< Lukas 24 >

1 Men paa den første Dag i Ugen meget aarle kom de til Graven og bragte de vellugtende Urter, som de havde beredt.
ଆଟର୍‌ ପର୍‌ତୁମ୍‌ ଦିନର୍‌ ସାକାଲେ, ମାଇଜିମନ୍‌ ସେମନ୍‌ ତିଆର୍‌ କରିରଇବା ବାସ୍‌ନା ଦିନ୍‍ସୁ ଆରି ବାସ୍‌ନା ଚିକନ୍‌ ଦାରି ଜିସୁର୍‌ ମଡ୍‌ ରଇଲା ପାଆରେ ଗାଲାଇ ।
2 Og de fandt Stenen bortvæltet fra Graven.
ଆରି ପାଆରର୍‌ ମୁଆଟେ ରଇଲା ପାକ୍‌ନା ଗୁଣ୍ଡ୍‌ଲିରଇଲାଟା ଦେକ୍‌ଲାଇ ।
3 Men da de gik derind, fandt de ikke den Herres Jesu Legeme.
ସେଟା ଦେକି ପାଆର୍‌ ବିତ୍‌ରେ ଜାଇ ଦେକ୍‌ଲାଇ, ତେଇ ଜିସୁର୍‌ ଗାଗଡ୍‌ ନ ରଇଲା ।
4 Og det skete, da de vare tvivlraadige om dette, se, da stode to Mænd for dem i straalende Klædebon.
କାଇଟା ଅଇଲାବେ, ବଲି, ବାବିକରି ରଇଲାବେଲେ, ଏଦେ ଦେକା! ବିଜ୍‌ଲି ପାରା ଜଗ୍‌ଜଗି ଜାଇତେରଇବା ଲୁଗା ପିନ୍ଦି ଦୁଇ ଲକ୍‌ ସେମନର୍‌ ମୁଆଟେ ଟିଆ ଅଇଲାଇ ।
5 Men da de bleve forfærdede og bøjede deres Ansigter imod Jorden, sagde de til dem: „Hvorfor lede I efter den levende iblandt de døde?
ମାଇଜିମନ୍‌ ସେ ଦୁଇ ଲକ୍‌କେ ଦେକି ଡରିକରି ଉଁତାଡିଅଇ ଡୁଲିଦେଲାଇ । ସେ ଦୁଇଲକ୍‌ ସେମନ୍‌କେ କଇଲାଇ, “ଜିବନ୍‌ ରଇଲା ଲକ୍‌କେ କାଇକେ ମଲା ଲକ୍‌କେ ସଙ୍ଗଇଲାଟାନେ କଜ୍‌ଲାସ୍‌ନି?
6 Han er ikke her, men han er opstanden; kommer i Hu, hvorledes han talte til eder, medens han endnu var i Galilæa, og sagde,
ଜିସୁ ଇତି ନାଇ, ପର୍‌ମେସର୍‌ ତାକେ ଉଟାଇଲାଆଚେ । ସେ ତମର୍‌ ସଙ୍ଗ୍‌ ଗାଲିଲିତେଇ ମିସ୍‌ତେ ରଇଲା ବେଲେ ତମ୍‌କେ କାଇବଲି କଇରଇଲା, ସେଟା ତମର୍‌ ମନେ ନାଇ କି?
7 at Menneskesønnen burde overgives i syndige Menneskers Hænder og korsfæstes og opstaa paa den tredje Dag.”
ନର୍‌ପିଲା ପାପି ଲକ୍‌ମନର୍‌ ଆତେ ସର୍‌ପାଇ ଅଇସି ଆରି ସେମନ୍‌ ତାକେ କୁର୍‌ସେ କୁଟିମାରି ମରାଇ ଦେବାଇ । ମାତର୍‌ ତିନ୍‌ଦିନ୍‌ ଗାଲାପଚେ ସେ ଆରି ତରେକ୍‌ ଜିବନ୍‌ ଅଇ ଉଟ୍‌ସି ।”
