< Koloským 2 >
1 Kdybyste věděli, jaké boje svádím v modlitbách za vás a za věřící v Laodiceji i za mnohé jiné, kteří mne ani osobně neznají.
୧କାଇକେବଇଲେ ତମର୍ପାଇ, ଲାଉଦିକିଆର୍ ଲକ୍ମନ୍କେ ଆରି ଏବେ ଜେତ୍କି ଲକ୍ ମକେ ନ ଦେକିରଇଲାଇ, ସେ ସବୁଲକର୍ ପାଇ, ମୁଇ କେତେକ୍ କସ୍ଟ କଲିନି, ସେଟା ତମେ ଜାନା ବଲିକରି ମନ୍କଲିନି ।
2 Jak mi záleží na tom, aby byli potěšeni a vzájemně se milovali, aby plně poznali a pochopili Boží tajemství. Tímto tajemstvím je Kristus.
୨ଏ ସବୁ ବିସଇ ତମ୍କେ ଆତ୍ମା ଇସାବେ ସାର୍ଦା କରାଇବାପାଇ ମୁଇ କଲିନି । ଜେନ୍ତାରିକି ତମେ ଗଟେକ୍ ମନ୍ ଅଇକରି ଆଲାଦ୍ କରାକରି ଅଇସା । ତମେ ପୁରାପୁରୁନ୍ ବୁଜ୍ବାବେଲେ ବେସି ଆସା ଆରି ସାର୍ଦା ଅଇରଇସା । ଜଦି ତମ୍କେ ଏ ଆସା ରଇଲେ, ପର୍ମେସର୍ ଜଜ୍ନା କଲାଟା ଜାନିପାରାସ୍ । ସେ ଆସା ପୁର୍ବେ ରଇଲା ଲକ୍ମନ୍କେ ଜାନାଇ ନ ରଇଲା । ସେଟା ନିଜେ କିରିସ୍ଟର୍ ବିସଇସେ ।
3 V něm je obsaženo vše, co člověk vůbec může o Bohu vědět.
୩ସେ ନିଜେ ଏ କବରର୍ ଅରତ୍ ବୁଜାଇପାର୍ସି । ସେଟା ଗଟେକ୍ ବେସି ମୁଲିଅ ରଇବା ବିସଇ ।
4 Říkám to proto, aby vám někdo něco nenamluvil.
୪କେ ମିସା କାତାର୍ ଚାଲାକିସଙ୍ଗ୍ ତମ୍କେ ନ ନାଡାଅତ୍ ବଲି ଆସାକରି ଏଟା ମୁଇ ତମ୍କେ ଲେକ୍ଲିନି । ସେମନ୍ କଇବା କାତା ସତ୍ପାରା ଲାଗ୍ଲେମିସା ନାଡାଇ ଉଆନାଇ ।
5 I když jsem daleko od vás, přece jsem v duchu s vámi. Jsem rád, že vaše víra v Krista je tak pevná a spořádaná.
୫କାଇକେବଇଲେ ଗାଗଡ୍ ଇସାବେ ମୁଇ ତମର୍ ସଙ୍ଗ୍ ନ ରଇଲେ ମିସା ଆତ୍ମା ଇସାବେ ଆଚି । ତମେ କିରିସ୍ଟକେ ଡାଟ୍ସଙ୍ଗ୍ ବିସ୍ବାସ୍ କଲାଟା ଆରି ଗଟେକ୍ ମନ୍ ଅଇରଇବାଟା ଦେକି ମୁଇ ବେସି ସାର୍ଦା ଅଇଲିନି ।
6 Přijali jste Krista jako svého Pána.
୬ତେବେ ଜିସୁକିରିସ୍ଟକେ ତମର୍ ମାପ୍ରୁ ଇସାବେ ଜେନ୍ତି ବିସ୍ବାସ୍ କରିଆଚାସ୍, ସେନ୍ତାରି ତାର୍ସଙ୍ଗ୍ ମିସିକରି ରୁଆ ।
7 Zůstaňte s ním v živém spojení. Zapusťte do něj kořeny, na něm budujte celý svůj život. Držte se pevně toho, co jste od něj přijali. A stále znovu za vše děkujte Bohu.
