< Skutky Apoštolů 9 >

1 Saul se však snažil Ježíšovy následovníky zastrašit a zlikvidovat.
ସେ ସବୁ ଗଟ୍‌ବା ବେଲେ, ସାଉଲ୍‌ ମାପ୍‌ରୁର୍‌ ସିସ୍‌ମନ୍‌କେ ମରାଇଦେବି ବଲି ଦମ୍‌କାଇତେ ରଇଲା । ସେ ବଡ୍‌ ପୁଜାରିର୍‌ ଲଗେ ଗାଲା ।
2 Vyžádal si od velekněze pověřující listiny pro židovské synagogy v Damašku. Chtěl tam pátrat po křesťanech, mužích i ženách, zatknout je a přivést do Jeruzaléma před soud.
ଜାଇକରି ଦାମାସ୍‌କାସେ ଜିଉଦିମନର୍‌ ପାର୍‌ତନା ଗରେ ଦେବାକେ ଅଦିକାରର୍‌ ଚିଟି ମାଙ୍ଗ୍‌ଲା । ଦାମାସ୍‌କାସେ ଜନ୍‌ ମାଇଜି ଆରି ମୁନୁସ୍‌ମନ୍‌ ମାପ୍‌ରୁର୍‌ ବାଟେ ଆଇଲାଇ ଆଚତ୍‍, ସେମନ୍‌କେ ବନ୍ଦିକରି ଡଣ୍ଡ୍‌ ଦେବାକେ, ଜିରୁସାଲମର୍‌ ଜିଉଦି ନେତାମନର୍‌ଟାନେ ଆନିଅଇସି । ବାନ୍ଦିକରି ଜିରୁସାଲମେ ଆନ୍‌ବାକେ ସାଉଲ୍‌କେ ଏ ଚିଟି ଅଦିକାର୍‌ ଦେଲା ।
3 Vydal se tam se svým doprovodem a byl již před branami Damašku, když ho obklopilo zvláštní světlo z nebe.
ସାଉଲ୍‌ ଦାମାସ୍‌କସ୍‌ ନଅର୍‌ ଲଗାଲଗି ଅଇବା ବେଲେ, ଅଟାତ୍‌ ବାଦ୍‌ଲେଅନି ଗଟେକ୍‌ ଉଜଲ୍‌ ସାଉଲର୍‌ ଚାରିବେଡ୍‌ତି ଜଗ୍‌ଜଗି ଗାଲା ।
4 V úleku padl na zem a uslyšel hlas: „Saule, Saule, proč mne pronásleduješ?“
ତେଇ ସେ ତଲେ ଅଦ୍‌ରି ଗାଲା ଆରି ଗଟେକ୍‌ କଇବା କାତା ସୁନ୍‌ଲା “ଏ ସାଉଲ୍‌ ତୁଇ ମକେ କାଇକେ ସାଦ୍‌ଲୁସ୍‌ନି?”
5 Zeptal se: „Ale kdo jsi, pane?“Pán mu odpověděl: „Já jsem Ježíš a ty mne pronásleduješ v mých učednících. Je to stejné, jako bys chtěl hlavou rozbít zeď.“Saul zlomený hrůzou řekl: „Pane, čekám na tvoje rozkazy.“
ସେ କଇଲା, “ତମେ କେ ମାପ୍‌ରୁ?” “ତୁଇ ଜାକେ ସାଦ୍‌ଲୁସ୍‌ନି, ସେ ଜିସୁ ମୁଇ ।
6 A Pán k němu: „Vstaň, jdi do města a tam se dozvíš další.“
ଏବେ ଉଟ୍‌, ନଅରେ ଜା, କାଇଟା କର୍‌ବାକେ ଅଇସି, ତେଇ ତକେ ଜାନାଇବି ।”
7 Muži ze Saulova doprovodu stáli v úžasu; něco slyšeli, ale nevěděli, s kým jejich velitel mluví.
ସାଉଲର୍‌ ସଙ୍ଗ୍‍ ଜିବା ଲକ୍‌ମନ୍‌ କାବାଅଇଜାଇ ତେବିଦେଲାଇ, ତାକର୍‌ ଟଣ୍ଡେଅନି ପଦେକ୍‌ କାତା ବାରଏ ନାଇ । କଇବା ସବଦ୍‌ ସେମନ୍‌ ସୁନ୍‌ଲାଇ, ମାତର୍‌ କାକେ ଦେକି ନାପାର୍‌ଲାଇ ।
