< Aabenbaringen 21 >

1 Og jeg saa en ny Himmel og en ny Jord; thi den forrige Himmel og den forrige Jord var veget bort, og Havet var ikke mere.
ତାର୍‌ପଚେ ଏଦେ ଦେକା! ନୁଆ ସରଗ୍‌ ଆରି ନୁଆ ଜଗତ୍‌ ଦେକ୍‌ଲି । ପର୍‌ତୁମ୍‌ ସରଗ୍‌ ଆରି ପର୍‌ତୁମ୍‌ ଜଗତ୍‌ ଆରି ଡିସେନାଇ । ସମ୍‌ଦୁର୍‌ ମିସା ଆରି ଡିସେନାଇ ।
2 Og jeg saa den hellige Stad, det nye Jerusalem, stige ned fra Himmelen fra Gud, beredet som en Brud, der er smykket for sin Brudgom.
ଆରି ସେ ସୁକଲ୍‌ ନଅର୍‌ ଦେକ୍‌ଲି । ସେଟା ରଇଲା ନୁଆ ଜିରୁସାଲେମ୍‌ । ସର୍‌ଗେଅନି, ପର୍‌ମେସର୍‌ଟାନେଅନି, ସେଟା ଉତ୍‌ରି ଆଇତେରଇଲା । ଗଟେକ୍‌ ଦାଙ୍ଗ୍‌ଡି ଦାଙ୍ଗ୍‌ଡାକେ ବେଟ୍‌ ଅଇବାକେ ଗାଲେ କେନ୍ତାଟା ପିନ୍ଦିରଇସି, ସେନ୍ତାରି ତିଆର୍‌ ପିଆର୍‌ ଅଇରଇଲା ।
3 Og jeg hørte en høj Røst fra Himmelen, som sagde: Se, Guds Telt er hos Menneskene, og han skal bo hos dem, og de skulle være hans Folk, og Gud selv skal være hos dem og være deres Gud.
ବସ୍‍ବା ଜାଗାଇଅନି ଗଟେକ୍‌ ବଡ୍‌ ସବଦ୍‌ କାତାଅଇବାଟା ମୁଇ ସୁନ୍‌ଲି “ସାରାସାରି ବେଲେ ପର୍‌ମେସର୍‌ ମୁନୁସ୍‌ଜାତି ସଙ୍ଗ୍‍ ବାସା ଅଇବାକେ ଆଇଲାଆଚେ । ସେ ତାକର୍‌ ସଙ୍ଗ୍‍ ବାସା ଅଇସି । ଆରି ସେମନ୍‌ ତାର୍‌ ଲକ୍‌ ଅଇବାଇ । ପର୍‌ମେସର୍‌ ନିଜେ ତାକର୍‌ ସଙ୍ଗ୍‍ ରଇସି । ଆରି ସେ ତାକର୍‌ ପର୍‌ମେସର୍‌ ଅଇସି ।”
4 Og han skal aftørre hver Taare af deres Øjne, og Døden skal ikke være mere, ej heller Sorg, ej heller Skrig, ej heller Pine skal være mere; thi det forrige er veget bort.
ସେ ତାକର୍‌ ଆଁସୁ ପୁଚିଦେଇସି । କେ ଆରି ନ ମରତ୍‌ । କାନ୍ଦାବୁବା, ଦୁକାସୁକା ନ ରଏ । ପୁର୍‌ନା ବିସଇ ଆରି ନ ଡିସେ ।
5 Og han, som sad paa Tronen, sagde: Se, jeg gør alle Ting nye. Og han siger til mig: Skriv; thi disse Ord ere troværdige og sande.
ତାର୍‌ପଚେ ଜେ ବସ୍‍ବା ଜାଗାଇ ବସିରଇଲା, ସେ କଇଲା “ମୁଇ ଏବେ ସବୁ ବିସଇ ନୁଆ କଲିନି ।” ସେ ମକେ ଆରି କଇଲା “ଏଟା ଲେକିକରି ସଙ୍ଗ । କାଇକେବଇଲେ ଏ ବାକିଅ ସବୁ ସତ୍‌ । ଆରି ବିସ୍‌ବାସ୍‌ କରିଅଇସି ।”
6 Og han sagde til mig: De ere skete. Jeg er Alfa og Omega, Begyndelsen og Enden. Jeg vil give den tørstige af Livets Vands Kilde uforskyldt.
