< 2 Timoteus 4 >

1 Jeg besværger dig for Guds og Kristi Jesu Aasyn, som skal dømme levende og døde, og ved hans Aabenbarelse og hans Rige:
ପର୍‌ମେସର୍‌ ଆରି ଜିସୁକିରିସ୍‌ଟ ମର୍‌ ସାକି । ଜେକି ମଲା ଲକ୍‌ମନର୍‍ ଆରି ଜିବନ୍‌ ରଇଲା ଲକ୍‌ମନର୍‌ ବିଚାର୍‌ କର୍‌ସି । ତାର୍‌ ରାଇଜର୍‌ ଲାଗି, ସେ ଜଗତେ ସାସନ୍‌ କର୍‌ବାକେ ଆଇସି । ସେଟାର୍‌ପାଇ ମୁଇ ତମ୍‌କେ ତିଆର୍‌ଲିନି ।
2 Prædike Ordet, vær rede i Tide og i Utide, irettesæt, straf, forman med al Langmodighed og Belæring!
ସୁବ୍‌ କବର୍‌ ସବୁକେ ଜାନାଆ । ଲକ୍‌ମନ୍‌ ସେଟା ସୁନ୍‌ବାକେ ମନ୍‍ କଲାବେଲେ କି ନ ସୁନ୍‌ବା ବେଲେ ସେଟା ଜାନାଇବାକେ ଜାଗିର । ବୁଲ୍‌କରି କାରାପ୍‌ କାମ୍‌ କର୍‌ବା ଲକ୍‌ମନ୍‌କେ ସେଟା ଚାଡ୍‌ବାକେ ଡାଟ୍‌ ସଙ୍ଗ୍‍ କ । ଆସା ନ ଚାଡି ପର୍‌ମେସରର୍‌ ବାକିଅ ସିକାଇତେର । ସେମନ୍‌କେ ନିକ କାମ୍‌ କର୍‌ବାକେ ସାର୍‌ଦା କରାଆ ।
3 Thi den Tid skal komme, da de ikke skulle fordrage den sunde Lære, men efter deres egne Begæringer tage sig selv Lærere i Hobetal, efter hvad der kildrer deres Øren,
ଗଟେକ୍‌ ବେଲା ଆଇସି, ଜେଡେବେଲେ ସତ୍‌ ସିକିଆ ସୁନ୍‌ବାକେ ଲକ୍‌ମନ୍‌ ମନ୍‍ ନ କରତ୍‌ । ତାର୍‌ ବାଦୁଲେ ସେମନ୍‌ ଜନ୍‌ କାରାପ୍‌ ବିସଇ କର୍‌ବାକେ ମନ୍‌ କର୍‍ବାଇ, ସେଟା କର୍‌ତେରଇବାଇ । ବିନ୍‌ ବିନ୍‌ଟା ସିକାଉମନ୍‌କେ ଡାକିକରି, ତାକର୍‌ ଟାନେ ଜନ୍‌ ସାର୍‌ଦାର୍‌ ବିସଇ ସୁନ୍‍ବାକେ ମନ୍‍ କର୍‍ବାଇ, ସେନ୍ତାରି ଲକ୍‌ମନ୍‌କେ ଡାକିଆନ୍‌ବାଇ ।
4 og de skulle vende Ørene fra Sandheden og vende sig hen til Fablerne.
