< Matouš 15 >
1 Farizejové a učitelé zákona z Jeruzaléma přišli za Ježíšem s otázkou:
୧ଦିନେକ୍ କେତେଟା ପାରୁସିମନ୍ ଆରି ଦରମ୍ ଗୁରୁମନ୍ ଜିରୁସାଲାମ୍ ଅନି ଆସି ଜିସୁକେ ପାଚାର୍ଲାଇ,
2 „Proč tvoji žáci nedodržují staré židovské tradice? Vždyť ignorují i obřadní mytí rukou před jídlem!“
୨“ଆମର୍ ଆନିଦାଦିମନ୍ ଜନ୍ ରିତିନିତି ଦେଇଆଚତ୍, ସେଟା ସବୁ କାଇକେ ତମର୍ ସିସ୍ମନ୍ ମାନତ୍ନାଇ? ବିଦି ଇସାବେ କାଇବା ଆଗ୍ତୁ ନିକ କରି ଆତ୍ ନ ଦଅତ୍ ।”
3 Ježíš jim na to odpověděl: „Proč vy pro své tradice porušujete Boží přikázání?
୩ଜିସୁ କଇଲା, “ତମେ କାଇକେ ପର୍ମେସରର୍ ଆଦେସ୍ ନ ମାନି ନିଜର୍ ରିତିନିତି ଇସାବେ କାମ୍ କଲାସ୍ନି?”
4 Například – Boží příkaz zní: ‚Cti otce i matku; a kdo potupí otce nebo matku, ať zemře.‘
୪ପର୍ମେସର୍ ଆଦେସ୍ ଦେଲାଆଚେ, ମା ବାବାକେ ଆଲାଦ୍କରା । ଆରି କେ ମିସା ନିଜର୍ ବାବା ମାକେ ସାଇପ୍ ଦେଇକରି କାଇବଲି କଇସି ବଇଲେ, ସେ ମରନର୍ ଡଣ୍ଡ୍ ପାଇସି ।
5 Ale vy říkáte: ‚Jestliže odkážeš svůj majetek druhému, nesmíš už z něho podporovat své rodiče, i když mají nedostatek.‘Tak jste svými ustanoveními zrušili přímý Boží příkaz.
୫ମାତର୍ ତମେ ସିକିଆ ଦେଲାସ୍ନି ଜେ, ଗଟେକ୍ ଲକ୍ ଜନ୍ ଦନ୍ ସଙ୍ଗ୍ ବାବା ମାକେ ସାଇଜ କରିପାର୍ତା, ସେଟା ପର୍ମେସର୍କେ ଦାନ୍ କଲିଆଚି ବଲି କଇଲେ,
୬“ସେ ଆରି ତାର୍ ବାବା ମାଆର୍ ଦାଇତ୍ ନେବାର୍ ଲଡାନାଇ । ଏନ୍ତାରି ତମେ ପର୍ମେସରର୍ ଆଦେସ୍ ନ ମାନିକରି ନିଜର୍ ରିତିନିତି ଇସାବେ ଚାଲ୍ଲାସ୍ନି ।
7 Chytráci! I na vás se vztahují slova proroka Izajáše:
୭ଏରେ ଦରମ୍ ଲକ୍ ବଲାଇଅଇବା କୁଟିଆଲ୍ମନ୍, ତମର୍ ବିସଇ ନେଇ ଜିସାଇୟ ବବିସତ୍ବକ୍ତା କଇରଇବାଟା ଟିକ୍ ଆକା ।”
8 ‚Tento lid říká, že mne ctí, ale jejich srdce je ode mne daleko.