ସେ ଆରି କଇଲା ସେଟା ସାରିଗାଲା, ମୁଇ ଅଇଲିନି ଆରାମର୍‌ ଲକ୍‌ ଆରି ସାରାସାରିର୍‌ ଲକ୍‌ । ମୁଇ ସେ ଆରାମ୍‌ ମୁଇ ସେ ସାରାସାରି । ଜାକେ ଜଦି ସସ୍‌ କର୍‌ସି, ପାଜ୍‌ରାପାନି କାଇବାକେ ମୁଇ ତାକେ ଡାକିନେବି । ଏ ପାଜ୍‌ରାଇ ଅନି ଜନ୍‌ ପାନି ବାରଇସି, ସେଟା ନ ସାର୍‌ବା ଜିବନ୍‌ ଦେଇସି । ସେମନ୍‌କେ ସେଟା ଇନାମେ ମିଲ୍‌ସି ।
7 Den, som sejrer, skal arve dette, og jeg vil være hans Gud, og han skal være min Søn.
ଜନ୍‌ ଲକ୍‌ମନ୍‌ ଜୁଇଦ୍‌ କରି ଜିତ୍‌ବାଇ ସେମନ୍‌କେ ଇନାମ୍‌ ଦେବି, ଆରି ତାକର୍‌ ପର୍‌ମେସର୍‌ ଅଇବି ଆରି ସେମନ୍‌ ମର୍‌ ପିଲାଟକି ଅଇବାଇ ।
8 Men de fejge og utro og vederstyggelige og Morderne og de utugtige og Troldkarlene og Afgudsdyrkerne og alle Løgnerne, deres Lod skal være i Søen, som brænder med Ild og Svovl; dette er den anden Død. (Limnē Pyr g3041 g4442)
ମାତର୍‌ ଜେ ମର୍‌ସଙ୍ଗ୍‍ ଆଇବାକେ ଡର୍‌ବାଇ, ଆରି ବିସ୍‌ବାସ୍‌ ନ କରତ୍‌, ଜାର୍‌ ଚଲାଚଲ୍‌ତି କାରାପ୍‌, ଜେ କି ନର୍‌ମାରୁମନ୍‌ ଆଚତ୍‌, ଜନ୍‌ ଲକ୍‌ମନ୍‌ କାରାପ୍‌ ରିତିନିତି ଅବିଆସ୍‌ କର୍‌ବାଇ, ଜନ୍‌ଲକ୍‌ମନ୍‌ ମଁତର୍‌ ଜଁତର୍‌ କର୍‌ବାଇ ଆରି ଜନ୍‌ ଲକ୍‌ମନ୍‌ ମିଚ୍‌ ଦେବ୍‌ତାମନ୍‌କେ ଜୁଆର୍‌ କର୍‌ବାଇ, ଆରି ଜେତ୍‌କି ସବୁ ମିଚୁଆମନ୍‌ ରଇବାଇ, ତାକର୍‌ ସେସର୍‌ ବେଲା ଏନ୍ତାରି ଅଇସି । ସେମନ୍‌କେ ଲାଗ୍‌ତେରଇବା ଗନ୍ଦ୍‌ଟାନେ ପିଙ୍ଗା ଅଇସି । ସେଟା ଅଇଲାନି ପଚର୍‌ ମରନ୍‌ । (Limnē Pyr g3041 g4442)
9 Og en af de syv Engle, som havde de syv Skaaler, der vare fulde af de syv sidste Plager, kom og talte med mig og sagde: Kom, jeg vil vise dig Bruden, Lammets Hustru.