୭କିରିସ୍ଟର୍ ବିସଇ ବିସ୍ବାସ୍ କରିରଇବା କବର୍ ଡାଟ୍ସଙ୍ଗ୍ ଦାରିରୁଆ । ତାର୍ ବିସଇ ଅଦିକ୍ ଅଦିକ୍ ସିକା ଆରି ବିସ୍ବାସେ ଡାଟ୍ ଉଆ । ଜେନ୍ତିକି ତମ୍କେ ସିକାଇଲାପାରା, ପର୍ମେସର୍କେ ଦନିଅବାଦ୍ ଦେଇତେରୁଆ ।
8 Mějte se na pozoru před domnělou moudrostí, která do křesťanského hávu odívá jen lidské teorie, s živým Kristem však nemá nic společného. Kristus je pánem i všech andělských bytostí, které někteří z vás uctívají.
୮କେ ମିସା ନିଜର୍ ଚାଲାକିକରି ପର୍ମେସରର୍ ବିସଇ ତିଆର୍କରି ରଇବାଟା ସଙ୍ଗ୍ ତମ୍କେ ପାନ୍ଦେ ନ ଲାଗାଅତ୍, ସେଟାର୍ପାଇ ଜାଗ୍ରତ୍ ଅଇରୁଆ । ସେମନ୍ ସିକାଇବାଟା କାଇ ଲଡାକେ ନ ଆସେ ଆରି ସେଟା ସତ୍ ବିସଇ ନଏଁ । ସେଟା ବିନ୍ ଲକର୍ଟାନେଅନି ସୁନି ସୁନି ଆଇବାଟା ଆରି ସେଟା ଏ ଜଗତ୍ ବିତ୍ରେ ରଇବା ନିୟମ୍ । ମାତର୍ କିରିସ୍ଟର୍ ବିସଇଟାନେ ରଇବା, ସତ୍ ସିକିଆ ନଏଁ ।
9 On je dokonalým ztělesněním božství
୯କାଇକେବଇଲେ ନର୍ରୁପ୍ ଦାରିରଇବାବେଲେ ମିସା କିରିସ୍ଟ ପୁରାପୁରୁନ୍ ପର୍ମେସର୍ ରଇଲା ।
10 a jenom v něm máte plné spojení s Bohem.
୧୦ଆରି ତମେ ତାର୍ ସଙ୍ଗ୍ ମିସିରଇଲାର୍ପାଇ ଆତ୍ମା ଇସାବେ ପୁରାପୁରୁନ୍ ଅଇଆଚାସ୍ । ବିନ୍ ବିନ୍ ବପୁ ଆରି ଅଦିକାର୍ ଉପ୍ରେ ରଇ, କିରିସ୍ଟର୍ ସାସନ୍ ବଡ୍ ।
11 Tak jste se i vy stali Božím lidem a nebylo k tomu již třeba obvyklé židovské obřízky, která je dílem člověka. „Obřízka“, kterou na nás provádí Bůh, je účinnější, protože zasahuje celé tělo, až dosud ovládané hříchem.
୧୧ତମେ କିରିସ୍ଟ ସଙ୍ଗ୍ ମିସ୍ଲାର୍ପାଇ ସୁନତ୍ ଅଇଲାପାରା ଅଇଆଚାସ୍ । ଜେନ୍ତିକି ତମର୍ ପାପର୍ ଗୁନ୍ଚଲନେ ଅନି ମୁକ୍ଲିଆଚାସ୍ । ଗାଗଡ୍ ଇସାବେ ସୁନତ୍ ଅଇଆଚାସ୍ ବଲି ମୁଇ କଇନାଇ, ମାତର୍ କିରିସ୍ଟସେ ତମର୍ ପାପର୍ ଗୁନ୍ଚଲନେଅନି ମୁକ୍ଲାଇଆଚେ ।
12 Vždyť ve křtu jsme se postavili po bok Kristu v jeho smrti i pohřbení a s jeho vzkříšením jsme přijali i my nový život.
୧୨ତମେ ଜେଡେବେଲେ ଡୁବନ୍ ନେବାକେ ପାନିଟାନେ ବୁଡ୍ଲାସ୍, ସେଟା ତମର୍ ପାପର୍ ଗୁନ୍ଚଲନ୍ କିରିସ୍ଟର୍ ସଙ୍ଗ୍ ମରିକରି ତପିଅଇଲାପାରା ଅଇରଇଲାସ୍ । ପାନିବିତ୍ରେଅନି ବାରଇଲାଟା ନୁଆ ଗୁନ୍ଚଲନ୍ ଦାରି କିରିସ୍ଟର୍ ସଙ୍ଗ୍ ଆରି ତରେକ୍ ଉଟ୍ଲାପାରା ଅଇଲା । ପର୍ମେସର୍ ତାର୍ ବପୁସଙ୍ଗ୍ ମଲାତେଇଅନି ଜିବନ୍କରି କିରିସ୍ଟକେ ଉଟାଇଲା ବଲି ତମେ ବିସ୍ବାସ୍ କଲାର୍ପାଇ ଏଟା ତମ୍କେ ଗଟ୍ଲା ।
13 Vaše hříchy, vaše přirozená odcizenost Bohu, byly hrobem, do něhož jste se sami uzavřeli. On ale vaše hříchy odklidil, hrob otevřel a propustil vás na svobodu.