ସତ୍‌ ବିସଇ ଦିଆନ୍‌ ନ ଦେଇକରି କାତାନିମନ୍‌ ସୁନ୍‌ବାକେ ମନ୍‌ କର୍‌ବାଇ ।
5 Du derimod, vær ædru i alle Ting, lid ondt, gør en Evangelists Gerning, fuldbyrd din Tjeneste!
ମାତର୍‌ ତିମତି, ତୁଇ ନିଜେ ସବୁବେଲେ ଜାଗ୍‌ରତ୍‌ ଅଇ ର । ଦୁକ୍‌ କସ୍‌ଟ ଆଇଲେ ମୁର୍‌ଚିକରି ର । ସୁବ୍‌କବର୍‌ ଜାନାଇତେର । ତର୍‌ ଦାଇତେ ରଇବା ସବୁ କାମ୍‌ କର୍‌ତେରଇବାର୍‍ ।
6 Thi jeg ofres allerede, og Tiden til mit Opbrud er for Haanden.
ଗଟେକ୍‌ ପୁଜାରି ଜେନ୍ତିକି ବେଦିଟାନେ ବଲି ଚଗାଇସି, ସେନ୍ତାରିସେ, ଏବେ ମର୍‌ ଜିବନ୍‌ ସର୍‌ପାଇ ଅଇବା ବେଲା କେଟିଆଚେ । ତାର୍‌ଲାଗି ଏ ସବୁ ଆଦେସ୍‌ ମୁଇ ତକେ ଦେଲିନି ।
7 Jeg har stridt den gode Strid, fuldkommet Løbet og bevaret Troen.
ଆରାଜିତାଟାନେ ମୁଇ ନିକସଙ୍ଗ୍‍ ଜୁଇଦ୍‌ କଲିଆଚି । ଜେତ୍‌କି ପାଲାଇବାର୍‌ ରଇଲା ମୁଇ ନିକସଙ୍ଗ୍‍ ସାରାଇଲି । ଆରି ମୁଇ ମର୍‌ ବିସ୍‌ବାସ୍‌ ଆରାଇନାଇ ।
8 I øvrigt henligger Retfærdighedens Krans til mig, hvilken Herren, den retfærdige Dommer, skal give mig paa hin Dag, og ikke alene mig, men ogsaa alle dem, som have elsket hans Aabenbarelse.
ଏବେ ସର୍‌ଗେ ମର୍‌ପାଇ ଜିତ୍‌ଲା ମୁକୁଟ୍‌ ସଙ୍ଗଇଆଚେ । ଏ ମୁକୁଟ୍‌ ପର୍‌ମେସରର୍‌ ମୁଆଟେ ମୁଇ ଦରମ୍‌ ସଙ୍ଗ୍‍ ଚଲାଚଲ୍‌ତି କଲାର୍‌ପାଇ ଆଚେ । ମାପ୍‌ରୁ ଜେ କି କାକେ ଅନିଆଇ ନ କରି ବିଚାର୍‌ କର୍‌ସି, ତାର୍‌ ବିଚାର୍‌ନା ଦିନେ ସେ ମୁକୁଟ୍‌ ମକେ ପୁରୁସ୍‌କାର୍‌ ଇସାବେ ଦେଇସି । ସେଟା ଅବ୍‌କା ମର୍‌ପାଇ ନାଇ, ମାତର୍‌ ଜେତ୍‌କି ଲକ୍‌ ସେ ବାଉଡି ଆଇବାଟା ଜାଗିଆଚତ୍‌, ସେମନ୍‌କେ ସବୁକେ ଦେଇସି ।
9 Gør dig Flid for at komme snart til mig;
ତିମତି, ଜେତେକ୍‌ ଦାପ୍‌ରେ ତୁଇ ମର୍‌ଲଗେ ଆଇବାକେ ଚେସ୍‌ଟା କର୍‌ ।
10 thi Dem as forlod mig, fordi han fik Kærlighed til den nærværende Verden, og drog til Thessalonika; Kreskens drog til Galatien, Titus til Dalmatien. (aiōn g165)
୧୦କାଇକେବଇଲେ ଦିମା ଏବେ ମକେ ଚାଡିକରି ତେସଲନିକି ଗାଲାଆଚେ । ସେ ଏ ଜଗତର୍‌ ବିସଇ ଅଦିକ୍‌ ମନ୍‌ କଲାନି । କର୍‌ସିନ୍‌ ଗାଲାତିଆଇ ଗାଲା, ଆରି ତିତସ୍‌ ଦୁଲ୍‌ମତି ଗାଲା । (aiōn g165)