ସାତ୍‌ଟା ଦୁତ୍‌ମନର୍‌ ବିତ୍‌ରେ ଗଟେକ୍‌ ଦୁତ୍‌, ଜାର୍‌ ଆତେ ସାତ୍‌ଟା ମର୍‌ଡି ରଇବା ଗିନା ରଇଲା, ସେ ମକେ ଆସି କଇଲା ଆଉ ମୁଇ ତକେ କନିଆ ଦାଙ୍ଗ୍‌ଡିକେ ଦେକାଇବି । ସେ ଅଇଲାନି ମେଣ୍ଡାପିଲାର୍‌ ମାଇଜି ।
10 Og han førte mig i Aanden hen paa et stort og højt Bjerg og viste mig den hellige Stad, Jerusalem, stigende ned fra Himmelen fra Gud
୧୦ସୁକଲ୍‌ ଆତ୍‌ମା ମକେ ଦାର୍‌ଲା, ଦୁତ୍‌ ମକେ ଗଟେକ୍‌ ଉଁଚ୍‌ ଡଙ୍ଗର୍‌ ଟିପେ ଦାରିଗାଲା । ସେ ମକେ ସୁକଲ୍‌ ନଅର୍‌ ଜିରୁସାଲେମ୍‌ ପର୍‌ମେସର୍‌ ଟାନେଅନି, ସର୍‌ଗେଅନି ଉତ୍‌ରି ଆଇବାଟା ଦେକାଇଲା ।
11 med Guds Herlighed. Dens Glans var som den kostbareste Sten, som krystalklar Jaspissten.
୧୧ସେ ନଅର୍‌ ପର୍‌ମେସରର୍‌ ମଇମାସଙ୍ଗ୍‍ ଜକ୍‌ମକି ଜାଇତେରଇଲା । ଗଟେକ୍‌ ବେସି ଦାମ୍‌ ରଇବା ଜାସ୍‌ପର୍‌ ନାଉଁର୍‌ ଇରାପାକ୍‌ନା ପାରା ଜକ୍‌ମକି ଜାଇତେରଇଲା । ସେ ପାକ୍‌ନାଇ ଦେକ୍‌ଲେ ଏବାଟେ ଅନି ସେବାଟର୍‌ଟା ସବୁ ଡିସ୍‌ତେରଇଲା ।
12 Den havde en stor og høj Mur; den havde tolv Porte og over Portene tolv Engle og paaskrevne Navne, hvilke ere Israels Børns tolv Stammers;
୧୨ସେ ନଅରେ ଗଟେକ୍‌ ବେସି ଉଁଚର୍‌ କତି ରଇଲା । ତେଇ ବାର୍‌ଟା ଗେଟ୍‌ ରଇଲା ଆରି ବାର୍‌ଟା ଦୁତ୍‌ମନ୍‌ ସେ ଗେଟ୍‌ମନର୍‌ ଦେକାରକା କର୍‌ତେରଇଲାଇ । ଇସ୍‌ରାଏଲ୍‌ ଲକ୍‌ମନର୍‌ ବାର୍‌ଟା ବଁସର୍‌ ନାଉଁମନ୍‌ ସେ ଗେଟେ ଲେକାଅଇରଇଲା ।
13 mod Øst tre Porte og mod Nord tre Porte og mod Syd tre Porte og mod Vest tre Porte.
୧୩ସବୁ ଦିଗେ ତିନ୍‌ଟାଲାକା କାପାଟ୍‌ ରଇଲା, ଉତର୍‌ ଦିଗେ ତିନ୍‌ଟା କାପାଟ୍‌ ଦକିନ୍‌ଦିଗେ ତିନ୍‌ଟା କାପାଟ୍‌ ଆରି ପଚିମ୍‌ଦିଗେ ତିନ୍‌ଟା କାପାଟ୍‌ ରଇଲା ।
14 Og Stadens Mur havde tolv Grundstene, og paa dem Lammets tolv Apostles tolv Navne.
୧୪ବାର୍‌ଟା ମୁଲ୍‌ ପାକ୍‌ନାଇ ସେ ନଗରର୍‌ କତି ଉଟାଇରଇଲାଇ । ଆରି ସେ ପାକ୍‌ନା ଉପ୍‌ରେ ମେଣ୍ଡାପିଲାର୍‌ ବାର୍‌ଟା ପେରିତ୍‌ ମନର୍‌ ନାଉଁ ଲେକା ଅଇରଇଲା ।
15 Og han, som talte med mig, havde en Maalestok, et Guldrør, for at han skulde maale Staden og dens Porte og dens Mur.
୧୫ଜନ୍‌ ଦୁତ୍‌ ମର୍‌ସଙ୍ଗ୍‍ କାତା ଅଇତେ ରଇଲା, ତାର୍‌ ଆତେ ନଗର୍‌କେ, ତାର୍‌ କାପାଟ୍‌ ମନ୍‌କେ ଆରି କତିମନ୍‌କେ ନାପ୍‌ବା, ସୁନାର୍‌ ନାପ୍‌ବା ଡାଙ୍ଗ୍‌ ରଇଲା ।
16 Og Staden ligger i Firkant, og dens Længde er lige saa stor som Bredden. Og han maalte Staden med Røret: Tolv Tusinde Stadier; dens Længde, Bredde og Højde ere lige.
