< Kolossensern 1 >
1 Paulus, Kristi Jesu Apostel ved Guds Villie, og Broderen Timotheus
ଇସ୍ୱରାର୍ ଇଚା ହଃର୍କାରେ ପାଉଲ୍ କ୍ରିସ୍ଟ ଜିସୁର୍ ଗଟେକ୍ ପେରିତ୍ ଚେଲା ଆର୍ ଅଃମାର୍ ବାୟ୍ ତିମତି ।
2 til de hellige og troende Brødre i Kristus i Kolossæ: Naade være med eder og Fred fra Gud vor Fader!
କଲସିଏ ରେତା ସାଦୁ ଆର୍ କ୍ରିସ୍ଟର୍ ତଃୟ୍ ବିସ୍ୱାସି ବାୟ୍ବେଣିମଃନ୍କାର୍ ହାକ୍ ଲେକୁଲା; ଅଃମିମଃନାର୍ ଉବା ଇସ୍ୱରାର୍ ତଃୟ୍ ଦଃୟା ଆର୍ ସୁସ୍ତା ତୁମିମଃନ୍କେ ଅଃଉଅ ।
3 Vi takke Gud og vor Herres Jesu Kristi Fader altid, naar vi bede for eder,
ଅଃମିମଃନ୍ ତୁମିମଃନାର୍ ହାଁୟ୍ ପାର୍ତ୍ନା କଃରି ଅଃମାର୍ ମାପ୍ରୁ ଜିସୁ କ୍ରିସ୍ଟାର୍ ଉବାସି ଇସ୍ୱର୍କେ ସଃବୁବଃଳ୍ ଦନ୍ୟବାଦ୍ ଦେଉଁଲୁ ।
4 da vi have hørt om eders Tro paa Kristus Jesus og den Kærlighed, som I have til alle de hellige
କ୍ରିସ୍ଟଜିସୁର୍ ତଃୟ୍ ତୁମିମଃନାର୍ ବିସ୍ୱାସ୍ ଆର୍ ସଃର୍ଗେ ତୁମିମଃନ୍କାର୍ ହାୟ୍ ସଃଙ୍ଗାୟ୍ଲା ବଃର୍ସା ର୍ଗିନେ ସଃବୁ ସାଦୁମଃନ୍କେ ତୁମିମଃନାର୍ ଲାଡ୍ ସୁଣି ଆଚୁ ।
5 paa Grund af det Haab, som er henlagt til eder i Himlene, om hvilket I forud have hørt i Evangeliets Sandheds Ord,
ସେ ବଃର୍ସାର୍ କଃତା ତୁମିମଃନ୍ ନିକ କବୁରାର୍ ସଃତ୍ କଃତାୟ୍ ହୁର୍ବେ ସୁଣିଆଚାସ୍ । ସେରି ତୁମାର୍ ଗିନେ ସଃର୍ଗେ ସଃଙ୍ଗାୟ୍ ଅୟ୍ଆଚେ ।
6 der er kommet til eder, ligesom det ogsaa er i den hele Verden, idet det bærer Frugt og vokser, ligesom det ogsaa gør iblandt eder fra den Dag, I hørte og erkendte Guds Naade i Sandhed,
ଜୁୟ୍ ନିକ କବୁର୍ ତୁମିମଃନ୍ ହଃର୍ତୁ ସୁଣି ସଃତ୍ କଃଲାସ୍ ଆରେକ୍, ସେରି ଜଃନ୍କଃରି ସଃବୁ ଅଃବେ ଜଃଗତେ ଉର୍ଜି ଅଃଉଁଲି, ଆର୍ ଆସିର୍ବାଦ୍ ଆଣିଆଚେ ତୁମିମଃନ୍କେ ଜୁୟ୍ ଦିନ୍ ସେରି ସୁଣି ସଃତ୍କଃରି ଇସ୍ୱରାର୍ ଦଃୟାର୍ ବୁଦି ହାୟ୍ଲାସ୍, ସେଦିନ୍ହୁଣି ତୁମିମଃନାର୍ ବିତ୍ରେ ହେଁ ସେରକମ୍ ଅୟ୍ ଆସୁଲି ।
7 saaledes som I have lært af Epafras, vor elskede Medtjener, som er en tro Kristi Tjener for eder,
ଅଃମିମଃନାର୍ ସଃଙ୍ଗ୍ ରେତା ଲାଡାର୍ ସେବାକାରି ଏପାପ୍ରାର୍ ତଃୟ୍ ଇସ୍ୱରାର୍ ଆସିର୍ବାଦାର୍ ବିସୟ୍ ଜାଣିଆଚାସ୍ ଅଃମାର୍ ବାଦୁଲେ ଜେ କି କ୍ରିସ୍ଟର୍ ବିସ୍ୱାସି ହାୟ୍ଟି କଃରୁ ।
8 han, som ogsaa gav os eders Kærlighed i Aanden til Kende.