8 Og de kom hans Ord i Hu.
ସେଡ୍‌କି ବେଲେ ମାଇଜିମନ୍‌ ଜିସୁ ଏନ୍ତି କାତା କଇରଇଲା ବଲି ଏତାଇଲାଇ ।
9 Og de vendte tilbage fra Graven og kundgjorde alle disse Ting for de elleve og for alle de andre.
ସେଟାର୍‌ ପାଇ ସେମନ୍‌ ତେଇଅନି ଦାପ୍‌ରେ ବାଉଡି ଆସିକରି ଏଗାର୍‌ଟା ସିସ୍‌ମନ୍‌କେ ଆରି ତେଇ ରଇଲା ଲକ୍‌ମନ୍‌କେ ସେ ଜାଗାଇ ଅଇଲା ଗଟ୍‍ନା ସବୁ କଇଲାଇ ।
10 Men det var Maria Magdalene og Johanna og Maria, Jakobs Moder, og de øvrige Kvinder med dem; de sagde Apostlene disse Ting.
୧୦ମଗ୍‌ଦଲିନି ମରିୟମ୍‌, ଜଆନା, ଜାକୁବର୍‌ ମାଆ ମରିୟମ୍‌ ଆରି ତାକର୍‌ସଙ୍ଗ୍‌ ରଇଲା ବିନ୍‌ ମାଇଜିମନ୍‌ ମିସା କାଇ କାଇଟା ଗଟ୍‌ଲା, ସେ ସବୁ ବିସଇ ପେରିତ୍‌ମନ୍‌କେ କଇଲାଇ ।
11 Og disse Ord kom dem for som løs Tale; og de troede dem ikke.
୧୧ମାତର୍‌ ପେରିତ୍‌ମନ୍‌ ମାଇଜିମନର୍‌ କାତା ଟଣ୍ଡେ ପାନ୍ଦି କଇଲାଇନି ବଲି ବିସ୍‌ବାସ୍‌ କରତ୍‌ ନାଇ ।
12 Men Peter stod op og løb til Graven; og da han kiggede derind, ser han Linklæderne alene liggende der, og han gik hjem i Undren over det, som var sket.
୧୨ମାତର୍‌ ପିତର୍‌ ଅଦର୍‌ପଡ୍‌ ଅଇ ପାଲାଇ ପାଆରେ ଜାଇ ଏରି ଦେକ୍‌ଲା । ପାଆର୍‌ ବିତ୍‌ରେ ଏରି ଦେକ୍‌ଲାକେ ତେଇ ଜିସୁକେ ଗୁଡିଆଇଲା ଉଲ୍‌ଉଲା ପଚିଆ ଚାଡି ଆରି କାଇଟା ନ ରଇଲା । ପିତର୍‌ ସେ ଗଟ୍‍ନା ଦେକି କାବାଅଇ ଜାଇକରି, ଗରେ ବାଉଡି ଆଇଲା ।
13 Og se, to af dem vandrede paa den samme Dag til en Landsby, som laa tresindstyve Stadier fra Jerusalem, dens Navn var Emmaus.
୧୩ସେ ଦିନେସେ ଜିସୁର୍‌ ଦୁଇଟା ସିସ୍‌ମନ୍‌ ଜିରୁସାଲମେଅନି ଏଗାର କିଲମିଟର୍‌ ଦୁର୍‌କେ ରଇଲା ଇମାୟୁ ନାଉଁର୍‌ ଗାଏଁ ଇଣ୍ଡିକରି ଜାଇତେ ରଇଲାଇ ।
14 Og de talte med hinanden om alle disse Ting, som vare skete.
୧୪ଜିସୁକେ କାଇକାଇଟା ଅଇରଇଲା ଆରି ସେ ସବୁ ବିସଇନେଇ ସେମନ୍‌ କାତାଅଇ କାତାଅଇ ଇଣ୍ଡ୍‍ତେ ରଇଲାଇ ।
15 Og det skete, medens de samtalede og spurgte hinanden indbyrdes, da kom Jesus selv nær og vandrede med dem.
୧୫ସେମନ୍‌ ଏନ୍ତି କାତାବାର୍‌ତା ଅଇ ଆଇବାବେଲେ ଏଦେ ଦେକା! ଜିସୁ ନିଜେ ଆସି ସେମନର୍‌ ସଙ୍ଗ୍‌ ଇଣ୍ଡ୍‌ବାର୍‌ ଦାର୍‌ଲା ।
