< Matouš 16 >

1 Jednou přišli za Ježíšem farizejové a saducejové a vymáhali na něm důkaz, že má Boží pověření.
ଦିନେକ୍‌ କେତେଟା ପାରୁସିମନ୍‌ ଆରି ସାଦୁକିମନ୍‌ ଜିସୁର୍‌ ଦସ୍‌ ଦାର୍‌ବାକେ ତାର୍‌ ଲଗେ ଆଇଲାଇ । ସେମନ୍‌ ତାକେ କଇଲାଇ, “ପର୍‌ମେସର୍‌ ତକେ ବାଚ୍‌ଲା ଆଚେ ବଲି ଆମେ ଜାନ୍‌ବାକେ, ତୁଇ ଗଟେକ୍‌ ସରଗର୍‌ କାବାଅଇଜିବା ଚିନ୍‌ ଦେକା ।”
2 On jim na to odpověděl: „Když jsou večer červánky, říkáte, že bude jasno;
ଜିସୁ କଇଲା, “ତମେ ସଞ୍ଜ୍‌ ବେଲାଇ ବାଦଲ୍‌ ରଙ୍ଗ୍‌ ଡିସ୍‌ଲେ ପାଗ୍‌ ବଲ୍‌ ଅଇସି ବଲି କଇସା,
3 když jsou červánky ráno, říkáte, že bude špatné počasí. Úkazy na obloze umíte posoudit, a to, co se děje před vašima očima, je vám pořád málo?
ଆରି ସାକାଲ୍‌ ବେଲାଇ ରଙ୍ଗ୍‌ ଆରି ଆନ୍ଦାର୍‌ ଡିସ୍‌ଲେ ପାନି ମାର୍‌ସି ବଲି ଜାନାସ୍‌ । ବାଦଲ୍‌ ଦେକି ପାଗର୍‌ କାତା ଆଗ୍‌ତୁ ଜାନ୍‌ସା । ମାତର୍‌ ଆଜିକାଲିର୍‌ ଡିସ୍‍ବା ଚିନ୍‌ ତମେ ବୁଜିନାପାରାସ୍‌ ।
4 Tento zlý, nevěřící národ se dožaduje zvláštních znamení, ale nakonec si bude muset vzpomenout, co se stalo s prorokem Jonášem, “a nechal je stát a odešel.
ଏ ଜୁଗର୍‌ ଲକ୍‌ମନ୍‌ କେଡେ କାରାପ୍‌ ଆରି ପରମେସର୍‌କେ ବିସ୍‌ବାସ୍‌ ନ କରୁମନ୍‌! ତମେ ଗଟେକ୍‌ କାବାଅଇଜିବା କାମ୍‌ ଦେକ୍‍ବାକେ କଇଲାସ୍‌ନି? ମାତର୍‌ ନାଇ, ଜୁନସର୍‌ ଜିବନେ ଗଟ୍‌ଲାଟା ଚାଡି ଆରି ଗଟେକ୍‌ ମିସା କାବାଅଇଜିବା କାମ୍‌, ତମେ ମର୍‌ତେଇ ଦେକିନାପାରାସ୍‌ ।” ଏଟା କଇ ଜିସୁ ସେମନ୍‌କେ ଚାଡି ଉଟିଗାଲା ।
5 Znovu se plavili přes jezero a teprve na druhém břehu jeho učedníci zjistili, že s sebou zapomněli vzít chleba.
ସିସ୍‌ମନ୍‌ ଗାଡ୍‌ ସେପାଟେ ଜିବାବେଲେ ରୁଟି ନେବାକେ ପାସ୍‌ରି ଜାଇରଇଲାଇ ।
6 Ježíš jim řekl: „Dejte si pozor na farizejský a saducejský kvas!“
ଜିସୁ ସେମନ୍‌କେ କଇଲା, “ଜାଗ୍‌ରତ୍‌, ପାରୁସି ଆରି ସାଦୁକିମନର୍‌ କମିର୍‌ତେଇଅନି ତରିକ୍‌ନା ଅଇ ରୁଆ ।”
7 Oni se domnívali, že mluví o skutečném chlebu.
ସେମନ୍‌ ନିଜର୍‌ ନିଜର୍‌ ବିତ୍‌ରେ କୁଆ ବଲା ଅଇଲାଇ, “ଆମେ ରୁଟି ଆନି ନ ରଇଲାର୍‌ ପାଇ ସେ ଏନ୍ତାରି କଇଲାନି ।”