ସେ ହେଁ ପବିତ୍ର ଆତ୍ମା ଦିଲାର୍ ତୁମିମଃନାର୍ ଲାଡ୍ କଃତା ଅଃମିମଃନ୍କ୍ ଜାଣାୟ୍ ଆଚେ ।
9 Derfor have ogsaa vi fra den Dag, vi hørte det, ikke ophørt at bede for eder og begære, at I maatte fyldes med Erkendelsen af hans Villie i al Visdom og aandelig Indsigt
ଇତାର୍ ଗିନେ ତୁମିମଃନାର୍ ବିସୟେ ସୁଣ୍ଲା ବଃଳ୍ହୁଣି ସଃବୁବଃଳ୍ ତୁମାର୍ ଗିନେ ପାର୍ତ୍ନା କଃରୁଲୁ । ପବିତ୍ର ଆତ୍ମା ଦିଲା ସଃବୁ ଗିଆନ୍ ଆର୍ ବୁଜ୍ତା ସଃକ୍ତି ସଃଙ୍ଗ୍ ଇସ୍ୱରାର୍ ଇଚା ହୁର୍ନ୍ ବାବେ ଜଃନ୍କଃରି ତୁମିମଃନ୍ ଜାଣୁ ହାରାସ୍ ଇତାର୍ ଗିନେ ତୁମାର୍ ହାୟ୍ ପାର୍ତ୍ନା କଃରୁଲେ ।
10 til at vandre Herren værdigt, til alt Velbehag, idet I bære Frugt og vokse i al god Gerning ved Erkendelsen af Gud,
ତଃନ୍ଅଲେ ତୁମିମଃନ୍ ମାପ୍ରୁର୍ ଇଚା ହଃର୍କାରେ ଜିବନ୍ କାଟୁ ହାରାସ୍ ଆର୍ ତାର୍ ସଃର୍ଦାର୍ କାମ୍ କଃରୁ ହାରାସ୍ । ତୁମିମଃନ୍ ସଃବୁ ରଃକମାର୍ ନିକ କାମ୍ କଃରୁ ହାରାସ୍ । ଆର୍ ଇସ୍ୱରାର୍ ବିସୟେ ତୁମାର୍ ଗିଆନ୍ ବାଡେଦ୍ ।
11 idet I styrkes med al Styrke efter hans Herligheds Kraft til al Udholdenhed og Taalmodighed med Glæde
ଆର୍ ସଃବୁ ବିସୟେ ସାସ୍ବାନ୍ଦ୍ତାର୍ ଆର୍ ଦିର୍ସୁସ୍ତାୟ୍ ଅଃଉଁକେ ତାର୍ ଜଃଜ୍ମାନ୍ ସଃକ୍ତି ହଃର୍କାରେ ସଃକ୍ତି ଅଃଉଆ ।
12 og takke Faderen, som gjorde os dygtige til at have Del i de helliges Arvelod i Lyset,
ଆରେକ୍ ଜୁୟ୍ ଉବା ଉଜାଳେ ଦଃର୍ମିମଃନାର୍ ଅଃଦିକାରାର୍ ବାଟା ହାଉଁକେ ତୁମିମଃନ୍କେ ଜୟଃଗ୍ କଃରିଆଚେ, ଇତାର୍ ଗିନେ ସଃର୍ଦାର୍ ସଃଙ୍ଗ୍ ତାକେ ଦନ୍ୟବାଦ୍ କଃରା ।
13 han, som friede os ud af Mørkets Magt og satte os over i sin elskede Søns Rige,
ସେ ଅଃମିମଃନ୍କ୍ ଅଃନ୍ଦାରାର୍ ଅଃଦିକାରେ ହୁଣି ରଃକ୍ୟା କଃରି ଅଃହ୍ଣାର୍ ଲାଡାର୍ ହୟ୍ସିର୍ ବିବ୍ତି ନାୟ୍ଲାର୍ ରାଇଜ୍ ବିତ୍ରେ ଆଣିଆଚେ ।
14 i hvem vi have Forløsningen, Syndernes Forladelse,
