< Matthæus 8 >

1 Men da han var gaaet ned af Bjerget, fulgte store Skarer ham.
ଜିସୁ ଡଙ୍ଗ୍‌ରେ ଅନି ଉତ୍‌ରି ଆଇଲା ଦାପ୍‌ରେ, ବେସି ଲକ୍‌ମନ୍‌ ତାର୍‌ ପଚେ ପଚେ ଇଣ୍ଡ୍‌ଲାଇ ।
2 Og se, en spedalsk kom, faldt ned for ham og sagde: „Herre! om du vil, saa kan du rense mig.”
ସେବେଲେ ଗଟେକ୍‌ ବଡ୍‌ ରଗି ଜିସୁର୍‌ ମୁଆଟେ ଆସି ମାଣ୍ଡିକୁଟା ଦେଇ କଇଲା, “ଏ ମାପ୍‌ରୁ, ତମେ ଜଦି ମନ୍‍ କଲାସ୍‌ନି ବଇଲେ ମକେ ସୁକଲ୍‌ କରି ପାରାସ୍‌ ।”
3 Og han udrakte Haanden, rørte ved ham og sagde: „Jeg vil; bliv ren!” Og straks blev han renset for sin Spedalskhed.
ତେଇ ଜିସୁ ଆତ୍‌ ଲାମାଇ ତାକେ ଚିଇ କଇଲା, “ମୁଇ ମନ୍‍ କଲିନି, ସୁକଲ୍‌ ଅ ।” ଜିସୁ ଏତ୍‌କି କଇଲା ଦାପ୍‌ରେ ସେ ଲକ୍‌ ବଡ୍‌ ରଗେଅନି ନିକ ଅଇଲା ।
4 Og Jesus siger til ham: „Se til, at du ikke siger det til nogen; men gaa hen, fremstil dig selv for Præsten, og offer den Gave, som Moses har befalet, til Vidnesbyrd for dem.”
ଜିସୁ ତାକେ କଇଲା, “ସୁନ୍‌, ତୁଇ କେନ୍ତିଅଇ ନିକ ଅଇଲୁସ୍‌, ଏ କାତା କାକେ ମିସା କ ନାଇ, ମାତର୍‌ ସିଦା ପୁଜାରିର୍‌ ଲଗେ ଜାଇକରି ନିଜ୍‌କେ ଦେକାଇ ଅ, ଆରି ତୁଇ ନିକ ଅଇ ଆଚୁସ୍‌ ବଲି ସବୁ ଲକର୍‌ ଟାନେ ଜାନାଇଅଇବାକେ ମସାର୍‌ ନିୟମ୍‌ ଇସାବେ ପର୍‌ମେସର୍‌କେ ସର୍‌ପିଦେସ୍‌ ।”
5 Men da han gik ind i Kapernaum, traadte en Høvedsmand hen til ham, bad ham og sagde:
ଜିସୁ କପର୍‌ନାଉମ୍‌ ସଅରେ କେଟ୍‌ଲା । ସେଦାପ୍‌ରେ ଗଟେକ୍‌ ରମିୟ ସନିଅମନର୍‌ ମୁକିଅ ତାକେ ବେଟ୍‌ ଅଇକରି ବାବୁଜିଆ କରି କଇଲା ।
6 „Herre! min Dreng ligger hjemme værkbruden og pines svarlig.”
“ଏ ମାପ୍‌ରୁ, ମର୍‌ ଗଟେକ୍‌ ଗତିଦାଙ୍ଗ୍‌ଡା ଅଚ୍‌ନାଇ ଡୁଲିକରି ବେସି କସ୍‌ଟ ପାଇଲାନି ଉଟେ ନାଇ, ବସେ ନାଇ ।”
7 Jesus siger til ham: „Jeg vil komme og helbrede ham.”
ଜିସୁ ତାକେ କଇଲା, “ମୁଇ ଆସି ତାକେ ନିକ କର୍‌ବି ।”
8 Og Høvedsmanden svarede og sagde: „Herre! jeg er ikke værdig til, at du skal gaa ind under mit Tag; men sig det blot med et Ord, saa bliver min Dreng helbredet.