16 Men deres Øjne holdtes til, saa de ikke kendte ham.
୧୬ସେମନ୍‌ ତାକେ ଦେକ୍‌ଲାଇ, ମାତର୍‌ ଚିନି ନାପାର୍‌ଲାଇ ।
17 Men han sagde til dem: „Hvad er dette for Ord, som I skifte med hinanden paa Vejen?” Og de standsede bedrøvede.
୧୭ସେଡିକିବେଲେ ଜିସୁ ସେମନ୍‌କେ କଇଲା, “ତମେ ଇଣ୍ଡି ଇଣ୍ଡି କାର୍‌ ବିସଇନେଇକରି ଏତେକ୍‌ କାତା ଅଇଲାସ୍‌ନି?” ସେବେଲାଇ ସେମନ୍‌ ମନ୍‌ଦୁକ୍‌କରି ମୁଁ ସୁକାଇ ଟିଆଅଇଲାଇ ।
18 Men en af dem, som hed Kleofas, svarede og sagde til ham: „Er du alene fremmed i Jerusalem og ved ikke, hvad der er sket der i disse Dage?”
୧୮“ଗାଲା କେତେଦିନ୍‌ ବିତ୍‌ରେ ଜିରୁସାଲାମ୍‌ ଜନ୍‌ ଗଟ୍‍ନା ଗଟିଗାଲା ଆଚେ? ସେଟା ନାଜାନ୍‌ଲାଟା ତୁଇ ଗଟେକ୍‌ ଲକ୍‌ସେ କି?”
19 Og han sagde til dem: „Hvilket?” Men de sagde til ham: „Det med Jesus af Nazareth, som var en Profet, mægtig i Gerning og Ord for Gud og alt Folket;
୧୯ଜିସୁ ସେମନ୍‌କେ ପାଚାର୍‌ଲା, “କାଇଟା ଅଇର‍ଇବା ବିସଇ ତମେ କଇଲାସ୍‌ନି?” ସେମନ୍‌, “ନାଜରିତର୍‌ ଜିସୁକେ ଜାଇଟା ସବୁ ଗଟ୍‌ଲା । ସେ ଗଟେକ୍‌ ବବିସତ୍‌ବକ୍‌ତା ରଇଲା । ପର୍‌ମେସରର୍‌ ମୁଆଟେ ଆରି ଲକ୍‌ମନର୍‌ଟାନେ ଗଟେକ୍‌ ବପୁସଙ୍ଗର୍‌ ଲକ୍‌ ରଇଲା । ତାର୍‌ ସବୁକାମ୍‌ ଆରି କାତାଇଅନି ଏ ସବୁ ଜାନାପଡ୍‌ତେ ରଇଲା ।
20 og hvorledes Ypperstepræsterne og vore Raadsherrer have overgivet ham til Dødsdom og korsfæstet ham.
୨୦ଆମର୍‌ ମୁକିଅ ପୁଜାରିମନ୍‌ ଆରି ସାସନ୍‌ କାରିଆମନ୍‌ ତାକେ ମରନ୍‌ ଡଣ୍ଡ୍‌ ପାଇବାକେ ସତ୍‌ରୁମନ୍‌କେ ସର୍‌ପିଦେଲାଇ ଆରି ତାକେ କୁର୍‌ସେ ଚଗାଇ ମରାଇଲାଇ ।
21 Men vi haabede, at han var den, som skulde forløse Israel. Men med alt dette er det i Dag den tredje Dag, siden dette skete.
୨୧ସେ ଆକା ଇସ୍‌ରାଏଲର୍‌ ଲକ୍‌ମନ୍‌କେ ରକିଆ କର୍‌ସି ବଲି ଆସା କରି ରଇଲୁ । ମାତର୍‌ ତାକେ ମରାଇ ତିନ୍‌ଦିନ୍‌ ଅଇଲାନି ।
22 Men ogsaa nogle af vore Kvinder have forfærdet os, idet de kom aarle til Graven,
୨୨ଆମର୍‌ ଦଲର୍‌ କେତେଟା ମାଇଜିମନ୍‌ ଆମ୍‌କେ କାବାଅଇଜିବା କାତା କଇଲାଇ । ସେମନ୍‌ ଆଜି ସାକାଲ୍‌ ସାକାଲ୍‌ ତାର୍‌ ମଡ୍‌ ରଇବା ପାଆରେ ଗାଲାଇ ।
23 og da de ikke fandt hans Legeme, kom de og sagde, at de havde ogsaa set et Syn af Engle, der sagde, at han lever.
