< Aabenbaringen 22 +
1 Og han viste mig Livets Vands Flod, skinnende som Krystal, udvældende fra Guds og Lammets Trone.
୧ତାର୍ପଚେ ଦୁତ୍ ମକେ ଜିବନର୍ ପାନି ରଇବା ଗାଡ୍ ଦେକାଇଲା, ଜନ୍ଟା କି କାଁଚ୍ପାରା ଡିସ୍ତେରଇଲା । ପର୍ମେସରର୍ ବସ୍ବା ଜାଗାଇଅନି ଆରି ମେଣ୍ଡାପିଲାର୍ଟାନେଅନି ସେ ଗାଡର୍ ପାନି ଆଇତେରଇଲା ।
2 Midt i dens Gade og paa begge Sider af Floden voksede Livets Træ, som bar tolv Gange Frugt og gav hver Maaned sin Frugt; og Bladene af Træet tjente til Lægedom for Folkeslagene.
୨ନଅରର୍ ବାଟର୍ ମଜାଇ ସେଟା ବଇ ଆଇତେରଇଲା । ଗାଡର୍ ଦୁଇବାଟେ ଜିବନର୍ ଗଚ୍ ରଇଲା । ସେ ଗଚ୍ ମାସ୍କେ ଗଟେକ୍ ତର୍ ଅଇ ବରସ୍କେ ବାରତର୍ ପଲ୍ ଦାର୍ସି । ରାଇଜ୍ମନ୍ ନିକ ଅଇବାକେ ତାର୍ ପତର୍ମନ୍ ରଇଲା ।
3 Og der skal intet bandlyst være mere; og Guds og Lammets Trone skal være i den, og hans Tjenere skulle tjene ham,
୩ପର୍ମେସରର୍ ଅବିସାପ୍ ରଇବା କାଇଟାମିସା ସେ ନଅରେ ନ ଡିସେ । ପର୍ମେସରର୍ ଆରି ମେଣ୍ଡାପିଲାର୍ ବସ୍ବାଜାଗା ସେ ନଅରେ ରଇସି । ଆରି ତାର୍ ଦାଙ୍ଗ୍ଡାମନ୍ ତାକେ ଜୁଆର୍ କର୍ବାଇ ।
4 og de skulle se hans Ansigt, og hans Navn skal være paa deres Pander.
୪ସେମନ୍ ତାକେ ଦେକ୍ବାଇ ଆରି ତାର୍ ନାଉଁ ସେମନର୍ କାପାଲେ ଲେକାଅଇ ରଇସି ।
5 Og Nat skal der ikke være mere, og de trænge ikke til Lys af Lampe eller Lys af Sol, fordi Gud Herren skal lyse over dem; og de skulle være Konger i Evighedernes Evigheder. (aiōn )
୫ତେଇ ଆରି ରାତି ନ ରଏ । ବତିର୍ ଉଜଲ୍ କି ବେଲର୍ ଉଜଲ୍ ଦର୍କାର୍ ନ ପଡେ । କାଇକେବଇଲେ ମାପ୍ରୁ ପର୍ମେସର୍ ତାକର୍ ଉଜଲ୍ ରଇସି । ସେମନ୍ ରାଜା ଇସାବେ କାଲ୍ କାଲ୍ ଜୁଗ୍ ଜୁଗ୍ ସାସନ୍ କର୍ବାଇ । (aiōn )
6 Og han sagde til mig: Disse Ord ere troværdige og sande; og Herren, Profeternes Aanders Gud, har udsendt sin Engel for at vise sine Tjenere, hvad der skal ske snart.
୬ତାର୍ପଚେ ଦୁତ୍ ମକେ କଇଲା “ଏ ବାକିଅ ସବୁ ସତ୍ ଆରି ବିସ୍ବାସ୍ କରିଅଇସି । ମାପ୍ରୁ ପର୍ମେସର୍ ଜେ କି ତାର୍ ଆତ୍ମା ବବିସତ୍ବକ୍ତାମନ୍କେ ଦେଇରଇଲା, ସେ ତାର୍ ଦୁତ୍କେ ପାଟାଇଆଚେ । ଆଇବା ଦିନ୍ମନ୍କେ କାଇଟା ଅଇସି, ସେଟା ତାର୍ ଦାଙ୍ଗ୍ଡାମନ୍କେ ଦେକାଇସି ।”
7 Og se, jeg kommer snart. Salig er den, som bevarer denne Bogs Profetis Ord.
୭ଜିସୁ କଇଲାନି, “ସୁନା ମୁଇ ଦାପ୍ରେ ଆଇଲିନି । ଏ ବଇର୍, ଆଇବା ଦିନ୍ମନ୍କେ ଗଟ୍ବା କାତା, ଜେତ୍କି ଲକ୍ ନାମ୍ବାଇ, ସେମନ୍ କେଡେକ୍ କରମର୍ ଲକ୍ ।”
8 Og jeg, Johannes, er den, som saa og hørte disse Ting, og da jeg havde hørt og set, faldt jeg ned for at tilbede for den Engels Fødder, som viste mig disse Ting.
