ତମର୍‌ ଚଲାଚଲ୍‌ତି କର୍‌ବାଟାନେ ଜାଗ୍‌ରତ୍‌ ରୁଆ । ବକୁଆ ଲକ୍‌ମନର୍‌ପାରା ନ ଅଇ ବୁଦିର‍ଇବା ଲକର୍‌ପାରା ରୁଆ ।
16 saa I købe den belejlige Tid, efterdi Dagene ere onde.
୧୬ସବୁବେଲେ ନିକ କାମ୍‌ କର୍‌ବାକେ କଜ୍‌ତେ ରୁଆ । କାଇକେବ‍ଇଲେ ଏ ଜୁଗର୍‌ ଲକ୍‌ମନ୍‌ ବେସି କାରାପ୍‌ ଆଚତ୍‌ ।
17 Derfor bliver ikke uforstandige, men skønner, hvad Herrens Villie er.
୧୭ତେବର୍‌ପାଇ ବୁଦିନଇଲା ଲକ୍‌ ପାରା ନଅଇ ମାପ୍‌ରୁର୍‌ ମନ୍‍କଲାଟା କଜିକରି ମିଲାଆ ।
18 Og drikker eder ikke drukne i Vin, i hvilket der er Ryggesløshed, men lader eder fylde med Aanden,
୧୮ମଦ୍‌ ପେଣ୍ଡମ୍‌ କାଇ ମାତା ନାଇ । କାଇକେବ‍ଇଲେ ସେଟା ତମ୍‌କେ ଡିଲା ଚାଡ୍‌ବା ଗରୁଗାଇର୍‌ ପାରା ଚଲାଚଲ୍‌ତି କର୍‌ବାକେ ଡାକିନେଇସି । ତାର୍‌ବାଦୁଲେ ସୁକଲ୍‌ଆତ୍‌ମା ବାନ୍ଦିନେବାକେ ସର୍‌ପିଉଆ ।
19 saa I tale hverandre til med Psalmer og Lovsange og aandelige Viser og synge og spille i eders Hjerte for Herren
୧୯ଗିତ୍‌ ସଙ୍ଗିତାର୍‌ ଗିତ୍‍, ଆତ୍‌ମାଇ ଅନି ଆଇବା ବିନ୍‌ ଗିତ୍‌ମନ୍‌, ତମର୍‌ ବିତ୍‌ରେ କୁଆକୁଇ ଉଆ । ଗିତ୍‌ କ‍ଇକରି ନିଜେ ନିଜେ ମନ୍‌ବିତ୍‌ରେ ମାପ୍‌ରୁକେ ଡାକ୍‌ପୁଟା କରା ।
20 og altid sige Gud og Faderen Tak for alle Ting i vor Herres Jesu Kristi Navn
୨୦ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ନାଉଁଦାରି ସବୁବେଲେ ସବୁ ବିସଇର୍‌ପାଇ ବାବା ପର୍‌ମେସର୍‌କେ ଦନିଅବାଦ୍‌ ଦିଆସ୍‌ ।
21 og underordne eder under hverandre i Kristi Frygt;
୨୧କିରିସ୍‌ଟର୍‌ପାଇ ରଇବା ତମର୍‌ ସନ୍‌ମାନର୍‌ ଲାଗି, ତମର୍‌ ତମର୍‌ ବିତ୍‌ରେ ସର୍‌ପାସର୍‌ପି ଉଆ ।
22 Hustruerne skulle underordne sig under deres egne Mænd, som under Herren;
୨୨ଏ ମାଇଜିମନ୍‌ ତମେ ଜେନ୍ତାର୍‌ ମାପ୍‍ରୁକେ ସର୍‌ପିଅଇ ଆଚାସ୍‌, ସେନ୍ତାରି ତମର୍‌ ନିଜର୍‌ ନିଜର୍‌ ମୁନୁସ୍‌କେ ମିସା ସର୍‌ପି ଉଆ ।
23 thi en Mand er sin Hustrus Hoved, ligesom ogsaa Kristus er Menighedens Hoved. Han er sit Legemes Frelser.
୨୩କାଇକେବ‍ଇଲେ କିରିସ୍‌ଟ ଜେ କି ତାର୍‌ ଗାଗଡ୍‌ପାରା ର‍ଇବା ମଣ୍ଡଲିର୍‌ ନେତା ଆଚେ, ସେନ୍ତାରିସେ ମୁନୁସ୍‌ ମିସା ତାର୍‌ ମାଇଜିର୍‌ ନେତା ଆଚେ । କିରିସ୍‌ଟସେ ତାର୍‌ ମଣ୍ଡଲିକେ ରକିଆ କଲାଆଚେ ।
24 Dog, ligesom Menigheden underordner sig under Kristus, saaledes skulle ogsaa Hustruerne underordne sig under deres Mænd i alle Ting.
