< 3 Janův 1 >
1 Jan drahému Gájovi. Milovaný příteli, ujišťuji tě o své lásce a modlím se za tebe, aby ses měl tak dobře na těle, jako se máš na duchu.
ପାରାଚିନ୍ ଜହନ୍ ଜେ ମୁୟ୍ଁ, ମର୍ ଲାଡାର୍ ଗାୟର୍ ହାକ୍ ଇ ଚିଟି ଲେକୁଲେ, ତାକେ ମୁଁୟ୍ ସଃତ୍କଃରି ଲାଡ୍ କଃରୁଲେ ।
ଲାଡାର୍ ସଃଙ୍ଗ୍, ତର୍ ଆତ୍ମାର୍ ଜଃନ୍କଃରି ସୁବ୍ ଅଃଉଁଲି, ସେନ୍କଃରି ସଃବୁ ବିସୟେ ତର୍ ସୁବ୍ ଅଃଉଅ ଆର୍ ତର୍ ଗଃଗାଳ୍ ସଃବୁବଃଳ୍ ନିକ ରେଅ, ଇରି ମର୍ ପାର୍ତନା ।
3 Měl jsem velikou radost z vyprávění některých bratří, kteří se u mne zastavili a pověděli mi, že svým životem věrně následuješ pravdu.
କାୟ୍ତାକ୍ବଃଲେକ୍ କଃତେକ୍ ବିସ୍ୱାସି ବାୟ୍ମଃନ୍ ଆସି ଜଃଡେବଃଳ୍ ସଃତ୍ ଉହ୍ରେ ତର୍ ସଃର୍ଦା, ଆଚେ ଆର୍ କଃନ୍କଃରି ଜିବନେ ସଃତ୍ ଚାଲାଚାଲ୍ତି କଃରୁଲିସ୍, ଇ କଃତା ସାକି ଦିଲାୟ୍ ସଃଡେବଃଳ୍ ମୁଁୟ୍ ବଃଡେ ସଃର୍ଦା ଅୟ୍ଲେ ।
4 Nic mne nepotěší jako zpráva, že mé děti se drží Kristovy pravdy.
ମର୍ ହିଲାମଃନ୍ ଜେ ସଃତେ ରଃୟ୍ ଜିବନ୍ କାଟୁଲାୟ୍ ବଃଲି ସୁଣ୍ଲେକ୍ ମୁଁୟ୍ ବଃଡେ ସଃର୍ଦା ଅୟ୍ନ୍ଦ୍ ।
5 Milovaný příteli, konáš opravdu záslužnou a dobrou práci, že se staráš o kazatele, kteří navštěvují váš sbor.
ଲାଡାର୍ ସଃଙ୍ଗ୍, ତୁମି ବାୟ୍ମଃନ୍କେ ମୁଳ୍କଃରି ହଃର୍ବାସି କ୍ରିସ୍ଟିଆନ୍ ଗୁରୁମଃନ୍କେ ଜାୟ୍ରି କଃରୁଲିସ୍ ସେରି ସଃତ୍କଃରି କଃରୁଲିସ୍ ।
6 Všude o tvé lásce vyprávějí. Dobře děláš, že jim umožňuješ další práci, jak si Bůh přeje.
ସେମଃନ୍ ମଣ୍ଡ୍ଳିଏ ତର୍ ଲାଡ୍ କଃତା ସାକି ଦଃୟ୍ ଆଚ୍ତି; ଜୁୟ୍ ଜଦି ସେମଃନ୍କେ ଇସ୍ୱରାର୍ ଜୟ୍ଗ୍ ଉହ୍କାର୍ ଦଃୟ୍ ବାଟ୍ କାଡାୟ୍ ଦେସି, ତଃବେ ନିକ କାମ୍ କଃର୍ସି,
7 Pracují přece pro Krista, a proto nepřijímají podporu od nevěřících.
ବଃଲେକ୍ ସେମଃନ୍ ଅଜିଉଦିମଃନାର୍ ତଃୟ୍ହୁଣି କାୟ୍ରି ହେଁ ଉହ୍କାର୍ ନଃନେୟ୍ କ୍ରିସ୍ଟର୍ ନାଉଁ ଗିନେ ବାରାୟ୍ ଆଚ୍ତି ।
8 Pro takové lidi máme mít otevřené dveře a tak napomáhat šíření pravdy.
ବଃଲେକ୍ ଅଃମିମଃନ୍ ଜଃନ୍କଃରି ସଃତ୍ ଗିନେ ସେମଃନାର୍ ସଃଙ୍ଗ୍ କାମ୍ କଃରୁ ହାରୁନ୍ଦ୍; ଇତାର୍ ଗିନେ ସେମଃନାର୍ ଉହ୍କାର୍ କଃର୍ତାର୍ ଅଃମାର୍ କାମ୍ ।
9 Napsal jsem vašemu sboru dopis, ale Diotrefés, který chce mít mezi vámi vždycky první i poslední slovo, neuznává naši autoritu.
