< 2 Korinterne 1 >
1 Paulus, ved Guds Villie Kristi Jesu Apostel, og Broderen Timotheus til Guds Menighed, som er i Korinth, tillige med alle de hellige, som ere i hele Akaja:
୧ମୁଇ ପାଉଲ୍, ପର୍ମେସରର୍ ମନ୍ କଲା ଇସାବେ କିରିସ୍ଟ ଜିସୁର୍ ଗଟେକ୍ ପେରିତ୍ ସିସ୍ ବାଚାଇଅଇଲିଆଚି । ମୁଇ ଆରି ଆମର୍ ବାଇ ତିମତି ଆରି କରନ୍ତିୟଟାନେ ରଇବା ପର୍ମେସରର୍ ଗୁଲାଇ ମଣ୍ଡଲିମନ୍କେ ଆରି ଆକାଇଆଟାନେ ରଇବା ସବୁ ପର୍ମେସରର୍ ଲକ୍ମନ୍କେ, ଏ ଚିଟି ଲେକ୍ଲୁନି ।
2 Naade være med eder og Fred fra Gud vor Fader og den Herre Jesus Kristus!
୨ଆମର୍ ବାବା ପର୍ମେସର୍ ଆରି ମାପ୍ରୁ ଜିସୁର୍ ଟାନେଅନି ଜିବନ୍ ଦୁକାଇଲାଟା ଆରି ସାନ୍ତି ତମ୍କେ ଅ ।
3 Lovet være Gud og vor Herres Jesu Kristi Fader, Barmhjertighedens Fader og al Trøsts Gud,
୩ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ବାବା ପର୍ମେସର୍କେ ଦନିଅବାଦ୍ ଦେଉଁ । ସେ ଆମର୍ ଦୟାକାରିଆ ବାବା ଆରି ଜାର୍ ଟାନେଅନି କି ଆମ୍କେ ସବୁ ବିସଇର୍ ସାଇଜ ଆଇସି ।
4 som trøster os under al vor Trængsel, for at vi maa kunne trøste dem, som ere i alle Haande Trængsel, med den Trøst, hvormed vi selv trøstes af Gud!
୪ସେ ଆମ୍କେ ସବୁ ଦୁକ୍ କସ୍ଟ ଆଇଲେ ସାଇଜ କର୍ସି । ସେନ୍ତାରିସେ ବିନ୍ ବିନ୍ ରକାମର୍ କସ୍ଟ ପାଇତେରଇବା ଲକ୍ମନ୍କେ ଆମେ ଜେନ୍ତି ଦୁକ୍ ସାରାଇବୁ । ପର୍ମେସର୍ ଟାନେଅନି ଜନ୍ ସାଇଜ ଆମେ ପାଇଲୁଆଚୁ, ସେ ସାଇଜର୍ ଲାଗି, ଆମେ ମିସା ବିନ୍ ଲକ୍କେ ସାଇଜ କର୍ବୁ ।
5 Thi ligesom Kristi Lidelser komme rigeligt over os, saaledes bliver ogsaa vor Trøst rigelig ved Kristus.
୫କାଇକେବଇଲେ ଜେନ୍ତିକି କିରିସ୍ଟର୍ତେଇ ମିସ୍ଲାର୍ପାଇ ଆମର୍ ଦୁକ୍, କସ୍ଟ ଅଦିକ୍ ଅଦିକ୍ ଅଇଆଚେ, ସେନ୍ତାରିସେ କିରିସ୍ଟର୍ ଲାଗି ଆମର୍ ଦୁକ୍ ସାରାଇବାଟା ମିସା ଅଦିକ୍ ଅଦିକ୍ ଅଇଲାନି ।
6 Men hvad enten vi lide Trængsel, sker det til eders Trøst og Frelse, eller vi trøstes, sker det til eders Trøst, som viser sin Kraft i, at I udholde de samme Lidelser, som ogsaa vi lide; og vort Haab om eder er fast,
୬ମାତର୍ ଆମ୍କେ ଦୁକ୍ କସ୍ଟ ଅଇଲେ, ସେଟା ତମର୍ ଦୁକ୍ ସାରାଇବାକେ ଆରି ନ ସାର୍ବା ଜିବନ୍ ପାଇବାକେ । ସେନ୍ତାରିସେ ଜେଡେବେଲେ ଆମେ ପର୍ମେସରର୍ ଟାନେଅନି ସାଇଜ ମିଲାଇବୁ, ସେଟା ତମର୍ପାଇ ମିସା ସାଇଜ ମିଲ୍ଲା ପାରା । ଏନ୍ତାରି ସେ ତମର୍ ବିସ୍ବାସ୍ କର୍ବାଟା ଡାଟ୍ କରାଇସି, ଜେନ୍ତିକି ଆମେ ଦୁକ୍କସ୍ଟ ଆଇଲେ ମିସା ମୁର୍ଚି କରି ଆଚୁ, ସେନ୍ତାରି ଦୁକ୍ କସ୍ଟ ଆଇଲେ ତମେ ମିସା ମୁର୍ଚି କରି ରଇପାରାସ୍ ।
7 efterdi vi vide, at ligesom I ere delagtige i Lidelserne, saaledes ere I det ogsaa i Trøsten.