୨୩ମାତର୍‌ ତେଇ ତାର୍‌ ଗାଗଡ୍‌ ନ ରଇଲା । ସେମନ୍‌ କଇଲାଇ, ପାଆରେଅନି ବାଉଡ୍‌ଲାବେଲେ ସରଗର୍‌ ଦୁତ୍‌ମନର୍‌ ଦର୍‌ସନ୍‌ ପାଇରଇଲା ଆରି ସେ ଦୁତ୍‌ମନ୍‌ ଜାନାଇଲାଇଜେ, ସେ ଏବେ ଜିବନ୍‌ ଅଇଆଚେ ।
24 Og nogle af vore gik hen til Graven, og de fandt det saaledes, som Kvinderne havde sagt; men ham saa de ikke.”
୨୪ଆମର୍‌ ସଙ୍ଗାରିମନର୍‌ ବିତ୍‌ରେଅନି ଜେ ଜେ ସେ ପାଆରେ ଜାଇ ଦେକ୍‌ଲାଇ ମିସା ମାଇଜିମନ୍‌ ଜେନ୍ତି କଇରଇଲାଇ, ସେ ସମାନ୍‌ ଇସାବେ ଦେକ୍‌ଲାଇ । ମାତର୍‌ ସେମନ୍‌ ଜିସୁକେ ଦେକତ୍‌ ନାଇ ।”
25 Og han sagde til dem: „O I uforstandige og senhjertede til at tro paa alt det, som Profeterne have talt!
୨୫ସେବେଲେ ଜିସୁ ସେମନ୍‌କେ କଇଲା, “ତମେ କେତେକ୍‌ ବକୁଆ ଲକ୍‌ମନ୍‌, ବବିସତ୍‌ବକ୍‌ତାମନ୍‌ କଇଲା କାତା ବିସ୍‌ବାସ୍‌ କର୍‌ବାକେ କାଇକେ ଜାଗ୍‌ରତ୍‌ ଉଆସ୍‌ ନାଇ?
26 Burde ikke Kristus lide dette og indgaa til sin Herlighed?”
୨୬ଏ ସବୁ ଦୁକ୍‌କସ୍‌ଟ ପାଇଲା ପଚେସେ ପର୍‌ମେସର୍‌ ବାଚିପାଟାଇଲା କିରିସ୍‌ଟକେ ମଇମା ପାଇବାକେ ଅଇସି ।
27 Og han begyndte fra Moses og fra alle Profeterne og udlagde dem i alle Skrifterne det, som handlede om ham.
୨୭ଜିସୁ ମସାର୍‌ ବଇତେଇଅନି ଆରି ବିନ୍‌ ବିନ୍‌ ବବିସତ୍‌ବକ୍‌ତାମନ୍‌ ଲେକିରଇଲା କାତାଇ ଅନି ଆରାମ୍‌ କରି ସବୁ ଦରମ୍‌ ସାସ୍‌ତରେ ତାର୍‌ ଜେତ୍‌କି ବିସ‍ଇ ଲେକା ଅଇରଇଲା, ସେ ସବୁ ସେମନ୍‌କେ ବୁଜାଇଦେଲା ।”
28 Og de nærmede sig til Landsbyen, som de gik til; og han lod, som han vilde gaa videre.
୨୮ଆରି ସେମନ୍‌ ଜନ୍‌ ଗାଉଁ ଜିବାର୍‌ ରଇଲା, ସେ ଗାଉଁ ଲଗାଲଗି ଅଇବାକେ ଜିସୁ ଆଗ୍‌ତୁ ଗାଲାପାରା ଅଇ ଇଣ୍ଡ୍‌ବାର୍‌ ଦାର୍‌ଲା ।
29 Og de nødte ham meget og sagde: „Bliv hos os; thi det er mod Aften, og Dagen hælder.” Og han gik ind for at blive hos dem.