୮ପର୍ମେସର୍ କଇଲାନି, ଏ ଲକ୍ମନ୍ କାତାଇସେ ମକେ ସନ୍ମାନ୍ ଦେଲାଇନି, ମାତର୍ ସେମନର୍ ମନ୍ ମର୍ତେଇଅନି ବେସି ଦୁରିକେ ।
9 Jejich uctívání je bezcenné, protože vyučují svým vlastním zákonům místo Božím.‘“
୯ସେମନ୍ ମକେ ଡାକ୍ବାଟାନେ କାଇ ଅରତ୍ ନାଇ, କାଇକେ ବଇଲେ ସେମନ୍ ଲକ୍ମନ୍ ତିଆର୍କରି ରଇବା ରିତିନିତି ମର୍ ଆଦେସ୍ ବଲି ସିକାଇଲାଇନି ।
10 Pak kolem sebe shromáždil lid a řekl: „Poslouchejte, co vám říkám, a snažte se porozumět:
୧୦ତାର୍ପଚେ ଲକ୍ମନ୍କେ କଇଲା, “ମନ୍ ଦେଇ ସୁନା ଆରି ବୁଜ୍ବାକେ ଚେସ୍ଟା କରା ।
11 Vaše nitro nešpiní to, co vchází do úst, ale co z nich vychází.“
୧୧ଲକର୍ ଟଣ୍ଡେଅନି ଜାଇଟା ବିତ୍ରେ ଗାଲାନି, ସେଟା ତାକେ ଅସୁକଲ୍ ନ କରେ, ମାତର୍ ଜାଇଟା, ତାର୍ ବିତ୍ରେଅନି ବାରଇଆଇସି, ସେଟା ତାକେ ଅସୁକଲ୍ କର୍ସି ।”
12 Učedníci mu pak řekli: „Víš, že se farizejové urazili, když tě slyšeli?“
୧୨ସିସ୍ମନ୍ ଜିସୁର୍ ଲଗେ ଆସି ପାଚାର୍ଲାଇ, “ତମେ କଇଲା କାତା ପାରୁସିମନ୍କେ ବେସି ବାଦ୍ଲା, ଏଟା କାଇ ତମେ ନାଜାନାସ୍ କି?”
13 On odpověděl: „S příkazy je to jako s rostlinami. Co nezasel můj Otec, je plevel a podle toho s tím bude naloženo.
୧୩ଜିସୁ କଇଲା, “ଜନ୍ ଗଚ୍ମନ୍ ମର୍ ସରଗର୍ ବାବା ରପେ ନାଇ, ସେ ସବୁ ଜିକା ଅଇସି ।
14 Nechte je! Jsou to slepí vůdcové slepých. Když slepý povede slepého, oba spadnou do jámy.“
୧୪ସେମନର୍ ବିସଇନେଇ ତେରେପେତେ ଉଆନାଇ । ସେମନ୍ କାଣାମନ୍କେ ବାଟ୍ ଦେକାଉ କାଣାମନ୍ । ଗଟେକ୍ କାଣା ଆରି ଗଟେକ୍ କାଣାକେ ବାଟ୍ଦେକାଇଲେ ଦୁଇ ଲକ୍ ଜାକ କାଲେ ଅଦର୍ବାଇ ।”
15 Petr se Ježíše zeptal: „Jak’s to myslel s tím, co nás špiní?“
୧୫ପିତର୍ କଇଲା, “ଏ କାତା ଆମ୍କେ ନିକ କରି ବୁଜାଇଦେ ।”
16 Ježíš se podivil: „Ani vy tomu nerozumíte?
୧୬ଜିସୁ କଇଲା, “ଆଜିକେ ଜାକ ବିନ୍ଲକ୍ମନର୍ତେଇ ଅନି ତମର୍ ବୁଜ୍ବା ବପୁ କଣ୍ଡେକ୍ ମିସା ଅଦିକ୍ ଅଏନାଇ ।
17 Nechápete, že všechno, co jíme, prochází vnitřnostmi a vychází z těla?
୧୭ତମେ ଏତ୍କି ବୁଜାସ୍ ନାଇ କି? ଜନ୍ ଦିନ୍ସୁ ମୁନୁସର୍ ଟଣ୍ଡ୍ବାଟେ ପୁର୍ସି, ସେଟା ପେଟ୍ ବିତ୍ରେ ଜାଇସି ଆରି ଗାଗ୍ଡେଅନି ବାରଇ ଜାଇସି ।
