< Římanům 10 >
1 Bratři, denně prosím Boha za Izraelce, aby si uvědomili svůj omyl.
୧ଏ ବାଇବଇନିମନ୍, ମର୍ ନିଜର୍ ଲକ୍ ମୁକ୍ତି ପାଅତ୍ ବଲି ମୁଇ ବେସି ମନ୍ କଲିନି । ଆରି ଏଟାର୍ପାଇ ମୁଇ ସବୁବେଲେ ପର୍ମେସର୍କେ ପାର୍ତନା କଲିନି ।
2 Musí se jim přiznat, že o Boží přízeň horlivě usilují, ale mají klapky na očích.
୨ସେମନ୍ ପରମେସର୍କେ ପୁରାପୁରୁନ୍ ବିସ୍ବାସ୍ କଲାଇନି । ମାତର୍ ତାକେ କେନ୍ତାରି ସାର୍ଦା କରାଇବାର୍ ଆଚେ, ସେଟା ନାଜାନତ୍ ।
3 Nepochopili ospravedlnění v tom způsobu, jak je nabízí Bůh, a proto je odmítají a chtějí si je vydobýt sami.
୩ଲକ୍ମନ୍କେ ନିଜର୍ ମୁଆଟେ ଦରମ୍ ବଲାଇ ଅଇବାକେ, ପରମେସର୍ ଜନ୍ ଜଜ୍ନା କଲା, ସେଟା ସେମନ୍ ନିଚ୍ଲାଇ । ମାତର୍ ନିଜେ ଜଜ୍ନା ତିଆର୍ କରି, ନିୟମର୍ ବାଟେ ଇଣ୍ଡ୍ଲାଇ ।
4 Zákon je měl přece přivést ke Kristu, který je vrcholem a dává bezúhonnost tomu, kdo věří.
୪କିରିସ୍ଟ ଆଇଲାତେଇଅନି ନିୟମ୍ ମାନ୍ବାଟା କାଇ ମୁଲିଅ ନାଇ । ଜେନ୍ତାରି କି ତାକେସେ ବିସ୍ବାସ୍ କଲେ, ମୁନୁସ୍ ପରମେସରର୍ ମୁଆଟେ ଦରମ୍ ଲକ୍ ବଲି ଏଜାଇ ଅଇସି ।
5 Mojžíš řekl, že člověk získá život plněním zákona; říkejme tomu ospravedlnění cestou zákona.
୫ନିୟମ୍ ମାନ୍ବାତେଇଅନି ଦରମ୍ଲକ୍ ଅଇବା ବିସଇ ମସା ଲେକ୍ଲା ଆଚେ । ଜଦି ଜନ୍ ଲକ୍ମନ୍ ନିୟମର୍ ସବୁଜାକ ଆଦେସ୍ ମାନ୍ବାଇ, ସେମନ୍ ବଁଚ୍ବାଇ ।
6 Ospravedlnění cestou víry je však něco jiného. Klíč k životu není třeba hledat v nadpozemských výšinách,
୬ମାତର୍ ଲକ୍ମନ୍ ବିସ୍ବାସ୍କରି ପର୍ମେସରର୍ ମୁଆଟେ ଦରମ୍ ବଲାଇଅଇବାଇ, ସେ ବିସଇ ସାସ୍ତରେ ଏନ୍ତି ଲେକାଆଚେ, କେ ସର୍ଗେ ଜାଇକରି କିରିସ୍ଟକେ ଉତ୍ରାଇ ଆନ୍ସି? ବଲି ମନେ ମନେ କଇ ଉଆନାଇ ।
7 ani pracně dobývat z hlubin země. Vše potřebné již za nás udělal Kristus. (Abyssos )
୭ଆରି କୁଆନାଇ, କେ ପାତାଲେ ଜାଇକରି କିରିସ୍ଟକେ ମଲାଟାନେଅନି ଆରିତରେକ୍ ଉଟାଇ ଆନ୍ସି? (Abyssos )