8 Saul se zvedl ze země, protíral si oči, ale neviděl nic; oslepl. Uchopili ho za ruce, a tak ho odvedli do Damašku.
ସାଉଲ୍‌ ଉଟି ଆଁକି ଦେକ୍‌ଲା ମାତର୍‌ ତାକେ କାଇଟା ଡିସେ ନାଇ । ତେବେ ତାର୍‌ ସଙ୍ଗର୍‌ ଲକ୍‌ମନ୍‌ ଆତେ ଦାରି ଦାମାସ୍‌କସ୍‌ ଡାକିନେଲାଇ ।
9 Tři dny trvala jeho slepota a po celou tu dobu nic nejedl ani nepil.
ତିନ୍‌ଦିନ୍‌ ଜାକ ସେ କାଇଟା ଦେକି ନାପାର୍‌ଲା ଆରି ତିନ୍‌ଦିନ୍‌ ଜାକ କାଏ ନାଇ କି ପିଏ ନାଇ ।
10 V Damašku žil věřící muž jménem Ananiáš. Tomu se zjevil Pán Ježíš a oslovil ho jménem. Ananiáš se zeptal: „Pane, co si přeješ?“
୧୦ଦାମାସ୍‌କସେ ଅନନିୟ ନାଉଁର୍‌ ଗଟେକ୍‌ ବିସ୍‌ବାସି ଲକ୍‌ ରଇଲା, ସେ ମାପ୍‌ରରୁ ଦର୍‌ସନ୍‌ ପାଇଲା, ମାପ୍‌ରୁ ତାକେ କଇଲା, “ଅନନିୟ!” ସେ କଇଲା, “ମୁଇ ଇତି ଆଚି ମାପ୍‌ରୁ, କୁଆ ।”
11 Pán mu řekl: „Vstaň a jdi do Přímé ulice. Tam v Judově domě najdeš Saula, který pochází z Tarsu.
୧୧ମାପ୍‌ରୁ କଇଲା, “ତିଆର୍‌ ଅ । ସଲକ୍‌ ନାଉଁର୍‌ ବାଟ୍‍ଦାରି ଜିଉଦାର୍‌ ଗରେ ଜା । ତେଇ ତାର୍‌ସସେଅନି ଆସି ରଇବା ସାଉଲ୍‌ ନାଉଁର୍‌ ଗଟେକ୍‌ ଲକ୍‌କେ କଜ୍‌ । ସେ ପାର୍‌ତନା କଲାନି ।
12 Při modlitbě tě uviděl, jak k němu jdeš, kladeš na něj ruce a on znovu dostává zrak. Zjevil jsem mu i tvoje jméno.“
୧୨ସେ ଦର୍‌ସନ୍‌ ଦେକ୍‌ଲାବେଲେ ଅନନିୟ ବଲି ଗଟେକ୍‌ ଲକ୍‌ ତାର୍‌ ଗରେ ପୁର୍‌ବାଟା ସେ ଦେକିଆଚେ, ତୁଇ ଜା ଆରି ସେ ଜେନ୍ତିକି ଆରିତରେକ୍‌ ଦେକିପାର୍‌ସି ତାର୍‌ ଉପ୍‌ରେ ଆତ୍‌ ସଙ୍ଗ ।”
13 Ale Ananiáš namítl: „Pane, o tom muži kdekdo vypráví, jak mnoho zla způsobil mezi tvými věrnými v Jeruzalémě.
୧୩ମାତର୍‌ ଅନନିୟ କଇଲା, “ମାପ୍‌ରୁ ଏ ଲକ୍‌ ଜିରୁସାଲାମେ ତମର୍‌ ଲକ୍‌ମନ୍‌କେ ଜେତ୍‌କି ପାପ୍‌ କାମ୍‌ କଲା ଆଚେ, ସେ ବିସଇ କେତେ କେତେ ଲକ୍‌ ମକେ ଜାନାଇ ଆଚତ୍‌ ।
14 I sem prý přišel s pověřením předních kněží, aby pozatýkal všechny, kdo vyznávají tvoje jméno.“
୧୪ଆରି ସେ ଲକ୍‌ ମୁକିଅ ପୁଜାରିମନର୍‌ ଟାନେଅନି ଅଦିକାର୍‌ କାଗଜ୍‌ ନେଇକରି ଦାମାସ୍‌କାସେ, ତମ୍‌କେ ପାର୍‌ତନା କର୍‌ବା ଲକ୍‌ମନ୍‌କେ ଦାରି ନେବାକେ ଆସିଆଚେ ।”
15 Pán mu však řekl: „Přesto jdi. Já jsem si ho vybral za svůj zvláštní nástroj, který bude šířit zvuk mého jména nejen mezi židy, ale i mezi pohany a donese ho až před panovníky.