ମାତର୍‌ ମୁକିଅ କଇଲା, “ନାଇ ମାପ୍‌ରୁ ତମେ ଜେ ମର୍‌ଗରେ ପାଦ୍‌ ପାକାଇସା, ଏଟାର୍‌ପାଇ ମର୍‍ ଅଦିକାର୍‍ ନଇ । ତମେ ପଦେକ୍‌ କଇଦିଆ, ମର୍‌ ଗତିଦାଙ୍ଗ୍‌ଡା ନିକ ଅଇଜାଇସି ।
9 Jeg er jo selv et Menneske, som staar under Øvrighed og har Stridsmænd under mig; og siger jeg til den ene: Gaa! saa gaar han; og til den anden: Kom! saa kommer han; og til min Tjener: Gør dette! saa gør han det.”
କାଇକେବଇଲେ ମୁଇ ମର୍‌ ଉପ୍‌ରର୍‌ ଅଦିକାରିର୍‌ ତଲେ କାମ୍‌ କଲିନି, ଅଇଲେ ମିସା ମର୍‌ ତଲେ କେତେ କେତେ ସନିଅମନ୍‌ ଆଚତ୍‌ । ସେମନର୍‌ ବିତ୍‌ରେଅନି ଜଦି ମୁଇ ଗଟେକ୍‌ ଲକ୍‌କେ ଜାଆ ବଲି ଆଦେସ୍‌ ଦେଲେ, ସେ ଜାଇସି । ବିନ୍‌ଟାକେ ଆଉ ବଲି କଇଲେ ସେ ଆଇସି । ସେନ୍ତିସେ ମର୍‌ ଗତି ଦାଙ୍ଗ୍‌ଡାକେ ଏଟା କର୍‌ ବଲି କଇଲା ଦାପ୍‌ରେ ସେ ସେଟା କର୍‌ସି ।”
10 Men da Jesus hørte det, forundrede han sig og sagde til dem, som fulgte ham: „Sandelig, siger jeg eder, end ikke i Israel har jeg fundet saa stor en Tro.
୧୦ଜିସୁ ଏଟା ସୁନି କାବା ଅଇଗାଲା, ଆରି ତାର୍‌ ସଙ୍ଗ୍‍ ଆଇବା ଲକ୍‌ମନ୍‌କେ କଇଲା, “ମୁଇ ସତ୍‌ କଇଲିନି, ଇସ୍‌ରାଏଲ୍‌ ବିତ୍‌ରେ କନ୍‌ ଲକର୍‌ଟାନେ ମିସା ଏ ଲକର୍‌ ପାରା ବିସ୍‌ବାସ୍‌ ମୁଇ ଦେକିନାଇ ।
11 Men jeg siger eder, at mange skulle komme fra Øster og Vester og sidde til Bords med Abraham og Isak og Jakob i Himmeriges Rige.
୧୧ଏ କାତା ତମର୍‌ ମନେ ର, ପୁରୁବ୍‌ ଆରି ପସ୍‌ଚିମ୍‌ ବାଟର୍‌ ଦେସେଅନି କେତେ କେତେ ଲକ୍‌ ସରଗ୍‌ ରାଇଜେ ଆସି ଅବ୍‌ରାଆମ୍ ଇସାକ୍‌ ଆରି ଜାକୁବର୍‌ ସଙ୍ଗ୍‌ ବଜିତେଇ ଗଟେକ୍‌ଟାନେ କାଇବାକେ ବସ୍‌ବାଇ ।
12 Men Rigets Børn skulle kastes ud i Mørket udenfor; der skal der være Graad og Tænders Gnidsel.”
୧୨ମାତର୍‌ ଜନ୍‌ ଲକ୍‌ମନ୍‌ ସରଗ୍‌ ରାଇଜେ ପୁର୍‍ବାର୍‍ ରଇଲାଇ, ସେମନ୍‌କେ ବାଇରର୍‌ ଆନ୍ଦାରେ ପିଙ୍ଗା ଅଇସି । ତେଇ ସେମନ୍‌ ଦାଁତ୍‌ ମୁଣ୍ଡ୍‌ କାତ୍‌ରି ମାରିଚପିଅଇ କାନ୍ଦ୍‌ବାଇ ।”
13 Og Jesus sagde til Høvedsmanden: „Gaa bort, dig ske, som du troede!” Og Drengen blev helbredet i den samme Time.
୧୩ଜିସୁ ସନିଅମନର୍‌ ମୁକିଅକେ କଇଲା, “ତୁଇ ଏବେ ଗରେ ଜା । ତୁଇ ଜେନ୍ତି ବିସ୍‌ବାସ୍‌ କଲୁସ୍‌ନି ସେନ୍ତାରିସେ ଅଇସି ।” ସମାନ୍‌ ସେ ବେଲାଇସେ ତାର୍‌ ଗତିଦାଙ୍ଗ୍‌ଡା ପୁରାପୁରୁନ୍‌ ନିକ ଅଇଗାଲା ।