8 Každý člověk má ten klíč na dosah, má ho ve svém srdci: je to víra, kterou hlásáme.
୮କାଇକେବଇଲେ ସାସ୍ତରେ ଏନ୍ତାରି ମିସା ଲେକାଅଇଆଚେ, “ପରମେସରର୍ କବର୍ ତମର୍ ଲଗେ, ତମର୍ ଟଣ୍ଡେ ଆରି ମନେ ଆଚେ ।” ବିସ୍ବାସ୍ ବିସଇର୍ ଏ କବର୍ସେ ଆମେ ଜାନାଇଲୁନି ।
9 Jestliže tedy Krista vyznáváš jako Pána a opravdu věříš, že jej Bůh vzkřísil z mrtvých, jsi zachráněn.
୯ଜଦି ଉଁ, କିରିସ୍ଟସେ ମାପ୍ରୁ ବଲି କଇଲାସ୍ନି ଆରି ଉଁ, ପରମେସର୍ ତାକେ ମଲାତେଇଅନି ଉଟାଇଲା ଆଚେ ବଲି ମନେ ମନେ ବିସ୍ବାସ୍ କଲାସ୍ନି, ସେନ୍ତାର୍ ଆଲେ ତମେ ମୁକ୍ତି ପାଇସା ।
10 Kdo věří, ten je před Bohem spravedlivý a jako takový, hlásí-li se k tomu veřejně, je u něho v milosti.
୧୦ଆମର୍ ବିସ୍ବାସର୍ ଲାଗି ପରମେସର୍ ଆମ୍କେ ଦରମ୍ ଲକ୍ ବଲି ଏଜ୍ଲାନି । ଆରି ଟଣ୍ଡେ ଉଁ ବଲି ମାନିଆଇଲୁନିଜେ ଆମେ ମୁକ୍ତି ପାଇଆଚୁ ।
11 Bible přece říká: Kdo mu uvěří, nebude zklamán.
୧୧ସାସ୍ତର୍ ଇସାବେ, “କେ ମିସା ତାକେ ବିସ୍ବାସ୍ କର୍ସି, ସେ ବିସ୍ବାସ୍ କରି କେବେ ଲାଜ୍ ନ ଅଏ ।”
12 A v tom není rozdíl mezi židem a jinověrcem. Všichni mají jednoho a téhož Pána a ten je stejně štědrý ke všem, kdo se k němu obracejí.
୧୨କାଇଟାବଇଲେ, ଜିଉଦି ଆରି ଜିଉଦି ନଇଲା ଲକର୍ ବିତ୍ରେ କାଇ ସାନ୍ ବଡ୍ ନାଇ । ସେଟାର୍ ପାଇ ସବୁ ଲକର୍ ତା ଗଟେକ୍ ମାପ୍ରୁ, ଆରି ଜେତ୍କି ଲକ୍ ତାକେ ପାର୍ତନା କର୍ବାଇ ସେ ସବୁ ଲକ୍କେ ମଙ୍ଗଲ୍ କର୍ସି ।
13 Je přece psáno, že každý, kdo ho bude vzývat, bude zachráněn. Každý!
୧୩କାଇକେବଇଲେ “ଜେ ମିସା ମାପ୍ରୁର୍ ନାଉଁ ଦାରି ପାର୍ତନା କର୍ସି, ସେ ମୁକ୍ତି ପାଇସି ।”
14 Vzývat ho může ovšem jen ten, kdo v něj uvěřil: uvěřil jen ten, kdo o něm slyšel; slyší jen tehdy, když bude někdo mluvit;
୧୪ମାତର୍ ସେମନ୍ ତାକେ ବିସ୍ବାସ୍ ନ କଲେ, କେନ୍ତି ତାର୍ ନାଉଁ ଦାରି ପାର୍ତନା କର୍ବାଇ? ଆରି ତାର୍ ବିସଇର୍ ସୁବ୍କବର୍ ନ ସୁନିରଇଲେ କେନ୍ତି ବିସ୍ବାସ୍ କର୍ବାଇ? ଆରି ସେମନ୍କେ କବର୍ ନ ସୁନାଇଲେ, କେନ୍ତି ସୁନ୍ବାଇ?
15 a mluvit o něm – k tomu právě Bůh posílá nás. Vždyť víte, co je psáno v Písmu: „Vždy vítán je, kdo dobrou zprávu nese!“
୧୫ଆରି କବର୍ ନେଉକେ ନ ପାଟାଇଲେ କେନ୍ତି ଜାନାଇସି? ଏ ବିସଇ ସାସ୍ତରେ ଲେକା ଆଚେ “ସୁବ୍କବର୍ ଜାନାଉମନ୍ ଆଇବାଟା, କେଡେ ସାର୍ଦାର୍ କାତା!”