୭ଏଟାର୍ଲାଗି ତମର୍ଟାନେ ଆସା କର୍ବାଟା ଡାଁଟ୍ ଅଇଲାଆଚେ । କାଇକେବଇଲେ, ଆମେ ଜାନିଆଚୁ, ଆମ୍କେ ଦୁକ୍ କସ୍ଟ ଆଇଲେ ମିସା ମୁର୍ଚିକରି ଆଚୁ, ତମେ ମିସା ସେନ୍ତାରି ମୁର୍ଚିକରି ଆଚାସ୍ । ଜେନ୍ତାରି କି ପର୍ମେସର୍ ଟାନେଅନି ଆମେ ସାଇଜ ମିଲାଇଆଚୁ । ସେନ୍ତାରିସେ ତମେ ମିସା ସାଇଜ ମିଲାଇଆଚାସ୍ ।
8 Thi vi ville ikke, Brødre! at I skulle være uvidende om den Trængsel, som kom over os i Asien, at vi bleve overvættes besværede, over Evne, saa at vi endog mistvivlede om Livet.
୮କାଇକେ ବଇଲେ, ଏ ବାଇବଇନିମନ୍, ଆସିଆ ରାଇଜେ ଆମ୍କେ ଅଇରଇବା ବଡ୍ ଦୁକ୍ କସ୍ଟ ବିସଇ ତମେ ଜାନିରୁଆ ବଲି ଆମେ ମନ୍ କଲୁନି । ମୁର୍ଚି ନାପାର୍ଲା ବଡ୍ ପରିକା ଆଇଲା । ଏନ୍ତାରି କି ଆମେ ଆରି ନ ରଇକରି ମରିଜିବାର୍ ଅଇସିବେ ବଲି ବାବ୍ତେରଇଲୁ ।
9 Ja, selv have vi hos os selv faaet det Svar: „Døden‟, for at vi ikke skulde forlade os paa os selv, men paa Gud, som oprejser de døde,
୯ଉଁ, ଆମ୍କେ ମରନ୍ ଆସି ଡାବିଅଇରଇଲା । ମାତର୍ ନିଜର୍ ନିଜର୍ ଉପ୍ରେ ଆସା ନ କରି, ଜନ୍ ପର୍ମେସର୍ ମଲା ଲକ୍ମନ୍କେ ଉଟାଇସି, ତାର୍ ଉପ୍ରେ ଆସା କର୍ବାକେ ଏ ସବୁ ଅଇଲା ।
10 han, som friede os ud af saa stor en Dødsfare og vil fri os, til hvem vi have sat vort Haab, at han ogsaa fremdeles vil fri os,
୧୦ସେ ଆମ୍କେ ମରନ୍ଟାନେ ଅନି ବଁଚାଇଲା । ସେଟାର୍ପାଇ ଆମେ ରକିଆ ପାଇଲୁ । ମରନ୍ ରଇଲା ଆକା, ମାତର୍ ମରୁନାଇ । ଆରି ସେ ଆମ୍କେ ସାଇଜ କର୍ତେରଇସି ଆକା ବଲି ଜାନିଆଚୁ । ଆମ୍କେ ବଡ୍ ଆସା ଆଚେ ଜେ, ସେ ଆମ୍କେ ସାଇଜ କର୍ବାଟା କେବେ ନ ତେବାଏ ।
11 idet ogsaa I komme os til Hjælp med Bøn for os, for at der fra mange Munde maa blive rigeligt takket for os, for den Naade, som er bevist os.
୧୧ତମେ ଆମର୍ ପାଇ ପାର୍ତନା କରି ଆମ୍କେ ସାଇଜ କର୍ବାର୍ ଆଚେ । ସେନ୍ତାର୍ କଲେ ପର୍ମେସର୍ ସବୁ ପାର୍ତନାଇ ମାଙ୍ଗ୍ଲାଟା ପାଟାଇସି । ଆରି ବେସି ଲକ୍ ପର୍ମେସର୍କେ ଦନିଅବାଦ୍ ଦେବାଇ । କାଇକେବଇଲେ ସେ ଆମ୍କେ ଆସିର୍ବାଦ୍ କଲାଆଚେ ।
12 Thi dette er vor Ros, vor Samvittigheds Vidnesbyrd, at i Guds Hellighed og Renhed, ikke i kødelig Visdom, men i Guds Naade have vi færdedes i Verden, men mest hos eder.