18 Ale zlá slova vznikají ve zlém srdci, a tak špiní člověka.
୧୮ମାତର୍ ଜନ୍ଟା ସବୁ ମୁନୁସର୍ ଟଣ୍ଡେଅନି ବାରଇସି, ସେଟା ତାର୍ ମନ୍ବିତ୍ରେଅନି ଜନମ୍ ଅଇସି ଆରି ସେଟାସେ ତାକେ ଅସୁଚି କର୍ସି ।
19 Ze srdce vycházejí špatné myšlenky na vraždu, nevěru, necudnost, krádež, lež a pomluvy.
୧୯କାଇକେବଇଲେ ତାର୍ ମନେ ଜନମ୍ ଅଇଲା କାରାପ୍ ଚିନ୍ତାଇଅନି ସେ ନର୍ମାର୍ବାଟା, କାରାପ୍ କାମ୍ କର୍ବାଟା, ବେସିଆ କାମ୍ କର୍ବାଟା, ଚର୍ବାଟା, ମିଚ୍କାତା କଇବାଟା ଆରି ବିନ୍ଲକର୍ କୁଟ୍କାତା କଇବା ପାରା, ବିନ୍ ବିନ୍ ରକାମର୍ ନିୟମ୍ ନଇଲା କାମ୍ମନ୍ କର୍ସି ।”
20 To jsou věci, které člověka zbavují vnitřní čistoty. Ale jíst nemytýma rukama, to člověka nepošpiní.“
୨୦“ଏସବୁ କାମ୍ ଲକ୍କେ ଅସୁକଲ୍ କର୍ସି । ମାତର୍ ସେମନ୍ କଇଲା ଇସାବେ ଆତ୍ ନ ଦଇକରି କାଇଲେ, କେ ଅସୁକଲ୍ ନଅଅତ୍ ।”
21 Ježíš odešel do týrského a sidónského kraje.
୨୧ଜିସୁ ସେ ଜାଗା ଚାଡିକରି ସର ଆରି ସିଦନର୍ ସଅରେ ଗାଲା ।
22 Jedna obyvatelka těchto pohanských končin za ním přišla a prosila: „Slituj se nade mnou, Pane, ty očekávaný Králi! Moje dcera je posedlá démonem a velmi trpí!“
୨୨ଆରି ଦେକା, ତେଇ ବାସାକରି ରଇଲା ଗଟେକ୍ କିଣାନିୟ ମାଇଜି ଜିସୁର୍ ଲଗେ ଆସି କଇଲା, “ଏ ଦାଉଦ୍ କୁଟୁମର୍ ମାପ୍ରୁ, ମକେ ଦୟାକରା । ମର୍ ଟକିକେ ଡୁମା ଦାର୍ଲା ଆଚେ ଆରି ସେ ବଡେ କସ୍ଟ ପାଇଲାନି ।”
23 Ale on na to nic neříkal. Jeho učedníci na něho naléhali: „Udělej s ní něco, vždyť za námi stále volá!“
୨୩ମାତର୍ ଜିସୁ ତାକେ ପଦେକ୍ କାତା ମିସା କଏ ନାଇ । ସିସ୍ମନ୍ ତାର୍ ଲଗେ ଆସି ବାବୁଜିଆ କଲାଇ, “ତାକେ ବିଗି ପାଟାଇ ଦିଆସ୍ । ଦେକା ସେ କେନ୍ତି ଆଉଲିଅଇ ଆମ୍କେ କେଦିଆନ୍ଲାନି?”