8 Ježíš to věděl, a proto jim řekl: „Proč si děláte starosti o jídlo? To máte tak malou víru?
ସେମନ୍‌ କାଇଟା କଇତେ ରଇଲାଇ ସେଟା ଜାନି ଜିସୁ ସେମନ୍‌କେ କଇଲା, “ତମର୍‌ ଲଗେ ରୁଟି ନାଇ ବଲି କାଇକେ କୁଆବଲା ଅଇଲାସ୍‌ନି? ତମର୍‌ ବିସ୍‌ବାସ୍‌ କେତେ ଦୁର୍‌ବଲ୍‌ ।
9 Ještě nechápete? Cožpak si nevzpomínáte na nasycení pěti tisíc mužů pouhými pěti chleby a na koše posbíraných zbytků?
ଏବେ ଜାକ ତମେ ବୁଜାସ୍‌ ନାଇ କି? ପାଁଚ୍‌ ଅଜାର୍‌ ଲକ୍‌ମନର୍‌ ବିତ୍‌ରେ ମୁଇ ପାଁଚ୍‌ଟା ରୁଟି ବାଟାକରି ରଇବା କାତା ତମେ କାଇ ପାସ୍‌ରି ଗାଲାସ୍‌ କି? ସେଡ୍‌କିବେଲେ ତମେ କେତେଟା ଡାଲାଇ ବର୍‌ତି କରି ରଇଲାସ୍‌?
10 Ani na ty čtyři tisíce, které jsem nasytil sedmi chleby a ještě se sebralo tolik zbytků?
୧୦ଆରି ଚାରି ଅଜାର୍‌ ଲକ୍‌କେ ସାତ୍‌ଟା ରୁଟିର୍‌ କାତା ମନେ ନାଇ କି? ସେଡ୍‌କିବେଲେ କେତେ ଡାଲା ବର୍‌ତି କରି ରଇଲାସ୍‌?
11 Nechápete, že mi nešlo o skutečný chleba, když jsem vás varoval před kvasem farizejů a saducejů?“
୧୧“ମୁଇ ରୁଟିର୍‍ ବିସଇ ନ କଇତେ ରଇଲି, ତମେ କେନ୍ତି ବୁଜାସ୍‌ ନାଇ? ମୁଇ କଇଲିନି, ପାରୁସି ଆରି ସାଦୁକିମନର୍‌ କମିର୍‌ ପାରା ସିକିଆ ତେଇଅନି ତରିକ୍‌ନା ଅଇ ରୁଆ ବଲି ।”
12 Teprve potom pochopili, že kvasem mínil pokřivené učení židovských vůdců.
୧୨ସେଡ୍‌କିବେଲେ ସିସ୍‌ମନ୍‌ ବୁଜି ପାର୍‌ଲାଇ ଜେ, ଜିସୁ ରୁଟିର୍‌ କମିରର୍‌ କାତା ନ କଇତେ ରଇଲା, ମାତର୍‌ ପାରୁସି ଆରି ସାଦୁକିମନର୍‌ ସିକିଆ ତେଇ ତରିକ୍‌ନା ଅଇ ରୁଆ ବଲି କଇରଇଲା ।
13 Když se potom Ježíš přiblížil k Césareji Filipově, zeptal se svých učedníků: „Za koho mne lidé pokládají?“
୧୩ଜିସୁ କାଇସେରିଆ ପିଲିପି ଗଡ୍‌ ପାକାପାକି ଜାଗାଇ ଗାଲା ପଚେ ସିସ୍‌ମନ୍‌କେ ପାଚାର୍‌ଲା, “ନର୍‌ପିଲା କେ ବଲି ଲକ୍‌ମନ୍‌ କାଇଟା କଇଲାଇନି?”
14 Oni odpověděli: „Někteří za Jana Křtitele, druzí za Elijáše, jiní za Jeremjáše nebo jiného z proroků.“
୧୪ସେମନ୍‌ କଇଲାଇ, “କେତେ ଲକ୍‌ କଇଲାଇନି, ସେ ଡୁବନ୍‌ ଦେଉ ଜଅନ୍‌ । ଆରି କେତେ ଲକ୍‌ ‘ସେ ଏଲିୟ’, ବିନ୍‌ ଲକ୍‌ମନ୍‌ କଇଲାଇନି, ‘ସେ ଜିରିମିୟ ନଇଲେ ବବିସତ୍‌ବକ୍‌ତାମନର୍‌ତେଇଅନି ଗଟେକ୍‌ ଲକ୍‌’ ।”
15 „A vy?“chtěl Ježíš vědět.
