< 1 Tessalonikerne 4 >
1 Saa bede vi eder i øvrigt, Brødre! og formane eder i den Herre Jesus, at som I jo have lært af os, hvorledes I bør vandre og behage Gud, saaledes som I jo ogsaa gøre, at I saaledes maa gøre end yderligere Fremgang.
ସଃରାସଃରି ବଃଳ୍, ଏ ବାୟ୍ବେଣିମଃନ୍, ଇସ୍ୱର୍କେ ସଃର୍ଦା କଃରୁକେ କଃନ୍କଃରି ଜିବନ୍ କାଟ୍ତା କଃତା, ସେ କଃତା ତୁମିମଃନ୍ ଅଃମାର୍ ତଃୟ୍ହୁଣି ଜଃନ୍କଃରି ସିକ୍ୟା ହାୟ୍ରିଲାସ୍, ଟିକ୍ ସେନ୍କଃରି ତୁମିମଃନ୍କେ ଜିବନ୍ କାଟି ଆସୁଲାସ୍, ମଃତର୍ ଇତାର୍ ତଃୟ୍ହୁଣି କଃଣ୍ଡେକ୍ ଅଃଦିକ୍ କଃରୁକେ ତୁମିମଃନ୍କେ ଅଃବେ ମାପ୍ରୁ ଜିସୁର୍ ନାଉଁଏ ଗଃଉଆରି କଃରି ସାସ୍ ଦେଉଁଲୁ ।
2 I vide jo, hvilke Bud vi gave eder ved den Herre Jesus.
କାୟ୍ତାକ୍ବଃଲେକ୍ ଅଃମିମଃନ୍ ମାପ୍ରୁ ଜିସୁର୍ ତଃୟ୍ହୁଣି ଅଃଦିକାର୍ ହାୟ୍ ତୁମିମଃନ୍କେ ଜାୟ୍ଜାୟ୍ ବଲ୍ ଦଃୟ୍ଆଚି, ସେରି ତୁମିମଃନ୍ ଜାଣାସ୍ ।
3 Thi dette er Guds Villie, eders Helliggørelse, at I afholde eder fra Utugt;
କାୟ୍ତାକ୍ବଃଲେକ୍ ତୁମିମଃନ୍ ଜଃନ୍କଃରି ପବିତ୍ର ଅଃଉଆସ୍, ଇତି ହଃକା ଇସ୍ୱରାର୍ ମଃନ୍, ବଃଲେକ୍ ତୁମିମଃନ୍ ଜଃନ୍କଃରି ବେସ୍ୟା ହାହେ ହୁଣି ଦୁରିକ୍ ରିଆସ୍,
4 at hver af eder veed at vinde sig sin egen Hustru i Hellighed og Ære,
ଆର୍ ତୁମିମଃନ୍ ଇସ୍ୱର୍କେ ନଃଜାଣ୍ତା ଜଃଗତାର୍ ଲକ୍ମଃନାର୍ ହର୍ ବେସ୍ୟା ନୟ୍କଃରି ପବିତ୍ର ଅଃଉଆ ।
5 ikke i Begærings Brynde som Hedningerne, der ikke kende Gud;
ସଃବୁଲକ୍ ଇସ୍ୱର୍କେ ନଃଜାଣ୍ଲା ଲକ୍ମଃନାର୍ ହର୍ ନୟ୍କଃରି କଃନ୍କଃରି ପବିତ୍ର ଆର୍ ମାନ୍ତି ବାବେ ଅଃହ୍ଣା ଅଃହ୍ଣାର୍ ମାୟ୍ଜି ସଃଙ୍ଗ୍ ଜିବନ୍ କାଟୁକ୍ ଅୟ୍ଦ୍, ସେରି ଜାଣା ।
6 at ingen foruretter og bedrager sin Broder i nogen Sag; thi Herren er en Hævner over alt dette, som vi ogsaa før have sagt og vidnet for eder.
ଆରେକ୍ ବିନ୍ କୁୟ୍ ବିସ୍ୱାସି ବାୟ୍କ୍ ଅଃନ୍ୟାୟ୍ କଃରାନାୟ୍ କି ସେମଃନ୍କେ ଜଃଟା ନାୟ୍, ଇ କଃତା ଅଃମି ଆଗ୍ତୁ କୟ୍ଆଚୁ ଆର୍ ଅଃବେ ହେଁ ଜଃଗ୍ରାତ୍ କଃରାୟ୍ ସାକି ଦେଉଁଲୁ, ଜୁୟ୍ ଲକ୍କେ ସେବାନ୍ୟା କଃରେଦ୍ ମାପ୍ରୁ ସେମଃନ୍କେ ଡଃଣ୍ଡ୍ ଦଃୟ୍ଦ୍ ।
7 Thi Gud kaldte os ikke til Urenhed, men til Helliggørelse.
କାୟ୍ତାକ୍ବଃଲେକ୍ ଇସ୍ୱର୍ ଅଃମିମଃନ୍କେ ବିଟାଳ୍ ଜିବନ୍ କାଟୁକ୍ ନଃକୁଦି, ପବିତ୍ର ଅଃଉଁକେ କୁଦି ଆଚେ ।
8 Derfor altsaa, den, som foragter dette, han foragter ikke et Menneske, men Gud, som ogsaa giver sin Helligaand til eder.