ଜିସୁର୍ ଗିନେ ଅଃମିମଃନ୍ ମୁକ୍ଳି ଆଚୁ ତାର୍ ଅଃର୍ତ୍ ଅଃଉଁଲି ହାହ୍ କେମା ହାୟ୍ ଆଚୁ ।
15 han, som er den usynlige Guds Billede, al Skabnings førstefødte;
କ୍ରିସ୍ଟ ନଃଡିସ୍ତାର୍ ଇସ୍ୱରାର୍ ଡିସ୍ତାର୍ ବାନି ମୁର୍ତି, ସଃବୁ ଉବ୍ଜାଣାର୍ ହଃର୍ତୁ ଜାତ୍ ଆର୍ ସଃବୁ ଉବ୍ଜାଣ୍ ତଃୟ୍ ହୁଣି ବଃଡ୍ ।
16 thi i ham bleve alle Ting skabte i Himlene og paa Jorden, de synlige og de usynlige, være sig Troner eller Herredømmer eller Magter eller Myndigheder. Alle Ting ere skabte ved ham og til ham;
କାୟ୍ତାକ୍ବଃଲେକ୍ ଡିସ୍ତାର୍ ଆର୍ ନଃଡିସ୍ତାର୍ ଆସ୍ତିବାଡି, ସଃର୍ଗେ ଆର୍ ହୁର୍ତିଏ ସଃବୁ ବିସୟ୍ ସେ ଉବ୍ଜାଣ୍ କଃଲା, ରାଜ୍ଗାଦି କି ରଃଜାମଃନ୍ ଆର୍ ସଃବୁ ଅଃଦିକାରିମଃନ୍କେ ଉବ୍ଜାୟ୍ଲା ଇସ୍ୱର୍ ସେ ନିଜେ ଆର୍ ତାର୍ ଗିନେ ସଃବୁ ଜଃଗତ୍ ଉବ୍ଜାଣ୍ କଃଲା ଆର୍ ତାର୍ ହାଁୟ୍ ଉବ୍ଜାଣ୍ ଅୟ୍ଆଚେ ।
17 og han er forud for alle Ting, og alle Ting bestaa ved ham.
ସଃବୁ ଉବ୍ଜାଣ୍ ଅଃଉତା ହୁର୍ବେହୁଣି କ୍ରିସ୍ଟ ଆଚେ ଆର୍ ତାର୍ ତଃୟ୍ ଜଳି ଅୟ୍ଲାକ୍ ସଃବୁ କଃତାର୍ ରୁହ୍ ଆଚେ ।
18 Og han er Legemets Hoved, nemlig Menighedens, han, som er Begyndelsen, førstefødt ud af de døde, for at han skulde blive den ypperste i alle Ting;
ଆର୍ ସେ ମଣ୍ଡ୍ଳି ରୁହାର୍ ଗଃଗାଳାର୍ ମୁଣ୍ଡ୍ହର୍, ସେ ମୁଳେହଃଣି, ମଃଲାମଃନ୍କାର୍ ବିତ୍ରେ ହଃର୍ତୁ ଉଟିରିଲା ହଃର୍ତୁଜାତ୍ ହିଲା, ଜୁୟ୍ତାର୍ ଗିନେ ସେ ସଃବୁ ବିସୟେ ହଃର୍ତୁ ଟାଣ୍ ହାଉତାର୍ ଜୟ୍ଗ୍ ।
19 thi det behagede Gud, at i ham skulde hele Fylden bo,
କାୟ୍ତାକ୍ବଃଲେକ୍ ଇସ୍ୱରାର୍ ଟିକ୍ କଃଲା ହଃର୍କାରେ ହୟ୍ସି ନିଜେ ଇସ୍ୱରାର୍ ହୁର୍ନ୍ ଗୁଣ୍ ଦଃରେଦ୍ ।
20 og ved ham at forlige alle Ting med sig, være sig dem paa Jorden eller dem i Himlene, idet han stiftede Fred ved hans Kors's Blod.
