< Matouš 28 >

1 Na úsvitu neděle se Marie Magdaléna a ta druhá Marie vypravily k hrobu.
ବିସ୍‌ରାମ୍‌ବାରର୍‌ ଆର୍‌କର୍‌ ଦିନେ, ରଇବାର୍‌ ସାକାଲେ ମଗ୍‌ଦଲିନି ମରିୟମ୍‌ ଆରି ବିନ୍‌ ମରିୟମ୍‌ ଜିସୁକେ ସଙ୍ଗଇରଇବା କବର୍‌ ଦେକ୍‌ବାର୍‌ ଗାଲାଇ ।
2 Nastalo silné zemětřesení. Boží anděl sestoupil s nebe, odvalil kámen a sedl si na něj.
ସେଡ୍‌କିବେଲେ ଅଟାତ୍‌ ଦର୍‌ତନି ଚୁଲ୍‌ବୁଲିଗାଲା । ଏଦେ ଦେକା! ମାପ୍‌ରୁର୍‌ ଗଟେକ୍‌ ସରଗ୍‌ ଦୁତ୍‌ ଉତ୍‌ରି ଆସି, କବର୍‌ ମୁଆଟେ ଡାବିରଇଲା ପାକ୍‌ନା ଡୁଲ୍‌ଗୁଡାଇଦେଇ ତାର୍‌ ଉପ୍‌ରେ ବସି ରଇଲା ।
3 Zářil jako blesk a jeho oděv byl bílý jako sníh.
ତାର୍‌ ଗୁଲାଇ ଗାଗଡ୍‌ ବିଜ୍‌ଲି ପାରା ଜଟକ୍‌ତେରଇଲା ଆରି ସେ ପିନ୍ଦିରଇବାଟା ବରପ୍‌ ପାରା ଚିଟ୍‌ ଦବ୍‌ ରଇଲା ।
4 Strážci byli tak vyděšeni, že se nemohli ani hnout.
ଜାଗୁଆଲ୍‌ମନ୍‌ ଦୁତ୍‌କେ ଦେକି ଡରି ତର୍‌ତରି ଗାଲାଇ ଆରି ମଲା ଲକର୍‌ପାରା ଅଇଗାଲାଇ ।
5 Anděl promluvil k ženám: „Nebojte se, vím, že hledáte Ježíše, který byl ukřižován.
ସରଗର୍‌ ଦୁତ୍‌ ମାଇଜିମନ୍‌କେ କଇଲା, “ଡରା ନାଇ । ମୁଇ ଜାନି, ତମେ କୁର୍‌ସେ ମରିରଇବା ଜିସୁକେ ଦେକ୍‌ବାର୍‌ ଆସିଆଚାସ୍‌ ।
6 Ale on tu již není, vstal opět k životu, jak to předpověděl. Pojďte se podívat do hrobu.
ସେ ଇତି ନାଇ । ସେ କଇଲା ଇସାବେ ଆରି ତରେକ୍‌ ଉଟି ଆଚେ । ଆସି ଦେକା, ଇତି ତାର୍‌ ମଲା ଗାଗଡ୍‌ ସଙ୍ଗଇରଇଲାଇ ।”
7 A teď si pospěšte a řekněte jeho učedníkům, že vstal z mrtvých a jde napřed do Galileje, kde ho uvidíte. To jsem vám měl vyřídit.“
“ତମେ ଦାପ୍‌ରେ ଜାଇ ତାର୍‌ ସିସ୍‌ମନ୍‌କେ କୁଆ, ସେ ଆରି ତରେକ୍‌ ଜିବନ୍‌ ଅଇଆଚେ ଆରି ତମର୍‌ ଆଗେ ଆଗେ ଗାଲିଲି ଗାଲା ଆଚେ । ତମେ ତେଇ ତାକେ ଦେକ୍‌ସା । ମୁଇ ଜାଇଟା କଇଲି ମନେ ରକିରୁଆ ।”
8 S bázní, a přece s velkou radostí opustily ženy rychle hrob a běžely to oznámit učedníkům.
ଏ କାତାସୁନି ସେମନ୍‌ ଦାପ୍‌ରେ କବର୍‌ଦେଲା ଟାନେଅନି ସିସ୍‌ମନର୍‌ ଲଗେ ପାଲାଇଲାଇ । ଡରିକରି ରଇଲେ ମିସା, ତାକର୍‌ ମନେ ବେସି ସାର୍‌ଦା ଜାନିପାର୍‌ତେ ରଇଲାଇ ।
9 Na cestě se setkaly se samým Ježíšem. Pozdravil je a ony padly na kolena a objímaly jeho nohy.
ସେଦାପ୍‌ରେ ଜିସୁ ସେମନ୍‌କେ ବେଟ୍‌ଅଇ କଇଲା, “ତମ୍‌କେ ସାନ୍ତି ମିଲ!” ସେମନ୍‌ ଜିସୁର୍‌ ଲଗେ ଜାଇ ତାର୍‌ ପାଦ୍‌ ଦାରି ଜୁଆର୍‌ କଲାଇ ।
10 Ježíš jim řekl: „Nebojte se, jen jděte za mými bratry a řekněte jim, ať jdou do Galileje a tam se setkáme.“
୧୦ଜିସୁ ସେମନ୍‌କେ କଇଲା, “ଡରା ନାଇ । ମର୍‌ ବାଇମନ୍‌କେ କୁଆ, ସେମନ୍‌ ଗାଲିଲି ଆସତ୍‌ । ତେଇ ସେମନ୍‌ ମକେ ଦେକ୍‌ବାଇ ।”