16 Skutečnost je ovšem taková, že ne všichni tu zprávu uvítali. Vždyť už Izajáš si stěžuje: „Pane, kdo uvěřil tomu, co jsme hlásali?“
୧୬ମାତର୍ ସୁବ୍କବର୍ ଜାନାଇବାଟାନେ ସବୁ ଲକ୍ ମାନତ୍ ନାଇ । ସେଟାର୍ ପାଇ ଜିସାଇୟ ଲେକ୍ଲା ଆଚେ, “ଏ ମାପ୍ରୁ, ଆମେ କଇଲା କାତା ସୁନିକରି କେ ବିସ୍ବାସ୍ କରତ୍ନାଇ ।”
17 Věříme-li my, je to proto, že jsme Kristovo poselství přijali.
୧୭ତେବର୍ପାଇ ସୁବ୍କବର୍ ସୁନ୍ବାଟାନେଅନି ବିସ୍ବାସ୍ ଅଇସି । ଆରି କିରିସ୍ଟକେ ଜାନାଇବାଟା ସେ ସୁବ୍କବର୍ ।
18 Pokládám však otázku: Což snad Izraelci neslyšeli stejné poselství? Jistě slyšeli.
୧୮ମାତର୍ ମୁଇ ପାଚାର୍ଲିନି ଇସ୍ରାଏଲର୍ ଲକ୍ମନ୍ କାଇ, ସେ କବର୍ ସୁନତ୍ ନାଇ କି? ବାଇଦରେ ସୁନିଆଚତ୍, କାଇକେବଇଲେ ଲେକାଆଚେ, “ଜାନାଉମନର୍ ସବଦ୍ ଗୁଲାଇ ଜଗତ୍ ଡାବିଅଇଗାଲା ଆଚେ, ସେମନର୍ କାତା ରାଇଜ୍ ଚିଡ୍ଲା ଜାକ କେଟ୍ଲା ଆଚେ ।”
19 Nepochopili je snad? ptám se dál. Už Mojžíš říkal: „Budete jednou žárlit na ty, kterými pohrdáte, a hněvat se na ně, národe nechápavý!“
୧୯ଆରି ତରେକ୍ ମୁଇ ପାଚାର୍ଲିନି, ଇସ୍ରାଏଲର୍ ଲକ୍ମନ୍ ସେଟା ନିକସଙ୍ଗ୍ ବୁଜତ୍ ନାଇ କି? ଉଁ ବୁଜିଆଚତ୍ । କାଇକେବଇଲେ ବେସି ବରସ୍ ଆଗ୍ତୁ ମସା ଉତର୍ଦେଇ ଲେକ୍ଲା ଆଚେ, ଗଟେକ୍ ନାଜାନ୍ଲା ଜାତିକେ ସାଇଜ କରି ମର୍ ଲକ୍ମନ୍କେ ଇଁସା କରାଇବି । ସେନ୍ତି ଗଟେକ୍ ବକୁଆ ଜାତିର୍ ଲକ୍କେ ଦୟାକରି ମୁଇ ସେମନ୍କେ ରିସା କରାଇବି ।
20 A Izajášovými ústy říká Bůh: „Dal jsem se nalézt těm, kdo mne nehledali, a poznat jsem se dal těm, kdo se o mne nestarali.“
୨୦ଜିସାଇଅ ଆରି ମିସା ଡାଟ୍ସଙ୍ଗ୍ କଇଲା ଆଚେ, “ଜନ୍ ଲକ୍ମନ୍ ମକେ ନ କଜ୍ତେରଇଲାଇ, ସେମନ୍ ମକେ ବେଟ୍ ପାଇଲାଇ, ଜନ୍ ଲକ୍ମନ୍ ମର୍ ବିସଇ ନ ପାଚାର୍ତେ ରଇଲାଇ, ମୁଇ ନିଜେ ସେମନ୍କେ ଦେକାଇଅଇଲି ।”
21 O Izraelcích však mluví jako o lidu neposlušném a vzpurném.
୨୧ମାତର୍ ପର୍ମେସର୍ ଇସ୍ରାଏଲର୍ ବିସଇ କଇଲାନି, “ଗୁଲାଇଦିନ୍ ସେମନ୍କେ ଡାକି ନେବାକେ ଆତ୍ ଲାମାଇଲି, ମାତର୍ ସେମନ୍ ମକେ ନ ମାନିକରି ବିରଦ୍ କଲାଇ ।”