< 2 Tessalonikerne 2 >

1 Men vi bede eder, Brødre! angaaende vor Herres Jesu Kristi Tilkommelse og vor Samling til ham,
ଏ ବାଇବଇନିମନ୍‌, ମାପ୍‌ରୁ ଜିସୁକିରିସ୍‌ଟ ଆରିତରେକ୍‌ ଆଇବା ବିସଇ ଆରି ତାର୍‌ଲଗେ ଆମେ ସବୁଲକ୍‌ ରୁଣ୍ଡ୍‌ଅଇବା ବିସଇ, ତମ୍‌କେ ଆମେ ବାବୁଜିଆ କଲୁନି ।
2 at I ikke i en Hast maa lade eder bringe fra Besindelse eller forskrække hverken ved nogen Aand eller ved nogen Tale eller Brev, der skulde være fra os, som om Herrens Dag var lige for Haanden.
କାର୍‌ଲଗେଅନି ମିସା ମାପ୍‌ରୁର୍‌ ଦିନ୍‌ କେଟ୍‌ଲାବେ, ବଲିକରି ସୁନିଦେଇ କିଲ୍‌ବିଲ୍‌ ଉଆନାଇ । ଜଦି ସେ କବର୍‌ ଆମେ ବବିସତ୍‍କାତା କଇଲୁ କି ଜାନାଇଲୁ ନଇଲେ ଚିଟିଟାନେ ଲେକିଆଚତ୍‌ ବଲି ସୁନ୍‌ଲେ ମିସା ସେନ୍ତାର୍‌ ଉଆନାଇ ।
3 Lad ingen bedrage eder i nogen Maade; thi først maa jo Frafaldet komme og Syndens Menneske aabenbares, Fortabelsens Søn,
କେ ମିସା ସେନ୍ତାରିକରି ତମ୍‌କେ ବୁଲ୍‌ ବାଟେ ନ ନେଅ । କାଇକେବଇଲେ ପର୍‌ତୁମ୍‌ ଦରମର୍‌ ପାଇ ବିରଦ୍‌ ଅଇସି । ତାର୍‌ପଚେ ବିନାସ୍‌ କରୁ ଜେ କି ପାପି ମୁନୁସ୍‌ ଆଇବା ଦର୍‌କାର୍‌ । ସେ ପାପି ମୁନୁସ୍‌ ନ ସାର୍‌ବା ମରନେ ଜାଇସି ।
4 han, som sætter sig imod og ophøjer sig over alt, hvad der kaldes Gud eller Helligdom, saa at han sætter sig i Guds Tempel og udgiver sig selv for at være Gud.
ସେ ଦୁରାଚାର୍‌ ମୁନୁସ୍‌ ଜନ୍‌ ସବୁ ବିସଇ ପର୍‌ମେସରର୍‌ ବଲି ଲକ୍‌ମନ୍‌ ପୁଜା କଲାଇନି, ସବୁର୍‍ଟାନେଅନି ସେ ନିଜେ ମୁକିଅ ବଲି କଇସି । ଜେନ୍ତି କି ପର୍‌ମେସରର୍‌ ମନ୍ଦିରେ ବସିକରି ମୁଇ ଆକା ପର୍‌ମେସର୍‌, ବଲି ଦେକାଇ ଅଇସି ।
5 Komme I ikke i Hu, at jeg sagde eder dette, da jeg endnu var hos eder?
ମୁଇ ତମର୍‌ ସଙ୍ଗ୍‍ ରଇଲାବେଲେ ତର୍‌କେ ତର୍‌ ଏ ସବୁ ବିସଇ ଏତାଇ ଦେଇତେ ରଇଲି । ସେଟା କାଇ ତମର୍‌ ମନେ ନାଇ କି?