24 Tu se obrátil k té ženě a řekl jí: „Byl jsem poslán pomoci židům a ne pohanům.“
୨୪ଜିସୁ କଇଲା, “ଆଜିରଇବା ମେଣ୍ଡାପାରା ବାଟ୍ ବାନା ଅଇଲା ଇସ୍ରାଏଲ୍ ଲକ୍ମନର୍ ଲଗେସେ ମୁଇ ଆଇଲି ଆଚି ।”
25 Ale ona přišla až k němu, klaněla se mu a prosila: „Pane, pomoz mi!“
୨୫ସେ ମାଇଜି ଆସି ଜିସୁର୍ ଗଡ୍ତଲେ ମାଣ୍ଡିକୁଟା ଦେଇ ଜୁଆର୍ କରି କଇଲା, “ମାପ୍ରୁ ମକେ ଦୟା କରା ।”
26 „Není správné brát chléb dětem a házet ho štěňatům!“řekl.
୨୬ଜିସୁ କଇଲା, “ପିଲାମନର୍ କାଦି ନେଇ କୁକୁରର୍ ମୁଆଟେ ପିଙ୍ଗ୍ବାଟା ଟିକ୍ ନାଇ ।”
27 Ona odpověděla: „Máš pravdu, ale štěňata dostávají zbytky ze stolů svých pánů.“
୨୭ସେ ମାଇଜି କଇଲା, ଏଟା ସତ୍ କାତା ମାପ୍ରୁ, ମାତର୍ କୁକୁର୍ମନ୍ ମିସା ସାଉକାରର୍ ଅଦର୍ଲା ସକ୍ଡି କାଇବାକେ ପାଇବାଇ ।
28 „Ženo, “řekl jí Ježíš, „máš velikou víru, tvoje přání je splněno!“A od té chvíle byla její dcera zdravá.
୨୮ଜିସୁ ତାକେ କଇଲା, “ତମେ ଗଟେକ୍ ଡାଟ୍ସଙ୍ଗ୍ ବିସ୍ବାସ୍ କର୍ବା ମାଇଜି । ତୁଇ ମନ୍କଲାଟା ପୁରୁନ୍ ଅଇସି ।” ସେଦାପ୍ରେ ତାର୍ ଟକି ନିମାନ୍ ଅଇଲା ।
29 Pak se Ježíš vrátil a vystoupil na pahorek u jezera.
୨୯ଜିସୁ ତେଇଅନି ବାରଇ ଗାଡ୍ କଣ୍ଡି କଣ୍ଡି ଜାଇ ଗଟେକ୍ ଡଙ୍ଗର୍ ଉପ୍ରେ ବସ୍ଲା ।
30 Spousta lidí se k němu začala scházet a měli s sebou chromé, zmrzačené, slepé, němé a jinak postižené. Pokládali je před něj a on je uzdravoval.
୩୦ବେସି ଲକ୍ମନ୍ ତାର୍ ଲଗେ ରୁଣ୍ଡ୍ଲାଇ । ସେମନର୍ ବିତ୍ରେ ଚଟା, କାଣା, ଆତ୍ଗଡ୍ ସୁକିଗାଲାଟା ଆରି ବେସି ଜରର୍ ଲକ୍ମନ୍କେ ଆନି, ଜିସୁର୍ ପାଦ୍ ତଲେ ଡୁଲାଇଲାଇ । ଆରି ସେ ସେମନ୍କେ ନିକ କଲା ।
31 Jaký div! Němí mluví, chromí chodí, zmrzačení jsou zdrávi a slepí vidí. Okolostojící nad tím žasli a vzdávali díky Bohu.