ବଃଲେକ୍ ଜୁୟ୍ ଲକ୍ ଇ ସଃବୁ ସିକ୍ୟାକ୍ ନଃମାନେ, ସେ ନଃରାର୍ ସିକ୍ୟାକ୍ ନଃମାନେ ସେରି ନାୟ୍, ମଃତର୍ ଜୁୟ୍ ଇସ୍ୱର୍ ତୁମିମଃନାର୍ ମଃନେ ଅଃହ୍ଣାର୍ ପବିତ୍ର ଆତ୍ମା ଦଃୟ୍ଦ୍, ତାକେ ନଃମାନେ ।
9 Men om Broderkærligheden have I ikke nødig, at jeg skal skrive eder til; thi I ere selv oplærte af Gud til at elske hverandre;
କ୍ରିସ୍ଟବିସ୍ୱାସି ବାୟ୍ବେଣିମଃନ୍କେ ତୁମାର୍ ଲାଡ୍ କଃର୍ତା କଃତା ତୁମିକେ ଆରେକ୍ ଅଃଦିକ୍ ଲେକଃତା ଲଳା ନାୟ୍, କାୟ୍ତାକ୍ବଃଲେକ୍ ନିଜ୍ନିଜ୍କେ କଃନ୍କଃରି ଲାଡ୍ କଃରାସ୍, ସେରି ନିଜେ ଇସ୍ୱରାର୍ ତଃୟ୍ହୁଣି ସିକି ଆଚାସ୍ ।
10 det gøre I jo ogsaa imod alle Brødrene i hele Makedonien; men vi formane eder, Brødre! til yderligere Fremgang
ଆରେକ୍, ସଃତ୍କଃରି ମାକିଦନିଆର୍ ସଃବୁହାକ୍ ରେତା କ୍ରିସ୍ଟାନ୍ ବାୟ୍ବେଣିମଃନାର୍ ସଃଙ୍ଗ୍ ସେବାନ୍ୟା ବେବାର୍ କଃରୁଲାସ୍ । ଅୟ୍ଲେକ୍ ହେଁ ଏ ବାୟ୍ବେଣିମଃନ୍, ତୁମିମଃନ୍କେ ଜଃନ୍କଃରି ଆରେକ୍ ଅଃଦିକ୍ ସେରି କଃରାସ୍, ସେତାର୍ ଗିନେ ଗଃଉଆରି କଃରୁଲୁ ।
11 og til at sætte en Ære i at leve stille og varetage hver sit og arbejde med eders Hænder, saaledes som vi bøde eder,
ଆରେକ୍ ତୁମିମଃନ୍କେ ଦିଲା ଅଃମିମଃନାର୍ ଆଦେସ୍ ହଃର୍କାରେ ତୁମିମଃନ୍କେ ଜଃନ୍କଃରି ସୁସ୍ତାୟ୍ ବାସାକଃରି ଅଃହ୍ଣା ଅଃହ୍ଣାର୍ କାମେ ଲାଗି ନିଜାର୍ ଜିବ୍କା ଅଃର୍ଜୁକ୍ ତୁମାର୍ ମଃନ୍ ଅଃଉଅ, ଇରି ତୁମିମଃନ୍ ରେଉଁକ୍ ଆର୍ ନିଜାର୍ ନିଜାର୍ ଆତେ କାମ୍ କଃରୁକେ ମାନ୍ତିର୍ କଃତା ବଃଲି ମଃନେ ବାବାସ୍, ଇତାର୍ ଗିନେ ଅଃମିମଃନ୍ ତୁମିମଃନ୍କେ ଗଉଆରି କଃରୁଲୁ ।
12 for at I kunne vandre sømmeligt over for dem, som ere udenfor, og for ikke at trænge til nogen.
ଅଃନ୍କାର୍ କଃଲେକ୍ ତୁମିମଃନ୍ ଅଃବିସ୍ୱାସି ଲକ୍ମଃନାର୍ ତଃୟ୍ ନିକ ଚାଲାଚାଲ୍ତି ଲକ୍ ଅଃଉଆସ୍, ଆର୍ ତୁମିମଃନାର୍ କାୟ୍ରି ହେଁ ଅକେଟ୍ ନୟେ ।
13 Men vi ville ikke, Brødre! at I skulle være uvidende med Hensyn til dem, som sove hen, for at I ikke skulle sørge som de andre, der ikke have Haab.