6 Og nu vide I, hvad der holder ham tilbage, indtil han aabenbares i sin Tid.
ଅଇଲେମିସା ସେ ବିପଦ୍‌ ଏବେ ନ ଗଟେତା । କାଇକେବଇଲେ ତାର୍‌ସଙ୍ଗ୍‌ ଜୁଜ୍‌ବାକେ ଏବେ ଗଟେକ୍‌ ବପୁ ଆଚେ । ସେଟା କାଇ ତମେ ଜାନାସ୍‌ କି? ସମାନ୍‌ ବେଲାଇ ସେ କାରାପ୍‌ ଲକ୍‌ ବାରଇସି ।
7 Thi Lovløshedens Hemmelighed virker allerede, kun at den, som nu holder tilbage, først maa komme af Vejen,
କାଇକେବଇଲେ ଏବେ ମିସା ଲୁଚ୍‌ତେ ଅନିଆଇର୍‌ ପାପ୍‌ କାମ୍‌ ଚାଲିଆଚେ । ଜନ୍‌ କାରାପ୍‌ ଲକ୍‌ ମାପ୍‌ରୁର୍‌ ବାଟେ ଜିବା ଲକ୍‌ମନ୍‌କେ ବିରଦ୍‌ କଲାନି, ସେ ଲକ୍‌ ବିନାସ୍‌ ନ ଅଇବା ଜାକ, ଏଟା ଏନ୍ତିସେ ଅଇତେରଇସି ।
8 og da skal den lovløse aabenbares, hvem den Herre Jesus skal dræbe med sin Munds Aande og tilintetgøre ved sin Tilkommelses Aabenbarelse,
ସେଡ୍‌କିବେଲେ ସେ କାରାପ୍‌ ଲକ୍‌ ଦେକାଇ ଅଇସି । ତାକେ ମାପ୍‌ରୁ ଜିସୁ ତାର୍‌ ନିଜର୍‌ ଟଣ୍ଡେଅନି ବାରଇବା ପୁଣ୍ଡା ସଙ୍ଗ୍‌ ନାସ୍‌ କର୍‌ସି । ଆରି ତରେକ୍‌ ସେ ଡାକ୍‌ପୁଟା ସଙ୍ଗ୍‌ ଆଇବାବେଲେ ସେ କାରାପ୍‌ ଲକ୍‌ ବିନାସ୍‌ ଅଇଜାଇସି ।
9 han, hvis Komme sker ifølge Satans Kraft, med al Løgnens Magt og Tegn og Undere
ସେ କାରାପ୍‌ ଲକ୍‌, ସଇତାନର୍‌ ବପୁ ପାଇକରି ଆଇସି । ଆରି କାବା ଅଇବା କାମ୍‌ମନ୍‌ କରି ଦେକାଇସି ।
10 og med alt Uretfærdigheds Bedrag for dem, som fortabes, fordi de ikke toge imod Kærligheden til Sandheden, saa de kunde blive frelste.
୧୦କେତେ କେତେ ଲକ୍‌ମନ୍‌ ସେ କର୍‌ବା କାମେ ଜାଇ କିଲ୍‌ବିଲ୍‌ ଅଇବାଇ ଆରି ନସ୍‌ଟ ଅଇଜିବାଇ । ଜନ୍‌ ସତ୍‌ ମାନିକରି ସେବାଟେ ଗାଲେ, ସେମନ୍‌ ନ ସର୍‌ବା ଜିବନ୍‌ ପାଇତାଇ, ସେଟା ଚାଡିଦେଇରଇବା ଲାଗି ସେମନ୍‌କେ ଏ ଦସା ଅଇସି ।
11 Og derfor sender Gud dem kraftig Vildfarelse, saa at de tro Løgnen,
୧୧ସେମନ୍‌ ଜେନ୍ତିକି ମିଚ୍‌ କାତା ବିସ୍‌ବାସ୍‌ କର୍‌ବାଇ, ସେଟାର୍‌ପାଇ ପର୍‌ମେସର୍‌ ସେମନର୍‌ଟାନେ ସତ୍‌ ନଇବା ବପୁ ପାଟାଇସି ।
12 for at de skulle dømmes, alle de, som ikke troede Sandheden, men fandt Behag i Uretfærdigheden.