୧୫ଜିସୁ ପାଚାର୍‌ଲା, “ମୁଇ କେ ବଲି ତମେ କାଇଟା ବଇଲାସ୍‌ନି?”
16 Šimon Petr zvolal: „Ty jsi Kristus, Syn živého Boha!“
୧୬ସିମନ୍‌ ପିତର୍‌ କଇଲା, “ତମେ କିରିସ୍‌ଟ, ମସିଅ, ଜିବନ୍‌ ରଇବା ପରମେସରର୍‌ ପିଲା ।”
17 „Raduj se, Šimone, “řekl Ježíš. „To nemáš ze sebe, tu pravdu ti dal poznat sám Bůh.
୧୭ଜିସୁ କଇଲା, “ନିମାନ୍‌, ଜୁନସର୍‌ ପିଲା, ପିତର୍‌! ଏଟା ସତ୍‌, ତୁଇ ମୁନୁସର୍‌ଟାନେ ଅନି କଉସ୍‌ ନାଇ । ମର୍‌ ସରଗର୍‌ ବାବା ତକେ ଜାନାଇଲାକେ ତୁଇ କଇଲୁସ୍‌ ।
18 Ty jsi Petr a tvé jméno připomíná skálu. Svou církev zbuduji na Skále a žádná ďábelská moc ji nezničí. Kdekoliv se bude zvěstovat pravda, kterou jsi vyznal o mně, otevřou se lidem dveře do Božího království. Těm, kdo ji odmítnou, oznámíš soud, a ty, kdo ji přijmou, ujistíš o Boží milosti. Co se rozhodne zde na zemi, bude platit i v nebi.“ (Hadēs g86)
୧୮ସେଟାର୍‌ପାଇ ମୁଇ ତକେ କଇଲିନି, ତୁଇ ପିତର୍‌, ଜାର୍‌ ଅରତ୍‌ କି ପାକ୍‌ନା । ଏ ପାକ୍‌ନା ଉପ୍‌ରେ ମୁଇ ମର୍‌ ମଣ୍ଡଲି ତିଆର୍‌ କର୍‌ବି । ଜେନ୍ତିକି ମରନ୍‌ ପାରା ବପୁ ମିସା ତାକେ କାଇ କରିନାପାରେ । (Hadēs g86)
୧୯“ମୁଇ ତକେ ସରଗ୍‌ ରାଇଜର୍‌ କୁଚିକାଡି ଦେବି । ତୁଇ ଜାଇଟା ଜଗତେ ନାଇ ବଲ୍‌ସୁ, ସେଟା ସରଗେ ମିସା ନାଇ ଅଇସି । ତୁଇ ଜଗତେ ଜାଇଟା କରା ବଲି କଇସୁ ସେଟା ସର୍‌ଗେ ମିସା କରାଅଇସି ।”
20 Svým učedníkům potom přikázal, aby zatím nikomu neříkali, že on je očekávaný Mesiáš.
୨୦ସେ ମସିଅ ବଲି କାକେ ନ କଇବାକେ, ସିସ୍‌ମନ୍‌କେ ଡାଟ୍‌କଲା ।
21 Od toho dne začal Ježíš otevřeně mluvit se svými učedníky o tom, že musí jít do Jeruzaléma a co ho tam čeká – mnoho bude trpět od židovských náboženských vůdců, bude zabit, ale třetí den vstane zase k životu.