୧୬ସେ ନଅର୍‌ ପୁରାପୁରୁନ୍‌ ଚାରିକନିଆ ରଇଲା । ତାର୍‌ ଲମ୍‌ ଆରି ଅସାର୍‌ ସମାନ୍‌ ରଇଲା । ଦୁତ୍‌ ତାର୍‌ ନାପ୍‌ବା ଡାଙ୍ଗ୍‌ ସଙ୍ଗ୍‍ ନଅର୍‌ ନାପ୍‌ଲା । ସେ ନାପ୍‌ବା ଇସାବେ ସେଟା ଦୁଇଅଜାର୍‌ ଚାର୍‌ସ କିଲମିଟର୍‌ ଲମ୍‌ ରଇଲା । ତାର୍‌ ଲମ୍‌ ଅସାର୍‌ ଆରି ଉଁଚ୍‌ ସମାନ୍‌ ରଇଲା ।
17 Og han maalte dens Mur, hundrede og fire og fyrretyve Alen, efter Menneskemaal, hvilket er Englemaal.
୧୭ଦୁତ୍‌ କତି ମିସା ନାପ୍‌ଲା । ସେଟା ୬୦ ମିଟର୍‌ ଉଁଚ୍‌ ରଇଲା ।
18 Og dens Murværk var Jaspis, og Staden var rent Guld, lig det rene Glar.
୧୮ଜାସ୍‌ପର୍‌ ନାଉଁର୍‌ ଗଟେକ୍‌ ବେସି ଦାମର୍‌ ଇରା ପାକ୍‌ନା ସଙ୍ଗ୍‍ କତି ତିଆର୍‌ ଅଇରଇଲା । ଅସ୍‌ଲି ସୁନା ସଙ୍ଗ୍‍ ନଅର୍‌ ତିଆର୍‌ ଅଇରଇଲା । ଆରି କାଁଚ୍‌ପାରା ସବୁ ଡିସ୍‌ତେରଇଲା ।
19 Stadmurens Grundstene vare prydede med alle Haande Ædelstene: Den første Grundsten var Jaspis, den anden Safir, den tredje Kalkedon, den fjerde Smaragd,
୧୯ସେ ନଅରର୍‌ କତିର୍‌ ମୁଲ୍‌ ପାକ୍‌ନାମନ୍‌ ବିନ୍‌ ବିନ୍‌ ରକାମର୍‌ ଇରାପାକ୍‌ନାମନର୍‌ ସଙ୍ଗ୍‍ ସୁନ୍ଦର୍‌ କରିରଇଲାଇ । ପର୍‌ତୁମ୍‌ ମୁଲ୍‌ ପାକ୍‌ନା ରଇଲା, ଇସ୍‌ପର୍‌ । ତାର୍‌ପଚର୍‌ ସପାୟର୍‌, ତାର୍‌ ପଚର୍‌ ଆଗାଟେ । ତାର୍‌ ପଚର୍‌ ଏମରଲ୍‌ ।
20 den femte Sardonyks, den sjette Sarder, den syvende Krysolit, den ottende Beryl, den niende Topas, den tiende Krysopras, den ellevte Hyacint, den tolvte Ametyst.
୨୦ତାର୍‌ ପଚର୍‌ ଅନିକ୍‌ । ତାର୍‌ ପଚର୍‌ କର୍‌ନିଲିଅନ୍‌ । ତାର୍‌ ପଚର୍‌ ଅଲ୍‌ଦି ରଙ୍ଗର୍‌ କାଟ୍‌, ତାର୍‌ ପଚର୍‌ ବେରିଲ୍‌, ତାର୍‌ପଚର୍‌ ତପାଜ୍‌, ତାର୍‌ ପଚର୍‌ ଚାଲ୍‌କେଦନି, ତାର୍‌ ପଚର୍‌ ତର୍‌କଇ, ଆରି ସାରାସାରି ଆମେତି ।
21 Og de tolv Porte vare tolv Perler, hver af Portene var af een Perle, og Stadens Gade var rent Guld som gennemsigtigt Glar.