୧୨ବାଇମନ୍ ଆମେ ବଡ୍ପନ୍ ଅଇକରି କଇବା ଗଟେକ୍ କାତା ଆଚେ । ସେଟା ଆମେ ସତ୍ ବଲି ଜାନ୍ଲୁନି ଆରି ସେଟା ଅଇଲାନି, । ସବୁଲକର୍ଟାନେ ଆରି, ତମର୍ଟାନେ ମିସା ଆମର୍ ଚଲାଚଲ୍ତି ସୁକଲ୍ ଆରି ଦରମ୍ ଆଚେ । ଏଟା ଆମର୍ ବିବେକ୍ ସାକି ଦେଲାନି । ଲକ୍ମନର୍ ଗିଆନ୍ ଇସାବେ ଆମେ କରୁନାଇ, ମାତର୍ ପର୍ମେସରର୍ ଜିବନ୍ ଦୁକାଇଲା ବପୁର୍ ସଙ୍ଗ୍ ଏ ସବୁଜାକ କଲୁନି ।
13 Thi vi skrive eder ikke andet til end det, som I læse eller ogsaa erkende; men jeg haaber, at I indtil Enden skulle erkende,
୧୩କାଇକେ ବଇଲେ, ଆମେ ଚିଟି ପାଟାଇଲା ବେଲେ ତମେ ଜାଇଜାଇଟା ପଡିକରି ବୁଜିପାରାସ୍, ସେଟାସେ ଲେକି ପାଟାଇଲୁନି ।
14 ligesom I ogsaa til Dels have erkendt om os, at vi ere eders Ros, ligesom I ere vor, paa den Herres Jesu Dag.
୧୪ଏବେ ଆମେ ଜାଇଟା କଲୁନି, ସେ ବିସଇ ତମେ ଅଲପ୍ ଅଲପ୍ ବୁଜ୍ଲାସ୍ନି । ମାତର୍ ମୁଇ ଆସା କଲିନି, ସେଟା ତମେ ପୁରାପୁରୁନ୍ ବୁଜି ପାର୍ସା । ଜେନ୍ତାରି କି, ଆମର୍ ମାପ୍ରୁ ଜିସୁ ବାଉଡ୍ଲା ଦିନେ, ତମେ ଆମର୍ ଲାଗି ସାର୍ଦା କର୍ସା, ସେନ୍ତାରିସେ ଆମେ ମିସା ତମର୍ଲାଗି ସାର୍ଦା କର୍ବୁ ।
15 Og i Tillid hertil havde jeg i Sinde at komme først til eder, for at I skulde faa Naade to Gange,
୧୫ଏଟା ସବୁ ତମେ ବୁଜି ପାର୍ସା, ସେଟା ଜାନିକରି ମୁଇ ତମର୍ଟାନେ ବୁଲିଆଇବି ବଲି ମନ୍କଲି । ଜେନ୍ତାରି କି ମୁଇ ତମ୍କେ ଦୁଇତର୍ ସାଇଜ କରିପାର୍ବି ।
16 og om ad eder at drage til Makedonien og atter fra Makedonien at komme til eder og blive befordret videre af eder til Judæa.
୧୬କାଇକେବଇଲେ ମୁଇ ମାକିଦନିଆଇ ଜିବାବାଟେ ତମର୍ଟାନେ ଆସି ରଇବି ବଲି ମନ୍କଲି । ଆରି ମୁଇ ଗରେ ବାଅଡ୍ବାବେଲେ ଆରିତରେକ୍ ତମର୍ଟାନେ ତେବ୍ବି ବଲି ମନ୍ କଲି । କାଇକେବଇଲେ ମୁଇ ଜେବେ ଜିଉଦା ଦେସେ ଜିବାକେ ବାରଇବି, ସେ ବେଲେ ତମେ ମକେ ସାଇଜ କରି ପାରାସ୍ ।
17 Naar jeg nu havde dette i Sinde, mon jeg da saa handlede i Letsindighed? Eller hvad jeg beslutter, beslutter jeg det efter Kødet, for at der hos mig skal være Ja, Ja og Nej, Nej?
୧୭ତେବେ ମୁଇ ଏନ୍ତାରି ମନ୍ କଲାକେ ମକେ ତମେ ଦୁଇ ମନିଆ ଲକ୍ ବଲି ବାବ୍ଲାସ୍ନି କାଇକି । ନିଜର୍ ମନ୍ କଲା ଇସାବେ ଚିନ୍ତା କର୍ବା ଗଟେକ୍ ଲକର୍ପାରା ତମେ ମକେ ବାବ୍ଲାସ୍ କାଇକି । ମୁଇ ଆଇବି ବଲି କଇଲେ ମିସା ତମର୍ ମନେ ସେ ନ ଆସେ, ବଲି ବାବ୍ଲାସ୍ କାଇକି ।
18 Saa sandt Gud er trofast, er vor Tale til eder ikke Ja og Nej.
୧୮ଜଦି ପର୍ମେସର୍ କଇବାଟା ସତ୍, ସେନ୍ତାର୍ ଆଲେ ମୁଇ କଇବାଟା ମିସା ସତ୍ ସେ । ଏକାବେଲେ ଉଁ ଆରି ନାଇ ବଲି, ନ କଇ ।
19 Thi Guds Søn, Kristus Jesus, som blev prædiket iblandt eder ved os, ved mig og Silvanus og Timotheus, han blev ikke Ja og Nej, men Ja er vorden i ham.