୧୫ମାପ୍‌ରୁ ତାକେ କଇଲା, “ଜାଆ ଜିଉଦି ନ ଅଇଲା ଲକ୍‌ମନ୍‌, ତାକର୍‌ ରାଜାମନ୍‌ ଆରି ଇସ୍‌ରାଏଲର୍‌ ଲକ୍‌ମନ୍‌କେ, ମର୍‌ ନାଉଁ ଜାନାଇବାକେ ଆରି ମର୍‌ ସେବା କର୍‌ବାକେ ମୁଇ ତାକେ ବାଚ୍‌ଲି ଆଚି ।
16 A ukáži mu, že pro moje jméno hodně vytrpí.“
୧୬ସେ ମର୍‌ ପାଇ ଜେତ୍‌କି ସବୁ କସ୍‌ଟ ମୁରଚ୍‌ବାର୍‌ ଆଚେ, ମୁଇ ନିଜେ ତାକେ ଜାନାଇବି ।”
17 Ananiáš šel a v určeném domě nalezl Saula. Položil na něj ruce a řekl: „Saule, bratře, posílá mě k tobě Pán Ježíš, který se ti ukázal na cestě k nám. Máš zase prohlédnout a být naplněn svatým Duchem.“
୧୭ଅନନିୟ ଗାଲା ଆରି ସାଉଲ୍‌ ରଇବା ଗରେ କେଟ୍‌ଲା । ସାଉଲ୍‌କେ ବେଟ୍‌ଅଇ ତାର୍‌ ଉପ୍‌ରେ ଆତ୍‌ ସଙ୍ଗଇ ତାକେ କଇଲା, “ଏ ବାଇ ସାଉଲ୍‌, ଇତି ତର୍‌ଟାନେ ଆଇବାକେ ମାପ୍‌ରୁ ଜିସୁ ମକେ ପାଟାଇଆଚେ । ତୁଇ ଇତି ଆଇବା ବାଟେ ସେସେ ତକେ ଦେକାଇଅଇଲା । ତୁଇ ଜେନ୍ତିକି ଆରି ତରେକ୍‌ ଦେକି ପାରୁସ୍‌ ଆରି ସୁକଲ୍‌ ଆତ୍‌ମାଇ ପୁରାପୁରୁନ୍‌ ଅଇପାରୁସ୍‌ । ସେଟାର୍‌ପାଇ ପର୍‌ମେସର୍‌ ମକେ ପାଟାଇଆଚେ ।”
18 A tu jako by se protrhla tma a Saul okamžitě prohlédl. Povstal a dal se pokřtít.
୧୮ଅନନିୟ ଏ କାତା କଇଲା ଦାପ୍‌ରେ ଏଦେ ଦେକା! ସାଉଲର୍‌ ଆଁକିଅନି ମାଚ୍‌ କସ୍‌ଲି ପାରାଟା କୁସ୍‌ଲି ଅଦର୍‌ଲା । ସେ ଆରି ତରେକ୍‌ ଦେକି ପାର୍‌ଲା । ସେ ଉଟ୍‌ଲା ଆରି ଅନନିୟ ତାକେ ଡୁବନ୍‌ କଲା ।
19 Potom se posilnil jídlem. Připojil se k damašským následovníkům Krista a byl s nimi několik dní.
୧୯ଆରି କାଆପିଆ ଅଇ ବପୁ ଅଇଲା । ସାଉଲ୍‌ ଜିସୁକେ ବିସ୍‌ବାସ୍‌ କର୍‌ବା ଲକ୍‌ମନର୍‌ ସଙ୍ଗ୍‍ ଦାମାସ୍‌କସେ କେତେ ଦିନ୍‌ ରଇଲା ।