11 Lukas er alene hos mig. Tag Markus og bring ham med dig; thi han er mig nyttig til Tjenesten.
୧୧ଲୁକ୍‌ ଗଟେକ୍‌ ଲକ୍‌ସେ ମର୍‌ସଙ୍ଗ୍‍ ଆଚେ । ତୁଇ ଆଇଲାବେଲେ ମାର୍‌କକେ ତର୍‌ ସଙ୍ଗ୍‍ ଡାକିଆନ୍‌ । କାଇକେବଇଲେ ଇତି ରଇଲାବେଲେ ମର୍‌ କାମେ ସେ ସାଇଜ କର୍‌ସି ।
12 Men Tykikus har jeg sendt til Efesus.
୧୨ତିକିକସ୍‌କେ ମୁଇ ଏପିସିଅ ପାଟାଇଆଚି ।
13 Naar du kommer, da bring min Rejsekjortel med dig, som jeg lod blive i Troas hos Karpus, og Bøgerne, især dem paa Pergament.
୧୩ତୟସ୍‌ ନଅର୍‌ ଚାଡ୍‌ଲାବେଲେ କର୍‌ପର୍‌ ଗରେ ମୁଇ ମର୍‌ ଅଡ୍‌ବାଟା ଚାଡିଆଚି । ତୁଇ ଆଇବାବେଲେ ସେଟା ଦାରିଆଉ । ଆରି ମର୍‌ ବଇପତର୍‌ମନ୍‌ ଆରି ଲଡାକେ ଆଇବା କାଗଜ୍‌ପତର୍‌ ମିସା ଦାରିଆଉ । ମେଣ୍ଡାର୍‌ ଚାମ୍‌ ସଙ୍ଗ୍‍ ତିଆର୍‌ ଅଇଲାଟା ଚାଡ୍‌ବାର୍‌ ନାଇ ।
14 Smeden Aleksander har gjort mig meget ondt; Herren vil betale ham efter hans Gerninger.
୧୪କଁସ୍‌ କାମ୍‌ କରୁ ଆଲେକ୍‌ଜାଣ୍ଡେର୍‌ ମକେ ବେସି ଅନିଆଇ କରି ଆଚେ । ସେ କଲା କାମର୍‌ପାଇ ମାପ୍‌ରୁ ତାକେ ବେସି ଡଣ୍ଡ୍‌ ଦେଇସି ।
15 For ham skal ogsaa du vogte dig; thi han stod vore Ord haardt imod.
୧୫ତୁଇ ମିସା ତାର୍‌ଟାନେଅନି ଜାଗ୍‌ରତ୍‌ ରଅ । ସେ ଆମର୍‌ ସିକିଆ ଡାଟ୍‌ ସଙ୍ଗ୍‍ ବିରଦ୍‌ କରିରଇଲା ।
16 Ved mit første Forsvar kom ingen mig til Hjælp, men alle lode mig i Stikken; (gid det ikke maa tilregnes dem!)
୧୬ମୁଇ ପର୍‌ତୁମ୍‌ତର୍‌ ନିଜ୍‌କେ ରକିଆ କର୍‌ବାକେ ବିଚାର୍‌ନା ଜାଗାଇ ଗାଲାବେଲେ, ମର୍‌ବାଟେ ଅଇକରି ସାକି ଦେବାକେ କେ ନ ରଇଲାଇ । ତାର୍‌ ବାଦୁଲେ ସବୁଲକ୍‌ ମକେ ଚାଡିଦେଲାଇ । ଏ କାମର୍‌ପାଇ ସେମନ୍‌କେ ପର୍‌ମେସର୍‌ ଡଣ୍ଡ୍‌ ନ ଦେଅ ।
17 Men Herren stod hos mig og styrkede mig, for at Ordets Prædiken skulde fuldbyrdes ved mig, og alle Hedningerne høre det; og jeg blev friet fra Løvens Gab.