ଏ ବାୟ୍ବେଣିମଃନ୍, ବଃର୍ସା ନୟ୍ଲା ବିନ୍ ସଃବୁ ଲକ୍ମଃନାର୍ ହର୍ ତୁମିମଃନ୍ ଜଃନ୍କଃରି ବଃଡେ ମଃନ୍ଦୁକ୍ ନଃକେରାସ୍, ଇତାର୍ ଗିନେ ମଃଲା ଲକ୍ମଃନାର୍ କଃତା ତୁମିମଃନ୍ ଜେ ଲୁକ୍ଣେ ରିଆ, ଇରି ଅଃମିମଃନାର୍ ମଃନ୍ ନାୟ୍ ।
14 Thi naar vi tro, at Jesus er død og opstanden, da skal ogsaa Gud ligesaa ved Jesus føre de hensovede frem med ham.
କାୟ୍ତାକ୍ବଃଲେକ୍ ଜଦି ଅଃମିମଃନ୍ ବିସ୍ୱାସ୍ କଃରୁଲୁ, ଜିସୁ ମଃରି ଆରେକ୍ ଉଟି ଆଚେ, ତଃବେ ଇସ୍ୱର୍ ହେଁ ଜିସୁର୍ ତଃୟ୍ ବିସ୍ୱାସ୍ କଃରି ମଃରିରିଲା ଲକ୍ମଃନ୍କେ ସେରଃକମ୍ ତାର୍ ସଃଙ୍ଗ୍ ଆଣେଦ୍, ଇରି ହେଁ ବିସ୍ୱାସ୍ କଃର୍ତା ଲଳା ।
15 Thi dette sige vi eder med Herrens Ord, at vi levende, som blive tilbage til Herrens Tilkommelse, vi skulle ingenlunde komme forud for de hensovede.
ଅଃମିମଃନ୍ ମାପ୍ରୁର୍ କଃତା ହଃର୍କାରେ ତୁମିମଃନ୍କେ ଇରି କଃଉଁଲୁ, ଅଃମିମଃନ୍ ଜଃତେକ୍ ଲକ୍ ମାପ୍ରୁ ଆସ୍ତା ଦିନ୍ ହଃତେକ୍ ଜିବନ୍ ରଃୟ୍ ଉବ୍ରି ରେଉଁନ୍ଦ୍, ଅଃମିମଃନ୍ କଃନ୍କଃରି ହେଁ ମଃଲା ଲକ୍ମଃନାର୍ ତଃୟ୍ହୁଣି ଆଗ୍ତୁ ଜଃଉଁ ନଃହାରୁ ।
16 Thi Herren selv skal stige ned fra Himmelen med et Tilraab, med Overengels Røst og med Guds Basun, og de døde i Kristus skulle opstaa først;
କାୟ୍ତାକ୍ବଃଲେକ୍ ମାପ୍ରୁ ନିଜେ ଆଦେସ୍ ଦଃୟ୍ ବଃଡ୍ ଦୁତାର୍ କଃଟ୍ ଆର୍ ଇସ୍ୱରାର୍ ତୁରିବାଜା ସଃଙ୍ଗ୍ ସଃର୍ଗେ ହୁଣି ଉତ୍ରି ଆସେଦ୍, ସେତାକ୍ ଜୁୟ୍ ଲକ୍ମଃନ୍ କ୍ରିସ୍ଟକେ ବିସ୍ୱାସ୍ କଃରି ମଃରି ଆଚ୍ତି, ସେମଃନ୍ ଆଗ୍ତୁ ଉଟ୍ତି ।
17 derefter skulle vi levende, som blive tilbage, bortrykkes tillige med dem i Skyer til at møde Herren i Luften; og saa skulle vi altid være sammen med Herren.
ହଃଚେ ଅଃମିମଃନ୍ ଜଃତେକ୍ ଲକ୍ ଜିବନ୍ ରଃୟ୍ ଉବ୍ରି ରେଉଁନ୍ଦ୍, ମାପ୍ରୁର୍ ସଃଙ୍ଗ୍ ବେଟ୍ ଅଃଉଁକେ ଅଃମିମଃନ୍ ସେମଃନାର୍ ସଃଙ୍ଗ୍ ମଃଜି ଅଃଗାସେ ଜିସୁର୍ ବେଟ୍ ଅଃଉଁକେ ମେଗ୍ମାଳେ ଜଃଉନ୍ଦ୍; ଆର୍ ଇରଃକମ୍ ଅଃମିମଃନ୍ ସଃବୁବଃଳ୍ ମାପ୍ରୁର୍ ସଃଙ୍ଗ୍ ରେଉଁନ୍ଦ୍ ।
18 Saa trøster hverandre med disse Ord!
ତଃବାର୍ଗିନେ ଇ ସଃବୁ କଃତା କୟ୍ ତୁମିମଃନ୍କେ ନିଜାର୍ ନିଜାର୍ ବିତ୍ରେ ଦୁକ୍ ହାସ୍ରାଉଆ ।