୨୯ମାତର୍‌ ସେ ଲକ୍‌ମନ୍‌ ଜିସୁକେ ସୁତ୍‌ରାଇ କରି କଇଲାଇ, “ଆମର୍‌ ସଙ୍ଗ୍‍ ର, କାଇକେ ବଇଲେ ବେଲ୍‌ ବସିଗାଲା ଆରି ରାତି ଅଇଗାଲାନି ।” ସେଟାର୍‌ ପାଇ ଜିସୁ ସେମନର୍‌ ସଙ୍ଗ୍‍ ରଇବାକେ ଗର୍‌ବିତ୍‌ରେ ଗାଲା ।
30 Og det skete, da han havde sat sig med dem til Bords, tog han Brødet, velsignede og brød det og gav dem det.
୩୦ଆରି ସେମନର୍‌ ସଙ୍ଗ୍‌ କାଇବାକେ ବସ୍‌ଲା । ରୁଟି ଦାରି ପର୍‌ମେସର୍‌କେ ଦନିଅବାଦ୍‌ ଦେଇକରି ସେଟା ବାଙ୍ଗାଇକରି ସେମନ୍‌କେ ଦେଲା ।
31 Da bleve deres Øjne aabnede, og de kendte ham; og han blev usynlig for dem.
୩୧ସେ ବେଲାଇ ସେମନର୍‌ ଡାବିଅଇ ଜାଇରଇଲା ଆଁକି ପିଟିଗାଲାଜେ ତାକେ ଚିନି ପାର୍‌ଲାଇ । ମାତର୍‌ ସେ ଦାପ୍‌ରେ ଜିସୁ ସେମନର୍‌ତେଇଅନି ମାୟା ଅଇଗାଲା ।
32 Og de sagde til hinanden: „Brændte ikke vort Hjerte i os, medens han talte til os paa Vejen og oplod os Skrifterne?”
୩୨ସେବେଲାଇ ସେମନ୍‌ ସେମନର୍‌ ବିତ୍‌ରେ କାତା ଅଇଲାଇ, “ଜେଡେବଲ୍‌ ସେ ଆମର୍‌ ସଙ୍ଗ୍‌ ବାଟେ କାତା ଅଇତେ ରଇଲା, ଆରି ପର୍‌ମେସରର୍‌ ସାସ୍‌ତରର୍‌ କାତା ବୁଜାଇ ଦେଇତେ ରଇଲା, ଆମର୍‌ ମନ୍‌ ବିତ୍‌ରେ ଉଡୁକ୍‌ ଦୁଡୁକ୍‌ ନ ଅଇତେ ରଇଲା କି?”
33 Og de stode op i den samme Time og vendte tilbage til Jerusalem og fandt forsamlede de elleve og dem, som vare med dem, hvilke sagde:
୩୩ସେଦାପ୍‌ରେ ସେମନ୍‌ ଦୁଇଲକ୍‌ ଉଟିକରି ଜିରୁସାଲାମେ ବାଉଡି ଉଟିଗାଲାଇ । ତେଇ ଜିସୁର୍‌ ଏଗାର୍‌ଟା ସିସ୍‌ମନ୍‌ ଆରି ବିନ୍‌ଲକ୍‌ମନ୍‌ କାତାବାର୍‌ତା ଅଇତେରଇଲାଟା ଦେକ୍‌ଲାଇ ।
34 „Herren er virkelig opstanden og set af Simon.”
୩୪ସେ ଲକ୍‌ମନର୍‌ତେଇଅନି ସେମନ୍‌ ଜିସୁମାପ୍‌ରୁ ଆରି ତରେକ୍‌ ଜିବନ୍‌ଅଇ ଉଟ୍‌ଲା ଆଚେ ଆରି ସିମନ୍‌କେ ଦେକାଇଅଇଲା ଆଚେ ବଲି ଜାନ୍‌ଲାଇ ।
35 Og de fortalte, hvad der var sket paa Vejen, og hvorledes han blev kendt af dem, idet han brød Brødet.
୩୫ତାର୍‌ ପଚେ ଦୁଇଲକ୍‌ ଇମାୟୁ ଗାଉଁ ଆଇବା ବାଟେ କାଇକାଇଟା ଅଇରଇଲା ସେଟା ସବୁ କଇଲାଇ । ଆରି ସେମନ୍‌ ଜିସୁ ରୁଟି ବାଙ୍ଗାଇ କରି ଦେଲାବେଲେ କେନ୍ତି ତାକେ ଚିନି ଦେଇରଇଲାଇ ସେଟା ମିସା ସେମନ୍‌କେ କଇଲାଇ ।