ମୁଁୟ୍ ତୁମାର୍ ମଣ୍ଡ୍ଳିକେ ଗଟେକ୍ ସାନ୍ ଚିଟି ଲେକି ରିଲେ, ମଃତର୍ ମଣ୍ଡ୍ଳି ବିତ୍ରେ ବଃଡ୍ ଅଃଉଁକେ ମଃନ୍କଃରି ଦିୟତ୍ରପା ମର୍ କଃତାକ୍ ନଃଦେର୍ଲାୟ୍ ।
10 Až k vám přijdu, povolám ho k odpovědnosti za to, že nás ošklivě pomlouvá, nepřijímá naše posly a dokonce brání těm, kdo se jich ujímají, a vylučuje je ze sboru.
ସେ ଅଃମିମଃନାର୍ ବିରଦେ କଃରାବ୍ କଃତା କୟ୍ ଅଃମିମଃନ୍କ୍ ଲିନ୍ଦା କଃରୁଲା, ଆରେକ୍ ସଃତେକ୍ସେ ନୟ୍, ନିଜେ ବାୟ୍ମଃନାର୍ ସେବା ନଃକେରୁଲା, ଆରେକ୍ ବିନ୍ ଲକ୍ମଃନ୍ ଉହ୍କାର୍ କଃରୁକେ ମଃନ୍ କଃଲେକ୍, ସେମଃନ୍କେ ନଃକେରାଉଁଲା, ଆର୍ ମଣ୍ଡ୍ଳି ତଃୟ୍ହୁଣି ସେନଃନ୍କେ ବାର୍କଃରୁଲା; ମୁଁୟ୍ ଗଃଲେକ୍ ତାର୍ ଇରି ସଃବୁ କଃଲା କଃରାବ୍ କାମ୍ ମଃନେ ଏତାୟ୍ ଦଃୟ୍ନ୍ଦ୍ ।
11 Drahý příteli, drž se ne zlého, ale dobrého příkladu. Kdo jedná podle Boží vůle, je jeho dítě. Kdo jedná svévolně, Boha nezná.
ଲାଡାର୍ ସାଙ୍ଗ, ଜୁୟ୍ ମଃନ୍ଦ୍ କାମାର୍ ହଃଚେ ନଃଜାୟ୍କଃରି ସଃତ୍ କାମାର୍ ହଃଚେ ଜାଆ, ଜେ ସଃତ୍ କାମ୍ କଃରେଦ୍ ସେ ଇସ୍ୱରାର୍ ତଃୟ୍ହୁଣି ଜାତ୍, ଜେ କଃରାବ୍ କାମ୍ କଃରେଦ୍ ସେ ଇସ୍ୱର୍କେ ନଃଜାଣେ ।
12 Demétria si váží a staví se za něj sám Bůh. I my za něho ručíme a vy víte, že naše svědectví je spolehlivé.
ଦିମିତ୍ରିୟର୍ କଃତା ସଃବୁଲକ୍ ନିକ ସାକି ଦେଉଁଲାୟ୍; ସଃତ୍ ନିଜେ ହେଁ ସାକି ଦେଉଁଲି; ଅଃମିମଃନ୍ ହେଁ ସାକି ଦେଉଁଲୁ । ଆର୍ ଅଃମିମଃନାର୍ ସାକି ଜେ ସଃତ୍ ଇରି ତୁମି ଜାଣୁଲାସ୍ ।
13 Rád bych napsal ještě více, ale je to zbytečné,
ତୁମାର୍ହାକ୍ ମର୍ ଗାଦେକ୍ କଃତା କଃଉତାର୍ ଆଚେ, ମଃତର୍ ସିରାୟ୍ ଆର୍ ପେନ୍ ତଃୟ୍ଁ ସେରି ଲେକୁକେ ମଃନ୍ ନଃକେରୁଲେ ।
14 protože doufám, že se brzo uvidíme a důkladně si o všem pohovoříme. Měj se dobře. Pozdravují tě přátelé a také ty pozdravuj každého z bratří.
ମର୍ ଆସା ଜେ, ବେଗି ତୁମାର୍ ସଃଙ୍ଗ୍ ବେଟ୍ ଅୟ୍ଦ୍ ଆର୍ ଅଃମିମଃନ୍ ଗଟେତଃୟ୍ ବଃସି ଗଟିକଃତା କଃରୁଆଁ । ତୁମାର୍ ଉହ୍ରେ ସୁସ୍ତା ଅଃଉଅ; ତୁମାର୍ ମିତ୍ରମଃନ୍ ତୁମିକେ ନାଉଁ ଦଃରି ଜୁଆର୍ ଜାଣାଉଁଲାୟ୍ । ଅଃମାର୍ ସଃବୁ ମିତ୍ରମଃନ୍କେ ମର୍ ନିଜାର୍ ଜୁଆର୍ ଜାଣାଉଆ ।