୧୯ମୁଇ, ସିଲାନ୍ ଆରି ତିମତି, ପର୍ମେସରର୍ ପଅ ଜେ କି କିରିସ୍ଟ ଜିସୁ, ତାର୍ ବିସଇନେଇ ତମ୍କେ ଜାନାଇରଇଲୁ । ସେ ଉଁ ଆରି ନାଇ, ବଲି କଇବା ଦୁଇ ମନିଆ ଲକ୍ ନଏଁ ।
20 Thi saa mange som Guds Forjættelser ere, i ham have de deres Ja; derfor faa de ogsaa ved ham deres Amen, Gud til Ære ved os.
୨୦ତାର୍ଲାଗି ପର୍ମେସର୍ ଉଁ ବଲି, କଇରଇବାଟା, ସବୁଜାକ ପୁରାପୁରୁନ୍ କର୍ସି । ସେଟାର୍ପାଇ ଜିସୁକିରିସ୍ଟକେ ଆମେ ଆମେନ୍ ବଲି, କଇବାଟା ପର୍ମେସରର୍ ମଇମା ପାଇ ଅଇସି ।
21 Men den, som holder os med eder fast til Kristus og salvede os, er Gud,
୨୧ତମ୍କେ ଆରି ଆମ୍କେ ଜିସୁକିରିସ୍ଟତେଇ ମିସିରଇବାକେ ଆଇବା ଡାଟ୍ ବିସ୍ବାସ୍ ଆନ୍ବାଟା, ପର୍ମେସର୍ ସେ । ଆରି ସେ ଆମ୍କେ ବାଚ୍ଲା ଆଚେ ।
22 som ogsaa beseglede os og gav os Aandens Pant i vore Hjerter.
୨୨ଆମେ ତାର୍ଟା ବଲି ଜାନ୍ବାକେ ସେ ଆମ୍କେ ତାର୍ ଚିନ୍ ମାର୍ଲା ଆଚେ ଆରି ସୁକଲ୍ଆତ୍ମା ଆମର୍ ବିତ୍ରେ ଦାନ୍ କଲା ଆଚେ । ପର୍ମେସର୍ ଆମର୍ପାଇ ଜେତ୍କି ବିସଇ ସଙ୍ଗଇଆଚେ, ସେ ଆତ୍ମାର୍ ଲାଗି ଆମେ ସେଟା ସବୁ ପାଇବୁ ବଲି ଜାନ୍ଲୁନି ।
23 Men jeg kalder Gud til Vidne over min Sjæl paa, at det var for at skaane eder, at jeg ikke igen kom til Korinth.
୨୩ଜଦି ମୁଇ କଇବାଟା ସତ୍ ନାଇ, ସେନ୍ତାର୍ଆଲେ ପର୍ମେସର୍ ମକେ ଡଣ୍ଡ୍ ଦେଅ । ମୁଇ କରନ୍ତିଅତେଇ ବୁଲି ଆଇବାକେ କାଇକେ ଅଏ ନାଇ ବଲି ସେ ଜାନେ । ମୁଇ ତେଇ ଆଇଲେ, ତମର୍ ଚଲାଚଲ୍ତିର୍ ବୁଲ୍ଟିକ୍ ଦେକ୍ଲେ, ତମେ ଦୁକ୍ କର୍ତାସ୍ ।
24 Ikke at vi ere Herrer over eders Tro, men vi ere Medarbejdere paa eders Glæde; thi i Troen staa I.
୨୪ତମେ କନ୍ଟା ମାନ୍ବାର୍ ଆଚେ, କନ୍ଟା ନାଇ, ସେଟା ଆଦେସ୍ ଦେବାକେ ଆମେ ମନ୍ କରୁନାଇ । କାଇକେବଇଲେ, ତମର୍ ବିସ୍ବାସ୍ ଡାଟ୍ ଅଇଗାଲା ଆଚେ । ତମର୍ ସଙ୍ଗ୍ ମିସିକରି କାମ୍ କର୍ବାକେ ଆମେ ମନ୍ କଲୁନି । ଜେନ୍ତାରିକି ତମେ ସାର୍ଦା ଅଇସା ।