୩୧ଗୁଲା କାତା ଅଇବାଟା, ସୁକ୍ଲା ଆତ୍ ନିକ ଅଇବାଟା, ଚଟା ଇଣ୍ଡ୍ବାଟା, କାଣା ଦେକିପାର୍ବାଟା ଦେକି ଲକ୍ମନ୍ କାବା ଅଇଗାଲାଇ ଆରି ଇସ୍ରାଏଲର୍ ମାପ୍ରୁକେ ଜୁଆର୍ କଲାଇ ।
32 Ježíš zavolal svoje učedníky a řekl jim: „Je mi těch lidí líto, vždyť tu jsou se mnou tři dny a nemají už nic k jídlu. Nechci je nechat odejít hladové, vždyť by ani nedošli domů!“
୩୨ଜିସୁ ସିସ୍ମନ୍କେ ଡାକି କଇଲା, “ଏ ଲକ୍ମନ୍କେ ଦେକି ମକେ ଦୁକ୍ ଲାଗ୍ଲାନି, କାଇକେ ବଇଲେ ସେମନ୍ ମର୍ ସଙ୍ଗ୍ ତିନ୍ ଦିନ୍ ଅଇଲାନି ଆଚତ୍ ଆରି ସେମନର୍ ଲଗେ କାଇଟା ମିସା ନାଇ । ସେମନ୍ ନ କାଇ ଇତିଅନି ଉଟିଜାଅତ୍, ଏଟା ମୁଇ ମନ୍ କରି ନାଇ; କାଇକେ ବଇଲେ ବାଉଡିଗାଲାବେଲେ ବାଟେ ସେମନ୍ ତାକି ଜାଇ ଅଦର୍ ପଡ୍ ଅଇଜିବାଇ ।”
33 Učedníci odpověděli: „Kde v takové pustině vezmeme chléb pro tolik lidí?“
୩୩ସିସ୍ମନ୍ ତାକେ କଇଲାଇ, “ଏ ମରୁବାଲିବୁଏଁ ଏତେକ୍ ଲକ୍କେ କୁଆଇବାକେ ଆମେ କନ୍ତିଅନି ଏତେକ୍ମାଣ୍ଡ୍ କାଦି ଆନ୍ବୁ?”
34 „Kolik jídla máte s sebou?“zeptal se Ježíš. „Sedm chlebů a několik ryb, “odpověděli učedníci.
୩୪ଜିସୁ ପାଚାର୍ଲା, “ତମର୍ ଲଗେ କେତେଟା ରୁଟି ଆଚେ?” ସେମନ୍ କଇଲାଇ, “ସାତ୍ଟା ରୁଟି ଆରି କେତେଟା ସାନ୍ ମାଚ୍ ଆଚେ ।”
35 Ježíš rozkázal, aby se shromáždění lidé usadili.
୩୫ଜିସୁ ଲକ୍ମନ୍କେ ବୁଏଁ ବସ୍ବାକେ କଇଲା ।
36 Vzal těch sedm chlebů a ryby, poděkoval za ně Bohu; pak je lámal a dával učedníkům a ti je rozdávali shromážděným.
୩୬ତାର୍ପଚେ ସେ ସାତ୍ଟା ରୁଟି ଆରି ମାଚ୍ ନେଇ ପର୍ମେସର୍କେ ଦନିଅବାଦ୍ ଦେଲା ଆରି ବାଙ୍ଗାଇ କରି ସିସ୍ମନ୍କେ ଦେଲା । ସିସ୍ମନ୍ ସେଟା ଲକ୍ମନ୍କେ ବାଟାକରି ଦେଲାଇ ।
37 Najedlo se tam dosyta čtyři tisíce mužů kromě žen a dětí – a ještě sebrali sedm košíků zbytků.
୩୭ସବୁ ଲକ୍ ପେଟ୍ପୁର୍ତେ କାଇଲାଇ । ଆରି ସିସ୍ମନ୍ ଅଗଲ୍ଲାଟା ସାତ୍ଟାଡାଲାଇ ବର୍ତି କଲାଇ ।
୩୮ମାଇଜିଟକି ଆରି ପିଲାମନ୍କେ ଚାଡି ଚାରି ଅଜାର୍ ଲକ୍ ଏ କାଦି କାଇରଇଲାଇ ।
39 Pak se Ježíš s nimi rozloučil, vstoupil do člunu a přeplul do Magdalské krajiny.
୩୯ଏଟାର୍ ପଚେ ଜିସୁ ଲକ୍ମନ୍କେ ପାଟାଇ ଦେଇ ଡଙ୍ଗାଇ ଚଗି ମଗ୍ଦାନ୍ ଜାଗାର୍ ସନ୍ଦିଲଗେ ଗାଲା ।