୧୩ତମେ ଜିଉଦି ନ ଅଇଲା ଲକ୍ମନ୍ ପର୍ମେସରର୍ ନିୟମ୍ ନ ମାନ୍ଲାର୍ପାଇ ତାର୍ଟାନେଅନି ବେଗ୍ଲି ରଇଲାସ୍ । ଆରି ତମର୍ ପାପର୍ ଗୁନ୍ଚଲନର୍ ବପୁଅନି ମୁକ୍ଲି ନ ରଇଲାସ୍ । ମାତର୍ ପର୍ମେସର୍ କିରିସ୍ଟର୍ ସଙ୍ଗ୍ ଗଟେକ୍ ନୁଆ ଜିବନ୍ କରି ତମ୍କେ ଉଟାଇଆଚେ । ସେ ଆମର୍ ସବୁ ପାପ୍ କେମାକରି ଦେଲାଆଚେ ।
14 Seznam vašich hříchů, který svědčil proti vám, přibil na kříž a tím jej navždy zničil.
୧୪ଆମେ କରିରଇବା ସବୁ ପାପ୍ ଲେକାଅଇରଇବା ଚିଟିପତର୍ ଜନ୍ଟା କି ଆମ୍କେ ଦସିକରିରଇଲା, ସେ ସବୁ ପର୍ମେସର୍ ଲିବାଇଦେଲା । ଲେକ୍ଲାଟାମନ୍ କୁରୁସ୍କାଟେ କୁଟି ମାରି କୁରୁପ୍ନାସ୍ କଲା ।
15 Tak odzbrojil, zneškodnil a na pranýř postavil neviditelné síly, které vás držely v hříchu. Jak slavné vítězství!
୧୫ସାସନ୍ କରି ଅଦିକାରେ ରଇବା ସବୁ କାରାପ୍ ଆତ୍ମାମନ୍କେ ସେ ଆରାଇଲା । କିରିସ୍ଟ କୁରୁସ୍କାଟେ ମଲାକେ, ସେ ସବୁ ସାସନ୍କାରିଆମନ୍କେ ଆରାଇଲା ବଲି ଦେକାଇଲା ।
16 Nikdo už tedy nemá právo vytýkat vám, co jíte nebo pijete, ani že nedodržujete svátky, slavnosti nových měsíců nebo židovské dny odpočinku.
୧୬ତେବର୍ପାଇ ତମର୍ କାଇବା, ପିଇବା, ବିସଇ ଅ କି ତାକର୍ କେତେଟା ପରବ୍ଚନ୍ଦ୍ଟାନେ କି ଉଆଁସ୍ରାତି ବେଲେ କି ବିସ୍ରାମ୍ବାରେ ତମେ ମିସାସ୍ନାଇ, ବଲି କାକେ ବିଚାର୍ କର୍ବାକେ ଦିଆସ୍ନାଇ ।
17 Všechny ty předpisy byly jen dočasné a Kristovým příchodem ztratily smysl. To všechno bylo jen obrazem nového Božího světa. V Kristu se již setkáváme s jeho skutečností.
୧୭ଏ ସବୁ ନିୟମ୍ ପର୍ମେସର୍ ଆମ୍କେ ଦେବିବଲି କାତାଦେଇରଇବା ବିସଇର୍ ଚିନ୍ । ଏ ସବୁ ନିୟମର୍ ଚିନ୍ କିରିସ୍ଟର୍ଟାନେ ପୁରାପୁରୁନ୍ ସିଦ୍ ଅଇସି ।
18 Nenechte si nic předepisovat od lidí, kteří uctívají anděly a odvolávají se přitom na svá vidění. Nemají nač být domýšliví.