୨୪ତେବର୍‌ପାଇ ମଣ୍ଡ୍‌ଲି ଜେନ୍ତାର୍‌ କିରିସ୍‌ଟକେ ସର୍‌ପି ଅଇସି, ସେନ୍ତାରି ଏ ମାଇଜିମନ୍‌, ତମେ ମିସା ସବୁ ବିସ‍ଇତେଇ ତମର୍‌ ମନସ୍‌ମନର୍‌ ଟାନେ ସର୍‌ପି ଅଇବାର୍‌ଆଚେ ।
25 I Mænd! elsker eders Hustruer, ligesom ogsaa Kristus elskede Menigheden og hengav sig selv for den,
୨୫ଏ ମୁନୁସ୍‌ମନ୍‌, କିରିସ୍‌ଟ ଜେନ୍ତାର୍‌ ମଣ୍ଡ୍‌ଲିକେ ଆଲାଦ୍‌ କରି, ତାକେ ସୁକଲ୍‌ କର୍‌ବାକେ ନିଜେ ସର୍‌ପିଅଇଲା, ସେନ୍ତାରିସେ ତମେ ମିସା ନିଜର୍‌ ମାଇଜିମନ୍‌କେ ଆଲାଦ୍‌କରା ।
26 for at han kunde hellige den, idet han rensede den ved Vandbadet med et Ord,
୨୬କିରିସ୍‌ଟ ପର୍‌ମେସରର୍‌ ବାକିଅ ସଙ୍ଗ୍‌ ଆରି ପାନିସଙ୍ଗ୍‌ ଦ‍ଇକରି ମଣ୍ଡ୍‌ଲିକେ ସୁକଲ୍‌ କଲା ।
27 for at han selv kunde fremstille Menigheden for sig som herlig, uden Plet eller Rynke eller noget deslige, men for at den maatte være hellig og ulastelig.
୨୭ମଣ୍ଡଲିକେ ତାର୍‌ ମୁଆଟେ ଆନ୍‌ଲାବେଲେ, ମଣ୍ଡଲି ଜେନ୍ତାରି କି, କାଇ ମୁର୍‌କି ନ ଅଇତେ, ଅସୁକଲ୍‌ ନ‍ଇତେ, କାଇ ଦସ୍‌ ନ ଅଇତେ ର‍ଇ, ତାର୍‌ ବାଦୁଲେ ସୁକଲ୍‌ ଆରି ସିଦ୍‌ କାରାଇ ତାକେ ଟିଆ କରାଇସି ।
28 Saaledes ere Mændene skyldige at elske deres egne Hustruer som deres egne Legemer; den, som elsker sin egen Hustru, elsker sig selv.
୨୮ସେନ୍ତାରିସେ ମୁନୁସ୍‌ମନ୍‌ ନିଜର୍‌ ଗାଗଡ୍‌କେ ଜତନ୍‌ କରି ଆଲାଦ୍‌ କଲାପାରା ନିଜର୍‌ ମାଇଜିମନ୍‌କେ ସେନ୍ତାରି କରା । ଜେ ନିଜର୍‌ ମାଇଜିକେ ଆଲାଦ୍‌ କର୍‌ସି, ସେ ନିଜ୍‌କେ ମିସା ଆଲାଦ୍‌ କର୍‌ସି ।
29 Ingen har jo nogen Sinde hadet sit eget Kød, men han nærer og plejer det, ligesom ogsaa Kristus Menigheden.
୨୯କେ ମିସା କେବେ ନିଜର୍‌ ଗାଗଡ୍‌କେ ଗିନ୍‌ ନ କରେ । ମାତର୍‌ ତାର୍‌ପାଇ ଦୁଆପୁଚା କରି କାଦି କୁଆଇସି । ଜେନ୍ତାରି କି କିରିସ୍‌ଟ ତାର୍‌ ମଣ୍ଡଲିର୍‌ ପାଇ ଜତନ୍‌ କଲାନି ।
30 Thi vi ere Lemmer paa hans Legeme.
୩୦କାଇକେବଇଲେ ଆମେ ସବୁ ତାର୍‌ ଗାଗଡର୍‌ ବାଗ୍‌ ଅଇଆଚୁ ।
31 Derfor skal et Menneske forlade sin Fader og Moder og holde fast ved sin Hustru, og de to skulle være eet Kød.
୩୧ଏଟାର୍‌ପାଇ ଦରମ୍‌ ସାସ୍‌ତରେ ଲେକାଅଇଆଚେ ମୁନୁସ୍‌ ତାର୍‌ ନିଜର୍‌ ଆୟା ବାବାକେ ଚାଡି ନିଜର୍‌ ମାଇଜିର୍‌ ସଙ୍ଗ୍‌ ମିସି ଜାଇସି । ଆରି ସେ ଦୁଇଲକ୍‌ ମିସି ଗଟେକ୍‌ ଅଇବାଇ ।
32 Denne Hemmelighed er stor — jeg sigter nemlig til Kristus og til Menigheden.
୩୨ଏଟା ଗଟେକ୍‌ ବଡ୍‌ ଲୁଚି ର‍ଇବା ବିସ‍ଇ । ମାତର୍‌ ମୁଇ କିରିସ୍‌ଟ ଆରି ମଣ୍ଡଲି ବିତ୍‌ରେ ମିସିବିଡି ର‍ଇବା ବିସ‍ଇ କାତା ଅଇଲିନି ।
33 Dog, ogsaa I skulle elske hver især sin egen Hustru som sig selv; men Hustruen have Ærefrygt for Manden!
୩୩ସାରାସାରି ତମେ ଗଟେକ୍‌ ଗଟେକ୍‌ ଲକ୍‌ ନିଜେ ନିଜେ ଆଲାଦ୍‌ ଅଇଲାପାରା ନିଜର୍‌ ନିଜର୍‌ ମାଇଜିକେ ସେନ୍ତାରି କର୍‌ବାର୍‌ ଆଚେ । ଆରି ମାଇଜିମନ୍‌ ତାକର୍‌ ମୁନୁସ୍‌ମନ୍‌କେ ସନ୍‌ମାନ୍‌ ଦେବାର୍‌ ଆଚେ ।

< Efeserne 5 >