ହୟସି ଗିନେ ସଃବୁ ଜଃଗତ୍କେ ବାଉଳାୟ୍ ଆଣୁକେ ଟିକ୍ କଃଲା ଆର୍ କ୍ରୁସେ ତାର୍ ହୟ୍ସିର୍ ମଃର୍ନ୍ ଗିନେ ତିର୍ କଃରିଆଚେ । ଆର୍ ହୁର୍ତି ଆର୍ ସଃର୍ଗେ ରିଲାର୍ ସଃବୁ ବିସୟ୍କେ ନିଜାର୍ ତଃୟ୍ ବାଉଳାୟ୍ ଆଣେଦ୍ ।
21 Ogsaa eder, som fordum vare fremmedgjorte og fjendske af Sindelag i eders onde Gerninger,
ଆର୍, ହୁର୍ବେ କଃରାବ୍ ବାବ୍ନା ମିଚ୍ କାମ୍ କଃରି ତୁମିମଃନ୍ ଇସ୍ୱରାର୍ ତଃୟ୍ ହୁଣି ବିନ୍ ରିଲାସ୍ ଆର୍ ମଃନେ ସଃତ୍ ନଃରିଲାସ୍ ।
22 har han dog nu forligt i sit Køds Legeme ved Døden for at fremstille eder hellige og ulastelige og ustraffelige for sit Aasyn,
ମଃତର୍ ଅଃବେ ଇସ୍ୱର୍ ତୁମିମଃନ୍କେ ହେଁ ଅଃହ୍ଣାର୍ ମୁଏଁ ନିର୍ମୁଳ୍, ଲିନ୍ଦା ନଃହାୟ୍ଲାର୍ ଆର୍ ନିର୍ଦସି କଃରି ତାହୁନ୍ କଃରୁକେ କ୍ରିସ୍ଟର୍ ମାସାର୍ ଗଃଗାଳେ ମଃଲାକେ ତୁମିମଃନ୍କେ ଆରେକ୍ ନିଜାର୍ ସଃଙ୍ଗ୍ ମିସାୟ୍ ଆଚେ ।
23 saa sandt I blive i Troen, grundfæstede og faste, uden at lade eder rokke fra Haabet i det Evangelium, som I have hørt, hvilket er blevet prædiket i al Skabningen under Himmelen, og hvis Tjener jeg Paulus er bleven.
ତୁମିମଃନ୍ ଜଃବେ ବିସ୍ୱାସେ ମୁଳ୍ରି ଜାଣି ଅଃଟୁଆ ରଃୟ୍ ନିକ କବୁରେ ରିଲା ବଃର୍ସା ଚାଡି ଏଣେ ତେଣେ ନଃଉଆଁ । ସେ ସଃବୁ ଅଃଗାସ୍ ତଃଳେ ରିଲା ସଃବୁ ଜଃଗତେ ପର୍ଚାର୍ ଅୟ୍ଆଚେ ତୁମିମଃନ୍ ସୁଣିଆଚାସ୍, ଆର୍ ମୁୟ୍ଁ ପାଉଲ୍ ସେତିର୍ ଗଟେକ୍ ସେବାକାରି ଅୟ୍ ଆଚି ।
24 Nu glæder jeg mig over mine Lidelser for eder, og hvad der fattes i Kristi Trængsler, udfylder jeg i mit Kød for hans Legeme, som er Menigheden,
ମୁୟ୍ଁ ତୁମିମଃନାର୍ ଗିନେ ଜୁୟ୍ ସଃବୁ ଦୁକ୍ ବୟ୍ଗ୍ ତଃୟ୍, ଅଃବେ ସଃର୍ଦା କଃରୁଲେ, ଆର୍ କ୍ରିସ୍ଟର୍ ଜୁୟ୍ ଦୁକ୍ବୟଗ୍ ବାକିଆଚେ, ସେରି ମୁୟ୍ଁ ତାର୍ ଗଃଗାଳ୍ ହର୍ ମଣ୍ଡ୍ଳିର୍ ହାଁୟ୍ ମର୍ ଗଃଗାଳେ ହୁରୁଣ୍ କଃରୁଲେ ।