୮ମୁଇ ଜଅନ୍ ଏ ସବୁ ସୁନିଆଚି ଆରି ଦେକିଆଚି । ଏ ସବୁଜାକ ଦେକ୍ଲା ପଚେ ଆରି ସୁନ୍ଲାପଚେ ଜନ୍ ଦୁତ୍ ମକେ ଏ ସବୁ ବିସଇ ଦେକାଇରଇଲା, ତାର୍ ପାଦେ ଡାଣ୍ଡାସନ୍ ପଡ୍ଲି । ମୁଇ ତାକେ ଜୁଆର୍କର୍ବାକେ ଜାଇରଇଲି ।
9 Og han siger til mig: Gør det ikke; jeg er din Medtjener og dine Brødres, Profeternes, og deres, som bevare denne Bogs Ord; tilbed Gud!
୯ମାତର୍ ସେ ମକେ କଇଲା, “ନିଚୁ । କାଇକେବଇଲେ ମୁଇ ମିସା ତମର୍ପାରା ଗଟେକ୍ ଲକ୍ସେ । ତମର୍ ଜେତ୍କି ବବିସତ୍ବକ୍ତା ବାଇମନ୍ ଆରି ଜେତ୍କି ବଇଟାନେ ରଇବା ବାକିଅମନ୍ ଆଚେ, ସେଟାମନ୍ ମାନିକରି ରଇଲାଇନି । ତାକର୍ ପାରା ମୁଇ ମିସା ଗଟେକ୍ ସେବାକାରିଆ । ପର୍ମେସର୍କେ ଜୁଆର୍ କରା ।”
10 Og han siger til mig: Du skal ikke forsegle denne Bogs Profetis Ord, thi Tiden er nær.
୧୦ଆରି ସେ ମକେ କଇଲା, ଏ ବଇର୍ ଜେତ୍କି ବିସଇ ତକେ ଜାନାଇଅଇଲାଆଚେ, ସେଟା କେ ନାଜାନ୍ଲା ପାରା ଲୁଚାଇ ସଙ୍ଗନାଇ । କାଇକେବଇଲେ ଏ ସବୁ ଗଟ୍ବା ବେଲା ଲଗେଆଚେ ।
11 Lad den, som gør Uret, fremdeles gøre Uret, og den urene fremdeles blive uren, og den retfærdige fremdeles øve Retfærdighed, og den hellige fremdeles blive helliggjort.
୧୧ଜେ କରାପ୍ ଚଲାଚଲ୍ତି କରି ଜିଉନା କାଉନା କଲାଇନି, ସେ ସେନ୍ତାରିସେ କାରାପ୍ କର୍ତେ ରଅ । ଜେ କି ନିକ ଚଲାଚଲ୍ତିକରି ଜିଉନା କାଉନା କଲାନି, ସେ ସେନ୍ତାରିସେ ନିକ କର୍ତେରଅ । ଜେ କି ସୁକଲ୍ ଆଚେ, ସେ ସେନ୍ତାରିସେ ସୁକଲ୍ ରଅ ।
12 Se, jeg kommer snart, og min Løn er med mig til at betale enhver, efter som hans Gerning er.
୧୨ଜିସୁ କଇଲାନି “ସୁନା ମୁଇ ଦାପ୍ରେ ଆଇଲିନି । ଲକ୍ମନ୍ କରିରଇବା କାମ୍ ଇସାବେ ମୁଇ ସେମନ୍କେ ପୁରୁସ୍କାର୍ ଦେବି ।
13 Jeg er Alfa og Omega, den første og den sidste, Begyndelsen og Enden.
୧୩ମୁଇ ପର୍ତୁମର୍ ଲକ୍ ଆରି ସାରାସାରିର୍ ଲକ୍ । ମୁଇ ଆରାମ୍ କର୍ବି ଆରି ମୁଇସେ ସାରାଇବି ।”
14 Salige ere de, som tvætte deres Klædebon, for at de kunne faa Adgang til Livets Træ og gaa ind igennem Portene i Staden.