୨୧ସେବେଲେଅନି ଜିସୁ ସିସ୍‌ମନ୍‌କେ ବୁଜ୍‌ଲାପାରା କଇବାର୍‌ ଦାର୍‌ଲା, “ମୁଇ ଜିରୁସାଲାମ୍‌ ଜାଇ ଦରମ୍‌ଗୁରୁମନ୍‌, ମୁକିଅ ପୁଜାରିମନ୍‌ ଆରି ପାର୍‌ଚିନ୍‌ମନର୍‌ଟାନେ ବେସି କସ୍‌ଟ ପାଇବି । ସାରାସାରି ମକେ ମରାଇବାଇ, ମାତର୍‌ ତିନ୍‌ ଦିନ୍‌ ଗାଲାପଚେ ମୁଇ ଆରି ତରେକ୍‌ ଜିବନ୍‌ ଅଇ ଉଟ୍‌ବି ।”
22 Petr ho odvedl stranou a začal mu to rozmlouvat: „Takhle nemluv, nic takového nedopustíme.“
୨୨ପିତର୍‌ ଜିସୁକେ ଅଁତ୍‌ରେ ଡାକିନେଇ ସେନ୍ତି ନ ଅ ବଲି ଦମ୍‌କାଇଲା । “ପର୍‌ମେସର୍‌ ତମ୍‌କେ କାଇଟା ନ କର, ମାପ୍‌ରୁ, ତମ୍‍କେ ଏ ସବୁ କେବେ ମିସା ନଅ ।”
23 On se však od Petra odvrátil a řekl: „Jdi mi z cesty, satane! Pokoušíš mne, protože to vidíš jen z lidského hlediska a ne z Božího!“
୨୩ଜିସୁ ପାସ୍‌ଲି କରି କଇଲା, “ମର୍‌ ମୁଆଟେଅନି ଦୁରିକେ ଜା ସଇତାନ୍‌ । ତୁଇ ମର୍‌ ବାଟ୍‌ ଚୁଟିଦେଲୁସ୍‌ନି । ମକେ ନିଚୁ ବଲି କଅ ନାଇ । କାଇକେ ବଇଲେ ତମର୍‌ ଚିନ୍ତା ମୁନୁସ୍‌ମନର୍‌ତେଇଅନି, ପର୍‌ମେସରର୍‌ତେଇ ଅନି ନାଇ ।”
24 Potom řekl učedníkům: „Kdo mě chce následovat, přestaň myslet na sebe, neboj se pro mne trpět a pojď za mnou.
୨୪ତାର୍‌ପଚେ ଜିସୁ ସିସ୍‌ମନ୍‌କେ କଇଲା, “କେ ମିସା ମର୍‌ ସଙ୍ଗ୍‍ ଆଇବାକେ ମନ୍‍ କଲେ, ନିଜର୍‌ ମନ୍‍ କଲାଟା ସବୁ ଚାଡିଦେଇ, ନିଜର୍‌ କୁର୍‌ସ ବଇବାକେ ଅଇସି, ଆରି ମର୍‌ ପଚେ ପଚେ ଇଣ୍ଡ୍‌ବାକେ ଅଇସି ।
25 Každý, kdo by si chtěl život zachovat pro sebe, ztratí ho. Kdo mi odevzdá svůj život, ten ho získá.
୨୫କାଇକେ ବଇଲେ କେ ମିସା ନିଜର୍‌ ଜିବନ୍‌ ରକିଆ କର୍‌ବାକେ ମନ୍‍ କର୍‌ସି ବଇଲେ, ସେଟା ସେ ଆରାଇସି, ମାତର୍‌ ଜେ ମର୍‌ ଲାଗି ଜିବନ୍‌ ଦେଇସି, ସେ ସତଇସେ ସେଟା ରକିଆ କର୍‌ସି ।
26 Co člověku prospěje, když získá celý svět a ten skutečný život ztratí? Co může vyvážit hodnotu věčného života?
୨୬ଜଦି ଗଟେକ୍‌ ଲକ୍‌, ଗୁଲାଇ ଜଗତ୍‌ ଜିତିକରି ନିଜର୍‌ ଜିବନ୍‌ ଆରାଇଦେଇସି ବଇଲେ ସେଟା କାଇ ଲାବ୍‌? ଜିବନ୍‌ ବାଉଡାଇ ପାଇବାକେ ଆଲେ ସେ କାଇଟା ମିସା ଦେଇ ନାପାରେ ।
27 Přijdu ve slávě svého Otce se svými anděly a tehdy budu soudit každého člověka podle toho, jak žil.
୨୭ନର୍‌ପିଲା ମୁଇ ବାବା ପର୍‌ମେସରର୍‌ ଡାକ୍‌ପୁଟା ପାଇ ସରଗ୍‌ ଦୁତ୍‌ମନର୍‌ ସଙ୍ଗ୍‌ ଆରି ତରେକ୍‌ ଆଇବି । ସେଡ୍‌କି ବେଲେ ମୁଇ ସବୁ ଲକର୍‌ କରିରଇବା କାମ୍‌ ଦେକି ପୁରୁସ୍‌କାର୍‌ ଦେବି ।
28 Někteří se ještě za svého života stanete svědky slávy a moci mého království.“
୨୮ମୁଇ ତମ୍‌କେ ସତ୍‌ କଇଲିନି, ନର୍‌ପିଲା ମୁଇ ମର୍‌ ରାଇଜେ ରାଜା ଅଇ ଆଇବା ଜାକ, ଇତି ରଇଲା କେତେ ଲକ୍‌ ନ ମରତ୍‌ ।”

< Matouš 16 >