36 Men medens de talte dette, stod han selv midt iblandt dem; og han siger til dem: „Fred være med eder!”
୩୬ସେ ଦୁଇଲକ୍‌ ଏନ୍ତି କଇବା ବେଲେ ଏଦେ ଦେକା! ମାପ୍‌ରୁ ନିଜେ ସେମନର୍‌ ମଜାଇ ଟିଆଅଇଦେଲା । ଆରି ସେମନ୍‌କେ କଇଲା, “ତମ୍‌କେ ସାନ୍ତି ଅ ।”
37 Da forskrækkedes de og betoges af Frygt og mente, at de saa en Aand.
୩୭ମାତର୍‌ ସେମନ୍‌ ସବୁ ଲକ୍‌ ଏଟା ଗଟେକ୍‌ ବୁତ୍‌ ଦେକ୍‌ଲୁନି ବଲି ଡରିଗାଲାଇ ।
38 Og han sagde til dem: „Hvorfor ere I forfærdede? og hvorfor opstiger der Tvivl i eders Hjerter?
୩୮ଜିସୁ ସେମନ୍‌କେ କଇଲା, “ତମେ କାଇକେ ଡର୍‌ଲାସ୍‌ନି? ଆରି ଦେକି କରି ମିସା କାଇକେ ବିସ୍‌ବାସ୍‌ କରାସ୍‌ ନାଇ?
39 Ser mine Hænder og mine Fødder, at det er mig selv; føler paa mig og ser; thi en Aand har ikke Kød og Ben, som I se, at jeg har.”
୩୯ମର୍‌ ଆତେ ଆରି ଗଡେ ଦେକା, ଏଟା ମୁଇ ନିଜେ । ମକେ ଚିଇକରି ଦେକା । ଏଟା ମକେ ଜେନ୍ତାରି ଆଡ୍‌ ଆରି ମାଉଁସ୍‌ ଆଚେ ସେନ୍ତି ବୁତ୍‌କେ ନ ରଏ ।”
40 Og da han havde sagt dette, viste han dem sine Hænder og sine Fødder.
୪୦ଜିସୁ ଏଟା କଇକରି, ତାର୍‌ ଆତ୍‌ ଆରି ଗଡ୍‌ ସେମନ୍‌କେ ଦେକାଇଲା ।
41 Men da de af Glæde herover endnu ikke kunde tro og undrede sig, sagde han til dem: „Have I her noget at spise?”
୪୧ସେଟା ଦେକି ସେମନ୍‌ ସାର୍‌ଦା ଅଇକରି କାବାଅଇ ଗାଲାଇ ମିସା ତାକେ ବିସ୍‌ବାସ୍‌ କରତ୍‌ ନାଇ । ସେଟାର୍‌ ପାଇ ଜିସୁ ସେମନ୍‌କେ ପାଚାର୍‌ଲା, “ତମର୍‌ ଲଗେ କାଇଟା କାଇବାଟା ଆଚେ କି?”
42 Og de gave ham et Stykke af en stegt Fisk.
୪୨ସେବେଲାଇ ସେମନ୍‌ ତାକେ କଣ୍ଡେକ୍‌ ବାଜ୍‌ଲା ମାଚ୍‌ ଦେଲାଇ ।
43 Og han tog det og spiste det for deres Øjne.
୪୩ସେଟା ଜିସୁ ଦାରିକରି ସେମନର୍‌ ମୁଆଟେ କାଇଲା ।
44 Men han sagde til dem: „Dette er mine Ord, som jeg talte til eder, medens jeg endnu var hos eder, at de Ting bør alle sammen opfyldes, som ere skrevne om mig i Mose Lov og Profeterne og Psalmerne.”