11 Po odchodu žen se někteří strážci odebrali do města, aby ohlásili velekněžím všechno, co se stalo.
୧୧ମାଇଜିମନ୍‌ ତେଇଅନି ଇଣ୍ଡିଜାଇତେ ରଇଲାଇ । ଜିବାବେଲେ ଜିସୁକେ କବର୍‌ ଦେଇ ରଇବାଟାନେ ଜାଗି ରଇଲା କେତେଟା ସନିଅମନ୍‌ ନଅରେ ବାଉଡି ଗାଲାଇ । ଜାଇକରି ମୁକିଅ ପୁଜାରିମନ୍‌କେ ଏ ସବୁ ଅଇଲାଟା ଜାନାଇଲାଇ ।
12 Ti hned svolali poradu s ostatními židovskými představiteli, aby se dohodli, co dělat. Potom štědře podplatili vojáky, aby mluvili shodně s nimi: „V noci jsme usnuli, a zatímco jsme spali, přišli Ježíšovi učedníci a ukradli jeho tělo.“
୧୨ମୁକିଅ ପୁଜାରିମନ୍‌ ପାର୍‌ଚିନ୍‌ମନର୍‌ ସଙ୍ଗ୍‌ ମିସି କୁଟ୍‌ ପାଁଚ୍‌ଲାଇ । ସେମନ୍‌ ସନିଅମନ୍‌କେ ବେସି ଡାବୁ ଲାଁଚ୍‍ଦେଇ କଇଲାଇ,
୧୩ତମେ କୁଆ “ଆମେ ରାତିଆ ସଇଦେଇ ରଇଲା ବେଲେ ତାର୍‌ ସିସ୍‌ମନ୍‌ ଆସି ତାର୍‌ ମଲା ଗାଗଡ୍‌ ଚରାଇ ଦାରିଗାଲାଇ ।
14 Pak vojákům slíbili, že doslechne-li se o tom místodržitel, uchlácholí ho a postarají se, aby z toho vyvázli bez nepříjemností.
୧୪ଜଦି ସାସନ୍‌କାରିଆ ଏ କାତା ନ ସୁନ୍‍ସି, ବଇଲେ ତମର୍‌ ଦସ୍‌ ନାଇ ବଲି ଆମେ ବୁଜାଇ ଦେବୁ । ଏ ବିସଇନେଇ ତମେ ଦାନ୍ଦା ଉଆନାଇ ।”
15 Vojáci si tedy vzali peníze a rozhlašovali, k čemu byli navedeni. Tato verze se mezi židy rozšířila, takže tomu věří dodnes.
୧୫ସନିଅମନ୍‌ ଡାବୁ ନେଇକରି, ସେମନ୍‌କେ କଇରଇଲା ଇସାବେ କାମ୍‌ କଲାଇ । ସେମନ୍‌ ସେବେଲେ ଜେନ୍ତି କଇରଇଲାଇ, ଜିଉଦିମନ୍‌ ଆଜିକେ ଜାକ ସେ କାତା ଜାନାଇଲାଇନି ।
16 Jedenáct apoštolů šlo do Galileje, na horu, kterou Ježíš určil jako místo setkání.
୧୬ଜିସୁ କଇବା ଇସାବେ ତାର୍‌ ଏଗାର୍‌ଟା ସିସ୍‌ମନ୍‌ ଗାଲିଲିର୍‌ ଗଟେକ୍‌ ଡଙ୍ଗର୍‌ ଉପ୍‌ରେ ଗାଲାଇ ।
17 Tam ho uviděli, klaněli se mu, ale někteří pochybovali, že to je skutečně on.
୧୭ଜିସୁକେ ଡଙ୍ଗର୍‌ ଉପ୍‌ରେ ଦେକି ସେମନ୍‌ ତାକେ ଜୁଆର୍‌ କଲାଇ । କେତେ ଲକ୍‌ ବିସ୍‌ବାସ୍‌ କରତ୍‌ ନାଇ ।
18 Ježíš jim řekl: „Je mi dána veškerá moc na nebi i na zemi.
୧୮ଜିସୁ ସେମନର୍‌ ଲଗେ ଜାଇ କଇଲା, “ସରଗ୍‌ ଆରି ମଚ୍‌ପୁରର୍‌ ସବୁ ଅଦିକାର୍‌ ମକେ ଦିଆଅଇଲା ଆଚେ ।
19 Proto jděte a získávejte mi následovníky ve všech národech, křtěte je ve jméno Otce, Syna i Ducha svatého.
୧୯ତେବେ ତମେ ଦେସ୍‌ମନ୍‌କେ ରଇବା ସବୁ ବାସାର୍‌ ଲକ୍‌ମନର୍‌ ଲଗେ ଜାଇ, ସେମନ୍‌କେ ମର୍‌ ସିସ୍‌ କରାଆ । ବାବା, ପଅ ଆରି ସୁକଲ୍‌ ଆତ୍‌ମାର୍‌ ନାଉଁଦାରି ସେମନ୍‌କେ ଡୁବନ୍‌ ଦିଆସ୍‌ ।
20 Veďte tyto nové učedníky k tomu, aby poslouchali všechny příkazy, které jsem vám dal. A spoléhejte na to, že já jsem vždy s vámi až do konce světa.“ (aiōn g165)
୨୦ଆରି ମୁଇ ଜନ୍‌ ସବୁ ସିକିଆ ଦେଇଆଚି, ସେଟା ମାନା ବଲି ସିକାଆ । ଆରି ମନେ ରଅ, କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ମୁଇ ସବୁବେଲେ ତମର୍‌ ସଙ୍ଗ୍‌ ରଇବି ।” (aiōn g165)

< Matouš 28 >