୧୨ଜେନ୍ତିକି ଜନ୍‌ ଲକ୍‌ମନ୍‌ ସତ୍‌ ବିସଇ ବିସ୍‌ବାସ୍‌ ନ କରି ମିଚ୍‌ ବିସ‍ଇ ବିସ୍‌ବାସ୍‌ କରି ସାର୍‌ଦା ଅଇବାଇ, ସେମନ୍‌ ସବୁଲକ୍‌ ଏ ରକାମ୍‌ ଡଣ୍ଡ୍‌ ପାଇବାଇ ।
13 Men vi ere skyldige at takke Gud altid for eder, I af Herren elskede Brødre! fordi Gud har udvalgt eder fra Begyndelsen til Frelse ved Aandens Helligelse og Tro paa Sandheden,
୧୩ତେବର୍‌ପାଇ ଏ ବାଇବଇନିମନ୍‌, ତମର୍‌ପାଇ ସବୁବେଲେ ପର୍‌ମେସର୍‌କେ ଦନିଅବାଦ୍‌ ଦେବାର୍‍ ଆଚେ । କାଇକେ ବଇଲେ ପର୍‌ମେସର୍‌ ତମ୍‌କେ ଆଲାଦ୍‌ କଲାନି ଆରି ଆଗେଅନି ସେ ତମ୍‌କେ ବାଚ୍‌ଲା ଆଚେ । ଜେନ୍ତିକି ସେ ତମ୍‌କେ ରକିଆ କରି ପାର୍‌ସି । ସୁକଲ୍‌ ଆତ୍‌ମାର୍‌ କାମର୍‌ ଲାଗି ତମେ ସୁକଲ୍‌ ଅଇ ସତ୍‌ ବିସଇ ବିସ୍‌ବାସ୍‌ କରି ପାର୍‌ସା ।
14 hvortil han kaldte eder ved vort Evangelium, for at I skulde vinde vor Herres Jesu Kristi Herlighed.
୧୪ଆମେ ତମର୍‌ଟାନେ ଜନ୍‌ ନିମାନ୍‌ କବର୍‌ ଜାନାଇଆଚୁ, ସେଟାର୍‌ଲାଗି ପର୍‌ମେସର୍‌ ତମ୍‌କେ ବାଚ୍‌ଲା ଆଚେ । ଆମର୍‌ ମାପ୍‌ରୁ ଜିସୁ କିରିସ୍‌ଟର୍‌ ନାଉଁ ଡାକ୍‌ପୁଟା ଅଇବା ଟାନେ ମିସାଇବାକେ ବାଚିଆଚେ ।
15 Saa staar da fast, Brødre! og holder fast ved de Overleveringer, hvori I bleve oplærte, være sig ved vor Tale eller vort Brev.
୧୫ତେବେ ଏ ବାଇବଇନିମନ୍‌, ତମେ ତବିର୍‌ ଅଇକରି ରୁଆ । ଆମେ ବାକିଅ ଦେଲାଟାନେ ଅନି, କି ଚିଟିତେଇ ଅନି ତମେ ଜନ୍‌ଟା ସିକିଆଚାସ୍‌, ସେ ସବୁ ଚାଡାନାଇ ।
16 Men han selv, vor Herre Jesus Kristus og Gud vor Fader, som har elsket os og givet os en evig Trøst og et godt Haab i Naade, (aiōnios g166)
୧୬ନିଜେ ଆମର୍‌ ମାପ୍‌ରୁ ଜିସୁ କିରିସ୍‌ଟ, ଆରି ଜନ୍‌ ଆମର୍‌ ବାବା ପର୍‌ମେସର୍‌ ଆମ୍‌କେ ଆଲାଦ୍‌ କଲା, ସେ ଆକା ଆମ୍‌କେ ଜିବନ୍‌ ଦୁକାଇକରି କେବେ ନ ସାର୍‌ବା ବପୁ ଆରି ଆସା ଦେଇଆଚେ । (aiōnios g166)
17 han trøste eders Hjerter og styrke eder i al god Gerning og Tale!
୧୭ସେ ସବୁବେଲେ ସତ୍‌ କାମ୍‌ କର୍‌ବାକେ ଆରି ବାକିଅତେଇ ତବିର୍‌ ଅଇ ରଇବାକେ ସାଇଜ କର ।

< 2 Tessalonikerne 2 >