20 Brzy však začal chodit také do synagog a veřejně hlásal, že Ježíš je Boží Syn.
୨୦ସେ ସିଦା ପାର୍‌ତନା କର୍‌ବା ଗର୍‌ମନ୍‌କେ ଜାଇ ଜିସୁସେ ପର୍‌ମେସରର୍‌ ପଅ ବଲି ଜାନାଇବାର୍‌ ଦାର୍‌ଲା ।
21 Všichni posluchači se divili a říkali: „Cožpak to není ten, kdo tak tvrdě v Jeruzalémě pronásledoval Ježíšovy vyznavače? I sem přece přišel, aby je pochytal a předvedl před veleradu.“
୨୧ଜନ୍‌ ଲକ୍‌ମନ୍‌ ତାର୍‌ କାତା ସୁନ୍‌ଲାଇ, କାବାଅଇଜାଇକରି ପାଚାର୍‌ଲାଇ, “ଜିରୁସାଲମେ ଜିସୁକେ ବିସ୍‌ବାସ୍‌ କରି ପାର୍‌ତନା କର୍‌ବା ଲକ୍‌ମନ୍‌କେ ଜନ୍‌ଲକ୍‌ ମରାଇତେ ରଇଲା, ଏ କାଇ ସେ ଲକ୍‌ ନଏଁ କି? ସେମନ୍‌କେ ମୁକିଅ ପୁଜାରିମନର୍‌ ଲଗେ ଦାରିନେବାକେ ସେ କାଇ ଇତି ଆସି ନ ରଇଲା କି?”
22 Avšak Saula tím neumlčeli. Naopak on umlčoval damašské židy a dokazoval jim, že Ježíš je Mesiáš.
୨୨ମାତର୍‌ ସାଉଲ୍‌ ଦରମ୍‌ ସାସ୍‌ତରେ ଅନି, ଜିସୁ ଆକା ମସିଅ ବଲି ସତ୍‌ ଦେକାଇଲା । ଏ ବିସଇଟାନେ ତାର୍‌ କଇବା କାତା ଏତେ ବପୁ ରଇଲା ଜେ, ଦାମାସ୍‌କସେ ବାସାଅଇ ରଇବା ଜିଉଦିମନ୍‌ ତାର୍‌ କଇବା କାତାର୍‌ ଗଟେକ୍‌ ମିସା ଉତର୍‌ ଦେଇନାପାର୍‌ଲାଇ ।
23 Když už to trvalo dlouho, domluvili se někteří z nich, že ho zabijí.
୨୩କେତେଦିନ୍‌ ଗାଲା ପଚେ ଜିଉଦିମନ୍‌ ଗଟେକ୍‌ ଅଇକରି ସାଉଲ୍‌କେ ମରାଇବାକେ ପାଚ୍‌ନା କଲାଇ ।
24 Saul se dozvěděl o těch úkladech, ale oni dali hlídat ve dne i v noci městské brány, aby jim neunikl.
୨୪ମାତର୍‌ ସାଉଲ୍‌ ସେମନର୍‌ କୁଟ୍‌ କାତା ଜାନ୍‌ଲା । ସାଉଲ୍‌କେ ମରାଇବାକେ ସେମନ୍‌ ଦିନ୍‌ ରାତି ନଅରର୍‌ ସବୁ ଦୁଆର୍‌ମନ୍‌କେ ଜାଗ୍‌ଲାଇ ।
25 Tak ho křesťané nakonec spustili v koši přes hradby.
୨୫ମାତର୍‌ ଦିନେକ୍‌, ରାତିବେଲେ ସାଉଲର୍‌ ସିସ୍‌ମନ୍‌ ତାକେ ଡାଲାଇ ସାଜାଡି ନଅରର୍‌ ଚାରିବେଟ୍‌ତି ରଇବା ପାଚୁରିର୍‌ କାଣା ବାଟେ ତଲେ ଉତ୍‌ରାଇଦେଲାଇ ।
26 Saul přišel zpět do Jeruzaléma a pokoušel se připojit k Ježíšovým následovníkům, ale všichni se ho báli; nevěřili, že by se mohl tak změnit.
