< Efeserne 1 >

1 Paulus, Kristi Jesu Apostel ved Guds Villie, til de hellige, som ere i Efesus og ere troende i Kristus Jesus:
ପାଉଲ୍‌, ଇସ୍ୱରାର୍‌ ଇଚା ହଃର୍କାରେ ଜିସୁ କ୍ରିସ୍ଟର୍‌ ଗଟ୍‌ ପେରିତ୍‌, ଏପିସିଏ ରେତା ସାଦୁ ଆର୍‌ କ୍ରିସ୍ଟ ଜିସୁର୍‌ ତଃୟ୍‌ ରେତା ବିସ୍ୱାସି ମଃନାର୍‌ ହାକ୍‌ ଚିଟି ଲେକୁଲା ।
2 Naade være med eder og Fred fra Gud vor Fader og den Herre Jesus Kristus!
ଅଃମିମଃନାର୍‌ ଉବା ଇସ୍ୱର୍‌ ଆର୍‌ ଜିସୁ କ୍ରିସ୍ଟର୍‌ ତଃୟ୍‌ ହୁଣି ଦଃୟା ଆର୍‌ ସୁସ୍ତା ତୁମିମଃନ୍‌କେ ଅଃଉଅ ।
3 Lovet være Gud og vor Herres Jesu Kristi Fader, som har velsignet os med al aandelig Velsignelse i det himmelske i Kristus,
ଅଃମିମଃନାର୍‌ ମାପ୍ରୁ ଜିସୁ କ୍ରିସ୍ଟର୍‌ ଇସ୍ୱର୍‌ ଆର୍‌ ଉବା ଦନ୍ୟ ଅଃଉଅ, ସେ କ୍ରିସ୍ଟର୍‌ ତଃୟ୍‌ ଅଃମିମଃନ୍‌କ୍‌ ସଃବୁ ଆତ୍ମିକ୍‌ ଆସିର୍ବାଦ୍‌ ଦଃୟ୍‌ ସଃର୍ଗ୍‌ହୁରେ ଆସିର୍ବାଦ୍‌ କଃରିଆଚେ ।
4 ligesom han har udvalgt os i ham før Verdens Grundlæggelse til at være hellige og ulastelige for hans Aasyn,
କ୍ରିସ୍ଟର୍‌ ତଃୟ୍‌ ମିସି ଅଃମି ଜଃନ୍‌କଃରି ଇସ୍ୱରାର୍‌ ଅଃଉଁନ୍ଦ୍‌ ସେତାକ୍‌ ଜଃଗତାର୍‌ ଉବ୍‌ଜାଣ୍‌ ହୁର୍ବେ ସେ ବାଚିଆଚେ, ବଃଲେକ୍‌ ଅଃମିମଃନ୍‌ ତାର୍‌ ଲାଡାର୍‌ ଗିନେ ପବିତ୍ର ଆର୍‌ ଦସି ନୟ୍‌ଲାର୍‌ ଅଃଉଁନ୍ଦ୍‌ ।
5 idet han i Kærlighed forudbestemte os til Sønneudkaarelse hos sig ved Jesus Kristus, efter sin Villies Velbehag,
ଆର୍‌ ଜିସୁ କ୍ରିସ୍ଟର୍‌ ଲାଗି ସେ ନିଜାର୍‌ ଗିନେ ହୟ୍‌ସି କଃରୁକେ ନିଜାର୍‌ ଇଚା ହଃର୍କାରେ ଅଃମିମଃନ୍‌କ୍‌ ଲାଡେ ଆଗେହୁଣି ତିର୍‌ କଃଲା ।
6 til Pris for sin Naades Herlighed, som han benaadede os med i den elskede,
ଇରି ତାର୍‌ ଦଃୟାର୍‌ ଜଃଜ୍‌ମାନାର୍‌ ପ୍ରସଂସା ଗିନେ ଅୟ୍‌ଆଚେ; ସେ ଦଃୟା ସେ ଲାଡାର୍‌ ମାନାୟକେ ଦଃୟ୍‌ ଅଃମିମଃନ୍‌କ୍‌ ଦାନ୍‌ ଦଃୟ୍‌ ଆଚେ ।
7 i hvem vi have Forløsningen ved hans Blod, Syndernes Forladelse, efter hans Naades Rigdom,
କ୍ରିସ୍ଟର୍‌ ବଃନିର୍‌ ଗିନେ ଅଃମିମଃନ୍‌ ମୁକ୍ତି ହାୟ୍‌ ଆଚୁ, ସେରି ଇରି ଇସ୍ୱରାର୍‌ ଦଃୟା କଃଡେକ୍‌ ବଃଡ୍ ଅଃମିମଃନାର୍‌ ହାହ୍‌ କେମା ଅୟ୍‌ଆଚେ ।