14 Og Jesus kom ind i Peters Hus og saa, at hans Svigermoder laa og havde Feber.
୧୪ଜିସୁ ପିତରର୍‌ ଗରେ ଜାଇ ତାର୍‌ ସାତ୍‌ରି ଜର୍‌ଅଇକରି ଅଚ୍‌ନାଇ ଡୁଲି ରଇବାଟା ଦେକ୍‌ଲା ।
15 Og han rørte ved hendes Haand, og Feberen forlod hende, og hun stod op og vartede ham op.
୧୫ସେ ପିତରର୍‌ ସାତ୍‌ରିର୍‌ ଆତେ ଚିଇଲା ଦାପ୍‌ରେ ତାର୍‌ ଜର୍‌ ଚାଡିଗାଲା । ଆରି ସେ ଉଟିକରି ଜିସୁର୍‌ ସେବା କର୍‌ବାର୍‌ ଦାର୍‌ଲା ।
16 Men da det var blevet Aften, førte de mange besatte til ham, og han uddrev Aanderne med et Ord og helbredte alle de syge;
୧୬ସଞ୍ଜ୍‌ ଅଇଲାକେ ଲକ୍‌ମନ୍‌, କେତେକ୍‌ କେତେକ୍‌ ଡୁମା ଦାରିରଇଲା ଲକ୍‌ମନ୍‌କେ ଜିସୁର୍‌ ଲଗେ ଆନ୍‌ଲାଇ । ତାର୍‌ ପଦେକ୍‌ କାତା କଇଲା ଦାପ୍‍ରେସେ ଡୁମା ଆତ୍‌ମାମନ୍‌କେ ବାର୍‌କରାଇଦେଲା ଆରି ରଗି ଲକ୍‌ମନ୍‌କେ ନିକ କଲା ।
17 for at det skulde opfyldes, som er talt ved Profeten Esajas, der siger: „Han tog vore Skrøbeligheder og bar vore Sygdomme.”
୧୭ଏଟା କଲାର୍‌ ଲାଗି ଜିସୁ ଜିସାଇୟ ବବିସତ୍‌ବକ୍‌ତା ଜାନାଇ ରଇଲାଟା ପୁରାପୁରୁନ୍‌ ସିଦ୍‌କଲା । ବବିସତ୍‌ବକ୍‌ତା କଇରଇଲା “ଆମର୍‌ ଦୁକାସୁକା ସବୁ ନିଜେ ନେଲା ଆରି ଆମର୍‌ ଜର୍‌ଦୁକା ବଇଲା ।”
18 Men da Jesus saa store Skarer omkring sig, befalede han at fare over til hin Side.
୧୮ଜିସୁ ତାର୍‌ ଚାରିବେଟ୍‌ତି ରଇଲା ବେସି ଲକ୍‌ମନ୍‌କେ ଦେକିକରି ତାର୍‌ ସିସ୍‌ମନ୍‌କେ ଗାଡ୍‌ ସେପାଟ୍‌ ଜିବାକେ କଇଲା ।
19 Og der kom een, en skriftklog, og sagde til ham: „Mester! jeg vil følge dig, hvor du end gaar hen.”
୧୯ତେଇ ଗଟେକ୍‌ ଜିଉଦିମନର୍‌ ସାସ୍‌ତର୍‌ ସିକାଉ ତାର୍‌ ଲଗେ ଆସି କଇଲା, “ଏ ଗୁରୁ ତମେ ଜନ୍‌ ଜାଗାଇ ଗାଲେ ମିସା ମୁଇ ତମର୍‌ ସଙ୍ଗ୍‍ ଆଇବି ।”
20 Og Jesus siger til ham: „Ræve have Huler, og Himmelens Fugle Reder; men Menneskesønnen har ikke det, hvortil han kan hælde sit Hoved.”