୨୬ସାଉଲ୍‌ ଜିରୁସାଲାମେ ଜାଇ ସିସ୍‌ମନର୍‌ ସଙ୍ଗ୍‍ ମିସ୍‌ବାକେ ଚେସ୍‌ଟା କଲା । ମାତର୍‌ ସେମନ୍‌ ସାଉଲ୍‌କେ ଗଟେକ୍‌ ସିସ୍‌ ବଲି ମୁଲ୍‌କେ ବିସ୍‌ବାସ୍‌ କରତ୍‌ ନାଇ । ସବୁ ଲକ୍‌ ତାକେ ଡର୍‌ତେ ରଇଲାଇ ।
27 Tu se ho ujal Barnabáš, přivedl ho k apoštolům a všechno jim vyprávěl: Jak se Pán na cestě ukázal Saulovi a mluvil s ním a jak potom Saul v Damašku bez bázně hlásal Ježíše.
୨୭ମାତର୍‌ ପଚେ, ବର୍‌ନବା ତାକେ ପେରିତ୍‌ ସିସ୍‌ମନର୍‌ ଲଗେ ନେଲା । ଦାମାସ୍‌କସର୍‌ ବାଟେ କେନ୍ତି ସାଉଲ୍‌ ମାପ୍‌ରୁର୍‌ ଦର୍‌ସନ୍‌ ପାଇରଇଲା, ଆରି ମାପ୍‌ରୁ ତାକେ କାତା କଇରଇଲା, ଏ ସବୁ ବିସଇ ସେମନ୍‌କେ ବୁଜାଇକରି କଇଲା । ଦାମାସ୍‌କସେ ସାଉଲ୍‌ ନ ଡର୍‌ତେ କେନ୍ତାରି ଜିସୁର୍‌ ନାଉଁ ଦାରି ତାର୍‌ ବାକିଅ ଜାନାଇରଇଲା, ସେମନ୍‌କେ ଟିକି ନିକି ବୁଜାଇ କରି କଇଲା ।
28 A tak ho věřící v Jeruzalémě přijali mezi sebe a také zde směle mluvil o Pánu Ježíši.
୨୮ଆରି ସାଉଲ୍‌, ପେରିତ୍‌ ସିସ୍‌ମନର୍‌ ସଙ୍ଗ୍‍ ରଇଲା ଆରି ଜିରୁସାଲମର୍‌ ଗୁଲାଇବାଟେ ଜାଇ, ନ ଡର୍‌ତେ ମାପ୍‌ରୁର୍‌ ବାକିଅ ଜାନାଇଲା ।
29 Zvláště rád diskutoval s řecky mluvícími židy. Ti mu nakonec také ukládali o život.
୨୯ସାଉଲ୍‌ ଏ ସବୁ ବିସଇ ଗିରିକ୍‌ ବାସା କଇବା ଜିଉଦିମନର୍‌ ସଙ୍ଗ୍‍ ଦଦାପେଲା ଅଇଲା । ମାତର୍‌ ସେମନ୍‌ ସାଉଲ୍‌କେ ମରାଇବାକେ ଚେସ୍‌ଟା କଲାଇ ।
30 Když se to dozvěděli bratři, odvedli ho tajně do Césareje a odtud ho poslali do rodného Tarsu.
୩୦ବିସ୍‌ବାସି ବାଇମନ୍‌ ଏ କାତା ଜାନିକରି ସାଉଲ୍‌କେ କାଇସରିଆ ନାଉଁର୍‌ ଗଟେକ୍‌ ଜାଗାଇ ଦାରିଗାଲାଇ । ଆରି ତେଇଅନି ତାକେ ତାର୍‌ସିସ୍‌ ବଲି ବିନ୍‌ ଗଟେକ୍‌ ଜାଗାଇ ପାଟାଇ ଦେଲାଇ ।
31 Saulovým obrácením nastala pro sbory v Judsku, Galileji i v Samařsku pokojná doba vnitřního budování a života v oddanosti Bohu. Duch svatý mezi nimi působil, takže rostly i počtem.
୩୧ଜିଉଦା, ଗାଲିଲି ଆରି ସମିରଣେ ରଇବା ମଣ୍ଡଲିମନର୍‌ ପାଇ ସେବେଲା ଗଟେକ୍‌ ସାନ୍ତିର୍‌ ବେଲା ରଇଲା । ସୁକଲ୍‌ ଆତ୍‌ମା ସେମନର୍‌ ସଙ୍ଗ୍‍ ରଇଲା ଜେ ଲକ୍‌ମନ୍‌ ଦିନ୍‌କେଦିନ୍‌ ଅଦିକ୍‌ ଅଦିକ୍‌ ଅଇ ଡାଟ୍‌ ଅଇଲାଇ । ଜିସୁକେ ବିସ୍‌ବାସ୍‌କର୍‌ବା ଲକ୍‌ମନ୍‌, ମାପ୍‌ରୁକେ ଡରିକରି ଆରି ମାନିକରି ଜିଇତେ ରଇଲାଇ ।