୧୭ସେ ବିଚାର୍‌ନା ଜାଗାଇ ଜେତ୍‌କି ଜିଉଦି ନ ଅଇଲା ଲକ୍‌ମନ୍‌ ରୁଣ୍ଡିରଇଲାଇ, ସେମନ୍‌କେ ସବୁକେ ଜିସୁକିରିସ୍‌ଟର୍‌ ସୁବ୍‌କବର୍‌ ଜେନ୍ତାରିକି ମୁଇ ପୁରାପୁରୁନ୍‌ ବାବେ ଜାନାଇପାର୍‌ବି, ସେଟାର୍‌ପାଇ ମାପ୍‌ରୁ ମର୍‌ସଙ୍ଗ୍‍ ରଇକରି ମକେ ବପୁଦେଲାଆଚେ । ସେ ବିଚାର୍‌ନାର୍‍ ସାରାସାରି ମକେ କାଇବାକେ ଆସିରଇବା ଗଟେକ୍‌ ସିଅଁର୍‌ ଟାନେଅନି ରକିଆ କଲାପାରା ମାପ୍‌ରୁ ରକିଆ କଲା ।
18 Herren vil fri mig fra al ond Gerning og frelse mig til sit himmelske Rige; ham være Æren i Evighedernes Evigheder! Amen. (aiōn g165)
୧୮ବିପଦେ ପାକାଇବା ସବୁ ଗଟ୍‍ନାଇଅନି ମାପ୍‌ରୁ ଜିସୁ ମକେ ରକିଆ କରି, ସର୍‌ଗେ ରଇବା ତାର୍‌ ରାଇଜେ କାଇଟା ନ ଅଇତେ ଡାକିନେଇସି । କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ସେ ଆକା ଡାକ୍‌ପୁଟା ପାଅ । ଆମେନ୍‌! (aiōn g165)
19 Hils Priska og Akvila og Onesiforus's Hus!
୧୯ପିର୍‌ସିଲାକେ ଆରି ଆକିଲାକେ ଜୁଆର୍‌ ଜାନାଆ । ଆରି ଅନିସିପରର୍‌ କୁଟୁମ୍‌କେ ମିସା ମର୍‌ ଜୁଆର୍‌ ଜାନାଆ ।
20 Erastus blev i Korinth, men Trofimus efterlod jeg syg i Milet.
୨୦ଏରାସ୍‌ତ କରନ୍ତିଅ ନଅରେ ଆଚେ । ଆରି ତର୍‌ପିମସ୍‌କେ ଜର୍‌ ଅଇଲାକେ ମୁଇ ତାକେ ମିଲିତି ଚାଡିଦେଇ ଆସିଆଚି ।
21 Gør dig Flid for at komme før Vinteren! Eubulus og Pudens og Linus og Klaudia og alle Brødrene hilse dig.
୨୧ତୁଇ ସିତ୍‌ଦିନ୍‌ ଅଇବା ଆଗ୍‌ତୁ ଆଇବାକେ ଚେସ୍‌ଟା କର୍‌ । ଇଉବୁଲ୍‌ ପୁଦେନ୍‌ସ୍‌, ଲିନ୍‌, କଲ୍‌ଦିଆ ଆରି ଇତିରଇବା ସବୁ ବିସ୍‌ବାସି ବାଇବଇନି ତକେ ଜୁଆର୍‌ ଜାନାଇଲାଇନି ।
22 Den Herre Jesus være med din Aand! Naaden være med eder!
୨୨ପର୍‌ମେସର୍‌ ଜିବନ୍‌ ଦୁକାଇ ଦୟା କଲାଟା ତମର୍‌ ସଙ୍ଗ୍‍ ରଅ ।

< 2 Timoteus 4 >