8 som han rigelig tildelte os i al Visdom og Forstand,
ସେରି ସେ ଅଃମିକ୍‌ ଜଃବର୍‌ କଃରି ଦଃୟ୍‌ ଆଚେ ।
9 idet han kundgjorde os sin Villies Hemmelighed, efter sin velbehagelige Beslutning, som han havde fattet hos sig selv,
ଇସ୍ୱର୍‌ ତାର୍‌ କଃବେ ନଃସେର୍ତା ଗିଆନ୍‌ ଆର୍‌ ବିତିରିଆ ଦଃକି ଜାୟ୍‌ରି ମଃନେ ହାଚିରିଲା, ସେରି ସାଦୁନ୍‌ କଃରିଆଚେ ଆର୍‌ ତାକ୍‌ କ୍ରିସ୍ଟର୍‌ ଉହ୍‌କାରେ ହୁରୁଣ୍‌ କଃର୍ତା ହାଁୟ୍‌ ସେ ଜୁୟ୍‌ ଲୁକ୍‌ଣେ ମଃନ୍‌ହାଚି ରିଲା ସେରି ଅଃମାର୍‌ ତଃୟ୍‌ ଜାଣାୟ୍‌ ଆଚେ ।
10 for at oprette en Husholdning i Tidernes Fylde, nemlig at sammenfatte sig alt i Kristus, det, som er i Himlene, og det, som er paa Jorden, i ham,
ଜଃନ୍‌କଃରି କାଳାର୍‌ ହୁର୍ନ୍‌ ଅଃଉତା କଃତା ଜଃଜ୍‌ନା ହଃର୍କାରେ ଟିକ୍‌ ବେଳାୟ୍‌ ଇସ୍ୱର୍‌ ସେସ୍‌ କଃରେଦ୍‌, ଜୁୟ୍‌ରି ସଃର୍ଗେ କି ହୁର୍ତିବିଏ ରେତା ସଃବୁ କଃତା ସେ ନିଜାର୍‌ ଗିନେ କ୍ରିସ୍ଟର୍‌ ତଃୟ୍‌ ରୁଣ୍ଡାୟ୍‌ଦ୍‌ ।
11 i hvem vi ogsaa have faaet Arvelodden, forud bestemte efter hans Forsæt, der virker alt efter sin Villies Raad,
ତାର୍‌ ତଃୟ୍‌ ଅଃମିମଃନ୍‌ ଅଃଦିକାର୍‌ ହାୟ୍‌ ଆଚୁ, ବଃଲେକ୍‌ ଜୁୟ୍‌ ଇସ୍ୱର୍‌ ନିଜାର୍‌ ଇଚା ହଃର୍କାରେ ସଃବୁ ବିସୟ୍‌ କଃତା ସାଦୁନ୍ କଃରେଦ୍‌, ତାର୍‌ ଜଃଜ୍‌ନା ହଃର୍କାରେ ଅଃମିମଃନ୍‌କ୍‌ ହୁର୍ବେ ହୁଣି ବାଚିଆଚେ ।
12 for at vi skulde være til Pris for hans Herlighed, vi, som forud havde haabet paa Kristus,
ଜଃନ୍‌କଃରି କ୍ରିସ୍ଟର୍‌ ତଃୟ୍‌ ଅଃମିମଃନ୍‌ ହୁର୍ବେହୁଣି ଆସା କଃରିରିଲୁ, ଅଃମିମଃନ୍‌ ଇସ୍ୱରାର୍‌ ଜଃଜ୍‌ମାନାର୍‌ ମୁଳ୍‌ ଅଃଉଁହାରୁ ।
13 i hvem ogsaa I, da I hørte Sandhedens Ord, Evangeliet om eders Frelse, i hvem I ogsaa, da I bleve troende, bleve beseglede med Forjættelsens hellige Aand,
ତାର୍‌ତଃୟ୍‌ ତୁମିମଃନ୍‌ହେଁ ସଃତ୍‌ ବାକ୍ୟ ବଃଲେକ୍‌ ତୁମିମଃନାର୍‌ ମୁକ୍ତିର୍‌ ନିକ କବୁର୍‌ ସୁଣି ସଃତ୍‌କଃରି ସଃୟ୍‌ତ୍‌ କଃଲା ପବିତ୍ର ଆତ୍ମାୟ୍‌ ମୁଦ୍ରା ମାରା ଅୟ୍‌ଆଚେ ।
14 som er Pant paa vor Arv, til Ejendommens Forløsning, til Pris for hans Herlighed.