32 Petr podnikl okružní cestu po všech sborech a přišel tak i k věřícím v Lyddě.
୩୨ପିତର୍‌ ବିନ୍‌ ବିନ୍‌ ଜାଗାଇ ବୁଲି ବୁଲି ତରେକ୍‌ ଲୁଦାଇ ବାସାଅଇରଇବା, ମାପ୍‌ରୁର୍‌ ଲକ୍‌ମନର୍‌ ସଙ୍ଗ୍‍ ମିସ୍‌ବାକେ ଗାଲା ।
33 Navštívil tam jakéhosi Eneáše, který byl už osm let ochrnutý upoután na lůžko.
୩୩ତେଇ ଏନିୟ ନାଉଁର୍‌ ଗଟେକ୍‌ ଲକ୍‌କେ ସେ ବେଟ୍‌ ଅଇଲା, ଏନିୟକେ ଚେରେଙ୍ଗ୍‌ ବାତ୍‌ ଦାରି ଆଟ୍‌ ବରସ୍‌ ଅଇଜାଇରଇଲା । ସଇଲାଟାନେଅନି ଉଟି ନାପାର୍‌ତେ ରଇଲା ।
34 Petr mu řekl: „Eneáši, Ježíš Kristus tě uzdravuje. Vstaň a skliď si své lůžko!“A on hned vstal.
୩୪ପିତର୍‌ ତାକେ କଇଲା, “ଏନିୟ ଜିସୁ ମାପ୍‌ରୁ ତକେ ନିକ କରିଆଚେ । ଉଟ୍‌ ଆରି ତର୍‌ ଅଚ୍‌ନା ସାଜାଡ୍‌ ।”
35 Když to viděli obyvatelé Lyddy a Sáronu, uvěřili v Pána Ježíše.
୩୫କଇଲା ଦାପ୍‌ରେ ଏନିୟ ଉଟି ଟିଆଅଇଲା । ଏଟା ଦେକି କରି ଲୁଦା ଆରି ସାରନେ ବାସା ଅଇରଇବା ସବୁ ଲକ୍‌ମନ୍‌ ମାପ୍‌ରୁର୍‌ ବାଟେ ଆଇବାକେ ମନ୍‌ କଲାଇ ।
36 Nedaleko Lyddy, v Joppe, žila věřící žena jménem Tabita, řecky Dorkas. Byla známá tím, jak z lásky podporovala chudé.
୩୬ଜପାଇ, ଟାବିତା ନାଉଁର୍‌ ଗଟେକ୍‌ ବିସ୍‌ବାସି ମାଇଜି ବାସା ଅଇରଇଲା । ତାର୍‌ ଗିରିକ୍‌ ନାଉଁ, ଦାର୍‌କାସ୍‌ । ତାର୍‌ ଅରତ୍‌ କଟ୍‌ରା । ସେ ସବୁବେଲା ସତ୍‌ କାମ୍‌ କରି, ରଗି ଦୁକିମନର୍‌ ସେବା କର୍‌ତେ ରଇଲା । ସେବେଲେ ସେ ରଗ୍‌ବେମାର୍‌ ଅଇ ମରିଗାଲା ।
37 Právě v těch dnech však onemocněla a zemřela. Připravili ji k pohřbu a zatím uložili do místnosti v patře.
୩୭ତାର୍‌ ଲକ୍‌ବାକ୍‌ମନ୍‌ ଟାବିତାର୍‌ ମଲାମଡ୍‌ ପାନିଦୁଆଇଲାଇ ଆରି ଲୁଗା ସଙ୍ଗ୍‍ ଗୁଡିଆଇ ଉପର୍‌ ତାଲାର୍‌ ବାକ୍‌ରାଇ ସୁଆଇଦେଲାଇ ।
38 Věřící se doslechli, že Petr je v Lyddě, a poslali k němu s prosbou, aby k nim hned přišel.
୩୮ଜପା ଜାଗା ଲୁଦାଇଅନି ଦୁରିକେ ନ ରଇଲା । ପିତର୍‌ ଲୁଦାଇ ଆଚେ ବଲି ସୁନିକରି ଜପାଇ ରଇବା ବିସ୍‌ବାସିମନ୍‌ ଦୁଇ ଲକ୍‌କେ ପିତରର୍‌ ଲଗେ କଇ ପାଟାଇଲାଇ । “ଅଲସମ୍‌ ନ କରି, ଦାପେ ଆମର୍‌ ଲଗେ ଚନେକ୍‌ ଆସା ।”
39 Petr šel s posly a ti ho vedli přímo nahoru do domu. Tam byl zástup plačících vdov, ty ho obklopily a ukazovaly mu šaty, které jim ušila jejich milá Dorkas.