25 hvis Tjener jeg er bleven efter den Guds Husholdning, som blev given mig over for eder, nemlig fuldelig at forkynde Guds Ord,
ଇସ୍ୱର୍ ମକେ ଜୁୟ୍ ସେବାକାରି ହଃଦ୍ ତୁମିମଃନାର୍ ହାଁୟ୍ ଦଃୟ୍ଆଚେ ସେ ହଃର୍କାରେ ମୁୟ୍ଁ ସେ ମଣ୍ଡ୍ଳିର୍ ଗଟ୍ ସେବାକାରି ଅୟ୍ ଆଚି, ଜଃନ୍କଃରି ମୁୟ୍ଁ ଇସ୍ୱରାର୍ କଃତା ହୁର୍ଣ୍ଣକଃରି ପର୍ଚାର୍ କଃରିନ୍ଦ୍ ।
26 den Hemmelighed, der var skjult igennem alle Tider og Slægter, men nu er bleven aabenbaret for hans hellige, (aiōn )
ସେ ଗୁପ୍ତକଃତା ହୁର୍ବେ ଆର୍ ଦାଦିବାବୁ ମଃନାର୍ ତଃୟ୍ହୁଣି ଗୁପ୍ତ ଅୟ୍ରିଲି, ମଃତର୍ ଅଃବେ ସେରି ତାର୍ ସାଦୁ ଲକ୍ମଃନାର୍ ତଃୟ୍ ଜାଣା ହଃଳିଆଚେ । (aiōn )
27 hvem Gud vilde tilkendegive, hvilken Rigdom paa Herlighed iblandt Hedningerne der ligger i denne Hemmelighed, som er Kristus i eder, Herlighedens Haab,
ଅଜିଉଦିମଃନାର୍ ତଃୟ୍ଁ ସେ ଗୁପ୍ତ କଃତାର୍ ଜଃଜ୍ମାନାର୍ ଦଃନ୍ ଜେ କାୟ୍ରି, ସେରି ଇସ୍ୱର୍ ଅଃହ୍ଣାର୍ ଲକ୍ମଃନାର୍ ତଃୟ୍ କଃଉଁକେ ମଃନ୍କଃଲା; ସେ ଗୁପ୍ତ୍କଃତା ଇରି, ତୁମିମଃନାର୍ ବିତ୍ରେ କ୍ରିସ୍ଟ ସେ ଜଃଜ୍ମାନାର୍ ବଃର୍ସାହର୍ ।
28 hvem vi forkynde, idet vi paaminde hvert Menneske og lære hvert Menneske med al Visdom, for at vi kunne fremstille hvert Menneske som fuldkomment i Kristus;
ତାକେ ଅଃମିମଃନ୍ ପର୍ଚାର୍ କଃରୁଲୁ, ଆର୍ ହଃତିଲକେ ଚେତ୍ନା ଆର୍ ହୁର୍ନ୍ ଗିଆନ୍ ସଃଙ୍ଗ୍ ସିକ୍ୟା ଦେଉଁଲୁ, ଜଃନ୍କଃରି ଅଃମିମଃନ୍ ହଃତିଲକେ କ୍ରିସ୍ଟର୍ ମିଳାମିସାୟ୍ ସିଦ୍ କଃରି ଦଃକାଉଁ ହାରୁ ।
29 hvorpaa jeg ogsaa arbejder, idet jeg kæmper ifølge hans Kraft, som virker mægtigt i mig.
ଇ କାମ୍ ହୁରୁଣ୍ କଃରୁକେ ମର୍ ତଃୟ୍ ଚାଲ୍ତା କ୍ରିସ୍ଟ ଦଃୟ୍ ରିଲା ବଃଡ୍ ସଃକ୍ତିକେ କାମେ ଲାଗାୟ୍ ଜିବନ୍ ହଃରାଣ୍ ଦଃୟ୍ ଚେସ୍ଟା ଆର୍ କଃସ୍ଟ୍ କଃରୁଲେ ।