୧୮ନିଜ୍କେ ନିଚ୍କରି ସେମନ୍ ଉପାସନା କଲାପାରା ଦୁତ୍ମନ୍କେ ଉପାସନା କର୍ବାକେ, କାକେମିସା ବାଦିଅ କର୍ବାକେ ଦିଆସ୍ନାଇ । ସେନ୍ତାର୍କଲେ ପର୍ମେସର୍ କାତାଦେଇରଇବା ପୁରୁସ୍କାର୍ ତମ୍କେ ନ ମିଲେ । ସେନ୍ତାରି ସିକାଇବା ଗଟେକ୍ଲକ୍, ପର୍ମେସର୍ଟାନେ ଅନି ଦର୍ସନ୍ ଦେକିଆଚି ବଲିକରି ଅଦିକାର୍ ସଙ୍ଗ୍ ସିକାଇଲାନି । ସେ ତାର୍ ଚାଲାକିସଙ୍ଗ୍ ନିଜେ ତିଆର୍କରିରଇବା ବିସଇର୍ ଲାଗି ବଡ୍ପନ୍ ଅଇସି, ମାତର୍ ସତଇସେ ସେନ୍ତାରି ବଡ୍ପନ୍ ଅଇବାକେ କାଇଟାମିସା ନାଇ ।
19 Nedrží se totiž Krista – hlavy, s nímž všichni tvoříme jedno tělo. V něm jsme všichni navzájem spojeni a růst můžeme jen tehdy, bereme-li výživu a sílu z Boha.
୧୯କିରିସ୍ଟର୍ ବିସଇଟାନେ ରଇବା ସତ୍ ସିକିଆ ଚାଡିଦେଲାଇ ଆଚତ୍ । କିରିସ୍ଟ ଜେ କି ଗାଗଡର୍ ମୁଣ୍ଡ୍ ଅଇଆଚେ । ମୁଣ୍ଡ୍ ଜେନ୍ତାର୍କି ଗାଗଡ୍କେ ବାଟ୍ ଦେକାଇସି, ସେନ୍ତାରିସେ ତାର୍ ଲକ୍ମନ୍ ଗଟେକ୍ ଅଇରଇବାକେ କିରିସ୍ଟ ବାଟ୍ ଦେକାଇସି । ଗାଗଡର୍ ସନ୍ଦି ଆରି ଚିର୍ ଗାଗଡ୍କେ ଗଟେକ୍ କରି ସଙ୍ଗଇଲାପାରା । ଆରି ପର୍ମେସର୍ ମନ୍କଲାପାରା ସେଟା ବଡ୍ସି ।
20 S Kristem jste vstoupili do nové roviny života. Starý život vzal za své a s ním i všechny obřadní předpisy, které z něho vzešly. Proč tedy stále ještě to staré:
୨୦ତମେ କିରିସ୍ଟର୍ ସଙ୍ଗ୍ ମଲାର୍ପାଇ ଏ ଜଗତର୍ ସାସନ୍କାରିଆମନର୍ ଟାନେଅନି ମୁକ୍ଲିଆଚାସ୍ । ତେବେ ଏ ଜଗତେ ରଇବା ନିୟମ୍ମନ୍ ଏବେ ଜାକ କାଇକେ ମାନିଆଚାସ୍?
21 toho se nedotýkej, to nejez, to neber. Vždyť jde o věci určené ke spotřebování.
୨୧ଏନ୍ତାରିଟାମନ୍ ଦାରାନାଇ କି କାଆନାଇ କି, ଏନ୍ତାରିଟାମନ୍ ଚିଆନାଇ ମିସା । ଏ ନିୟମ୍ମନ୍ କାଇକେ ମାନିକରି ଆଚାସ୍?
22 Jsou to jen lidské předpisy a jejich plnění nemusí být ani tolik projevem zvláštní zbožnosti, jako spíše ukájením vlastní ctižádosti.
୨୨ଏ ସବୁଜାକ ନିୟମ୍ ମାନିକରି ଚାଲ୍ଲେ ତମ୍କେ କାଇ ଲଡାକେ ନ ଆସେ । କାଇକେବଇଲେ ସେଟା ଲକ୍ମନ୍ ତିଆର୍କଲାଟା ।
୨୩ଏ ରକାମର୍ ନିୟମ୍ ବେସି ଗିଆନ୍ ରଇଲାପାରା ଡିସ୍ସି । ବାଦିଅକରି ଦୁତ୍ମନ୍କେ ଉପାସନା କର୍ବାଟାନେ ଆରି ଲକ୍ମନ୍କେ ଦେକାଇଅଇଲା ପାରା ନିଜ୍କେ ନିଚ୍କରି ଆରି ଗାଗଡ୍କେ କସ୍ଟ ଦେବା ବିସଇ ସିକାଇବାଇ । ମାତର୍ ଏ ସବୁ ନିୟମ୍ ଲକ୍ମନର୍ ପାପର୍ ଗୁନ୍ଚଲନ୍ ଜାଗ୍ରତ୍ କରି ସଙ୍ଗଇବାକେ କାଇ ମୁଲିଅ ନ ରଏ ।