୨୦ମାତର୍‌ ଜିସୁ ତାକେ କଇଲା, “କଲିଆ ରଇବାକେ ପାଆର୍‌ ଆଚେ, ଆରି ଉଡିବୁଲ୍‌ବା ଚଡଇମନ୍‌ ରଇବାକେ ଗୁଡା ଆଚେ, ମାତର୍‌ ନର୍‌ପିଲା ମୁଇ, ମକେ ରଇବାକେ ଜାଗା ନାଇ ।”
21 Men en anden af Disciplene sagde til ham: „Herre! tilsted mig først at gaa hen og begrave min Fader.”
୨୧ଆରି ସିସ୍‌ମନର୍‌ ବିତ୍‌ରେଅନି ଗଟେକ୍‌ ସିସ୍‌ କଇଲା, “ଏ ମାପ୍‌ରୁ, ମକେ ପର୍‌ତୁମ୍‌ ମର୍‌ ବାବାକେ ଜାଇ ତପି ଆଇବାକେ ମେଲାନି ଦିଆ ।”
22 Men Jesus siger til ham: „Følg mig, og lad de døde begrave deres døde!”
୨୨ମାତର୍‌ ଜିସୁ ତାକେ କଇଲା, “ମରିଗାଲା ଲକ୍‌ମନ୍‌ ମଲା ଲକ୍‌ମନ୍‌କେ ତପତ୍‌, ତୁଇ ମର୍‌ ପଚେ ପଚେ ଆଉ ।”
23 Og da han gik om Bord i Skibet, fulgte hans Disciple ham.
୨୩ତାର୍‌ ପଚେ ଜିସୁ ଗଟେକ୍‌ ଡଙ୍ଗାଇ ଚଗ୍‌ଲାକେ ତାର୍‌ ସିସ୍‌ମନ୍‌ ମିସା ତାର୍‌ ସଙ୍ଗ୍‍ ଗାଲାଇ ।
24 Og se, det blev en stærk Storm paa Søen, saa at Skibet skjultes af Bølgerne; men han sov.
୨୪ସେ ବେଲା ଅଟାତ୍‌ ସମ୍‌ଦୁରେ ଏନ୍ତି ବାଉପବନ୍‌ ଆଇଲା ଆରି ଉଲ୍‌କାର୍‌ ଲାଗି ଡଙ୍ଗା ପାନିତେଇ ବୁଡିଜିବା ପାରା ଅଇଲା । ମାତର୍‌ ଜିସୁ ଡଙ୍ଗାଇ ସଇଦେଇ ରଇଲା ।
25 Og de gik hen til ham, vækkede ham og sagde: „Herre, frels os! vi forgaa.”
୨୫ଆରି ସିସ୍‌ମନ୍‌ ଜିସୁର୍‌ ଲଗେ ଜାଇକରି ତାକେ ଉଟାଇ କଇଲାଇ, “ଏ ମାପ୍‌ରୁ ଆମ୍‌କେ ରକିଆ କର୍‌ । ନଇଲେ ଆମେ ବୁଡି ମରିଜିବୁବେ ।”
26 Og han siger til dem: „Hvorfor ere I bange, I lidettroende?” Da stod han op og truede Vindene og Søen, og det blev ganske blikstille.
୨୬ଜିସୁ ସେମନ୍‌କେ କଇଲା, “ଏ ବିସ୍‌ବାସେ ଡାଟ୍‌ ନ ରଇଲା ଲକ୍‌ମନ୍‌, ତମେ କାଇକେ ଏତେକ୍‌ ଡରିଗାଲାସ୍‌ନି?” ଜିସୁ ବାଉପବନ୍‌କେ ଆରି ଲଅଡିକେ ଦମ୍‌କାଇଲା । ତେବର୍‌ପାଇ ବାଉପବନ୍‌ ଆରି ଲଅଡି ତବିର୍‌ ଅଇଗାଲା ।
27 Men Menneskene forundrede sig og sagde: „Hvem er dog denne, siden baade Vindene og Søen ere ham lydige?”
୨୭ଏଟା ଦେକି ସିସ୍‌ମନ୍‌ ବେସି କାବାଅଇଜାଇ ତାକର୍‌ ତାକର୍‌ ବିତ୍‌ରେ କୁଆବଲା ଅଇଲାଇ, “ଏ କେନ୍ତାର୍‌ ଲକ୍‌ ଜେ ବାଉପବନ୍‌ ଆରି ଲଅଡି ମିସା ଆର୍‌ କାତା ମାନ୍‌ଲାଇନି ।”
28 Og da han kom over til hin Side til Gadarenernes Land, mødte ham to besatte, som kom ud fra Gravene, og de vare saare vilde, saa at ingen kunde komme forbi ad den Vej.