୪୪ଜିସୁ ସେମନ୍‌କେ କଇଲା, “ମସାର୍‌ ନିୟମ୍‌ ଆରି ବବିସତ୍‌ବକ୍‌ତାମନ୍‌ କଇଲା କାତା ଆରି ଗିତ୍‌ସଙ୍ଗିତା ବଇଟାନେ କାଇକାଇଟା ଲେକା ଅଇଲାଆଚେ ସେ ସବୁ, ସତ୍‌ ଅଇବାର୍‌ ରଇଲା । ମୁଇ ତମର୍‌ ସଙ୍ଗ୍‌ ରଇଲାବେଲେ ଏ ସବୁ କାତା ତମ୍‌କେ କଇରଇଲି ।”
45 Da oplod han deres Forstand til at forstaa Skrifterne.
୪୫ତାର୍‌ପଚେ ଦରମ୍‌ ସାସ୍‌ତରର୍‌ ଅରତ୍‌ ବୁଜ୍‌ବାକେ ଜିସୁ ସେମନର୍‌ ବୁଜ୍‌ବା ବପୁ ଉଗାଡି ଦେଲା ।
46 Og han sagde til dem: „Saaledes er der skrevet, at Kristus skulde lide og opstaa fra de døde paa den tredje Dag,
୪୬ଆରି ସେମନ୍‌କେ କଇଲା, “ପର୍‌ମେସର୍‌ ବାଚି ପାଟାଇଲା କିରିସ୍‌ଟ ରାଜା ମୁଇ, ଏନ୍ତି ଦୁକ୍‌ କସ୍‌ଟ ପାଇକରି ମର୍‌ବି । ପଚେ ତିନ୍‌ଦିନ୍‌ ଗାଲେ ଆରି ତରେକ୍‌ ଉଟ୍‌ବି ବଲି ଲେକା ଅଇଲା ଆଚେ ।
47 og at der i hans Navn skal prædikes Omvendelse og Syndernes Forladelse for alle Folkeslagene og begyndes fra Jerusalem.
୪୭ଆରି ଜିରୁସାଲମେଅନି ଆରାମ୍‌ କରି ସବୁ ଦେସର୍‌, ସବୁ ଜାତିର୍‌ ଲକ୍‌ମନ୍‌କେ ମର୍‌ ନାଉଁଦାରି ପାପ୍‌ କେମା କରାଇ, ମନ୍‌ ବଦ୍‌ଲାଇବାକେ କଇବାର୍‌ ଆଚେ ।
48 I ere Vidner om disse Ting.
୪୮ତମେ ଏ ସବୁ ବିସଇର୍‌ ସାକି ଆଚାସ୍‌ ।
49 Og se, jeg sender min Faders Forjættelse over eder; men I skulle blive i Staden, indtil I blive iførte Kraft fra det høje.”
୪୯ଆରି ମର୍‌ ବାବା ଜନ୍‌ ଜିଦ୍‌ କରିରଇଲା, ମୁଇ ନିଜେ ସେଟା ପାଟାଇବି । ମାତର୍‌ ତମେ ପର୍‌ମେସରର୍‌ ଟାନେଅନି ବପୁ ନ ମିଲ୍‌ବା ଜାକ, ଏ ଜିରୁସାଲମେସେ ରୁଆ ।”
50 Men han førte dem ud til hen imod Bethania, og han opløftede sine Hænder og velsignede dem.
୫୦ତାର୍‌ପଚେ ଜିସୁ ସେମନ୍‌କେ ବେତ୍‌ନିଆ ନାଉଁର୍‌ ଜାଗାଇ ଜିବା ବାଟ୍‌ଜାକ ଡାକିନେଲା । ଆରି ସେମନ୍‌କେ ଆତ୍‌ ଟେକି ଆସିର୍‌ବାଦ୍‌ କଲା ।
51 Og det skete, idet han velsignede dem, skiltes han fra dem og opløftedes til Himmelen.
୫୧ସେ ଏନ୍ତି ସେମନ୍‌କେ ଆସିର୍‌ବାଦ୍‌ କର୍‌ବାବେଲେ ପର୍‌ମେସର୍‌ ତାକେ ସରଗ୍‌ପୁରେ ଦାରିଗାଲା ।
52 Og efter at have tilbedet ham vendte de tilbage til Jerusalem med stor Glæde.
୫୨ସେମନ୍‌ ତାକେ ଜୁଆର୍‌ କଲାଇ ଆରି ସାର୍‌ଦାଅଇ ଜିରୁସାଲମେ ବାଉଡି ଆଇଲାଇ ।
53 Og de vare stedse i Helligdommen og priste Gud.
୫୩ସବୁବେଲା ମନ୍ଦିରେ ରଇକରି ପର୍‌ମେସରର୍‌ ଡାକ୍‌ପୁଟା କର୍‌ବାର୍‌ ଦାର୍‌ଲାଇ ।

< Lukas 24 >