୨୧ବାର୍‌ଟା ମୁକ୍‌ତାଇ ବାର୍‌ଟା କାପାଟ୍‌ ତିଆର୍‌ ଅଇରଇଲା । ଗଟେକ୍‌ ଗଟେକ୍‌ କାପାଟ୍‌ ଗଟେକ୍‌ ଗଟେକ୍‌ ମୁକ୍‌ତାଇଅନି ତିଆର୍‌ ଅଇରଇଲା । ନଅରର୍‌ ବାଟ୍‌ ଅସ୍‌ଲି ସୁନାସଙ୍ଗ୍‍ ତିଆର୍‌ ଅଇରଇଲା । କାଁଚ୍‌ପାରା, ଏନେ ଅନି ଦେକ୍‌ଲେ ତେନର୍‌ଟାମନ୍‌ ଡିସ୍‌ତେରଇଲା ।
22 Og jeg saa intet Tempel i den; thi dens Tempel er Herren, Gud, den almægtige, og Lammet.
୨୨ସେ ନଅରେ ମୁଇ ଗଟେକ୍‌ ମିସା ମନ୍ଦିର୍‌ ଦେକିନାଇ । କାଇକେବଇଲେ, ତାର୍‌ ମନ୍ଦିର୍‌ ରଇଲା ମାପ୍‌ରୁ ପର୍‌ମେସର୍‌ । ଜେ କି ସବୁର୍‌ ଉପ୍‌ରେ ଆଚେ, ଆରି ମେଣ୍ଡାପିଲା ।
23 Og Staden trænger ikke til Sol eller Maane til at skinne for den; thi Guds Herlighed oplyste den, og Lammet var dens Lys.
୨୩ସେ ନଅର୍‌ ଉପ୍‌ରେ ଉଜଲ୍‌ ଦେବାକେ ବେଲ୍‌ କି ଜନ୍‌ ଦର୍‌କାର୍‌ ନ ରଇଲା । କାଇକେବଇଲେ, ପର୍‌ମେସରର୍‌ ମଇମା ତେଇ ଉଜଲ୍‌ ଦେଇତେରଇଲା ଆରି ମେଣ୍ଡାପିଲା ତେଇର୍‌ ବତି ରଇଲା ।
24 Og Folkeslagene skulle vandre i dens Lys, og Jordens Konger bringe deres Herlighed til den,
୨୪ସେ ଉଜଲେ ଜଗତର୍‌ ଲକ୍‌ମନ୍‌ ଇଣ୍ଡିଜିବାଇ ଆରି ରାଜାମନ୍‌ ତାକର୍‌ ଦନ୍‌ ସଁପତି ତେଇ ଆନି ସର୍‌ପି ଦେବାଇ ।
25 og dens Porte skulle ikke lukkes om Dagen; thi Nat skal ikke være der,
୨୫ସେ ନଅରର୍‌ କାପାଟ୍‌ମନ୍‌ ସବୁବେଲେ ଉଗ୍‌ଡା ରଇସି । ସେଟା କେବେ ମିସା ଡାବିଅଇ ନ ରଏ । କାଇକେବଇଲେ ତେଇ କେବେ ରାତି ନ ଅଏ ।
26 og de skulle bringe Folkeslagenes Herlighed og Ære til den.
୨୬ରାଇଜ୍‌ ମନର୍‌ ଡାକ୍‌ପୁଟା ଆରି ଦନ୍‌ ସଁପତି ସେ ନଅରେ ଆନ୍‌ବାଇ ।
27 Og intet urent skal komme ind i den, ej heller nogen, som øver Vederstyggelighed og Løgn; kun de, som ere skrevne i Lammets Livets Bog.
୨୭ମାତର୍‌ ଅସୁକଲ୍‌ ରଇବା କାଇ ବିସଇ ମିସା ସେ ନଅରେ ନ ପୁରେ । ଲାଜ୍‌ ଅଇବା କାମ୍‌ମନ୍‌ କର୍‌ବା ଲକ୍‌ କି ମିଚ୍‌ କଇବା ଲକ୍‌ କେ ମିସା ତେଇ ପୁରି ନାପାରତ୍‌ । ମେଣ୍ଡାପିଲାର୍‌ ବଇଲଗେ ଜାର୍‌ ନାଉଁ ଲେକାଅଇଆଚେ, ସେମନ୍‌ସେ, ସେ ନଅରେ ଜାଇପାରତ୍‌ ।

< Aabenbaringen 21 >