ଇସ୍ୱର୍‌ ତାର୍‌ ଲକ୍‌ମଃନ୍ ହାଉତାର୍‌ ସଃୟ୍‌ତ୍‌ କଃଲା ଆଚେ ସେହଃର୍କାରେ ଅଃମିମଃନ୍‌ ଆତ୍ମା ହାଉଁନ୍ଦ୍, ଆର୍‌ ବାୟଃଦ୍‌ରେ ଜୁଇମଃନ୍ ଇସ୍ୱରାର୍‌ ଅୟ୍‌ ଆଚ୍‌ତି ସେମଃନ୍‌କେ ଇସ୍ୱର୍‌ ହୁରା ଅଃଦିକାର୍‌ ଦଃୟ୍‌ଦ୍‌, ତାର୍‌ ଜଃଜ୍‌ମାନ୍‌କେ ଦନ୍ୟବାଦ୍‌ ଅଃଉଅ ।
15 Derfor har ogsaa jeg, efter at have hørt om eders Tro paa den Herre Jesus og om eders Kærlighed til alle de hellige,
ଇତାର୍‌ ଗିନେ ସଃବୁ ବଃଳ୍‌ ମାପ୍ରୁ ଜିସୁର୍‌ ତଃୟ୍‌ ବିସ୍ୱାସ୍‌ ଆର୍‌ ଦଃର୍ମିମଃନ୍‌କେ ତୁମି ଲାଡ୍‌ କଃର୍ତାର୍‌ ମୁୟ୍‌ଁ ସୁଣୁଲେ,
16 ikke ophørt at takke for eder, idet jeg ihukommer eder i mine Bønner om,
ତୁମିମଃନାର୍‌ ଗିନେ ଇସ୍ୱର୍‌କେ ଦନ୍ୟବାଦ୍‌ କଃରିଆସୁଲେ, ମୁୟ୍‌ଁ ହେଁ ମର୍‌ ପାର୍ତାନାୟ୍‌ ତୁମାର୍‌ ନାଉଁ ଦଃରି ପାର୍ତ୍‌ନା କଃରିଲାଗୁଲେ ।
17 at vor Herres Jesu Kristi Gud, Herlighedens Fader, maa give eder Visdoms og Aabenbarelses Aand i Erkendelse af ham,
ଜଃନ୍‌କଃରି ଅଃମିମଃନାର୍‌ ମାପ୍ରୁ ଜିସୁ କ୍ରିସ୍ଟର୍‌ ଇସ୍ୱର୍‌ ଜଃଜ୍‌ମାନାର୍‌ ଉବା, ବିସୟେ ହୁରା ଗିଆନ୍ ହାଉଁକେ ତୁମିମଃନାର୍‌ ଗିଆନ୍ ଦେଉଁକେ ଆତ୍ମାକେ ଦଃୟ୍‌ଦ୍‌, ତଃନ୍‌ ଅଲେ ତାକେ ସଃବୁଲକ୍‌ ଜାଣାସ୍‌ ।
18 gøre eders Hjertes Øjne oplyste til at kende, hvilket det Haab er, som han kaldte eder til, hvilken hans Arvs Herligheds Rigdom er iblandt de hellige,
ସେତାକ୍‌ ତୁମିମଃନାର୍‌ ମଃନ୍‌ବିତ୍ରାର୍‌ ଆକି ଉଗାଳି ଅୟ୍‌ଦ୍‌ ସେ କୁଦ୍‌ଲାର୍‌ ବଃର୍ସା କାୟ୍‌ରି ଜୁୟ୍‌ ବଃର୍ସାର୍‌ ଗିନେ ତୁମିମଃନ୍ ଦଃର୍ମିମଃନାର୍‌ ସଃଙ୍ଗ୍ କୁଦାୟ୍‌ ଅୟ୍‌ ଆଚାସ୍‌ ସେରି ଜାଣାସ୍‌ ।