୩୯ପିତର୍‌ ତିଆର୍‌ ଅଇକରି ସେମନର୍‌ ସଙ୍ଗ୍‍ ଗାଲା । ତେଇ ସେ କେଟ୍‌ଲା ଦାପ୍‌ରେ ଲକ୍‌ମନ୍‌ ତାକେ ଉପର୍‌ ତାଲାର୍‌ ବାକ୍‌ରାଇ ଡାକି ନେଲାଇ । ରାଣ୍ଡି ମାଇଜିମନ୍‌ ଚାରିବେଡ୍‌ତି ଅଇକରି କାନ୍ଦି କାନ୍ଦି ଦାର୍‌କାସ୍‌ ଜିବନ୍‌ ରଇଲାବେଲେ ସିଲାଇ ରଇବା ବସ୍‌ତର୍‌ ଆରି ଲୁଗାମନ୍‌ ସବୁ ପିତର୍‌କେ ଦେକାଇଲାଇ ।
40 Petr požádal, aby všichni odešli, poklekl a modlil se. Po chvíli se obrátil k mrtvému tělu a řekl: „Tabito, vstaň!“Ona otevřela oči, uviděla Petra a posadila se.
୪୦ପିତର୍‌ ବାକ୍‌ରାଇଅନି ସବୁକେ ବାର୍‌କରାଇ ଦେଲା ଆରି ମାଣ୍ଡିକୁଟା ଦେଇ ପାର୍‌ତନା କଲା । ତାର୍‌ପଚେ ଦର୍‌କାସର୍‌ ମଲା ଗାଗଡର୍‌ବାଟେ ଦେକିକରି କଇଲା, “ଟାବିତା ଉଟ୍‌!” ଏଦେ ଦେକା! ଦର୍‌କାସ୍‌ ଆଁକି ଦେକ୍‌ଲା ଆରି ପିତର୍‌କେ ଦେକି ଉଟିକରି ବସ୍‌ଲା ।
41 Petr jí podal ruku a pomohl jí vstát. Pak zase zavolal všechny nahoru a odevzdal jim Tabitu živou.
୪୧ପିତର୍‌ ଆତ୍‌ ଲାମାଇ ତାକେ ଉଟାଇଲା । ତାର୍‌ ପଚେ ତେଇ ରୁଣ୍ଡି ରଇଲା ସବୁ ବିସ୍‌ବାସି ଆରି ରାଣ୍ଡି ମାଇଜିମନ୍‌କେ ଡାକି ଦର୍‌କାସ୍‌କେ ସର୍‌ପିଦେଲା ।
42 To se rychle rozkřiklo po celém Joppe a mnoho lidí uvěřilo v Pána Ježíše.
୪୨ଏ କବର୍‌ ଜପାର୍‌ ଗୁଲାଇ ବାଟର୍‌ ଲକ୍‌ ସୁନ୍‌ଲାଇ ଆରି କେତେ କେତେ ଲକ୍‌ମନ୍‌ ମାପ୍‌ରୁକେ ବିସ୍‌ବାସ୍‌ କଲାଇ ।
43 Petr pak bydlel dlouho v Joppe v domě koželuha Šimona.
୪୩ପିତର୍‌ ବେସି ଦିନ୍‌ ଜପାଇ ସିମନ୍‌ ନାଉଁର୍‌ ଗଟେକ୍‌ ଲକ୍‌, ଜେକି ପସୁମନର୍‌ ଚାମ୍‌ ସଙ୍ଗ୍‍ କାଇକାଇ ଜିନିସ୍‌ମନ୍‌ ତିଆର୍‌ କରି ବଁଚ୍‌ତେ ରଇଲା, ତାର୍‌ ଗରେ ରଇଲା ।

< Skutky Apoštolů 9 >