୧୪ଜେତ୍କି ସବୁଲକ୍ ତାକର୍ ବସ୍ତର୍ ଦଇକରି ସୁକଲ୍ କର୍ବାଇ, ସେମନ୍ କେଡେକ୍ କରମର୍ ଲକ୍! ଜିବନର୍ ଗଚେଅନି ପଲ୍ କାଇକରି କାବାଟ୍ବାଟେ ଜାଇ କରି ନଅରେ ପୁର୍ବାକେ ସେମନ୍ ଅଦିକାର୍ ପାଇବାଇ ।
15 Udenfor ere Hundene og Troldkarlene og de utugtige og Morderne og Afgudsdyrkerne og enhver, som elsker og øver Løgn.
୧୫ମାତର୍ ଜନ୍ ଲକ୍ମନ୍ ଲାଜ୍ ଅଇବା କାମ୍ମନ୍ କର୍ବାଇ, ଜେନ୍ତିକି, ଜନ୍ତର୍ ମନ୍ତର୍ ଅବିଆସ୍ କର୍ବାଇ, ବେସିଆ କାମ୍ମନ୍ କର୍ବାଇ, ନର୍ ମରାଇବାଇ, ମୁର୍ତି ପୁଜା କର୍ବାଇ, ଆରି କାତାଇ ଆରି କାମେ ମିଚ୍ କଇବାଇ, ସେମନ୍ ନଅରର୍ ବାଇରେ ରଇବାଇ ।
16 Jeg, Jesus, har sendt min Engel til at vidne for eder disse Ting om Menighederne, jeg er Davids Rodskud og Slægt, den straalende Morgenstjerne.
୧୬“ମୁଇ ଜିସୁ, ମଣ୍ଡଲିଟାନେ ରଇବା ତମ୍କେ ସବୁ ଲକ୍କେ ଏ ବିସଇ ଜାନାଇବାକେ ମର୍ ଦୁତ୍କେ ପାଟାଇଆଚି । ମୁଇ ଦାଉଦର୍ କୁଟୁମେ ଆଚି । ମୁଇ କୁକ୍ଡା ଡାକ୍ବାବେଲେ ଉଜଲ୍ଦେବା ତାରା ।”
17 Og Aanden og Bruden sige: Kom! Og den, som hører, sige: Kom! Og den, som tørster, han komme; den, som vil, han modtage Livets Vand uforskyldt!
୧୭ଆତ୍ମା ଆରି କନିଆ ଦାଙ୍ଗ୍ଡି କଇଲାନି ଆଉ, । ଜେତ୍କି ଲକ୍ ଏଟା ସୁନ୍ଲାଇନି, ସେମନ୍ ମିସା ଆଉ, ବଲି କଇବାର୍ଆଚେ । ଆସା ଜେତ୍କି ଲକ୍କେ ସସ୍ କଲାନି, ଜିବନର୍ ପାନି ଇନାମେ ନିଆ ।
18 Jeg vidner for enhver, som hører denne Bogs Profetis Ord: Dersom nogen lægger noget til disse Ting, da skal Gud lægge paa ham de Plager, som der er skrevet om i denne Bog.
୧୮ମୁଇ ଜଅନ୍ ସବୁକେ ଜାଗ୍ରତ୍ କରାଇଲିନି, ଆଇବା ଦିନ୍ମନ୍କେ ଗଟ୍ବା ଏ ବଇର୍ ଜେତ୍କି ବାକିଅ ଆଚେ, କେ ଜଦି ଇତି ଆରି କାଇ କାଇଟା ମିସାଇଲେ, ପର୍ମେସର୍ ଏ ବଇଟାନେ ଜନ୍ ମର୍ଡି ବିସଇ ଲେକ୍ଲାଆଚେ, ସେ ତାର୍ ପାଇବା ଡଣ୍ଡ୍ ସଙ୍ଗ୍, ଏ ମର୍ଡି ମିସା ମିସାଇସି ।
19 Og dersom nogen tager noget bort fra denne Profetis Bogs Ord, da skal Gud tage hans Lod bort fra Livets Træ og fra den hellige Stad, om hvilke der er skrevet i denne Bog.
୧୯ଏ ବବିସତ୍ କାତାର୍ ବଇଟାନେଅନି କେ ଜଦି କାଇ ବିସଇ ମିସା ଲୁଚାଇଦେଲେ, ଏ ବଇଟାନେ ଲେକାଅଇରଇବା ଜିବନର୍ ଗଚର୍ ପଲ୍ ଆରି ସୁକଲ୍ ନଅରେଅନି ସେମନ୍ ପାଇରଇବାଟା ତାକର୍ଟାନେଅନି ଦାରିଜାଇସି ।
20 Han, som vidner disse Ting, siger: Ja, jeg kommer snart! — Amen. Kom, Herre Jesus!
୨୦ଜେ କି ଏ ସବୁ ବିସଇର୍ ପାଇ ସାକି ଦେଇସି, ସେ କଇଲାନି ଉଁ ମୁଇ ଦାପ୍ରେସେ ଆଇଲିନି! ସେନ୍ତାରିସେ ଅ ବେ! ମାପ୍ରୁ ଜିସୁ ଆଉ!
21 Den Herres Jesu Naade være med alle!
୨୧ମାପ୍ରୁ ଜିସୁ ଜିବନ୍ ଦୁକାଇଲାଟା ସବୁର୍ ଲଗେ ରଅ । ଆମେନ୍!