19 og hvilken hans Krafts overvættes Storhed er over for os, som tro, alt efter hans Styrkes vældige Virkekraft,
ତାର୍‌ ଲକ୍‌ମଃନାର୍‌ ଗିନେ ତାର୍‌ ସଃୟ୍‌ତ୍‌ କଃଲା ସଃକ୍ତି କଃଡେକ୍‌ ବଃଡ୍‌, ସେରି ତୁମିମଃନ୍ ଜାଣାସ୍‌ ।
20 som han udviste paa Kristus, da han oprejste ham fra de døde og satte ham ved sin højre Haand i det himmelske,
ଇସ୍ୱର୍‌ ସଃକ୍ତି କ୍ରିସ୍ଟର୍‌ ତଃୟ୍‌ ସାଦୁନ୍ କଃରି ତାକେ ମଃଲାର୍‌ ତଃୟ୍‌ ହୁଣି ଉଟାୟ୍‌ ସଃବୁ ଅଃଦିକାର୍‌, ସଃକ୍ତି, ମୁଳିକା, ରାଜ୍‌ କଃର୍ତାର୍‌ ଦଃୟ୍‌ ସଃର୍ଗ୍‌ହୁରେ ଇ ହୁରେ ସଃବ୍‌କାର୍‌ ନାଉଁ ତଃୟ୍‌ହୁଣି ଉଟ୍ୟା କଃରିଆଚେ ।
21 langt over al Magt og Myndighed og Kraft og Herredom og hvert Navn, som nævnes, ikke alene i denne Verden, men ogsaa i den kommende, (aiōn g165)
କ୍ରିସ୍ଟ ସଃବୁ ସଃର୍ଗାର୍‌ ସାସନ୍‌କଃରୁ, ନାଉଁ ହାୟ୍‌ଲା ଅଃଦିକାରି, ସଃକ୍ତିରିଲାର୍‌, ଅଃଦିକାରିମଃନାର୍‌ ଉହ୍ରେ ରାୟ୍‌ଜ୍‌ କଃରେଦ୍‌ ଇ ଜଃଗତାର୍‌ ଆର୍‌ ସେ ଜଃଗତାର୍‌ ସଃବୁ ହଃଦ୍‌ ବିତ୍ରେ ସେ ହଃଦ୍‌ ସଃବାର୍‌ ଉଟ୍ୟା । (aiōn g165)
22 og lagde alt under hans Fødder, og ham gav han som Hoved over alting til Menigheden,
ଆର୍‌ ସଃବୁ ବିସୟ୍‌ କ୍ରିସ୍ଟର୍‌ ହାଦ୍‌ ତଃଳେ ସଃଙ୍ଗାୟ୍‌ ତାକେ ସଃବୁ ବିସୟ୍‌ ଉହ୍ରେ ତାକେ ସଃବ୍‌କେ ଉଟ୍ୟା ମାପ୍ରୁ ବାବେ ମଣ୍ଡ୍‌ଳିକେ ଦିଲା ଆଚେ ।
23 der er hans Legeme, fyldt af ham, som fylder alt i alle.
ବିସ୍ୱାସି ଦଃଳ୍‌ ତାର୍‌ ଗଃଗାଳ୍‌ ହର୍‌, ବଃଲେକ୍‌ ଜେ ସଃବୁ ବିସୟ୍‌କେ ହୁରାହୁରି ହୁରୁଣ୍ କଃରେଦ୍‌ ସେରି ତାର୍‌ ନିଜାର୍‌ ହୁରୁଣ୍ ।

< Efeserne 1 >