୨୮ଜିସୁ ଆରି ତାର୍‌ ସିସ୍‌ମନ୍‌ ଗାଡ୍‌ ସେପାଟର୍‌ ଗଦ୍‌ରିୟ ନାଉଁର୍‌ ଜାଗାଇ କେଟ୍‌ଲା ଦାପ୍‌ରେ, ଦୁଇଟା ଡୁମା ଡସ୍‌ଲା ଲକ୍‌ ତାକେ ବେଟ୍‌ ଅଇଲାଇ । ସେମନ୍‌ ମସନ୍‌ ବିତ୍‌ରେ ରଇତେରଇଲାଇ । ଆରି ସେମନ୍‌ ଏନ୍ତି ରଇଲାଇ ଜେ, ସେ ବାଟେ କେ ମିସା ଆସ୍‌ ଜା ନ ଅଇତେ ରଇଲାଇ ।
29 Og se, de raabte og sagde: „Hvad have vi med dig at gøre, du Guds Søn? Er du kommen hid før Tiden for at pine os?”
୨୯ସେ ଲକ୍‌ମନ୍‌ ବେସି କିର୍‌କିରି କରି କଇଲାଇ, “ଏ ପର୍‌ମେସରର୍‌ ପିଲା ଆମର୍‌ ଟାନେ ତର୍‌ କାଇ କାମ୍‌ ଆଚେ? ବେଲ୍‌ କାଲ୍‌ ନ କେଟ୍‌ତେ ତୁଇ କାଇ ଡଣ୍ଡ୍‌ ଦେବାକେ ଇତି ଆଇଲୁସ୍‌ କି?”
30 Men der var langt fra dem en stor Hjord Svin, som græssede.
୩୦ସେବେଲାଇ ସେ ଜାଗାଇଅନି କଣ୍ଡେକ୍‌ ଦୁରିକେ ଗଟେକ୍‌ ବଡ୍‌ ଗୁସ୍‌ରି ମାନ୍ଦା ଚାରାଇତେରଇଲାଇ ।
31 Og de onde Aander bade ham og sagde: „Dersom du uddriver os, da send os i Svinehjorden!”
୩୧କାରାପ୍‌ ଆତ୍‌ମାମନ୍‌ ଜିସୁକେ ଗୁଆରି କରି କଇଲାଇ, “ତୁଇ ଜଦି ଆମ୍‌କେ ଏ ଲକ୍‌ମନର୍‌ତେଇ ଅନି ବାର୍‌କରାଇ ଦେଇସୁ ବଇଲେ ସେ ଗୁସ୍‌ରି ମାନ୍ଦା ବିତ୍‌ରେ ଜିବାକେ, ଆଦେସ୍‌ ଦେ ।”
32 Og han sagde til dem: „Gaar!” Men de fore ud og fore i Svinene; og se, hele Hjorden styrtede sig ned over Brinken ud i Søen og døde i Vandet.
୩୨ଜିସୁ ସେମନ୍‌କେ ଜା! ବଲି କଇଲାକେ କାରାପ୍‌ ଆତ୍‌ମାମନ୍‌ ସେ ଲକ୍‌ମନର୍‌ତେଇଅନି ବାରଇକରି ଗୁସ୍‌ରିମନର୍‌ ବିତ୍‌ରେ ପୁର୍‌ଲାଇ । ତେବର୍‌ ପାଇ, ଗୁସ୍‌ରିମନ୍‌ ଟିପେଅନି ଗସ୍‌ରି ସମ୍‌ଦୁରେ ବୁଡି ମଲାଇ ।
33 Men Hyrderne flyede og gik hen i Byen og fortalte det alt sammen, og hvorledes det var gaaet til med de besatte.
୩୩ଆରି ତେଇ ଗୁସ୍‌ରି ଚାରାଇତେ ରଇବା ଲକ୍‌ମନ୍‌ ପାଲାଇ କରି ଡୁମା ଡସି ରଇଲା ଲକ୍‌ମନ୍‌କେ କାଇକାଇଟା ଅଇଲା ସେଟା ସବୁ କଇଦେଲାଇ ।
34 Og se, hele Byen gik ud for at møde Jesus; og da de saa ham, bade de ham om, at han vilde gaa bort fra deres Egn.
୩୪ଆରି ସେ ଗଡର୍‌ ସବୁ ଲକ୍‌ମନ୍‌ ଜିସୁକେ ଦେକ୍‌ବାକେ ଆଇଲାଇ । ସେମନ୍‌ ତାକେ ଦେକିକରି ସେ ଜାଗା ଚାଡି ଜା ବଲି ଗୁଆରି କଇଲାଇ ।

< Matthæus 8 >